GChemPaint/C3/Aromatic-Molecular-Structures/Oriya

From Script | Spoken-Tutorial
Revision as of 15:34, 20 February 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ନମସ୍କାର ବନ୍ଧୁଗଣ
00:02 GChemPaintରେ "Aromatic Molecular Sructures" ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:10 * Cyclohexaneକୁ Cyclohexeneରେ ବଦଳାଇବା
00:13 * Cyclohexeneକୁ Benzeneରେ ବଦଳାଇବା
00:16 * ଅନ୍ୟ ଆଟମ୍ସ ସହିତ Benzene ରିଙ୍ଗ୍ ର Hydrogenକୁ ବଦଳାଇବା
00:20 * ଆଟମ୍ସର ଗ୍ରୁପ୍ ସହିତ Benzene ରିଙ୍ଗ୍ ର Hydrogenକୁ ବଦଳାଇବା
00:24 * ଦୁଇଟି ମୋଲେକ୍ୟୁଲ୍ସକୁ ମର୍ଜ କରିବା
00:26 ଏଠାରେ ମୁଁ ବ୍ୟବହାର କରୁଛି
00:28 ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:32 GChemPaint ଭର୍ସନ୍ 0.12.10
00:37 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
00:41 GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
00:44 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:50 ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି
00:54 Display Areaରେ ଏକ ସିକ୍ସ ମେମ୍ୱର୍ଡ ସାଇକଲ୍ ଯୋଡ଼ନ୍ତୁ
00:59 Add a six membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:02 Display Area ଉପରେ କ୍ଲିକ୍ କରନ୍ତୁ
01:04 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:10 ସାଇକଲ୍ ର ପ୍ରତ୍ୟେକ କୋଣରେ ଦୁଇଟି ବଣ୍ଡ ଆଡ୍ କରନ୍ତୁ
01:14 ବଣ୍ଡଗୁଡ଼ିକୁ ଏପରି ରଖନ୍ତୁ ଯେ, ଦୁଇଟି ବଣ୍ଡ ପରସ୍ପରକୁ ସ୍ପର୍ଶ କରୁନଥିବେ
01:19 ଆଉ ଏପରି କରିବାକୁ, ବଣ୍ଡ ଉପରେ କ୍ଲିକ୍ କରି ସଠିକ୍ ପୋଜିଶନ୍ କୁ ଡ୍ରାଗ୍ କରନ୍ତୁ
01:24 ଚାଲନ୍ତୁ ସାଇକଲର ସମସ୍ତ କୋଣରେ Carbon ଆଟମ୍ସ ପ୍ରଦର୍ଶିତ କରିବା
01:28 ଯେକୌଣସି କୋଣରେ ରାଇଟ୍ କ୍ଲିକ୍ କରନ୍ତୁ
01:31 ଏକ ସବ୍-ମେନୁ ଖୋଲିଲା
01:33 Atom ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ
01:36 ସେହିପରି, ସାଇକଲର ସମସ୍ତ କୋଣରେ Carbon ଆଟମ୍ସ ଯୋଡ଼ନ୍ତୁ
01:42 ବଣ୍ଡଗୁଡ଼ିକରେ Hydrogen ଆଟମ୍ସ ଆଡ୍ କରିବାକୁ କୀ’ବୋର୍ଡରେ H ଦାବନ୍ତୁ
01:47 Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:51 ସମସ୍ତ ବଣ୍ଡ ପୋଜିଶନ୍ସ ଉପରେ କ୍ଲିକ୍ କରନ୍ତୁ
01:54 ପୁଣିଥରେ ଦେଖନ୍ତୁ ଯେପରି ଦୁଇଟି Hydrogen ପରସ୍ପରକୁ ଓଭରଲ୍ୟାପ୍ କରୁନଥିବେ
01:59 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି (C6H12) Cyclohexane
02:04 ଷ୍ଟ୍ରକଚର୍ କୁ କପୀ ଓ ପେଷ୍ଟ କରନ୍ତୁ
02:07 ଷ୍ଟ୍ରକଚର୍ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
02:10 ଷ୍ଟ୍ରକଚର୍ କପୀ କରିବାକୁ Ctrl+C ଓ ପେଷ୍ଟ କରିବାକୁ Ctrl+V ଦାବନ୍ତୁ
02:15 ଏବେ ଚାଲନ୍ତୁ ଦ୍ୱିତୀୟ Cyclohaxene ଷ୍ଟ୍ରକଚରକୁ Cyclohexeneରେ ବଦଳାଇବା
02:19 Eraser ଟୂଲ୍ ଉପରେ କ୍ଲିକ୍ କରନ୍ତୁ
02:22 ପ୍ରତ୍ୟେକ ସଂଲଗ୍ନ Carbon ଆଟମ୍ସରୁ ଗୋଟିଏ Hydrogen Bond ଡିଲିଟ୍ କରନ୍ତୁ
02:27 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:33 ତା’ପରେ ଡିଲିଟ୍ କରାଯାଇଥିବା Hydrogen Bonds ମଧ୍ୟରେ ଥିବା ବଣ୍ଡ ଉପରେ କ୍ଲିକ୍ କରନ୍ତୁ
02:37 ଗୋଟିଏ ଡବଲ୍ ବଣ୍ଡ ଗଠିତ ହେଲା
02:40 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclohexane (C6H10)
02:44 ଚାଲନ୍ତୁ ଏବେ Cyclohexeneକୁ Cyclohexadieneରେ ଓ ତା’ପରେ Benzeneରେ ବଦଳାଇବା
02:51 ସୁନିଶ୍ଚିତ କରନ୍ତୁ ଯେ, Current Element ହେଉଛି Carbon
02:56 Eraser ଟୂଲ୍ ଉପରେ କ୍ଲିକ୍ କରନ୍ତୁ
02:58 ପ୍ରତ୍ୟେକ ସଂଲଗ୍ନ Carbon ଆଟମ୍ସରୁ ଗୋଟିଏ Hydrogen Bond ଡିଲିଟ୍ କରନ୍ତୁ
03:03 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:09 ତା’ପରେ ଡିଲିଟ୍ କରାଯାଇଥିବା Hydrogen Bonds ମଧ୍ୟରେ ଥିବା ବଣ୍ଡ ଉପରେ କ୍ଲିକ୍ କରନ୍ତୁ
03:13 ଦ୍ୱିତୀୟ ଡବଲ୍ ବଣ୍ଡ ଗଠିତ ହେଲା
03:16 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclohexadiene (C6H8)
03:22 ସେହିଭଳି, ତୃତୀୟ ଡବଲ୍ ବଣ୍ଡ ଗଠନ କରିବା ପାଇଁ ଚାଲନ୍ତୁ ପ୍ରକ୍ରିୟାର ପୁନରାବୃତ୍ତି କରିବା
03:28 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Benzene (C6H6)
03:33 ଏକ ଆସାନମେଣ୍ଟ ଭାବେ
03:35 Cyclobutane ଷ୍ଟ୍ରକଚର୍ ଆଙ୍କନ୍ତୁ * ଓ Cyclobutadieneରେ ବଦଳା’ନ୍ତୁ
03:39 * Cyclopentane ଆଙ୍କି Cyclopentadieneରେ ବଦଳା’ନ୍ତୁ
03:45 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
03:49 ଏହାପରେ ଆମେ Benzene ଡିରାଇଭେଟିଭ୍ସ ବିଷୟରେ ଶିଖିବା
03:53 ଭିନ୍ନ କେମିକଲ୍ କମ୍ପାଉଣ୍ଡ ପ୍ରାପ୍ତ କରିବା ପାଇଁ Benzeneରେ ହାଇଡ୍ରୋଜେନକୁ ଫଙ୍କଶନଲ୍ ସମୂହରେ ବଦଳାଇହେବ
03:59 ହାଇଡ୍ରୋଜେନକୁ ବଦଳାଇପାରୁଥିବା ଫଙ୍କଶନଲ୍ ଗ୍ରୁପ୍ସ ହେଉଛି
04:02 fluoro(F),
04:03 Methyl (CH3)
04:04 Nitro(NO2),
04:05 Hydroxy (OH) ଓ
04:06 ଅନ୍ୟାନ୍ୟ
04:08 ଏବେ Display Areaରେ Benzene ଷ୍ଟ୍ରକଚରକୁ କପୀ ଓ ଦୁଇଥର ପେଷ୍ଟ କରନ୍ତୁ
04:13 Benzene ଷ୍ଟ୍ରକଚର ସିଲେକ୍ଟ କରିବା ପାଇଁ Select One or More Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:18 ଷ୍ଟ୍ରକଚର୍ କପୀ କରିବାକୁ Ctrl+C ଓ ପେଷ୍ଟ କରିବାକୁ ଦୁଇଥର Ctrl+V ଦାବନ୍ତୁ
04:24 ପ୍ରଥମ Benzene ଷ୍ଟ୍ରକଚରର ହାଇଡ୍ରୋଜେନ୍ କୁ ଫ୍ଲୁରିନ୍ ଆଟମ୍ ରେ ବଦଳା’ନ୍ତୁ
04:30 କୀ’ବୋର୍ଡରେ F ଦାବନ୍ତୁ
04:32 Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:35 ଫ୍ଲୁରିନ୍ ରେ ବଦଳାଇବା ପାଇଁ ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ
04:40 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Fluorobenzene
04:44 ଏହାପରେ ଚାଲନ୍ତୁ, ଏଟମ୍ସର ଏକ ସମୂହ ସହିତ ଦ୍ୱିତୀୟ Benzeneର ହାଇଡ୍ରୋଜେନ୍ କୁ ବଦଳାଇବା
04:50 Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:54 ଯେକୌଣସି ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ
04:57 ଦେଖନ୍ତୁ, ଗୋଟିଏ ଧପଧପ କରୁଥିବା କର୍ସର୍ ସହିତ ହାଇଡ୍ରୋଜେନ୍ ଏକ ସବୁଜ ବକ୍ସରେ ଅଛି
05:03 ଗୋଟିଏ Methyl ସମୂହ ସହିତ ହାଇଡ୍ରୋଜେନ୍ କୁ ବଦଳା’ନ୍ତୁ
05:06 Hydrogen କୁ କାଢ଼ି କ୍ୟାପିଟାଲ୍ ରେ C H ଓ 3 ଟାଇପ୍ କରନ୍ତୁ
05:12 Display Areaର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
05:15 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Methyle Benzene
05:19 ତୃତୀୟ Benzene ଷ୍ଟ୍ରକଚରର ହାଇଡ୍ରୋଜେନ୍ କୁ Nitro ଗ୍ରୁପ୍ ରେ ବଦଳା’ନ୍ତୁ
05:24 ଯେକୌଣସି ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ
05:27 Hydrogen କୁ କାଢ଼ି କ୍ୟାପିଟାଲ୍ ରେ N O 2 ଟାଇପ୍ କରନ୍ତୁ
05:32 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Nitrobenzene
05:36 ଚାଲନ୍ତୁ, Benzene Ringରେ Carbonର ସ୍ଥିତିକୁ ଦେଖିବା
05:40 Benzeneରେ ଛଅଟି କାର୍ବନ୍ ଏଟମ୍ସକୁ 1ରୁ 6 ପର୍ଯ୍ୟନ୍ତ ନମ୍ୱର୍ ଦିଆଯାଇଛି
05:45 ହାଇଡ୍ରୋଜେନ୍ କୁ ବଦଳାଇବା ପୂର୍ବରୁ ସମସ୍ତ ଛଅଗୋଟି ପୋଜିଶନ୍ ସମାନ ଅଟେ
05:51 ଗୋଟିଏ ଫଙ୍କଶନଲ୍ ଗ୍ରୁପ୍ ଦ୍ଵାରା ଯେତେବେଳେ ହାଇଡ୍ରୋଜେନ୍ ବଦଳେ, ରିଙ୍ଗ୍ ର Electron Density ବଦଳେ
05:57 Substituent ଉପରେ Electron Density ନିର୍ଭର କରିଥାଏ
06:01 ନିମ୍ନ ପୋଜିଶନ୍ ରେ Benzeneର ଏକ Mono Substituted କମ୍ପାଉଣ୍ଡକୁ ବଦଳାଯାଇପାରିବ:
06:06 * Para ଭାବରେ 1 ଓ 4
06:09 * Ortho ଭାବରେ 2 ଓ 6
06:12 * Meta ଭାବରେ 3 ଓ 5
06:15 ବର୍ତ୍ତମାନ ଅନ୍ୟଏକ Methyl ଗ୍ରୂପ୍ ସହିତ Methylbenzene ଷ୍ଟ୍ରକଚର୍ କୁ ବଦଳାଇବା
06:20 Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:24 ରିଙ୍ଗ୍ ର ଦ୍ୱିତୀୟ ହାଇଡ୍ରୋଜେନ୍ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
06:28 Methyl ଗ୍ରୁପ୍ ସହିତ ସବୁଜ ବକ୍ସରେ ଥିବା ହାଇଡ୍ରୋଜେନ୍ କୁ ବଦଳାଇବା ପାଇଁ
06:32 କ୍ୟାପିଟାଲରେ ଟାଇପ୍ କରନ୍ତୁ C H 3
06:35 ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Ortho-Xylene
06:39 ଗୋଟିଏ Carboxy ସମୂହ ସହିତ Nitrobenzeneକୁ ବଦଳା’ନ୍ତୁ
06:44 ରିଙ୍ଗ୍ ର ଚତୁର୍ଥ ହାଇଡ୍ରୋଜେନ୍ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
06:48 Carboxy ଗ୍ରୁପ୍ ସହିତ ସବୁଜ ବକ୍ସରେ ଥିବା ହାଇଡ୍ରୋଜେନ୍ କୁ ବଦଳାଇବା ପାଇଁ
06:52 କ୍ୟାପିଟାଲ୍ ରେ ଟାଇପ୍ କରନ୍ତୁ C O O H
06:57 ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Para-Nitrobinzoic Acid
07:02 ପ୍ରକ୍ରିୟାକୁ Undo କରିବା ପାଇଁ Ctrl+Z ଦାବନ୍ତୁ
07:05 ଏକ Nitro ଗ୍ରୁପ୍ ସହିତ Nitrobenzeneର ତୃତୀୟ ପୋଜିଶନ୍ କୁ ବଦଳାନ୍ତୁ
07:11 Hydrogen କୁ କାଢ଼ି କ୍ୟାପିଟାଲ୍ ରେ N O 2 ଟାଇପ୍ କରନ୍ତୁ
07:17 ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Meta Dinitrobenzene
07:22 ଏକ ଆସାଇନମେଣ୍ଟ ଭାବେ
07:24 ସାତୋଟି Benzene ଷ୍ଟ୍ରକଚର୍ ଆଙ୍କନ୍ତୁ
07:25 ନିମ୍ନଲିଖିତର ଯେକୌଣସି ଗୋଟିଏ ହାଇଡ୍ରୋଜେନ୍ ବଦଳାନ୍ତୁ:
07:28 ପ୍ରଥମ Benzene ସହିତ Bromo
07:30 ଦ୍ୱିତୀୟ Benzene ସହିତ Iodo
07:32 ତୃତୀୟ Benzene ସହିତ Hydroxy
07:34 ଚତୁର୍ଥ Benzene ସହିତ Amino
07:36 ପଞ୍ଚମ Benzene ସହିତ Ethyl
07:39 ଆହୁରି ମଧ୍ୟ ବଦଳା’ନ୍ତୁ: * Chlorine ଏଟମ୍ସ ସହିତ ଷଷ୍ଠ Benzeneର ଦୁଇଟି ହାଇଡ୍ରୋଜେନ୍ସ
07:44 * Carboxy ଗ୍ରୁପ୍ସ ସହିତ ସପ୍ତମ Benzeneର ପ୍ରଥମ ଓ ଚତୁର୍ଥ ହାଇଡ୍ରୋଜେନ୍ ପୋଜିଶନ୍ସ
07:51 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
07:55 ଏବେ ଚାଲନ୍ତୁ, ଦୁଇଟି ଷ୍ଟ୍ରକଚର୍ Merge କରିବା ବିଷୟରେ ଶିଖିବା
07:57 ଗୋଟିଏ ନୂଆ ୱିଣ୍ଡୋ ଖୋଲନ୍ତୁ
08:00 ସୁନିଶ୍ଚିତ କରନ୍ତୁ ଯେ, Current Element ହେଉଛି Carbon
08:04 Add a Four membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
08:07 Display Area ଉପରେ ଦୁଇଥର କ୍ଲିକ୍ କରନ୍ତୁ
08:10 Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
08:14 ଦ୍ୱିତୀୟ ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
08:16 ଏହାକୁ ଡ୍ରାଗ୍ କରି ପ୍ରଥମ ଷ୍ଟ୍ରକଚର୍ ପାଖରେ ରଖନ୍ତୁ
08:20 ଏପରି, ଯେପରି ସେମାନେ ପରସ୍ପରକୁ ସ୍ପର୍ଶ କରୁଥିବେ
08:23 ଷ୍ଟ୍ରକଚର୍ସ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
08:26 Merge Two Molecules ଟୂଲ୍ ସକ୍ରିୟ ହୋଇଯିବ
08:30 Moleculesକୁ Merge କରିବା ପାଇଁ Merge Two Molecules ଟୂଲ୍ ଉପରେ କ୍ଲିକ୍ କରନ୍ତୁ
08:34 ମର୍ଜିଙ୍ଗ୍ ଦେଖିବା ପାଇଁ ଷ୍ଟ୍ରକଚର୍ସକୁ ଡ୍ରାଗ୍ କରନ୍ତୁ
08:38 ସଂକ୍ଷିପ୍ତରେ
08:41 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
08:43 * Cyclohexaneକୁ Cyclohexeneରେ ବଦଳାଇବା
08:46 * Cyclohexeneକୁ Benzeneରେ ବଦଳାଇବା
08:49 Fluoro. Methyle, Nitro ଓ Carboxy ଗ୍ରୁପ୍ସ ସହିତ Benzeneର ହାଇଡ୍ରୋଜେନ୍ କୁ ବଦଳାଇବା
08:55 * ଦୁଇଟି ଫୋର୍ ମେମ୍ୱର୍ଡ ସାଇକଲ୍ କୁ ମର୍ଜ କରିବା
08:58 ଏକ ଆସାଇନମେଣ୍ଟ ଭାବେ
09:00 ଦୁଇଟି Benzene Moleculesକୁ
09:02 * ଦୁଇଟି Pentane ଷ୍ଟ୍ରକଚର୍ସକୁ
09:04 * Cyclopentane ଓ Cyclohexane ମୋଲେକ୍ୟୁଲ୍ସ ମର୍ଜ କରନ୍ତୁ
09:08 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
09:12 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
09:15 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:19 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:27 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:31 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:37 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:41 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:48 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
09:53 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
09:57 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep