PERL/C2/More-Conditional-statements/Oriya
From Script | Spoken-Tutorial
| Time | Narration |
| 00:00 | ପର୍ଲରେ if-elsif-else ଓ switch କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା- |
| 00:10 | Perlରେ if-elsif-else ଷ୍ଟେଟମେଣ୍ଟ ଓ switch ଷ୍ଟେଟମେଣ୍ଟ |
| 00:15 | ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି |
| 00:22 | ମୁଁ gedit Text Editor ମଧ୍ୟ ବ୍ୟବହାର କରିବି |
| 00:25 | ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ |
| 00:29 | Perlରେ Variables ଓ Comments ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ |
| 00:34 | ଓ for, foreach, while ଓ do-while loops ଓ |
| 00:38 | if ଓ if-else ଷ୍ଟେଟମେଣ୍ଟ ଉପରେ ଧାରଣା ଥିଲେ ଆହୁରି ଭଲ |
| 00:43 | ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା ସେହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
| 00:48 | Perlରେ If-elsif-else ଷ୍ଟେଟମେଣ୍ଟ ବ୍ୟବହାର କରାଯାଇପାରିବ |
| 00:52 | ମଲ୍ଟିପଲ୍ କଣ୍ଡିସନ୍ ଟେଷ୍ଟ ପାଇଁ ଓ |
| 00:54 | ସମସ୍ତ କଣ୍ଡିସନ୍ ଫେଲ୍ ହୋଇଗଲେ ଏହା default else block ଏକଜେକ୍ୟୁଟ୍ କରିବ |
| 00:59 | if-elsif-else ଷ୍ଟେଟମେଣ୍ଟର ସିଣ୍ଟାକ୍ସ ହେଉଛି |
| 01:04 | if space ଓପନ୍ ବ୍ରାକେଟ୍ condition କ୍ଲୋଜ୍ ବ୍ରାକେଟ୍ ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍, ଏଣ୍ଟର ଦାବନ୍ତୁ |
| 01:13 | ଯେତେବେଳେ କଣ୍ଡିଶନ୍ ଟ୍ରୁ ହୋଇଥିବ, ଏକଜେକ୍ୟୁଟ୍ ହେବାକୁ ଥିବା କୋଡ୍ ର ଭାଗ |
| 01:18 | ଏଣ୍ଟର ଦାବନ୍ତୁ |
| 01:20 | କ୍ଲୋଜ୍ କର୍ଲୀ ବ୍ରାକେଟ୍ ସ୍ପେସ୍ elsif ସ୍ପେସ୍ ଓପନ୍ ବ୍ରାକେଟ୍ condition କ୍ଲୋଜ୍ ବ୍ରାକେଟ୍ ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ |
| 01:30 | ଏଣ୍ଟର ଦାବନ୍ତୁ,elsif condition ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା |
| 01:33 | ଆଉଏକ କୋଡ୍ ର ଭାଗ ସେମିକଲୋନ୍ |
| 01:37 | ଏଣ୍ଟର ଦାବନ୍ତୁ |
| 01:39 | କ୍ଲୋଜ୍ କର୍ଲୀ ବ୍ରାକେଟ୍ ସ୍ପେସ୍ else ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ |
| 01:44 | ଏଣ୍ଟର ଦାବନ୍ତୁ,ଉପରୋକ୍ତ କଣ୍ଡିଶନ୍ସ ଫଲ୍ସ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା କୋଡ୍, ସେମିକଲନ୍ |
| 01:51 | ଏଣ୍ଟର ଦାବନ୍ତୁ,କ୍ଲୋଜ୍ କର୍ଲୀ ବ୍ରାକେଟ୍ |
| 01:55 | ପ୍ରଥମେ if କଣ୍ଡିସନ୍ ଚେକ୍ ଓ ଏକଜେକ୍ୟୁଟ୍ ହେବ, ଯଦି କଣ୍ଡିସନ୍ ଟ୍ରୁ ହୋଇଥିବ |
| 02:01 | ଯଦି ନୁହେଁ, ତେବେ else if କଣ୍ଡିସନ୍ ଚେକ୍ ଓ ଏକଜେକ୍ୟୁଟ୍ ହେବ ଯଦି ଏହା ଟ୍ରୁ ହୋଇଥିବ |
| 02:06 | ନହେଲେ, else ବ୍ଲକ୍ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ |
| 02:11 | ଏବେ, if-elsif-else ଷ୍ଟେଟମେଣ୍ଟର ଏକ ଉଦାହରଣ ଦେଖିବା |
| 02:16 | ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ |
| 02:19 | gedit conditionalBlocks dot pl space ampersand |
| 02:26 | ଓ ଏଣ୍ଟର ଦାବନ୍ତୁ |
| 02:28 | ଏହା geditରେ conditionalBlocks.pl ଫାଇଲ୍କୁ ଖୋଲିବ |
| 02:33 | ସ୍କ୍ରିନ୍ ଉପରେ ପ୍ରଦର୍ଶିତ ହୋଇଥିବା କୋଡ୍ ର ଭାଗକୁ ଟାଇପ୍ କରନ୍ତୁ |
| 02:38 | ଆମେ ଭେରିଏବଲ୍ ଲାଙ୍ଗୁଏଜ୍ କୁ 'Perl' ଭାଲ୍ୟୁ ଆସାଇନ୍ କରିଛେ |
| 02:44 | ଧ୍ୟାନଦିଅନ୍ତୁ, eq ହେଉଛି string comparison ଅପରେଟର୍ |
| 02:49 | ଓ ତାହାପରେ ଆମେ ଯାଞ୍ଚ କରିବାକୁ ଚାହୁଁଥିବା ବିଭିନ୍ନ କଣ୍ଡିସନ୍ ଆମ ପାଖରେ ଅଛି |
| 02:55 | ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
| 02:58 | ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ସିଧାସଳଖ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ |
| 03:02 | perl conditionalBlocks dot pl ଟାଇପ୍ କରନ୍ତୁ |
| 03:09 | ଧ୍ୟାନଦିଅନ୍ତୁ: ମୁଁ କମ୍ପାଇଲେସନ୍ ଷ୍ଟେପ୍ ସ୍କିପ୍ କରିଯାଉଛି. ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଏହି ସୋପାନ ବାଧ୍ୟତାମୂଳକ ନୁହେଁ |
| 03:16 | ଯଦି ସେଥିରେ କୌଣସି କମ୍ପାଇଲେସନ୍ ଏରର୍ ଥିବ, |
| 03:18 | ଏକଜେକ୍ୟୁସନ୍ ତାହାକୁ ବାହାର କରିବ ଓ ସ୍କ୍ରିପ୍ଟର ଏକଜେକ୍ୟୁସନ୍ ବନ୍ଦ କରିଦେବ |
| 03:23 | ଏବେ ଏଣ୍ଟର ଦାବନ୍ତୁ |
| 03:25 | ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ- |
| 03:27 | Hi, I am Perl |
| 03:29 | ଏବେ, ପରବର୍ତ୍ତୀ ମାମଲା ଦେଖିବା |
| 03:31 | geditକୁ ଫେରିଆସନ୍ତୁ |
| 03:33 | ଭେରିଏବଲ୍ ଲାଙ୍ଗୁଏଜ୍ କୁ 'Java' ଆସାଇନ୍ କରନ୍ତୁ |
| 03:37 | ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
| 03:40 | ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ |
| 03:43 | perl conditionalBlocks dot pl ଟାଇପ୍ କରନ୍ତୁ |
| 03:50 | ଓ ଏଣ୍ଟର ଦାବନ୍ତୁ |
| 03:53 | ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ: Hi, I am Java |
| 03:59 | ପୁଣିଥରେ geditକୁ ଫେରିଯିବା |
| 04:03 | ଏବେ, language ଭେରିଏବଲ୍ କୁ 'English' ଆସାଇନ୍ କରିବା |
| 04:07 | ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
| 04:09 | ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ |
| 04:13 | perl conditionalBlocks dot pl ଟାଇପ୍ କରନ୍ତୁ |
| 04:18 | ଓ ଏଣ୍ଟର ଦାବନ୍ତୁ,ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ- |
| 04:22 | I am not a computer language |
| 04:27 | ତିନୋଟିଯାକ ମାମଲା ସୂଚାଉଛି ଯେ; |
| 04:29 | କେବଳ କଣ୍ଡିସନ୍ ସାଟିସଫାଏ କରୁଥିବା ଗୋଟିଏ if block ଏକଜେକ୍ୟୁଟ୍ ହେବ |
| 04:35 | ନହେଲେ ଡିଫଲ୍ଟ else block ଏକଜେକ୍ୟୁଟ୍ ହେବ |
| 04:39 | ଆମେ ଆବଶ୍ୟକତା ଅନୁସାରେ ଏହିପରି multiple elsif କଣ୍ଡିସନ୍ ରଖିପାରିବା |
| 04:46 | ଆସାଇନ୍ମେଣ୍ଟ ଭାବେ - |
| 04:48 | ପ୍ରିଣ୍ଟ କରିବା ପାଇଁ ଏକ if-elsif-else ଷ୍ଟେଟମେଣ୍ଟ ଲେଖନ୍ତୁ |
| 04:51 | “I am a Science graduate” ଯଦି stream ହେଉଛି science |
| 04:55 | “I am a Commerce graduate” ଯଦି stream ହେଉଛି commerce |
| 04:59 | “I am an Arts graduate” ଯଦି stream science କିମ୍ବା commerce ହୋଇନଥିବ |
| 05:06 | ଏବେ switch ଷ୍ଟେଟମେଣ୍ଟ ବିଷୟରେ ଶିଖିବା |
| 05:10 | Perl 5.8 ପର୍ଯ୍ୟନ୍ତ କୌଣସି switch ଷ୍ଟେଟମେଣ୍ଟ ନଥିଲା |
| 05:14 | ଏହାପରେ Switch module ଇଣ୍ଟ୍ରୋଡ୍ୟୁସ୍ ହେଲା |
| 05:18 | ଯାହା switch ଷ୍ଟେଟମେଣ୍ଟର ବ୍ୟାବହାରିକତା ଯୋଗାଇଲା |
| 05:22 | ଧ୍ୟାନଦିଅନ୍ତୁ: ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ Perlରେ Modules କଭର୍ କରାଯିବ |
| 05:27 | switchର ସିଣ୍ଟାକ୍ସ ହେଉଛି: |
| 05:30 | use Switch semicolon |
| 05:32 | ଏଣ୍ଟର ଦାବନ୍ତୁ |
| 05:34 | switch ସ୍ପେସ୍ ଓପନ୍ ବ୍ରାକେଟ୍ dollar value କ୍ଲୋଜ୍ ବ୍ରାକେଟ୍ , ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ |
| 05:42 | ଏଣ୍ଟର ଦାବନ୍ତୁ |
| 05:44 | case ସ୍ପେସ୍ 1 ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ executes when dollar value equal to 1 କ୍ଲୋଜ୍ କର୍ଲୀ ବ୍ରାକେଟ୍ |
| 05:53 | ଏଣ୍ଟର ଦାବନ୍ତୁ |
| 05:55 | case ସ୍ପେସ୍ ସିଙ୍ଗଲ୍ କୋଟ୍ a ସିଙ୍ଗଲ୍ କୋଟ୍ ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ executes when dollar value equal to ସିଙ୍ଗଲ୍ କୋଟ୍ a ସିଙ୍ଗଲ୍ କୋଟ୍ କ୍ଲୋଜ୍ କର୍ଲୀ ବ୍ରାକେଟ୍ |
| 06:09 | ଏଣ୍ଟର ଦାବନ୍ତୁ,else ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ executes when dollar value does not match any of the cases |
| 06:18 | କ୍ଲୋଜ୍ କର୍ଲୀ ବ୍ରାକେଟ୍,ଏଣ୍ଟର ଦାବନ୍ତୁ |
| 06:20 | କ୍ଲୋଜ୍ କର୍ଲୀ ବ୍ରାକେଟ୍ |
| 06:22 | ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଚାଲନ୍ତୁ switchକୁ ବୁଝିବା |
| 06:26 | ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ |
| 06:29 | gedit sampleSwitch dot pl space ampersand |
| 06:36 | ଓ ଏଣ୍ଟର ଦାବନ୍ତୁ |
| 06:38 | ଏବେ, ସ୍କ୍ରିନ୍ ରେ ପ୍ରଦର୍ଶିତ ନମୁନା ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
| 06:43 | switch ଷ୍ଟେଟମେଣ୍ଟ କେମିତି କାମକରେ, ଚାଲନ୍ତୁ ବୁଝିବା |
| 06:46 | use Switch ଷ୍ଟେଟମେଣ୍ଟ Switch ମଡ୍ୟୁଲ୍ କୁ Perl କୋଡ୍ ଭିତରେ ମିଶାଏ |
| 06:54 | ଧ୍ୟାନଦିଅନ୍ତୁ: ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ use keyword ବିଷୟରେ ସବିଶେଷ ଶିଖିବା |
| 07:00 | ଏବେ ଭିନ୍ନ କେସ୍ ଗୁଡ଼ିକୁ ଟେଷ୍ଟ କରିବା |
| 07:03 | ଆମେ $var ଭେରିଏବଲ୍ କୁ 'Perl' ଆସାଇନ୍ କରିଛେ |
| 07:08 | switch ଷ୍ଟେଟମେଣ୍ଟ ରେ $var ଭେରିଏବଲ୍ ର ଭାଲ୍ୟୁ ଚେକ୍ ହୋଇଛି |
| 07:14 | ପ୍ରଥମ କେସ୍ ରେ ଏହା 'Perl' କେସ୍ ସହିତ ମ୍ୟାଚ୍ ହୋଇଥାଏ |
| 07:19 | ତେଣୁ, ଏହି case ବିପକ୍ଷରେ ଲେଖାଥିବା କୋଡ୍ ଏକଜେକ୍ୟୁଟ୍ ହେବ |
| 07:24 | ଫାଇଲ୍ ଟିକୁ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
| 07:27 | ଏବେ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ |
| 07:31 | perl sampleSwitch.pl |
| 07:36 | ଏଣ୍ଟର ଦାବନ୍ତୁ |
| 07:38 | ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ |
| 07:41 | I am Perl |
| 07:43 | geditରେ sampleSwitch.pl ଫାଇଲ୍ କୁ ଫେରିଆସନ୍ତୁ |
| 07:48 | ଏବେ, $var ଭେରିଏବଲ୍ କୁ 'Linux' ଆସାଇନ୍ କରିବା |
| 07:52 | ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
| 07:57 | ପୁଣିଥରେ $var ଭେରିଏବଲ୍ ର ଭାଲ୍ୟୁ switch ରେ ଚେକ୍ ହେବ |
| 08:03 | ଏହା 'Linux' କେସ୍ ସହ ମ୍ୟାଚ୍ ହୋଇଥାଏ |
| 08:05 | ତେଣୁ, ଏହି କେସ୍ ପାଇଁ ଲେଖାଥିବା କୋଡ୍ ଏକଜେକ୍ୟୁଟ୍ ହେବ |
| 08:10 | ଏବେ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ |
| 08:15 | perl sampleSwitch.pl |
| 08:19 | ଏଣ୍ଟର ଦାବନ୍ତୁ |
| 08:21 | ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ |
| 08:24 | I am Linux |
| 08:26 | geditରେ sampleSwitch.pl ଫାଇଲ୍ କୁ ଫେରିଆସନ୍ତୁ |
| 08:30 | ସେହିପରି, ଯଦି $var ଭେରିଏବଲ୍ ର 'Java' ଭାଲ୍ୟୁ ଥିବ, ତେବେ ଦ୍ୱିତୀୟ କେସ୍ ଚେକ୍ ହେବ |
| 08:38 | ଏବେ, $var ଭେରିଏବଲ୍ କୁ 'English' ଆସାଇନ୍ କରିବା |
| 08:42 | ପୁଣିଥରେ $var ଭେରିଏବଲ୍ ର ଭାଲ୍ୟୁ switchରେ ଚେକ୍ ହେବ |
| 08:47 | ଏହା କୌଣସି case ଷ୍ଟେଟମେଣ୍ଟ ସହ ମ୍ୟାଚ୍ କରୁନାହିଁ |
| 08:50 | ତେଣୁ else ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ |
| 08:54 | ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ |
| 09:00 | perl sampleSwitch.pl |
| 09:07 | ଓ ଏଣ୍ଟର ଦାବନ୍ତୁ |
| 09:09 | ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ |
| 09:12 | I am not a computer language |
| 09:17 | ତିନୋଟିଯାକ ମାମଲା ସୂଚାଏ ଯେ: |
| 09:20 | ଏକ୍ସପ୍ରେସନ୍ ର ଭାଲ୍ୟୁ ଏକଜେକ୍ୟୁଟ୍ ହେବାକୁ ଥିବା case ସ୍ଥିର କରେ |
| 09:25 | କେବଳ ବୈଧ case ଏକଜେକ୍ୟୁଟ୍ ହେବ ଓ |
| 09:28 | ଯେତେବେଳେ କୌଣସି ବୈଧ case ନଥିବ, ତେବେ default else case ଏକଜେକ୍ୟୁଟ୍ ହେବ |
| 09:35 | else case ଲେଖିବା ବାଧ୍ୟତାମୂଳକ ନୁହେଁ |
| 09:39 | ଏହି ରୂପରେଖରେ, |
| 09:41 | ଯଦି କୌଣସି କେସ୍ ମ୍ୟାଚ୍ ନକରେ |
| 09:44 | ତେବେ switch ଷ୍ଟେଟମେଣ୍ଟରୁ କୌଣସି ଆଉଟପୁଟ୍ ଆସିବ ନାହିଁ |
| 09:48 | ଅନ୍ୟ ଆସାଇନମେଣ୍ଟ ଭାବେ - |
| 09:50 | switch ଷ୍ଟେଟମେଣ୍ଟ ବ୍ୟବହାର କରି |
| 09:53 | ଏହି ଟ୍ୟୁଟୋରିଆଲ୍ ରେ ଦିଆଯାଇଥିବା ପୂର୍ବ ଆସାଇନମେଣ୍ଟକୁ ପୁଣି ଲେଖନ୍ତୁ |
| 09:57 | ସଂକ୍ଷିପ୍ତରେ |
| 09:59 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ - |
| 10:01 | ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି |
| 10:04 | ପର୍ଲରେ if-elsif-else ଷ୍ଟେଟମେଣ୍ଟ ଓ ,switch ଷ୍ଟେଟମେଣ୍ଟ |
| 10:08 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 10:12 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:15 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 10:20 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 10:25 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 10:30 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
| 10:36 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:40 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:47 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
| 10:58 | ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ |
| 11:00 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
| 11:03 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |