PERL/C2/Hash-in-Perl/Oriya

From Script | Spoken-Tutorial
Jump to: navigation, search
Time Narration
00:01 Perlରେ Hash ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌‍କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍‌‍ରେ ଆମେ ଶିଖିବା-
00:09 Perl'ରେ Hash
00:11 hashର ଏଲିମେଣ୍ଟ ଆକ୍ସେସ୍ କରିବା
00:14 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
00:16 Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍
00:21 Perl 5.14.2
00:24 gedit Text Editor
00:26 ଆପଣ ଯେକୌଣସି Text Editor ବ୍ୟବହାର କରିପାରିବେ
00:30 Perlରେ Variables ଓ Data Structures ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
00:38 comments, loops, conditional statementsArrays ଉପରେ ଧାରଣା ଥିଲେ ଆହୁରି ଭଲ
00:46 ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍‌‍ସାଇଟ୍‌‍ରେ ଥିବା ସ୍ପୋକନ୍ ଏହି ସମ୍ପର୍କିତ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:52 Hash ହେଉଛି କ୍ରମବିହୀନ ଡାଟାର ସଂଗ୍ରହ
00:56 ଏହା ଏକ key/value data structure
00:59 Hash keys ହେଉଛି ବିଶିଷ୍ଟ
01:01 ତଥାପି, Hashର ଡୁପ୍ଲିକେଟ୍ ଭାଲ୍ୟୁ ଥାଇପାରେ
01:05 ଏହା ଏକ hashର ଡିକ୍ଲାରେସନ୍
01:08 hashରୁ ଏକ keyର ଭାଲ୍ୟୁ କେମିତି ମିଳିବ, ଦେଖିବା
01:12 ଏକ keyର ଭାଲ୍ୟୁ ଆକ୍ସେସ୍ କରିବା ପାଇଁ ସିଣ୍ଟାକ୍ସ ହେଉଛି-
01:17 dollar hashName open curly bracket single quote keyName single quote close curly bracket
01:26 ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି, ଚାଲନ୍ତୁ hashକୁ ବୁଝିବା
01:31 ମୁଁ geditରେ perlHash dot pl ଫାଇଲ୍ ରେ କୋଡ୍ ଟାଇପ୍ କରିସାରିଛି
01:37 perlHash dot pl ଫାଇଲ୍‌‍ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
01:42 Perlରେ percentage ଚିହ୍ନ ସହିତ Hash ଡିକ୍ଲେର୍ ହୋଇଥାଏ
01:47 ଏଗୁଡ଼ିକ ହେଉଛି hashର କୀ
01:49 ଓ ଏଗୁଡ଼ିକ ହେଉଛି hashର ଭାଲ୍ୟୁ
01:53 ଧ୍ୟାନଦିଅନ୍ତୁ: hashkey ଆକ୍ସେସ୍ କରିବା ପାଇଁ ଜଣକୁ dollar ଚିହ୍ନ ବ୍ୟବହାର କରିବାକୁ ପଡ଼ିଥାଏ
01:59 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
02:02 ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ ନିମ୍ନ ଭାବରେ Perl script ଏକଜେକ୍ୟୁଟ୍ କରନ୍ତୁ
02:08 perl perlHash dot pl
02:11 ଓ ଏଣ୍ଟର ଦାବନ୍ତୁ
02:14 ଆଉଟପୁଟ୍ ଟର୍ମିନାଲ୍‌‍ରେ ପ୍ରଦର୍ଶିତ ହେଲା
02:19 ଏବେ, hashରୁ keys କିପରି ଆଡ୍‍ ଓ ଡିଲିଟ୍ କରାଯାଏ, ଦେଖିବା
02:24 ଆଡିଙ୍ଗ୍‍ କୀ ପାଇଁ ସିଣ୍ଟାକ୍ସ ହେଉଛି
02:26 dollar hashName open curly bracket
02:30 single quote KeyName single quote
02:34 close curly bracket equal to $value semicolon
02:40 ଡିଲିଟିଙ୍ଗ୍‍ କୀ ହେଉଛି delete dollar hashName open curly bracket
02:46 single quote KeyName single quote close curly bracket semicolon
02:53 ଏବେ, ଏହାକୁ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
02:58 ମୁଁ hashKeyOperations dot pl ଫାଇଲ୍‌‍ରେ କୋଡ୍ ଟାଇପ୍ କରିସାରିଛି
03:05 ଏହା ହେଉଛି hashର ଡିକ୍ଲାରେସନ୍
03:08 ଆମେ ଏହି hashରୁ keys ଆଡ୍‍ ଓ ଡିଲିଟ୍‍ କରିବା
03:13 ଏଠାରେ ଆମେ, ତିଆରି ହୋଇସାରିଥିବା hashରେ ଏକ key ଯୋଗ କରୁଛେ
03:18 ଏହା ଗୋଟିଏ ଭେରିଏବଲ୍‌‍କୁ ଏକ ଭାଲ୍ୟୁ ଆସାଇନ୍ କରିବା ଭଳି ଅଟେ
03:23 key ଡିଲିଟ୍‍ କରିବା ପାଇଁ delete କୀୱର୍ଡ ବ୍ୟବହାର କରାଯାଏ
03:27 ଡିଲିଟ୍‍ କରିବା ପାଇଁ ଆମକୁ key ପାସ୍ କରିବାକୁ ହେବ
03:31 ଫାଇଲ୍ ସେଭ୍ କରିବା ପାଇଁ Ctrl + S ଦାବନ୍ତୁ
03:35 ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ,
03:40 ଯେପରି perl hashKeyOperations dot pl
03:44 ଓ ଏଣ୍ଟର ଦାବନ୍ତୁ
03:47 ଟର୍ମିନାଲ୍‌‍ରେ ଆଉଟପୁଟ୍ ଡିସପ୍ଲେ ହେଲା
03:52 hash keysvaluessorting ଦେଖିବା
03:57 sort keys ପାଇଁ ସିଣ୍ଟାକ୍ସ ହେଉଛି-
04:00 sort open bracket keys percentage hashName close bracket semicolon
04:07 ସେହିପରି, ଆମେ ହାସ୍ ଭାଲ୍ୟୁ କ୍ରମବଦ୍ଧ କରିପାରିବା-
04:11 sort open bracket values percentage hashName close bracket semicolon
04:18 ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି sorting functionality ବୁଝିବା
04:24 geditରେ sortHash dot pl ଫାଇଲ୍‌‍କୁ ଫେରିଆସନ୍ତୁ
04:30 ସ୍କ୍ରୀନ୍ ରେ ଆପଣଙ୍କ sortHash dot pl ଫାଇଲ୍‌‍ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
04:36 ଏଠାରେ ଆମେ addresshash ଡିକ୍ଲେର୍ କରିଛେ
04:41 ଏଠାରେ keysକୁ ସଜାଇବା ପାଇଁ ଆମେ keys function ସହିତ inbuilt function sortର ବ୍ୟବହାର କରିଛେ
04:49 ଏହା hash keysକୁ ବର୍ଣ୍ଣାକ୍ଷର କ୍ରମରେ ସଜାଇବ
04:54 ସେହିପରି, ଆମେ hashvalues ଉପରେ sort function ବ୍ୟବହାର କରିପାରିବା
04:59 numeric keys ଏବଂ/କିମ୍ବା values ଉପରେ ମଧ୍ୟ ସଜାଯାଇପାରିବ
05:05 ଫାଇଲ୍ ସେଭ୍ କରି ଟର୍ମିନାଲ୍‌‍କୁ ଫେରିଆସନ୍ତୁ
05:09 perl sortHash dot pl ଟାଇପ୍ କରି ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
05:17 ଟର୍ମିନାଲ୍‌‍ରେ ଆଉଟପୁଟ୍ ପ୍ରଦର୍ଶିତ ହେବ
05:22 ଏବେ ଦେଖିବା, hashର ସମସ୍ତ keysvalues କେମିତି ପ୍ରାପ୍ତ କରାଯାଏ
05:27 Perl, ସମସ୍ତ hash keysvalues ପାଇବା ପାଇଁ inbuilt function ଯୋଗାଇଦିଏ
05:34 hashର ସମସ୍ତ keys ପୁନରୁଦ୍ଧାର କରିବା ପାଇଁ keys function ବ୍ୟବହାର କରାଯାଏ
05:40 values function, ସମସ୍ତ keysvalues ରିଟର୍ନ କରେ, ଯେଉଁଠାରେକି
05:46 each function, hash ଉପରେ ପୁନରବୃତ୍ତି କରେ ଓ hashରୁ key/value ପେୟାର୍‍ ରିଟର୍ନ କରେ
05:53 ଏଗୁଡ଼ିକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
05:57 ଏଥିପାଇଁ ଆମେ perlHash dot pl ସ୍କ୍ରିପ୍ଟ ବ୍ୟବହାର କରିବା, ଯାହାକୁ ଆମେ ପୂର୍ବରୁ ଏହି ଟ୍ୟୁଟୋରିଆଲ୍‌‍ରେ ତିଆରି କରିଛେ
06:07 ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ;
06:12 ଏବେ, କୋଡ୍ ବୁଝିବା
06:15 hash ରେ keys function ଏକ array ରିଟର୍ନ କରେ, ଯାହା hashର ସମସ୍ତ keys ଧାରଣ କରିଥାଏ
06:22 hash ରେ values function, hashର ସମସ୍ତ keys ପାଇଁ ଭାଲ୍ୟୁଗୁଡ଼ିକର ଏକ array ରିଟର୍ନ କରେ
06:30 each function, key/value ପେୟାର୍‍ ରିଟର୍ନ କରେ
06:34 ଏଠାରେ ଆମେ while loop ବ୍ୟବହାର କରିଛେ
06:36 ଏହା hashର ପ୍ରତ୍ୟେକ key/value ପେୟାର୍‍ ଉପରେ ପୁନରବୃତ୍ତି କରିବ, ଯାହା each function ଦ୍ୱାରା ରିଟର୍ନ ହୋଇଥିବ
06:43 ଫାଇଲ୍ ସେଭ୍ କରିବା ପାଇଁ Ctrl + S ଦାବନ୍ତୁ
06:48 ଏବେ ଟର୍ମିନାଲ୍ ରେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ
06:53 perl perlHash dot pl
06:58 ଓ ଏଣ୍ଟର ଦାବନ୍ତୁ
07:01 ଟର୍ମିନାଲ୍‌‍ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେଲା
07:05 ଏବେ hash ଲୁପ୍ କରିବାର କିଛି ଅନ୍ୟ ମାର୍ଗ ଦେଖିବା
07:10 ଆମେ hashର ପ୍ରତ୍ୟେକ key ଉପରେ ପୁନରାବୃତ୍ତି ପାଇଁ foreach loop ବ୍ୟବହାର କରିପାରିବା
07:15 ତାହାପରେ ଏକ କୀ’ର ଭାଲ୍ୟୁ ଉପରେ ଆକ୍ସନ୍ସର ସେଟ୍ ସମ୍ପାଦନ କରିବା
07:20 ସିଣ୍ଟାକ୍ସ ସ୍କ୍ରିନ୍‌‍ରେ ପ୍ରଦର୍ଶିତ ହେଲା
07:24 ଏଠାରେ foreach loopର ପ୍ରତ୍ୟେକ ପୁନରାବୃତ୍ତି hashରୁ $variableକୁ key ଆସାଇନ୍ କରିବ
07:32 ତାହାପରେ ଏହା, ଭାଲ୍ୟୁ ପାଇବା ପାଇଁ କିମ୍ବା ଆକ୍ସନ୍ସର ଏକ ସେଟ୍ ସମ୍ପାଦନ କରିବା ପାଇଁ $variable ବ୍ୟବହାର କରିବ
07:40 ସେହିପରି, ଆମେ ସ୍କ୍ରିନ୍‌‍ରେ ପ୍ରଦର୍ଶନ ପାଇଁ hash values ଲୁପ୍ କରିପାରିବା
07:47 ନମୁନା ପ୍ରୋଗ୍ରାମ୍ ଦେଖିବା
07:49 geditରେ loopingOverHash dot pl ଫାଇଲ୍‌‍କୁ ଫେରିଆସନ୍ତୁ
07:55 ଆପଣଙ୍କ loopingOverHash dot plରେ ପ୍ରଦର୍ଶିତ ନିମ୍ନ କୋଡ୍ର ଭାଗକୁ ଟାଇପ୍ କରନ୍ତୁ
08:02 ଏହି କୋଡ୍‌‍ର ଭାଗ hashର ସିଙ୍ଗଲ୍ key ରିଟର୍ନ କରେ
08:07 ଏଠାରେ ଆମ ମାମଲାରେ,
08:09 ପ୍ରଥମ ଥର dollar key ($key), Departmentକୁ key ଭାବେ ଧାରଣ କରିଛି
08:15 foreachର ପରବର୍ତ୍ତୀ ପୁନରୁକ୍ତିରେ Name key ରିଟର୍ନ ହୋଇଛି
08:21 ଧ୍ୟାନଦିଅନ୍ତୁ: Hash ହେଉଛି କ୍ରମବିହୀନ ଡାଟାର ସଂଗ୍ରହ
08:26 ତେଣୁ, hash କ୍ରିଏଟ୍‍ କରିବା ସମୟରେ ପରିଭାଷିତ ହୋଇଥିବା ରିଟର୍ନ keys କ୍ରମରେ ରହିବ ନାହିଁ
08:33 values ଉପରେ ଲୁପ୍ ସମାନ ମାର୍ଗରେ କାମ କରେ
08:38 ଫାଇଲ୍ ସେଭ୍ କରିବା ପାଇଁ Ctrl + S ଦାବନ୍ତୁ
08:41 ଏହାପରେ ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ ପାଇଁ
08:46 perl loopingOverHash dot pl ଟାଇପ୍ କରନ୍ତୁ
08:50 ଓ ଏଣ୍ଟର ଦାବନ୍ତୁ
08:53 ଟର୍ମିନାଲ୍‌‍ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେଲା
08:58 ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍‌‍ରେ ଆମେ ଶିଖିଲେ -
09:01 Perlରେ Hash
09:03 ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି
09:05 ଏକ hashର ଏଲିମେଣ୍ଟ ଆକ୍ସେସ୍ କରିବା
09:08 ଏକ ଆସାଇନ୍‌‍ମେଣ୍ଟ ଭାବେ -
09:11 key ଭାବେ student name ଥିବା hash
09:15 value ଭାବେ ତା’ର percentage ଡିକ୍ଲେର୍ କରନ୍ତୁ
09:18 keys, valueseach function ବ୍ୟବହାର କରି hash ଲୁପ୍ କରନ୍ତୁ
09:24 ତାହାପରେ ପ୍ରତ୍ୟେକ ଷ୍ଟୁଡେଣ୍ଟର percentage ପ୍ରିଣ୍ଟ କରନ୍ତୁ
09:29 ନିମ୍ନ ଲିଙ୍କ୍‌‍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
09:32 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:37 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
09:42 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:49 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:53 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌‍ଜିକୁ ଲେଖନ୍ତୁ (contact@spoken-tutorial.org)
10:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:06 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:15 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
10:26 ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍କୁ ଉପଭୋଗ କରିଥିବେ
10:30 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
10:33 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep