Geogebra/C3/Exporting-GeoGebra-Files/Oriya
From Script | Spoken-Tutorial
| Time | Narration |
| 00:00 | ନମସ୍କାର |
| 00:02 | GeoGebraରେ Export feature ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଯଦି ଆପଣ ପ୍ରଥମଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି, |
| 00:10 | ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଥିବା “ଜିଓଜେବ୍ରାର ପରିଚୟ” କୁ ଦେଖନ୍ତୁ |
| 00:17 | ଏହି ଟ୍ୟୁଟୋରିଆଲ୍ ରେ,ଆମେ ଜିଓଜେବ୍ରାରେ 'Export feature ବିଷୟରେ ଶିଖିବା |
| 00:22 | 'static picture' ଭାବରେ drawing pad figures କୁ ଏବଂ |
| 00:26 | dynamic HTML webpage ଭାବରେ ଜିଓଜେବ୍ରା ଫାଇଲ୍ କୁ export କରିବା |
| 00:31 | ଜିଓଜେବ୍ରା ଆରମ୍ଭ କରିବା ପାଇଁ, ମୁଁ ବ୍ୟବହାର କରୁଛି |
| 00:34 | GNU/Linux ଅପରେଟିଙ୍ଗ୍ ସିଷ୍ଟମ୍ ଉବୁଣ୍ଟୁ ଭରସନ୍ 10.04 LTS |
| 00:39 | ଓ Geogebra ଭର୍ସନ୍ 3.2.40.0. |
| 00:44 | ଏବେ ଜିଓଜେବ୍ରା ୱିଣ୍ଡୋ |
| 00:48 | ମେନୁ ଅପ୍ସନ ରେ ଥିବା File ଏବଂ Open ସିଲେକ୍ଟ କରି ଆପଣ ତିଆରି କରିସାରିଥିବା ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ |
| 00:57 | ConcentricCircles.ggb ସିଲେକ୍ଟ କରି ଓପନ୍ କ୍ଲିକ୍ କରନ୍ତୁ |
| 01:04 | ଯଦି Algebra ଓ Spreadsheet Views' ଖୋଲା ଥାଏ, ତେବେ ଅପସନ୍ ମେନ୍ୟୁରୁ 'View ସିଲେକ୍ଟ କରନ୍ତୁ ଏବଂ ଅପସନ୍ ଗୁଡିକୁ uncheck କରି ବନ୍ଦ କରନ୍ତୁ |
| 01:16 | ଆମେ ଗ୍ରାଫିକ୍ ଭ୍ୟୁ ଟୁଲ୍ Move କୁ ବ୍ୟବହର କରି drawing pad ଅବଜେକ୍ଟଗୁଡିକୁ ବଦଳାଇ ପାରିବା |
| 01:22 | Export ପାଇଁ ଅବଜେକ୍ଟଗୁଡିକୁ ସିଲେକ୍ଟ କରିପାରନ୍ତି, କିମ୍ୱା ଯଦି ଆପଣ ଅବଜେକ୍ଟଗୁଡିକୁ ସିଲେକ୍ଟ କରୁନାହାଁନ୍ତି ତେବେ ସମଗ୍ର drawing pad କୁ Export କରିପାରିବେ |
| 01:32 | ମେନୁ ଅପସନ୍ File>>Export>>Graphics View as Picture ସିଲେକ୍ଟ କରନ୍ତୁ |
| 01:40 | Png ସିଲେକ୍ଟ କରି, export ପାଇଁ ଫାଇଲ୍ ର ଫରମାଟ୍ ସିଲେକ୍ଟ କରନ୍ତୁ |
| 01:48 | ଏଠାରେ ସ୍କେଲ୍ ବଦଳାଯାଇପାରିବ, ଆମେ default values ଅପରିବର୍ତ୍ତିତ ରଖିବା |
| 01:53 | ଏଠାରେ ଆପଣ Resolutionକୁ ବଢାଇ କିମ୍ୱା କମାଇ ପାରିବେ |
| 01:58 | Save Click କରନ୍ତୁ |
| 02:01 | ଏଠାରେ ଫୋଲଡର୍ ନାମ ସିଲେକ୍ଟ କରନ୍ତୁ, ଫାଇଲ୍ର ନାମ ସିଲେକ୍ଟ କରନ୍ତୁ |
| 02:07 | ଏଠାରେ ପୂର୍ବରୁ Png File type ଅଛି, ତେଣୁ Save କ୍ଲିକ୍ କରନ୍ତୁ |
| 02:15 | ସଂକ୍ଷିପ୍ତରେ |
| 02:17 | drawing padରୁ ଅବଜେକ୍ଟଗୁଡିକୁ ସିଲେକ୍ଟ କରନ୍ତୁ କିମ୍ୱା ସମଗ୍ର drawing padକୁ export କରିବା ପାଇଁ ଏହାକୁ ସିଲେକ୍ଟ ନକରି ଛାଡିଦିଅନ୍ତୁ |
| 02:26 | ମେନୁ ଅପସନ୍ File>>Export>>Graphics View as Picture ସିଲେକ୍ଟ କରନ୍ତୁ |
| 02:33 | Format, Scale ଓ Resolution ଚୟନ କରନ୍ତୁ ଏବଂ exported ଫାଇଲ୍ save କରନ୍ତୁ |
| 02:40 | ଏବେ ଅଧ୍ୟାୟର ଦ୍ୱିତୀୟ ଭାଗ |
| 02:45 | dynamic webpage ଭାବରେ Geogebra export କରିବା ପାଇଁ |
| 02:49 | ପ୍ରଥମେ ଏକ GeoGebra ଫାଇଲ୍ ଖୋଲନ୍ତୁ, ଉଦାହରଣସ୍ୱରୂପ |
| 02:53 | Interior Angles.ggb |
| 02:59 | ମେନୁ ଅପସନ୍ File, Export >> Dynamic Worksheet as Webpage ସିଲେକ୍ଟ କରନ୍ତୁ |
| 03:09 | ଏକ ବକ୍ସ ଦେଖାଦେବ |
| 03:12 | Title, Author name ଏବଂ Date ଏଣ୍ଟର୍ କରନ୍ତୁ |
| 03:18 | ଏଠାରେ General ଓ Advanced ନାମରେ ଦୁଇଟି tabs ଅଛି |
| 03:22 | General tabରେ, Construction ଉପରେ ଓ ତଳେ, ଆପଣ ଚାହୁଁଥିବା text କୁ enter କରିପାରିବେ |
| 03:30 | Construction ଉପରେ ଦେଖାଯିବାପାଇଁ ଏହି text କୁ ଯୋଗ କରନ୍ତୁ |
| 03:37 | ମୁଁ କିବୋର୍ଡରେ Ctrl +X ପ୍ରେସ୍ କରି ସୂଚନାକୁ cut ଏବଂ paste କରିବି |
| 03:43 | ତା’ପରେ keyboardରେ ଆଉଥରେ Ctrl+V ପ୍ରେସ୍ କରିବି |
| 03:48 | Move the vertices of the triangle and observe the values of the interior angles of the triangle. |
| 03:56 | ଏବେ ନିମ୍ନ construction ଯୋଗ କରନ୍ତୁ Observe what happens when A, B and C are on a straight line by dragging the vertices |
| 04:08 | ଏବେ Advanced ଟ୍ୟାବ୍ କୁ ଯିବା |
| 04:10 | GeoGebra ପେଜ୍ ର ଅଂଶ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନେକ ଚେକ୍ ବକ୍ସଗୁଡିକ ରହିଛି, ଯାହା GeoGebraର ଫିଚର୍ସ ଓ ଅପ୍ସନ୍ସ ଆଡ୍ କରେ |
| 04:18 | ୱେବ୍ ପେଜ୍ ରେ right-click ଫିଚର୍ସ ଏନାବଲ୍ କରିବାକୁ ଏହାକୁ ଚେକ୍ କରନ୍ତୁ |
| 04:23 | ମୁଭିଙ୍ଗ୍ ଲେବଲ୍ ଏନାବଲ୍ ପାଇଁ ଏହାକୁ ଚେକ୍ କରନ୍ତୁ |
| 04:28 | ମୂଳ ସ୍ଥାନକୁ construction ରିସେଟ୍ କରିବା ପାଇଁ ଏକ ଆଇକନ୍ ରଖିବାକୁ ଏହାକୁ ଚେକ୍ କରନ୍ତୁ |
| 04:35 | GeoGebra webpage ଉପରେ ଡବଲ୍ କ୍ଲିକ୍ କଲେ, ଆପଣଙ୍କ କମ୍ପ୍ୟୁଟର୍ ରେ GeoGebra ଆପ୍ଲିକେଶନ୍ ୱିଣ୍ଡୋ ଯଦି ଆପଣ ଖୋଲିବାକୁ ଚାହୁଁଛନ୍ତି, ତେବେ ଏହାକୁ ଚେକ୍ କରନ୍ତୁ |
| 04:45 | ଯଦି ଆପଣ ନିଜ ୱେବ୍ ପେଜ୍ ରେ menu bar, tool bar ଓ input bar କିମ୍ୱା Save ଓ Print ଫିଚର୍ସଗୁଡିକୁ ଦେଖାଇବାକୁ ଚାହୁଁଛନ୍ତି , ତେବେ ଏଠାରେ ଥିବା ଉପଯୁକ୍ତ ବକ୍ସଗୁଡିକୁ ସିଲେକ୍ଟ କରନ୍ତୁ |
| 04:56 | ୱେବ୍ ପେଜ୍ ରେ ଦେଖାଯାଉଥିବା GeoGebra ୱିଣ୍ଡୋର Width ଓ Heightକୁ ଆପଣ ଏଠାରେ ବଦଳାଇ ପାରିବେ |
| 05:03 | ବ୍ରାଉଜର୍ ରେ ଦେଖିବା ପାଇଁ Export ସିଲେକ୍ଟ କରନ୍ତୁ ଏବଂ html ଫାଇଲ୍ ଭାବରେ ଏହାକୁ ସେଭ୍ କରନ୍ତୁ |
| 05:11 | ଯେହେତୁ ମୁଁ Firefox web browser ବ୍ୟବହାର କରୁଛି, ମୁଁ ଏକ୍ସପୋର୍ଟ କରିବା ମାତ୍ରେ ଏହା ଖୋଲିବ |
| 05:22 | ଆପଣ Construction ତଳ ସମେତ ଉପରେ ଥିବା ଟେକ୍ସଟ୍ କୁ ଦେଖିପାରିବେ |
| 05:29 | ଏହା ଏକ ଡାଇନାମିକ୍ ୱେବ୍ ପେଜ୍ ହୋଇଥିବାରୁ ଆପଣ କୋଣଗୁଡ଼ିକୁ ଘୁଞ୍ଚାଇବା ସହ ଆକୃତିରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ |
| 05:38 | ସଂକ୍ଷିପ୍ତରେ,ଆପଣ ପୂର୍ବରୁ ତିଆରି କରିଥିବା ଏକ ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ, ମେନୁ ଅପସନ୍ File >>Export >> Dynamic Worksheet as webpage ସିଲେକ୍ଟ କରନ୍ତୁ |
| 05:50 | Title, Text ଓ Advance featuresକୁ ଚୟନ କରନ୍ତୁ ଏବଂ ୱେବ୍ ପେଜ୍, html ଫାଇଲ୍ ଭାବରେ ଆପଣଙ୍କର ଜିଓଜେବ୍ରା ଫାଇଲ୍କୁ export କରନ୍ତୁ |
| 06:01 | ଏକ ୱେବ୍ ବ୍ରାଉଜର୍ ବ୍ୟବହାର କରି html ଫାଇଲ୍ ଦେଖନ୍ତୁ |
| 06:05 | ଏକ ୱେବ୍ ବ୍ରାଉଜର୍ ରେ କାମ କରିବାକୁ ଜିଓଜେବ୍ରା ପାଇଁ ଜାଭା install କରିବାକୁ ପଡିପାରେ |
| 06:11 | ଏକ ଆସାଇନମେଣ୍ଟ ଭାବେ |
| 06:13 | ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ ଏବଂ ନିର୍ଦ୍ଦିଷ୍ଟ ଅବଜେକ୍ଟ କିମ୍ୱା ସମ୍ପୂର୍ଣ୍ଣ ଡ୍ରଇଙ୍ଗ୍ ପ୍ୟାଡ୍ ସିଲେକ୍ଟ କରି Static picture ଭାବରେ |
| 06:24 | ଏବଂ ଏକ Dynamic web page ଭାବରେ export କରନ୍ତୁ,dynamic web pageରେ ନିମ୍ନ ଫିଚର୍ସ ଅନ୍ତର୍ଭୁକ୍ତ କରନ୍ତୁ |
| 06:29 | ରିସେଟ୍ ଅପ୍ସନ୍ ଓ ଟୁଲ୍ ବାର୍ ଅପ୍ସନ୍ |
| 06:33 | ନିମ୍ନଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 06:36 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 06:40 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 06:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 06:49 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 06:52 | ଅଧିକ ବିବରଣୀ ପାଇଁ, ଦୟାକରି ଏହି email address ରେ ଯୋଗାଯୋଗ କରନ୍ତୁ |
| 06:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 07:01 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 07:07 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) |
| 07:12 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |