Java/C2/Method-overloading/Oriya

From Script | Spoken-Tutorial
Jump to: navigation, search
Time Narration
00:01 Javaରେ Method Overloading ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:08 Method Overloading କ’ଣ?
00:10 ଓ Methodକୁ କିପରି ଓଭରଲୋଡ୍ କରାଯାଏ?
00:13 ଏଠାରେ ଆମେ ବ୍ୟବହାର କରୁଛୁ:

ଉବୁଣ୍ଟୁ ଲିନକ୍ସ 11.10 OS Java Development kit 1.6 ଓ Eclipse 3.7.0

00:24 ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର
00:26 Methods କିପରି କ୍ରିଏଟ୍ କରାଯାଏ ଓ
00:29 Eclipse ବ୍ୟବହାର କରି Javaରେ କିପରି Constructors Overload କରାଯାଏ
00:32 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org
00:39 Method Overloading କ’ଣ?
00:42 ଗୋଟିଏ Class ମଧ୍ୟରେ ଦୁଇଟି କିମ୍ୱା ଅଧିକ Methods ପରିଭାଷିତ କରନ୍ତୁ
00:46 ସେଗୁଡ଼ିକ ପାରାମିଟର୍ସର ସଂଖ୍ୟା କିମ୍ୱା ପ୍ରକାରରୁ ଭିନ୍ନ ହୋଇଥିବା ଦରକାର
00:50 ଏହିସବୁ ମେଥଡ୍ସକୁ Overloaded Methods କୁହାଯାଏ
00:54 ପ୍ରକ୍ରିୟାକୁ Method Overloading କୁହାଯାଏ
00:57 Methodକୁ କିପରି ଓଭରଲୋଡ୍ କରାଯାଏ, ଏବେ ଚାଲନ୍ତୁ ଦେଖିବା
01:00 Eclipseରେ ମୋ ପାଖରେ କ୍ଲାସ୍ Addition ଅଛି
01:06 Class ଭିତରେ ଆମେ ଦୁଇଟି ଇଣ୍ଟିଜର୍ ଭେରିଏବଲ୍ସ ଘୋଷଣା କରିବା
01:10 ତେଣୁ, ଟାଇପ୍ କରନ୍ତୁ: int a ଇକ୍ୱାଲ୍ ଟୁ 10 ଓ int b ଇକ୍ୱାଲ୍ ଟୁ 5
01:19 ଏହି ଦୁଇଟି ଇଣ୍ଟିଜର୍ସ ଆଡ୍ କରିବାକୁ ଚାଲନ୍ତୁ ଏକ Method କ୍ରିଏଟ୍ କରିବା
01:23 ଟାଇପ୍ କରନ୍ତୁ: void add ପାରେନ୍ଥେସେସ୍
01:30 କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ Out ଡଟ୍ Println();
01:40 ପାରେନ୍ଥେସେସ୍ ଭିତରେ a+b
01:44 ଏହି ମେଥଡ୍ ଆମକୁ, ଦୁଇଟି ଇଣ୍ଟିଜର୍ ଭେରିଏବଲ୍ସର ଯୋଗଫଳ ଦେବ
01:50 ଆଉ ଗୋଟିଏ Method କ୍ରିଏଟ୍ କରିବା, ଯାହା ଦୁଇଟି ପାରାମିଟର୍ସ ନିଏ
01:55 ଟାଇପ୍ କରନ୍ତୁ: void addTwoNumbers()
02:04 ପାରେନ୍ଥେସେସ୍ ମଧ୍ୟରେ int num1 କମା int num2
02:14 ତା’ପରେ, କର୍ଲୀ ବ୍ରାକେଟ୍ସ ମଧ୍ୟରେ System ଡଟ୍ out ଡଟ୍ println num1 ପ୍ଲସ୍ num2
02:35 ଏହି ମେଥଡ୍ ଆମକୁ ଦୁଇଟି ଭାଲ୍ୟୁଜ୍ ର ଯୋଗଫଳ ଦେବ, ଯାହା ଏହି Method ପାଇଁ ଆର୍ଗୁମେଣ୍ଟସ୍ ଭାବେ ପାସ୍ କରାଯାଇଛି
02:44 ଚାଲନ୍ତୁ ଏବେ, Classର ଏକ Object କ୍ରିଏଟ୍ କରି Methods କଲ୍ କରିବା
02:49 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: Addition ଯାହା ହେଉଛି କ୍ଲାସ୍ ର ନାମ obj ଇକ୍ୱାଲ୍ ଟୁ new Addition ପାରେନ୍ଥେସେସ୍ ସେମିକୋଲନ୍
03:13 ତା’ପରେ Obj.add();
03:18 ଆଉ Obj.addTwonumbers(); ପାରେନ୍ଥେସେସ୍ ମଧ୍ୟରେ
03:31 ଆମେ ଦୁଇଟି ଆର୍ଗୁମେଣ୍ଟସ୍ ପାସ୍ କରିବା
03:33 ଧରନ୍ତୁ, ଯଦି ଆମେ ଫ୍ଲୋଟିଙ୍ଗ୍ ପଏଣ୍ଟ ଭାଲ୍ୟୁଜ୍ ପାସ୍ କରିବା
03:37 ତେବେ ଟାଇପ୍ କରନ୍ତୁ 2.5 କମା ଓ ଏକ ଇଣ୍ଟିଜର୍ 3
03:45 ଏକ ଏରର୍ ଦେଖାଦେଲା. ଏହା କୁହେ: The method addTwoNumbers int comma int of the class addition is not applicable for the arguments double comma int
03:57 ତେଣୁ, ଆମେ କ’ଣ କରିବା ନା, ମେଥଡ୍ ରେ int ବଦଳରେ double ଦେବା
04:06 intକୁ ବଦଳାଇ double କରନ୍ତୁ. ଫାଇଲ୍ ସେଭ୍ କରନ୍ତୁ
04:12 ଦେଖନ୍ତୁ, ତ୍ରୁଟି ସମାଧାନ ହୋଇଗଲା
04:17 ଆମେ ଏହା ମଧ୍ୟ ଜାଣିଛେ ଯେ, Java ନିଜକୁ ନିଜ, ଅର୍ଥାତ୍ ଇମ୍ପଲିସିଟ୍ ଭାବେ intକୁ doubleରେ ବଦଳାଏ
04:24 ତେଣୁ, ଏଠାରେ ଆମେ ଇଣ୍ଟିଜର୍ ଆର୍ଗୁମେଣ୍ଟସ୍ ମଧ୍ୟ ପାସ୍ କରିପାରିବା
04:28 ଏବେ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
04:32 ଆଉଟପୁଟ୍ ରେ ଆମେ, ଇଣ୍ଟିଜର୍ ଭେରିଏବଲ୍ସର ଯୋଗଫଳ
04:37 ଓ ଆମେ ପାସ୍ କରିଥିବା ଦୁଇଟି ନ୍ୟୁମେରିକ୍ ଆର୍ଗୁମେଣ୍ଟସ୍ ର ଯୋଗଫଳ ଦେଖୁଛେ
04:43 ଆମେ ଦେଖିପାରୁଛେ ଯେ, ଉଭୟ ମେଥଡ୍ସ ସମାନ କାର୍ଯ୍ୟ କରୁଛନ୍ତି
04:50 ପାର୍ଥକ୍ୟ ହେଉଛି, ପ୍ରଥମ ମେଥଡ୍ ରେ କୌଣସି ପାରାମିଟର୍ସ ନାହିଁ, ଯେତେବେଳେକି ଦ୍ୱିତୀୟ ମେଥଡ୍ ରେ ଅଛି
05:00 ଏହିପରି ମାମଲାରେ Java, Method Overloading ପ୍ରଦାନ କରେ
05:05 ତେଣୁ ଆମକୁ, ଉଭୟ ମେଥଡ୍ସକୁ ସମାନ ନାମ ଦେବା
05:09 addTwoNumber()କୁ ବଦଳାଇ add() କରନ୍ତୁ, ଏଠାରେ ମଧ୍ୟ ପରିବର୍ତ୍ତନ କରନ୍ତୁ
05:29 ସେହି କାର୍ଯ୍ୟ ସହିତ ଆମେ ଆଉ ଗୋଟିଏ ମେଥଡ୍ ପରିଭାଷିତ କରିବା
05:33 ତେଣୁ, ଟାଇପ୍ କରନ୍ତୁ: void add()
05:38 ପାରେନ୍ଥେସେସ୍ ମଧ୍ୟରେ int n1 କମା int n2 କମା int n3
05:51 ଆମେ ତିନୋଟି ପାରାମିଟର୍ସ ଦେଲେ
05:54 ତା’ପରେ, କର୍ଲୀ ବ୍ରାକେଟ୍ସ ମଧ୍ୟରେ System ଡଟ୍ out ଡଟ୍ println()
06:03 ପାରେନ୍ଥେସେସ୍ ମଧ୍ୟରେ n1 ପ୍ଲସ୍ n2 ପ୍ଲସ୍ n3
06:11 ଏହି ମେଥଡ୍ ତିନୋଟି ନମ୍ୱର୍ସର ଯୋଗଫଳ ଦେବ
06:17 ଏବେ, Method କଲ୍ କରିବା
06:19 ଟାଇପ୍ କରନ୍ତୁ: obj ଡଟ୍ add() 1 କମା 5 କମା 4
06:35 Save କରି Run କରନ୍ତୁ.
06:39 ଆଉଟପୁଟ୍ ରେ ଆମେ, ତିନୋଟି ସଂଖ୍ୟାର ଯୋଗଫଳ ଦେଖୁଛେ, ଯାହା ହେଉଛି 10
06:47 ତେଣୁ, ପାରାମିଟର୍ସ ଉପରେ ନିର୍ଭର କରି Java କମ୍ପାଇଲର୍, ଉପଯୁକ୍ତ ମେଥଡ୍ କୁ ଓଭରଲୋଡ୍ କରେ
06:52 ଏହା ସଂଖ୍ୟାକୁ ଓ ପାସ୍ କରାଯାଇଥିବା ପାରାମିଟର୍ସକୁ ଯାଞ୍ଚ କରେ
06:57 ଜଣେ ପ୍ରୋଗ୍ରାମର୍ ଭାବରେ ଆମକୁ Method ନାମ ବିଷୟରେ ଚିନ୍ତା କରିବା ଦରକାର ନାହିଁ
07:01 ନା ହିଁ ଆମେ ପାସ୍ କରିଥିବା ଆର୍ଗୁମେଣ୍ଟସ୍ ର ପ୍ରକାର କିମ୍ୱା ସଂଖ୍ୟା ବିଷୟରେ
07:05 ଆମେ ଆଉ ଗୋଟିଏ Method କ୍ରିଏଟ୍ କରିପାରିବା, ଯାହା Strings ସହିତ ଜଡ଼ିତ ଥିବ
07:11 ତେବେ, ଆମେ ଆଉ ଗୋଟିଏ Overload Method କ୍ରିଏଟ୍ କରିବା
07:15 ଟାଇପ୍ କରନ୍ତୁ: void add String s1 କମା String s2
07:29 ତା’ପରେ, କର୍ଲୀ ବ୍ରାକେଟ୍ସ ମଧ୍ୟରେ System ଡଟ୍ out ଡଟ୍ println()
07:41 ପାରେନ୍ଥେସେସ୍ ମଧ୍ୟରେ s1 ପ୍ଲସ୍ s2
07:45 ଆମେ ଏବେ, ଏହି Methodକୁ Call କରିବା
07:50 ତେଣୁ, ଟାଇପ୍ କରନ୍ତୁ: obj ଡଟ୍ add
07:55 ପାରେନ୍ଥେସେସ୍ ମଧ୍ୟରେ ଡବଲ୍ କ୍ୱୋଟ୍ସରେ Hello କମା ଡବଲ୍ କ୍ୱୋଟ୍ସରେ ସ୍ପେସ୍ World
08:07 ଏବେ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
08:12 ଆମେ ଆଉଟପୁଟ୍ ରେ Hello ସ୍ପେସ୍ World ଦେଖୁଛେ
08:16 ଅତଏବ, ଦୁଇଟି ଷ୍ଟ୍ରିଙ୍ଗ୍ ଆର୍ଗୁମେଣ୍ଟସ୍ ସହିତ Add Method, ଷ୍ଟ୍ରିଙ୍ଗ୍ ସହିତ ଯୋଡ଼ିହୁଏ
08:21 ମନେକରନ୍ତୁ, ଏବେ ଆମେ Return ଟାଇପ୍ ସହିତ Add Method ଘୋଷିତ କରିବା
08:27 ଟାଇପ୍ କରନ୍ତୁ: int add ପାରେନ୍ଥେସେସ୍ no parameter ଓ କର୍ଲୀ ବ୍ରାକେଟ୍ସ
08:40 ଏକ ଏରର୍ ଦେଖାଦେଲା. ଏହା କୁହେ Duplicate method add() in type Addition
08:48 ଏହାର କାରଣ ହେଉଛି, ଆମେ କୌଣସି ପାରାମିଟର୍ ବିନା ଏକ ମେଥଡ୍ add() ଘୋଷିତ କରିସାରିଛେ
08:54 ତେଣୁ, ମନେରଖନ୍ତୁ ଯେ, ମେଥଡ୍ Overload କରିବା ପାଇଁ, ପାରାମିଟର୍ ନିଶ୍ଚିତ ଭାବେ ଭିନ୍ନ ହେବା ଦରକାର
08:58 ଭିନ୍ନ Return ଟାଇପ୍ ଥିଲେ Method ଓଭରଲୋଡ୍ ହେବ ନାହିଁ
09:03 ଏବେ, ଏହି ମେଥଡ୍ କୁ କାଢ଼ିଦେଇ ଫାଇଲ୍ କୁ ସେଭ୍ କରନ୍ତୁ
09:09 ଏହିଭଳି Javaରେ Overloading କରାଯାଇଥାଏ
09:16 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
09:18 Method Overloading ବିଷୟରେ
09:20 Methodକୁ କିପରି ଓଭରଲୋଡ୍ କରାଯାଏ
09:22 ଓ Method Overloadingର ଲାଭ
09:25 ସ୍ୱ-ମୂଲ୍ୟାଙ୍କନ ପାଇଁ: ଏକ Method Subtract କ୍ରିଏଟ୍ କରନ୍ତୁ, ଯାହା ସଂଖ୍ୟା ସବଟ୍ରାକ୍ଟ କରେ
09:31 ତାକୁ ଓଭରଲୋଡ୍ କରନ୍ତୁ
09:33 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
09:36 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
09:42 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:45 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:48 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
09:50 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:52 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:56 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:01 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:05 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:11 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
10:19 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
10:21 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ,ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଜୟ ହିନ୍ଦ

Contributors and Content Editors

PoojaMoolya, Pradeep