PERL/C2/for-for-each-loops/Oriya

From Script | Spoken-Tutorial
Jump to: navigation, search
Time Narration
00:01 Perlରେ forfor each Loops ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ Perlରେ for loop
00:11 for each Loops ବିଷୟରେ ଶିଖିବା
00:13 ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି
00:21 ମୁଁ gedit Text Editor ମଧ୍ୟ ବ୍ୟବହାର କରୁଛି
00:25 ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
00:29 ପର୍ଲରେ VariablesComments ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
00:33 ଯଦି ନାହିଁ, ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ସେହି ସମ୍ପର୍କିତ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:40 Perl ଏକ ମେକାନିଜିମ୍ ଯୋଗାଏ, ଯାହାଦ୍ୱାରା ଆମେ କଣ୍ଡିସନ୍ କୁ ବିଭିନ୍ନ ଭାଲ୍ୟୁ ପାଇଁ ବାରମ୍ବାର ଚେକ୍ କରିପାରିବା. ଏହା, loops ବ୍ୟବହୃତ ହୋଇ, କରାଯାଇଛି
00:49 ପର୍ଲରେ ବିଭିନ୍ନ ପ୍ରକାରର ଲୁପ୍ସ ଅଛି;
00:52 for loop,for each loop
00:54 while loop ଓ,do-while loop
00:56 ଏହି ଟ୍ୟୁଟୋରିଆଲ୍ ରେ ଆମେ forfor each loop ଶିଖିବା
01:01 Perlରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କୋଡ୍ ର ଭାଗକୁ ଏକଜେକ୍ୟୁଟ୍ କରିବାକୁ for loop ବ୍ୟବହାର କରାଯାଇପାରେ
01:07 for loopର ସିଣ୍ଟାକ୍ସ ହେଉଛି:
01:10 for space open bracket variable initialization semicolon condition semicolon increment
01:20 close bracket ଏଣ୍ଟର ଦାବନ୍ତୁ
01:22 କର୍ଲୀ ବ୍ରାକେଟ୍ ଖୋଲନ୍ତୁ
01:24 ଅନେକ ଥର ଏକଜେକ୍ୟୁଟ୍ ହେବାକୁ ଥିବା କୋଡ୍ ର ଭାଗ
01:28 କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
01:30 ଏବେ, ଏକ for loopର ଉଦାହରଣ ଦେଖିବା
01:33 Terminal ଖୋଲନ୍ତୁ ଓ gedit forLoop.pl space & (ଆମପର୍ସେଣ୍ଡ) ଟାଇପ୍ କରନ୍ତୁ
01:42 ଓ ଏଣ୍ଟର ଦାବନ୍ତୁ,ଏହା geditରେ forLoop.pl ଫାଇଲ୍ ଖୋଲିବ
01:48 ଏହି କୋଡ୍ ର ଭାଗକୁ ଟାଇପ୍ କରନ୍ତୁ; hash exclamation mark slash u s r slash bin slash perl
01:58 ଏଣ୍ଟର ଦାବନ୍ତୁ
02:00 for space open bracket dollar i equals to zero semicolon space dollar i less than or equal to four semicolon space dollar i plus plus close bracket
02:18 ସ୍ପେସ୍,ଓପନ୍‍ କର୍ଲୀ ବ୍ରାକେଟ୍ ଓ ଏଣ୍ଟର ଦାବନ୍ତୁ
02:21 ଟାଇପ୍ କରନ୍ତୁ print space double quote Value of i colon space dollar i slash n, ଡବଲ୍ କୋଟ୍ ବନ୍ଦ କରନ୍ତୁ semicolon
02:35 ଓ ଏଣ୍ଟର ଦାବନ୍ତୁ,ଏବେ, କ୍ଲୋଜ୍‍ କର୍ଲୀ ବ୍ରାକେଟ୍
02:39 ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ
02:42 for loop କ’ଣ କଲା, ମୁଁ ବର୍ଣ୍ଣନା କରୁଛି
02:46 ଭେରିଏବଲ୍ i ଜିରୋକୁ ଇନିସିଆଲାଇଜ୍ ହେଲା
02:50 ଏହାପରେ, କଣ୍ଡିସନ୍ ଚେକ୍ ହେଲା
02:53 ଏହି କ୍ଷେତ୍ରରେ କଣ୍ଡିସନ୍ ହେଉଛି i less than or equal to 4
02:59 ଯଦି ଏହି କଣ୍ଡିସନ୍ ଟ୍ରୁ, ତେବେ କର୍ଲୀ ବ୍ରାକେଟ୍ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
03:05 ଏହାର ଅର୍ଥ, ପ୍ରଥମ print ଷ୍ଟେଟମେଣ୍ଟ "Value of i colon 0"
03:11 terminal ରେ ଡିସପ୍ଲେ ହେବ
03:14 ଏହାପରେ ଭେରିଏବଲ୍ iରେ 1 ବୃଦ୍ଧି ହେବ
03:18 for loop କଣ୍ଡିସନ୍ ଆଉଥରେ ଚେକ୍ ହେବ
03:23 ଯେତେବେଳେ iର ଭାଲ୍ୟୁ 4 ଠାରୁ ବଡ଼ ହୋଇଯିବ, ସେତେବେଳେ ଏହି ଲୁପ୍ ପ୍ରସ୍ଥାନ କରିବ
03:29 ଏହି କ୍ଷେତ୍ରରେ i = 0, 1, 2, 3, 4 ପାଇଁ for loop ଏକଜେକ୍ୟୁଟ୍ ହେବ
03:38 ଯାହା ହେଉଛି ସମୁଦାୟ 5 ଥର
03:41 ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ
03:44 ଯେକୌଣସି କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଚେକ୍ କରିବା ପାଇଁ ଟାଇପ୍ କରନ୍ତୁ:
03:48 perl hyphen c forLoop dot pl
03:54 ଓ ଏଣ୍ଟର ଦାବନ୍ତୁ
03:56 ଏଠାରେ ଏହି ମେସେଜ୍ ପ୍ରଦର୍ଶିତ କରିବ
03:58 forLoop.pl syntax OK
04:01 ଦେଖନ୍ତୁ, କୌଣସି ଏରର୍ ନାହିଁ
04:03 ଏବେ perl forLoop dot pl ଟାଇପ୍ କରି Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
04:11 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
04:16 ଏବେ foreach loop ଦେଖିବା
04:19 ଯଦି array ପାଇଁ ଏକ କଣ୍ଡିସନ୍ ର ପୁନରାବୃତ୍ତି କରିବାକୁ ଚାହିଁବା ତେବେ foreach loop ବ୍ୟବହାର କରିପାରିବା
04:25 ସିଣ୍ଟାକ୍ସ ହେଉଛି: foreach space dollar variable space within brackets at the rate array ସ୍ପେସ୍
04:35 ଓପନ୍‍ କର୍ଲୀ ବ୍ରାକେଟ୍
04:37 perform action on each element of an array ଟାଇପ୍ କରି ଏଣ୍ଟର ଦାବନ୍ତୁ
04:42 କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
04:44 ଧ୍ୟାନଦିଅନ୍ତୁ: ଆମେ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଆରେ, ଆରେ ଇନିସିଆଲାଇଜେସନ୍ ଓ ଏକ ଆରେ ପରିଭାଷିତ କରିବା ଅନ୍ତର୍ଭୁକ୍ତ କରିଛୁ
04:52 ଏବେ foreach loopର ଏକ ଉଦାହରଣ ଦେଖିବା
04:56 Terminal ଖୋଲି gedit foreachLoop dot pl space ampersand ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
05:08 ଏହା geditରେ foreachLoop.pl ଫାଇଲ୍ ଖୋଲିବ
05:12 ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
05:15 hash exclamation mark slash u s r slash bin slash perl ଓ ଏଣ୍ଟର ଦାବନ୍ତୁ
05:25 at the rate myarray space is equal to space open bracket ten comma twenty comma thirty close bracket semicolon
05:39 ଏଣ୍ଟର ଦାବନ୍ତୁ
05:41 foreach space dollar var space open bracket at the rate myarray close bracket space
05:52 ଓପନ୍‍ କର୍ଲୀ ବ୍ରାକେଟ୍ ଏଣ୍ଟର ଦାବନ୍ତୁ ଓ ଟାଇପ୍ କରନ୍ତୁ
05:56 'print space double quote Element of an array is colon dollar var slash n ଡବଲ୍ କୋଟ୍ ବନ୍ଦ କରନ୍ତୁ semicolon
06:13 ଏଣ୍ଟର ଦାବନ୍ତୁ ଓ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
06:17 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
06:20 ଏହି କୋଡ୍ କ’ଣ କଲା କହୁଛି. myarray ନାମକ ଏକ ଆରେ ଡିକ୍ଲେର୍‍ ହୋଇଛି
06:27 ଏହାର 3ଟି ଏଲିମେଣ୍ଟ ହେଉଛି 10, 20 ଓ 30
06:33 ପ୍ରତ୍ୟେକ foreach loopର ପୁନରାବୃତ୍ତିରେ dollar var ଏକ ଆରେର ସିଙ୍ଗଲ୍ ଏଲିମେଣ୍ଟ ଧାରଣ କରିବ
06:40 ଏକ ଆରେର ପ୍ରତ୍ୟେକ ଏଲିମେଣ୍ଟ ପାଇଁ foreach କୀ’ୱର୍ଡ ଏହି ଲୁପ୍ କୁ ପୁନରାବୃତ୍ତି କରିବ
06:47 ତାହା ହେଉଛି, ପ୍ରତ୍ୟେକ myarray ଏଲିମେଣ୍ଟ ପାଇଁ କର୍ଲୀ ବ୍ରାକେଟ୍ ଭିତରେ ଥିବା ସେହି କୋଡ୍ ଏକଜେକ୍ୟୁଟ୍ ହେବ
06:55 Back-slash n ଏକ ନୂଆ ଲାଇନ୍ ଉପରେ ପ୍ରମ୍ପଟ୍ କୁ ସ୍ଥାନିତ କରିବ
07:00 ଏହାର ଅର୍ଥ: ଟର୍ମିନାଲ୍ ରେ ପ୍ରଥମ ଏଲିମେଣ୍ଟ '10' ଡିସପ୍ଲେ ହେବ
07:06 ଏହାପରେ 20 ଓ ସମସ୍ତ ଏଲିମେଣ୍ଟ ପ୍ରିଣ୍ଟ ହେବା ପର୍ଯ୍ୟନ୍ତ ଏହିପରି
07:12 myarrayରେ ସମସ୍ତ ଏଲିମେଣ୍ଟ ପ୍ରିଣ୍ଟ କରିବା ପରେ ଏହି ଲୁପ୍ ପ୍ରସ୍ଥାନ କରିବ
07:17 ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ
07:24 perl hyphen c foreachLoop dot pl ଓ ଏଣ୍ଟର ଦାବନ୍ତୁ
07:32 ଟର୍ମିନାଲ୍ ରେ ନିମ୍ନ ଧାଡ଼ିଟି ପ୍ରଦର୍ଶିତ ହେବ
07:36 There are no compilation or syntax errors
07:38 ତେଣୁ, ଆମେ Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା
07:41 perl foreachLoop dot pl ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
07:48 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
07:54 ଏହା ହେଉଛି for loopforeach loop ବିଷୟରେ
07:57 ସଂକ୍ଷିପ୍ତରେ
07:59 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ-
08:02 କିଛି ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି
08:06 Perlରେ for loopforeach loop ,ଏକ ଆସାଇନମେଣ୍ଟ ଭାବେ-
08:10 'Spoken Tutorial' ନାମରେ ଏକ ଷ୍ଟ୍ରିଙ୍ଗ ଡିକ୍ଲେର୍ କରନ୍ତୁ
08:13 ଓ ଏହାକୁ ପାଞ୍ଚଥର ପ୍ରିଣ୍ଟ କରନ୍ତୁ
08:16 ରଙ୍ଗଗୁଡ଼ିକର ଏକ ଆରେ ଡିକ୍ଲେର୍ ପାଇଁ @colorArray = open bracket in single quote red comma white comma blue close the bracket ଟାଇପ୍ କରନ୍ତୁ ଓ
08:32 foreach loop ବ୍ୟବହାର କରି ଏକ ଆରେର ଏଲିମେଣ୍ଟ ପ୍ରିଣ୍ଟ କରନ୍ତୁ
08:36 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
08:40 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:43 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
08:48 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:55 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:59 ଅଧିକ ବିବରଣୀ ପାଇଁ, ଦୟାକରି ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
09:07 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:12 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:20 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
09:31 ଆଶା କରୁଛୁ ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
09:34 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
09:36 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep