PERL/C2/Data-Structures/Oriya
From Script | Spoken-Tutorial
| Time | Narration |
| 00:00 | Perlରେ Data Structures ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ Perlରେ ଉପଲବ୍ଧ Data Structures ବିଷୟରେ ଶିଖିବା |
| 00:11 | ଏଠାରେ ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି |
| 00:18 | ମୁଁ gedit Text Editor ମଧ୍ୟ ବ୍ୟବହାର କରିବି |
| 00:22 | ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ |
| 00:25 | Perlରେ Variables ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ |
| 00:29 | comments, loops ଓ conditional statements ଉପରେ ଧାରଣା ଥିଲେ ଆହୁରି ଭଲ |
| 00:36 | ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
| 00:41 | Perlର ତିନିପ୍ରକାର data structure ଅଛି- |
| 00:44 | Scalar,Array |
| 00:46 | Hashଯାହାକୁ Associative Array ମଧ୍ୟ କୁହାଯାଏ |
| 00:50 | Scalar: ଏ ପ୍ରକାରର data structure ଯେକୌଣସି data typeର ଭାଲ୍ୟୁ ଧରିରଖେ |
| 00:56 | data type, string, number, double ଇତ୍ୟାଦି ହୋଇପାରେ |
| 01:01 | ଏହା ଏକ array କିମ୍ବା ଏକ hash ପାଇଁ ମଧ୍ୟ ରେଫରେନ୍ସ ରଖିପାରେ |
| 01:06 | ଧ୍ୟାନଦିଅନ୍ତୁ: Perlରେ ରେଫରେନ୍ସ, ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ କଭର୍ କରିବା |
| 01:11 | ଡାଟା ଷ୍ଟ୍ରକ୍ଚର୍ ର Scalar ପ୍ରକାର, ଭେରିଏବଲ୍ ଡିକ୍ଲେର୍ କରିବା ପରି ସହଜ ଅଟେ |
| 01:16 | $count = 12 ସେମିକଲୋନ୍ |
| 01:20 | $string = ସିଙ୍ଗଲ୍ କ୍ୱୋଟ୍ ରେ 'I am scalar of type string' ସେମିକଲନ୍ |
| 01:26 | scalar ରେ ଆମେ ନିମ୍ନ ଅପରେସନ୍ କରିପାରିବା |
| 01:30 | ଏହାକୁ ଏକ ଭାଲ୍ୟୁ ଆସାଇନ୍ କରିବା |
| 01:32 | ଅନ୍ୟଏକ ପାଇଁ ଗୋଟିଏ scalar ଆସାଇନ୍ କରିବା |
| 01:35 | number ଟାଇପ୍ ର scalars ରେ ଅନ୍ୟ Arithmetic operations କରିବା, ଯେପରି ମିଶାଣ, ଫେଡ଼ାଣ ଇତ୍ୟାଦି |
| 01:41 | string scalar ରେ string operations କରିବା, ଯେପରି concatenation, substr ଇତ୍ୟାଦି |
| 01:48 | ଏବେ scalar data structureର ଏକ ଉଦାହରଣ ଦେଖିବା |
| 01:52 | ଟର୍ମିନାଲ୍ କୁ ଫେରିଆସନ୍ତୁ ଓ gedit scalars dot pl ସ୍ପେସ୍ & ଟାଇପ୍ କରି ଏଣ୍ଟର ଦାବନ୍ତୁ |
| 02:01 | ଏହା gedit ରେ scalars dot pl ଫାଇଲ୍ ଖୋଲିବ |
| 02:05 | ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ |
| 02:09 | ଏହା ହେଉଛି scalar ପାଇଁ declaration ଓ assignment |
| 02:13 | number ଟାଇପ୍ scalar ରେ ଏହିସବୁ arithmetic operations ସମ୍ପାଦନ କରାଯାଇପାରିବ |
| 02:19 | string scalar ଟାଇପ୍ ରେ ଏହିସବୁ string operations ସମ୍ପାଦନ କରାଯାଇପାରିବ |
| 02:25 | substr ହେଉଛି PERL function ଯାହା stringର ଅଂଶକୁ ଆଉଟପୁଟ୍ ଭାବେ ଯୋଗାଏ |
| 02:30 | ଏଠାରେ stringର ଆରମ୍ଭକୁ index 0 ନିର୍ଦ୍ଦିଷ୍ଟ କରେ, ଅର୍ଥାତ ଯେଉଁଠାରୁ ଆମେ stringର ଏକ୍ସଟ୍ରାକ୍ସନ ଆରମ୍ଭ କରିବାକୁ ଚାହୁଁଛେ |
| 02:39 | ଓ ଯେଉଁଠି ଆମେ stringକୁ ଆଉଟପୁଟ୍ ରେ ରଖିବାକୁ ଚାହୁଛେ, ସେପର୍ଯ୍ୟନ୍ତ offsetକୁ 11 ନିର୍ଦ୍ଦିଷ୍ଟ କରିବ |
| 02:46 | ଫାଇଲ୍ ସେଭ୍ କରିବା ପାଇଁ ctrl + s ଦାବନ୍ତୁ |
| 02:50 | ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ - |
| 02:55 | perl scalars dot pl ଓ ଏଣ୍ଟର ଦାବନ୍ତୁ |
| 03:00 | ଟର୍ମିନାଲ୍ ରେ ଆଉଟପୁଟ୍ ହାଇଲାଇଟ୍ ହୋଇଛି |
| 03:05 | ଏବେ PERLରେ array data structure ଦେଖିବା |
| 03:09 | Array ହେଉଛି ଏଲିମେଣ୍ଟଗୁଡ଼ିକର ଏକ ତାଲିକା |
| 03:12 | ଏଲିମେଣ୍ଟସ୍ string, number ଆଦି ହୋଇପାରେ |
| 03:16 | ଏହାର ଏକ index ଅଛି, ଯାହା array ରେ ବିଭିନ୍ନ ଅପରେସନ୍ କରିବାରେ ବ୍ୟବହାର କରାଯାଏ |
| 03:22 | Index 0 ରୁ ଆରମ୍ଭ ହୋଇଥାଏ |
| 03:25 | ଅନ୍ୟ ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ୍ ଠାରୁ ଭିନ୍ନ, ଏହାକୁ ପର୍ଲରେ ବ୍ୟବହାର କରିବା ପୂର୍ବରୁ ଆରେ କିମ୍ବା ଏହାର ଦୀର୍ଘତା ଡିକ୍ଲେର୍ କରିବା ଆବଶ୍ୟକ ନାହଁt |
| 03:33 | ଏଲିମେଣ୍ଟ କାଢ଼ିବା କିମ୍ବା ମିଶାଇବା ଅନୁସାରେ Perl array ଲମ୍ବା କିମ୍ବା ସଙ୍କୁଚିତ ହୁଏ |
| 03:39 | ଏକ ଆରେ ଲେଖିବା ପାଇଁ ସିଣ୍ଟାକ୍ସ ହେଉଛି; |
| 03:41 | “ଆଟ୍ ଦି ରେଟ୍ ଭେରିବଲ୍ ନେମ୍ ସ୍ପେସ୍ ଇକ୍ୱାଲ୍ ଟୁ” ସ୍ପେସ୍ ଓପନ୍ ବ୍ରାକେଟ୍ କମା ଦ୍ୱାରା ପୃଥକ କରାଯାଇଥିବା ଏଲେମେଣ୍ଟସ୍ ର ତାଲିକା କ୍ଲୋଜ୍ ବ୍ରାକେଟ୍ ସେମିକଲନ୍ |
| 03:54 | ଏବେ array data structureର ଏକ ଉଦାହରଣ ଦେଖିବା |
| 03:57 | terminalକୁ ଫେରିଆସନ୍ତୁ ଓ gedit perlArray dot pl ସ୍ପେସ୍ & ଟାଇପ୍ କରି ଏଣ୍ଟର ଦାବନ୍ତୁ |
| 04:08 | ଏହା geditରେ perlArray dot pl ଫାଇଲ୍ ଖୋଲିବ |
| 04:12 | ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଥିବା କୋଡ୍ ଟାଇପ୍ କରନ୍ତୁ |
| 04:18 | ଏହା ହେଉଛି number array ଯେଉଁଥିରେ number typeର ଏଲିମେଣ୍ଟସ୍ ରହିଛି |
| 04:23 | ଏହା ହେଉଛି string array ଯେଉଁଥିରେ string typeର ଏଲିମେଣ୍ଟସ୍ ରହିଛି |
| 04:29 | ଏହି arrayରେ ଉଭୟ number ଓ string type ଏଲିମେଣ୍ଟ ରହିଛି |
| 04:34 | ଏହି ଉଦାହରଣ Perlରେ ବିଭିନ୍ନ ଟାଇପ୍ ର arrays ପ୍ରଦର୍ଶନ କରେ |
| 04:39 | ଏହିପରି ଆମେ Perlରେ array ପ୍ରିଣ୍ଟ କରିପାରିବା |
| 04:43 | ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
| 04:47 | ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ - |
| 04:52 | perl perlArray dot pl ଓ ଏଣ୍ଟର ଦାବନ୍ତୁ |
| 04:59 | ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ |
| 05:04 | ଏବେ ପର୍ଲରେ Hash data structure ଦେଖିବା |
| 05:08 | Hashକୁ ବିକଳ୍ପ ଭାବରେ Associative array ମଧ୍ୟ କୁହାଯାଏ |
| 05:12 | ଏହା ଏକ Key Value pair data structure ଅଟେ |
| 05:15 | hashରେ Key ହେଉଛି ଅଦ୍ୱିତୀୟ |
| 05:18 | ଯଦି ସମାନ keyକୁ ପୁନର୍ବାର ମିଶାଯିବ, ତେବେ ସେହି keyକୁ ଆସାଇନ୍ କରାଯାଇଥିବା ଲାଟେଷ୍ଟ ଭାଲ୍ୟୁ ଦ୍ୱାରା ତାହାର value ନିରସ୍ତ ହୋଇଯିବ |
| 05:28 | Value ଅବିକଳ ହୋଇପାରେ |
| 05:30 | ଏହା ଯେକୌଣସି data typeର value ମଧ୍ୟ ଧରିରଖେ |
| 05:34 | hashର ସିଣ୍ଟାକ୍ସ ହେଉଛି; |
| 05:36 | percentage ଭେରିଏବଲ୍ ର ନାମ ସ୍ପେସ୍ ଇକ୍ୱାଲ୍ ଟୁ ସ୍ପେସ୍ ଓପନ୍ ବ୍ରାକେଟ୍ |
| 05:41 | ଏଣ୍ଟର ଦାବନ୍ତୁ,ସିଙ୍ଗଲ୍ କ୍ୱୋଟ୍ key ର ନାମ ସିଙ୍ଗଲ୍ କ୍ୱୋଟ୍ ସ୍ପେସ୍ ଇକ୍ୱାଲ୍ ଟୁ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ ଭାଲ୍ୟୁ କମା |
| 05:50 | ଏଣ୍ଟର ଦାବନ୍ତୁ |
| 05:52 | ସିଙ୍ଗଲ୍ କ୍ୱୋଟ୍ key ର ନାମ ସିଙ୍ଗଲ୍ କ୍ୱୋଟ୍ ସ୍ପେସ୍ ଇକ୍ୱାଲ୍ ଟୁ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ ଭାଲ୍ୟୁ |
| 05:58 | ଏଣ୍ଟର ଦାବନ୍ତୁ |
| 06:00 | କ୍ଲୋଜ୍ ବ୍ରାକେଟ୍ ସେମିକଲୋନ୍ |
| 06:03 | ଏବେ hash data structureର ଏକ ଉଦାହରଣ ଦେଖିବା |
| 06:07 | ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ |
| 06:10 | gedit perlHash dot pl ସ୍ପେସ୍ & ଏଣ୍ଟର ଦାବନ୍ତୁ |
| 06:18 | ଏହା geditରେ perlHash dot pl ଫାଇଲ୍ କୁ ଖୋଲିବ |
| 06:22 | ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଥିବା କୋଡ୍ ଟାଇପ୍ କରନ୍ତୁ |
| 06:27 | ଏହି hash ଏକ ସବଜେକ୍ଟରେ ପ୍ରାପ୍ତ ମାର୍କକୁ ସୂଚିତ କରେ |
| 06:31 | ଏହି ଉଦାହରଣ hashର ବ୍ୟବହାର ଦର୍ଶାଇବ |
| 06:35 | ଏବେ, hashକୁ କେମିତି ପ୍ରିଣ୍ଟ କରାଯାଏ, ଦେଖିବା |
| 06:38 | ଏବେ ପାଇଁ, ମୁଁ କରିଥିବା hashର ପ୍ରିଣ୍ଟ ଶୈଳୀକୁ ଧ୍ୟାନଦିଅନ୍ତୁ |
| 06:42 | ସବିଶେଷ ବିବରଣୀ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଦିଆଯିବ |
| 06:47 | ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
| 06:50 | ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ - |
| 06:55 | perl perlHash dot pl ଓ ଏଣ୍ଟର ଦାବନ୍ତୁ |
| 07:01 | ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ |
| 07:05 | ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ - |
| 07:09 | ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ,ପର୍ଲରେ scalar |
| 07:11 | Array ଓ |
| 07:13 | Hash Data Structure |
| 07:15 | ଏକ ଆସାଇନମେଣ୍ଟ ଭାବେ - |
| 07:17 | scalar variable ଡିକ୍ଲେର୍ କରନ୍ତୁ |
| 07:19 | ତାହାକୁ type floatର ଭାଲ୍ୟୁ ଆସାଇନ୍ କରି ପ୍ରିଣ୍ଟ କରନ୍ତୁ |
| 07:23 | 'ନାଲି', 'ହଳଦିଆ' ଓ 'ସବୁଜ' ରଙ୍ଗର ଏକ ଆରେ ଡିକ୍ଲେର୍ କରି ପ୍ରିଣ୍ଟ କରନ୍ତୁ |
| 07:28 | କର୍ମଚାରୀଙ୍କ ନାମ ଓ ସେମାନଙ୍କ ବିଭାଗର ଏକ hash ଡିକ୍ଲେର୍ କରି ପ୍ରିଣ୍ଟ କରନ୍ତୁ |
| 07:33 | ସଂକେତ: 'Employee' =>(equal to greater than sign) 'John' comma |
| 07:38 | 'Department' =>(equal to greater than sign) 'Engineering' |
| 07:42 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 07:46 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 07:49 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 07:53 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 07:59 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 08:03 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
| 08:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 08:15 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 08:22 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
| 08:33 | ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ |
| 08:35 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
| 08:38 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |