PERL/C2/Hash-in-Perl/Oriya
From Script | Spoken-Tutorial
| Time | Narration |
| 00:01 | Perlରେ Hash ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
| 00:05 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା- |
| 00:09 | Perl'ରେ Hash ଓ |
| 00:11 | hashର ଏଲିମେଣ୍ଟ ଆକ୍ସେସ୍ କରିବା |
| 00:14 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି |
| 00:16 | Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ |
| 00:21 | Perl 5.14.2 ଓ |
| 00:24 | gedit Text Editor |
| 00:26 | ଆପଣ ଯେକୌଣସି Text Editor ବ୍ୟବହାର କରିପାରିବେ |
| 00:30 | Perlରେ Variables ଓ Data Structures ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ |
| 00:38 | comments, loops, conditional statements ଓ Arrays ଉପରେ ଧାରଣା ଥିଲେ ଆହୁରି ଭଲ |
| 00:46 | ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ସାଇଟ୍ରେ ଥିବା ସ୍ପୋକନ୍ ଏହି ସମ୍ପର୍କିତ ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
| 00:52 | Hash ହେଉଛି କ୍ରମବିହୀନ ଡାଟାର ସଂଗ୍ରହ |
| 00:56 | ଏହା ଏକ key/value data structure |
| 00:59 | Hash keys ହେଉଛି ବିଶିଷ୍ଟ |
| 01:01 | ତଥାପି, Hashର ଡୁପ୍ଲିକେଟ୍ ଭାଲ୍ୟୁ ଥାଇପାରେ |
| 01:05 | ଏହା ଏକ hashର ଡିକ୍ଲାରେସନ୍ |
| 01:08 | hashରୁ ଏକ keyର ଭାଲ୍ୟୁ କେମିତି ମିଳିବ, ଦେଖିବା |
| 01:12 | ଏକ keyର ଭାଲ୍ୟୁ ଆକ୍ସେସ୍ କରିବା ପାଇଁ ସିଣ୍ଟାକ୍ସ ହେଉଛି- |
| 01:17 | dollar hashName open curly bracket single quote keyName single quote close curly bracket |
| 01:26 | ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି, ଚାଲନ୍ତୁ hashକୁ ବୁଝିବା |
| 01:31 | ମୁଁ geditରେ perlHash dot pl ଫାଇଲ୍ ରେ କୋଡ୍ ଟାଇପ୍ କରିସାରିଛି |
| 01:37 | perlHash dot pl ଫାଇଲ୍ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ |
| 01:42 | Perlରେ percentage ଚିହ୍ନ ସହିତ Hash ଡିକ୍ଲେର୍ ହୋଇଥାଏ |
| 01:47 | ଏଗୁଡ଼ିକ ହେଉଛି hashର କୀ |
| 01:49 | ଓ ଏଗୁଡ଼ିକ ହେଉଛି hashର ଭାଲ୍ୟୁ |
| 01:53 | ଧ୍ୟାନଦିଅନ୍ତୁ: hashର key ଆକ୍ସେସ୍ କରିବା ପାଇଁ ଜଣକୁ dollar ଚିହ୍ନ ବ୍ୟବହାର କରିବାକୁ ପଡ଼ିଥାଏ |
| 01:59 | ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
| 02:02 | ଟର୍ମିନାଲ୍କୁ ଫେରିଆସନ୍ତୁ ଓ ନିମ୍ନ ଭାବରେ Perl script ଏକଜେକ୍ୟୁଟ୍ କରନ୍ତୁ |
| 02:08 | perl perlHash dot pl |
| 02:11 | ଓ ଏଣ୍ଟର ଦାବନ୍ତୁ |
| 02:14 | ଆଉଟପୁଟ୍ ଟର୍ମିନାଲ୍ରେ ପ୍ରଦର୍ଶିତ ହେଲା |
| 02:19 | ଏବେ, hashରୁ keys କିପରି ଆଡ୍ ଓ ଡିଲିଟ୍ କରାଯାଏ, ଦେଖିବା |
| 02:24 | ଆଡିଙ୍ଗ୍ କୀ ପାଇଁ ସିଣ୍ଟାକ୍ସ ହେଉଛି |
| 02:26 | dollar hashName open curly bracket |
| 02:30 | single quote KeyName single quote |
| 02:34 | close curly bracket equal to $value semicolon |
| 02:40 | ଡିଲିଟିଙ୍ଗ୍ କୀ ହେଉଛି delete dollar hashName open curly bracket |
| 02:46 | single quote KeyName single quote close curly bracket semicolon |
| 02:53 | ଏବେ, ଏହାକୁ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା |
| 02:58 | ମୁଁ hashKeyOperations dot pl ଫାଇଲ୍ରେ କୋଡ୍ ଟାଇପ୍ କରିସାରିଛି |
| 03:05 | ଏହା ହେଉଛି hashର ଡିକ୍ଲାରେସନ୍ |
| 03:08 | ଆମେ ଏହି hashରୁ keys ଆଡ୍ ଓ ଡିଲିଟ୍ କରିବା |
| 03:13 | ଏଠାରେ ଆମେ, ତିଆରି ହୋଇସାରିଥିବା hashରେ ଏକ key ଯୋଗ କରୁଛେ |
| 03:18 | ଏହା ଗୋଟିଏ ଭେରିଏବଲ୍କୁ ଏକ ଭାଲ୍ୟୁ ଆସାଇନ୍ କରିବା ଭଳି ଅଟେ |
| 03:23 | key ଡିଲିଟ୍ କରିବା ପାଇଁ delete କୀୱର୍ଡ ବ୍ୟବହାର କରାଯାଏ |
| 03:27 | ଡିଲିଟ୍ କରିବା ପାଇଁ ଆମକୁ key ପାସ୍ କରିବାକୁ ହେବ |
| 03:31 | ଫାଇଲ୍ ସେଭ୍ କରିବା ପାଇଁ Ctrl + S ଦାବନ୍ତୁ |
| 03:35 | ଟର୍ମିନାଲ୍କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ, |
| 03:40 | ଯେପରି perl hashKeyOperations dot pl |
| 03:44 | ଓ ଏଣ୍ଟର ଦାବନ୍ତୁ |
| 03:47 | ଟର୍ମିନାଲ୍ରେ ଆଉଟପୁଟ୍ ଡିସପ୍ଲେ ହେଲା |
| 03:52 | hash keys ଓ valuesର sorting ଦେଖିବା |
| 03:57 | sort keys ପାଇଁ ସିଣ୍ଟାକ୍ସ ହେଉଛି- |
| 04:00 | sort open bracket keys percentage hashName close bracket semicolon |
| 04:07 | ସେହିପରି, ଆମେ ହାସ୍ ଭାଲ୍ୟୁ କ୍ରମବଦ୍ଧ କରିପାରିବା- |
| 04:11 | sort open bracket values percentage hashName close bracket semicolon |
| 04:18 | ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି sorting functionality ବୁଝିବା |
| 04:24 | geditରେ sortHash dot pl ଫାଇଲ୍କୁ ଫେରିଆସନ୍ତୁ |
| 04:30 | ସ୍କ୍ରୀନ୍ ରେ ଆପଣଙ୍କ sortHash dot pl ଫାଇଲ୍ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ |
| 04:36 | ଏଠାରେ ଆମେ addressର hash ଡିକ୍ଲେର୍ କରିଛେ |
| 04:41 | ଏଠାରେ keysକୁ ସଜାଇବା ପାଇଁ ଆମେ keys function ସହିତ inbuilt function sortର ବ୍ୟବହାର କରିଛେ |
| 04:49 | ଏହା hash keysକୁ ବର୍ଣ୍ଣାକ୍ଷର କ୍ରମରେ ସଜାଇବ |
| 04:54 | ସେହିପରି, ଆମେ hashର values ଉପରେ sort function ବ୍ୟବହାର କରିପାରିବା |
| 04:59 | numeric keys ଏବଂ/କିମ୍ବା values ଉପରେ ମଧ୍ୟ ସଜାଯାଇପାରିବ |
| 05:05 | ଫାଇଲ୍ ସେଭ୍ କରି ଟର୍ମିନାଲ୍କୁ ଫେରିଆସନ୍ତୁ |
| 05:09 | perl sortHash dot pl ଟାଇପ୍ କରି ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ |
| 05:17 | ଟର୍ମିନାଲ୍ରେ ଆଉଟପୁଟ୍ ପ୍ରଦର୍ଶିତ ହେବ |
| 05:22 | ଏବେ ଦେଖିବା, hashର ସମସ୍ତ keys ଓ values କେମିତି ପ୍ରାପ୍ତ କରାଯାଏ |
| 05:27 | Perl, ସମସ୍ତ hash keys ଓ values ପାଇବା ପାଇଁ inbuilt function ଯୋଗାଇଦିଏ |
| 05:34 | hashର ସମସ୍ତ keys ପୁନରୁଦ୍ଧାର କରିବା ପାଇଁ keys function ବ୍ୟବହାର କରାଯାଏ |
| 05:40 | values function, ସମସ୍ତ keysର values ରିଟର୍ନ କରେ, ଯେଉଁଠାରେକି |
| 05:46 | each function, hash ଉପରେ ପୁନରବୃତ୍ତି କରେ ଓ hashରୁ key/value ପେୟାର୍ ରିଟର୍ନ କରେ |
| 05:53 | ଏଗୁଡ଼ିକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା |
| 05:57 | ଏଥିପାଇଁ ଆମେ perlHash dot pl ସ୍କ୍ରିପ୍ଟ ବ୍ୟବହାର କରିବା, ଯାହାକୁ ଆମେ ପୂର୍ବରୁ ଏହି ଟ୍ୟୁଟୋରିଆଲ୍ରେ ତିଆରି କରିଛେ |
| 06:07 | ସ୍କ୍ରିନ୍ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ; |
| 06:12 | ଏବେ, କୋଡ୍ ବୁଝିବା |
| 06:15 | hash ରେ keys function ଏକ array ରିଟର୍ନ କରେ, ଯାହା hashର ସମସ୍ତ keys ଧାରଣ କରିଥାଏ |
| 06:22 | hash ରେ values function, hashର ସମସ୍ତ keys ପାଇଁ ଭାଲ୍ୟୁଗୁଡ଼ିକର ଏକ array ରିଟର୍ନ କରେ |
| 06:30 | each function, key/value ପେୟାର୍ ରିଟର୍ନ କରେ |
| 06:34 | ଏଠାରେ ଆମେ while loop ବ୍ୟବହାର କରିଛେ |
| 06:36 | ଏହା hashର ପ୍ରତ୍ୟେକ key/value ପେୟାର୍ ଉପରେ ପୁନରବୃତ୍ତି କରିବ, ଯାହା each function ଦ୍ୱାରା ରିଟର୍ନ ହୋଇଥିବ |
| 06:43 | ଫାଇଲ୍ ସେଭ୍ କରିବା ପାଇଁ Ctrl + S ଦାବନ୍ତୁ |
| 06:48 | ଏବେ ଟର୍ମିନାଲ୍ ରେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ |
| 06:53 | perl perlHash dot pl |
| 06:58 | ଓ ଏଣ୍ଟର ଦାବନ୍ତୁ |
| 07:01 | ଟର୍ମିନାଲ୍ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେଲା |
| 07:05 | ଏବେ hash ଲୁପ୍ କରିବାର କିଛି ଅନ୍ୟ ମାର୍ଗ ଦେଖିବା |
| 07:10 | ଆମେ hashର ପ୍ରତ୍ୟେକ key ଉପରେ ପୁନରାବୃତ୍ତି ପାଇଁ foreach loop ବ୍ୟବହାର କରିପାରିବା |
| 07:15 | ତାହାପରେ ଏକ କୀ’ର ଭାଲ୍ୟୁ ଉପରେ ଆକ୍ସନ୍ସର ସେଟ୍ ସମ୍ପାଦନ କରିବା |
| 07:20 | ସିଣ୍ଟାକ୍ସ ସ୍କ୍ରିନ୍ରେ ପ୍ରଦର୍ଶିତ ହେଲା |
| 07:24 | ଏଠାରେ foreach loopର ପ୍ରତ୍ୟେକ ପୁନରାବୃତ୍ତି hashରୁ $variableକୁ key ଆସାଇନ୍ କରିବ |
| 07:32 | ତାହାପରେ ଏହା, ଭାଲ୍ୟୁ ପାଇବା ପାଇଁ କିମ୍ବା ଆକ୍ସନ୍ସର ଏକ ସେଟ୍ ସମ୍ପାଦନ କରିବା ପାଇଁ $variable ବ୍ୟବହାର କରିବ |
| 07:40 | ସେହିପରି, ଆମେ ସ୍କ୍ରିନ୍ରେ ପ୍ରଦର୍ଶନ ପାଇଁ hash values ଲୁପ୍ କରିପାରିବା |
| 07:47 | ନମୁନା ପ୍ରୋଗ୍ରାମ୍ ଦେଖିବା |
| 07:49 | geditରେ loopingOverHash dot pl ଫାଇଲ୍କୁ ଫେରିଆସନ୍ତୁ |
| 07:55 | ଆପଣଙ୍କ loopingOverHash dot plରେ ପ୍ରଦର୍ଶିତ ନିମ୍ନ କୋଡ୍ର ଭାଗକୁ ଟାଇପ୍ କରନ୍ତୁ |
| 08:02 | ଏହି କୋଡ୍ର ଭାଗ hashର ସିଙ୍ଗଲ୍ key ରିଟର୍ନ କରେ |
| 08:07 | ଏଠାରେ ଆମ ମାମଲାରେ, |
| 08:09 | ପ୍ରଥମ ଥର dollar key ($key), Departmentକୁ key ଭାବେ ଧାରଣ କରିଛି |
| 08:15 | foreachର ପରବର୍ତ୍ତୀ ପୁନରୁକ୍ତିରେ Name key ରିଟର୍ନ ହୋଇଛି |
| 08:21 | ଧ୍ୟାନଦିଅନ୍ତୁ: Hash ହେଉଛି କ୍ରମବିହୀନ ଡାଟାର ସଂଗ୍ରହ |
| 08:26 | ତେଣୁ, hash କ୍ରିଏଟ୍ କରିବା ସମୟରେ ପରିଭାଷିତ ହୋଇଥିବା ରିଟର୍ନ keys କ୍ରମରେ ରହିବ ନାହିଁ |
| 08:33 | values ଉପରେ ଲୁପ୍ ସମାନ ମାର୍ଗରେ କାମ କରେ |
| 08:38 | ଫାଇଲ୍ ସେଭ୍ କରିବା ପାଇଁ Ctrl + S ଦାବନ୍ତୁ |
| 08:41 | ଏହାପରେ ଟର୍ମିନାଲ୍କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ ପାଇଁ |
| 08:46 | perl loopingOverHash dot pl ଟାଇପ୍ କରନ୍ତୁ |
| 08:50 | ଓ ଏଣ୍ଟର ଦାବନ୍ତୁ |
| 08:53 | ଟର୍ମିନାଲ୍ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେଲା |
| 08:58 | ସଂକ୍ଷିପ୍ତରେ |
| 08:59 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ - |
| 09:01 | Perlରେ Hash ଓ |
| 09:03 | ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି |
| 09:05 | ଏକ hashର ଏଲିମେଣ୍ଟ ଆକ୍ସେସ୍ କରିବା |
| 09:08 | ଏକ ଆସାଇନ୍ମେଣ୍ଟ ଭାବେ - |
| 09:11 | key ଭାବେ student name ଥିବା hash |
| 09:15 | ଓ value ଭାବେ ତା’ର percentage ଡିକ୍ଲେର୍ କରନ୍ତୁ |
| 09:18 | keys, values ଓ each function ବ୍ୟବହାର କରି hash ଲୁପ୍ କରନ୍ତୁ |
| 09:24 | ତାହାପରେ ପ୍ରତ୍ୟେକ ଷ୍ଟୁଡେଣ୍ଟର percentage ପ୍ରିଣ୍ଟ କରନ୍ତୁ |
| 09:29 | ନିମ୍ନ ଲିଙ୍କ୍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 09:32 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:37 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 09:42 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 09:49 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 09:53 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) |
| 10:02 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:06 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:15 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
| 10:26 | ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍କୁ ଉପଭୋଗ କରିଥିବେ |
| 10:30 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
| 10:33 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |