PERL/C2/Comments-in-Perl/Oriya
From Script | Spoken-Tutorial
Time | Narration |
---|---|
00:00 | Perlରେ କମେଣ୍ଟସ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
00:08 | Perlରେ କମେଣ୍ଟସ୍ |
00:10 | ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି |
00:18 | ଯାହା ହେଉଛି Perl revision 5 version 14 ଓ subversion 2 |
00:23 | ମୁଁ gedit Text Editor ମଧ୍ୟ ବ୍ୟବହାର କରିବି |
00:27 | ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ |
00:31 | ଆପଣଙ୍କର ପର୍ଲରେ କମ୍ପାଇଲିଙ୍ଗ, ଏକଜେକ୍ୟୁଟିଙ୍ଗ ଓ ଭେରିଏବଲ୍ସ ଉପରେ ମୌଳିକ ଧାରଣା ଥିବା ଆବଶ୍ୟକ |
00:37 | ଯଦି ନାହିଁ, ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା ଏହି ସମ୍ପର୍କିତ ଟ୍ୟୁଟୋରିଆଲ୍ ଦେଖନ୍ତୁ |
00:43 | Perlରେ କୋଡ୍ ର ଭାଗକୁ ଦୁଇଟି ଶୈଳୀରେ କମେଣ୍ଟ କରାଯାଇପାରିବ |
00:47 | Single Line |
00:48 | Multi Line |
00:49 | ୟୁଜର୍ ଏକ ସିଙ୍ଗଲ୍ ଲାଇନ୍ କୋଡ୍ କମେଣ୍ଟ କରିବାକୁ କିମ୍ବା କୋଡ୍ ଭାଗର କାର୍ଯ୍ୟକାରିତା ବର୍ଣ୍ଣନା କରିବାକୁ |
00:55 | ଧାଡ଼ିକିଆ ଟେକ୍ସଟ୍ ଆଡ୍ କରିବାକୁ ଚାହୁଁଥିବାବେଳେ ଏହି ପ୍ରକାର କମେଣ୍ଟ ବ୍ୟବହାର କରାଯାଏ |
01:01 | ଏ ପ୍ରକାରର କମେଣ୍ଟ # (ହାଶ୍) ଚିହ୍ନରୁ ଆରମ୍ଭ ହୁଏ |
01:05 | ଏହା ହେଉଛି ଏକ ଡେମୋ. ଟେକ୍ସଟ୍ ଏଡିଟର୍ ରେ ଗୋଟିଏ ନୂଆ ଫାଇଲ୍ ଖୋଲନ୍ତୁ |
01:11 | Terminal ଖୋଲନ୍ତୁ ଓ gedit comments dot pl space & ଟାଇପ୍ କରନ୍ତୁ |
01:19 | ପୁନର୍ବାର ମନେପକାଇଦେଉଛି ଯେ, terminal ରେ command promptକୁ ମୁକ୍ତ କରିବା ପାଇଁ ampersand ବ୍ୟବହାର କରାଯାଏ ଓ ଏଣ୍ଟର୍ ଦାବନ୍ତୁ |
01:27 | ଏବେ, ନିମ୍ନ କମାଣ୍ଡଗୁଡ଼ିକ ଟାଇପ୍ କରନ୍ତୁ |
01:29 | hash Declaring count variable, ଏଣ୍ଟର ଦାବନ୍ତୁ |
01:37 | dollar count space equal to space 1 semicolon, ଏଣ୍ଟର ଦାବନ୍ତୁ |
01:45 | print space double quotes Count is dollar count slash n ଡବଲ୍ କୋଟ୍ ବନ୍ଦ କରନ୍ତୁ semicolon space hash prints Count is 1 |
02:03 | ctlr S ଦବାଇ ଫାଇଲ୍ ସେଭ୍ କରନ୍ତୁ ଓ Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ |
02:08 | Terminalକୁ ଫେରିଆସି perl hyphen c comments dot pl ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ |
02:18 | ଏଥିରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ ବୋଲି ଏହା ଆମକୁ କୁହେ |
02:21 | ଏବେ perl comments dot pl ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ |
02:28 | ଏହା ନିମ୍ନ ଆଉଟପୁଟ୍ ଦେଖାଇବ- Count is 1 |
02:33 | geditକୁ ଫେରିଆସନ୍ତୁ |
02:36 | geditରେ ପ୍ରଥମ ଧାଡ଼ିକୁ ଯାଇ ଏଣ୍ଟର ଦାବନ୍ତୁ |
02:40 | ପ୍ରଥମ ଧାଡ଼ିକୁ ଫେରିଯାଆନ୍ତୁ ଓ ନିମ୍ନ କମାଣ୍ଡ ଟାଇପ୍ କରନ୍ତୁ |
02:44 | Hash exclamation mark slash usr slash bin slash perl |
02:52 | Perlରେ ଏହି ଧାଡ଼ିକୁ shebang line କୁହାଯାଏ ଓ ଏହା ହେଉଛି ଗୋଟିଏ Perl ପ୍ରୋଗ୍ରାମ୍ ରେ ପ୍ରଥମ ଧାଡ଼ି |
02:59 | ଏହା Perl Interpreter କେଉଁଠୁ ପାଇବା, ତାହା ଦର୍ଶାଏ |
03:03 | ଧ୍ୟାନଦିଅନ୍ତୁ: ଏହି ଲାଇନ୍ ଟି ହାଶ୍ (#) ଚିହ୍ନ ସହିତ ଆରମ୍ଭ ହେଲେ ମଧ୍ୟ, ଏହାକୁ ସିଙ୍ଗଲ୍ ଲାଇନ୍ କମେଣ୍ଟ ଭାବରେ Perl ବିଚାର କରିବ ନାହିଁ |
03:11 | ଏବେ multiline comments ଦେଖିବା |
03:13 | Multi Line ଏହି ପ୍ରକାର କମେଣ୍ଟ ବ୍ୟବହୃତ ହୁଏ |
03:17 | ଯେତେବେଳେ ୟୁଜର୍ କୋଡ୍ ଭାଗକୁ କମେଣ୍ଟ କରିବାକୁ ଚାହେଁ କିମ୍ବା କୋଡ୍ ଭାଗର ବ୍ୟାଖ୍ୟା/ବ୍ୟବହାର ଆଡ୍ କରିବାକୁ ଚାହେଁ |
03:25 | ଏ ପ୍ରକାରର କମେଣ୍ଟ equal to head ଚିହ୍ନ ସହିତ ଆରମ୍ଭ ହୁଏ ଓ equal to cut ଚିହ୍ନ ସହିତ ଶେଷ ହୁଏ |
03:33 | geditକୁ ଫେରିଆସନ୍ତୁ ଓ comments dot pl ଫାଇଲ୍ ରେ ନିମ୍ନକୁ ଟାଇପ୍ କରନ୍ତୁ |
03:39 | ଫାଇଲ୍ର ଶେଷରେ equal to head ଟାଇପ୍ କରନ୍ତୁ, ଏଣ୍ଟର ଦାବନ୍ତୁ |
03:45 | print space double quote count variable is used for counting purpose ଡବଲ୍ କୋଟ୍ ବନ୍ଦ କରନ୍ତୁ, ଏଣ୍ଟର ଦାବନ୍ତୁ |
03:59 | equal to cut |
04:01 | ଫାଇଲ୍ ସେଭ୍ କରି ବନ୍ଦ କରନ୍ତୁ ଓ Perl ସ୍କ୍ରିପ୍ଟକୁ ଏକଜେକ୍ୟୁଟ୍ କରନ୍ତୁ |
04:05 | Terminalରେ ଟାଇପ୍ କରନ୍ତୁ perl hyphen c comments dot pl ଓ ଏଣ୍ଟର ଦାବନ୍ତୁ |
04:13 | କୌଣସି ସିଣ୍ଟାକ୍ସ ଏରର୍ ନାହିଁ |
04:15 | ତେଣୁ, perl comments dot pl କୁ ଏକଜେକ୍ୟୁଟ୍ କରନ୍ତୁ |
04:21 | ଏହା ପୂର୍ବଭଳି Count is 1 ଆଉଟପୁଟ୍ ଦେଖାଇବ |
04:27 | ଏହା “count variable is used for counting purpose” ବାକ୍ୟକୁ ପ୍ରିଣ୍ଟ କରିବ ନାହିଁ |
04:32 | କାରଣ ଆମେ ସେହି ଅଂଶକୁ equal to head ଓ equal to cut ବ୍ୟବହାର କରି କମେଣ୍ଟ କରିଛେ |
04:40 | ଆପଣ =head =cut କିମ୍ବା =begin =end ବ୍ୟବହାର କରିପାରିବେ |
04:48 | ଏଗୁଡ଼ିକ Perl ଦ୍ୱାରା ବ୍ୟବହୃତ ସ୍ୱତନ୍ତ୍ର କୀ’ୱର୍ଡ୍ସ ନୁହେଁ |
04:52 | ଦୟାକରି ଧ୍ୟାନଦିଅନ୍ତୁ = to ଚିହ୍ନ ପୂର୍ବରୁ ଓ head, cut, begin କିମ୍ବା end ଶବ୍ଦ ପରେ, ଆଗରେ କିମ୍ୱା ପଛରେ କୌଣସି ସ୍ପେସ୍ ନରହିବା ଉଚିତ |
05:02 | ପୁଣିଥରେ Terminal ଖୋଲନ୍ତୁ |
05:05 | ଓ gedit commentsExample dot pl space & ଟାଇପ୍ କରି ଏଣ୍ଟର ଦାବନ୍ତୁ |
05:15 | ସ୍କ୍ରୀନ୍ ରେ ପ୍ରଦର୍ଶିତ ପରି ନିମ୍ନ କମାଣ୍ଡ ଟାଇପ୍ କରନ୍ତୁ |
05:19 | ଏଠାରେ ମୁଁ ଦୁଇଟି ଭେରିଏବଲ୍ firstNum ଓ secondNum ଡିକ୍ଲେର୍ କରିବି ଓ ସେଗୁଡ଼ିକୁ କିଛି ଭାଲ୍ୟୁ ଦେବି |
05:28 | ଏହାପରେ ମୁଁ ଏଠାରେ ଏହି ଅଂଶକୁ କମେଣ୍ଟ କରିଛି |
05:32 | ଏବେ ସେହି ଦୁଇ ନମ୍ବରକୁ ଆଡ୍ କରିଛି ଓ ଆଡିସନ୍ ନାମରେ ତୃତୀୟ ଭେରିଏବଲ୍ କୁ ଭାଲ୍ୟୁ ଦେଇଛି |
05:39 | ଏହାପରେ ମୁଁ, ପ୍ରିଣ୍ଟ କମାଣ୍ଡ ବ୍ୟବହାର କରି ଭାଲ୍ୟୁ ପ୍ରିଣ୍ଟ କରିବି |
05:44 | ଫାଇଲ୍ ସେଭ୍ କରନ୍ତୁ ଓ Terminalରେ Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ |
05:49 | ଟର୍ମିନାଲ୍ ରେ ଟାଇପ୍ କରନ୍ତୁ perl hyphen c commentsExample dot pl, ଏଣ୍ଟର ଦାବନ୍ତୁ |
05:57 | ସେଠାରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ |
05:59 | ତେଣୁ, ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ |
06:01 | perl commentsExample dot pl ଓ ଏଣ୍ଟର ଦାବନ୍ତୁ |
06:07 | ଏହା, Addition is 30 ଆଉଟପୁଟ୍ ପ୍ରଦର୍ଶିତ କରିବ |
06:12 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
06:16 | ଏଠାରେ ଆମେ Perlରେ କମେଣ୍ଟ ଆଡ୍ କରିବା ଶିଖିଲେ |
06:19 | ଏକ ସଂଖ୍ୟାର ବର୍ଗ ପାଇବା ପାଇଁ ପର୍ଲ ସ୍କ୍ରିପ୍ଟ ଲେଖନ୍ତୁ |
06:23 | Single Line Comment ଓ Mutli Line Comment ବ୍ୟବହାର କରି ଲିଖିତ କୋଡ୍ ର କାର୍ଯ୍ୟକାରିତା ବ୍ୟାଖ୍ୟା କରନ୍ତୁ |
06:30 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
06:34 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
06:37 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
06:42 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
06:44 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
06:48 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
06:51 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
06:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:03 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:11 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ରେ ଉପଲବ୍ଧ |
07:15 | ଆଶା କରୁଛୁ ଏହି Perl ଟ୍ୟୁଟୋରିଆଲ୍ କୁ ଆପଣ ଉପଭୋଗ କରିଥିବେ. ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |