Linux/C2/Basic-Commands/Oriya
From Script | Spoken-Tutorial
Revision as of 11:47, 27 December 2012 by Manoranjan (Talk | contribs)
Time | ବିବରଣୀ |
---|---|
0:00 | ପ୍ରିୟ ବଂଧୁ, ଲିନକ୍ସ ଅପେରଟିଂଗ୍ ସିଷ୍ଟମ ବିଷୟରେ ରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ . |
0:05 | ଏହି ଟ୍ୟୁଟୋରିଆଲ ରେ ଆମେ କିଛି ବେସିକ କମାଣ୍ଡସ (basic commands) ଅଧ୍ୟୟନ କରିବା . |
0:10 | ମୁଁ ଉବଣ୍ତୁ 10.04 ର ବ୍ୟବହାର କରୁଛି . |
0:12 | ଆମେ ମାନିବା ଯେ ଲିନକ୍ସ ଅପେରଟିଂଗ୍ ସହିତ ଆରମ୍ଭ କିପରି କରିବାକୁ ହୁଏ, ଏହା ଆପଣ ଜାଣନ୍ତି. |
0:17 | ଯଦି ଆପଣ ଆଗ୍ରହୀ ଅଟନ୍ତି, ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧି ଅଛି . |
0:26 | ଏହି ଟ୍ୟୁଟୋରିଆଲ ରେ, ଆମେ ଦେଖିବା କମାଣ୍ଡସ (commands) କଣ ଏବଂ ଏକ କମାଣ୍ଡ ଇଣ୍ତେର୍ ପ୍ରିଟେର୍ (command interpreter) କଣ ଅଟେ . |
0:33 | ପରେ, ଆମେ ଶିଖିବା ମେନ୍ କମାଣ୍ଡ (man command) ଲିନକ୍ସ ରେ ବ୍ୟବହାର କରି ହେଲପ୍ କିପରି ପାଇବାକୁ ହୁଏ . |
0:39 | ବର୍ତମାନ, ପ୍ରଥମ ପ୍ରଶ୍ନ, "କମାଣ୍ଡସ (commands) କଣ ଅଟେ" . |
0:43 | ଅତି ସାଧାରଣ ସବଦରେ, ଆମେ କହିପାରିବେ, ଲିନକ୍ସ କମାଣ୍ଡସ (Linux commands) ଏଭଳି ସବ୍ଦ ଅଟେ ଯାହା କିଇଡ (keyed) କାରଣ ହେତୁ କିଛି କାର୍ଯ ଦେଖାଇଥାଏ . |
0:52 | ଲିନକ୍ସ କମାଣ୍ଡ କଦାଚିତ୍ ଲମ୍ବାରେ ଚାରି ଅକ୍ଷର ଠାରୁ ବେଶୀ ଅଟେ ଯେଭଳି, Is , who , ps, ଆଦି . |
0:59 | କମାଣ୍ଡସ (commands) ଲୋୟର କେସ୍ (lower case) ରେ ହୁଏ ଏବଂ ସେଗୁଡିକ ସେନସିଟିଭ କେସ୍ ଅଟନ୍ତି । ଚାଲନ୍ତୁ ଏକ ଉଦାହରଣ ଦେଖିବା . |
1:05 | ଆପ୍ଲିକେସନ (applications menu) ମେନ୍ୟୁ କୁ ଯିବା . |
1:08 | ଆକ୍ସେସାରୀଜ (accessories) କୁ ବାଛ ଏବଂ ଉପଲବ୍ଧ ଅପ୍ସନସସ (options) ଠାରୁ ଟର୍ମିନାଲ୍ (terminal) ଉପରେ କ୍ଲିକ୍ କର . |
1:14 | କିମ୍ବା ଟର୍ମିନାଲ୍ ଓଣ୍ଡୋ ଖୋଲିବା ପାଇଁ ଆପଣକଂ କିବୋଡ (keyboard) ରେ Ctrl Alt T ପ୍ରେସ୍ କର . |
1:20 | ଏବେ ଆମେ ଏକ ପ୍ରୋମପଟ୍ ($) ଦେଖିପାରିବା ଏବଂ ଏହାର ଠିକ ପରେ ଏକ ବ୍ଲିନକିଂଗ୍ କର୍ର୍ ସର ଅଛି. ଯେଉଁଠାରେ ଆମେ କମାଣ୍ଡ ଟାଇପ୍ କରିବା ଦରକାର . |
1:29 | ସବ୍ଦ ରେ who ଟାଇପ୍ କର ଏବଂ ଏଣ୍ଟର ପ୍ରେସ୍ କର . |
1:34 | ଆମେ ଲୋଗ୍ଗେଡ଼ ଇନ୍ (logged in) ୟୂଜରସ୍ କଂର (users) ନାମ ଦେଖିପାରିବା. ପ୍ରକୃତରେ ଆମେ ଏକ କମାଣ୍ଡ who କୁ ଏବେ କାର୍ଯକାରୀ କରିଛେ, ଯାହା ଦେଖାଏ ସିଷ୍ଟମ ରେ କିଏ ଲୋଗ୍ଗେଡ଼ ଇନ୍ ଅଛନ୍ତି . |
1:47 | କିନ୍ତୁ ଯେଉଁ ଏନ୍ଟିଟି (entity) କିଛି ଗୁଡିଏ କମାଣ୍ଡସ (commands) ପରିବର୍ତନ ହେଇଛି ସେଗୁଡିକ କିଛି ନୁହେଁ କେବଳ କାର୍ଯ ରେ କିଛି ଅଖ୍ୟର ଅଟେ ? |
1:54 | ଏହା କମାଣ୍ଡ ଇଣ୍ଟରପ୍ରେଟର୍ (Command Interpreter) ର କାର୍ଯ ଅଟେ, ଯାହାକୁ ଶେଏଲ୍ (sheel) କହନ୍ତି. |
1:59 | ଆମେ ଶେଏଲ୍ (shell) କୁ ପ୍ରୋଗ୍ରାମ ଭଳି ବର୍ଣନା କରିପାରିବା, ଯାହା ଆମର ଏବଂ ଲିନକ୍ସ ସିଷ୍ଟମ ର ମଧ୍ୟରେ ଇଣ୍ଟର୍ ଫେସ୍ (interface) ରୁପରେ କାମ କରେ. |
2:08 | ଅପେରଟିଂଗ୍ ସିଷ୍ଟମ (operating system) କୁ କାର୍ଯକାରୀ ପାଇଁ କମାଣ୍ଡସ (commands) ଏନ୍ଟର୍ କରିବାକୁ ଆମକୁ ଅନୁମତି ଦିଏ . |
2:13 | ଲିନକ୍ସ ରେ ବହୁବିଧ ଶେଲେସ୍ ଇନ୍ ଷ୍ଟଲଡ (shells installed) କରିବା ସମ୍ଭବ ହୁଏ, ଏବଂ ଯେଉଁଗୁଡିକ ଉପଯୋଗୀ କର୍ତା ସେମାନକଂ ପସଂଦର ଏହାକୁ ବାଛିଥାନ୍ତି . |
2:22 | ଲିନକ୍ସ ରେ, ସାଧାରଣ ମାନର ଶେଲ ସବୁବେଳେ /bin/sh ରୁପରେ ଇନ୍ ଷ୍ଟଲଡ (installed) ଅଟେ, ଯାହାକୁ ବେଶ୍ (bash) କହନ୍ତି, the GNU Bourne-Again SHell, from the GNU suite of tools . |
2:35 | ଯେଉଁ କମାଣ୍ଡସ (commands) କୁ ଆମେ ଏହି ଟ୍ୟୁଟୋରିଆଲ ରେ ବିସ୍ତାରିତ କରିବା ସେଗୁଡିକ ଜେନେରିକ (generic) ଅଟେ ଏବଂ ସାମାନ୍ୟ ଭିନ୍ନତା ସହିତଏହିଗୁଡିକ ଅଧିକାଂଶ ଲିନକ୍ସ ଶେଲ୍ସ୍ (Linux shells) ରେ ଚାଲିପାରିବେ . |
2:44 | ତଥାପି, ଆମେ ଏହି ଟ୍ୟୁଟୋରିଆଲ ରେ ପ୍ରଦଶ୍ରନ ପାଇଁ ବେଶ୍ (bash) କୁ ଶେଲ୍ (shell) ରୁପରେ ବ୍ୟବହାର କରି ପାରିବା . |
2:51 | ଏହାର କାରଣ ଯେ, ବେଶ୍ (besh) ସବୁଠାରୁ ଲୋକପ୍ରିୟ ଶେଏଲ୍ (shell) ଅଟେ ଏବଂ ପ୍ରାୟ ସବୁ ୟୁନ୍କୁସ୍ (UNIX) କୁ portable ଅଟେ. |
2:58 | ଅନ୍ୟ ଶେଲେସ୍ (shells) Bourne shell ର ଅନ୍ତରଭୁକ୍ତ ଯିଏ କି ମୋଳିକ UNIX Shell, C Shell ଏବଂ Korn shell ଅଟେ . |
3:08 | କେଉଁ ଶେଲ୍ (shell) ଆମେ ବ୍ୟବହାର କରୁଛୁତାହା ତାହା ଦେଖିବାକୁ . |
3:11 | ଟର୍ମିନାଲ୍ (terminal) କୁ ଯାଅ ଏବଂ command echo space dollar in capital SHELL ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
3:27 | ସାଧାରଣ ଭାବରେ, /bin/bash ଆଉଟ ପୁଟ୍ (output) ଅଟେ ଯାହା ଆମକୁ ବେଶ୍ ଶେଲ୍ (besh shell ) ଦିଏ . |
3:34 | ସେଠାରେ ବହୁତ ପ୍ରକାରର ଉପାୟ ଅଛି ଯାହାଦ୍ବାର ଆମେ ଭିନ୍ନ ଶେଲ୍ସ୍ କୁ ସକ୍ରିୟ କରିପାରିବା, ଯେଉଁଗୁଡିକ ଉନ୍ନତ ଟ୍ୟୁଟୋରିଆଲ (Advanced tutorials) ରେ ବିସ୍ତାରିତ ହୋଇପାରିବ . |
3:42 | କମାଣ୍ଡସ (commands) ପ୍ରକୃତରେ ଫାଇଲସ୍ ଅଟେ ଯେଉଁଥିରେ ପ୍ରୋଗ୍ରାମସ୍ ହୁଏ, ଯାହା ବାରମ୍ବାର C ରେ ଲେଖାହୋଇଥାଏ . |
3:47 | ଏହି ଫାଇଲସ୍ directories ରେ ଅନ୍ତରଭୁକ୍ତ ଅଟେ. କମାଣ୍ଡ (command) କେଉଁଠାରେ ସଂଚୟ ହୁଏ, ଏହାକୁ ପାଇବା ପାଇଁ ଆମେ ଟାଇପ୍ କମାଣ୍ଡ (type command) ର ବ୍ୟବହାର କରିପାରିବ. |
3:55 | command prompt ରେ Type--space-- ps ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
4:03 | ଏହା ଦେଖାଏ ଯେ ps ପ୍ରକୃତରେ /bin directory ରେ ଏକ ସଂଚୟ ଫାଇଲ୍ ଅଟେ . |
4:09 | ଯେବେ ଆମେ କମାଣ୍ଡ prompt (command prompt ) ରେ କମାଣ୍ଡ ଦିଅନ୍ତି, ତେବେ ଶେଏଲ୍ (shell ) directories ସୁଚୀ ରେ, କମାଣ୍ଡ ର ନାମରେ ଏକ ସମକଖ୍ୟ ଫାଇଲ୍ ପାଇଁ ଖୋଜେ. |
4:18 | ଯଦି ଏହା ମିଳିଥାଏ, ତେବେ ସେହି ଫାଇଲ୍ ର ଅନୁରୁପ ପ୍ରୋଗ୍ରାମ କୁ କାର୍ଯକାରୀ କରିଥାଏ. ନାହିଁତ “command not found” error ଦେଇଥାଏ. |
4:27 | ଖୋଯା ହୋଇଥିବା directories ର ସୁଚୀ PATH variable ଦ୍ବାର ନିର୍ଦିଷ୍ଟ ଭାବରେ କୁହାଯାଇଛି, ଯାହାକୁ ଆମେ ପଛରେ ଦେଖିବା. |
4:34 | ବର୍ତମାନ ପାଇଁ, ଯଦି ଆମେ ଏହି ସୁଚୀ କୁ ଦେଖିବାକୁ ଚାହିଁବା, ତବେ କେବଳ echo space dollar PATH, କମାଣ୍ଡ (command) ଟାଇପ୍ କର. |
4:44 | ବଡ ଅଖ୍ୟର ରେ ଏବଂ ଏନ୍ଟର୍ ଦବାଅ |
4:52 | ଯେବେ କମାଣ୍ଡସ (commands ) ବିଷୟରେ କହନ୍ତି, ସେଠାରେ ଏକ ଗୁରୁତ୍ତପୁର୍ଣ ଜିନିଷ ଅଛି ଯାହା ଆମେ ଜାଣିବାକୁ ଚାହାନ୍ତି . |
4:57 | ଲିନକ୍ସ କମାଣ୍ଡସ (linux commands ) ଦୁଇ ପ୍ରକାର ଅଟେ: External commands ଏବଂ internal commands. |
5:02 | ଏବେ, ସେହିଗୁଡିକ external commands, ଯେଉଁଗୁଡିକ ଅଲଗା ଫାଇଲସ୍ କିମ୍ବା ପ୍ରୋଗ୍ରାମସ୍ ରୁପରେ ବିଦ୍ୟମାନ ଥାଏ. |
5:07 | ଲିନକ୍ସ ରେ ଅଧିକାଂଶ କମାଣ୍ଡସ (commands ) ଏହି ପ୍ରକାର ଅଟେ. କିନ୍ତୁ କିଛି କମାଣ୍ଡସ (commands ) ଏପରି ଅଟେ ଯାହାର କାର୍ଯ ସମ୍ପାଦନ ଶେଏଲ୍ (shell) ରେ ଲେଖାହୋଇଛି ଏବଂ ସେମାନେ ଅଲଗା ଫାଇଲ୍ ଭାବରେ ବିଦ୍ୟମାନ ନୁହେଁ . |
5:18 | ଏଗୁଡିକ internal commands ଅଟେ . |
5:20 | ଇକୋ କମାଣ୍ଡ (echo command), ଯାହା ଆମେ ପଛରେ ଦେଖିବା, ବାସ୍ତବରେ ଏକ internal commands ଅଟେ . |
5:25 | ଟର୍ମିନାଲ୍ କୁ ଯାଅ ଏବଂ କମାଣ୍ଡ (command) ଟାଇପ୍ କର. |
5:33 | space echo ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
5:40 | ଆଉଟ୍ ପୁଟ୍ (output) ଇକୋ ଭଳି ଏକ shell built-in ଦେଖାଏ. |
5:43 | ଅତଃ: ଫାଇଲ୍ ନାମ ଦେବା ପରିବର୍ତେ ଏହା ଦେଖାଏ ଯେ ଇକୋ କମାଣ୍ଡ (echo command) ର କାର୍ଯ ସମ୍ପାଦନ ଶେଏଲ୍ (shell) ର internal ଅଟେ. ତେଣୁ ଏହା କୁ internal command କହନ୍ତି. |
5:56 | ଅନ୍ୟ ଏକ ଗୁରୁତ୍ତ ପୁର୍ଣ ଜିନିଷ ଯାହା ଆମେ ବୂଝିବା ଦରକାର, ଏହା କମାଣ୍ଡ (command) ର ଗଠନ ପ୍ରଣାଳୀ ଅଟେ. |
6:01 | କମାଣ୍ଡସ (commands) ଏକ କିମ୍ବା ଏକ ଠାରୁ ଅଧିକ ସବ୍ଦ ହୋଇପାରିବ, ଯାହାକି white spaces ଦ୍ବାର ଅଲଗା ହୋଇପାରିବ . |
6:08 | ଦିତୀୟ କେସ (case) ରେ, ପ୍ରଥମ ସବ୍ଦ କମାଣ୍ଡ (command) ର ପ୍ରକୃତ ନାମ ଅଟେ ଯାହାକି ଅନ୍ୟ ସବ୍ଦ ର ଯୁକ୍ତି ସମୁହ ଅଟେ. |
6:16 | ଯୁକ୍ତି, options or expressions କିମ୍ବା file names ହୋଇପାରିବ . |
6:20 | ନିର୍ଦିଷ୍ଟ ଭାବରେ ଅପସନ ର ଆଧାର ଉପରେ ଏକ କମାଣ୍ଡ (command) ଅଲଗା ଅଲଗା କାର୍ଯ କରିପାରିବ . |
6:26 | ସାଧାରଣତ: ସେମାନକଂର ପ୍ରଥମ ଏକ କିମ୍ବା double minus ଚିନ୍ନ ଦ୍ବାରା ଅଗ୍ରଗତି ଅଟେ ଯାହାକି short and long option କହନ୍ତି . |
6:35 | ଟର୍ମିନାଲ୍ ୱିନଡୋ (terminal window) କୁ ଯିଅ ଏବଂ କମାଣ୍ଡସ (commands) ଟାଇପ୍ କର ଏବଂ ସେମାନକଂର ଆଉଟ୍ ପୁଟସ୍ (outputs) ଦେଖ . |
6:40 | ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର. |
6:44 | ପରେ, ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
6:49 | ପୁଣି, clear ଟାଇପ୍ କରଏବଂ ଏନ୍ଟର୍ ଦବାଅ . |
6:55 | ls space minus a ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
7:04 | ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର. |
7:11 | ଏବେ ls space minus minus all ଟାଇପ୍ କର ଏବଂ ଏଣ୍ଟର୍ ଦବାଅ . |
7:19 | ପୁଣିଥରେ, ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର. |
7:23 | ବର୍ତମାନ ls space minus d ଟାଇପ୍ କର ଏବଂ ଏଣ୍ଟର୍ ଦବାଅ . |
7:32 | ଏହି ମୁହୁର୍ତ ରେ, ଏହା ବୁଝିବା ଯଥେଷ୍ଟ ଅଟେ, କିପରି ଅପସନସ୍ ପରିବର୍ତନ ସହିତ କମାଣ୍ଡ (command) ର ଗତିବିଧି ପରିବର୍ତନ ହୁଏ . |
7:40 | ଲିନକ୍ସ ରେ ଆମର ବହୁତ ସଂଖ୍ୟକ କମାଣ୍ଡସ (commands) ଅଛି. |
7:45 | ପ୍ରତେକକଂର ବହୁତ ଅଲଗା ଅଲଗା ଅପସନସ୍ (options) ଅଛି. |
7:48 | କମାଣ୍ଡସ (commands) କୁ ଏକା ସାଥିରେ ସଂଯୁକ୍ତ କରିପାରିବା ଯାହାକୁ ଆମେ ପରେ ଦେଖିବା. ତେଣୁ ଆମେ ଏତେ ସାରା କମାଣ୍ଡସକୁ କିପରି ମୁଣ୍ଡ (mind) ରେ ରଖିବା ? |
7:55 | ପ୍ରକୃତରେ ଆପଣକଂର ଏହା ଦରକାର ନାହିଁ. କାରଣ ଲିନକ୍ସ ରେ ଉତ୍ କୃଷ୍ଟ୍ ଅନଲାଇନ୍ ହେଲ୍ପ୍ (excellent online help) ସୁବିଧା ଉପଲବ୍ଧି ଅଛି . |
8:01 | man command ସିଷ୍ଟମ ଉପରେ ସବୁ ଉପଲବ୍ଧ କମାଣ୍ଡ ସମ୍ବଧରେ ଲିଖିତ ପ୍ରମାଣ ପ୍ରଦାନ କରେ . |
8:08 | ଉଦାହରଣ ପାଇଁ, ls command ସମ୍ବନ୍ଧରେ ଜାଣିବା ପାଇଁ, ଆପଣଂକୁ ଟର୍ମିନାଲ୍ କୁ ଯିବାକୁ ପଡିବ . |
8:16 | ତର୍କ ଭଳି ls ର ସହିତ man command ଟାଇପ୍ କର, ଯାହା type man space ls ଏବଂ ଏଣ୍ଟର୍ ଦବାଅ . |
8:30 | ବାହାରକୁ ଆସିବାକୁ q ଦବାଅ. |
8:35 | man, ସିଷ୍ଟମର ମ୍ୟାନୁଆଲ ପେଜର୍ (manual pager) ଅଟେ. ପ୍ରତେକ ତର୍କ ଯାହା man କୁ ଦିଆଯାଇଛି, ସେଗୁଡିକ ସାଧାରଣତ: ଏକ ପ୍ରୋଗ୍ରାମର ନାମ, utility କିମ୍ବା function . |
8:43 | ମ୍ୟାନୁଆଲ ପେଜ (manual page) ପ୍ରତେକ ତର୍କ ଗୁଡିକ ସହିତ ସଂଯୁକ୍ତ ହୋଇଛି ଯାହା ପାଇଛୁ ଏବଂ ଦର୍ଶାଯାଇଛି . |
8:49 | ଯଦି ଏକ section ପ୍ରଦାନ ହୋଇଛି, ଏହା man କୁ ମ୍ୟାନୁଆଲ (manual) ର ସେହି section ରେ ସିଧା ଦେଖିବା ପାଇଁ କହିବ . |
8:55 | ସ୍ବାଭାବିକ ଭାବରେ ସବୁ ଉପଲବ୍ଧ sections ରେ ଖୋଜେ, ଯାହା ଏକ ପୁର୍ବ ନିର୍ଧାରିତ କାର୍ଯ ଏବଂ ପାଇଥିବା first page ରେ କେବଳ ଦେଖାଏ, ଯଦିଓ ପେଜେ ବିଭିନ୍ନ sections ରେ ବିଦ୍ୟମାନ . |
9:07 | ଆପଣ man command ର ସମ୍ବନ୍ଧରେ ଜାଣିବା ପାଇଁ man command କୁ ବ୍ୟବହାର କରିପାରିବା . |
9:14 | ଟର୍ମିନାଲ୍ କୁ ଯାଅ ଏବଂ man space man ଟାଇପ କର ଏବଂ ଏଣ୍ଟର୍ ଦବାଅ . |
9:23 | ବାହାରକୁ ଆସିବାକୁ q ଦବାଅ . |
9:26 | man command ର କେତେକ ଅପସନସ୍ (options) ଅଛି . |
9:30 | ଏଠାରେ, ମୁଁ ଆପନଂକୁ ସବୁଠୁଁ ବ୍ୟବହାରି ହୋଇଥିବ ଜିନିଷ ସମ୍ବନ୍ଧରେ କହିବି. କେବେ କେବେ ଆମେ ଜାଣୁ ଆମେ କଣ କରିବାକୁ ଚାହୁଁ କିନ୍ତୁ ସଠିକ୍ କମାଣ୍ଡ ଜାଣିନୁ. ତେବେ ଆମେ କଣ କରିବା ? |
9:41 | man, -k ପ୍ରଦାନ କରେ ଯାହା ଏକ keyword ନିଏ ଏବଂ କମାଣ୍ଡସ୍ (commands) ର ସୁଚୀ ଏବଂ ସେମାନକଂର ସଂଖିପ୍ତ ଉଦେଶ୍ୟ କୁ ବତାଏ . |
9:50 | ଉଦାହରଣ ପାଇଁ, ଏକ directory ତିଆରି କର, ଆମେ ସଠିକ୍ କମାଣ୍ଡ ଜାଣି ନ ଥାଉଁ , |
9:56 | ତେଣୁ, ଆମେ command prompt କୁ ପାର ଏବଂ man space minus k space directories ଟାଇପ୍ କର ଏବଂ ଏଣ୍ଟର୍ ଦବାଅ . |
10:12 | ବର୍ତମାନ, ଆମେ ପ୍ରତେକ କମାଣ୍ଡସ୍ (commands) ଖୋଜି କରି ଦେଖିବା ଯେ ପ୍ରକୃତରେ ଆମେ କଣ ଚାହୁଁ . |
10:17 | ଏକା ଜିନିଷ apropos command ର ବ୍ୟବହାର କରି ପ୍ରାପ୍ତ କରିପାରିବା . |
10:21 | command prompt ରେ apropos space directories ଟାଇପ୍ କର ଏବଂ ଆଉଟ୍ ପୁଟ୍ (output) କୁ ଦେଖିବା ପାଇଁ ଏଣ୍ଟର୍ ଦବାଅ . |
10:36 | କେବେ କେବେ ବହୁତ ଅଧିକ ସବିଶେଷ ତଥ୍ୟ ଆମେ ଚାହୁଁନା. ଆମେ କେବେଳ ଜାଣିବାକୁ ଚାହୁଁ କମାଣ୍ଡ (command) କଣ କରେ . |
10:40 | ସେହି ସ୍ତିତି ରେ, ଆମେ what is command କିମ୍ବା man –f ର ବ୍ୟବହାର କରିପାରିବା. ଦୁହେଁ କମାଣ୍ଡ (command) ସମ୍ବନ୍ଧରେ ଏକ ବାକ୍ୟ ରେ ବିବରଣୀ ଦିଏ . |
10:52 | ଟର୍ମିନାଲ୍ (terminal) କୁ ଯାଅ, ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର. |
10:58 | ବର୍ତମାନ, what is space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ . |
11:06 | କିଛି କମାଣ୍ଡସ (commands) ର କେତେକ ଅପସନ୍ସସ (options) ଅଛି. ଆମେ ବିଭିନ୍ନ ଅପସନ୍ସସ (options) ର ଏକ ସୁଚୀ କୁ ପ୍ରାପ୍ତ କରିବାକୁ ଚାହିଁ ପାର ଯାହା ଏକ କମାଣ୍ଡର ଅଛି . |
11:13 | ପରେ, ଆମେ minus help option ବ୍ୟବହାର କରିବା . |
11:18 | command prompt କୁ ଯାଅ ଏବଂ ls space minus minus help ଟାଇପ୍ କର ଏବଂ ଏଣ୍ଟର୍ ଦବାଅ . |
11:29 | ମୁଁ ଉପରକୁ scroll କରିବି, ଯାହା ଫଳରେ ଆପଣ ସବୁ ଅପସନ୍ସସ (options) ମ୍ୟାନୁଆଲ ପେଜ (manual page) ଉପରେ ଦେଖିପାରିବେ . |
11:45 | ଲିନକ୍ସ ସ୍ପୋକେନ୍ ଟ୍ୟୁଟୋରିଆଲ (Linux Spoken tutorial) ର ଏହି ଭାଗ ପାଇଁ କେବଳ ଏତିକି. ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଥାଏ . |
11:56 | ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି: http://spoken-tutorial.org/NMEICT-Intro. |
12:00 | ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ତିଥ ପାଇଁ ଧନ୍ୟବାଦ|} |