Java/C2/Method-overloading/Oriya
From Script | Spoken-Tutorial
Revision as of 18:04, 7 April 2017 by PoojaMoolya (Talk | contribs)
Time | Narration |
00:01 | Javaରେ Method Overloading ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:08 | Method Overloading କ’ଣ? |
00:10 | ଓ Methodକୁ କିପରି ଓଭରଲୋଡ୍ କରାଯାଏ? |
00:13 | ଏଠାରେ ଆମେ ବ୍ୟବହାର କରୁଛୁ:
ଉବୁଣ୍ଟୁ ଲିନକ୍ସ 11.10 OS Java Development kit 1.6 ଓ Eclipse 3.7.0 |
00:24 | ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର |
00:26 | Methods କିପରି କ୍ରିଏଟ୍ କରାଯାଏ ଓ |
00:29 | Eclipse ବ୍ୟବହାର କରି Javaରେ କିପରି Constructors Overload କରାଯାଏ |
00:32 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org |
00:39 | Method Overloading କ’ଣ? |
00:42 | ଗୋଟିଏ Class ମଧ୍ୟରେ ଦୁଇଟି କିମ୍ୱା ଅଧିକ Methods ପରିଭାଷିତ କରନ୍ତୁ |
00:46 | ସେଗୁଡ଼ିକ ପାରାମିଟର୍ସର ସଂଖ୍ୟା କିମ୍ୱା ପ୍ରକାରରୁ ଭିନ୍ନ ହୋଇଥିବା ଦରକାର |
00:50 | ଏହିସବୁ ମେଥଡ୍ସକୁ Overloaded Methods କୁହାଯାଏ |
00:54 | ପ୍ରକ୍ରିୟାକୁ Method Overloading କୁହାଯାଏ |
00:57 | Methodକୁ କିପରି ଓଭରଲୋଡ୍ କରାଯାଏ, ଏବେ ଚାଲନ୍ତୁ ଦେଖିବା |
01:00 | Eclipseରେ ମୋ ପାଖରେ କ୍ଲାସ୍ Addition ଅଛି |
01:06 | Class ଭିତରେ ଆମେ ଦୁଇଟି ଇଣ୍ଟିଜର୍ ଭେରିଏବଲ୍ସ ଘୋଷଣା କରିବା |
01:10 | ତେଣୁ, ଟାଇପ୍ କରନ୍ତୁ: int a ଇକ୍ୱାଲ୍ ଟୁ 10 ଓ int b ଇକ୍ୱାଲ୍ ଟୁ 5 |
01:19 | ଏହି ଦୁଇଟି ଇଣ୍ଟିଜର୍ସ ଆଡ୍ କରିବାକୁ ଚାଲନ୍ତୁ ଏକ Method କ୍ରିଏଟ୍ କରିବା |
01:23 | ଟାଇପ୍ କରନ୍ତୁ: void add ପାରେନ୍ଥେସେସ୍ |
01:30 | କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ Out ଡଟ୍ Println(); |
01:40 | ପାରେନ୍ଥେସେସ୍ ଭିତରେ a+b |
01:44 | ଏହି ମେଥଡ୍ ଆମକୁ, ଦୁଇଟି ଇଣ୍ଟିଜର୍ ଭେରିଏବଲ୍ସର ଯୋଗଫଳ ଦେବ |
01:50 | ଆଉ ଗୋଟିଏ Method କ୍ରିଏଟ୍ କରିବା, ଯାହା ଦୁଇଟି ପାରାମିଟର୍ସ ନିଏ |
01:55 | ଟାଇପ୍ କରନ୍ତୁ: void addTwoNumbers() |
02:04 | ପାରେନ୍ଥେସେସ୍ ମଧ୍ୟରେ int num1 କମା int num2 |
02:14 | ତା’ପରେ, କର୍ଲୀ ବ୍ରାକେଟ୍ସ ମଧ୍ୟରେ System ଡଟ୍ out ଡଟ୍ println num1 ପ୍ଲସ୍ num2 |
02:35 | ଏହି ମେଥଡ୍ ଆମକୁ ଦୁଇଟି ଭାଲ୍ୟୁଜ୍ ର ଯୋଗଫଳ ଦେବ, ଯାହା ଏହି Method ପାଇଁ ଆର୍ଗୁମେଣ୍ଟସ୍ ଭାବେ ପାସ୍ କରାଯାଇଛି |
02:44 | ଚାଲନ୍ତୁ ଏବେ, Classର ଏକ Object କ୍ରିଏଟ୍ କରି Methods କଲ୍ କରିବା |
02:49 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: Addition ଯାହା ହେଉଛି କ୍ଲାସ୍ ର ନାମ obj ଇକ୍ୱାଲ୍ ଟୁ new Addition ପାରେନ୍ଥେସେସ୍ ସେମିକୋଲନ୍ |
03:13 | ତା’ପରେ Obj.add(); |
03:18 | ଆଉ Obj.addTwonumbers(); ପାରେନ୍ଥେସେସ୍ ମଧ୍ୟରେ |
03:31 | ଆମେ ଦୁଇଟି ଆର୍ଗୁମେଣ୍ଟସ୍ ପାସ୍ କରିବା |
03:33 | ଧରନ୍ତୁ, ଯଦି ଆମେ ଫ୍ଲୋଟିଙ୍ଗ୍ ପଏଣ୍ଟ ଭାଲ୍ୟୁଜ୍ ପାସ୍ କରିବା |
03:37 | ତେବେ ଟାଇପ୍ କରନ୍ତୁ 2.5 କମା ଓ ଏକ ଇଣ୍ଟିଜର୍ 3 |
03:45 | ଏକ ଏରର୍ ଦେଖାଦେଲା. ଏହା କୁହେ: The method addTwoNumbers int comma int of the class addition is not applicable for the arguments double comma int |
03:57 | ତେଣୁ, ଆମେ କ’ଣ କରିବା ନା, ମେଥଡ୍ ରେ int ବଦଳରେ double ଦେବା |
04:06 | intକୁ ବଦଳାଇ double କରନ୍ତୁ. ଫାଇଲ୍ ସେଭ୍ କରନ୍ତୁ |
04:12 | ଦେଖନ୍ତୁ, ତ୍ରୁଟି ସମାଧାନ ହୋଇଗଲା |
04:17 | ଆମେ ଏହା ମଧ୍ୟ ଜାଣିଛେ ଯେ, Java ନିଜକୁ ନିଜ, ଅର୍ଥାତ୍ ଇମ୍ପଲିସିଟ୍ ଭାବେ intକୁ doubleରେ ବଦଳାଏ |
04:24 | ତେଣୁ, ଏଠାରେ ଆମେ ଇଣ୍ଟିଜର୍ ଆର୍ଗୁମେଣ୍ଟସ୍ ମଧ୍ୟ ପାସ୍ କରିପାରିବା |
04:28 | ଏବେ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ |
04:32 | ଆଉଟପୁଟ୍ ରେ ଆମେ, ଇଣ୍ଟିଜର୍ ଭେରିଏବଲ୍ସର ଯୋଗଫଳ |
04:37 | ଓ ଆମେ ପାସ୍ କରିଥିବା ଦୁଇଟି ନ୍ୟୁମେରିକ୍ ଆର୍ଗୁମେଣ୍ଟସ୍ ର ଯୋଗଫଳ ଦେଖୁଛେ |
04:43 | ଆମେ ଦେଖିପାରୁଛେ ଯେ, ଉଭୟ ମେଥଡ୍ସ ସମାନ କାର୍ଯ୍ୟ କରୁଛନ୍ତି |
04:50 | ପାର୍ଥକ୍ୟ ହେଉଛି, ପ୍ରଥମ ମେଥଡ୍ ରେ କୌଣସି ପାରାମିଟର୍ସ ନାହିଁ, ଯେତେବେଳେକି ଦ୍ୱିତୀୟ ମେଥଡ୍ ରେ ଅଛି |
05:00 | ଏହିପରି ମାମଲାରେ Java, Method Overloading ପ୍ରଦାନ କରେ |
05:05 | ତେଣୁ ଆମକୁ, ଉଭୟ ମେଥଡ୍ସକୁ ସମାନ ନାମ ଦେବା |
05:09 | addTwoNumber()କୁ ବଦଳାଇ add() କରନ୍ତୁ, ଏଠାରେ ମଧ୍ୟ ପରିବର୍ତ୍ତନ କରନ୍ତୁ |
05:29 | ସେହି କାର୍ଯ୍ୟ ସହିତ ଆମେ ଆଉ ଗୋଟିଏ ମେଥଡ୍ ପରିଭାଷିତ କରିବା |
05:33 | ତେଣୁ, ଟାଇପ୍ କରନ୍ତୁ: void add() |
05:38 | ପାରେନ୍ଥେସେସ୍ ମଧ୍ୟରେ int n1 କମା int n2 କମା int n3 |
05:51 | ଆମେ ତିନୋଟି ପାରାମିଟର୍ସ ଦେଲେ |
05:54 | ତା’ପରେ, କର୍ଲୀ ବ୍ରାକେଟ୍ସ ମଧ୍ୟରେ System ଡଟ୍ out ଡଟ୍ println() |
06:03 | ପାରେନ୍ଥେସେସ୍ ମଧ୍ୟରେ n1 ପ୍ଲସ୍ n2 ପ୍ଲସ୍ n3 |
06:11 | ଏହି ମେଥଡ୍ ତିନୋଟି ନମ୍ୱର୍ସର ଯୋଗଫଳ ଦେବ |
06:17 | ଏବେ, Method କଲ୍ କରିବା |
06:19 | ଟାଇପ୍ କରନ୍ତୁ: obj ଡଟ୍ add() 1 କମା 5 କମା 4 |
06:35 | Save କରି Run କରନ୍ତୁ. |
06:39 | ଆଉଟପୁଟ୍ ରେ ଆମେ, ତିନୋଟି ସଂଖ୍ୟାର ଯୋଗଫଳ ଦେଖୁଛେ, ଯାହା ହେଉଛି 10 |
06:47 | ତେଣୁ, ପାରାମିଟର୍ସ ଉପରେ ନିର୍ଭର କରି Java କମ୍ପାଇଲର୍, ଉପଯୁକ୍ତ ମେଥଡ୍ କୁ ଓଭରଲୋଡ୍ କରେ |
06:52 | ଏହା ସଂଖ୍ୟାକୁ ଓ ପାସ୍ କରାଯାଇଥିବା ପାରାମିଟର୍ସକୁ ଯାଞ୍ଚ କରେ |
06:57 | ଜଣେ ପ୍ରୋଗ୍ରାମର୍ ଭାବରେ ଆମକୁ Method ନାମ ବିଷୟରେ ଚିନ୍ତା କରିବା ଦରକାର ନାହିଁ |
07:01 | ନା ହିଁ ଆମେ ପାସ୍ କରିଥିବା ଆର୍ଗୁମେଣ୍ଟସ୍ ର ପ୍ରକାର କିମ୍ୱା ସଂଖ୍ୟା ବିଷୟରେ |
07:05 | ଆମେ ଆଉ ଗୋଟିଏ Method କ୍ରିଏଟ୍ କରିପାରିବା, ଯାହା Strings ସହିତ ଜଡ଼ିତ ଥିବ |
07:11 | ତେବେ, ଆମେ ଆଉ ଗୋଟିଏ Overload Method କ୍ରିଏଟ୍ କରିବା |
07:15 | ଟାଇପ୍ କରନ୍ତୁ: void add String s1 କମା String s2 |
07:29 | ତା’ପରେ, କର୍ଲୀ ବ୍ରାକେଟ୍ସ ମଧ୍ୟରେ System ଡଟ୍ out ଡଟ୍ println() |
07:41 | ପାରେନ୍ଥେସେସ୍ ମଧ୍ୟରେ s1 ପ୍ଲସ୍ s2 |
07:45 | ଆମେ ଏବେ, ଏହି Methodକୁ Call କରିବା |
07:50 | ତେଣୁ, ଟାଇପ୍ କରନ୍ତୁ: obj ଡଟ୍ add |
07:55 | ପାରେନ୍ଥେସେସ୍ ମଧ୍ୟରେ ଡବଲ୍ କ୍ୱୋଟ୍ସରେ Hello କମା ଡବଲ୍ କ୍ୱୋଟ୍ସରେ ସ୍ପେସ୍ World |
08:07 | ଏବେ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ |
08:12 | ଆମେ ଆଉଟପୁଟ୍ ରେ Hello ସ୍ପେସ୍ World ଦେଖୁଛେ |
08:16 | ଅତଏବ, ଦୁଇଟି ଷ୍ଟ୍ରିଙ୍ଗ୍ ଆର୍ଗୁମେଣ୍ଟସ୍ ସହିତ Add Method, ଷ୍ଟ୍ରିଙ୍ଗ୍ ସହିତ ଯୋଡ଼ିହୁଏ |
08:21 | ମନେକରନ୍ତୁ, ଏବେ ଆମେ Return ଟାଇପ୍ ସହିତ Add Method ଘୋଷିତ କରିବା |
08:27 | ଟାଇପ୍ କରନ୍ତୁ: int add ପାରେନ୍ଥେସେସ୍ no parameter ଓ କର୍ଲୀ ବ୍ରାକେଟ୍ସ |
08:40 | ଏକ ଏରର୍ ଦେଖାଦେଲା. ଏହା କୁହେ Duplicate method add() in type Addition |
08:48 | ଏହାର କାରଣ ହେଉଛି, ଆମେ କୌଣସି ପାରାମିଟର୍ ବିନା ଏକ ମେଥଡ୍ add() ଘୋଷିତ କରିସାରିଛେ |
08:54 | ତେଣୁ, ମନେରଖନ୍ତୁ ଯେ, ମେଥଡ୍ Overload କରିବା ପାଇଁ, ପାରାମିଟର୍ ନିଶ୍ଚିତ ଭାବେ ଭିନ୍ନ ହେବା ଦରକାର |
08:58 | ଭିନ୍ନ Return ଟାଇପ୍ ଥିଲେ Method ଓଭରଲୋଡ୍ ହେବ ନାହିଁ |
09:03 | ଏବେ, ଏହି ମେଥଡ୍ କୁ କାଢ଼ିଦେଇ ଫାଇଲ୍ କୁ ସେଭ୍ କରନ୍ତୁ |
09:09 | ଏହିଭଳି Javaରେ Overloading କରାଯାଇଥାଏ |
09:16 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
09:18 | Method Overloading ବିଷୟରେ |
09:20 | Methodକୁ କିପରି ଓଭରଲୋଡ୍ କରାଯାଏ |
09:22 | ଓ Method Overloadingର ଲାଭ |
09:25 | ସ୍ୱ-ମୂଲ୍ୟାଙ୍କନ ପାଇଁ: ଏକ Method Subtract କ୍ରିଏଟ୍ କରନ୍ତୁ, ଯାହା ସଂଖ୍ୟା ସବଟ୍ରାକ୍ଟ କରେ |
09:31 | ତାକୁ ଓଭରଲୋଡ୍ କରନ୍ତୁ |
09:33 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
09:36 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial. |
09:42 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:45 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
09:48 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
09:50 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:52 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:56 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
10:01 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:05 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:11 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
10:19 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
10:21 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ,ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଜୟ ହିନ୍ଦ |