Firefox/C2/Setting-General-Privacy-Options/Oriya
From Script | Spoken-Tutorial
Revision as of 11:45, 27 December 2012 by Manoranjan (Talk | contribs)
Resources for recording Setting General Privacy Options
Time | ବିବରଣୀ |
00:00 | ମୋଜ଼ିଲ୍ଲା ଫାୟାରଫୋକ୍ସ ର ଏହି ଟ୍ୟୁଟୋରିଆଲକୁ ସ୍ବାଗତ . |
00:04 | ଏହି ଟ୍ୟୁଟୋରିଆଲ ରେ ଆମେ ଶିଖିବା ସେଟ୍ ଜେନେରାଲ୍ ପ୍ରେଫେରେନସେସ୍ (Set General preferences) ଏବଂ ସେଟ୍ ପ୍ରାଇଭେସୀ ପ୍ରେଫେରେନସେସ୍ (Set Privacy preferences) କିପରି ସେଟ୍ କର. |
00:11 | ଏହାପାଇଁ ଆମେ ଉବଣ୍ଟୁ 10.04 ରେ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା. |
00:18 | ମୋଜ଼ିଲ୍ଲା ଫାୟାରଫୋକ୍ସ ଅନ୍ତର୍ଭୁକ୍ତ ପ୍ରେଫେରେନସେସ୍ (preferences) ଆମକୁ ସହଜର ସହିତ ପୁନାରାବୃତି କାର୍ଯ ଗୁଡିକୁ କରିବାକୁ ଅନୁମତି ଦିଏ . |
00:24 | ୱିନଡୋ ବ୍ୟବହାରି ମାନଂକ ପାଇଁ ଉପଯୁକ୍ତ କ୍ରିୟା କୁ "ଅପସନ୍ସସ୍" (Options) କହନ୍ତି . |
00:29 | ଉଦାହରଣ, ଆମେ ଆମର ଇ ମେଲ୍ ଲୋଗିନ୍ ପଜେ କୁ ହୋମ୍ ପଜେ ରୁପରେ ସେଟ୍ କରିବା . |
00:33 | ଏଥିପାଇଁ Edit ଏବଂ Preferences ଉପରେ କ୍ଲିକ କରିବା . |
00:37 | ୱିନଡୋ ବ୍ୟବହାରି ମାନେ Tools ଏବଂ Options ଉପରେ କ୍ଲିକ କରିବା ଉଚିତ . |
00:42 | ପ୍ରେଫେରେନସେସ୍ (preferences) କିମ୍ବା ଅପସନ୍ସସ୍ ଡାଇଲୋଗ୍ ବକ୍ସ (Options dialog box) ଖୋଲେ. ଡାଇଲୋଗ୍ ବକ୍ସର ଉପରେ କିଛି ଟ୍ୟାବସ ଅଛି . |
00:50 | ପ୍ରତେକକଂର କାର୍ଯ ଭିନ୍ନ ଅଟେ . |
00:53 | ଜେନରାଲ୍ ପେନାଲ୍ (General panel) ପ୍ରେଫେରେନସେସ୍ (preferences) ସମ୍ବଧିତ ସବୁଠାରୁ ସାଧାରଣତ ଉପଯୋଗୀ ସେଟିଂଗ୍ କୁ ଧାରଣ କରେ . |
01:04 | ଚାଲ ସିଖିବା, Gmail କୁ କିପରି ଆମର default home page ଭାବେ ସେଟ୍ କରିବା . |
01:08 | Start up ତଳେ, ‘When Firefox starts’ ଡ୍ରପ ଡାଉନ ମେନ୍ୟୁ (drop down menu) ରେ ‘Show my home page’ ବାଛ. |
01:16 | ସ୍ବାଭାବିକ ଭାବରେ, ହୋମେ ପେଜେ ଫିଲଡ଼ (‘Home Page’ ଫିଏଲଡ଼) ‘Mozilla Firefox Start Page’ କୁ ଧାର୍ଯ କରେ . |
01:22 | ହୋମେ ପେଜେ ଫିଲଡ଼ (‘Home Page’ field) ଉପରେ କ୍ଲିକ କର ଏବଂ ‘www.gmail.com’ ଟାଇପ୍ କର . |
01:29 | ଡାଇଲଗ ବକ୍ସ କୁ ବନ୍ଦ କରିବାକୁ close button ଉପରେ କ୍ଲିକ କର . |
01:33 | ଆମର ସେଟିଂଗ୍ (setting) ସ୍ବୟଂ ସେଭ ହେବ ହୋଇଯିବ . |
01:36 | ବର୍ତମାନ ଫାୟାରଫୋକ୍ସ ୱିନଡୋ କୁ ବନ୍ଦ କର . |
01:40 | ଏବଂ ଏକ ନୁଆ ଫାୟାରଫୋକ୍ସ ୱିନଡୋ ଖୋଲ . |
01:42 | ଆପଣ ଦେଖିବେ Gmial ଲୋଗ୍ ଇନ୍ ପେଜେ (Gmail login page) ଟି ହୋମେ ପେଜେ ଅଟେ . |
01:46 | ବର୍ତମାନ ଆସନ୍ତୁ ସିଖିବା ମୋଜ଼ିଲ୍ଲା ଫାୟାରଫୋକ୍ସ, କିପରି ଡାଉନ୍ ଲୋଡସ (downloads) ପରିଚାଳନା କରେ . |
01:51 | Edit ଏବଂ Preferences ଉପରେ କ୍ଲିକ କର . |
01:54 | ଆଗରୁ ଯେପରି, ୱିନଡୋ ବ୍ୟବହାରିମାନେ ଦୟାକରି Tools ଏବଂ Options ଉପରେ କ୍ଲିକ କର . |
01:58 | ତାପରେ ଜେନରାଲ ଟ୍ୟାବ୍ (Genreal Tab) ରେ କ୍ଲିକ କର . |
02:02 | ଡାଉନ୍ ଲୋଡସ୍ ଅପସନ୍ସ (Downloads option) ରେ 'Show the Downloads window when downloading a file’ ଚେକ୍ ବୋକ୍ସ୍ ରେ କ୍ଲିକ୍ କରି ବାଛ . |
02:09 | ଏବେ ରଡିଓ ବଟୋନ (radio button) କ୍ଲିକ୍ କର ଯାହା ‘Save files to’ କହେ . |
02:12 | ବ୍ରାଉଜ ବଟୋନ ରେ କ୍ଲିକ କର ଏବଂ ଡିଫଲ୍ଟ ଫୋଲ୍ଡେର୍ କୁ ଡ଼େସଟୋପ୍ ରେ ପରିବର୍ତନ କର (ବଦଲାଅ) . |
02:18 | ଡାଇଲୋଗ୍ ବୋକ୍ସ (dialog box) କୁ ବନ୍ଦ କରିବା ପାଇଁ Close button ରେ କ୍ଲିକ କର . |
02:24 | ଆଗରୁ ଯେପରି, ଆମର ସେଟିଂଗ୍ (setting) ଆପଣା ଛାଏ ସେଭ କରିଵ . |
02:28 | ବ୍ରାଉଜର୍ ର ସର୍ଚ୍ ବାର୍ ରେ ‘flowers’ ଟାଇପ୍ କର ଏବଂ ଡାହାଣ କୁ magnifying lens ରେ କ୍ଲିକ କର . |
02:34 | ଦର୍ଶାଉଥିବା ପ୍ରଥମ ସର୍ଚ୍ ପରିଣାମ ଉପରେ ରାଇଟ୍ (right) କ୍ଲିକ କର . |
02:38 | ‘Save Link As’ ଉପରେ କ୍ଲିକ କର . |
02:40 | ଆପଣ ଦେଖିବେ ସ୍ବାଭାବିକ ଭାବରେ ରେ ଏହି ଲିଂକ୍ (link) ଡେସକଟୋପ୍ କୁ ଡାଉନ୍ ଲୋଡ୍ ହୋଇଯିବ . |
02:46 | 'Save' କ୍ଲିକ କର ଏବଂ ଫାଇଲ୍ ଡେସକଟୋପ୍ ଉପରେ ସେଭ୍ ହେବ . |
02:51 | ଟ୍ୟାବ୍ସ ପେନାଲ (tabs panel) ପ୍ରେଫେରେନସେସ୍ (preferences) ସମ୍ବଧିତ ଟ୍ୟାବ୍ଡ ବ୍ରାଉଜିଂଗ୍ (tabbed browsing) ବିଶେଷତ୍ବ କୁ ଧାରଣ କରେ . |
02:56 | କନ୍ଟେଟ ପେନାଲ (Contain Panel) ରେ ପ୍ରେଫେରେନସେସ୍ (preferences) ସମ୍ବଧିତ କିପରି ୱେବ୍ ସାଇଟ୍ସ (websites) ପ୍ରଦଶ୍ରୀତ କରାଯାଏ ତାହା ଉଲ୍ଲେଖ ଅଛି. |
03:02 | ଆପ୍ଲିକେସନ୍ ପେନାଲ୍ (Applications panel) ଦ୍ବାରା ଆପଣ ମୋଜ଼ିଲ୍ଲା ଫାୟାରଫୋକ୍ସ କିପରି ବିଭିନ୍ନ ପ୍ରକାରର ଫାଇଲିସ୍ କୁ ପରିଚାଳନା କରେ ତାହା ଜାଣି ପାରିବେ . |
03:11 | ଏହା ଏକ PDF ଡକ୍ୟୁମେନ୍ଟ୍ (document) କିମ୍ବା ଏକ ଅଡିଓ (audio ) ଫାଇଲ ହୋଇପାରିବ . |
03:13 | ନିର୍ଧାରିତ କାର୍ଯ ଭଳି, ଏହି ଟ୍ୟାବସ୍ (tabs) ଏବଂ ଅପସନ୍ସସ୍ (options) ସମ୍ବନ୍ଧରେ ଅନୁସଂଧାନ କର . |
03:19 | ପ୍ରାଇଭେସୀ ପେନାଲ୍ (Privacy panel) ଟି ପ୍ରେଫେରେନସେସ୍ (preferences) ସମ୍ବଧିତ ଆପଣକଂର ୱେବ୍ ପ୍ରାଇଭେସୀ (web-privacy) ଅନ୍ତର୍ଭୁକ୍ତ . |
03:25 | Tracking ତଳେ, ଚାଲ ‘Tell web sites I do not want to be tracked’ ରେ କ୍ଲିକ୍ କର. |
03:30 | ଆପଣକଂର ବାଛିଥିବା ଅପସନ୍ (option) ଟି ବ୍ରାଉଜିଂଗ୍ ଗତିବିଧି ସମ୍ବଧରେ ସଂଚିତ ହୋଇଥିବା ସୁଚନା ଠାରୁ ୱେବ୍ ସାଇଟ୍ ଗୁଡିକୁ ବନ୍ଦ କରି ଦେବ . |
03:37 | Hstory ତାଲିକାରେ ଅନ୍ତର୍ଭୁକ୍ତ କେତେକ ଅପସନ୍ସସ୍ (options) ଅଛି . |
03:41 | ‘Firefox will’ ଫିଲିଡ୍ (field) ରେ ‘Never remember history’ କୁ ବାଛିବା . |
03:45 | ଏହି ଅପସନ୍ (option) କୁ ସକ୍ରିୟ କରିବାର ଅର୍ଥ, ଆପଣକଂ ବ୍ରାଉଜିଂଗ୍ ର ହୀସ୍ଟରୀ (History) ସୁଚନା ଆପଣକଂ କଂପ୍ୟୁଟର (computer) ରେ ସକ୍ରିୟ ରହିପାରିବ ନାହିଁ. |
03:53 | ଯଦି ଆମେ ‘Clear all current history’ ଉପରେ କ୍ଲିକ୍ କରୁ, ତେବେ ଆପଣକଂ କଂପ୍ୟୁଟର ରୁ ସବୁ ବ୍ରାଉଜିଂଗ୍ ହୀସ୍ଟରୀ ରେ ସଂଚିତ ବିବରଣୀ ଲୋପ ପାଇଯିବ. |
04:01 | ତଳେ ଲୋକେସନ୍ ବାର୍ (Location Bar) କୁ ଯିବା . |
04:04 | 'When using the location bar, suggest:’ ଫିଲଡ଼ ରେ ଡ୍ରୋପ୍ ଡାଉନ ମେନ୍ୟୁ (drop down menu) ଉପରେ କ୍ଲିକ କର ଏବଂ ‘Nothing’ ବାଚ୍ଛ . |
04:11 | ଏହା କରିବାରେ, ଯେବେ ଆପଣ ଆଡ୍ରେସ୍ ବାର୍ ରେ ନୁଆ URL ପ୍ରବେଶ କରାଅ, ତେବେ ଆପଣକୁ ପ୍ରସ୍ତାବ ସହିତ ସଂକେତ ଦିଆ ହେବନାହିଁ . |
04:19 | ଡାଇଲଗ ବୋକ୍ସ (dialog) କୁ ବନ୍ଦ କରିବା ପାଇଁ 'Close' ରେ କ୍ଲିକ କର . |
04:23 | ଆପଣକଂ ଗୋପନିୟତା ଏବେ ସମ୍ପୁର୍ଣ ସୁରଖିତ. |
04:26 | ପ୍ରେଫେରେନସେସ୍ (preferences) ସମ୍ବଧିତ ୱେବ୍ ବ୍ରାଉଜିଂଗ୍ ର ବିଷୟ ଟି ସିକ୍ୟୋରିଟ୍ ପେନାଲ୍ (security panel) ରେ ଅନ୍ତର୍ଭୁକ୍ତ . |
04:32 | ସିଂକ୍ ପେନାଲ୍ (Sync panel) ଆପଣଂକୁ “Firefox Sync” account ର ନିୟନ୍ତ୍ରଣ କିମ୍ବା ସେଟ୍ ଅପ କରାଏ. |
04:36 | ଫାୟାରଫୋକ୍ସ ସିଂକ୍ (sync) ଦ୍ବାରା, ହୀଷ୍ତ୍ରୀ (history), ବୁକ୍ ମାର୍କସ୍ (bookmarks), ଏବଂ passwords ବିଭିନ୍ନ ଡିଭାଇସେସ୍ ର ବ୍ୟବହାର ହୋଇଥାଏ . |
04:45 | Advanced Panel କିଛି ଗୁରୁତ୍ବପୁର୍ଣ ଫାୟାରଫୋକ୍ସ ସେଟିଂଗ୍ସ (Firefox settings) ର ଅନ୍ତର୍ଭୁକ୍ତ . |
04:49 | ଏଥିରେ ଫାୟାରଫୋକ୍ସ ର ଗତିବିଧି ନିୟନ୍ତ୍ରଣ, ବ୍ରାଉଜିଂଗ୍ ଏବଂ ସିଷ୍ଟମ୍ ଡିଫଲଟ୍ ସଟିଂଗ୍ସ (System Default settings) ସୁବିଧା ର ଅଛି . |
04:57 | ଆମେ ନେଟବୋର୍କ୍ ଅପସନ୍ (Network option) ର ଉପଯୋଗ କରି ଇଣ୍ତେର୍ ନେଟ ରେ ଫାୟାରଫୋକ୍ସ କୁ ସଂଯୋଗି ପ୍ରଣାଳୀର ରୁପରେଖ କରି ପାରିବା . |
05:03 | ନେଟବୋର୍କ୍ (network) ରେ, କନେକସନ୍ସ (conecctions) ଅଧିନରେ, ସେଟିଂଗ୍ ବଟୋନ୍ (Settings button) ଉପରେ କ୍ଲିକ କର . |
05:09 | ଏହା କନେକସନ୍ ସେଟିଂଗ୍ସ ଡାଇଲୋଗ୍ ବୋକ୍ସ (Connection Settings dialog box) ଖୋଲି ଥାଏ . |
05:11 | ଏଠାରେ ଆପଣ ପ୍ରୋକ୍ସି ଗୁଡିକର ରୁପରେଖ କରି ପାରିବେ . |
05:15 | ପ୍ରୋକ୍ସିସକୁ (Proxies) ଉପଯୋଗିତା ଭଲ ଭାବରେ ସମ୍ପାଦନ ଏବଂ ଭଲ ସୁରକ୍ଷା ପ୍ରଦାନ କରାଯାଇ ଥାଏ . |
05:21 | ସ୍ବାଭାବିକ ଭାବରେ, ‘Use system proxy settings’ ରେଡିଓ ବଟୋନ୍ (radio button) ମନୋନିତ ହୋଇଥାଏ . |
05:26 | ଏହି ଅପସନ୍ (option) ଆପଣକଂ operating system ପାଇଁ ସେଟିଂଗ୍ସ ର ରୁପରେଖ ବ୍ୟବହାର କରେ . |
05:31 | ପ୍ରୋକ୍ସି ସେଟିଂଗ୍ (proxy settings) କୁ ନିଜେ ଏନ୍ଟର୍ କରିବା ପାଇଁ Manual proxy configuration radio button ଉପରେ କ୍ଲିକ କର . |
05:38 | ଆପଣ ବର୍ତମାନ ଏହି ଫିଲଡ୍ ଗୁଡିକରେ ପ୍ରୋକ୍ସି ସେଟିଂଗ୍ (proxy settings) କରିପାରିବେ. |
05:42 | କନେକସନ୍ ସେଟିଂଗ୍ ଡାଇଲୋଗ୍ ବୋକ୍ସ (Connection Settings dialog box) କୁ ବନ୍ଦ କରିବା ପାଇଁ କ୍ଲୋଜ ବଟୋନ୍ (Close button) ଉପରେ କ୍ଲିକ କର . |
05:49 | ପୁଣିଥରେ, ପ୍ରେଫେରେନସେସ୍ (Preferences) କିମ୍ବା ଅପସନ୍ସସ୍ ଡାଇଲୋଗ୍ ବୋକ୍ସ (Options dialog box) କୁ ବନ୍ଦ କରିବା ପାଇଁ କ୍ଲୋଜ ବଟୋନ୍ (Close button) ଉପରେ କ୍ଲିକ କର . |
05:55 | ଆମର ସେଟିଂଗ୍ ସ୍ବଭାବିକ ଭାବରେ ସେଭ ହୋଇଯିବ . |
05:58 | ଶେଷରେ, ଆମେ Advanced panel ରେ Update ଟ୍ୟାବ୍ କୁ ଉପଯୋଗୀ କରି ଫାୟାରଫୋକ୍ସକୁ ଅପଡେଟ୍ (update) କରି ପାରିବା . |
06:05 | ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ . |
06:08 | ଏହି ଟ୍ୟୁଟୋରିଆଲ ରେ ଆମେ ସେଟ୍ ଜେନରାଲ ପ୍ରେଫେରେନସେସ୍ (set General preferences) ଏବଂ ସେଟ୍ ପ୍ରାଇଭେସୀ ପ୍ରେଫେରେନସେସ୍ (set Privacy preferences) ସମ୍ବନ୍ଧରେ ଶିଖିଲେ. |
06:15 | ଏହି ବ୍ୟାପକ ନିର୍ଦ୍ଧାରିତ କାର୍ଯକୁ କରିବା ପାଇଁ ଚେଷ୍ଟା କର . |
06:19 | ଏକ ନୁଆ ବ୍ରାଉଜର୍ ୱିନଡୋ ଖୋଲ . |
06:21 | ଆପଣକଂର ହୋମ୍ ପେଜେ କୁ ‘spoken-tutorial.org’ କୁ ପରିବର୍ତନ କର . |
06:28 | ଆପଣକଂର ଡିଫଲଟ୍ ଡାଉନ୍ ଲୋଡ୍ ଲୋକେସନ (default download location) କୁ 'Home Folder’ କୁ ପରିବର୍ତନ କର. |
06:30 | ଆପଣକଂର ‘When using the location bar, suggest:’ ସେଟିଂଗ୍ କୁ History ଏବଂ Bookmarks କୁ ପରିବର୍ତନ କର . |
06:38 | ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ (video) ଦେଖ http://spoken-tutorial.org/What_is_a_Spoken_Tutorial |
06:41 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ |
06:45 | ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ . |
06:48 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team) |
06:50 | ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshops) ପରିଚାଳନ କରନ୍ତି . |
06:54 | ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି . |
06:58 | ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ |
07:04 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ . |
07:07 | ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. (M.H.R.D.) ବିଭାଗର ଆଇ. ସି. ଟି. (I.C.T.) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ . |
07:12 | ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro. |
07:27 | ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି .
ଯୋଗୋଦାନ ପାଇଁ ଧନ୍ୟବାଦ . |