Firefox/C2/Searching-and-Auto-complete/Oriya
From Script | Spoken-Tutorial
Revision as of 11:43, 27 December 2012 by Manoranjan (Talk | contribs)
Time | ବିବରଣୀ |
00:00 | ମୋଜ଼ିଲ୍ଲା ଫାୟାରଫୋକ୍ସ (Mozilla Firefox) ର ସର୍ଚ ଏବଂ ଅଟୋ-କମପ୍ଲିଟ୍ (Search and Auto-complete) ବିଶେଷତ୍ବ ବିଷୟରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ବାଗତ . |
00:06 | ଏହି ଟ୍ୟୁଟୋରିଆଲରେ ସର୍ଚ ବ୍ୟବହାର, ସର୍ଚ ଇଂଜ଼ିନେସ୍ ନିୟନ୍ତ୍ରଣ, ଫାଇଣ୍ଡି ବାର୍ ଗୁଡିକ କେମିତି ବ୍ୟବହାର କରାଯାଏ ତାହା ଶିଖିବା . |
00:15 | ଆଡ୍ରେସ ବାର୍ ରେ ଅଟୋ କମପ୍ଲିଟ୍ (Auto-complete) ର ବ୍ୟବହାର କର . |
00:18 | ଏହି ଟ୍ୟୁଟୋରିଆଲରେ, ଆମେ ଉବଣ୍ଟୁ 10.04 ରେ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା. |
00:26 | ଇଣ୍ତେରନେଟ୍ ରେ ସୁଚନା ଖୋଜିବା ସବୁଠାରୁ ଏକ ସାଧାରଣ ପ୍ରଚଳିତ . |
00:31 | ଆମେ କୋଣସି ବିଶେଷ ୱେବସାଇଟ କିମ୍ବା କିଛି ଅନ୍ୟ ସୁଚନା ଏଥିରେ ଖୋଜି ପାରିବା . |
00:37 | ମୋଜ଼ିଲ୍ଲା ଫାୟାରଫୋକ୍ସ ମାଧ୍ୟମରେ ଅନେକ କାର୍ଯ୍ୟ (functions) ଅଛି, ଯାହାକି ଇଣ୍ତେରନେଟ୍ ରେ ସୁଚନା ଖୋଜିବା ପାଇଁ ସହଜ କରେ . |
00:44 | ଆସ, କିଛି କାର୍ଯକାରୀ ଉପାୟଗୁଡିକୁ ଦେଖିବା . |
00:47 | ଏକ ଉପାୟ ହେଲା; ଅନ୍ୟ ୱେବସାଇଟଗୁଡିକୁ ଦେଖିକି ଖୋଜିବା . |
00:50 | ଆପଣ ଜାଣିଛନ୍ତି ଯେ, ସର୍ଚ ଇଂଜ଼ିନେସ୍ ମଧ୍ୟ ୱେବସାଇଟସ୍ ହିଁ ଅଟେ . |
00:54 | URL ବାର୍ ରେ ‘www.google.com’ ଟାଇପି କର . |
00:59 | ଗୁଗୁଲ୍ ହୋମପେଜ (google home page) ଆସିବ . |
01:01 | ଗୁଗୁଲ୍ ହୋମପେଜ (google home page) ର ସର୍ଚ ବୋକ୍ସ ରେ 'email ' ଟାଇପି କର. ଏବଂ ସର୍ଚ୍ ରେ କ୍ଲିକ କର . |
01:07 | ସର୍ଚ ଇଂଜ଼ିନେସ୍ ସବୁ ପରିଣାମକୁ ଦେଖାଇଥାଏ . |
01:10 | ଆମେ ଦେଖିବା ଯେ ସବୁଠାରୁ ଶ୍ରେଠ ପରିଣାମ ଟି g mail ପାଇଁ ଅଟେ, Email from Google . |
01:16 | କିନ୍ତୁ ମୋଜ଼ିଲ୍ଲା ଫାୟାରଫୋକ୍ସ ମାଧ୍ୟମରେ ଆପଣ ମଧ୍ୟ ଏହିଟିକୁ ଏକ ସରଳ ଉପାୟରେ କରିପାରିବେ . |
01:20 | ନେଭିଗେସନ ଟୁଲ୍ ବାର୍ ରେ URL ବାର୍ ର ପାଖକୁ ଏକ ସର୍ଚ୍ ବାର୍ ଫିଲ୍ଡ୍ ଅଛି . |
01:26 | ଏହା ପରିବର୍ତେ ଆପଣ ସର୍ଚ୍ ବାର୍ ଫିଲ୍ଡ୍ କୁ ସିଧା ଯିବା ପାଇଁ CTRL+K ପ୍ରେସ୍ କରିପାରିବେ . |
01:33 | ସର୍ଚ୍ ବାର୍ ରେ କ୍ଲିକ କର ଏବଂ ‘email’ ଟାଇପି କର . |
01:36 | magnifying glass icon ରେ କ୍ଲିକ କର ଯାହା ଏହାର ପାଖରେ ଅଛି . |
01:40 | ଆମେ ଖୋଜ଼ିବାର ପରିଣାମ କନ୍ଟେଟସ ଏରିଆ (contents area) ରେ ଦେଖିବା. |
01:44 | ଆମେ ଦେଖିବା ଯେ ସବୁଠାରୁ ଶୀର୍ଷ ପରିଣାମ g mail ପାଇଁ ଅଟେ, Email from Google . |
01:50 | ସର୍ଚ୍ ବାର୍ ର ବାମ ପାର୍ଶରେ ସର୍ଚ ଇଂଜ଼ିନେସ୍ ର ଚିହ୍ନ ଅଛି ଯାହା ପରିଣାମ ଦେଖାଇବା ପାଇଁ ବ୍ୟବହାର ହୋଇଛି . |
01:58 | ମୋଜ଼ିଲ୍ଲା ଫାୟାରଫୋକ୍ସ ରେ ସ୍ବାଭାବିକ ଭାବେ google କୁ ସର୍ଚ ଇଂଜ଼ିନେସ୍ ବ୍ୟବହାର କରାଯାଏ . |
02:02 | ଆମେ ଏହା ଦ୍ବାରା ଆବଧ୍ୟ ନୁହଁ, ପରନ୍ତୁ ଆମେ ଆମର ପସନ୍ଦର ସର୍ଚ ଇଂଜ଼ିନି ବାଛିପାରିବା . |
02:08 | ସର୍ଚ୍ ବାର୍ ଭିତରେ, google ର ସର୍ଚ ଇଂଜ଼ିନି ଚିହ୍ନ ଉପରେ କ୍ଲିକ କର . |
02:12 |
ଆମେ ଦେଖିବା ଯେ ଏକ ଡ୍ରୋପ୍ ଡାଉନ ବୋକ୍ସ (drop down box) “Yahoo” ଏବଂ “Bing” ଲୋକପ୍ରିୟ ସର୍ଚ ଇଂଜ଼ିନେସ୍ ର ଚିହ୍ନ ସହିତ ପରଦା ଉପରେ ଦେଖାଦିଏ . |
02:21 | "yahoo" କୁ select କର ଡ୍ରୋପ୍ ଡାଉନ ବୋକ୍ସ (drop down box) ରୁ . |
02:24 | ଆମେ ଦେଖିବା କୁ ପାଇବା ଯେ ସର୍ଚ ବାର୍ ର ବାମ ରେ ଥିବା ଚିହ୍ନ "yahoo" କୁ ପରିବର୍ତନ ହୋଇଯାଇଛି . |
02:30 | ଆସ ବର୍ତମାନ, ସର୍ଚ ବାର୍ ରେ ଆଉଥରେ 'email' ଟାଇପି କର ଏବଂ magnifying glass ଉପରେ କ୍ଲିକ କର. |
02:36 | ଏଥର ଆମେ ଦେଖିବା ଯେ କନ୍ଟେଟସ ଏରିଆ (Contents area) ରେ ପରିଣାମ (results) "yahoo" ସର୍ଚ ଇଂଜ଼ିନିସ୍ ଠାରୁ ଆସିଛି . |
02:42 | ଧ୍ୟାନ ଦିଅ ଯେ ପରିଣାମ ଗୁଡିକ ଶେଷ ଥର ଠାରୁ ଟିକିଏ ଅଲଗା . |
02:46 | ସବୁଠାରୁ ଶୀର୍ଷ ପରିଣାମ ଏବେ g mail ନୁହେଁ. ଏହା ପରିବର୍ତେ ସବୁଠାରୁ ଶୀର୍ଷ ପରିଣାମ "yahoo" mail ଅଟେ. |
02:53 | ସର୍ଚ ବାର୍ ମଧ୍ୟରେ ସର୍ଚ ଇଂଜ଼ିନି ଚିହ୍ନ ଉପରେ ଆଉଥରେ କ୍ଲିକ କର . |
02:57 | ଡ୍ରୋପ୍ ଡାଉନ ବକ୍ସ ରେ, ମ୍ୟIନେଜ ସର୍ଚ ଇଂଜ଼ିନିସ୍ ‘Manage Search Engines' କୁ ବାଛ . |
03:01 | ଏହା ମ୍ୟIନେଜ ସର୍ଚ ଇଂଜ଼ିନି ଲିସ୍ଟ୍ ‘Manage Search Engine list' ନାମକ ଏକ ଡାଇଲୋଗ୍ ବୋକ୍ସ (dialog box) ଖୋଲିବା . |
03:07 | ତାଲିକା ରେ ଶେଷ ବିଷୟ ଉପରେ କ୍ଲିକ କର . |
03:10 | ଡାହାଣ ପାର୍ଶ ର ବଟୋନସ (buttons) ବର୍ତମାନ ସକ୍ରିୟ ଅଟେ I ‘Remove’ button ରିମୋଭ ବଟୋନ ଉପରେ କ୍ଲିକ କର. |
03:16 | ଆମେ ଦେଖିବାକୁ ପାଇବା ଯେ ଯେଉଁ ବିଷୟ ଟି ବାଛିଥିଲୁ ତାହା ତାଲିକାରେ ନାହିଁ . |
03:21 | ଡାଇଲୋଗ୍ ବୋକ୍ସ (dialog box) ବନଦ (close) କରିବା ପାଇଁ OK ଉପରେ କ୍ଲିକ କର . |
03:24 | ସର୍ଚ ବାର୍ ମଧ୍ୟରେ ଥିବା ସର୍ଚ ଇଂଜ଼ିନି ଚିହ୍ନ ଉପରେ ଆଉଥରେ କ୍ଲିକ କର . |
03:29 | ମ୍ୟIନେଜ ସର୍ଚ ଇଂଜ଼ିନିସ୍ “Manage Search Engines” ଉପରେ କ୍ଲିକ କର . |
03:32 | The Manage Search Engines list" ଡାଇଲୋଗ୍ ବକ୍ସ (dialog box) ଆସିବ . |
03:37 | ଡାଇଲୋଗ୍ (dialog) ର ନିମ୍ନ ଭାଗରେ ଏକ ଲିଂକ୍ ଅଛି, ଏହା Get more search engines…’ ନିମତ୍ତେ. |
03:42 | ଏହା ଉପରେ କ୍ଲିକ କର . |
03:43 | ଏକ ନୁଆ ବ୍ରାଉଜର୍ ଟାବ୍ ଖୋଲିବ . |
03:46 | ଏହା ଅଳ୍ପ ସଂଖ୍ୟକ ସର୍ଚ ଇଂଜ଼ିନିସ୍ ଗୁଡିକୁ ଦେଖାଏ ଯାହାକୁ ଆମେ ସର୍ଚ ବାର୍ ସହ ଯୋଡିପାରିବା. |
03:51 | ଆପଣକର ଆବଶ୍ୟକତା ଅନୁସାରେ ଯେକୌଣସି ସର୍ଚ ଇଂଜ଼ିନିସ୍ ଗୁଡିକୁ ଯୋଡିପାରିବେ . |
03:55 | ବର୍ତମାନ, ଟାବ୍ ର କୋଣରେ ଥିବା X ଉପରେ କ୍ଲିକ କରି ଏହି ଟାବ୍ କୁ ବନ୍ଦ କରିବା . |
04:00 | ଆମେ “Find bar” ସହାୟତା ରେ କନ୍ଟେଟସ ଏରିଆ (Contents area) ଭିତରେ ନିର୍ଦିଷ୍ଟ ଟେକ୍ସଟ କୁ ଖୋଜି ପାରିବା . |
04:07 | URL ବାର୍ ରେ ‘www.gmail.com’ ଟାଇପ କର ଏବଂ ଏଣ୍ଟର ପ୍ରେସ୍ କର . |
04:13 | ଯେବେ gmail ହୋମେ ପେଜ୍ ଟି ଲୋଡ୍ ହୋଇଯିବ ‘Edit’ ଉପରେ ଏବଂ ପରେ 'Find' ରେ କ୍ଲିକ କର. |
04:19 | ବ୍ରାଉଜର୍ ୱିନଡୋ (browser window) ର ନିମ୍ନ ଭାଗରେ ଏକ “Find bar” ଦେଖାଦିଏ . |
04:22 | “Find bar” ର ଟେକ୍ସଟ ବୋକ୍ସ (text box) ରେ ‘gmail’ ଟାଇପି କର . |
04:28 | ଯେପରି ଆମେ ଟାଇପି କର, ଆମେ ଦେଖ ଯେ ସେହି ଟେକ୍ସଟ ର ପ୍ରଥମ ଉଦାହରଣ, କନ୍ଟେଟସ ଖେତ୍ର ଭିତରେ ଚିନ୍ନିହତ ହୋଇଛି . |
04:36 | ‘Next' ଉପରେ କ୍ଲିକ କରିବା ଦ୍ବାରା ସବ୍ଦ ର ପରବର୍ତୀ ପର୍ଯ୍ୟାୟ କୁ ଯିବ . |
04:41 | ‘Previous’ ଉପରେ କ୍ଲିକ କରିବା ଦ୍ବାରା ସବ୍ଦ ର ପୁର୍ବବର୍ତୀ ପର୍ଯ୍ୟାୟ କୁ ଚାଲିଯିବ. |
04:46 | ‘Highlight all’ ଅପସନ ଉପରେ କ୍ଲିକ କର . |
04:49 | ଆମେ ଦେଖବା ଯେ ସର୍ଚ୍ ଟେକ୍ସଟ (search text) ର ସବୁ ଉଦାହରଣ କନ୍ଟେଟସ ଏରିଆ (contents area) ରେ ଚିହ୍ନଟ ଅଛି . |
04:56 | ମୋଜ଼ିଲ୍ଲା ଫାୟାରଫୋକ୍ସ ନିଜର ଅଟୋ-କମପ୍ଲିଟ୍ ଫୋନ୍କଶନ ଦ୍ବାରା URL ବାର୍ ରେ ୱେବ୍ ଆଡ୍ରେସ୍ସେସ୍ ଟାଇପି କୁ ସରଳ କରେ . |
05:04 | ଆମେ ଆଡ୍ରେସ୍ ବାର୍ ରେ ପୁରା ୱେବ୍ ଆଡ୍ରେସ୍ କୁ ଟାଇପି କାରିବା ଆବଶ୍ୟକ ନାହିଁ . |
05:08 | ଆଡ୍ରେସ୍ ବାର୍ ରେ ‘gma’ ଟାଇପି ପାଇଁ ଚେଷ୍ଟା କରିବା . |
05:12 | ଆମେ ଦେଖିବା, ଆମେ ଟାଇପ କରୁଥିବା ସବ୍ଦ କୁ ମୋଜ଼ିଲ୍ଲା ଫାୟାରଫୋକ୍ସ ସ୍ବୟଂଚାଳିତ ରୁପରେ କରିବା ପାଇଁ ଚେଷ୍ଟା କରେ . |
05:17 | ଏହା ‘gma’ ସହିତ ଆରମ୍ଭ କରିଥିବା ୱେବ୍ ସାଇଟ୍ ରେ ଏକ ଡ୍ରୋପ୍ ଡାଉନ ସୁଚୀ ଖୋଲିଥାଏ . |
05:23 | ଡ୍ରୋପ୍ ଡାଉନ ସୁଚୀ ରୁ ‘gmail’ ଲିଂକ୍ କୁ ବାଚ୍ଛ . |
05:27 | କନ୍ଟେଟସ ଏରିଆ (contents area) ରେ ‘gmail’ ୱେବ୍ ପେଜ୍ ଲୋଡ ହୁଏ . |
05:30 | ଯଦି ଏହି ବିଶେଷତ୍ବ ପସନ୍ଦ ନ ହୁଏ, ଏହାକୁ ଆମେ ବନ୍ଦ କରିପାରିବା . |
05:34 | Edit ଏବଂ ପରେ Preferences ଉପରେ କ୍ଲିକ କର . |
05:37 | ୱିନଡୋ ବ୍ୟବହାରି ମାନେ Tools ଏବଂ ପରେ Options ଉପରେ କ୍ଲିକ କରିପାରିବେ . |
05:41 | ମୁଖ୍ୟ ମେନ୍ୟୁ ଟ୍ୟାବସ (main menu tabs) ସୁଚୀ ରୁ “Privacy” ଟ୍ୟାବ୍ ବାଛ . |
05:46 | ଡାଇଲଗ ବକ୍ସ ର ସବୁଠାରୁ ତଳେ, ‘When using location bar, suggest’ ନାମକ ଏକ ଅପସନ ଅଛି . |
05:53 | ଏହାକୁ ବିସ୍ତାର ରେ ଦେଖିବା ପାଇଁ ଡ୍ରୋପ୍ ଡାଉନ ସୁଚୀ ର ଏରୋ (arrow) ଉପରେ କ୍ଲିକ କର . |
05:56 | ସୁଚୀପତ୍ର ରୁ ‘Nothing’ ମନୋନିତ କର . |
05:59 | ଡାଇଲଗ ବକ୍ସ କୁ ବନ୍ଦ କରିବା ପାଇଁ 'Close' ରେ କ୍ଲିକ କର . |
06:03 | ଚଳାନ୍ତୁ ଫେରିଯିବା ଆଡ୍ରେସ୍ ବାର୍ କୁ ଏବଂ ଟାଇପ୍ କରବା 'gma.' ଧ୍ୟାନ ଦିଅ ଯେ କୋଣସି ପ୍ରସ୍ତାବ ଆସିବ ନାହିଁ . |
06:09 | ଏହା ଏହି ଟ୍ୟୁଟୋରିଆଲ ର ମୋଜ଼ିଲ୍ଲା ଫାୟାରଫୋକ୍ସ (Mozilla Firefox) ସର୍ଚଇନ୍ଗ୍ ଏବଂ ଅଟୋ-କମପ୍ଲିଟ୍ (Search and Auto-complete) ବିଶେଷତ୍ବ କୁ ଶେଷ କରେ . |
06:16 | ଏହି ଟ୍ୟୁଟୋରିଆଲ ରେ, ଆମେ ସିଖିଲେ କେମିତି: ସର୍ଚ୍ ର ବ୍ୟବହାର, ସର୍ଚ ଇଂଜ଼ିନେ ନିୟନ୍ତ୍ରଣ, ଫାଇଣ୍ଡ୍ ବାର୍ (find bar) ର ବ୍ୟବହାର, atuo-complete କୁ ଆଡ୍ରେସ୍ ବାର୍ ରେ ବ୍ୟବହାର. |
06:27 | ଏହି ବ୍ୟାପକ ନିର୍ଦ୍ଧାରିତ କାର୍ଯ କରିବା ପାଇଁ ଚେଷ୍ଟା କର . |
06:30 | ସର୍ଚବାର୍ ରେ ସର୍ଚ ଇନଜିଂନୀ କୁ “Yahoo” ରେ ପରିବର୍ତନ କର . |
06:34 | ‘spoken tutorial’ ପାଇଁ ଖୋଜ . |
06:36 | ପ୍ରଥମ ପରିଣାମ ଉପରେ କ୍ଲିକ କର . |
06:40 | ଦେଖ ପୃଷ୍ଠା ରେ କେତେଥର 'ଭିଡେଓ' ସବ୍ଦ ଦେଖାଦିଏ . |
06:44 | ବର୍ତମାନ ୱେବ୍ ପେଜ ରେ ସବୁ 'ଭିଡେଓ' ସବ୍ଦ ଗୁଡିକୁ ପ୍ରମୁଖ ଚିହ୍ନଟ କରିବା ପାଇଁ 'HIghlight All' ଉପରେ କ୍ଲିକ କର . |
06:51 | ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ (video) ଦେଖ http://spoken-tutorial.org/What_is_a_Spoken_Tutorial |
06:54 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ । |
06:58 | ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ । |
07:02 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team) ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshops) ପରିଚାଳନ କରନ୍ତି । |
07:08 | ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି । |
07:11 | ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ । |
07:18 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ । |
07:22 | ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. (M.H.R.D) ବିଭାଗର ଆଇ. ସି. ଟି. (I.C.T) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ। |
07:30 | ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro । |
07:41 | ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଯୋଗଦାନ ପାଇଁ ଧନ୍ୟବାଦ୍. |