BASH/C3/Here-document-and-Here-string/Oriya
From Script | Spoken-Tutorial
Revision as of 16:38, 15 May 2017 by PoojaMoolya (Talk | contribs)
Time | Narration |
00:01 | ବନ୍ଧୁଗଣ, Here ଡକୁମେଣ୍ଟ ଓ ଷ୍ଟ୍ରିଙ୍ଗ୍ସ ଉପରେ ସ୍ପୋକେନ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା |
00:11 | କିଛି ଉଦାହରଣର ସାହାଯ୍ୟରେ Here documents ଓ Here strings ନାମକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଥିବା ରିଡାଇରେକ୍ସନ୍ |
00:20 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Bash ରେ Shell Scripting ଉପରେ ଜ୍ଞାନ ଥିବା ଦରକାର |
00:26 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ |
00:32 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି |
00:34 | ଉବୁଣ୍ଟୁ ଲିନକ୍ସ 12.04 OS |
00:39 | GNU BASH ଭର୍ସନ 4.2 |
00:42 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଉର୍ଦ୍ଧ୍ଵର ସୁପାରିଶ କରାଯାଉଛି |
00:49 | ଚାଲନ୍ତୁ, Here’ document ବିଷୟରେ ଶିଖିବା |
00:52 | ଏହା, ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଥିବା text କିମ୍ବା code ର block ଅଟେ |
00:56 | I/O redirect ର ଏହା ଏକ ପ୍ରାରୂପ ଅଟେ |
01:00 | ଏକ ଇଣ୍ଟରାକ୍ଟିଭ୍ ପ୍ରୋଗ୍ରାମ୍ କିମ୍ୱା command Lineକୁ ଏହା ଏକ କମାଣ୍ଡ ସୁଚୀ ଦେଇଥାଏ |
01:06 | ଏହାକୁ ଏକ ସ୍ୱତନ୍ତ୍ର ଫାଇଲ୍ ଭାବେ ଗ୍ରହଣ କରାଯାଇପାରେ |
01:10 | ଏହାକୁ, Shell Scriptକୁ ରିଡାଇରେକ୍ଟ ହୋଇଥିବା ବହୁ ଲାଇନ୍ ବିଶିଷ୍ଟ Input ଭାବରେ ମଧ୍ୟ ଗ୍ରହଣ କରାଯାଇପାରେ |
01:17 | ସିଣ୍ଟାକ୍ସ ହେଉଛି command ସ୍ପେସ୍ less than less than ସ୍ପେସ୍ HERE |
01:24 | ଏହାପରେ, ପରବର୍ତ୍ତୀ ଲାଇନରେ ଆମେ, text input ଦେଇପାରିବା |
01:29 | ଏହା ଯେକୌଣସି ସଂଖ୍ୟକ ଲାଇନ୍ ବିଶିଷ୍ଟ ହୋଇପାରେ |
01:33 | ଏଠାରେ text1, text2, textN ଗୁଡିକ ହେଉଛି text inputs |
01:40 | ଟେକ୍ସଟ୍ ଇନପୁଟ୍ସର ପରବର୍ତ୍ତୀ ଲାଇନ୍ ରେ ଆମେ ପୁଣିଥରେ କୀୱର୍ଡ HERE ଟାଇପ୍ କରିବା |
01:46 | ଏହା Here document ର ଶେଷକୁ ସୂଚାଇ ଥାଏ |
01:50 | ଏହାକୁ ଏକ ଉଦାହରଣ ସାହାଯ୍ୟରେ ବୁଝିବା |
01:53 | ମୁଁ here ଡଟ୍ sh ନାମକ ଏକ ଫାଇଲକୁ ଖୋଲିବି |
01:59 | କୋଡ୍ ର ପ୍ରଥମ ଲାଇନ୍ ହେଉଛି shebang line |
02:04 | ଏହି ଲାଇନ୍ ପରେ ମୁଁ ଏକ code ର block କୁ ରଖିବି |
02:09 | wc, word count କୁ ବୁଝାଇଥାଏ |
02:12 | wc ହାଇଫେନ୍ w, HERE ଡକୁମେଣ୍ଟରେ ଥିବା ଶବ୍ଦଗୁଡିକର ଗଣନା କରେ |
02:20 | HEREର ଦ୍ୱିତୀୟ ସଂଘଟନ ପର୍ଯ୍ୟନ୍ତ କୋଡ୍ ର ବ୍ଲକ୍ କୁ ଏକ ଫାଇଲ୍ ଭାବରେ ଗ୍ରହଣ କରାଯିବ |
02:28 | Here ଡକୁମେଣ୍ଟରେ ଥିବା କଣ୍ଟେଣ୍ଟ wc ହାଇଫେନ୍ w କମାଣ୍ଡ ପାଇଁ input ଭଳି କାମକରେ |
02:36 | Multiline input ପଢିବା ସମୟରେ wc ହାଇଫେନ୍ w କମାଣ୍ଡ ପାଇଁ HERE ଏକ delimiter ଭାବେ କାର୍ଯ୍ୟ କରେ |
02:47 | ଯଦି ଆମେ terminalରେ ସେହି କମାଣ୍ଡକୁ ନିଷ୍ପାଦନ କରିବା ପାଇଁ ଚେଷ୍ଟା କରିବା, ତେବେ 4 ଆଉଟପୁଟ ପାଇବା |
02:55 | ଏହାର କାରଣ ହେଉଛି, ଆମେ wc ହାଇଫେନ୍ w କମାଣ୍ଡକୁ ଚାରୋଟି ଶବ୍ଦ ପାସ୍ କରିଛୁ |
03:03 | ଫାଇଲ କୁ save କରିବା ପାଇଁ Save ଉପରେ କ୍ଲିକ କରନ୍ତୁ |
03:06 | Ctrl+Alt+Tକୁ ଏକାସଙ୍ଗରେ ଦାବି ଟର୍ମିନଲକୁ ଫେରିଆସନ୍ତୁ |
03:15 | ଟାଇପ କରନ୍ତୁ chmod ସ୍ପେସ୍ plus x ସ୍ପେସ୍ here ଡଟ୍ sh |
03:22 | Enetr ଦାବନ୍ତୁ |
03:24 | ଟାଇପ କରନ୍ତୁ ଡଟ୍ ସ୍ଲାଶ୍ here ଡଟ୍ sh |
03:27 | Enetr ଦାବନ୍ତୁ |
03:30 | ଆମେ, 4 ଭାବେ ଆଉଟପୁଟ ପାଇବା |
03:33 | ଅର୍ଥାତ୍, Here document ରେ ଥିବା ଶବ୍ଦଗୁଡ଼ିକର ସଂଖ୍ୟା ହେଉଛି 4 |
03:38 | ଆମ ପ୍ରୋଗ୍ରାମକୁ ଫେରିଚାଲନ୍ତୁ |
03:41 | ଚାଲନ୍ତୁ, ଏବେ ଟେକ୍ସଟ୍ ର ଆରମ୍ଭରେ ଆଉ ଦୁଇଟି ଶବ୍ଦ ଯୋଡିବା |
03:47 | Hello and welcome to Bash learning |
03:52 | Save କ୍ଲିକ୍ କରନ୍ତୁ |
03:54 | ପୁଣିଥରେ ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
03:57 | Terminal ରେ ଟାଇପ କରନ୍ତୁ ଡଟ୍ ସ୍ଲାଶ୍ here ଡଟ୍ sh |
04:04 | Enter ଦାବନ୍ତୁ |
04:06 | ବର୍ତ୍ତମାନ ଆଉଟପୁଟ ହେଉଛି 6, କାରଣ ଆମେ ଆମ ଟେକ୍ସଟ୍ ରେ ଅଧିକ ଦୁଇଟି ଶବ୍ଦ ଯୋଡ଼ିଛେ |
04:13 | ଆମେ Here ଡକୁମେଣ୍ଟକୁ ଏକ argument ମଧ୍ୟ ପାସ୍ କରିପାରିବା |
04:18 | ଏହାକୁ ଏକ ଉଦାହରଣ ସହାଯ୍ୟରେ ବୁଝିବା |
04:22 | ମୁଁ hereoutput ଡଟ୍ sh ନାମକ ଏକ ଫାଇଲକୁ ଖୋଲିବି |
04:28 | କମାଣ୍ଡ cat, ଫାଇଲଗୁଡିକୁ ଏକତ୍ର କରିବ ଏବଂ standard output ପ୍ରିଣ୍ଟ କରିବ |
04:35 | ଧ୍ୟାନଦିଅନ୍ତୁ ଯେ, ଆମେ ଏଠାରେ HERE ବଦଳରେ ଷ୍ଟ୍ରିଙ୍ଗ thisର ବ୍ୟବହାର କରିଛୁ |
04:41 | ଆମେ ଡେଲିମିଟର୍ HERE କୁ ସବୁବେଳେ ବ୍ୟବହାର କରିବା ଜରୁରୀ ନୁହେଁ |
04:47 | ଆପଣ ଅନ୍ୟ କୌଣସି delimiter ମଧ୍ୟ ବ୍ୟବହାର କରିପାରିବେ |
04:51 | ଏହି ଲାଇନ୍, 0th (ଯିରୋଏଥ୍) argumentକୁ ପ୍ରଦର୍ଶିତ କରିବ |
04:55 | 0th (ଯିରୋଏଥ୍) argument, ଡିଫଲ୍ଟ ଭାବେ ହେଉଛି filename |
05:00 | ଏହି ଲାଇନ୍, ପ୍ରୋଗ୍ରାମକୁ ପାସ୍ ହୋଇଥିବା ପ୍ରଥମ argumentକୁ ପ୍ରଦର୍ଶିତ କରିବ |
05:05 | ଏବଂ ଏହି ଲାଇନ୍ ପ୍ରୋଗ୍ରାମକୁ ପାସ୍ ହୋଇଥିବା ଦ୍ୱିତୀୟ argumentକୁ ପ୍ରଦର୍ଶିତ କରିବ |
05:09 | ଏଠାରେ ଆମକୁ, ସେହି ସମାନ ଡେଲିମିଟର this ବ୍ୟବହାରକରି documentକୁ ବନ୍ଦ କରିବାକୁ ହେବ |
05:17 | ଫାଇଲକୁ save କରନ୍ତୁ. ବର୍ତ୍ତମାନ ଆମେ ପ୍ରୋଗ୍ରାମକୁ ନିଷ୍ପାଦନ କରିବା |
05:21 | Terminal ରେ ଟାଇପ କରନ୍ତୁ chmod ସ୍ପେସ୍ plus x ସ୍ପେସ୍ hereoutput ଡଟ୍ sh |
05:29 | Enter ଦାବନ୍ତୁ |
05:32 | ଟାଇପ୍ କରନ୍ତୁ ଡଟ୍ ସ୍ଲାଶ୍ hereoutput ଡଟ୍ sh ସ୍ପେସ୍ Sunday ସ୍ପେସ୍ Monday |
05:40 | Output ନିମ୍ନାନୁସାରେ ପ୍ରଦର୍ଶିତ ହେବ: |
05:43 | 0'th argument is: ଡଟ୍ salsh hereoutput ଡଟ୍ sh, ଯାହା ହେଉଛି filename |
05:49 | 1st argument is: Sunday |
05:51 | 2nd argument is: Monday |
05:55 | ଏବେ ଆମେ Here ଷ୍ଟ୍ରିଙ୍ଗ୍ ବିଷୟରେ ଶିଖିବା |
05:59 | ଟେକ୍ସଟ୍ କିମ୍ବା ଏକ ଭେରିଏବଲ୍ ରୁ input redirection ପାଇଁ Here ଷ୍ଟ୍ରିଙ୍ଗ ବ୍ୟବହୃତ ହୋଇଥାଏ |
06:06 | Input, ସିଙ୍ଗିଲ କ୍ୱୋଟ୍ସ ମଧ୍ୟରେ ସେହି ଲାଇନ୍ ରେ ଉଲ୍ଲିଖିତ ହୋଇଥାଏ |
06:12 | ସିଣ୍ଟାକ୍ସ ହେଉଛି, Command ସ୍ପେସ୍ ତିନୋଟି ଲେସ୍ ଦ୍ୟାନ୍ ଚିହ୍ନ ସ୍ପେସ୍ ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ string |
06:22 | ଏହାକୁ ଏକ ଉଦାହରଣ ସାହାଯ୍ୟରେ ବୁଝିବା |
06:25 | ମୁଁ here ଡଟ୍ sh ଫାଇଲ୍ କୁ ଖୋଲିବି |
06:30 | ଶେଷରେ ମୁଁ ଟାଇପ୍ କରିବି, wc ସ୍ପେସ୍ hyphen w ତିନୋଟି ଲେସ୍ ଦ୍ୟାନ୍ ଚିହ୍ନ ସ୍ପେସ୍ ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ Welcome to Bash learning |
06:44 | ଏହା, କ୍ୱୋଟ୍ସ ମଧ୍ୟରେ ଥିବା stringକୁ wc ହାଇଫେନ୍ w କମାଣ୍ଡ୍ କୁ redirect କରିଦେବ |
06:52 | ଏବେ, ପରିବର୍ତ୍ତନକୁ save କରିବା ପାଇଁ Save ଉପରେ କ୍ଲିକ୍ କରନ୍ତୁ |
06:55 | Terminalକୁ ଫେରିଚାଲନ୍ତୁ |
06:58 | ଟାଇପ୍ କରନ୍ତୁ, ଡଟ୍ ସ୍ଲାଶ୍ here ଡଟ୍ sh |
07:03 | ଆମେ ଆଉଟପୁଟ ଭାବେ 6 ଓ 4 ପାଇବା |
07:08 | Here ଡକୁମେଣ୍ଟରେ ଥିବା ଶବ୍ଦ ସଂଖ୍ୟା ହେଉଛି 6 ଓ here ଷ୍ଟ୍ରିଙ୍ଗରେ ଥିବା ଶବ୍ଦ ସଂଖ୍ୟା ହେଉଛି 4 |
07:15 | ସମାନ ଭାବେ, ଆପଣ ନିଜସ୍ୱ here ଷ୍ଟ୍ରିଙ୍ଗ୍ ଲେଖିପାରିବେ |
07:20 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:23 | ସଂକ୍ଷିପ୍ତରେ |
07:25 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ |
07:27 | Here ଡକୁମେଣ୍ଟ |
07:29 | Here ଷ୍ଟ୍ରିଙ୍ଗ୍ |
07:31 | ଏକ ଆସାଇନମେଣ୍ଟ ଭାବେ, ନିମ୍ନଗୁଡ଼ିକୁ ବ୍ୟବହାର କରି ଏକ ଷ୍ଟ୍ରିଙ୍ଗକୁ uppercaseକୁ ବଦଳାନ୍ତୁ |
07:36 | Here document Here string ବ୍ୟବହାରକରି |
07:39 | Hint : tr ସ୍ପେସ୍ a ହାଇଫେନ୍ z ସ୍ପେସ୍ କ୍ୟାପିଟାଲ୍ A କ୍ୟାପିଟାଲ୍ Z |
07:47 | କ୍ୟାରେକ୍ଟର୍ ଗୁଡିକୁ lower ରୁ upper caseକୁ ବଦଳାଇବା ପାଇଁ ଏହା ହେଉଛି କମାଣ୍ଡ୍ |
07:54 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ |
07:57 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:01 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:12 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:17 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:25 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:29 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:38 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
08:44 | ଆଇଆଇଟି ବମ୍ୱେ ତରଫରୁ |
08:50 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
08:54 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |