PERL/C2/More-Conditional-statements/Oriya

From Script | Spoken-Tutorial
Revision as of 18:03, 10 April 2017 by PoojaMoolya (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ପର୍ଲରେ if-elsif-elseswitch କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା-
00:10 Perlରେ if-elsif-else ଷ୍ଟେଟମେଣ୍ଟ ଓ switch ଷ୍ଟେଟମେଣ୍ଟ
00:15 ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି
00:22 ମୁଁ gedit Text Editor ମଧ୍ୟ ବ୍ୟବହାର କରିବି
00:25 ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
00:29 Perlରେ VariablesComments ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
00:34 for, foreach, whiledo-while loops ଓ
00:38 if if-else ଷ୍ଟେଟମେଣ୍ଟ ଉପରେ ଧାରଣା ଥିଲେ ଆହୁରି ଭଲ
00:43 ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା ସେହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:48 Perlରେ If-elsif-else ଷ୍ଟେଟମେଣ୍ଟ ବ୍ୟବହାର କରାଯାଇପାରିବ
00:52 ମଲ୍ଟିପଲ୍ କଣ୍ଡିସନ୍ ଟେଷ୍ଟ ପାଇଁ ଓ
00:54 ସମସ୍ତ କଣ୍ଡିସନ୍ ଫେଲ୍ ହୋଇଗଲେ ଏହା default else block ଏକଜେକ୍ୟୁଟ୍ କରିବ
00:59 if-elsif-else ଷ୍ଟେଟମେଣ୍ଟର ସିଣ୍ଟାକ୍ସ ହେଉଛି
01:04 if space ଓପନ୍ ବ୍ରାକେଟ୍ condition କ୍ଲୋଜ୍ ବ୍ରାକେଟ୍ ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍, ଏଣ୍ଟର ଦାବନ୍ତୁ
01:13 ଯେତେବେଳେ କଣ୍ଡିଶନ୍ ଟ୍ରୁ ହୋଇଥିବ, ଏକଜେକ୍ୟୁଟ୍ ହେବାକୁ ଥିବା କୋଡ୍ ର ଭାଗ
01:18 ଏଣ୍ଟର ଦାବନ୍ତୁ
01:20 କ୍ଲୋଜ୍‍ କର୍ଲୀ ବ୍ରାକେଟ୍ ସ୍ପେସ୍ elsif ସ୍ପେସ୍ ଓପନ୍‍ ବ୍ରାକେଟ୍ condition କ୍ଲୋଜ୍‍ ବ୍ରାକେଟ୍ ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍
01:30 ଏଣ୍ଟର ଦାବନ୍ତୁ,elsif condition ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା
01:33 ଆଉଏକ କୋଡ୍ ର ଭାଗ ସେମିକଲୋନ୍
01:37 ଏଣ୍ଟର ଦାବନ୍ତୁ
01:39 କ୍ଲୋଜ୍‍ କର୍ଲୀ ବ୍ରାକେଟ୍ ସ୍ପେସ୍ else ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍
01:44 ଏଣ୍ଟର ଦାବନ୍ତୁ,ଉପରୋକ୍ତ କଣ୍ଡିଶନ୍ସ ଫଲ୍ସ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା କୋଡ୍, ସେମିକଲନ୍
01:51 ଏଣ୍ଟର ଦାବନ୍ତୁ,କ୍ଲୋଜ୍‍ କର୍ଲୀ ବ୍ରାକେଟ୍
01:55 ପ୍ରଥମେ if କଣ୍ଡିସନ୍ ଚେକ୍ ଓ ଏକଜେକ୍ୟୁଟ୍ ହେବ, ଯଦି କଣ୍ଡିସନ୍ ଟ୍ରୁ ହୋଇଥିବ
02:01 ଯଦି ନୁହେଁ, ତେବେ else if କଣ୍ଡିସନ୍ ଚେକ୍ ଓ ଏକଜେକ୍ୟୁଟ୍ ହେବ ଯଦି ଏହା ଟ୍ରୁ ହୋଇଥିବ
02:06 ନହେଲେ, else ବ୍ଲକ୍ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
02:11 ଏବେ, if-elsif-else ଷ୍ଟେଟମେଣ୍ଟର ଏକ ଉଦାହରଣ ଦେଖିବା
02:16 ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
02:19 gedit conditionalBlocks dot pl space ampersand
02:26 ଓ ଏଣ୍ଟର ଦାବନ୍ତୁ
02:28 ଏହା geditରେ conditionalBlocks.pl ଫାଇଲ୍କୁ ଖୋଲିବ
02:33 ସ୍କ୍ରିନ୍ ଉପରେ ପ୍ରଦର୍ଶିତ ହୋଇଥିବା କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
02:38 ଆମେ ଭେରିଏବଲ୍ ଲାଙ୍ଗୁଏଜ୍ କୁ 'Perl' ଭାଲ୍ୟୁ ଆସାଇନ୍‍ କରିଛେ
02:44 ଧ୍ୟାନଦିଅନ୍ତୁ, eq ହେଉଛି string comparison ଅପରେଟର୍
02:49 ଓ ତାହାପରେ ଆମେ ଯାଞ୍ଚ କରିବାକୁ ଚାହୁଁଥିବା ବିଭିନ୍ନ କଣ୍ଡିସନ୍ ଆମ ପାଖରେ ଅଛି
02:55 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
02:58 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ସିଧାସଳଖ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ
03:02 perl conditionalBlocks dot pl ଟାଇପ୍ କରନ୍ତୁ
03:09 ଧ୍ୟାନଦିଅନ୍ତୁ: ମୁଁ କମ୍ପାଇଲେସନ୍ ଷ୍ଟେପ୍ ସ୍କିପ୍ କରିଯାଉଛି. ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଏହି ସୋପାନ ବାଧ୍ୟତାମୂଳକ ନୁହେଁ
03:16 ଯଦି ସେଥିରେ କୌଣସି କମ୍ପାଇଲେସନ୍ ଏରର୍ ଥିବ,
03:18 ଏକଜେକ୍ୟୁସନ୍ ତାହାକୁ ବାହାର କରିବ ଓ ସ୍କ୍ରିପ୍ଟର ଏକଜେକ୍ୟୁସନ୍ ବନ୍ଦ କରିଦେବ
03:23 ଏବେ ଏଣ୍ଟର ଦାବନ୍ତୁ
03:25 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ-
03:27 Hi, I am Perl
03:29 ଏବେ, ପରବର୍ତ୍ତୀ ମାମଲା ଦେଖିବା
03:31 geditକୁ ଫେରିଆସନ୍ତୁ
03:33 ଭେରିଏବଲ୍ ଲାଙ୍ଗୁଏଜ୍ କୁ 'Java' ଆସାଇନ୍‍ କରନ୍ତୁ
03:37 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
03:40 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ
03:43 perl conditionalBlocks dot pl ଟାଇପ୍ କରନ୍ତୁ
03:50 ଓ ଏଣ୍ଟର ଦାବନ୍ତୁ
03:53 ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ: Hi, I am Java
03:59 ପୁଣିଥରେ geditକୁ ଫେରିଯିବା
04:03 ଏବେ, language ଭେରିଏବଲ୍ କୁ 'English' ଆସାଇନ୍ କରିବା
04:07 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
04:09 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ
04:13 perl conditionalBlocks dot pl ଟାଇପ୍ କରନ୍ତୁ
04:18 ଓ ଏଣ୍ଟର ଦାବନ୍ତୁ,ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ-
04:22 I am not a computer language
04:27 ତିନୋଟିଯାକ ମାମଲା ସୂଚାଉଛି ଯେ;
04:29 କେବଳ କଣ୍ଡିସନ୍ ସାଟିସଫାଏ କରୁଥିବା ଗୋଟିଏ if block ଏକଜେକ୍ୟୁଟ୍ ହେବ
04:35 ନହେଲେ ଡିଫଲ୍ଟ else block ଏକଜେକ୍ୟୁଟ୍ ହେବ
04:39 ଆମେ ଆବଶ୍ୟକତା ଅନୁସାରେ ଏହିପରି multiple elsif କଣ୍ଡିସନ୍ ରଖିପାରିବା
04:46 ଆସାଇନ୍ମେଣ୍ଟ ଭାବେ -
04:48 ପ୍ରିଣ୍ଟ କରିବା ପାଇଁ ଏକ if-elsif-else ଷ୍ଟେଟମେଣ୍ଟ ଲେଖନ୍ତୁ
04:51 “I am a Science graduate” ଯଦି stream ହେଉଛି science
04:55 “I am a Commerce graduate” ଯଦି stream ହେଉଛି commerce
04:59 “I am an Arts graduate” ଯଦି stream science କିମ୍ବା commerce ହୋଇନଥିବ
05:06 ଏବେ switch ଷ୍ଟେଟମେଣ୍ଟ ବିଷୟରେ ଶିଖିବା
05:10 Perl 5.8 ପର୍ଯ୍ୟନ୍ତ କୌଣସି switch ଷ୍ଟେଟମେଣ୍ଟ ନଥିଲା
05:14 ଏହାପରେ Switch module ଇଣ୍ଟ୍ରୋଡ୍ୟୁସ୍‍ ହେଲା
05:18 ଯାହା switch ଷ୍ଟେଟମେଣ୍ଟର ବ୍ୟାବହାରିକତା ଯୋଗାଇଲା
05:22 ଧ୍ୟାନଦିଅନ୍ତୁ: ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ Perlରେ Modules କଭର୍‍ କରାଯିବ
05:27 switchର ସିଣ୍ଟାକ୍ସ ହେଉଛି:
05:30 use Switch semicolon
05:32 ଏଣ୍ଟର ଦାବନ୍ତୁ
05:34 switch ସ୍ପେସ୍ ଓପନ୍‍ ବ୍ରାକେଟ୍ dollar value କ୍ଲୋଜ୍‍ ବ୍ରାକେଟ୍ , ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍
05:42 ଏଣ୍ଟର ଦାବନ୍ତୁ
05:44 case ସ୍ପେସ୍ 1 ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍ executes when dollar value equal to 1 କ୍ଲୋଜ୍‍ କର୍ଲୀ ବ୍ରାକେଟ୍
05:53 ଏଣ୍ଟର ଦାବନ୍ତୁ
05:55 case ସ୍ପେସ୍ ସିଙ୍ଗଲ୍ କୋଟ୍ a ସିଙ୍ଗଲ୍ କୋଟ୍ ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍ executes when dollar value equal to ସିଙ୍ଗଲ୍ କୋଟ୍ a ସିଙ୍ଗଲ୍ କୋଟ୍ କ୍ଲୋଜ୍‍ କର୍ଲୀ ବ୍ରାକେଟ୍
06:09 ଏଣ୍ଟର ଦାବନ୍ତୁ,else ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍ executes when dollar value does not match any of the cases
06:18 କ୍ଲୋଜ୍‍ କର୍ଲୀ ବ୍ରାକେଟ୍,ଏଣ୍ଟର ଦାବନ୍ତୁ
06:20 କ୍ଲୋଜ୍‍ କର୍ଲୀ ବ୍ରାକେଟ୍
06:22 ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଚାଲନ୍ତୁ switchକୁ ବୁଝିବା
06:26 ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
06:29 gedit sampleSwitch dot pl space ampersand
06:36 ଓ ଏଣ୍ଟର ଦାବନ୍ତୁ
06:38 ଏବେ, ସ୍କ୍ରିନ୍ ରେ ପ୍ରଦର୍ଶିତ ନମୁନା ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
06:43 switch ଷ୍ଟେଟମେଣ୍ଟ କେମିତି କାମକରେ, ଚାଲନ୍ତୁ ବୁଝିବା
06:46 use Switch ଷ୍ଟେଟମେଣ୍ଟ Switch ମଡ୍ୟୁଲ୍ କୁ Perl କୋଡ୍ ଭିତରେ ମିଶାଏ
06:54 ଧ୍ୟାନଦିଅନ୍ତୁ: ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ use keyword ବିଷୟରେ ସବିଶେଷ ଶିଖିବା
07:00 ଏବେ ଭିନ୍ନ କେସ୍ ଗୁଡ଼ିକୁ ଟେଷ୍ଟ କରିବା
07:03 ଆମେ $var ଭେରିଏବଲ୍ କୁ 'Perl' ଆସାଇନ୍‍ କରିଛେ
07:08 switch ଷ୍ଟେଟମେଣ୍ଟ ରେ $var ଭେରିଏବଲ୍ ର ଭାଲ୍ୟୁ ଚେକ୍ ହୋଇଛି
07:14 ପ୍ରଥମ କେସ୍ ରେ ଏହା 'Perl' କେସ୍ ସହିତ ମ୍ୟାଚ୍‍ ହୋଇଥାଏ
07:19 ତେଣୁ, ଏହି case ବିପକ୍ଷରେ ଲେଖାଥିବା କୋଡ୍ ଏକଜେକ୍ୟୁଟ୍ ହେବ
07:24 ଫାଇଲ୍ ଟିକୁ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
07:27 ଏବେ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
07:31 perl sampleSwitch.pl
07:36 ଏଣ୍ଟର ଦାବନ୍ତୁ
07:38 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
07:41 I am Perl
07:43 geditରେ sampleSwitch.pl ଫାଇଲ୍ କୁ ଫେରିଆସନ୍ତୁ
07:48 ଏବେ, $var ଭେରିଏବଲ୍ କୁ 'Linux' ଆସାଇନ୍‍ କରିବା
07:52 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
07:57 ପୁଣିଥରେ $var ଭେରିଏବଲ୍ ର ଭାଲ୍ୟୁ switch ରେ ଚେକ୍ ହେବ
08:03 ଏହା 'Linux' କେସ୍ ସହ ମ୍ୟାଚ୍‍ ହୋଇଥାଏ
08:05 ତେଣୁ, ଏହି କେସ୍ ପାଇଁ ଲେଖାଥିବା କୋଡ୍ ଏକଜେକ୍ୟୁଟ୍ ହେବ
08:10 ଏବେ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
08:15 perl sampleSwitch.pl
08:19 ଏଣ୍ଟର ଦାବନ୍ତୁ
08:21 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
08:24 I am Linux
08:26 geditରେ sampleSwitch.pl ଫାଇଲ୍ କୁ ଫେରିଆସନ୍ତୁ
08:30 ସେହିପରି, ଯଦି $var ଭେରିଏବଲ୍ ର 'Java' ଭାଲ୍ୟୁ ଥିବ, ତେବେ ଦ୍ୱିତୀୟ କେସ୍ ଚେକ୍ ହେବ
08:38 ଏବେ, $var ଭେରିଏବଲ୍ କୁ 'English' ଆସାଇନ୍ କରିବା
08:42 ପୁଣିଥରେ $var ଭେରିଏବଲ୍ ର ଭାଲ୍ୟୁ switchରେ ଚେକ୍ ହେବ
08:47 ଏହା କୌଣସି case ଷ୍ଟେଟମେଣ୍ଟ ସହ ମ୍ୟାଚ୍‍ କରୁନାହିଁ
08:50 ତେଣୁ else ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ
08:54 ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
09:00 perl sampleSwitch.pl
09:07 ଓ ଏଣ୍ଟର ଦାବନ୍ତୁ
09:09 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
09:12 I am not a computer language
09:17 ତିନୋଟିଯାକ ମାମଲା ସୂଚାଏ ଯେ:
09:20 ଏକ୍ସପ୍ରେସନ୍ ର ଭାଲ୍ୟୁ ଏକଜେକ୍ୟୁଟ୍ ହେବାକୁ ଥିବା case ସ୍ଥିର କରେ
09:25 କେବଳ ବୈଧ case ଏକଜେକ୍ୟୁଟ୍ ହେବ ଓ
09:28 ଯେତେବେଳେ କୌଣସି ବୈଧ case ନଥିବ, ତେବେ default else case ଏକଜେକ୍ୟୁଟ୍ ହେବ
09:35 else case ଲେଖିବା ବାଧ୍ୟତାମୂଳକ ନୁହେଁ
09:39 ଏହି ରୂପରେଖରେ,
09:41 ଯଦି କୌଣସି କେସ୍ ମ୍ୟାଚ୍ ନକରେ
09:44 ତେବେ switch ଷ୍ଟେଟମେଣ୍ଟରୁ କୌଣସି ଆଉଟପୁଟ୍ ଆସିବ ନାହିଁ
09:48 ଅନ୍ୟ ଆସାଇନମେଣ୍ଟ ଭାବେ -
09:50 switch ଷ୍ଟେଟମେଣ୍ଟ ବ୍ୟବହାର କରି
09:53 ଏହି ଟ୍ୟୁଟୋରିଆଲ୍ ରେ ଦିଆଯାଇଥିବା ପୂର୍ବ ଆସାଇନମେଣ୍ଟକୁ ପୁଣି ଲେଖନ୍ତୁ
09:57 ସଂକ୍ଷିପ୍ତରେ
09:59 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
10:01 ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି
10:04 ପର୍ଲରେ if-elsif-else ଷ୍ଟେଟମେଣ୍ଟ ଓ ,switch ଷ୍ଟେଟମେଣ୍ଟ
10:08 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
10:12 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:15 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
10:20 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:25 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:30 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
10:36 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:40 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:47 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
10:58 ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
11:00 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
11:03 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep