LibreOffice-Suite-Impress/C2/Viewing-a-Presentation-Document/Oriya

From Script | Spoken-Tutorial
Revision as of 09:35, 24 January 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search

Resources for recording Viewing a Presentation

Time Narration
00:00 ଲିବର୍ ଅଫିସ୍ ଇମ୍ପ୍ରେସ୍ – ଏକ ପ୍ରେଜେଣ୍ଟେଶନ୍ କୁ ଦେଖିବା ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ, ଭ୍ୟୁ ଅପ୍ସନ୍ସ, ସେଗୁଡ଼ିକର ବ୍ୟବହାର ଓ ମାଷ୍ଟର୍ ପେଜେସ୍ ବିଷୟରେ ଶିଖିବା |
00:13 ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:22 “ସାମ୍ପଲ୍ ଇମ୍ପ୍ରେସ୍” ପ୍ରେଜେଣ୍ଟେଶନ୍ ଉପରେ ଡବଲ୍ କ୍ଲିକ୍ କରି ତାହାକୁ ଖୋଲନ୍ତୁ |
00:27 ଉତ୍ତମ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବାରେ ସାହାଯ୍ୟ କରିବା ପାଇଁ ଲିବର୍ ଅଫିସ୍ ଇମ୍ପ୍ରେସ୍ ରେ ଅନେକ ଭ୍ୟୁ ଅପ୍ସନ୍ସ ଅଛି |
00:34 ଡିଫଲ୍ଟ ଭାବରେ, ଲିବର୍ ଅଫିସ୍ ଇମ୍ପ୍ରେସ୍ ଆରମ୍ଭ କରିବାବେଳେ ତାହା ଏହିପରି ଦେଖାଯାଏ |
00:41 ଏହାକୁ ନର୍ମାଲ୍ ଭ୍ୟୁ କୁହାଯାଏ |
00:43 ଯେତେବେଳେ ପ୍ରେଜେଣ୍ଟେଶନ୍ ଅନ୍ୟ କୌଣସି ଭ୍ୟୁ ରେ ଥାଏ,
00:48 ନର୍ମାଲ୍ ଟ୍ୟାବ୍ ରେ କ୍ଲିକ୍ କରି
00:53 କିମ୍ୱା ଭ୍ୟୁ ଓ ନର୍ମାଲ୍ ରେ କ୍ଲିକ୍ କରି ଆପଣ ନର୍ମାଲ୍ ଭ୍ୟୁକୁ ରିଟର୍ନ କରିପାରିବେ
00:57 ନର୍ମାଲ୍ ଭ୍ୟୁରେ ଆପଣ ସ୍ଲାଇଡ୍ କ୍ରିଏଟ୍ ଓ ଏଡିଟ୍ କରିପାରିବେ |
01:02 ଉଦାହରଣସ୍ୱରୂପ, ସ୍ଲାଇଡ୍ସର ଡିଜାଇନ୍ ପରିବର୍ତ୍ତନ କରିବା |
01:05 ଏହା କରିବା ପାଇଁ, ଓଭର୍ ଭ୍ୟୁ ଶୀର୍ଷକ ସ୍ଲାଇଡ୍ କୁ ଯାଆନ୍ତୁ |
01:09 ଡାହାଣପଟେ, ’ୟୁଜଡ୍ ଇନ୍ ଦିସ୍ ପ୍ରେଜେଣ୍ଟେଶନ୍’ ଅନ୍ତର୍ଗତ, ମାଷ୍ଟର୍ ପେଜ୍ ସେକ୍ସନ୍ ରେ ଥିବା ଟାସ୍କ ପେନ୍ ରେ, ସ୍ଲାଇଡ୍ ଡିଜାଇନ୍ ପ୍ରି ଷ୍ଟ୍ରାଟେଜୀ ହୋଇ ଅଛି |
01:21 ଏହା ଅନ୍ତର୍ଗତ, ନିକଟରେ ବ୍ୟବହୃତ ହୋଇଥିବା ଓ ବ୍ୟବହାର କରିବା ପାଇଁ ଉପଲବ୍ଧ ଥିବା ସ୍ଲାଇଡ୍ ଡିଜାଇନ୍ସ ଅଛି |
01:27 ଆପଣଙ୍କ ଇଚ୍ଛାନୁସାରେ ଯେକୌଣସି ଗୋଟିଏ ଉପରେ କ୍ଲିକ୍ କରନ୍ତୁ |
01:30 ୱର୍କସ୍ପେସ୍ ପେନ୍ ରେ ଥିବା ସ୍ଲାଇଡ୍ ଡିଜାଇନ୍ ରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
01:35 ଦେଖିଲେ, ସ୍ଲାଇଡ୍ ଡିଜାଇନ୍ ପରିବର୍ତ୍ତନ କରିବା କେତେ ସହଜ?
01:39 ଆପଣ, ନିଜ ସ୍ଲାଇଡ୍ ପାଇଁ କ୍ରିଏଟ୍ କରିଥିବା ବ୍ୟାକଗ୍ରାଉଣ୍ଡ୍ ଡିଜାଇନ୍ କୁ ମଧ୍ୟ ଆଡ୍ କରିପାରିବେ |
01:45 ଏହାପରେ ଆମେ, ଆଉଟ୍ ଲାଇନ୍ ଭ୍ୟୁ ଦେଖିବା |
01:47 ଏହି ଭ୍ୟୁ କୁ ଆପଣ, ଭ୍ୟୁ ଓ ଆଉଟ୍ ଲାଇନ୍ ଉପରେ କ୍ଲିକ୍ କରି
01:53 କିମ୍ୱା ଆଉଟ୍ ଲାଇନ୍ ଟ୍ୟାବ୍ ରେ କ୍ଲିକ୍ କରି ଯାଇପାରିବେ
01:57 ଏହି ଭ୍ୟୁ ରେ ଆପଣ, ଗୋଟିଏ ତଳେ ଗୋଟିଏ କରି ସ୍ଲାଇଡ୍ ଗୁଡ଼ିକ ବ୍ୟବସ୍ଥିତ ହୋଇ ରହିଛି – ବିଲକୁଲ୍ ସୂଚୀପତ୍ର ଭଳି |
02:05 ଏହିଗୁଡ଼ିକ ହେଉଛି ସ୍ଲାଇଡ୍ ହେଡିଙ୍ଗ୍ସ
02:08 ସ୍ଲାଇଡ୍ ହେଡିଙ୍ଗ୍ ଉଭର୍ ଭ୍ୟୁ ହାଇଲାଇଟ୍ ହୋଇଥିବାର ଲକ୍ଷ୍ୟ କରନ୍ତୁ |
02:12 ଏହା ଏଥିପାଇଁ, କାରଣ, ଆଉଟ୍ ଲାଇନ୍ ଟ୍ୟାବ୍ ସିଲେକ୍ଟ କରିବାବେଳେ ଆମେ ଓଭର୍ ଭ୍ୟୁ ସ୍ଲାଇଡ୍ ରେ ଥିଲେ |
02:18 ଆଇକନ୍ ଆକାରର ବୁଲେଟ୍ ପଏଣ୍ଟ୍ ଗୁଡ଼ିକୁ ଦେଖନ୍ତୁ |
02:23 ଏହିସବୁ ବୁଲେଟ୍ ପଏଣ୍ଟ ଉପରେ ମାଉସ୍ ଚଲାଇଲେ, କର୍ସର୍ ଏକ ହାତରେ ବଦଳିଯିବ |
02:29 ତାହାପରେ ଆମେ ଏହି ଲାଇନ୍ ଆଇଟମ୍ ଗୁଡ଼ିକୁ ଏକ ସ୍ଲାଇଡ୍ ମଧ୍ୟରେ
02:38 କିମ୍ୱା ସମଗ୍ର ସ୍ଲାଇଡ୍ସରେ ପୁନଃବ୍ୟବସ୍ଥିତ କରିବା ପାଇଁ ଉପରକୁ କିମ୍ୱା ତଳକୁ କରିପାରିବା
02:40 କଣ୍ଟ୍ରୋଲ୍ + z ଦାବି ପରିବର୍ତ୍ତନକୁ Undo କରନ୍ତୁ, ଯେଉଁଥିରୁ ଆମର ପ୍ରେଜେଣ୍ଟେଶନ୍ ନିଜ ଅରିଜିନାଲ୍ ଫର୍ମରେ ଦେଖାଦେବ |
02:49 ସ୍ଲାଇଡ୍ସ ପୁନଃବ୍ୟବସ୍ଥିତ କରିବା ପାଇଁ ଆମେ ସ୍ଲାଇଡ୍ ସର୍ଟର୍ ବ୍ୟବହାର କରିବା |
02:53 ଭ୍ୟୁ ଓ ସ୍ଲାଇଡ୍ ସର୍ଟର୍ ଉପରେ କ୍ଲିକିଙ୍ଗ୍ ଦ୍ୱାରା
03:00 କିମ୍ୱା ସ୍ଲାଇଡ୍ ସର୍ଟର୍ ଟ୍ୟାବ୍ ଉପରେ କ୍ଲିକ୍ କରି ଆମେ ସ୍ଲାଇଡ୍ ସର୍ଟର୍ ଭ୍ୟୁ ପାଇପାରିବା
03:04 ଇପ୍ସିତ କ୍ରମରେ ସ୍ଲାଇଡ୍ ଗୁଡ଼ିକୁ ସଜାଇବାରେ ଏହି ଭ୍ୟୁ ବହୁତ ଉପଯୋଗୀ ଅଟେ |
03:08 ଉଦାହରଣସ୍ୱରୂପ, ୯ ଓ ୧୦ ସଂଖ୍ୟକ ସ୍ଲାଇଡ୍ ପରିବର୍ତ୍ତନ ପାଇଁ, ୧୦ ନମ୍ୱର୍ ସ୍ଲାଇଡ୍ ଉପରେ କ୍ଲିକ୍ କରି ୯ ନମ୍ୱର୍ ସ୍ଲାଇଡ୍ ଆଗକୁ ଡ୍ରାଗ୍ କରିନିଅନ୍ତୁ |
03:18 ଏବେ ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ |
03:22 ସ୍ଲାଇଡ୍ ଗୁଡ଼ିକ ପରିବର୍ତ୍ତିତ ହୋଇଗଲା !
03:26 ନୋଟ୍ସ ଭ୍ୟୁ ରେ, ଆପଣ ନୋଟ୍ସ ଲେଖିପାରିବେ, ଯାହା ଆପଣଙ୍କର ପ୍ରେଜେଣ୍ଟେଶନ୍ ସମୟରେ ସାହାଯ୍ୟ କରିବ |
03:31 ନୋଟ୍ସ ଭ୍ୟୁକୁ ଯିବାପାଇଁ, ଭ୍ୟୁ ଓ ତା’ପରେ ନୋଟ୍ସ ପେଜ୍ ରେ କ୍ଲିକ୍ କରନ୍ତୁ |
03:36 ଆପଣ ନୋଟ୍ସ ଟ୍ୟାବ୍ ରେ ମଧ୍ୟ କ୍ଲିକ୍ କରିପାରିବେ |
03:39 ସ୍ଲାଇଡ୍ ପେନ୍ ରୁ ’ଡେଭେଲପମେଣ୍ଟ୍ ଅପ୍ ଟୁ ପ୍ରେଜେଣ୍ଟ୍’ ସ୍ଲାଇଡ୍ ସିଲେକ୍ଟ କରନ୍ତୁ |
03:44 ନୋଟ୍ସ ସ୍ଥାନରେ କିଛି ଟେକ୍ସଟ୍ ଟାଇପ୍ କରନ୍ତୁ |
03:49 ନିଜ ସ୍ଲାଇଡ୍ ଗୁଡ଼ିକୁ ଏକ ପ୍ରୋଜେକ୍ଟର୍ ରେ ଦେଖିବାବେଳେ, ଆପଣ ତଥାପି ନିଜ ନୋଟ୍ସକୁ ମନିଟର୍ ରେ ଦେଖିପାରିବେ, ହେଲେ ଆପଣଙ୍କ ଅଡିଆନ୍ସ ନୁହେଁ |
03:58 ଏବେ, ନର୍ମାଲ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
04:01 ଡାହାଣପଟେ ଥିବା ଟାସ୍କ ପେନ୍, ଲେଆଉଟ୍ ସେକ୍ସନ୍ ରେ ପ୍ରେଜେଣ୍ଟେଶନ୍ ର ଲେଆଉଟ୍ ପରିବର୍ତ୍ତନ କରିହେବ |
04:08 ଟାସ୍କ ପେନ୍ ଶୋ’ କିମ୍ୱା ହାଇଡ୍ କରିବାକୁ
04:12 ଭ୍ୟୁ ଓ ଟାସ୍କ ପେନ୍ ରେ କ୍ଲିକ୍ କରନ୍ତୁ |
04:14 ଏହା, ଟାସ୍କ ପେନ୍ କୁ ଶୋ’ କରିବ ନହେଲେ ହାଇଡ୍ କରିବ |
04:18 ଗୋଟିଏ ସ୍ଲାଇଡ୍ ର ଲେଆଉଟ୍ ଚେଞ୍ଜ୍ କରିବା ପାଇଁ ଆସନ୍ତୁ ଲେଆଇଟ୍ ସେକ୍ସନ୍ ବ୍ୟବହାର କରିବା |
04:23 ଡେଭେଲପମେଣ୍ଟ୍ ଅପ୍ ଟୁ ପ୍ରେଜେଣ୍ଟ୍ ନାମକ ସ୍ଲାଇଡ୍ ସିଲେକ୍ଟ କରନ୍ତୁ |
04:26 ଲେଆଉଟ୍ ସେକ୍ସନ୍ ରୁ ଓଭର୍ କଣ୍ଟେଣ୍ଟ୍ ସିଲେକ୍ଟ କରନ୍ତୁ |
04:33 ଏହା ସ୍ଲାଇଡ୍ ର ଲେଆଉଟ୍ ଚେଞ୍ଜ୍ କରେ |
04:37 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
04:40 ସଂକ୍ଷେପରେ ଆମେ ଯାହା ଶିଖିଲେ – ଭ୍ୟୁ ଅପ୍ସନ୍ସ, ସେଗୁଡ଼ିକର ବ୍ୟବହାର ଓ ମାଷ୍ଟର୍ ପେଜେସ୍
04:46 କମ୍ପ୍ରେହେନ୍ସିଭ୍ ଆସାନମେଣ୍ଟ୍
04:49 ଏକ ନୂଆ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରନ୍ତୁ |
04:52 ଡାର୍କ ବ୍ଲୁ ବ୍ୟାକଗ୍ରାଉଣ୍ଡ୍ ଓ ଲାଇଟ୍ ବ୍ଲୁ ଟାଇଟଲ୍ ଏରିଆ ଥାଏ ଏକ ମାଷ୍ଟର୍ କ୍ରିଏଟ୍ କରନ୍ତୁ |
04:58 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
05:02 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
05:05 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
05:09 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେଣ୍ ଟ୍ୟ୍ଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ
05:15 ଅନ୍ ଲାଇନ୍ ଟେଷ୍ଟ୍ ରେ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ
05:19 ଅଧିକ ବିବରଣୀ ପାଇଁ ଦୟାକରି, contact@spoken-tutorial.orgକୁ ଲେଖନ୍ତୁ
05:26 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
05:30 ଏହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
05:38 ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
05:49 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
05:49 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep