BASH/C3/Here-document-and-Here-string/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Here ଡକୁମେଣ୍ଟ ଓ ଷ୍ଟ୍ରିଙ୍ଗ୍ସ ଉପରେ ସ୍ପୋକେନ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା
00:11 କିଛି ଉଦାହରଣର ସାହାଯ୍ୟରେ Here documents ଓ Here strings ନାମକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଥିବା ରିଡାଇରେକ୍ସନ୍
00:20 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Bash ରେ Shell Scripting ଉପରେ ଜ୍ଞାନ ଥିବା ଦରକାର
00:26 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ
00:32 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
00:34 ଉବୁଣ୍ଟୁ ଲିନକ୍ସ 12.04 OS
00:39 GNU BASH ଭର୍ସନ 4.2
00:42 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଉର୍ଦ୍ଧ୍ଵର ସୁପାରିଶ କରାଯାଉଛି
00:49 ଚାଲନ୍ତୁ, Here’ document ବିଷୟରେ ଶିଖିବା
00:52 ଏହା, ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଥିବା text କିମ୍ବା code ର block ଅଟେ
00:56 I/O redirect ର ଏହା ଏକ ପ୍ରାରୂପ ଅଟେ
01:00 ଏକ ଇଣ୍ଟରାକ୍ଟିଭ୍ ପ୍ରୋଗ୍ରାମ୍ କିମ୍ୱା command Lineକୁ ଏହା ଏକ କମାଣ୍ଡ ସୁଚୀ ଦେଇଥାଏ
01:06 ଏହାକୁ ଏକ ସ୍ୱତନ୍ତ୍ର ଫାଇଲ୍ ଭାବେ ଗ୍ରହଣ କରାଯାଇପାରେ
01:10 ଏହାକୁ, Shell Scriptକୁ ରିଡାଇରେକ୍ଟ ହୋଇଥିବା ବହୁ ଲାଇନ୍ ବିଶିଷ୍ଟ Input ଭାବରେ ମଧ୍ୟ ଗ୍ରହଣ କରାଯାଇପାରେ
01:17 ସିଣ୍ଟାକ୍ସ ହେଉଛି command ସ୍ପେସ୍ less than less than ସ୍ପେସ୍ HERE
01:24 ଏହାପରେ, ପରବର୍ତ୍ତୀ ଲାଇନରେ ଆମେ, text input ଦେଇପାରିବା
01:29 ଏହା ଯେକୌଣସି ସଂଖ୍ୟକ ଲାଇନ୍ ବିଶିଷ୍ଟ ହୋଇପାରେ
01:33 ଏଠାରେ text1, text2, textN ଗୁଡିକ ହେଉଛି text inputs
01:40 ଟେକ୍ସଟ୍ ଇନପୁଟ୍ସର ପରବର୍ତ୍ତୀ ଲାଇନ୍ ରେ ଆମେ ପୁଣିଥରେ କୀୱର୍ଡ HERE ଟାଇପ୍ କରିବା
01:46 ଏହା Here document ର ଶେଷକୁ ସୂଚାଇ ଥାଏ
01:50 ଏହାକୁ ଏକ ଉଦାହରଣ ସାହାଯ୍ୟରେ ବୁଝିବା
01:53 ମୁଁ here ଡଟ୍ sh ନାମକ ଏକ ଫାଇଲକୁ ଖୋଲିବି
01:59 କୋଡ୍ ର ପ୍ରଥମ ଲାଇନ୍ ହେଉଛି shebang line
02:04 ଏହି ଲାଇନ୍ ପରେ ମୁଁ ଏକ code ର block କୁ ରଖିବି
02:09 wc, word count କୁ ବୁଝାଇଥାଏ
02:12 wc ହାଇଫେନ୍ w, HERE ଡକୁମେଣ୍ଟରେ ଥିବା ଶବ୍ଦଗୁଡିକର ଗଣନା କରେ
02:20 HEREର ଦ୍ୱିତୀୟ ସଂଘଟନ ପର୍ଯ୍ୟନ୍ତ କୋଡ୍ ର ବ୍ଲକ୍ କୁ ଏକ ଫାଇଲ୍ ଭାବରେ ଗ୍ରହଣ କରାଯିବ
02:28 Here ଡକୁମେଣ୍ଟରେ ଥିବା କଣ୍ଟେଣ୍ଟ wc ହାଇଫେନ୍ w କମାଣ୍ଡ ପାଇଁ input ଭଳି କାମକରେ
02:36 Multiline input ପଢିବା ସମୟରେ wc ହାଇଫେନ୍ w କମାଣ୍ଡ ପାଇଁ HERE ଏକ delimiter ଭାବେ କାର୍ଯ୍ୟ କରେ
02:47 ଯଦି ଆମେ terminalରେ ସେହି କମାଣ୍ଡକୁ ନିଷ୍ପାଦନ କରିବା ପାଇଁ ଚେଷ୍ଟା କରିବା, ତେବେ 4 ଆଉଟପୁଟ ପାଇବା
02:55 ଏହାର କାରଣ ହେଉଛି, ଆମେ wc ହାଇଫେନ୍ w କମାଣ୍ଡକୁ ଚାରୋଟି ଶବ୍ଦ ପାସ୍ କରିଛୁ
03:03 ଫାଇଲ କୁ save କରିବା ପାଇଁ Save ଉପରେ କ୍ଲିକ କରନ୍ତୁ
03:06 Ctrl+Alt+Tକୁ ଏକାସଙ୍ଗରେ ଦାବି ଟର୍ମିନଲକୁ ଫେରିଆସନ୍ତୁ
03:15 ଟାଇପ କରନ୍ତୁ chmod ସ୍ପେସ୍ plus x ସ୍ପେସ୍ here ଡଟ୍ sh
03:22 Enter ଦାବନ୍ତୁ
03:24 ଟାଇପ କରନ୍ତୁ ଡଟ୍ ସ୍ଲାଶ୍ here ଡଟ୍ sh
03:27 Enter ଦାବନ୍ତୁ
03:30 ଆମେ, 4 ଭାବେ ଆଉଟପୁଟ ପାଇବା
03:33 ଅର୍ଥାତ୍, Here document ରେ ଥିବା ଶବ୍ଦଗୁଡ଼ିକର ସଂଖ୍ୟା ହେଉଛି 4
03:38 ଆମ ପ୍ରୋଗ୍ରାମକୁ ଫେରିଚାଲନ୍ତୁ
03:41 ଚାଲନ୍ତୁ, ଏବେ ଟେକ୍ସଟ୍ ର ଆରମ୍ଭରେ ଆଉ ଦୁଇଟି ଶବ୍ଦ ଯୋଡିବା
03:47 Hello and welcome to Bash learning
03:52 Save କ୍ଲିକ୍ କରନ୍ତୁ
03:54 ପୁଣିଥରେ ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
03:57 Terminal ରେ ଟାଇପ କରନ୍ତୁ ଡଟ୍ ସ୍ଲାଶ୍ here ଡଟ୍ sh
04:04 Enter ଦାବନ୍ତୁ
04:06 ବର୍ତ୍ତମାନ ଆଉଟପୁଟ ହେଉଛି 6, କାରଣ ଆମେ ଆମ ଟେକ୍ସଟ୍ ରେ ଅଧିକ ଦୁଇଟି ଶବ୍ଦ ଯୋଡ଼ିଛେ
04:13 ଆମେ Here ଡକୁମେଣ୍ଟକୁ ଏକ argument ମଧ୍ୟ ପାସ୍ କରିପାରିବା
04:18 ଏହାକୁ ଏକ ଉଦାହରଣ ସହାଯ୍ୟରେ ବୁଝିବା
04:22 ମୁଁ hereoutput ଡଟ୍ sh ନାମକ ଏକ ଫାଇଲକୁ ଖୋଲିବି
04:28 କମାଣ୍ଡ cat, ଫାଇଲଗୁଡିକୁ ଏକତ୍ର କରିବ ଏବଂ standard output ପ୍ରିଣ୍ଟ କରିବ
04:35 ଧ୍ୟାନଦିଅନ୍ତୁ ଯେ, ଆମେ ଏଠାରେ HERE ବଦଳରେ ଷ୍ଟ୍ରିଙ୍ଗ thisର ବ୍ୟବହାର କରିଛୁ
04:41 ଆମେ ଡେଲିମିଟର୍ HERE କୁ ସବୁବେଳେ ବ୍ୟବହାର କରିବା ଜରୁରୀ ନୁହେଁ
04:47 ଆପଣ ଅନ୍ୟ କୌଣସି delimiter ମଧ୍ୟ ବ୍ୟବହାର କରିପାରିବେ
04:51 ଏହି ଲାଇନ୍, 0th (ଯିରୋଏଥ୍) argumentକୁ ପ୍ରଦର୍ଶିତ କରିବ
04:55 0th (ଯିରୋଏଥ୍) argument, ଡିଫଲ୍ଟ ଭାବେ ହେଉଛି filename
05:00 ଏହି ଲାଇନ୍, ପ୍ରୋଗ୍ରାମକୁ ପାସ୍ ହୋଇଥିବା ପ୍ରଥମ argumentକୁ ପ୍ରଦର୍ଶିତ କରିବ
05:05 ଏବଂ ଏହି ଲାଇନ୍ ପ୍ରୋଗ୍ରାମକୁ ପାସ୍ ହୋଇଥିବା ଦ୍ୱିତୀୟ argumentକୁ ପ୍ରଦର୍ଶିତ କରିବ
05:09 ଏଠାରେ ଆମକୁ, ସେହି ସମାନ ଡେଲିମିଟର this ବ୍ୟବହାରକରି documentକୁ ବନ୍ଦ କରିବାକୁ ହେବ
05:17 ଫାଇଲକୁ save କରନ୍ତୁ. ବର୍ତ୍ତମାନ ଆମେ ପ୍ରୋଗ୍ରାମକୁ ନିଷ୍ପାଦନ କରିବା
05:21 Terminal ରେ ଟାଇପ କରନ୍ତୁ chmod ସ୍ପେସ୍ plus x ସ୍ପେସ୍ hereoutput ଡଟ୍ sh
05:29 Enter ଦାବନ୍ତୁ
05:32 ଟାଇପ୍ କରନ୍ତୁ ଡଟ୍ ସ୍ଲାଶ୍ hereoutput ଡଟ୍ sh ସ୍ପେସ୍ Sunday ସ୍ପେସ୍ Monday
05:40 Output ନିମ୍ନାନୁସାରେ ପ୍ରଦର୍ଶିତ ହେବ:
05:43 0'th argument is: ଡଟ୍ salsh hereoutput ଡଟ୍ sh, ଯାହା ହେଉଛି filename
05:49 1st argument is: Sunday
05:51 2nd argument is: Monday
05:55 ଏବେ ଆମେ Here ଷ୍ଟ୍ରିଙ୍ଗ୍ ବିଷୟରେ ଶିଖିବା
05:59 ଟେକ୍ସଟ୍ କିମ୍ବା ଏକ ଭେରିଏବଲ୍ ରୁ input redirection ପାଇଁ Here ଷ୍ଟ୍ରିଙ୍ଗ ବ୍ୟବହୃତ ହୋଇଥାଏ
06:06 Input, ସିଙ୍ଗିଲ କ୍ୱୋଟ୍ସ ମଧ୍ୟରେ ସେହି ଲାଇନ୍ ରେ ଉଲ୍ଲିଖିତ ହୋଇଥାଏ
06:12 ସିଣ୍ଟାକ୍ସ ହେଉଛି, Command ସ୍ପେସ୍ ତିନୋଟି ଲେସ୍ ଦ୍ୟାନ୍ ଚିହ୍ନ ସ୍ପେସ୍ ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ string
06:22 ଏହାକୁ ଏକ ଉଦାହରଣ ସାହାଯ୍ୟରେ ବୁଝିବା
06:25 ମୁଁ here ଡଟ୍ sh ଫାଇଲ୍ କୁ ଖୋଲିବି
06:30 ଶେଷରେ ମୁଁ ଟାଇପ୍ କରିବି, wc ସ୍ପେସ୍ hyphen w ତିନୋଟି ଲେସ୍ ଦ୍ୟାନ୍ ଚିହ୍ନ ସ୍ପେସ୍ ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ Welcome to Bash learning
06:44 ଏହା, କ୍ୱୋଟ୍ସ ମଧ୍ୟରେ ଥିବା stringକୁ wc ହାଇଫେନ୍ w କମାଣ୍ଡ୍ କୁ redirect କରିଦେବ
06:52 ଏବେ, ପରିବର୍ତ୍ତନକୁ save କରିବା ପାଇଁ Save ଉପରେ କ୍ଲିକ୍ କରନ୍ତୁ
06:55 Terminalକୁ ଫେରିଚାଲନ୍ତୁ
06:58 ଟାଇପ୍ କରନ୍ତୁ, ଡଟ୍ ସ୍ଲାଶ୍ here ଡଟ୍ sh
07:03 ଆମେ ଆଉଟପୁଟ ଭାବେ 6 ଓ 4 ପାଇବା
07:08 Here ଡକୁମେଣ୍ଟରେ ଥିବା ଶବ୍ଦ ସଂଖ୍ୟା ହେଉଛି 6 ଓ here ଷ୍ଟ୍ରିଙ୍ଗରେ ଥିବା ଶବ୍ଦ ସଂଖ୍ୟା ହେଉଛି 4
07:15 ସମାନ ଭାବେ, ଆପଣ ନିଜସ୍ୱ here ଷ୍ଟ୍ରିଙ୍ଗ୍ ଲେଖିପାରିବେ
07:20 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:23 ସଂକ୍ଷିପ୍ତରେ
07:25 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ
07:27 Here ଡକୁମେଣ୍ଟ
07:29 Here ଷ୍ଟ୍ରିଙ୍ଗ୍
07:31 ଏକ ଆସାଇନମେଣ୍ଟ ଭାବେ, ନିମ୍ନଗୁଡ଼ିକୁ ବ୍ୟବହାର କରି ଏକ ଷ୍ଟ୍ରିଙ୍ଗକୁ uppercaseକୁ ବଦଳାନ୍ତୁ
07:36 Here document Here string ବ୍ୟବହାରକରି
07:39 Hint : tr ସ୍ପେସ୍ a ହାଇଫେନ୍ z ସ୍ପେସ୍ କ୍ୟାପିଟାଲ୍ A କ୍ୟାପିଟାଲ୍ Z
07:47 କ୍ୟାରେକ୍ଟର୍ ଗୁଡିକୁ lower ରୁ upper caseକୁ ବଦଳାଇବା ପାଇଁ ଏହା ହେଉଛି କମାଣ୍ଡ୍
07:54 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
07:57 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:01 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:06 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:12 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:17 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:25 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:29 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:38 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
08:44 ଆଇଆଇଟି ବମ୍ୱେ ତରଫରୁ
08:50 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
08:54 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble