PERL/C2/Data-Structures/Oriya

From Script | Spoken-Tutorial
Revision as of 21:43, 1 May 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 Perlରେ Data Structures ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ Perlରେ ଉପଲବ୍ଧ Data Structures ବିଷୟରେ ଶିଖିବା
00:11 ଏଠାରେ ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି
00:18 ମୁଁ gedit Text Editor ମଧ୍ୟ ବ୍ୟବହାର କରିବି
00:22 ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
00:25 Perlରେ Variables ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
00:29 comments, loops conditional statements ଉପରେ ଧାରଣା ଥିଲେ ଆହୁରି ଭଲ
00:36 ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:41 Perlର ତିନିପ୍ରକାର data structure ଅଛି-
00:44 Scalar
00:45 Array
00:46 Hashଯାହାକୁ Associative Array ମଧ୍ୟ କୁହାଯାଏ
00:50 Scalar: ଏ ପ୍ରକାରର data structure ଯେକୌଣସି data typeର ଭାଲ୍ୟୁ ଧରିରଖେ
00:56 data type, string, number, double ଇତ୍ୟାଦି ହୋଇପାରେ
01:01 ଏହା ଏକ array କିମ୍ବା ଏକ hash ପାଇଁ ମଧ୍ୟ ରେଫରେନ୍ସ ରଖିପାରେ
01:06 ଧ୍ୟାନଦିଅନ୍ତୁ: Perlରେ ରେଫରେନ୍ସ, ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ କଭର୍‍ କରିବା
01:11 ଡାଟା ଷ୍ଟ୍ରକ୍ଚର୍ ର Scalar ପ୍ରକାର, ଭେରିଏବଲ୍ ଡିକ୍ଲେର୍‍ କରିବା ପରି ସହଜ ଅଟେ
01:16 $count = 12 ସେମିକଲୋନ୍
01:20 $string = ସିଙ୍ଗଲ୍ କ୍ୱୋଟ୍ ରେ 'I am scalar of type string' ସେମିକଲନ୍
01:26 scalar ରେ ଆମେ ନିମ୍ନ ଅପରେସନ୍ କରିପାରିବା
01:30 ଏହାକୁ ଏକ ଭାଲ୍ୟୁ ଆସାଇନ୍‍ କରିବା
01:32 ଅନ୍ୟଏକ ପାଇଁ ଗୋଟିଏ scalar ଆସାଇନ୍ କରିବା
01:35 number ଟାଇପ୍ ର scalars ରେ ଅନ୍ୟ Arithmetic operations କରିବା, ଯେପରି ମିଶାଣ, ଫେଡ଼ାଣ ଇତ୍ୟାଦି
01:41 string scalar ରେ string operations କରିବା, ଯେପରି concatenation, substr ଇତ୍ୟାଦି
01:48 ଏବେ scalar data structureର ଏକ ଉଦାହରଣ ଦେଖିବା
01:52 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ gedit scalars dot pl ସ୍ପେସ୍ & ଟାଇପ୍ କରି ଏଣ୍ଟର ଦାବନ୍ତୁ
02:01 ଏହା gedit ରେ scalars dot pl ଫାଇଲ୍ ଖୋଲିବ
02:05 ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
02:09 ଏହା ହେଉଛି scalar ପାଇଁ declarationassignment
02:13 number ଟାଇପ୍ scalar ରେ ଏହିସବୁ arithmetic operations ସମ୍ପାଦନ କରାଯାଇପାରିବ
02:19 string scalar ଟାଇପ୍ ରେ ଏହିସବୁ string operations ସମ୍ପାଦନ କରାଯାଇପାରିବ
02:25 substr ହେଉଛି PERL function ଯାହା stringର ଅଂଶକୁ ଆଉଟପୁଟ୍ ଭାବେ ଯୋଗାଏ
02:30 ଏଠାରେ stringର ଆରମ୍ଭକୁ index 0 ନିର୍ଦ୍ଦିଷ୍ଟ କରେ, ଅର୍ଥାତ ଯେଉଁଠାରୁ ଆମେ stringର ଏକ୍ସଟ୍ରାକ୍ସନ ଆରମ୍ଭ କରିବାକୁ ଚାହୁଁଛେ
02:39 ଓ ଯେଉଁଠି ଆମେ stringକୁ ଆଉଟପୁଟ୍ ରେ ରଖିବାକୁ ଚାହୁଛେ, ସେପର୍ଯ୍ୟନ୍ତ offsetକୁ 11 ନିର୍ଦ୍ଦିଷ୍ଟ କରିବ
02:46 ଫାଇଲ୍ ସେଭ୍ କରିବା ପାଇଁ ctrl + s ଦାବନ୍ତୁ
02:50 ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ -
02:55 perl scalars dot pl ଓ ଏଣ୍ଟର ଦାବନ୍ତୁ
03:00 ଟର୍ମିନାଲ୍ ରେ ଆଉଟପୁଟ୍ ହାଇଲାଇଟ୍‍ ହୋଇଛି
03:05 ଏବେ PERLରେ array data structure ଦେଖିବା
03:09 Array ହେଉଛି ଏଲିମେଣ୍ଟଗୁଡ଼ିକର ଏକ ତାଲିକା
03:12 ଏଲିମେଣ୍ଟସ୍‍ string, number ଆଦି ହୋଇପାରେ
03:16 ଏହାର ଏକ index ଅଛି, ଯାହା array ରେ ବିଭିନ୍ନ ଅପରେସନ୍ କରିବାରେ ବ୍ୟବହାର କରାଯାଏ
03:22 Index 0 ରୁ ଆରମ୍ଭ ହୋଇଥାଏ
03:25 ଅନ୍ୟ ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ୍ ଠାରୁ ଭିନ୍ନ, ଏହାକୁ ପର୍ଲରେ ବ୍ୟବହାର କରିବା ପୂର୍ବରୁ ଆରେ କିମ୍ବା ଏହାର ଦୀର୍ଘତା ଡିକ୍ଲେର୍‍ କରିବା ଆବଶ୍ୟକ ନାହଁt
03:33 ଏଲିମେଣ୍ଟ କାଢ଼ିବା କିମ୍ବା ମିଶାଇବା ଅନୁସାରେ Perl array ଲମ୍ବା କିମ୍ବା ସଙ୍କୁଚିତ ହୁଏ
03:39 ଏକ ଆରେ ଲେଖିବା ପାଇଁ ସିଣ୍ଟାକ୍ସ ହେଉଛି;
03:41 “ଆଟ୍ ଦି ରେଟ୍ ଭେରିବଲ୍ ନେମ୍ ସ୍ପେସ୍ ଇକ୍ୱାଲ୍ ଟୁ” ସ୍ପେସ୍ ଓପନ୍ ବ୍ରାକେଟ୍ କମା ଦ୍ୱାରା ପୃଥକ କରାଯାଇଥିବା ଏଲେମେଣ୍ଟସ୍ ର ତାଲିକା କ୍ଲୋଜ୍ ବ୍ରାକେଟ୍ ସେମିକଲନ୍
03:54 ଏବେ array data structureର ଏକ ଉଦାହରଣ ଦେଖିବା
03:57 terminalକୁ ଫେରିଆସନ୍ତୁ ଓ gedit perlArray dot pl ସ୍ପେସ୍ & ଟାଇପ୍ କରି ଏଣ୍ଟର ଦାବନ୍ତୁ
04:08 ଏହା geditରେ perlArray dot pl ଫାଇଲ୍ ଖୋଲିବ
04:12 ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଥିବା କୋଡ୍ ଟାଇପ୍ କରନ୍ତୁ
04:18 ଏହା ହେଉଛି number array ଯେଉଁଥିରେ number typeର ଏଲିମେଣ୍ଟସ୍‍ ରହିଛି
04:23 ଏହା ହେଉଛି string array ଯେଉଁଥିରେ string typeର ଏଲିମେଣ୍ଟସ୍‍ ରହିଛି
04:29 ଏହି arrayରେ ଉଭୟ numberstring type ଏଲିମେଣ୍ଟ ରହିଛି
04:34 ଏହି ଉଦାହରଣ Perlରେ ବିଭିନ୍ନ ଟାଇପ୍ ର arrays ପ୍ରଦର୍ଶନ କରେ
04:39 ଏହିପରି ଆମେ Perlରେ array ପ୍ରିଣ୍ଟ କରିପାରିବା
04:43 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
04:47 ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ -
04:52 perl perlArray dot pl ଓ ଏଣ୍ଟର ଦାବନ୍ତୁ
04:59 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
05:04 ଏବେ ପର୍ଲରେ Hash data structure ଦେଖିବା
05:08 Hashକୁ ବିକଳ୍ପ ଭାବରେ Associative array ମଧ୍ୟ କୁହାଯାଏ
05:12 ଏହା ଏକ Key Value pair data structure ଅଟେ
05:15 hashରେ Key ହେଉଛି ଅଦ୍ୱିତୀୟ
05:18 ଯଦି ସମାନ keyକୁ ପୁନର୍ବାର ମିଶାଯିବ, ତେବେ ସେହି keyକୁ ଆସାଇନ୍‍ କରାଯାଇଥିବା ଲାଟେଷ୍ଟ ଭାଲ୍ୟୁ ଦ୍ୱାରା ତାହାର value ନିରସ୍ତ ହୋଇଯିବ
05:28 Value ଅବିକଳ ହୋଇପାରେ
05:30 ଏହା ଯେକୌଣସି data typevalue ମଧ୍ୟ ଧରିରଖେ
05:34 hashର ସିଣ୍ଟାକ୍ସ ହେଉଛି;
05:36 percentage ଭେରିଏବଲ୍ ର ନାମ ସ୍ପେସ୍ ଇକ୍ୱାଲ୍ ଟୁ ସ୍ପେସ୍ ଓପନ୍ ବ୍ରାକେଟ୍
05:41 ଏଣ୍ଟର ଦାବନ୍ତୁ
05:42 ସିଙ୍ଗଲ୍ କ୍ୱୋଟ୍ key ର ନାମ ସିଙ୍ଗଲ୍ କ୍ୱୋଟ୍ ସ୍ପେସ୍ ଇକ୍ୱାଲ୍ ଟୁ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ ଭାଲ୍ୟୁ କମା
05:50 ଏଣ୍ଟର ଦାବନ୍ତୁ
05:52 ସିଙ୍ଗଲ୍ କ୍ୱୋଟ୍ key ର ନାମ ସିଙ୍ଗଲ୍ କ୍ୱୋଟ୍ ସ୍ପେସ୍ ଇକ୍ୱାଲ୍ ଟୁ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ ଭାଲ୍ୟୁ
05:58 ଏଣ୍ଟର ଦାବନ୍ତୁ
06:00 କ୍ଲୋଜ୍‍ ବ୍ରାକେଟ୍ ସେମିକଲୋନ୍
06:03 ଏବେ hash data structureର ଏକ ଉଦାହରଣ ଦେଖିବା
06:07 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ
06:10 gedit perlHash dot pl ସ୍ପେସ୍ & ଏଣ୍ଟର ଦାବନ୍ତୁ
06:18 ଏହା geditରେ perlHash dot pl ଫାଇଲ୍ କୁ ଖୋଲିବ
06:22 ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଥିବା କୋଡ୍ ଟାଇପ୍ କରନ୍ତୁ
06:27 ଏହି hash ଏକ ସବଜେକ୍ଟରେ ପ୍ରାପ୍ତ ମାର୍କକୁ ସୂଚିତ କରେ
06:31 ଏହି ଉଦାହରଣ hashର ବ୍ୟବହାର ଦର୍ଶାଇବ
06:35 ଏବେ, hashକୁ କେମିତି ପ୍ରିଣ୍ଟ କରାଯାଏ, ଦେଖିବା
06:38 ଏବେ ପାଇଁ, ମୁଁ କରିଥିବା hashର ପ୍ରିଣ୍ଟ ଶୈଳୀକୁ ଧ୍ୟାନଦିଅନ୍ତୁ
06:42 ସବିଶେଷ ବିବରଣୀ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଦିଆଯିବ
06:47 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
06:50 ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ -
06:55 perl perlHash dot pl ଓ ଏଣ୍ଟର ଦାବନ୍ତୁ
07:01 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
07:05 ସଂକ୍ଷିପ୍ତରେ
07:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
07:09 ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି
07:10 ପର୍ଲରେ scalar
07:11 Array
07:13 Hash Data Structure
07:15 ଏକ ଆସାଇନମେଣ୍ଟ ଭାବେ -
07:17 scalar variable ଡିକ୍ଲେର୍‍ କରନ୍ତୁ
07:19 ତାହାକୁ type floatର ଭାଲ୍ୟୁ ଆସାଇନ୍ କରି ପ୍ରିଣ୍ଟ କରନ୍ତୁ
07:23 'ନାଲି', 'ହଳଦିଆ' ଓ 'ସବୁଜ' ରଙ୍ଗର ଏକ ଆରେ ଡିକ୍ଲେର୍‍ କରି ପ୍ରିଣ୍ଟ କରନ୍ତୁ
07:28 କର୍ମଚାରୀଙ୍କ ନାମ ଓ ସେମାନଙ୍କ ବିଭାଗର ଏକ hash ଡିକ୍ଲେର୍‍ କରି ପ୍ରିଣ୍ଟ କରନ୍ତୁ
07:33 ସଂକେତ: 'Employee' =>(equal to greater than sign) 'John' comma
07:38 'Department' =>(equal to greater than sign) 'Engineering'
07:42 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:46 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:49 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
07:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:59 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:03 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
08:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:15 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:22 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
08:33 ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
08:35 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
08:38 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep