KTurtle/C3/Special-Commands-in-KTurtle/Oriya
From Script | Spoken-Tutorial
Time | Narration | ||
00:01 | ନମସ୍କାର ବନ୍ଧୁଗଣ, କେଟର୍ଟଲ୍ ରେ "Special Commands" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
00:08 | ଏହି ଟ୍ୟୁଟୋରିଆଲ୍ ରେ ଆପଣ ନିମ୍ନଲିଖିତ ଶିଖିବେ,
| ||
00:15 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04. କେଟର୍ଟଲ୍ ଭର୍ସନ୍ 0.8.1 ବିଟା | ||
00:28 | କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ | ||
00:33 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org | ||
00:39 | ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ | ||
00:42 | ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ | ||
00:44 | ସର୍ଚ ବାର୍ ରେ KTurtle ଟାଇପ୍ କରି | ||
00:47 | KTurtle ଆଇଅକନ୍ ଉପରେ କ୍ଲିକ୍ କରନ୍ତୁ | ||
00:50 | ପ୍ରଥମେ Learn କମାଣ୍ଡ ଦେଖିବା | ||
00:53 | Learn କମାଣ୍ଡ ହେଉଛି ଏକ ବିଶେଷ କମାଣ୍ଡ, ଯେହେତୁ ଏହାକୁ ଆପଣଙ୍କ ନିଜସ୍ୱ କମାଣ୍ଡଗୁଡ଼ିକ ତିଆରି କରିବା ପାଇଁ ବ୍ୟବହୃତ କରାଯାଇଥାଏ | ||
01:01 | Learn କମାଣ୍ଡ ଇନପୁଟ୍ ନେଇ ଆଉଅଟପୁଟ୍ ରିଟର୍ନ କରିପାରେ | ||
01:05 | ଏକ ନୂଆ କମାଣ୍ଡ କିପରି ତିଆରି କରାଯାଏ, ଚାଲନ୍ତୁ ଦେଖିବା | ||
01:10 | ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍ ଟେକ୍ସଟକୁ ଯୂମ୍ କରୁଛି | ||
01:14 | ଏକ ବର୍ଗକ୍ଷେତ୍ର ଆଙ୍କିବା ପାଇଁ, ଏଡିଟର୍ ରେ ଏକ କୋଡ୍ ଟାଇପ୍ କରନ୍ତୁ: | ||
01:19 | Repeat 4, କର୍ଲୀ ବ୍ରେସେସ୍ ମଧ୍ୟରେ {
{ |
Forward 10 | Turn Left 90
} |
01:31 | ଏଠାରେ ସଂଖ୍ୟା 10 ବର୍ଗକ୍ଷେତ୍ର ପାର୍ଶ୍ୱର ଦୀର୍ଘତା ନିର୍ଦ୍ଦିଷ୍ଟ କରେ | ||
01:37 | ଏବେ, Learn କମାଣ୍ଡ ବ୍ୟବହାର କରି ଏକ ବର୍ଗକ୍ଷେତ୍ର ଆଙ୍କିବାରେ ଜଡ଼ିତ ଥିବା କମାଣ୍ଡଗୁଡ଼ିକ ବିଷୟରେ ଶିଖିବା | ||
01:45 | ଏକ ବର୍ଗକ୍ଷେତ୍ର ଆଙ୍କିବା ପାଇଁ କମାଣ୍ଡଗୁଡ଼ିକର ଏହି ସମୂହକୁ "Square" ନାମ ଦେବା | ||
01:50 | Learn କମାଣ୍ଡ ପରେ ଶିଖିବାକୁ ଥିବା କମ୍ଡାର ନାମ ରହିବ, ଏହି ମାମଲାରେ ଏହା Squre ଅଟେ | ||
01:59 | ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ | ||
02:02 | Learn ସ୍ପେସ୍ Square ସ୍ପେସ୍ $x | ||
02:10 | କର୍ଲୀ ବ୍ରାକେଟ୍ ଯୋଡ଼ନ୍ତୁ
| ||
02:13 | $x ସ୍ଥାନରେ 10 ଲେଖନ୍ତୁ | ||
02:19 | ଆମେ ବ୍ୟାଖ୍ୟା କରିଥିବା ନୂଆ କମାଣ୍ଡକୁ Square କୁହାଯାଏ | ||
02:23 | ବର୍ଗକ୍ଷେତ୍ରର ଆକାର ସେଟ୍ କରିବାକୁ Square ଗୋଟିଏ ଇନପୁଟ୍ ଆର୍ଗୁମେଣ୍ଟ $x ନିଏ | ||
02:31 | ଦେଖନ୍ତୁ, ଆପଣ ଯେତେବେଳେ ଏହି କୋଡ୍ ଚଲାଇବେ, Square କୌଣସି ଆଉଟପୁଟ୍ ରିଟର୍ନ କରିବ ନାହିଁ | ||
02:37 | Learn କମାଣ୍ଡ ହେଉଛି କେବଳ Learning, ଅନ୍ୟ କମାଣ୍ଡ Square ପରେ ବ୍ୟବହୃତ ହେବ | ||
02:43 | ଏବେ, ଅବଶିଷ୍ଟ କୋଡ୍ ରେ ଏକ ସାଧାରଣ କମାଣ୍ଡ ପରି Square କମାଣ୍ଡକୁ ବ୍ୟବହାର କରିହେବ | ||
02:51 | ମୁଁ ଏଠାରେ ଆଉକିଛି ଲାଇନ୍ସ ଯୋଗ କରୁଛି | ||
02:54 | ଟାଇପ୍ କରନ୍ତୁ
go 200,200 square 100 | ||
03:04 | Square 100 କମାଣ୍ଡ ବ୍ୟବହାର କଲେ ଟର୍ଟଲ୍, 100 ଡାଇମେନ୍ସନ୍ ର ଏକ ବର୍ଗକ୍ଷେତ୍ର ଆଙ୍କେ | ||
03:11 | ଏବେ ଏହି କୋଡ୍ କୁ Run କରନ୍ତୁ | ||
03:13 | ଟର୍ଟଲ୍, କାନଭାସରେ ଏକ ବଗକ୍ଷେତ୍ର ଆଙ୍କିଲା | ||
03:17 | ଏବେ, 100 ସ୍ଥାନରେ 50 ଲେଖନ୍ତୁ | ||
03:22 | ଏବେ ପୁଣିଥରେ ରନ୍ କରନ୍ତୁ | ||
03:23 | ଟର୍ଟଲ୍, 50 ଡାଇମେନ୍ସନ୍ ର ଆଉ ଏକ ବର୍ଗକ୍ଷେତ୍ର ଆଙ୍କିଲା | ||
03:28 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଏହି ପ୍ରୋଗ୍ରାମର ପରିସର ମଧ୍ୟରେ ହିଁ ଏହି କମାଣ୍ଡର ବ୍ୟବହାର କରିହେବ | ||
03:35 | ମୁଁ ଏଡିଟର୍ ରୁ ବର୍ତ୍ତମାନର କୋଡ୍ କ୍ଲିଅର୍ କରିଦେବି | ||
03:38 | Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ | ||
03:44 | ଏହାପରେ ଆମେ Random କମାଣ୍ଡ ବିଷୟରେ ଶିଖିବା | ||
03:48 | Random କମାଣ୍ଡ ଇନପୁଟ୍ ନେଇ ଆଉଟପୁଟ୍ ରିଟର୍ନ କରେ | ||
03:52 | Random କମାଣ୍ଡ ପାଇଁ ସିଣ୍ଟାକ୍ସ ହେଉଛି Random X, Y | ||
03:57 | ଯେଉଁଠାରେ X ଓ Y ହେଉଛି ଦୁଇଟି ଇନପୁଟ୍ | ||
04:01 | X ସର୍ବନିମ୍ନ ଆଉଟପୁଟ୍ ସେଟ୍ କରିବାବେଳେ Y ସର୍ବାଧିକ ଆଉଟପୁଟ୍ ସେଟ୍ କରିଥାଏ | ||
04:07 | ଆଉଟପୁଟ୍ ହେଉଛି X ଓ Y ମଧ୍ୟରେ ରାଣ୍ଡମଲୀ ଚୟନିତ ସଂଖ୍ୟା | ||
04:13 | ଆପ୍ଲିକେଶନ୍ ରେ ବ୍ୟବହାର କରିବା ପାଇଁ Random କମାଣ୍ଡ ରଖନ୍ତୁ | ||
04:18 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ କୋଡ୍ ରଖିସାରିଛି | ||
04:22 | ମୁଁ ଏବେ କୋଡ୍ ବୁଝାଇବି | ||
04:24 | Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ | ||
04:29 | ଏଠାରେ କମାଣ୍ଡ Random 1,20 ଏକ ରାଣ୍ଡମ୍ ସଂଖ୍ୟା ସିଲେକ୍ଟ କରେ, ଯାହା 1 ସହିତ ସମାନ କିମ୍ୱା ବଡ଼ ଓ 20 ଠାରୁ ବଡ଼ କିମ୍ୱା ସମାନ ଏବଂ ଭେରିଏବଲ୍ Xକୁ ଆସାଇନ୍ କରେ | ||
04:44 | Repeat କମାଣ୍ଡ ଓ କର୍ଲୀ ବ୍ରାକେଟଗୁଡ଼ିକ ମଧ୍ୟରେ ଥିବା କମାଣ୍ଡଗୁଡ଼ିକ ଏକ ବୃତ୍ତ ଆଙ୍କନ୍ତି | ||
04:51 | ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି | ||
04:58 | ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ | ||
05:03 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ | ||
05:08 | ଆମେ ଯେତେବେଳେ ଏହି କୋଡ୍ କୁ Run କରିବା, | ||
05:10 | ଟର୍ଟଲ୍, କାନଭାସ୍ ଉପରେ 1ଓ 20 ମଧ୍ୟରେ ବ୍ୟାସାଦର୍ଧ ସହିତ ଏକ ବୃତ୍ତ ଆଙ୍କେ | ||
05:16 | ଏହି କୋଡ୍ କୁ ଆଉ କିଛି ଥର Execute କରନ୍ତୁ | ||
05:20 | ପ୍ରତ୍ୟେକ ଥର ଭିନ୍ନ ଭିନ୍ନ ଆକାର ସହିତ ବୃତ୍ତ ଆଙ୍କି ହେଉଥିବାର ଆପଣ ଦେଖିପାରିବେ | ||
05:26 | ପ୍ରତ୍ୟେକ ଥର ଆପଣ ଏହି କୋଡ୍ Execute କଲେ କାନଭାସ୍ ଉପରେ ଏକ ଭିନ୍ନ ବ୍ୟାସାଦର୍ଧର ବୃତ୍ତ ଆଙ୍କି ହେଉଛି | ||
05:33 | ଏବେ ଚାଲନ୍ତୁ, ଏକ ଉଦାହରଣ ଭାବେ ଉଭୟ Learn ଓ Random କମାଣ୍ଡ ବ୍ୟବହାର କରିବା | ||
05:39 | ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି | ||
05:48 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି | ||
05:52 | ମୁଁ ଏବେ କୋଡ୍ ବୁଝାଇବି | ||
05:55 | Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ | ||
06:00 | Canvas Size 300,300 କାନଭାସର ଓସାର ଓ ଉଚ୍ଚତା, ପ୍ରତ୍ୟେକକୁ 300 ପିକ୍ସେଲ୍ ରେ ଫିକ୍ସ କରେ | ||
06:09 | $R, $G ଓ $B ହେଉଛି ତିନୋଟି ଭେରିଏବଲ୍ସ, ଯେଉଁଥିକୁ ମୁଁ 0 ଓ 255 ମଧ୍ୟରେ ରାଣ୍ଡମ୍ ଭାଲ୍ୟୁ ଆସାଇନ କରୁଛି | ||
06:19 | Canvas Color $R, $G ଓ $B କମାଣ୍ଡରେ | ||
06:23 | ପୂର୍ବଭର୍ତ୍ତୀ ପଦାକ୍ଷେପରେ ଭେରିବଲ୍ସ R, G ଓ Bକୁ ଆସାଇନ୍ କରାଯାଇଥିବା ଭାଲ୍ୟୁଗୁଡ଼ିକ ଦ୍ୱାରା ନାଲି-ସବୁଜ-ନୀଳ କମ୍ୱିନେଶନ୍ ପ୍ରତିସ୍ଥାପନ ହୋଇଗଲା | ||
06:34 | ଏହି କମାଣ୍ଡ Execute ହେଲେ, କାନଭାସ ରଙ୍ଗ ରାଣ୍ଡମଲୀ ସେଟ୍ ହୋଇଯିବ | ||
06:41 | $red, $blue, $green ହେଉଛି ଭେରିଏବଲ୍ସର ଅନ୍ୟଏକ ସମୂହ | ||
06:45 | ଯେଉଁଠିକୁ 0 ଓ 255 ମଧ୍ୟରେ ରାଣ୍ଡମ୍ ଭାଲ୍ୟୁ ରାଣ୍ଡମଲୀ ଆସାଇନ୍ କରାଯାଇଛି | ||
06:53 | ଭେରିଏବଲ୍ସ ଦ୍ୱାରା ନାଲି-ନୀଳ-ସବୁଜ କମ୍ୱିନେଶନ୍ ଭାଲ୍ୟୁ Pen Color $Red, $Blue ଓ $Green ପ୍ରତିସ୍ଥାପିତ ହେଲା | ||
07:02 | ପୂର୍ବବର୍ତ୍ତୀ ପଦାଙ୍କରେ $Red, $Green ଓ $Blueକୁ ରାଣ୍ଡମ୍ ଭାଲ୍ୟୁ
ଆସାଇନ୍ କରାଯାଇଛି | ||
07:10 | କମାଣ୍ଡ Execute ହେଲେ ପେନ୍ ର ରଙ୍ଗ ମଧ୍ୟ ରାଣ୍ଡମଲୀ ସେଟ୍ ହୁଏ | ||
07:18 | Pen Width 2, ପେନ୍ ର ଓସାରକୁ 2 ପିକ୍ସେଲ୍ ରେ ସେଟ୍ କରେ | ||
07:25 | ଏହାପରେ ମୁଁ, ଏକ ବୃତ୍ତ ଆଙ୍କିବା ଶିଖିବା ପାଇଁ କୋଡ୍ ଏଣ୍ଟର୍ କରିଛି | ||
07:30 | ଏଠାରେ $x, ବୃତ୍ତର ଆକାରକୁ ବୁଝାଏ | ||
07:35 | Repeat କମାଣ୍ଡ ପରେ କର୍ଲୀ ବ୍ରାକେଟଗୁଡ଼ିକ ମଧ୍ୟରେ ଥିବା କମାଣ୍ଡଗୁଡ଼ିକ ଏକ ବୃତ୍ତ ଆଙ୍କେ | ||
07:43 | ପରବର୍ତ୍ତୀ Go କମାଣ୍ଡ ଓ ତା’ପରେ ଥିବା Circle କମାଣ୍ଡ, ନିର୍ଦ୍ଦିଷ୍ଟ ହୋଇଥିବା ଆକାରରେ ବୃତ୍ତ ଆଙ୍କନ୍ତି | ||
07:54 | ଉଦାହରଣସ୍ୱରୂପ, 5 ଆକାରର ବୃତ୍ତ, Go କମାଣ୍ଡରେ X ଓ Y ପୋଜିଶନ୍ ରେ ନିର୍ଦ୍ଦିଷ୍ଟ ହୋଇଥିବା | ||
08:01 | କୋ-ଅର୍ଡିନେଟ୍ସଠାରେ ଆକାର 5ର ଏକ ବୃତ୍ତ ଆଙ୍କେ | ||
08:09 | ପ୍ରତ୍ୟେକ ବୃତ୍ତ ପାଇଁ ମୁଁ, କାନଭାସ୍ ଉପରେ ଭିନ୍ନ ଭିନ୍ନ ପୋଜିଶନ୍ ନିର୍ଦ୍ଦିଷ୍ଟ କରିଛି | ||
08:16 | ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି | ||
08:23 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ | ||
08:29 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ | ||
08:33 | ମୁଁ Full Speedରେ ଏହି କୋଡ୍ କୁ Execute କରିବି | ||
08:37 | Run ଅପ୍ସନ୍ ରେ ନିର୍ଦ୍ଦିଷ୍ଟ ହୋଇଥିବା ଯେକୌଣସି ସ୍ପୀଡ୍ସରେ ଆପଣ ଏହି କୋଡ୍ କୁ execute କରିପାରିବେ | ||
08:43 | ମୁଁ ଏହି କୋଡ୍ କୁ ଆଉ କିଛି ଥର Execute କରିବି | ||
08:46 | Pen Color ଓ Canvas Colorର ରାଣ୍ଡମଲୀ ସେଟ୍ ହୋଇଥିବା ଭାଲ୍ୟୁଗୁଡ଼ିକରେ ଆପଣ ଭିନ୍ନତା ଦେଖିପାରିବେ | ||
08:54 | ପ୍ରତ୍ୟେକ Executionରେ ପେନ୍ ଓ କାନଭାସର ରଙ୍ଗରେ ପରିବର୍ତ୍ତନକୁ ଦେଖନ୍ତୁ | ||
09:01 | ଆପଣ ଯେତେଥର ଚାହିଁବେ କୋଡ୍ କୁ Execute କରିପାରିବେ ଏବଂ ପେନ୍ ଓ କାନଭାସର
ରାଣ୍ଡମଲୀ ସେଟ୍ ହୋଇଥ୍ବା ଭାଲ୍ୟୁରେ ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ | ||
09:15 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | ||
09:20 | ସଂକ୍ଷେପରେ | ||
09:22 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
| ||
09:30 | ଏକ ଆସାଇନମେଣ୍ଟ ଭାବେ | ||
09:32 | Lear କମାଣ୍ଡ ବ୍ୟବହାର କରି ଏକ
ଆପଣଙ୍କ କାନଭାସର ସମସ୍ତ ଚାରୋଟି କୋଣରେ ଏବଂ | ||
09:45 | କାନଭାସ ମଝିରେ ଏକ ବୃତ୍ତ ଆଙ୍କନ୍ତୁ | ||
09:49 | Random କମାଣ୍ଡ ବ୍ୟବହାର କରି ବିଭିନ୍ନ ରଙ୍ଗ କ୍ରିଏଟ୍ କରନ୍ତୁ ଏବଂ | ||
09:55 | ଆପଣଙ୍କର ଜ୍ୟାମିତିକ ଆକାର ଓ କାନଭାସ କଷ୍ଟମାଇଜ୍ କରନ୍ତୁ | ||
10:00 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial | ||
10:04 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
10:08 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | ||
10:13 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | ||
10:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | ||
10:19 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
10:22 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | ||
10:29 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
10:33 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
10:40 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ | ||
10:46 | ଆଇଆଇଟିଓ ବମ୍ୱେ ତରଫରୁ | ||
10:50 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |