KTurtle/C3/Programming-Concepts/Oriya

From Script | Spoken-Tutorial
Jump to: navigation, search
Time Narration
00:01 ନମସ୍କାର ବନ୍ଧୁଗଣ
00:03 କେଟର୍ଟଲ୍ ରେ "ପରୋଗ୍ରାମିଙ୍ଗ୍ କନସେପ୍ଟ" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି
00:12 କେଟର୍ଟଲ୍ ରେ ଏକ ପ୍ରୋଗ୍ରାମ୍ ଲେଖିବା
00:15 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବାକୁ ଭେରିବଲ୍ସ ବ୍ୟବହାର କରିବା
00:18 କାନଭାସ ଉପରେ ପ୍ରିଣ୍ଟ କରିବାକୁ ପ୍ରିଣ୍ଟ କମାଣ୍ଡ ବ୍ୟବହାର କରିବା
00:22 ଏକ ଲାଇନ୍ କମେଣ୍ଟ କରିବା
00:24 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 11.10 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି
00:37 କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ
00:43 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:49 ଆଗକୁ ବଢ଼ିବା ପୂର୍ବରୁ ଆମେ, କେଟର୍ଟଲ୍ ବିଷୟରେ କିଛି ମୌଳିକ ସୂଚନା ଆଲୋଚନା କରିବା
00:55 କାନଭାସ୍ ଉପରେ ପ୍ରଦର୍ଶିତ ଟର୍ଟଲ୍ କୁ Sprite କୁହାଯାଏ
01:00 Sprite ହେଉଛୀ ଏକ ଛୋଟ ଛବି, ଯାହା ସ୍କ୍ରୀନ୍ ଚାରିପଟେ ବୁଲେ, ଯେପରି କର୍ସର୍ ହେଉଛି ଏକ Sprite
01:10 Sprite Hide କମାଣ୍ଡ ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
01:15 ଯଦି ଟର୍ଟଲ୍ ଲୁଚିକରି ଥାଏ, Sprite Show ତାହାକୁ ଦେଖାଏ
01:21 Clear କମାଣ୍ଡ, କାନଭାସରୁ ସମସ୍ତ ଡ୍ରଇଙ୍ଗ୍ କ୍ଲିନ୍ କରେ
01:27 କେଟର୍ଟଲ୍ ରେ
01:29 $ ଚିହ୍ନ ହେଉଛି ଭେରିବଲ୍ସର ଏକ ଧାରକ
01:34 (ଆଷ୍ଟ୍ରିକ୍ସ), ଦୁଇଟି ସଂଖ୍ୟାର ଗୁଣନ ପାଇଁ ବ୍ୟବହୃତ ହୁଏ
01:41 ^ (କ୍ୟାରେଟ୍), ସଂଖ୍ୟାର ଶକ୍ତି ବୃଦ୍ଧି କରେ
01:45 # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
01:50 ଗୋଟିଏ ସଂଖ୍ୟାର ବର୍ଗମୂଳ ଖୋଜିବା ପାଇଁ sqrt ହେଉଛି ଏକ ଇନବିଲ୍ଟ ଫଙ୍କଶନ୍
01:58 ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ
02:02 ଡାଶ୍ ହୋମ୍ >> ମିଡିଆ ଆପ୍ସରେ କ୍ଲିକ୍ କରନ୍ତୁ
02:07 Type ରେ, Education ଓ KTurtle ଚୟନ କରନ୍ତୁ
02:13 କେଟର୍ଟଲ୍ ଆପ୍ଲିକେଶନ୍ ଖୋଲିଲା
02:20 ଆମେ ଟର୍ମିନାଲ୍ ବ୍ୟବହାର କରି ମଧ୍ୟ କେଟର୍ଟଲ୍ ଖୋଲିପାରିବା
02:24 ଟର୍ମିନାଲ୍ ଖୋଲିବାକୁ ଏକାସାଙ୍ଗରେ CTRL+ALT+T ଦାବନ୍ତୁ
02:30 KTurtle ଟାଇପ୍ କରି ଏଣ୍ଟର୍ ଦାବିଲେ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲେ
02:41 ମୁଁ ଏବେ ପ୍ରୋଗ୍ରାମ୍ କୋଡ୍ ଟାଇପ୍ କରି ବୁଝାଉଛି
02:46 ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
02:55 #program to find square of a number ଏଣ୍ଟର୍ ଦାବନ୍ତୁ
03:15 # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
03:19 ଏହାର ଅର୍ଥ, ପ୍ରୋଗ୍ରାମ୍ ଚାଲିବାବେଳେ ଏହି ଲାଇନ୍ କୁ Execute କରାଯିବ ନାହିଁ ଏଣ୍ଟର୍ ଦାବନ୍ତୁ
03:29 Reset,Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ ଏଣ୍ଟର୍ ଦାବନ୍ତୁ
03:38 ଡବଲ୍ କ୍ୱୋଟ୍ସ ମଧ୍ୟରେ "$i=ask". Enter a number for I and click OK
03:58 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ହେଉଛି ଏକ ଭେ ରିଏବଲ୍
04:03 ask କମାଣ୍ଡ, ଭେରିଏବଲ୍ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ ପଚାରେ. ଏଣ୍ଟର୍ ଦାବନ୍ତୁ
04:11 Font Size ସ୍ପେସ୍ 28
04:17 ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size ସେଟ୍ କରେ
04:20 Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ
04:27 print $i*$i
04:36 ଗୋଟିଏ ସଂଖ୍ୟାର ବର୍ଗକୁ print $i*$i ଗଣନା ଓ ପ୍ରିଣ୍ଟ କରେ. ଏଣ୍ଟର୍ ଦାବନ୍ତୁ
04:45 Sprite Hide
04:48 Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
04:53 ଏବେ, ପ୍ରୋଗ୍ରାମ୍ କୁ ଚଲାନ୍ତୁ
04:56 ଏଡିତର୍ ରେ କୋଡ୍ execution ଆରମ୍ଭ କରିବାଖୁ ଟୂଲ୍ ବାର୍ ଉପରେ ଥିବା Run ବଟନ୍ ଉପରେ କ୍ଲିକ୍ କରନ୍ତୁ
05:03 ଏହା, Execution Speedsର ଏକ ତାଲିକା ଦେଖାଇବ
05:07 Full speed(No highlighting and inspector),
05:10 Full speed,

Slow, Slower, Slowest ଓ Step-by-Step

05:17 କୋଡ୍ କୁ Slow ସ୍ପୀଡ୍ ରେ ଚଲାନ୍ତୁ
05:21 ଏକ ଇନପୁଟ୍ ବାର୍ ଦେଖାଦେବ
05:23 i ପାଇଁ 15 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
05:29 କାନଭାସରେ 15 ର ବର୍ଗ = 225 ପ୍ରଦର୍ଶିତ ହେଲା
05:35 ଏବେ, ଏକ ପ୍ରୋଗ୍ରାମ୍ ମାଧ୍ୟମରେ ଗୋଟିଏ ସଂଖ୍ୟାର nth power ଜାଣିବା
05:42 ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି
05:46 ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
05:56 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ
06:03 ମୁଁ ଏବେ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରୁଛି
06:07 ପ୍ରୋଗ୍ରାମ୍ ର ସ୍ପଷ୍ଟୀକରଣ
06:09 # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
06:13 Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
06:18 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ଓ $n ହେଉଛି ଭେ ରିଏବଲ୍ସ
06:25 ask କମାଣ୍ଡ, ଭେରିଏବଲ୍ସ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ ପଚାରେ. ଏଣ୍ଟର୍ ଦାବନ୍ତୁ
06:31 ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ
06:37 Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ
06:43 ଗୋଟିଏ ସଂଖ୍ୟାର nth powerକୁ Print ($i^$n) ଗଣନା ଓ ପ୍ରିଣ୍ଟ କରେ
06:52 Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
06:57 ପ୍ରୋଗ୍ରାମ୍ କୁ ଚଲାନ୍ତୁ
07:00 i ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
07:05 n ପାଇଁ 4 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ କାନଭାସ୍ ଉପରେ 5^4=625 ପ୍ରଦର୍ଶିତ ହେଲା
07:18 ଏହାପରେ, ଗୋଟିଏ ସଂଖ୍ୟାର ବର୍ଗମୂଳ ଖୋଜିବା ପାଇଁ ଏକ ପ୍ରୋଗ୍ରାମ୍ ରେ ଇନବିଲ୍ଟ sqrt ଫଙ୍କଶନ୍ ବ୍ୟବହାର କରିବା
07:27 ମୁଁ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
07:35 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ
07:43 ମୁଁ ପ୍ରୋଗ୍ରାମ୍ କୁ ଯୁମ୍ କରିବି, ତାହା ସାମାନ୍ୟ ଝାପସା ଦେଖାଯାଇପାରେ
07:49 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
07:52 # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
07:57 Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
08:02 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ହେଉଛି ଏକ ଭେ ରିଏବଲ୍
08:07 ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ
08:12 ଗୋଟିଏ ସଂଖ୍ୟାର ବର୍ଗମୂଳକୁ Print sqrt $i ପ୍ରିଣ୍ଟ କରେ
08:19 Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
08:24 ଏବେ, ପ୍ରୋଗ୍ରାମ୍ କୁ ଚଲାନ୍ତୁ
08:28 i ପାଇଁ 169 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
08:34 କାନଭାସରେ 169 ର ବର୍ଗମୂଳ = 13 ପ୍ରଦର୍ଶିତ ହେଲା
08:39 ଏବେ ପୁଣିଥରେ ରନ୍ କରନ୍ତୁ
08:42 i ପାଇଁ -169 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
08:49 ଯଦି ଆମେ ଏକ ନେଗେଟିଭ୍ ନମ୍ୱର୍ ଏଣ୍ଟର୍ କରୁ, ତେବେ ଆଉଟପୁଟ୍ NaN ହେବ, ଯାହାର ଅର୍ଥ Not a Number
08:56 ଯେହେତୁ ନେଗେଟିଭ୍ ନମ୍ୱର୍ ର ବର୍ଗମୂଳ ଏକ ପ୍ରକୃତ ନମ୍ୱର୍ ନୁହେଁ
09:02 ଏହାପରେ, ଏକ ପ୍ରୋଗ୍ରାମ୍ ମାଧ୍ୟମରେ ଗୋଟିଏ ପଜିଟିଭ୍ ନମ୍ୱର୍ ର ଘନମୂଳ ନିଦର୍ଧାରଣ କରିବା
09:08 ମୁଁ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
09:19 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ
09:25 ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
09:31 ମୁଁ ଏବେ ପ୍ରୋଗ୍ରାମ୍ ବର୍ଣ୍ଣନା କରୁଛି
09:35 # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
09:38 ଧ୍ୟାନଦିଅନ୍ତୁ ଯେ, ଏହା ହେଉଛି ଏକ ସିଙ୍ଗଲ୍ ଲାଇନ୍ କମେଣ୍ଟ
09:42 ପ୍ରତ୍ୟେକ କମେଣ୍ଟ # (ହାଶ୍) ଚିହ୍ନ ଆଗକୁ ରହିବା ଉଚିତ
09:48 Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
09:53 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ଓ $C ହେଉଛି ଭେ ରିଏବଲ୍ସ
09:59 ଗୋଟିଏ ସଂଖ୍ୟାର ଘନମୂଳକୁ $C=($i)^(1/3) ଗଣନା କରେ
10:07 ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ
10:13 ଗୋଟିଏ ସଂଖ୍ୟାର ଘନମୂଳକୁ Print $C ପ୍ରିଣ୍ଟ କରେ
10:19 Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
10:23 ପ୍ରୋଗ୍ରାମ୍ କୁ ଚଲାନ୍ତୁ
10:27 i ପାଇଁ 343 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
10:34 କାନଭାସରେ 343 ର ଘନମୂଳ = 7 ପ୍ରଦର୍ଶିତ ହେଲା
10:40 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
10:43 ସଂକ୍ଷିପ୍ତରେ
10:46 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
10:49 ପ୍ରୋଗ୍ରାମିଙ୍ଗ୍ କନସେପ୍ଟ
10:52 sqrt ଫଙ୍କଶନ୍ ର ବ୍ୟବହାର
10:55 ପ୍ରିଣ୍ଟ କମାଣ୍ଡର ବ୍ୟବହାର
10:57 କେଟର୍ଟଲ୍ ଏଡିଟର୍ ଓ କାନଭାସ୍ ବ୍ୟବହାର କରିବା
11:02 ଏକ ଆସାଇନମେଣ୍ଟ ଭାବେ, ନିମ୍ନଲିଖିତ ପାଇବା ପାଇଁ ବେସିକ୍ ପ୍ରୋଗ୍ରାମିଙ୍ଗ୍ କମାଣ୍ଡଗୁଡ଼ିକୁ ବ୍ୟବହାର କରନ୍ତୁ ...
11:08 ଗୋଟିଏ ସଂଖ୍ୟାର ଘନ
11:11 ଗୋଟିଏ ସଂଖ୍ୟାର nth root
11:15 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial
11:19 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:22 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:29 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:32 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
11:35 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:44 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:48 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:55 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
11:59 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep