GChemPaint/C3/Aromatic-Molecular-Structures/Oriya
From Script | Spoken-Tutorial
| Time | Narration |
| 00:01 | ନମସ୍କାର ବନ୍ଧୁଗଣ,GChemPaintରେ "Aromatic Molecular Sructures" ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
| 00:10 | Cyclohexaneକୁ Cyclohexeneରେ ବଦଳାଇବା |
| 00:13 | Cyclohexeneକୁ Benzeneରେ ବଦଳାଇବା |
| 00:16 | ଅନ୍ୟ ଆଟମ୍ସ ସହିତ Benzene ରିଙ୍ଗ୍ ର Hydrogenକୁ ବଦଳାଇବା |
| 00:20 | ଆଟମ୍ସର ଗ୍ରୁପ୍ ସହିତ Benzene ରିଙ୍ଗ୍ ର Hydrogenକୁ ବଦଳାଇବା |
| 00:24 | ଦୁଇଟି ମୋଲେକ୍ୟୁଲ୍ସକୁ ମର୍ଜ କରିବା |
| 00:26 | ଏଠାରେ ମୁଁ ବ୍ୟବହାର କରୁଛି |
| 00:28 | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
| 00:32 | GChemPaint ଭର୍ସନ୍ 0.12.10 |
| 00:37 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ |
| 00:41 | GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ |
| 00:44 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:50 | ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି |
| 00:54 | Display Areaରେ ଏକ ସିକ୍ସ ମେମ୍ୱର୍ଡ ସାଇକଲ୍ ଯୋଡ଼ନ୍ତୁ |
| 00:59 | Add a six membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 01:02 | Display Area ଉପରେ କ୍ଲିକ୍ କରନ୍ତୁ |
| 01:04 | Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 01:10 | ସାଇକଲ୍ ର ପ୍ରତ୍ୟେକ କୋଣରେ ଦୁଇଟି ବଣ୍ଡ ଆଡ୍ କରନ୍ତୁ |
| 01:14 | ବଣ୍ଡଗୁଡ଼ିକୁ ଏପରି ରଖନ୍ତୁ ଯେ, ଦୁଇଟି ବଣ୍ଡ ପରସ୍ପରକୁ ସ୍ପର୍ଶ କରୁନଥିବେ |
| 01:19 | ଆଉ ଏପରି କରିବାକୁ, ବଣ୍ଡ ଉପରେ କ୍ଲିକ୍ କରି ସଠିକ୍ ପୋଜିଶନ୍ କୁ ଡ୍ରାଗ୍ କରନ୍ତୁ |
| 01:24 | ଚାଲନ୍ତୁ ସାଇକଲର ସମସ୍ତ କୋଣରେ Carbon ଆଟମ୍ସ ପ୍ରଦର୍ଶିତ କରିବା |
| 01:28 | ଯେକୌଣସି କୋଣରେ ରାଇଟ୍ କ୍ଲିକ୍ କରନ୍ତୁ |
| 01:31 | ଏକ ସବ୍-ମେନୁ ଖୋଲିଲା |
| 01:33 | Atom ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ |
| 01:36 | ସେହିପରି, ସାଇକଲର ସମସ୍ତ କୋଣରେ Carbon ଆଟମ୍ସ ଯୋଡ଼ନ୍ତୁ |
| 01:42 | ବଣ୍ଡଗୁଡ଼ିକରେ Hydrogen ଆଟମ୍ସ ଆଡ୍ କରିବାକୁ କୀ’ବୋର୍ଡରେ H ଦାବନ୍ତୁ |
| 01:47 | Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 01:51 | ସମସ୍ତ ବଣ୍ଡ ପୋଜିଶନ୍ସ ଉପରେ କ୍ଲିକ୍ କରନ୍ତୁ |
| 01:54 | ପୁଣିଥରେ ଦେଖନ୍ତୁ ଯେପରି ଦୁଇଟି Hydrogen ପରସ୍ପରକୁ ଓଭରଲ୍ୟାପ୍ କରୁନଥିବେ |
| 01:59 | ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି (C6H12) Cyclohexane |
| 02:04 | ଷ୍ଟ୍ରକଚର୍ କୁ କପୀ ଓ ପେଷ୍ଟ କରନ୍ତୁ |
| 02:07 | ଷ୍ଟ୍ରକଚର୍ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ |
| 02:10 | ଷ୍ଟ୍ରକଚର୍ କପୀ କରିବାକୁ Ctrl+C ଓ ପେଷ୍ଟ କରିବାକୁ Ctrl+V ଦାବନ୍ତୁ |
| 02:15 | ଏବେ ଚାଲନ୍ତୁ ଦ୍ୱିତୀୟ Cyclohaxene ଷ୍ଟ୍ରକଚରକୁ Cyclohexeneରେ ବଦଳାଇବା |
| 02:19 | Eraser ଟୂଲ୍ ଉପରେ କ୍ଲିକ୍ କରନ୍ତୁ |
| 02:22 | ପ୍ରତ୍ୟେକ ସଂଲଗ୍ନ Carbon ଆଟମ୍ସରୁ ଗୋଟିଏ Hydrogen Bond ଡିଲିଟ୍ କରନ୍ତୁ |
| 02:27 | Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 02:33 | ତା’ପରେ ଡିଲିଟ୍ କରାଯାଇଥିବା Hydrogen Bonds ମଧ୍ୟରେ ଥିବା ବଣ୍ଡ ଉପରେ କ୍ଲିକ୍ କରନ୍ତୁ |
| 02:37 | ଗୋଟିଏ ଡବଲ୍ ବଣ୍ଡ ଗଠିତ ହେଲା |
| 02:40 | ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclohexane (C6H10) |
| 02:44 | ଚାଲନ୍ତୁ ଏବେ Cyclohexeneକୁ Cyclohexadieneରେ ଓ ତା’ପରେ Benzeneରେ ବଦଳାଇବା |
| 02:51 | ସୁନିଶ୍ଚିତ କରନ୍ତୁ ଯେ, Current Element ହେଉଛି Carbon |
| 02:56 | Eraser ଟୂଲ୍ ଉପରେ କ୍ଲିକ୍ କରନ୍ତୁ |
| 02:58 | ପ୍ରତ୍ୟେକ ସଂଲଗ୍ନ Carbon ଆଟମ୍ସରୁ ଗୋଟିଏ Hydrogen Bond ଡିଲିଟ୍ କରନ୍ତୁ |
| 03:03 | Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 03:09 | ତା’ପରେ ଡିଲିଟ୍ କରାଯାଇଥିବା Hydrogen Bonds ମଧ୍ୟରେ ଥିବା ବଣ୍ଡ ଉପରେ କ୍ଲିକ୍ କରନ୍ତୁ |
| 03:13 | ଦ୍ୱିତୀୟ ଡବଲ୍ ବଣ୍ଡ ଗଠିତ ହେଲା |
| 03:16 | ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclohexadiene (C6H8) |
| 03:22 | ସେହିଭଳି, ତୃତୀୟ ଡବଲ୍ ବଣ୍ଡ ଗଠନ କରିବା ପାଇଁ ଚାଲନ୍ତୁ ପ୍ରକ୍ରିୟାର ପୁନରାବୃତ୍ତି କରିବା |
| 03:28 | ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Benzene (C6H6) |
| 03:33 | ଏକ ଆସାନମେଣ୍ଟ ଭାବେ |
| 03:35 | Cyclobutane ଷ୍ଟ୍ରକଚର୍ ଆଙ୍କନ୍ତୁ * ଓ Cyclobutadieneରେ ବଦଳା’ନ୍ତୁ |
| 03:39 | Cyclopentane ଆଙ୍କି Cyclopentadieneରେ ବଦଳା’ନ୍ତୁ |
| 03:45 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
| 03:49 | ଏହାପରେ ଆମେ Benzene ଡିରାଇଭେଟିଭ୍ସ ବିଷୟରେ ଶିଖିବା |
| 03:53 | ଭିନ୍ନ କେମିକଲ୍ କମ୍ପାଉଣ୍ଡ ପ୍ରାପ୍ତ କରିବା ପାଇଁ Benzeneରେ ହାଇଡ୍ରୋଜେନକୁ ଫଙ୍କଶନଲ୍ ସମୂହରେ ବଦଳାଇହେବ |
| 03:59 | ହାଇଡ୍ରୋଜେନକୁ ବଦଳାଇପାରୁଥିବା ଫଙ୍କଶନଲ୍ ଗ୍ରୁପ୍ସ ହେଉଛି |
| 04:02 | fluoro(F),Methyl (CH3) |
| 04:04 | Nitro(NO2),Hydroxy (OH) ଓ |
| 04:06 | ଅନ୍ୟାନ୍ୟ |
| 04:08 | ଏବେ Display Areaରେ Benzene ଷ୍ଟ୍ରକଚରକୁ କପୀ ଓ ଦୁଇଥର ପେଷ୍ଟ କରନ୍ତୁ |
| 04:13 | Benzene ଷ୍ଟ୍ରକଚର ସିଲେକ୍ଟ କରିବା ପାଇଁ Select One or More Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 04:18 | ଷ୍ଟ୍ରକଚର୍ କପୀ କରିବାକୁ Ctrl+C ଓ ପେଷ୍ଟ କରିବାକୁ ଦୁଇଥର Ctrl+V ଦାବନ୍ତୁ |
| 04:24 | ପ୍ରଥମ Benzene ଷ୍ଟ୍ରକଚରର ହାଇଡ୍ରୋଜେନ୍ କୁ ଫ୍ଲୁରିନ୍ ଆଟମ୍ ରେ ବଦଳା’ନ୍ତୁ |
| 04:30 | କୀ’ବୋର୍ଡରେ F ଦାବନ୍ତୁ |
| 04:32 | Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 04:35 | ଫ୍ଲୁରିନ୍ ରେ ବଦଳାଇବା ପାଇଁ ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ |
| 04:40 | ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Fluorobenzene |
| 04:44 | ଏହାପରେ ଚାଲନ୍ତୁ, ଏଟମ୍ସର ଏକ ସମୂହ ସହିତ ଦ୍ୱିତୀୟ Benzeneର ହାଇଡ୍ରୋଜେନ୍ କୁ ବଦଳାଇବା |
| 04:50 | Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 04:54 | ଯେକୌଣସି ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ |
| 04:57 | ଦେଖନ୍ତୁ, ଗୋଟିଏ ଧପଧପ କରୁଥିବା କର୍ସର୍ ସହିତ ହାଇଡ୍ରୋଜେନ୍ ଏକ ସବୁଜ ବକ୍ସରେ ଅଛି |
| 05:03 | ଗୋଟିଏ Methyl ସମୂହ ସହିତ ହାଇଡ୍ରୋଜେନ୍ କୁ ବଦଳା’ନ୍ତୁ |
| 05:06 | Hydrogen କୁ କାଢ଼ି କ୍ୟାପିଟାଲ୍ ରେ C H ଓ 3 ଟାଇପ୍ କରନ୍ତୁ |
| 05:12 | Display Areaର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
| 05:15 | ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Methyle Benzene |
| 05:19 | ତୃତୀୟ Benzene ଷ୍ଟ୍ରକଚରର ହାଇଡ୍ରୋଜେନ୍ କୁ Nitro ଗ୍ରୁପ୍ ରେ ବଦଳା’ନ୍ତୁ |
| 05:24 | ଯେକୌଣସି ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ |
| 05:27 | Hydrogen କୁ କାଢ଼ି କ୍ୟାପିଟାଲ୍ ରେ N O 2 ଟାଇପ୍ କରନ୍ତୁ |
| 05:32 | ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Nitrobenzene |
| 05:36 | ଚାଲନ୍ତୁ, Benzene Ringରେ Carbonର ସ୍ଥିତିକୁ ଦେଖିବା |
| 05:40 | Benzeneରେ ଛଅଟି କାର୍ବନ୍ ଏଟମ୍ସକୁ 1ରୁ 6 ପର୍ଯ୍ୟନ୍ତ ନମ୍ୱର୍ ଦିଆଯାଇଛି |
| 05:45 | ହାଇଡ୍ରୋଜେନ୍ କୁ ବଦଳାଇବା ପୂର୍ବରୁ ସମସ୍ତ ଛଅଗୋଟି ପୋଜିଶନ୍ ସମାନ ଅଟେ |
| 05:51 | ଗୋଟିଏ ଫଙ୍କଶନଲ୍ ଗ୍ରୁପ୍ ଦ୍ଵାରା ଯେତେବେଳେ ହାଇଡ୍ରୋଜେନ୍ ବଦଳେ, ରିଙ୍ଗ୍ ର Electron Density ବଦଳେ |
| 05:57 | Substituent ଉପରେ Electron Density ନିର୍ଭର କରିଥାଏ |
| 06:01 | ନିମ୍ନ ପୋଜିଶନ୍ ରେ Benzeneର ଏକ Mono Substituted କମ୍ପାଉଣ୍ଡକୁ ବଦଳାଯାଇପାରିବ: |
| 06:06 | Para ଭାବରେ 1 ଓ 4 |
| 06:09 | Ortho ଭାବରେ 2 ଓ 6 |
| 06:12 | Meta ଭାବରେ 3 ଓ 5 |
| 06:15 | ବର୍ତ୍ତମାନ ଅନ୍ୟଏକ Methyl ଗ୍ରୂପ୍ ସହିତ Methylbenzene ଷ୍ଟ୍ରକଚର୍ କୁ ବଦଳାଇବା |
| 06:20 | Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 06:24 | ରିଙ୍ଗ୍ ର ଦ୍ୱିତୀୟ ହାଇଡ୍ରୋଜେନ୍ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ |
| 06:28 | Methyl ଗ୍ରୁପ୍ ସହିତ ସବୁଜ ବକ୍ସରେ ଥିବା ହାଇଡ୍ରୋଜେନ୍ କୁ ବଦଳାଇବା ପାଇଁ |
| 06:32 | କ୍ୟାପିଟାଲରେ ଟାଇପ୍ କରନ୍ତୁ C H 3 |
| 06:35 | ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Ortho-Xylene |
| 06:39 | ଗୋଟିଏ Carboxy ସମୂହ ସହିତ Nitrobenzeneକୁ ବଦଳା’ନ୍ତୁ |
| 06:44 | ରିଙ୍ଗ୍ ର ଚତୁର୍ଥ ହାଇଡ୍ରୋଜେନ୍ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ |
| 06:48 | Carboxy ଗ୍ରୁପ୍ ସହିତ ସବୁଜ ବକ୍ସରେ ଥିବା ହାଇଡ୍ରୋଜେନ୍ କୁ ବଦଳାଇବା ପାଇଁ |
| 06:52 | କ୍ୟାପିଟାଲ୍ ରେ ଟାଇପ୍ କରନ୍ତୁ C O O H |
| 06:57 | ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Para-Nitrobinzoic Acid |
| 07:02 | ପ୍ରକ୍ରିୟାକୁ Undo କରିବା ପାଇଁ Ctrl+Z ଦାବନ୍ତୁ |
| 07:05 | ଏକ Nitro ଗ୍ରୁପ୍ ସହିତ Nitrobenzeneର ତୃତୀୟ ପୋଜିଶନ୍ କୁ ବଦଳାନ୍ତୁ |
| 07:11 | Hydrogen କୁ କାଢ଼ି କ୍ୟାପିଟାଲ୍ ରେ N O 2 ଟାଇପ୍ କରନ୍ତୁ |
| 07:17 | ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Meta Dinitrobenzene |
| 07:22 | ଏକ ଆସାଇନମେଣ୍ଟ ଭାବେ |
| 07:24 | ସାତୋଟି Benzene ଷ୍ଟ୍ରକଚର୍ ଆଙ୍କନ୍ତୁ,ନିମ୍ନଲିଖିତର ଯେକୌଣସି ଗୋଟିଏ ହାଇଡ୍ରୋଜେନ୍ ବଦଳାନ୍ତୁ: |
| 07:28 | ପ୍ରଥମ Benzene ସହିତ Bromo |
| 07:30 | ଦ୍ୱିତୀୟ Benzene ସହିତ Iodo |
| 07:32 | ତୃତୀୟ Benzene ସହିତ Hydroxy |
| 07:34 | ଚତୁର୍ଥ Benzene ସହିତ Amino |
| 07:36 | ପଞ୍ଚମ Benzene ସହିତ Ethyl |
| 07:39 | ଆହୁରି ମଧ୍ୟ ବଦଳା’ନ୍ତୁ: * Chlorine ଏଟମ୍ସ ସହିତ ଷଷ୍ଠ Benzeneର ଦୁଇଟି ହାଇଡ୍ରୋଜେନ୍ସ |
| 07:44 | Carboxy ଗ୍ରୁପ୍ସ ସହିତ ସପ୍ତମ Benzeneର ପ୍ରଥମ ଓ ଚତୁର୍ଥ ହାଇଡ୍ରୋଜେନ୍ ପୋଜିଶନ୍ସ |
| 07:51 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
| 07:55 | ଏବେ ଚାଲନ୍ତୁ, ଦୁଇଟି ଷ୍ଟ୍ରକଚର୍ Merge କରିବା ବିଷୟରେ ଶିଖିବା |
| 07:57 | ଗୋଟିଏ ନୂଆ ୱିଣ୍ଡୋ ଖୋଲନ୍ତୁ |
| 08:00 | ସୁନିଶ୍ଚିତ କରନ୍ତୁ ଯେ, Current Element ହେଉଛି Carbon |
| 08:04 | Add a Four membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 08:07 | Display Area ଉପରେ ଦୁଇଥର କ୍ଲିକ୍ କରନ୍ତୁ |
| 08:10 | Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 08:14 | ଦ୍ୱିତୀୟ ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ |
| 08:16 | ଏହାକୁ ଡ୍ରାଗ୍ କରି ପ୍ରଥମ ଷ୍ଟ୍ରକଚର୍ ପାଖରେ ରଖନ୍ତୁ |
| 08:20 | ଏପରି, ଯେପରି ସେମାନେ ପରସ୍ପରକୁ ସ୍ପର୍ଶ କରୁଥିବେ |
| 08:23 | ଷ୍ଟ୍ରକଚର୍ସ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ |
| 08:26 | Merge Two Molecules ଟୂଲ୍ ସକ୍ରିୟ ହୋଇଯିବ |
| 08:30 | Moleculesକୁ Merge କରିବା ପାଇଁ Merge Two Molecules ଟୂଲ୍ ଉପରେ କ୍ଲିକ୍ କରନ୍ତୁ |
| 08:34 | ମର୍ଜିଙ୍ଗ୍ ଦେଖିବା ପାଇଁ ଷ୍ଟ୍ରକଚର୍ସକୁ ଡ୍ରାଗ୍ କରନ୍ତୁ |
| 08:38 | ସଂକ୍ଷିପ୍ତରେ |
| 08:41 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
| 08:43 | Cyclohexaneକୁ Cyclohexeneରେ ବଦଳାଇବା |
| 08:46 | Cyclohexeneକୁ Benzeneରେ ବଦଳାଇବା |
| 08:49 | Fluoro. Methyle, Nitro ଓ Carboxy ଗ୍ରୁପ୍ସ ସହିତ Benzeneର ହାଇଡ୍ରୋଜେନ୍ କୁ ବଦଳାଇବା |
| 08:55 | ଦୁଇଟି ଫୋର୍ ମେମ୍ୱର୍ଡ ସାଇକଲ୍ କୁ ମର୍ଜ କରିବା |
| 08:58 | ଏକ ଆସାଇନମେଣ୍ଟ ଭାବେ |
| 09:00 | ଦୁଇଟି Benzene Moleculesକୁ |
| 09:02 | ଦୁଇଟି Pentane ଷ୍ଟ୍ରକଚର୍ସକୁ |
| 09:04 | Cyclopentane ଓ Cyclohexane ମୋଲେକ୍ୟୁଲ୍ସ ମର୍ଜ କରନ୍ତୁ |
| 09:08 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
| 09:12 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 09:15 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:19 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 09:23 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 09:27 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 09:31 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 09:37 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 09:41 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 09:48 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 09:53 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
| 09:57 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |