LibreOffice-Suite-Impress/C2/Viewing-a-Presentation-Document/Oriya
From Script | Spoken-Tutorial
Time | Narration |
00:00 | ଲିବର୍ ଅଫିସ୍ ଇମ୍ପ୍ରେସ୍ – ଏକ ପ୍ରେଜେଣ୍ଟେଶନ୍ କୁ ଦେଖିବା ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ, ଭ୍ୟୁ ଅପ୍ସନ୍ସ, ସେଗୁଡ଼ିକର ବ୍ୟବହାର ଓ ମାଷ୍ଟର୍ ପେଜେସ୍ ବିଷୟରେ ଶିଖିବା | |
00:13 | ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | |
00:22 | “ସାମ୍ପଲ୍ ଇମ୍ପ୍ରେସ୍” ପ୍ରେଜେଣ୍ଟେଶନ୍ ଉପରେ ଡବଲ୍ କ୍ଲିକ୍ କରି ତାହାକୁ ଖୋଲନ୍ତୁ | |
00:27 | ଉତ୍ତମ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବାରେ ସାହାଯ୍ୟ କରିବା ପାଇଁ ଲିବର୍ ଅଫିସ୍ ଇମ୍ପ୍ରେସ୍ ରେ ଅନେକ ଭ୍ୟୁ ଅପ୍ସନ୍ସ ଅଛି | |
00:34 | ଡିଫଲ୍ଟ ଭାବରେ, ଲିବର୍ ଅଫିସ୍ ଇମ୍ପ୍ରେସ୍ ଆରମ୍ଭ କରିବାବେଳେ ତାହା ଏହିପରି ଦେଖାଯାଏ | |
00:41 | ଏହାକୁ ନର୍ମାଲ୍ ଭ୍ୟୁ କୁହାଯାଏ | |
00:43 | ଯେତେବେଳେ ପ୍ରେଜେଣ୍ଟେଶନ୍ ଅନ୍ୟ କୌଣସି ଭ୍ୟୁ ରେ ଥାଏ, |
00:48 | ନର୍ମାଲ୍ ଟ୍ୟାବ୍ ରେ କ୍ଲିକ୍ କରି |
00:53 | କିମ୍ୱା ଭ୍ୟୁ ଓ ନର୍ମାଲ୍ ରେ କ୍ଲିକ୍ କରି ଆପଣ ନର୍ମାଲ୍ ଭ୍ୟୁକୁ ରିଟର୍ନ କରିପାରିବେ |
00:57 | ନର୍ମାଲ୍ ଭ୍ୟୁରେ ଆପଣ ସ୍ଲାଇଡ୍ କ୍ରିଏଟ୍ ଓ ଏଡିଟ୍ କରିପାରିବେ | |
01:02 | ଉଦାହରଣସ୍ୱରୂପ, ସ୍ଲାଇଡ୍ସର ଡିଜାଇନ୍ ପରିବର୍ତ୍ତନ କରିବା | |
01:05 | ଏହା କରିବା ପାଇଁ, ଓଭର୍ ଭ୍ୟୁ ଶୀର୍ଷକ ସ୍ଲାଇଡ୍ କୁ ଯାଆନ୍ତୁ | |
01:09 | ଡାହାଣପଟେ, ’ୟୁଜଡ୍ ଇନ୍ ଦିସ୍ ପ୍ରେଜେଣ୍ଟେଶନ୍’ ଅନ୍ତର୍ଗତ, ମାଷ୍ଟର୍ ପେଜ୍ ସେକ୍ସନ୍ ରେ ଥିବା ଟାସ୍କ ପେନ୍ ରେ, ସ୍ଲାଇଡ୍ ଡିଜାଇନ୍ ପ୍ରି ଷ୍ଟ୍ରାଟେଜୀ ହୋଇ ଅଛି | |
01:21 | ଏହା ଅନ୍ତର୍ଗତ, ନିକଟରେ ବ୍ୟବହୃତ ହୋଇଥିବା ଓ ବ୍ୟବହାର କରିବା ପାଇଁ ଉପଲବ୍ଧ ଥିବା ସ୍ଲାଇଡ୍ ଡିଜାଇନ୍ସ ଅଛି | |
01:27 | ଆପଣଙ୍କ ଇଚ୍ଛାନୁସାରେ ଯେକୌଣସି ଗୋଟିଏ ଉପରେ କ୍ଲିକ୍ କରନ୍ତୁ | |
01:30 | ୱର୍କସ୍ପେସ୍ ପେନ୍ ରେ ଥିବା ସ୍ଲାଇଡ୍ ଡିଜାଇନ୍ ରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ | |
01:35 | ଦେଖିଲେ, ସ୍ଲାଇଡ୍ ଡିଜାଇନ୍ ପରିବର୍ତ୍ତନ କରିବା କେତେ ସହଜ? |
01:39 | ଆପଣ, ନିଜ ସ୍ଲାଇଡ୍ ପାଇଁ କ୍ରିଏଟ୍ କରିଥିବା ବ୍ୟାକଗ୍ରାଉଣ୍ଡ୍ ଡିଜାଇନ୍ କୁ ମଧ୍ୟ ଆଡ୍ କରିପାରିବେ | |
01:45 | ଏହାପରେ ଆମେ, ଆଉଟ୍ ଲାଇନ୍ ଭ୍ୟୁ ଦେଖିବା | |
01:47 | ଏହି ଭ୍ୟୁ କୁ ଆପଣ, ଭ୍ୟୁ ଓ ଆଉଟ୍ ଲାଇନ୍ ଉପରେ କ୍ଲିକ୍ କରି |
01:53 | କିମ୍ୱା ଆଉଟ୍ ଲାଇନ୍ ଟ୍ୟାବ୍ ରେ କ୍ଲିକ୍ କରି ଯାଇପାରିବେ |
01:57 | ଏହି ଭ୍ୟୁ ରେ ଆପଣ, ଗୋଟିଏ ତଳେ ଗୋଟିଏ କରି ସ୍ଲାଇଡ୍ ଗୁଡ଼ିକ ବ୍ୟବସ୍ଥିତ ହୋଇ – ବିଲକୁଲ୍ ସୂଚୀପତ୍ର ଭଳି ରହିଥିବାର ଦେଖିପାରିବେ | |
02:05 | ଏହିଗୁଡ଼ିକ ହେଉଛି ସ୍ଲାଇଡ୍ ହେଡିଙ୍ଗ୍ସ |
02:08 | ସ୍ଲାଇଡ୍ ହେଡିଙ୍ଗ୍ ଓଭର୍ ଭ୍ୟୁ ହାଇଲାଇଟ୍ ହୋଇଥିବାର ଲକ୍ଷ୍ୟ କରନ୍ତୁ | |
02:12 | ଏହା ଏଥିପାଇଁ, କାରଣ, ଆଉଟ୍ ଲାଇନ୍ ଟ୍ୟାବ୍ ସିଲେକ୍ଟ କରିବାବେଳେ ଆମେ ଓଭର୍ ଭ୍ୟୁ ସ୍ଲାଇଡ୍ ରେ ଥିଲେ | |
02:18 | ଆଇକନ୍ ଆକାରର ବୁଲେଟ୍ ପଏଣ୍ଟ୍ ଗୁଡ଼ିକୁ ଦେଖନ୍ତୁ | |
02:23 | ଏହିସବୁ ବୁଲେଟ୍ ପଏଣ୍ଟ ଉପରେ ମାଉସ୍ ଚଲାଇଲେ, କର୍ସର୍ ଏକ ହାତରେ ବଦଳିଯିବ | |
02:29 | ତାହାପରେ ଆମେ ଏହି ଲାଇନ୍ ଆଇଟମ୍ ଗୁଡ଼ିକୁ ଏକ ସ୍ଲାଇଡ୍ ମଧ୍ୟରେ |
02:38 | କିମ୍ୱା ସମଗ୍ର ସ୍ଲାଇଡ୍ସରେ ପୁନଃବ୍ୟବସ୍ଥିତ କରିବା ପାଇଁ ଉପରକୁ କିମ୍ୱା ତଳକୁ କରିପାରିବା |
02:40 | କଣ୍ଟ୍ରୋଲ୍ + z ଦାବି ପରିବର୍ତ୍ତନକୁ Undo କରନ୍ତୁ, ଯେଉଁଥିରୁ ଆମର ପ୍ରେଜେଣ୍ଟେଶନ୍ ନିଜ ଅରିଜିନାଲ୍ ଫର୍ମରେ ଦେଖାଦେବ | |
02:49 | ସ୍ଲାଇଡ୍ସ ପୁନଃବ୍ୟବସ୍ଥିତ କରିବା ପାଇଁ ଆମେ ସ୍ଲାଇଡ୍ ସର୍ଟର୍ ବ୍ୟବହାର କରିବା | |
02:53 | ଭ୍ୟୁ ଓ ସ୍ଲାଇଡ୍ ସର୍ଟର୍ ଉପରେ କ୍ଲିକିଙ୍ଗ୍ ଦ୍ୱାରା |
03:00 | କିମ୍ୱା ସ୍ଲାଇଡ୍ ସର୍ଟର୍ ଟ୍ୟାବ୍ ଉପରେ କ୍ଲିକ୍ କରି ଆମେ ସ୍ଲାଇଡ୍ ସର୍ଟର୍ ଭ୍ୟୁ ପାଇପାରିବା |
03:04 | ଇପ୍ସିତ କ୍ରମରେ ସ୍ଲାଇଡ୍ ଗୁଡ଼ିକୁ ସଜାଇବାରେ ଏହି ଭ୍ୟୁ ବହୁତ ଉପଯୋଗୀ ଅଟେ | |
03:08 | ଉଦାହରଣସ୍ୱରୂପ, ୯ ଓ ୧୦ ସଂଖ୍ୟକ ସ୍ଲାଇଡ୍ ପରିବର୍ତ୍ତନ ପାଇଁ, ୧୦ ନମ୍ୱର୍ ସ୍ଲାଇଡ୍ ଉପରେ କ୍ଲିକ୍ କରି ୯ ନମ୍ୱର୍ ସ୍ଲାଇଡ୍ ଆଗକୁ ଡ୍ରାଗ୍ କରିନିଅନ୍ତୁ | |
03:18 | ଏବେ ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ | |
03:22 | ସ୍ଲାଇଡ୍ ଗୁଡ଼ିକ ପରିବର୍ତ୍ତିତ ହୋଇଗଲା ! |
03:26 | ନୋଟ୍ସ ଭ୍ୟୁ ରେ, ଆପଣ ନୋଟ୍ସ ଲେଖିପାରିବେ, ଯାହା ଆପଣଙ୍କର ପ୍ରେଜେଣ୍ଟେଶନ୍ ସମୟରେ ସାହାଯ୍ୟ କରିବ | |
03:31 | ନୋଟ୍ସ ଭ୍ୟୁକୁ ଯିବାପାଇଁ, ଭ୍ୟୁ ଓ ତା’ପରେ ନୋଟ୍ସ ପେଜ୍ ରେ କ୍ଲିକ୍ କରନ୍ତୁ | |
03:36 | ଆପଣ ନୋଟ୍ସ ଟ୍ୟାବ୍ ରେ ମଧ୍ୟ କ୍ଲିକ୍ କରିପାରିବେ | |
03:39 | ସ୍ଲାଇଡ୍ ପେନ୍ ରୁ ’ଡେଭେଲପମେଣ୍ଟ୍ ଅପ୍ ଟୁ ପ୍ରେଜେଣ୍ଟ୍’ ସ୍ଲାଇଡ୍ ସିଲେକ୍ଟ କରନ୍ତୁ | |
03:44 | ନୋଟ୍ସ ସ୍ଥାନରେ କିଛି ଟେକ୍ସଟ୍ ଟାଇପ୍ କରନ୍ତୁ | |
03:49 | ନିଜ ସ୍ଲାଇଡ୍ ଗୁଡ଼ିକୁ ଏକ ପ୍ରୋଜେକ୍ଟର୍ ରେ ଦେଖିବାବେଳେ, ଆପଣ ତଥାପି ନିଜ ନୋଟ୍ସକୁ ମନିଟର୍ ରେ ଦେଖିପାରିବେ, ହେଲେ ଆପଣଙ୍କ ଅଡିଆନ୍ସ ନୁହେଁ | |
03:58 | ଏବେ, ନର୍ମାଲ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | |
04:01 | ଡାହାଣପଟେ ଥିବା ଟାସ୍କ ପେନ୍ ରେ, ଲେଆଉଟ୍ ସେକ୍ସନ୍ ରେ ପ୍ରେଜେଣ୍ଟେଶନ୍ ର ଲେଆଉଟ୍ ପରିବର୍ତ୍ତନ କରିହେବ | |
04:08 | ଟାସ୍କ ପେନ୍ ଶୋ’ କିମ୍ୱା ହାଇଡ୍ କରିବାକୁ |
04:12 | ଭ୍ୟୁ ଓ ଟାସ୍କ ପେନ୍ ରେ କ୍ଲିକ୍ କରନ୍ତୁ | |
04:14 | ଏହା, ଟାସ୍କ ପେନ୍ କୁ ଶୋ’ କରିବ ନହେଲେ ହାଇଡ୍ କରିବ | |
04:18 | ଗୋଟିଏ ସ୍ଲାଇଡ୍ ର ଲେଆଉଟ୍ ଚେଞ୍ଜ୍ କରିବା ପାଇଁ ଆସନ୍ତୁ ଲେଆଇଟ୍ ସେକ୍ସନ୍ ବ୍ୟବହାର କରିବା | |
04:23 | ଡେଭେଲପମେଣ୍ଟ୍ ଅପ୍ ଟୁ ପ୍ରେଜେଣ୍ଟ୍ ନାମକ ସ୍ଲାଇଡ୍ ସିଲେକ୍ଟ କରନ୍ତୁ | |
04:26 | ଲେଆଉଟ୍ ସେକ୍ସନ୍ ରୁ ଓଭର୍ କଣ୍ଟେଣ୍ଟ୍ ସିଲେକ୍ଟ କରନ୍ତୁ | |
04:33 | ଏହା ସ୍ଲାଇଡ୍ ର ଲେଆଉଟ୍ ଚେଞ୍ଜ୍ କରେ | |
04:37 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
04:40 | ସଂକ୍ଷେପରେ ଆମେ ଯାହା ଶିଖିଲେ – ଭ୍ୟୁ ଅପ୍ସନ୍ସ, ସେଗୁଡ଼ିକର ବ୍ୟବହାର ଓ ମାଷ୍ଟର୍ ପେଜେସ୍ |
04:46 | କମ୍ପ୍ରେହେନ୍ସିଭ୍ ଆସାନମେଣ୍ଟ୍ |
04:49 | ଏକ ନୂଆ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରନ୍ତୁ | |
04:52 | ଡାର୍କ ବ୍ଲୁ ବ୍ୟାକଗ୍ରାଉଣ୍ଡ୍ ଓ ଲାଇଟ୍ ବ୍ଲୁ ଟାଇଟଲ୍ ଏରିଆ ଥାଇ ଏକ ମାଷ୍ଟର୍ କ୍ରିଏଟ୍ କରନ୍ତୁ | |
04:58 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
05:02 | ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
05:05 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
05:09 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
05:15 | ଅନ୍ ଲାଇନ୍ ଟେଷ୍ଟ୍ ରେ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ |
05:19 | ଅଧିକ ବିବରଣୀ ପାଇଁ ଦୟାକରି, contact@spoken-tutorial.orgକୁ ଲେଖନ୍ତୁ |
05:26 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
05:30 | ଏହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
05:38 | ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
05:49 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |