KTurtle/C3/Programming-Concepts/Oriya
From Script | Spoken-Tutorial
Revision as of 10:15, 10 April 2017 by PoojaMoolya (Talk | contribs)
Time | Narration |
00:01 | ନମସ୍କାର ବନ୍ଧୁଗଣ |
00:03 | କେଟର୍ଟଲ୍ ରେ "ପରୋଗ୍ରାମିଙ୍ଗ୍ କନସେପ୍ଟ" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି |
00:12 | କେଟର୍ଟଲ୍ ରେ ଏକ ପ୍ରୋଗ୍ରାମ୍ ଲେଖିବା |
00:15 | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବାକୁ ଭେରିବଲ୍ସ ବ୍ୟବହାର କରିବା |
00:18 | କାନଭାସ ଉପରେ ପ୍ରିଣ୍ଟ କରିବାକୁ ପ୍ରିଣ୍ଟ କମାଣ୍ଡ ବ୍ୟବହାର କରିବା |
00:22 | ଏକ ଲାଇନ୍ କମେଣ୍ଟ କରିବା |
00:24 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 11.10 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି |
00:37 | କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ |
00:43 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
00:49 | ଆଗକୁ ବଢ଼ିବା ପୂର୍ବରୁ ଆମେ, କେଟର୍ଟଲ୍ ବିଷୟରେ କିଛି ମୌଳିକ ସୂଚନା ଆଲୋଚନା କରିବା |
00:55 | କାନଭାସ୍ ଉପରେ ପ୍ରଦର୍ଶିତ ଟର୍ଟଲ୍ କୁ Sprite କୁହାଯାଏ |
01:00 | Sprite ହେଉଛୀ ଏକ ଛୋଟ ଛବି, ଯାହା ସ୍କ୍ରୀନ୍ ଚାରିପଟେ ବୁଲେ, ଯେପରି କର୍ସର୍ ହେଉଛି ଏକ Sprite |
01:10 | Sprite Hide କମାଣ୍ଡ ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ |
01:15 | ଯଦି ଟର୍ଟଲ୍ ଲୁଚିକରି ଥାଏ, Sprite Show ତାହାକୁ ଦେଖାଏ |
01:21 | Clear କମାଣ୍ଡ, କାନଭାସରୁ ସମସ୍ତ ଡ୍ରଇଙ୍ଗ୍ କ୍ଲିନ୍ କରେ |
01:27 | କେଟର୍ଟଲ୍ ରେ |
01:29 | $ ଚିହ୍ନ ହେଉଛି ଭେରିବଲ୍ସର ଏକ ଧାରକ |
01:34 | (ଆଷ୍ଟ୍ରିକ୍ସ), ଦୁଇଟି ସଂଖ୍ୟାର ଗୁଣନ ପାଇଁ ବ୍ୟବହୃତ ହୁଏ |
01:41 | ^ (କ୍ୟାରେଟ୍), ସଂଖ୍ୟାର ଶକ୍ତି ବୃଦ୍ଧି କରେ |
01:45 | # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ |
01:50 | ଗୋଟିଏ ସଂଖ୍ୟାର ବର୍ଗମୂଳ ଖୋଜିବା ପାଇଁ sqrt ହେଉଛି ଏକ ଇନବିଲ୍ଟ ଫଙ୍କଶନ୍ |
01:58 | ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ |
02:02 | ଡାଶ୍ ହୋମ୍ >> ମିଡିଆ ଆପ୍ସରେ କ୍ଲିକ୍ କରନ୍ତୁ |
02:07 | Type ରେ, Education ଓ KTurtle ଚୟନ କରନ୍ତୁ |
02:13 | କେଟର୍ଟଲ୍ ଆପ୍ଲିକେଶନ୍ ଖୋଲିଲା |
02:20 | ଆମେ ଟର୍ମିନାଲ୍ ବ୍ୟବହାର କରି ମଧ୍ୟ କେଟର୍ଟଲ୍ ଖୋଲିପାରିବା |
02:24 | ଟର୍ମିନାଲ୍ ଖୋଲିବାକୁ ଏକାସାଙ୍ଗରେ CTRL+ALT+T ଦାବନ୍ତୁ |
02:30 | KTurtle ଟାଇପ୍ କରି ଏଣ୍ଟର୍ ଦାବିଲେ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲେ |
02:41 | ମୁଁ ଏବେ ପ୍ରୋଗ୍ରାମ୍ କୋଡ୍ ଟାଇପ୍ କରି ବୁଝାଉଛି |
02:46 | ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ |
02:55 | #program to find square of a number ଏଣ୍ଟର୍ ଦାବନ୍ତୁ |
03:15 | # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ |
03:19 | ଏହାର ଅର୍ଥ, ପ୍ରୋଗ୍ରାମ୍ ଚାଲିବାବେଳେ ଏହି ଲାଇନ୍ କୁ Execute କରାଯିବ ନାହିଁ ଏଣ୍ଟର୍ ଦାବନ୍ତୁ |
03:29 | Reset,Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ ଏଣ୍ଟର୍ ଦାବନ୍ତୁ |
03:38 | ଡବଲ୍ କ୍ୱୋଟ୍ସ ମଧ୍ୟରେ "$i=ask". Enter a number for I and click OK |
03:58 | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ହେଉଛି ଏକ ଭେ ରିଏବଲ୍ |
04:03 | ask କମାଣ୍ଡ, ଭେରିଏବଲ୍ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ ପଚାରେ. ଏଣ୍ଟର୍ ଦାବନ୍ତୁ |
04:11 | Font Size ସ୍ପେସ୍ 28 |
04:17 | ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size ସେଟ୍ କରେ |
04:20 | Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ |
04:27 | print $i*$i |
04:36 | ଗୋଟିଏ ସଂଖ୍ୟାର ବର୍ଗକୁ print $i*$i ଗଣନା ଓ ପ୍ରିଣ୍ଟ କରେ. ଏଣ୍ଟର୍ ଦାବନ୍ତୁ |
04:45 | Sprite Hide |
04:48 | Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ |
04:53 | ଏବେ, ପ୍ରୋଗ୍ରାମ୍ କୁ ଚଲାନ୍ତୁ |
04:56 | ଏଡିତର୍ ରେ କୋଡ୍ execution ଆରମ୍ଭ କରିବାଖୁ ଟୂଲ୍ ବାର୍ ଉପରେ ଥିବା Run ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:03 | ଏହା, Execution Speedsର ଏକ ତାଲିକା ଦେଖାଇବ |
05:07 | Full speed(No highlighting and inspector), |
05:10 | Full speed,
Slow, Slower, Slowest ଓ Step-by-Step |
05:17 | କୋଡ୍ କୁ Slow ସ୍ପୀଡ୍ ରେ ଚଲାନ୍ତୁ |
05:21 | ଏକ ଇନପୁଟ୍ ବାର୍ ଦେଖାଦେବ |
05:23 | i ପାଇଁ 15 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
05:29 | କାନଭାସରେ 15 ର ବର୍ଗ = 225 ପ୍ରଦର୍ଶିତ ହେଲା |
05:35 | ଏବେ, ଏକ ପ୍ରୋଗ୍ରାମ୍ ମାଧ୍ୟମରେ ଗୋଟିଏ ସଂଖ୍ୟାର nth power ଜାଣିବା |
05:42 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି |
05:46 | ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
05:56 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ |
06:03 | ମୁଁ ଏବେ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରୁଛି |
06:07 | ପ୍ରୋଗ୍ରାମ୍ ର ସ୍ପଷ୍ଟୀକରଣ |
06:09 | # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ |
06:13 | Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ |
06:18 | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ଓ $n ହେଉଛି ଭେ ରିଏବଲ୍ସ |
06:25 | ask କମାଣ୍ଡ, ଭେରିଏବଲ୍ସ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ ପଚାରେ. ଏଣ୍ଟର୍ ଦାବନ୍ତୁ |
06:31 | ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ |
06:37 | Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ |
06:43 | ଗୋଟିଏ ସଂଖ୍ୟାର nth powerକୁ Print ($i^$n) ଗଣନା ଓ ପ୍ରିଣ୍ଟ କରେ |
06:52 | Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ |
06:57 | ପ୍ରୋଗ୍ରାମ୍ କୁ ଚଲାନ୍ତୁ |
07:00 | i ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
07:05 | n ପାଇଁ 4 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ କାନଭାସ୍ ଉପରେ 5^4=625 ପ୍ରଦର୍ଶିତ ହେଲା |
07:18 | ଏହାପରେ, ଗୋଟିଏ ସଂଖ୍ୟାର ବର୍ଗମୂଳ ଖୋଜିବା ପାଇଁ ଏକ ପ୍ରୋଗ୍ରାମ୍ ରେ ଇନବିଲ୍ଟ sqrt ଫଙ୍କଶନ୍ ବ୍ୟବହାର କରିବା |
07:27 | ମୁଁ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
07:35 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ |
07:43 | ମୁଁ ପ୍ରୋଗ୍ରାମ୍ କୁ ଯୁମ୍ କରିବି, ତାହା ସାମାନ୍ୟ ଝାପସା ଦେଖାଯାଇପାରେ |
07:49 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
07:52 | # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ |
07:57 | Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ |
08:02 | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ହେଉଛି ଏକ ଭେ ରିଏବଲ୍ |
08:07 | ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ |
08:12 | ଗୋଟିଏ ସଂଖ୍ୟାର ବର୍ଗମୂଳକୁ Print sqrt $i ପ୍ରିଣ୍ଟ କରେ |
08:19 | Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ |
08:24 | ଏବେ, ପ୍ରୋଗ୍ରାମ୍ କୁ ଚଲାନ୍ତୁ |
08:28 | i ପାଇଁ 169 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
08:34 | କାନଭାସରେ 169 ର ବର୍ଗମୂଳ = 13 ପ୍ରଦର୍ଶିତ ହେଲା |
08:39 | ଏବେ ପୁଣିଥରେ ରନ୍ କରନ୍ତୁ |
08:42 | i ପାଇଁ -169 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
08:49 | ଯଦି ଆମେ ଏକ ନେଗେଟିଭ୍ ନମ୍ୱର୍ ଏଣ୍ଟର୍ କରୁ, ତେବେ ଆଉଟପୁଟ୍ NaN ହେବ, ଯାହାର ଅର୍ଥ Not a Number |
08:56 | ଯେହେତୁ ନେଗେଟିଭ୍ ନମ୍ୱର୍ ର ବର୍ଗମୂଳ ଏକ ପ୍ରକୃତ ନମ୍ୱର୍ ନୁହେଁ |
09:02 | ଏହାପରେ, ଏକ ପ୍ରୋଗ୍ରାମ୍ ମାଧ୍ୟମରେ ଗୋଟିଏ ପଜିଟିଭ୍ ନମ୍ୱର୍ ର ଘନମୂଳ ନିଦର୍ଧାରଣ କରିବା |
09:08 | ମୁଁ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
09:19 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ |
09:25 | ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ |
09:31 | ମୁଁ ଏବେ ପ୍ରୋଗ୍ରାମ୍ ବର୍ଣ୍ଣନା କରୁଛି |
09:35 | # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ |
09:38 | ଧ୍ୟାନଦିଅନ୍ତୁ ଯେ, ଏହା ହେଉଛି ଏକ ସିଙ୍ଗଲ୍ ଲାଇନ୍ କମେଣ୍ଟ |
09:42 | ପ୍ରତ୍ୟେକ କମେଣ୍ଟ # (ହାଶ୍) ଚିହ୍ନ ଆଗକୁ ରହିବା ଉଚିତ |
09:48 | Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ |
09:53 | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ଓ $C ହେଉଛି ଭେ ରିଏବଲ୍ସ |
09:59 | ଗୋଟିଏ ସଂଖ୍ୟାର ଘନମୂଳକୁ $C=($i)^(1/3) ଗଣନା କରେ |
10:07 | ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ |
10:13 | ଗୋଟିଏ ସଂଖ୍ୟାର ଘନମୂଳକୁ Print $C ପ୍ରିଣ୍ଟ କରେ |
10:19 | Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ |
10:23 | ପ୍ରୋଗ୍ରାମ୍ କୁ ଚଲାନ୍ତୁ |
10:27 | i ପାଇଁ 343 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
10:34 | କାନଭାସରେ 343 ର ଘନମୂଳ = 7 ପ୍ରଦର୍ଶିତ ହେଲା |
10:40 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
10:43 | ସଂକ୍ଷିପ୍ତରେ |
10:46 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
10:49 | ପ୍ରୋଗ୍ରାମିଙ୍ଗ୍ କନସେପ୍ଟ |
10:52 | sqrt ଫଙ୍କଶନ୍ ର ବ୍ୟବହାର |
10:55 | ପ୍ରିଣ୍ଟ କମାଣ୍ଡର ବ୍ୟବହାର |
10:57 | କେଟର୍ଟଲ୍ ଏଡିଟର୍ ଓ କାନଭାସ୍ ବ୍ୟବହାର କରିବା |
11:02 | ଏକ ଆସାଇନମେଣ୍ଟ ଭାବେ, ନିମ୍ନଲିଖିତ ପାଇବା ପାଇଁ ବେସିକ୍ ପ୍ରୋଗ୍ରାମିଙ୍ଗ୍ କମାଣ୍ଡଗୁଡ଼ିକୁ ବ୍ୟବହାର କରନ୍ତୁ ... |
11:08 | ଗୋଟିଏ ସଂଖ୍ୟାର ଘନ |
11:11 | ଗୋଟିଏ ସଂଖ୍ୟାର nth root |
11:15 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial |
11:19 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
11:22 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
11:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
11:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
11:32 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
11:35 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
11:44 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
11:48 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:55 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
11:59 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |