LibreOffice-Suite-Impress/C4/Presentation-Notes/Oriya

From Script | Spoken-Tutorial
Revision as of 21:49, 6 June 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search

Resources for recording

Presentation Notes

Time Narration
00.00 ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ Presentation Notes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00.06 ଏହି ଟ୍ୟୁଟୋରିଆଲ୍‌ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିବା
00.12 ଦୁଇଟି ଉଦ୍ଦେଶ୍ୟ ପାଇଁ ନୋଟ୍ସ ବ୍ୟବହାର କରାଯାଏ:
00.14 ଦର୍ଶକଙ୍କ ପାଇଁ ପ୍ରତ୍ୟେକ ସ୍ଲାଇଡ୍‌ରେ ଅତିରିକ୍ତ ମ୍ୟାଟେରିଆଲ୍ କିମ୍ୱା ରେଫରେନ୍ସ ଭାବରେ
00.20 ଦର୍ଶକଙ୍କ ପାଇଁ ସ୍ଲାଇଡ୍ ଉପସ୍ଥାପନ କରୁଥିବା ସମୟରେ ରେଫରେନ୍ସ ନୋଟ୍ସ ସହିତ ପ୍ରେଜେଣ୍ଟର୍‌ଙ୍କୁ ସାହାଯ୍ୟ କରିବାକୁ
00.27 Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
00.33 ବାମପଟେ ଥିବା Slides ପେନ୍‌ରୁ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ
00.38 ଟେକ୍ସଟ୍ ପରିବର୍ତ୍ତନ କରନ୍ତୁ
00.40 To achieve 30% shift to OpenSource software within 1 year
00.46 To achieve 95% shift to OpenSource Software within 5 years
00.53 ପେଜ୍‌ରେ କିଛି ନୋଟ୍ସ ଆଡ୍ କରନ୍ତୁ, ଯେଉଁଥିରୁ ଯେତେବେଳେ ଏହାକୁ ପ୍ରିଣ୍ଟ କରାଯିବ, ପାଠକଙ୍କୁ କିଛି ରେଫରେନ୍ସ ମ୍ୟାଟେରିଆଲ୍ ମିଳିବ
01.01 ନୋଟ୍ସ ଏଡିଟ୍ କରିବାକୁ, Notes ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
01.04 ସ୍ଲାଇଡ୍ ତଳେ ଏକ Notes ଟେକ୍ସଟ୍ ବକ୍ସ ଦେଖାଦେବ. ଏଠାରେ ଆମେ ନୋଟ୍ସ ଟାଇପ୍ କରିପାରିବା
01.12 Click to Add Notesରେ କ୍ଲିକ୍ କରନ୍ତୁ
01.15 ଆପଣ ଏହି ବକ୍ସ ଏଡିଟ୍ କରିପାରିବେ
01.19 ଏହି ବକ୍ସରେ ଟାଇପ୍ କରନ୍ତୁ;
01.22 Management would like to explore cost saving from shifting to Open Source Software
01.28 Open source software has now become a viable option to proprietary software.
01.35 Open source software will free the company from arbitrary software updates of proprietary software. <Pause>
01.46 ଆମେ ଆମର ପ୍ରଥମ Note ତିଆରି କରିଦେଲେ
01.49 ଏବେ, Notesରେ ଥିବା ଟେକ୍ସଟ୍ ଫର୍ମାଟ୍ ବିଷୟରେ ଶିଖିବା
01.54 ଟେକ୍ସଟ୍ ସିଲେକ୍ଟ କରନ୍ତୁ
01.56 ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Type ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରନ୍ତୁ ଓ TlwgMono ସିଲେକ୍ଟ କରନ୍ତୁ
02.05 ତା’ପରେ Font Size ଡ୍ରପ୍ ଡାଉନ୍ରେ 18 ସିଲେକ୍ଟ କରନ୍ତୁ
02.10 ସେହି Task Barରୁ Bullet ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଟେକ୍ସଟ୍‌ରେ ଏବେ ବୁଲେଟ୍ ପଏଣ୍ଟସ୍ ଆସିଗଲା
02.18 ଏକ ଷ୍ଟାଣ୍ଡାର୍ଡ ଫର୍ମାଟ୍‌ରେ ସମସ୍ତ ନୋଟ୍ସ ସେଟ୍ କରିବାକୁ ଏକ Notes Master କ୍ରିଏଟ୍ କରିବା ବିଷୟରେ ଶିଖିବା
02.25 Main ମେନୁରୁ View କ୍ଲିକ୍ କରନ୍ତୁ ଓ ତା’ପରେ Master କ୍ଲିକ୍ କରି Notes Master କ୍ଲିକ୍ କରନ୍ତୁ
02.33 Notes Master ଭ୍ୟୁ ଦେଖାଦେବ
02.36 ଦେଖନ୍ତୁ, ଏଠାରେ ଦୁଇଟି ସ୍ଲାଇଡ୍ ପ୍ରଦର୍ଶିତ ହେଉଛି
02.40 ଏହାର ଅର୍ଥ, ପ୍ରେଜେଣ୍ଟେଶନ୍‌ରେ ବ୍ୟବହୃତ ପ୍ରତ୍ୟେକ Master Slide ପାଇଁ ଗୋଟିଏ ହେଉଛି Notes Master
02.47 Notes Master Slide ହେଉଛି ଏକ ଟେମ୍ପଲେଟ୍ ଭଳି
02.51 ଆପଣ ଏଠାରେ ଫର୍ମାଟିଙ୍ଗ୍ ପ୍ରିଫରେନ୍ସେସ୍ ସେଟ୍ କରିପାରିବେ, ଯାହା ତାହାପରେ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ନୋଟ୍ସରେ ଲାଗୁ ହେବ
02.58 Slides ପେନ୍‌ରୁ ପ୍ରଥମ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
03.01 Notes ପ୍ଲେସ୍ ହୋଲ୍‌ଡର୍‌ରେ କ୍ଲିକ୍ କରି ସେଥିରେ ପ୍ରଦର୍ଶିତ ଟେକ୍ସଟ୍ ସିଲେକ୍ଟ କରନ୍ତୁ
03.08 ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Size ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି 32 ସିଲେକ୍ଟ କରନ୍ତୁ
03.16 ମେନ୍ ମେନୁରୁ, Format ଓ Character ଉପରେ କ୍ଲିକ୍ କରନ୍ତୁ
03.21 Character ଡାୟଲଗ୍ ବକ୍ସ ଖୋଲିଲା
03.24 Font Effect ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
03.28 Font Color ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି Red ସିଲେକ୍ଟ କରନ୍ତୁ. OK କ୍ଲିକ୍ କରନ୍ତୁ
03.35 Notes ରେ ଏକ ଲୋଗୋ ଭାବରେ
03.38 ଏକ ଟ୍ରାୟାଙ୍ଗଲ୍ ଆଡ୍ କରିବା
03.40 Drawing ଟୁଲ୍‌ବାର୍‌ରୁ Basic Shapes ଉପରେ କ୍ଲିକ୍ କରି Isosceles Triangle ସିଲେକ୍ଟ କରନ୍ତୁ
03.48 ନୋଟ୍ସ ଟେକ୍ସଟ୍ ବକ୍ସର ଉପର ବାମପଟ କୋଣରେ ଟ୍ରାୟାଙ୍ଗଲ୍‌କୁ ଇନ୍ସର୍ଟ କରନ୍ତୁ
03.53 ଟ୍ରାୟାଙ୍ଗଲ୍‌କୁ ସିଲେକ୍ଟ କରନ୍ତୁ ଓ କଣ୍ଟେକ୍ସଟ୍ ମେନୁ ପାଇଁ ରାଇଟ୍ କ୍ଲିକ୍ କରନ୍ତୁ. Area କ୍ଲିକ୍ କରନ୍ତୁ
03.59 Area ଡାୟଲଗ୍ ବକ୍ସ ଦେଖାଦେଲା
04.02 Area ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
04.05 Fill ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି Colorରେ କ୍ଲିକ୍ କରନ୍ତୁ. ଏବେ Blue 7 ଚୟନ କରନ୍ତୁ
04.12 ଏହି ଫର୍ମାଟିଙ୍ଗ୍ ଓ ଲୋଗୋ, କ୍ରିଏଟ୍ କରାଯାଇଥିବା ସମସ୍ତ ନୋଟ୍ସ ପାଇଁ ଡିଫଲ୍ଟ ହେବ
04.18 OK କ୍ଲିକ୍ କରନ୍ତୁ
04.20 Master View ଟୁଲ୍‌ବାର୍‌ରେ Close Master View କ୍ଲିକ୍ କରନ୍ତୁ
04.25 ମେନ୍ ପେନ୍‌ରେ Notes ଟ୍ୟାବ୍ କ୍ଲିକ୍ କରନ୍ତୁ
04.29 ବାମପଟେ ଥିବା Slides ପେନ୍‌ରେ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ
04.35 ଦେଖନ୍ତୁ, Master Notesରେ ଥିବା ଭଳି ନୋଟ୍‌ଗୁଡ଼ିକ ଫର୍ମାଟ୍ ହୋଇଗଲା
04.42 ଏବେ, Notes Place Holder ଓ Slide Place Holder କିପରି ରିସାଇଜ୍ କରାଯାଏ, ଶିଖିବା
04.48 Slide Place Holder ସିଲେକ୍ଟ କରି ବାମ ମାଉସ୍ ବଟନ୍‌କୁ ଦବାନ୍ତୁ ଓ ସ୍କ୍ରୀନ୍‌ର ଉପର ପର୍ଯ୍ୟନ୍ତ ନେଇଯାଆନ୍ତୁ
04.56 Notes Place Holderକୁ ରିସାଇଜ୍ କରିବା ପାଇଁ ଏହା ଅଧିକ ସ୍ଥାନ ସୃଷ୍ଟି କରେ
05.02 ଏବେ, Notes Text Place Holderର ବର୍ଡର୍ ଉପରେ କ୍ଲିକ୍ କରନ୍ତୁ
05.06 ବାମ ମାଉସ୍ ବଟନ୍‌କୁ ଚାପି ଧରି ସାଇଜ୍ ବଢ଼ାଇବା ପାଇଁ ଉପର ଆଡ଼କୁ ଡ୍ରାଗ୍ କରନ୍ତୁ
05.13 ଆବଶ୍ୟକତା ଅନୁସାରେ Place Holdersକୁ କିପରି ରିସାଇଜ୍ କରାଯାଏ, ତାହା ଆମେ ଶିଖିଲେ
05.18 ଏବେ ନୋଟ୍ସ କିପରି ପ୍ରିଣ୍ଟ କରାଯାଏ, ଶିଖିବା
05.22 ମେନ୍ ମେନୁରୁ Fileରେ କ୍ଲିକ୍ କରି Print ସିଲେକ୍ଟ କରନ୍ତୁ
05.27 Print ଡାୟଲଗ୍ ବକ୍ସ ଦେଖାଦେଲା
05.30 ପ୍ରିଣ୍ଟର୍‌ଗୁଡ଼ିକର ତାଲିକାରୁ, ଆପଣଙ୍କ କମ୍ପ୍ୟୁଟର୍‌ରେ କନେକ୍ଟ ହୋଇଥିବା ପ୍ରିଣ୍ଟର୍ ସିଲେକ୍ଟ କରନ୍ତୁ
05.35 Number of Copies ଫିଲ୍ଡରେ 2 ଏଣ୍ଟର୍ କରନ୍ତୁ
05.40 Propertiesରେ କ୍ଲିକ୍ କରନ୍ତୁ ଓ Orientationରେ ଥିବା Landscape ସିଲେକ୍ଟ କରି OK କ୍ଲିକ୍ କରନ୍ତୁ
05.48 Print Documentରେ ଥିବା ଡ୍ରପ୍ ଡାଉନ୍ ମେନୁରୁ Notes ସିଲେକ୍ଟ କରନ୍ତୁ
05.53 ଏବେ LibreOffice impress ଟ୍ୟାବ୍ ସିଲେକ୍ଟ କରନ୍ତୁ
05.58 Contentରେ ଥିବା
06.00 Slide Name ବକ୍ସ ଚେକ୍ କରନ୍ତୁ
06.02 Date & Time ବକ୍ସ ଚେକ୍ କରନ୍ତୁ
06.05 Original Color ବକ୍ସ ଚେକ୍ କରନ୍ତୁ
06.08 Print କ୍ଲିକ୍ କରନ୍ତୁ
06.11 ଯଦି ଆପଣଙ୍କର ପ୍ରିଣ୍ଟର୍ ଠିକ୍ ଭାବେ କନ୍‌ଫିଗର୍ ହୋଇଥିବ, ସ୍ଲାଇଡ୍‌ଗୁଡ଼ିକ ଏବେ ପ୍ରିଣ୍ଟ ହେବା ଉଚିତ
06.18 ଏହା ଆମକୁ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
06.21 ଏହି ଟ୍ୟୁଟୋରିଆଲ୍‌ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିଲେ
06.27 ଏକ ଆସାଇନ୍‌ମେଣ୍ଟ ଭାବେ
06.30 ଏକ ନୂଆ ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
06.32 Notes Place Holderରେ କଣ୍ଟେଣ୍ଟ ଓ
06.36 ଗୋଟିଏ ରେକ୍ଟାଙ୍ଗଲ୍ ଆଡ୍ କରନ୍ତୁ
06.38 କଣ୍ଟେଣ୍ଟର ଫଣ୍ଟକୁ 36 ଓ ରଙ୍ଗ ନୀଳ କରନ୍ତୁ
06.44 ରେକ୍ଟାଙ୍ଗଲ୍‌କୁ ସବୁଜ ରଙ୍ଗ କରନ୍ତୁ
06.48 Slide Text Holder ସହ ତୁଳନା କରି Notes Place Holderର ସାଇଜ୍‌କୁ ଆଡ୍‌ଜଷ୍ଟ କରନ୍ତୁ
06.54 black and white Portrait formatରେ ନୋଟ୍ସ ପ୍ରିଣ୍ଟ କରନ୍ତୁ
06.59 ନୋଟ୍ସର 5ଟି Coppies ପ୍ରିଣ୍ଟ କରନ୍ତୁ
07.03 ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07.09 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
07.13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07.22 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
07.28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07.41 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
07.51 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep