PERL/C2/for-for-each-loops/Oriya
From Script | Spoken-Tutorial
Time | Narration |
00:01 | Perlରେ for ଓ for each Loops ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ Perlରେ for loop ଓ |
00:11 | for each Loops ବିଷୟରେ ଶିଖିବା |
00:13 | ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି |
00:21 | ମୁଁ gedit Text Editor ମଧ୍ୟ ବ୍ୟବହାର କରୁଛି |
00:25 | ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ |
00:29 | ପର୍ଲରେ Variables ଓ Comments ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ |
00:33 | ଯଦି ନାହିଁ, ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ସେହି ସମ୍ପର୍କିତ ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
00:40 | Perl ଏକ ମେକାନିଜିମ୍ ଯୋଗାଏ, ଯାହାଦ୍ୱାରା ଆମେ କଣ୍ଡିସନ୍ କୁ ବିଭିନ୍ନ ଭାଲ୍ୟୁ ପାଇଁ ବାରମ୍ବାର ଚେକ୍ କରିପାରିବା. ଏହା, loops ବ୍ୟବହୃତ ହୋଇ, କରାଯାଇଛି |
00:49 | ପର୍ଲରେ ବିଭିନ୍ନ ପ୍ରକାରର ଲୁପ୍ସ ଅଛି; |
00:52 | for loop |
00:53 | for each loop |
00:54 | while loop ଓ |
00:55 | do-while loop |
00:56 | ଏହି ଟ୍ୟୁଟୋରିଆଲ୍ ରେ ଆମେ for ଓ for each loop ଶିଖିବା |
01:01 | Perlରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କୋଡ୍ ର ଭାଗକୁ ଏକଜେକ୍ୟୁଟ୍ କରିବାକୁ for loop ବ୍ୟବହାର କରାଯାଇପାରେ |
01:07 | for loopର ସିଣ୍ଟାକ୍ସ ହେଉଛି: |
01:10 | for space open bracket variable initialization semicolon condition semicolon increment |
01:20 | close bracket ଏଣ୍ଟର ଦାବନ୍ତୁ |
01:22 | କର୍ଲୀ ବ୍ରାକେଟ୍ ଖୋଲନ୍ତୁ |
01:24 | ଅନେକ ଥର ଏକଜେକ୍ୟୁଟ୍ ହେବାକୁ ଥିବା କୋଡ୍ ର ଭାଗ |
01:28 | କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ |
01:30 | ଏବେ, ଏକ for loopର ଉଦାହରଣ ଦେଖିବା |
01:33 | Terminal ଖୋଲନ୍ତୁ ଓ gedit forLoop.pl space & (ଆମପର୍ସେଣ୍ଡ) ଟାଇପ୍ କରନ୍ତୁ |
01:42 | ଓ ଏଣ୍ଟର ଦାବନ୍ତୁ |
01:43 | ଏହା geditରେ forLoop.pl ଫାଇଲ୍ ଖୋଲିବ |
1:48 | ଏହି କୋଡ୍ ର ଭାଗକୁ ଟାଇପ୍ କରନ୍ତୁ; hash exclamation mark slash u s r slash bin slash perl |
01:58 | ଏଣ୍ଟର ଦାବନ୍ତୁ |
02:00 | for space open bracket dollar i equals to zero semicolon space dollar i less than or equal to four semicolon space dollar i plus plus close bracket |
02:18 | ସ୍ପେସ୍ |
02:19 | ଓପନ୍ କର୍ଲୀ ବ୍ରାକେଟ୍ ଓ ଏଣ୍ଟର ଦାବନ୍ତୁ |
02:21 | ଟାଇପ୍ କରନ୍ତୁ print space double quote Value of i colon space dollar i slash n, ଡବଲ୍ କୋଟ୍ ବନ୍ଦ କରନ୍ତୁ semicolon |
02:35 | ଓ ଏଣ୍ଟର ଦାବନ୍ତୁ |
02:36 | ଏବେ, କ୍ଲୋଜ୍ କର୍ଲୀ ବ୍ରାକେଟ୍ |
02:39 | ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ |
02:42 | for loop କ’ଣ କଲା, ମୁଁ ବର୍ଣ୍ଣନା କରୁଛି |
02:46 | ଭେରିଏବଲ୍ i ଜିରୋକୁ ଇନିସିଆଲାଇଜ୍ ହେଲା |
02:50 | ଏହାପରେ, କଣ୍ଡିସନ୍ ଚେକ୍ ହେଲା |
02:53 | ଏହି କ୍ଷେତ୍ରରେ କଣ୍ଡିସନ୍ ହେଉଛି i less than or equal to 4 |
02:59 | ଯଦି ଏହି କଣ୍ଡିସନ୍ ଟ୍ରୁ, ତେବେ କର୍ଲୀ ବ୍ରାକେଟ୍ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ |
03:05 | ଏହାର ଅର୍ଥ, ପ୍ରଥମ print ଷ୍ଟେଟମେଣ୍ଟ "Value of i colon 0" |
03:11 | terminal ରେ ଡିସପ୍ଲେ ହେବ |
03:14 | ଏହାପରେ ଭେରିଏବଲ୍ iରେ 1 ବୃଦ୍ଧି ହେବ |
03:18 | ଓ for loop କଣ୍ଡିସନ୍ ଆଉଥରେ ଚେକ୍ ହେବ |
03:23 | ଯେତେବେଳେ iର ଭାଲ୍ୟୁ 4 ଠାରୁ ବଡ଼ ହୋଇଯିବ, ସେତେବେଳେ ଏହି ଲୁପ୍ ପ୍ରସ୍ଥାନ କରିବ |
03:29 | ଏହି କ୍ଷେତ୍ରରେ i = 0, 1, 2, 3, 4 ପାଇଁ for loop ଏକଜେକ୍ୟୁଟ୍ ହେବ |
03:38 | ଯାହା ହେଉଛି ସମୁଦାୟ 5 ଥର |
03:41 | ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ |
03:44 | ଯେକୌଣସି କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଚେକ୍ କରିବା ପାଇଁ ଟାଇପ୍ କରନ୍ତୁ: |
03:48 | perl hyphen c forLoop dot pl |
03:54 | ଓ ଏଣ୍ଟର ଦାବନ୍ତୁ |
03:56 | ଏଠାରେ ଏହି ମେସେଜ୍ ପ୍ରଦର୍ଶିତ କରିବ |
03:58 | forLoop.pl syntax OK |
04:01 | ଦେଖନ୍ତୁ, କୌଣସି ଏରର୍ ନାହିଁ |
04:03 | ଏବେ perl forLoop dot pl ଟାଇପ୍ କରି Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ |
04:11 | ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ |
04:16 | ଏବେ foreach loop ଦେଖିବା |
04:19 | ଯଦି array ପାଇଁ ଏକ କଣ୍ଡିସନ୍ ର ପୁନରାବୃତ୍ତି କରିବାକୁ ଚାହିଁବା ତେବେ foreach loop ବ୍ୟବହାର କରିପାରିବା |
04:25 | ସିଣ୍ଟାକ୍ସ ହେଉଛି: foreach space dollar variable space within brackets at the rate array ସ୍ପେସ୍ |
04:35 | ଓପନ୍ କର୍ଲୀ ବ୍ରାକେଟ୍ |
04:37 | perform action on each element of an array ଟାଇପ୍ କରି ଏଣ୍ଟର ଦାବନ୍ତୁ |
04:42 | କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ |
04:44 | ଧ୍ୟାନଦିଅନ୍ତୁ: ଆମେ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଆରେ, ଆରେ ଇନିସିଆଲାଇଜେସନ୍ ଓ ଏକ ଆରେ ପରିଭାଷିତ କରିବା ଅନ୍ତର୍ଭୁକ୍ତ କରିଛୁ |
04:52 | ଏବେ foreach loopର ଏକ ଉଦାହରଣ ଦେଖିବା |
04:56 | Terminal ଖୋଲି gedit foreachLoop dot pl space ampersand ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ |
05:08 | ଏହା geditରେ foreachLoop.pl ଫାଇଲ୍ ଖୋଲିବ |
05:12 | ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ |
05:15 | hash exclamation mark slash u s r slash bin slash perl ଓ ଏଣ୍ଟର ଦାବନ୍ତୁ |
05:25 | at the rate myarray space is equal to space open bracket ten comma twenty comma thirty close bracket semicolon |
05:39 | ଏଣ୍ଟର ଦାବନ୍ତୁ |
05:41 | foreach space dollar var space open bracket at the rate myarray close bracket space |
05:52 | ଓପନ୍ କର୍ଲୀ ବ୍ରାକେଟ୍ ଏଣ୍ଟର ଦାବନ୍ତୁ ଓ ଟାଇପ୍ କରନ୍ତୁ |
05:56 | 'print space double quote Element of an array is colon dollar var slash n ଡବଲ୍ କୋଟ୍ ବନ୍ଦ କରନ୍ତୁ semicolon |
06:13 | ଏଣ୍ଟର ଦାବନ୍ତୁ ଓ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ |
06:17 | ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
06:20 | ଏହି କୋଡ୍ କ’ଣ କଲା କହୁଛି. myarray ନାମକ ଏକ ଆରେ ଡିକ୍ଲେର୍ ହୋଇଛି |
06:27 | ଏହାର 3ଟି ଏଲିମେଣ୍ଟ ହେଉଛି 10, 20 ଓ 30 |
06:33 | ପ୍ରତ୍ୟେକ foreach loopର ପୁନରାବୃତ୍ତିରେ dollar var ଏକ ଆରେର ସିଙ୍ଗଲ୍ ଏଲିମେଣ୍ଟ ଧାରଣ କରିବ |
06:40 | ଏକ ଆରେର ପ୍ରତ୍ୟେକ ଏଲିମେଣ୍ଟ ପାଇଁ foreach କୀ’ୱର୍ଡ ଏହି ଲୁପ୍ କୁ ପୁନରାବୃତ୍ତି କରିବ |
06:47 | ତାହା ହେଉଛି, ପ୍ରତ୍ୟେକ myarray ଏଲିମେଣ୍ଟ ପାଇଁ କର୍ଲୀ ବ୍ରାକେଟ୍ ଭିତରେ ଥିବା ସେହି କୋଡ୍ ଏକଜେକ୍ୟୁଟ୍ ହେବ |
06:55 | Back-slash n ଏକ ନୂଆ ଲାଇନ୍ ଉପରେ ପ୍ରମ୍ପଟ୍ କୁ ସ୍ଥାନିତ କରିବ |
07:00 | ଏହାର ଅର୍ଥ: ଟର୍ମିନାଲ୍ ରେ ପ୍ରଥମ ଏଲିମେଣ୍ଟ '10' ଡିସପ୍ଲେ ହେବ |
07:06 | ଏହାପରେ 20 ଓ ସମସ୍ତ ଏଲିମେଣ୍ଟ ପ୍ରିଣ୍ଟ ହେବା ପର୍ଯ୍ୟନ୍ତ ଏହିପରି |
07:12 | myarrayରେ ସମସ୍ତ ଏଲିମେଣ୍ଟ ପ୍ରିଣ୍ଟ କରିବା ପରେ ଏହି ଲୁପ୍ ପ୍ରସ୍ଥାନ କରିବ |
07:17 | ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ |
07:24 | perl hyphen c foreachLoop dot pl ଓ ଏଣ୍ଟର ଦାବନ୍ତୁ |
07:32 | ଟର୍ମିନାଲ୍ ରେ ନିମ୍ନ ଧାଡ଼ିଟି ପ୍ରଦର୍ଶିତ ହେବ |
07:36 | There are no compilation or syntax errors |
07:38 | ତେଣୁ, ଆମେ Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା |
07:41 | perl foreachLoop dot pl ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ |
07:48 | ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ |
07:54 | ଏହା ହେଉଛି for loop ଓ foreach loop ବିଷୟରେ |
07:57 | ସଂକ୍ଷିପ୍ତରେ |
07:59 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ- |
08:02 | କିଛି ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି |
08:06 | Perlରେ for loop ଓ foreach loop |
08:07 | ଏକ ଆସାଇନମେଣ୍ଟ ଭାବେ- |
08:10 | 'Spoken Tutorial' ନାମରେ ଏକ ଷ୍ଟ୍ରିଙ୍ଗ ଡିକ୍ଲେର୍ କରନ୍ତୁ |
08:13 | ଓ ଏହାକୁ ପାଞ୍ଚଥର ପ୍ରିଣ୍ଟ କରନ୍ତୁ |
08:16 | ରଙ୍ଗଗୁଡ଼ିକର ଏକ ଆରେ ଡିକ୍ଲେର୍ ପାଇଁ @colorArray = open bracket in single quote red comma white comma blue close the bracket ଟାଇପ୍ କରନ୍ତୁ ଓ |
08:32 | foreach loop ବ୍ୟବହାର କରି ଏକ ଆରେର ଏଲିମେଣ୍ଟ ପ୍ରିଣ୍ଟ କରନ୍ତୁ |
08:36 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
08:40 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:43 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
08:48 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:55 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:59 | ଅଧିକ ବିବରଣୀ ପାଇଁ, ଦୟାକରି ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
09:07 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:12 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:20 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
09:31 | ଆଶା କରୁଛୁ ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ |
09:34 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
09:36 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |