Geogebra/C3/Exporting-GeoGebra-Files/Oriya

From Script | Spoken-Tutorial
Revision as of 12:15, 1 September 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ନମସ୍କାର
00:02 GeoGebraରେ Export feature ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଯଦି ଆପଣ ପ୍ରଥମଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି,
00:10 ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଥିବା “ଜିଓଜେବ୍ରାର ପରିଚୟ” କୁ ଦେଖନ୍ତୁ
00:17 ଏହି ଟ୍ୟୁଟୋରିଆଲ୍ ରେ
00:18 ଆମେ ଜିଓଜେବ୍ରାରେ 'Export feature ବିଷୟରେ ଶିଖିବା
00:22 'static picture' ଭାବରେ drawing pad figures କୁ ଏବଂ
00:26 dynamic HTML webpage ଭାବରେ ଜିଓଜେବ୍ରା ଫାଇଲ୍ କୁ export କରିବା
00:31 ଜିଓଜେବ୍ରା ଆରମ୍ଭ କରିବା ପାଇଁ, ମୁଁ ବ୍ୟବହାର କରୁଛି
00:34 GNU/Linux ଅପରେଟିଙ୍ଗ୍ ସିଷ୍ଟମ୍ ଉବୁଣ୍ଟୁ ଭରସନ୍ 10.04 LTS
00.39 Geogebra ଭର୍ସନ୍ 3.2.40.0.
00:44 ଏବେ ଜିଓଜେବ୍ରା ୱିଣ୍ଡୋ
00:48 ମେନୁ ଅପ୍ସନ ରେ ଥିବା File ଏବଂ Open ସିଲେକ୍ଟ କରି ଆପଣ ତିଆରି କରିସାରିଥିବା ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ
00.57 ConcentricCircles.ggb ସିଲେକ୍ଟ କରି ଓପନ୍ କ୍ଲିକ୍ କରନ୍ତୁ
01:04 ଯଦି AlgebraSpreadsheet Views' ଖୋଲା ଥାଏ, ତେବେ ଅପସନ୍ ମେନ୍ୟୁରୁ 'View ସିଲେକ୍ଟ କରନ୍ତୁ ଏବଂ ଅପସନ୍ ଗୁଡିକୁ uncheck କରି ବନ୍ଦ କରନ୍ତୁ
01:16 ଆମେ ଗ୍ରାଫିକ୍ ଭ୍ୟୁ ଟୁଲ୍ Move କୁ ବ୍ୟବହର କରି drawing pad ଅବଜେକ୍ଟଗୁଡିକୁ ବଦଳାଇ ପାରିବା
01:22 Export ପାଇଁ ଅବଜେକ୍ଟଗୁଡିକୁ ସିଲେକ୍ଟ କରିପାରନ୍ତି, କିମ୍ୱା ଯଦି ଆପଣ ଅବଜେକ୍ଟଗୁଡିକୁ ସିଲେକ୍ଟ କରୁନାହାଁନ୍ତି ତେବେ ସମଗ୍ର drawing pad କୁ Export କରିପାରିବେ
01:32 ମେନୁ ଅପସନ୍ File>>Export>>Graphics View as Picture ସିଲେକ୍ଟ କରନ୍ତୁ
01:40 Png ସିଲେକ୍ଟ କରି, export ପାଇଁ ଫାଇଲ୍ ର ଫରମାଟ୍ ସିଲେକ୍ଟ କରନ୍ତୁ
01:48 ଏଠାରେ ସ୍କେଲ୍ ବଦଳାଯାଇପାରିବ, ଆମେ default values ଅପରିବର୍ତ୍ତିତ ରଖିବା
01:53 ଏଠାରେ ଆପଣ Resolutionକୁ ବଢାଇ କିମ୍ୱା କମାଇ ପାରିବେ
01:58 Save Click କରନ୍ତୁ
02.01 ଏଠାରେ ଫୋଲଡର୍ ନାମ ସିଲେକ୍ଟ କରନ୍ତୁ, ଫାଇଲ୍ର ନାମ ସିଲେକ୍ଟ କରନ୍ତୁ
02:07 ଏଠାରେ ପୂର୍ବରୁ Png File type ଅଛି, ତେଣୁ Save କ୍ଲିକ୍ କରନ୍ତୁ
02:15 ସଂକ୍ଷିପ୍ତରେ
02:17 drawing padରୁ ଅବଜେକ୍ଟଗୁଡିକୁ ସିଲେକ୍ଟ କରନ୍ତୁ କିମ୍ୱା ସମଗ୍ର drawing padକୁ export କରିବା ପାଇଁ ଏହାକୁ ସିଲେକ୍ଟ ନକରି ଛାଡିଦିଅନ୍ତୁ
02:26 ମେନୁ ଅପସନ୍ File>>Export>>Graphics View as Picture ସିଲେକ୍ଟ କରନ୍ତୁ
02:33 Format, ScaleResolution ଚୟନ କରନ୍ତୁ ଏବଂ exported ଫାଇଲ୍ save କରନ୍ତୁ
02:40 ଏବେ ଅଧ୍ୟାୟର ଦ୍ୱିତୀୟ ଭାଗ
02:45 dynamic webpage ଭାବରେ Geogebra export କରିବା ପାଇଁ
02:49 ପ୍ରଥମେ ଏକ GeoGebra ଫାଇଲ୍ ଖୋଲନ୍ତୁ, ଉଦାହରଣସ୍ୱରୂପ
02:53 Interior Angles.ggb
02.59 ମେନୁ ଅପସନ୍ File, Export >> Dynamic Worksheet as Webpage ସିଲେକ୍ଟ କରନ୍ତୁ
03:09 ଏକ ବକ୍ସ ଦେଖାଦେବ
03:12 Title, Author name ଏବଂ Date ଏଣ୍ଟର୍ କରନ୍ତୁ
03:18 ଏଠାରେ General ଓ Advanced ନାମରେ ଦୁଇଟି tabs ଅଛି
03:22 General tabରେ, Construction ଉପରେ ଓ ତଳେ, ଆପଣ ଚାହୁଁଥିବା text କୁ enter କରିପାରିବେ
03:30 Construction ଉପରେ ଦେଖାଯିବାପାଇଁ ଏହି text କୁ ଯୋଗ କରନ୍ତୁ
03:37 ମୁଁ କିବୋର୍ଡରେ Ctrl +X ପ୍ରେସ୍ କରି ସୂଚନାକୁ cut ଏବଂ paste କରିବି
03:43 ତା’ପରେ keyboardରେ ଆଉଥରେ Ctrl+V ପ୍ରେସ୍ କରିବି
03:48 Move the vertices of the triangle and observe the values of the interior angles of the triangle.
03:56 ଏବେ ନିମ୍ନ construction ଯୋଗ କରନ୍ତୁ Observe what happens when A, B and C are on a straight line by dragging the vertices
04:08 ଏବେ Advanced ଟ୍ୟାବ୍ କୁ ଯିବା
04:10 GeoGebra ପେଜ୍ ର ଅଂଶ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନେକ ଚେକ୍ ବକ୍ସଗୁଡିକ ରହିଛି, ଯାହା GeoGebraର ଫିଚର୍ସ ଓ ଅପ୍ସନ୍ସ ଆଡ୍ କରେ
04:18 ୱେବ୍ ପେଜ୍ ରେ right-click ଫିଚର୍ସ ଏନାବଲ୍ କରିବାକୁ ଏହାକୁ ଚେକ୍ କରନ୍ତୁ
04:23 ମୁଭିଙ୍ଗ୍ ଲେବଲ୍ ଏନାବଲ୍ ପାଇଁ ଏହାକୁ ଚେକ୍ କରନ୍ତୁ
04:28 ମୂଳ ସ୍ଥାନକୁ construction ରିସେଟ୍ କରିବା ପାଇଁ ଏକ ଆଇକନ୍ ରଖିବାକୁ ଏହାକୁ ଚେକ୍ କରନ୍ତୁ
04:35 GeoGebra webpage ଉପରେ ଡବଲ୍ କ୍ଲିକ୍ କଲେ, ଆପଣଙ୍କ କମ୍ପ୍ୟୁଟର୍ ରେ GeoGebra ଆପ୍ଲିକେଶନ୍ ୱିଣ୍ଡୋ ଯଦି ଆପଣ ଖୋଲିବାକୁ ଚାହୁଁଛନ୍ତି, ତେବେ ଏହାକୁ ଚେକ୍ କରନ୍ତୁ
04:45 ଯଦି ଆପଣ ନିଜ ୱେବ୍ ପେଜ୍ ରେ menu bar, tool bar ଓ input bar କିମ୍ୱା Save ଓ Print ଫିଚର୍ସଗୁଡିକୁ ଦେଖାଇବାକୁ ଚାହୁଁଛନ୍ତି , ତେବେ ଏଠାରେ ଥିବା ଉପଯୁକ୍ତ ବକ୍ସଗୁଡିକୁ ସିଲେକ୍ଟ କରନ୍ତୁ
04:56 ୱେବ୍ ପେଜ୍ ରେ ଦେଖାଯାଉଥିବା GeoGebra ୱିଣ୍ଡୋର Width ଓ Heightକୁ ଆପଣ ଏଠାରେ ବଦଳାଇ ପାରିବେ
05:03 ବ୍ରାଉଜର୍ ରେ ଦେଖିବା ପାଇଁ Export ସିଲେକ୍ଟ କରନ୍ତୁ ଏବଂ html ଫାଇଲ୍ ଭାବରେ ଏହାକୁ ସେଭ୍ କରନ୍ତୁ
05:11 ଯେହେତୁ ମୁଁ Firefox web browser ବ୍ୟବହାର କରୁଛି, ମୁଁ ଏକ୍ସପୋର୍ଟ କରିବା ମାତ୍ରେ ଏହା ଖୋଲିବ
05:22 ଆପଣ Construction ତଳ ସମେତ ଉପରେ ଥିବା ଟେକ୍ସଟ୍ କୁ ଦେଖିପାରିବେ
05:29 ଏହା ଏକ ଡାଇନାମିକ୍ ୱେବ୍ ପେଜ୍ ହୋଇଥିବାରୁ ଆପଣ କୋଣଗୁଡ଼ିକୁ ଘୁଞ୍ଚାଇବା ସହ ଆକୃତିରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ
05:38 ସଂକ୍ଷିପ୍ତରେ
05:39 ଆପଣ ପୂର୍ବରୁ ତିଆରି କରିଥିବା ଏକ ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ, ମେନୁ ଅପସନ୍ File >>Export >> Dynamic Worksheet as webpage ସିଲେକ୍ଟ କରନ୍ତୁ
05:50 Title, Text ଓ Advance featuresକୁ ଚୟନ କରନ୍ତୁ ଏବଂ ୱେବ୍ ପେଜ୍, html ଫାଇଲ୍ ଭାବରେ ଆପଣଙ୍କର ଜିଓଜେବ୍ରା ଫାଇଲ୍କୁ export କରନ୍ତୁ
06:01 ଏକ ୱେବ୍ ବ୍ରାଉଜର୍ ବ୍ୟବହାର କରି html ଫାଇଲ୍ ଦେଖନ୍ତୁ
06:05 ଏକ ୱେବ୍ ବ୍ରାଉଜର୍ ରେ କାମ କରିବାକୁ ଜିଓଜେବ୍ରା ପାଇଁ ଜାଭା install କରିବାକୁ ପଡିପାରେ
06:11 ଏକ ଆସାଇନମେଣ୍ଟ ଭାବେ
06:13 ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ ଏବଂ ନିର୍ଦ୍ଦିଷ୍ଟ ଅବଜେକ୍ଟ କିମ୍ୱା ସମ୍ପୂର୍ଣ୍ଣ ଡ୍ରଇଙ୍ଗ୍ ପ୍ୟାଡ୍ ସିଲେକ୍ଟ କରି Static picture ଭାବରେ
06:24 ଏବଂ ଏକ Dynamic web page ଭାବରେ export କରନ୍ତୁ
06:25 dynamic web pageରେ ନିମ୍ନ ଫିଚର୍ସ ଅନ୍ତର୍ଭୁକ୍ତ କରନ୍ତୁ
06:29 ରିସେଟ୍ ଅପ୍ସନ୍ ଓ ଟୁଲ୍ ବାର୍ ଅପ୍ସନ୍
06:33 ନିମ୍ନଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
06:36 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:40 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
06.44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06.49 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
06.52 ଅଧିକ ବିବରଣୀ ପାଇଁ, ଦୟାକରି ଏହି email address ରେ ଯୋଗାଯୋଗ କରନ୍ତୁ
06.58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:01 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:07 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
07:12 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep