Difference between revisions of "Linux/C2/The-Linux-Environment/Oriya"
From Script | Spoken-Tutorial
Sakinashaikh (Talk | contribs) |
|||
Line 5: | Line 5: | ||
|00:00 | |00:00 | ||
− | | ଲିନକ୍ସ environment ଏବଂ ଏହାର କୁଶଳପୁର୍ବକ ବ୍ୟବହାର | + | | ଲିନକ୍ସ environment ଏବଂ ଏହାର କୁଶଳପୁର୍ବକ ବ୍ୟବହାର କରିବାର ଉପାୟ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ . |
|- | |- | ||
|00:07 | |00:07 | ||
− | |ଏହି ଟ୍ୟୁଟୋରିଆଲ ରେ | + | |ଏହି ଟ୍ୟୁଟୋରିଆଲ ରେ ପ୍ରଦତ୍ତ ଉଦାହରଣ ଗୁଡିକର ଅଭ୍ୟାସ ପାଇଁ ଗୋଟିଏ ୱାର୍କିଂ (କ୍ରୀୟାଶୀଳ) ଲିନକ୍ସ ସିଷ୍ଟମ୍ , ସର୍ବୋତ୍ତମ ଭାବେ Ubuntu (ଉବଣ୍ଟୁ), ର ଅବଶ୍ୟକତା ହେବ . |
|- | |- | ||
|00:13 | |00:13 | ||
− | |ଆମେ | + | |ଆମେ ଧରିନେବା ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍, ଫାଇଲ୍ ସିଷ୍ଟମ ଗୁଡିକ ଏବଂ ଶେଲ୍ ସମ୍ବନ୍ଧରେ କିଛି ମୌଳିକ ଧାରଣା ଆପଣ ଜାଣିଛନ୍ତି . |
|- | |- | ||
|00:22 | |00:22 | ||
− | |ଯଦି ଆପଣ ଆଗ୍ରହି | + | |ଯଦି ଆପଣ ଅଧିକ ଆଗ୍ରହି, କିମ୍ବା ଏହି concept (ଧାରଣା) ଗୁଡିକୁ ମନେପକାଇବା ପାଇଁ ଚାହାନ୍ତି , ଦୟାକରି ଆମ ୱେବ୍ସାଇଟ୍ରେ ଉପଲବ୍ଧ ଅନ୍ୟ ସ୍ପୋକେନ୍ ଟ୍ୟୁଟୋରିଆଲ ବିନା ଦ୍ୱିଧାରେ ବ୍ୟବହାର କରନ୍ତୁ . |
|- | |- | ||
|00:32 | |00:32 | ||
− | |ଦୟାକରି ଧ୍ୟାନ | + | |ଦୟାକରି ଧ୍ୟାନ ଦଅ ଯେ ଏହି ଟ୍ୟୁଟୋରିଆଲ ର ରେକୋର୍ଡିଂଗ୍ (recording) ପାଇଁ ଉବଣ୍ଟୁ 10.10 ର ବ୍ୟବହାର ହୋଇଥିଲା . |
|- | |- | ||
|00:36 | |00:36 | ||
− | |ଦୟାକରି ମଧ୍ୟ ଧ୍ୟାନ | + | |ଦୟାକରି ଏହା ମଧ୍ୟ ଧ୍ୟାନ ଦିଅ ଯେ ଲିନକ୍ସ case sensitive . ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଲୋୟର କେସ୍ ରେ ଅଛି ଯେପର୍ଯ୍ଯନ୍ତ ଅନ୍ୟଥା ଉଲ୍ଲେଖ ହୋଇନାହିଁ . |
|- | |- | ||
|00:46 | |00:46 | ||
− | |ଲିନକ୍ସ environment ନିର୍ଧାରଣ କରେ | + | |ଲିନକ୍ସ environment ନିର୍ଧାରଣ କରେ -- ଅପେରଟିଂଗ୍ ସିଷ୍ଟମ (operating system) ତୁମ ସହିତ କିପରି ବ୍ୟବହାର କରେ, ଏହା ତୁମର କମାଣ୍ଡ୍ ଗୁଡିକୁ କିପରି ଉତ୍ତର ଦିଏ, ଏହା ତୁମର କାର୍ଯ ଗୁଡିକୁ କିପରି ଇଣ୍ଟରପ୍ରିଟ୍ କରେ, ଇତ୍ୟାଦି. |
|- | |- | ||
|00:55 | |00:55 | ||
− | |ଶେଲ୍ (shell) ର | + | |ଶେଲ୍ (shell) ର ସେଟିଂଗ୍ସ୍ (settings) ପରିବର୍ତନ କରି ଲିନକ୍ସ କୁ ବହୁମାତ୍ରାରେ କସ୍ଟୋମାଇଜ୍ କରିହେବ . |
|- | |- | ||
|00:58 | |00:58 | ||
− | |ଚାଲ | + | |ଚାଲ ବୁଝିବା ଏସବୁ କିପରି ହୋଇପାରିବ . |
|- | |- | ||
|00:59 | |00:59 | ||
− | |ସାଧାରଣତଃ ଶେଲ୍ (shell) | + | |ସାଧାରଣତଃ ଶେଲ୍ (shell) ଗୁଡ଼ିକର ଆଚରଣ shell variables ଦ୍ବାରା ନିର୍ଧାରିତ ହୋଇଥାଏ . |
|- | |- | ||
|01:04 | |01:04 | ||
− | | | + | | ମୁଖ୍ୟତଃ ଦୁଇ ପ୍ରକାରର shell variables ଅଛି : |
− | Environment Variables | + | Environment Variables ଏବଂ |
− | + | Local Variables | |
− | + | ||
|- | |- | ||
|01:12 | |01:12 | ||
− | |ଏହାର ନାମ | + | |ଏହାର ନାମ Environment Variables ରଖାଯାଇଛି , କାରଣ ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ୟୁଜର୍ (ବ୍ୟବହାରକାରୀ)ର ସମଗ୍ର environment ରେ ଉପଲବ୍ଧ . |
|- | |- | ||
|01:19 | |01:19 | ||
− | | | + | |ଏଗୁଡ଼ିକ ଶେଲ୍ (shell) ଦ୍ବାରା ଉତ୍ପନ୍ନ ସବ୍-ଶେଲ୍ (subshells) ରେ ମଧ୍ୟ ଉପଲବ୍ଧ, ଯଥା, ଯେଗୁଡ଼ିକ ଶେଲ୍ ସ୍କିରପ୍ଟ୍ (shell scripts) ରନ୍ କରେ . |
|- | |- | ||
|01:24 | |01:24 | ||
− | |Local Variables , ଯାହା | + | |Local Variables, ଯାହା ନାମରୁ ଜଣାଯାଏ କି, ଏହାର ବହୁତ କମ ବା ସୀମିତ ଉପଲବ୍ଧତା ଅଛି . |
|- | |- | ||
|01:31 | |01:31 | ||
− | |ଏଗୁଡିକ ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ଉପଲବ୍ଧ ନାହିଁ. | + | |ଏଗୁଡିକ ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ଉପଲବ୍ଧ ନାହିଁ. |
|- | |- | ||
|01:36 | |01:36 | ||
− | | | + | | ଏହି ଟ୍ୟୁଟୋରିଆଲ ରେ, ଆମେ ମୁଖ୍ୟତଃ environment variables ସମ୍ବନ୍ଧରେ କହିବା, ତେବେ ପ୍ରଥମେ ଚାଲ ଦେଖିବା shell variables ର ମୁଲ୍ୟ କିପରି ଦେଖିପାରିବା . |
|- | |- | ||
|01:48 | |01:48 | ||
− | | | + | |ଚଳିତ ଶେଲ୍ (shell) ରେ ଉପଲବ୍ଧ ସବୁ variable ଗୁଡିକୁ ଦେଖିବା ପାଇଁ, କମାଣ୍ଡ ସେଟ୍ କୁ ଚଲାଅ . |
|- | |- | ||
|01:53 | |01:53 | ||
− | | ଟର୍ମିନାଲ୍ ରେ ଟାଇପ୍ କର "set space 'vertical-bar' more" ଏବଂ ଏନ୍ଟର୍ | + | | ଟର୍ମିନାଲ୍ ରେ ଟାଇପ୍ କର "set space 'vertical-bar' more" ଏବଂ ଏନ୍ଟର୍ ଦବାଅ. |
|- | |- | ||
|02:00 | |02:00 | ||
− | |ଆମେ | + | |ଆମେ ସମସ୍ତ current shell variable ଗୁଡିକୁ ଦେଖିପାରିବା . |
|- | |- | ||
|02:04 | |02:04 | ||
− | |ଉଦାହରଣ ସ୍ବରୁପ, HOME environment variable କୁ | + | |ଉଦାହରଣ ସ୍ବରୁପ, HOME environment variable କୁ ଦେଖ, ଏହାର ନିର୍ଦ୍ଧାରିତ ମୁଲ୍ୟକୁ ମଧ୍ୟ ଧ୍ୟାନ ଦିଅ . |
|- | |- | ||
|02:15 | |02:15 | ||
− | |ତାଲିକା ମାଧ୍ୟମରେ ସ୍ତନାନ୍ତରିତ ହେବା | + | |ତାଲିକା ମାଧ୍ୟମରେ ସ୍ତନାନ୍ତରିତ ହେବା ପାଇଁ ଏନ୍ଟର୍ ଦବାଅ ଏବଂ ବାହାରକୁ ଆସିବା ପାଇଁ q ଦବାଅ. |
|- | |- | ||
|02:21 | |02:21 | ||
− | | | + | |variable list ର ଅଧିକ ନିୟମିତ multipage output ପ୍ରଦର୍ଶିତ କରିବା ପାଇଁ ଏଠାରେ ସେଟ୍ ରୁ ଆଉଟ୍-ପୁଟ୍ କୁ ଅଧିକ ସ୍ଥାନକୁ pipeline କରାଯାଇଥିଲା . |
|- | |- | ||
|02:38 | |02:38 | ||
− | |କେବଳ environment variable ଗୁଡିକୁ ଦେଖିବା ପାଇଁ env କମାଣ୍ଡ୍ ଚଲାଅ. | + | |କେବଳ environment variable ଗୁଡିକୁ ଦେଖିବା ପାଇଁ env କମାଣ୍ଡ୍ ଚଲାଅ . |
|- | |- | ||
|02:45 | |02:45 | ||
− | |ଟର୍ମିନାଲ୍ ରେ "env space 'vertical-bar' more" ଟାଇପ୍ କର ଏବଂ ଏନ୍ଟର୍ ଦବାଅ. | + | |ଟର୍ମିନାଲ୍ ରେ "env space 'vertical-bar' more" ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
|- | |- | ||
|02:52 | |02:52 | ||
Line 83: | Line 82: | ||
|- | |- | ||
|03:00 | |03:00 | ||
− | |ପୁଣି, | + | |ପୁଣି, list ର ବାହାରକୁ ଆସିବା ପାଇଁ q ଦବାଇ ପାର . |
|- | |- | ||
|03:07 | |03:07 | ||
− | |ବର୍ତମାନ, ଚାଲ | + | |ବର୍ତମାନ, ଚାଲ ଲିନକ୍ସ ରେ କିଛି ଅଧିକ ମହତ୍ବପୁର୍ଣ environment variable ଗୁଡିକ ଉପରେ ଆଲୋଚନା କରିବା . |
|- | |- | ||
|03:11 | |03:11 | ||
− | |ଆମେ ଏଠାରେ ଆମର ସବୁ | + | |ଆମେ ଏଠାରେ ଆମର ସବୁ demonstration (ପ୍ରଦର୍ଶନ) ପାଇଁ bash shell ବ୍ୟବହାର କରିବା . |
|- | |- | ||
|03:15 | |03:15 | ||
− | |ବିଭିନ୍ନ ଶେଲ୍ ଗୁଡିକ କିଛି ପରିମାଣରେ | + | |ବିଭିନ୍ନ ଶେଲ୍ ଗୁଡିକ କିଛି ପରିମାଣରେ ଅଲଗା ଅଲଗା ଉପାୟରେ customized ହୋଇଥାଏ . |
|- | |- | ||
|03:19 | |03:19 | ||
− | | | + | |ଏକ variable ପ୍ରକୃତରେ କଣ ଗଛିତ କରେ ଦେଖିବା ପାଇଁ, ଆମକୁ ସେହି variable ନାମ ପୁର୍ବରୁ ଏକ dollar sign ଲଗାଇ ତା ସହିତ echo କମାଣ୍ଡ ବ୍ୟବହାର କରିବାକୁ ପଡ଼ିବ. |
|- | |- | ||
|03:30 | |03:30 | ||
− | |ପ୍ରଥମ environment variable ଯାହା ଆମେ | + | | ପ୍ରଥମ environment variable ଯାହା ଆମେ ପ୍ରଥମେ ଦେଖିବା ହେଉଛି SHELL variable . |
|- | |- | ||
|03:35 | |03:35 | ||
− | |ଏହା | + | |ଏହା current shell ର ନାମ ଗଛିତ କରେ . |
|- | |- | ||
|03:37 | |03:37 | ||
− | |SHELL variable ର | + | |SHELL variable ର value କଣ ଦେଖିବା ପାଇଁ ଟର୍ମିନାଲ୍ ରେ ବଡ-ଅକ୍ଷରରେ "echo space dollar S-H-E-L-L" ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
|- | |- | ||
|03:55 | |03:55 | ||
− | |ଏଠାରେ slash bin slash bash ଶେଲ୍ | + | |ଏଠାରେ slash bin slash bash ହେଉଛି ସେହି ଶେଲ୍ ଯେଉଁଠି ଆମେ ବର୍ତମାନ ଅପେରେଟିଂଗ୍ କରୁଛେ . |
|- | |- | ||
|04:02 | |04:02 | ||
− | |ପରବର୍ତୀ variable ହୋମ୍ (HOME) | + | |ପରବର୍ତୀ variable ହେଲା ହୋମ୍ (HOME) . |
|- | |- | ||
|04:05 | |04:05 | ||
− | |ଯେବେ ଆମେ | + | |ଯେବେ ଆମେ ଲିନକ୍ସ ରେ login କରୁଁ, ସାଧାରଣତଃ ଏହା ଆମକୁ ଆମର ୟୁଜର୍ ନାମରେ ନାମିତଏକ directory ରେ ସ୍ଥାନ ଦିଏ . |
|- | |- | ||
|04:11 | |04:11 | ||
− | |ଏହି | + | |ଏହି directory କୁ home directory କହନ୍ତି ଏବଂ ଏହା ପୂର୍ଣ୍ଣତଃ HOME variable ରେ ଉପଲବ୍ଧ . |
|- | |- | ||
|04:17 | |04:17 | ||
− | | | + | | value ଦେଖିବା ପାଇଁ , ଟର୍ମିନାଲ୍ ରେ ବଡ ଅକ୍ଷର ରେ ଟାଇପ୍ କର "echo space dollar H-O-M-E " ଏବଂ ଏନ୍ଟର୍ ଦବାଅ. |
|- | |- | ||
|04:29 | |04:29 | ||
− | |ପରବର୍ତୀ environment variable | + | |ପରବର୍ତୀ environment variable ହେଉଛି PATH . |
|- | |- | ||
|04:32 | |04:32 | ||
− | |PATH variable | + | |PATH variable directory ଗୁଡ଼ିକର absolute path ଗୁଡିକୁ ଧାରଣ କରେ , ଯାହାକୁ shell କୌଣସି କାର୍ଯକାରୀ executable କମାଣ୍ଡ୍ ର ଅବସ୍ଥିତି ନିର୍ଣୟ କରିବା ପାଇଁ ସର୍ଚ୍ କରିଥାଏ . |
|- | |- | ||
|04:40 | |04:40 | ||
− | |ଚାଲ | + | |ଚାଲ path variable ର value ଦେଖିବା . |
|- | |- | ||
|04:43 | |04:43 | ||
− | | | + | |ପୁଣି, ଟର୍ମିନାଲ୍ ରେ "echo space dollar P-A-T-H " ବଡ ଅକ୍ଷରରେ ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
|- | |- | ||
|04:51 | |04:51 | ||
− | |ମୋ କମ୍ପ୍ୟୁଟର (computer) ରେ ଏହା slash user slash local slash sbin slash user slash local slash bin slash user slash sbin slash user slash bin ଆଦି ଡାଇରେକ୍ଟ୍ ରୀଜ ( | + | |ମୋ କମ୍ପ୍ୟୁଟର (computer) ରେ ଏହା slash user slash local slash sbin slash user slash local slash bin slash user slash sbin slash user slash bin ଆଦି ଡାଇରେକ୍ଟ୍ ରୀଜ (directories) ଦେଖାଇବ. |
|- | |- | ||
|05:04 | |05:04 | ||
− | |ଏହା ଏକ ସିଷ୍ଟମ୍ | + | |ଏହା ଏକ ସିଷ୍ଟମ୍ ରୁ ଅନ୍ୟ କୁ କିଛି ମାତ୍ରା ରେ ଭିନ୍ନ ହୋଇ ପାରେ . |
|- | |- | ||
|05:07 | |05:07 | ||
− | | ବାସ୍ତବରେ ଏହା ( | + | |ବାସ୍ତବରେ ଏହା colon (:) delimiter ଦ୍ବାରା ବିଭାଜିତ directory ଗୁଡିକର ଗୋଟିଏ ତାଲିକା , ଯାହାକୁ ଶେଲ୍ ଏହି କ୍ରମରେ ଏକ executable କମାଣ୍ଡ୍ କୁ ଖୋଜିବା ବେଳେ ସର୍ଚ୍ କରିବ . |
|- | |- | ||
|05:18 | |05:18 | ||
− | |ଆମେ ଏହି ସୁଚୀ ରେ | + | |ଆମେ ମଧ୍ୟ ଏହି ସୁଚୀ ରେ ଆମର ନିଜ ଡାଇରେକ୍ଟ୍ ଟୋରୀ (directory)କୁ ଯୋଡି ପାରିବା, ଯାହାଫଳରେ ଶେଲ୍ ଦ୍ବାରା ଆମର ଡାଇରେକ୍ଟ୍ ଟୋରୀ (directory) ମଧ୍ୟ ସର୍ଚ୍ କରାଯାଇଥାଏ . |
|- | |- | ||
|05:25 | |05:25 | ||
− | |ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କର | + | |ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କର |
|- | |- | ||
|5:29 | |5:29 | ||
− | |"P-A-T-H" | + | | ବଡ ଅକ୍ଷରରେ "P-A-T-H" 'equal-to' dollar ବଡ ଅକ୍ଷରରେ P-A-T-H colon slash home slash ଆମ ନିଜ home directoryର ନାମ ଏବଂ ତାପରେ ଏନ୍ଟର୍ ଦବାଅ . |
|- | |- | ||
|05:54 | |05:54 | ||
− | |ବର୍ତମାନ ଯଦି ଆମେ | + | |ବର୍ତମାନ ଯଦି ଆମେ P ATH ର value କୁ ଇକୋ (echo) କରିବା . |
|- | |- | ||
|06:04 | |06:04 | ||
− | |ଆମର ସଂଯୁକ୍ତ ଡାଇରେକ୍ଟ୍ ଟୋରୀ (directory) ମଧ୍ୟ PATH variable ର ଏକ | + | |ଆମର ସଂଯୁକ୍ତ ଡାଇରେକ୍ଟ୍ ଟୋରୀ (directory) ମଧ୍ୟ PATH variable ର ଏକ ଅଂଶ ହୋଇ ପାରିବ . |
|- | |- | ||
|06:10 | |06:10 | ||
− | |ଡାଇରେକ୍ଟ୍ ଟୋରୀ (directory) | + | | ଦେଖ ଯେ ଡାଇରେକ୍ଟ୍ ଟୋରୀ (directory)ଟି ବର୍ତମାନ୍ ଏଠାରେ ଉପସ୍ଥିତ ଅଛି. |
|- | |- | ||
|06:16 | |06:16 | ||
− | |ଅନ୍ୟ ଏକ କୌତୁହଳ ଜନକ variable LOGNAME | + | |ଅନ୍ୟ ଏକ କୌତୁହଳ ଜନକ variable ହେଉଛି LOGNAME . |
|- | |- | ||
|06:20 | |06:20 | ||
− | |ଏହା ବର୍ତମାନ ସକ୍ରିୟ ୟୁଜର୍ ର ୟୁଜର୍ | + | |ଏହା ବର୍ତମାନ ସକ୍ରିୟ ୟୁଜର୍ ର ୟୁଜର୍-ନେମ କୁ ଗଛିତ କରେ . |
|- | |- | ||
|06:24 | |06:24 | ||
− | | | + | | value ଦେଖିବା ପାଇଁ ଟାଇପ୍ କର "echo space dollar LOGNAME" ଏବଂ ଏନ୍ଟର୍ ଦବାଅ . |
|- | |- | ||
|06:35 | |06:35 | ||
− | |ଯେବେ ଆମେ ଟର୍ମିନାଲ୍ | + | |ଯେବେ ଆମେ ଟର୍ମିନାଲ୍ ଖୋଲିବା, ଆମେ dollar ଚିହ୍ନ ଦେଖିପାରିବା, ଯାହା ହେଉଛି ପ୍ରୋମପ୍ଟ୍ ଯେଉଁଠାରେ ଆମେ ଆମର ସବୁ କମାଣ୍ଡ୍ ଗୁଡିକୁ ଏନ୍ଟର୍ କରୁଁ . |
|- | |- | ||
|06:42 | |06:42 | ||
− | |ଏହା environment variable PS1 ଦ୍ବାରା ପ୍ରତିନିଧିତ | + | |ଏହା environment variable PS1 ଦ୍ବାରା ପ୍ରତିନିଧିତ primary prompt string . |
|- | |- | ||
|06:47 | |06:47 | ||
− | | | + | |ଗୋଟିଏ secondary prompt string ମଧ୍ୟ ରହିଛି . |
|- | |- | ||
|06:50 | |06:50 | ||
− | |ଯଦି ଆମର କମାଣ୍ଡ୍ ଲମ୍ବା | + | |ଯଦି ଆମର କମାଣ୍ଡ୍ ଲମ୍ବା ଏବଂ ଏହା ଏକ ଲାଇନ୍ ରୁ ଅଧିକ ଦୂରତାର , ତେବେ ଦ୍ୱିତୀୟ ଲାଇନ୍ ଠାରୁ ଆମେ ପ୍ରୋମପ୍ଟ୍ ରୂପେ ଏକ greater than sign “>” ଦେଖିପାରିବା . |
|- | |- | ||
|07:00 | |07:00 | ||
− | |ଏହା environment variable PS2 ଦ୍ବାରା ପ୍ରତିନିଧିତ | + | |ଏହା environment variable PS2 ଦ୍ବାରା ପ୍ରତିନିଧିତ secondary prompt string . |
|- | |- | ||
|07:05 | |07:05 | ||
− | | | + | | secondary command prompt ର value ଦେଖିବା ପାଇଁ , ଟର୍ମିନାଲ୍ ରେ ଟାଇପ୍ କର "echo space dollar PS2” ଏବଂ ଏନ୍ଟର୍ ଦବାଅ . |
|- | |- | ||
|07:20 | |07:20 | ||
− | |ଆମେ ପ୍ରୋମପ୍ଟ୍ ରେ “at the rate” <@> | + | |ଆମେ ପ୍ରୋମପ୍ଟ୍ ରେ ଆମର primary prompt string , ଧର “at the rate” <@> କୁ ପରିବର୍ତନ କରିପାରିବା . |
|- | |- | ||
|07:28 | |07:28 | ||
− | |ଏହା କରିବା ପାଇଁ ଟାଇପ୍ କର "PS1 'equal-to' | + | |ଏହା କରିବା ପାଇଁ ଟାଇପ୍ କର "PS1 'equal-to' now ଉଦ୍ଧୃତ ଚିନ୍ନ ମଧ୍ୟରେ 'at the rate' ଏବଂ ଏନ୍ଟର୍ ଦବାଅ . |
|- | |- | ||
|07:41 | |07:41 | ||
− | |ବର୍ତମାନ dollar | + | |ବର୍ତମାନ dollar ଚିହ୍ନ ପରିବର୍ତେ ଆମେ ପ୍ରୋମପ୍ଟ୍ ରୂପେ at the rate ର ଚିହ୍ନ ଦେଖିପାରିବା . |
|- | |- | ||
|07:50 | |07:50 | ||
− | |କିଛି ଅଧିକ | + | |ଆମେ କିଛି ଅଧିକ ଆକର୍ଷଣୀୟ କରିପାରିବା . ଯେପରି ଆମେ ଆମର username କୁ ପ୍ରୋମପ୍ଟ୍ ରେ ପ୍ରଦର୍ଶିତ କରିବା . |
|- | |- | ||
|07:56 | |07:56 | ||
− | |କେବେଳ | + | |କେବେଳ ଟାଇପ୍ କର " ବଡ ଅକ୍ଷରରେ PS1 'equal-to' ଉଦ୍ଧୃତ ଚିହ୍ନ ମଧ୍ୟରେ dollar LOGNAME " ଏବଂ ଏନ୍ଟର୍ ଦବାଅ . |
|- | |- | ||
|08:12 | |08:12 | ||
− | |ବର୍ତମାନ ମୋ username ମୋ ପ୍ରୋମପ୍ଟ୍ | + | |ବର୍ତମାନ ମୋ username ହେଉଛି ମୋ ପ୍ରୋମପ୍ଟ୍ . |
|- | |- | ||
|08:16 | |08:16 | ||
− | |ପଛକୁ ଆସିବା ପାଇଁ "PS1 'equal-to' | + | |ପଛକୁ ଆସିବା ପାଇଁ "PS1 'equal-to' ଉଦ୍ଧୃତ ଚିନ୍ନ ମଧ୍ୟରେ dollar ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
|- | |- | ||
|08:28 | |08:28 | ||
− | |ଆମ କେତେକ environment variables କୁ ନିର୍ଧାରିତ | + | |ଆମ କେତେକ environment variables କୁ ନିର୍ଧାରିତ value ଦେଇଛୁ . |
|- | |- | ||
|08:32 | |08:32 | ||
− | |କିନ୍ତୁ | + | |କିନ୍ତୁ ଗୋଟିଏ କଥା ମନେରଖ ଯେ ଏହି ସଂଶୋଧନଗୁଡିକ କେବଳ current session (ବର୍ତମାନ ସତ୍ର) ପାଇଁ ଉପଯୋଗୀ . |
|- | |- | ||
|08:37 | |08:37 | ||
− | | | + | |ଯେମିତି ଆମେ ଆମର directory କୁ PATH variable ରେ ଯୋଡି ଥିଲେ . |
|- | |- | ||
|08:40 | |08:40 | ||
− | |ଯଦି ଟର୍ମିନାଲ୍ ବଂଦ | + | |ଯଦି ଆମେ ଏହି ଟର୍ମିନାଲ୍ କୁ ବଂଦ କରିବୁଁ ଏବଂ ଏହାକୁ ଆଉଥରେ ଖୋଲିବୁ , କିମ୍ବା ଏକ ପୂରା ନୁଆ ଟର୍ମିନାଲ୍ ଖୋଲିବୁ , ଏବଂ ଏହାର value ଇକୋ କରି path variable ଯାଂଚ କରୁଁ . |
|- | |- | ||
|09:00 | |09:00 | ||
− | |ଆମେ | + | |ଆମେ ଦେଖି ବିସ୍ଣିତ ହେବା କି ଆମର ସଂଶୋଧନ କିଛି ରହିନାହିଁ . |
|- | |- | ||
|09:05 | |09:05 | ||
− | |ଯେଉଁ | + | |ଯେଉଁ ଉପାୟରେ ଆମେ ଏହି ସଂଶୋଧନଗୁଡ଼ିକୁ ସ୍ଥାୟୀ (permanent) କରିପାରିବା, ତାହା advanced (ଉନ୍ନତ) ଟ୍ୟୁଟୋରିଆଲରେ ସମାବୃତ ହେବ . |
|- | |- | ||
|09:13 | |09:13 | ||
− | | | + | |ଅନେକ ସମୟରେ ଆମେ ଏକ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ (re-execute) କରିବାକୁ ଚାହୁଁ ଯାହା ଆମେ ନିକଟ ଅତିତରେ କାର୍ଯ୍ୟକାରୀ କରିଥିଲେ . ଆମେ କଣ କରିବା ? କଣ ଆମେ ପୁରା କମାଣ୍ଡ୍ କୁ ପୁନଃ ଟାଇପ୍ କରିବା କି ? |
|- | |- | ||
|9:22 | |9:22 | ||
− | |ନାହିଁ, ଏଠାରେ କେତେକ | + | |ନାହିଁ, ଏଠାରେ କେତେକ ସମାଧାନ ଅଛି . |
|- | |- | ||
|09:26 | |09:26 | ||
− | |ପ୍ରଥମେ, ସାଧାରଣତଃ ଯଦି | + | |ପ୍ରଥମେ, ସାଧାରଣତଃ ଯଦି ତୁମେ ତୁମ keyboard ରେ up (ଅପ୍) keyକୁ ଦବାଅ , ତେବେ ଏହା ତୁମେ ଟାଇପ୍ କରିଥିବା ଶେଷ କମାଣ୍ଡ୍ ଦେଖାଇବ. |
|- | |- | ||
|09:33 | |09:33 | ||
− | |key କୁ ଦବାଇ | + | |key କୁ ଦବାଇ ଚାଲ ଏବଂ ଏହା ପୁର୍ବ କମାଣ୍ଡ୍ ଗୁଡିକ ମଧ୍ୟରେ ସ୍କ୍ରୋଲ୍ (scroll) କରି ଚାଲିବ . |
|- | |- | ||
|09:37 | |09:37 | ||
− | |ପଛକୁ ଯିବା ପାଇଁ down key କୁ ଦବାଅ. | + | |ପଛକୁ ଯିବା ପାଇଁ down key କୁ ଦବାଅ. |
|- | |- | ||
|09:42 | |09:42 | ||
− | |କିନ୍ତୁ ଯେବେ | + | |କିନ୍ତୁ ଯେବେ ତୁମକୁ ବହୁତଗୁଡ଼ିଏ କମାଣ୍ଡ୍ ମଧ୍ୟରେ ସ୍କ୍ରୋଲ୍ (scroll) କରିବାକୁ ପଡ଼େ , ଏହା ଟିକିଏ ଅବାଗିଆ ଏବଂ ବିରକ୍ତିକର ଲାଗେ . ଏକ ଭଲ ଉପାୟ ହେଲା history command ବ୍ୟବହାର କରିବା . |
|- | |- | ||
|09:52 | |09:52 | ||
− | |ପ୍ରୋମପ୍ଟ୍ | + | |ପ୍ରୋମପ୍ଟ୍ ରେ history ଟାଇପ୍ କର . |
|- | |- | ||
|09:58 | |09:58 | ||
− | |ଏବଂ ଏନ୍ଟର୍ ଦବାଅ, | + | |ଏବଂ ଏନ୍ଟର୍ ଦବାଅ, ପୁର୍ବରେ କାର୍ଯ୍ୟକାରୀ କମାଣ୍ଡ୍ ଗୁଡିକର ସୁଚୀ ଦେଖାଯିବ |
|- | |- | ||
|10:04 | |10:04 | ||
− | |ଯଦି ଲମ୍ବା ସୁଚୀ ର ପରିବର୍ତେ | + | |ଯଦି ଲମ୍ବା ସୁଚୀ ର ପରିବର୍ତେ ତୁମେ କେବେଳ ଶେଷ ଦଶଟି ଦେଖିବା ପାଇଁ ଚାହଁ . |
|- | |- | ||
|10:08 | |10:08 | ||
− | |ଟାଇପ୍ | + | |ଟାଇପ୍ କର "history space 10" ଏବଂ ଏନ୍ଟର୍ ଦବାଅ . |
|- | |- | ||
|10:20 | |10:20 | ||
− | |ଧ୍ୟାନ | + | |ଧ୍ୟାନ ଦିଅ, ଏହି ସୁଚୀରେ ପୁର୍ବରେ କାର୍ଯ୍ୟକାରୀ ପ୍ରତ୍ୟେକ କମାଣ୍ଡ୍ ପାଇଁ ଏକ ସଂଖ୍ୟା ନିର୍ଧାରିତ ହୋଇଛି . |
|- | |- | ||
|10:27 | |10:27 | ||
− | |ଏକ | + | |ଏକ ନିର୍ଦ୍ଦିଷ୍ଟ କମାଣ୍ଡ୍ କୁ ପୁନରାବୃତ୍ତି କରିବା ପାଇଁ . |
|- | |- | ||
|10:32 | |10:32 | ||
− | |ଟାଇପ୍ କର ବିସ୍ମୟସୁଚକ ଚିହ୍ନ | + | |ଟାଇପ୍ କର ବିସ୍ମୟସୁଚକ ଚିହ୍ନ ତାପରେ କମାଣ୍ଡ୍ ର ସଂଖ୍ୟା, ଉଦାହରଣ ସ୍ବରୁପ ମୋ କ୍ଷେତ୍ରରେ 442, ଏହା echo space dollar path କାର୍ଯ୍ୟକାରୀ କରିବ . |
|- | |- | ||
|10:51 | |10:51 | ||
− | |ଯଦି | + | |ଯଦି ତୁମେ ଶେଷ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହଁ , କେବଳ ବିସ୍ମୟସୁଚକ ଚିହ୍ନ ଦୁଇ ଥର ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
|- | |- | ||
|11:03 | |11:03 | ||
− | |ପରବର୍ତୀ ବିଷୟ ଯାହା ଆମେ ଦେଖିବା ତାହାକୁ tilde substitution କହନ୍ତି , tilde(~) ଚିହ୍ନ | + | |ପରବର୍ତୀ ବିଷୟ ଯାହା ଆମେ ଦେଖିବା ତାହାକୁ tilde substitution କହନ୍ତି , tilde(~) ଚିହ୍ନ home directory ପାଇଁ ଏକ shorthand . |
|- | |- | ||
|11:12 | |11:12 | ||
− | |ତେଣୁ | + | |ତେଣୁ , ଧରାଯାଉ, ତୁମ home directory) ରେ ତୁମର testtree ନାମକ ଏକ directory ଅଛି . ତୁମେ "cd space 'tilde' slash testtree" ଟାଇପ୍ କରି ଏହା ପାଖରେ ପହଂଚି ପାରିବ. |
|- | |- | ||
|11:25 | |11:25 | ||
− | | | + | |current working directory ଏବଂ ବ୍ୟବହାର ହୋଇଥିବା ଶେଷ ଡାଇରେକ୍ଟ୍ ଟୋରୀ (last directory) ମଧ୍ୟରେ ଟଗଲ୍ କରିପାର ଏହି କମାଣ୍ଡ୍ ଦେଇକରି |
+ | cd 'tilde' minus କିମ୍ବା କେବଳ cd minus. | ||
|- | |- | ||
|11:35 | |11:35 | ||
− | |ଯେପରି ବର୍ତମାନ ଆମେ testtree directory ରେ ଅଛୁ, ଶେଷ | + | |ଯେପରି ବର୍ତମାନ ଆମେ testtree directory ରେ ଅଛୁ, ଶେଷ ଡାଇରେକ୍ଟ୍ ଟୋରୀ ଯେଉଁଠାରେ ଆମେ ଯାଇଥିଲୁ ତାହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) ଥିଲା . |
|- | |- | ||
|11:41 | |11:41 | ||
− | |ତେଣୁ ଯଦି "cd space minus" | + | |ତେଣୁ ଯଦି "cd space minus" ଚଲାଇବା ଏବଂ ଏନ୍ଟର୍ ଦବାଇବା, ଏହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଯିବ . |
|- | |- | ||
|11:47 | |11:47 | ||
− | |ଏହାକୁ | + | |ଏହାକୁ ପୁନର୍ବାର ଚଲାଅ ଏବଂ ଏହା ଆମକୁ testtree directory କୁ ପୁଣି ନେଇ ଆସିବ . |
|- | |- | ||
|11:55 | |11:55 | ||
− | |ଶେଷ କିନ୍ତୁ ବହୁତ ଗୁରୁତ୍ତପୁର୍ଣ କମାଣ୍ଡ୍ ଯାହା ଆମେ ଦେଖିବା | + | |ଶେଷ କିନ୍ତୁ ବହୁତ ଗୁରୁତ୍ତପୁର୍ଣ କମାଣ୍ଡ୍ ଯାହା ଆମେ ଦେଖିବା ହେଉଛି alias command . |
|- | |- | ||
|11:59 | |11:59 | ||
− | |ଏହା ହୋଇପାରେ କି | + | |ଏହା ହୋଇପାରେ କି ତୁମ ପାଖରେ ଏକ ଲମ୍ବା କମାଣ୍ଡ୍ ଅଛି ଯାହାକୁ ବାରମ୍ବାର ଚଳାଇବା ଦରକାର . |
|- | |- | ||
|12:04 | |12:04 | ||
− | | | + | |ଏ କ୍ଷେତ୍ରରେ ଆମେ ଏହାକୁ ଏକ ଛୋଟ alias ନାମ ଦେଇପାରିବା ଏବଂ କମାଣ୍ଡ୍ ଟିକୁ ଚଳାଇବା ପରିବର୍ତେ alias ନାମର ବ୍ୟବହାର କରିପାରିବା . |
|- | |- | ||
|12:11 | |12:11 | ||
− | | | + | |ଧରାଯାଉ ତୁମ ପାଖରେ ଏପରି ଏକ ଲମ୍ବା directory hierarchy ଅଛି , ଯେଉଁଠାକୁ ତୁମେ ବାରମ୍ବାର Music (ସଂଗୀତ) ପାଇଁ ଯାଅ . ତୁମେ ଏପାଇଁ ଏହି ପ୍ରକାରର ଏକ alias ତିଆରି କରିପାରିବ . |
|- | |- | ||
|12:20 | |12:20 | ||
− | |alias space cdMusic 'equal-to' ଦୁଇ | + | | ଟାଇପ୍ କର alias space cdMusic 'equal-to' ଦୁଇ ଉଦ୍ଧୃତ ଚିନ୍ନ ମଧ୍ୟରେ, "cd space slash home slash arc slash files slash entertainment slash music " ଏବଂ ଏନ୍ଟର୍ ଦବାଅ. |
|- | |- | ||
|12:47 | |12:47 | ||
− | |ବର୍ତମାନ | + | |ବର୍ତମାନ ପ୍ରତିଥର ଏହି ଡାଇରେକ୍ଟ୍ ଟୋରୀ (directory)କୁ ଯିବା ପାଇଁ କେବଳ cdMusic ଲେଖ ଏବଂ ଏନ୍ଟର୍ ଦବାଅ . |
|- | |- | ||
|12:55 | |12:55 | ||
− | |ଦେଖ, ଏବେ ଆମେ music directory ରେ ଅଛୁ. | + | |ଦେଖ, ଏବେ ଆମେ music directory ରେ ଅଛୁ . |
|- | |- | ||
|12:58 | |12:58 | ||
− | |ବର୍ତମାନ, | + | |ବର୍ତମାନ, previous working directory କୁ ପୁଣି ଯିବାକୁ ପ୍ରୋମପ୍ଟ୍ ରେ "cd space minus" ଟାଇପ୍ କରିପାର. |
|- | |- | ||
|13:08 | |13:08 | ||
Line 314: | Line 314: | ||
|- | |- | ||
|13:20 | |13:20 | ||
− | |ବର୍ତମାନ ପୁଣିଥରେ ଯଦି | + | |ବର୍ତମାନ ପୁଣିଥରେ ଯଦି ତୁମେ ଟର୍ମିନାଲ୍ ରେ cdMusic ଲେଖ, ତୁମକୁ ଏକ error ମିଳିବ ଯେ the command was not found . |
|- | |- | ||
|13:30 | |13:30 | ||
− | | | + | |ଧର, ଆମ ପାଖରେ ଆମର present working directory ରେ ଦୁଇଟି ଫାଇଲ୍ - test1 ଏବଂ test2 ଅଛି . |
|- | |- | ||
|13:38 | |13:38 | ||
− | |ଏବଂ ଯଦି rm test1 | + | |ଏବଂ ଯଦି rm test1 ଚଲାଇବା , test1 ନିରବରେ ଅପସାରଣ ହୋଇଯିବ . |
|- | |- | ||
|13:45 | |13:45 | ||
− | |ଆମେ | + | |ଆମେ ଜାଣୁ ଯେ rm command ର “hyphen i” ଅପସନ୍ ହଟାଇବା ପ୍ରକ୍ରିୟା interactive କରିଥାଏ . |
|- | |- | ||
|13:52 | |13:52 | ||
− | |ତେଣୁ ଆମେ , alias rm equal-to ଏବେ | + | |ତେଣୁ ଆମେ, alias rm equal-to ଏବେ ଉଦ୍ଧୃତ ଚିହ୍ନ ଭିତରେ “rm space hyphen i” , ଭଳି ଏକ alias ସେଟ୍ କରିପାରିବା . |
|- | |- | ||
|14:03 | |14:03 | ||
− | |ବର୍ତମାନ | + | |ବର୍ତମାନ ଆମେ ଯେତେବେଳେ “rm” ଚଲାଇବା , ପ୍ରକୃତରେ ” rm hyphen i” ଚାଲିବ. |
|- | |- | ||
|14:13 | |14:13 | ||
− | |ତେଣୁ ଆମେ | + | |ତେଣୁ ଆମେ ଦେଖିଲେ ଯେ ଯେତେବେଳେ test1 କୁ ନିରବରେ delete ହୋଇଗଲା, ସିଷ୍ଟମ test2 କୁ ହଟାଇବା ପୁର୍ବରୁ ପଚାରିଥିଲା . |
|- | |- | ||
|14:20 | |14:20 | ||
− | |ତେଣୁ ଏହି ଟ୍ୟୁଟୋରିଆଲ ଆମେ environment variables, history ଏବଂ aliasing ଗୁଡିକ ସମ୍ବନ୍ଧରେ ଶିଖିଛୁ. | + | |ତେଣୁ, ଏହି ଟ୍ୟୁଟୋରିଆଲ ଆମେ environment variables, history ଏବଂ aliasing ଗୁଡିକ ସମ୍ବନ୍ଧରେ ଶିଖିଛୁ . |
|- | |- | ||
|14:25 | |14:25 | ||
− | |ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ. | + | |ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ . |
|- | |- | ||
|14:28 | |14:28 | ||
− | |ସ୍ପୋକେନ୍ ଟ୍ୟୁଟୋରିଆଲ (Spoken tutorial) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ | + | |ସ୍ପୋକେନ୍ ଟ୍ୟୁଟୋରିଆଲ (Spoken tutorial) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଅଂଶ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ . |
|- | |- | ||
|14:36 | |14:36 | ||
Line 347: | Line 347: | ||
|- | |- | ||
|14:39 | |14:39 | ||
− | | | + | |ଏହି ଟ୍ୟୁଟୋରିଆଲ ସ୍କ୍ରିପ୍ଟ୍ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ତିଆରି ହୋଇଥିଲା . |
|- | |- | ||
|14:42 | |14:42 | ||
− | |ଏହି ସ୍କ୍ରିପ୍ଟ୍ (script) ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । | + | |ଏହି ସ୍କ୍ରିପ୍ଟ୍ (script)ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । |
− | + | ଉପସ୍ଥିତି ପାଇଁ ଧନ୍ୟବାଦ. | |
|} | |} |
Revision as of 11:10, 23 October 2013
Time | Narration |
---|---|
00:00 | ଲିନକ୍ସ environment ଏବଂ ଏହାର କୁଶଳପୁର୍ବକ ବ୍ୟବହାର କରିବାର ଉପାୟ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ . |
00:07 | ଏହି ଟ୍ୟୁଟୋରିଆଲ ରେ ପ୍ରଦତ୍ତ ଉଦାହରଣ ଗୁଡିକର ଅଭ୍ୟାସ ପାଇଁ ଗୋଟିଏ ୱାର୍କିଂ (କ୍ରୀୟାଶୀଳ) ଲିନକ୍ସ ସିଷ୍ଟମ୍ , ସର୍ବୋତ୍ତମ ଭାବେ Ubuntu (ଉବଣ୍ଟୁ), ର ଅବଶ୍ୟକତା ହେବ . |
00:13 | ଆମେ ଧରିନେବା ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍, ଫାଇଲ୍ ସିଷ୍ଟମ ଗୁଡିକ ଏବଂ ଶେଲ୍ ସମ୍ବନ୍ଧରେ କିଛି ମୌଳିକ ଧାରଣା ଆପଣ ଜାଣିଛନ୍ତି . |
00:22 | ଯଦି ଆପଣ ଅଧିକ ଆଗ୍ରହି, କିମ୍ବା ଏହି concept (ଧାରଣା) ଗୁଡିକୁ ମନେପକାଇବା ପାଇଁ ଚାହାନ୍ତି , ଦୟାକରି ଆମ ୱେବ୍ସାଇଟ୍ରେ ଉପଲବ୍ଧ ଅନ୍ୟ ସ୍ପୋକେନ୍ ଟ୍ୟୁଟୋରିଆଲ ବିନା ଦ୍ୱିଧାରେ ବ୍ୟବହାର କରନ୍ତୁ . |
00:32 | ଦୟାକରି ଧ୍ୟାନ ଦଅ ଯେ ଏହି ଟ୍ୟୁଟୋରିଆଲ ର ରେକୋର୍ଡିଂଗ୍ (recording) ପାଇଁ ଉବଣ୍ଟୁ 10.10 ର ବ୍ୟବହାର ହୋଇଥିଲା . |
00:36 | ଦୟାକରି ଏହା ମଧ୍ୟ ଧ୍ୟାନ ଦିଅ ଯେ ଲିନକ୍ସ case sensitive . ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଲୋୟର କେସ୍ ରେ ଅଛି ଯେପର୍ଯ୍ଯନ୍ତ ଅନ୍ୟଥା ଉଲ୍ଲେଖ ହୋଇନାହିଁ . |
00:46 | ଲିନକ୍ସ environment ନିର୍ଧାରଣ କରେ -- ଅପେରଟିଂଗ୍ ସିଷ୍ଟମ (operating system) ତୁମ ସହିତ କିପରି ବ୍ୟବହାର କରେ, ଏହା ତୁମର କମାଣ୍ଡ୍ ଗୁଡିକୁ କିପରି ଉତ୍ତର ଦିଏ, ଏହା ତୁମର କାର୍ଯ ଗୁଡିକୁ କିପରି ଇଣ୍ଟରପ୍ରିଟ୍ କରେ, ଇତ୍ୟାଦି. |
00:55 | ଶେଲ୍ (shell) ର ସେଟିଂଗ୍ସ୍ (settings) ପରିବର୍ତନ କରି ଲିନକ୍ସ କୁ ବହୁମାତ୍ରାରେ କସ୍ଟୋମାଇଜ୍ କରିହେବ . |
00:58 | ଚାଲ ବୁଝିବା ଏସବୁ କିପରି ହୋଇପାରିବ . |
00:59 | ସାଧାରଣତଃ ଶେଲ୍ (shell) ଗୁଡ଼ିକର ଆଚରଣ shell variables ଦ୍ବାରା ନିର୍ଧାରିତ ହୋଇଥାଏ . |
01:04 | ମୁଖ୍ୟତଃ ଦୁଇ ପ୍ରକାରର shell variables ଅଛି :
Environment Variables ଏବଂ Local Variables |
01:12 | ଏହାର ନାମ Environment Variables ରଖାଯାଇଛି , କାରଣ ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ୟୁଜର୍ (ବ୍ୟବହାରକାରୀ)ର ସମଗ୍ର environment ରେ ଉପଲବ୍ଧ . |
01:19 | ଏଗୁଡ଼ିକ ଶେଲ୍ (shell) ଦ୍ବାରା ଉତ୍ପନ୍ନ ସବ୍-ଶେଲ୍ (subshells) ରେ ମଧ୍ୟ ଉପଲବ୍ଧ, ଯଥା, ଯେଗୁଡ଼ିକ ଶେଲ୍ ସ୍କିରପ୍ଟ୍ (shell scripts) ରନ୍ କରେ . |
01:24 | Local Variables, ଯାହା ନାମରୁ ଜଣାଯାଏ କି, ଏହାର ବହୁତ କମ ବା ସୀମିତ ଉପଲବ୍ଧତା ଅଛି . |
01:31 | ଏଗୁଡିକ ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ଉପଲବ୍ଧ ନାହିଁ. |
01:36 | ଏହି ଟ୍ୟୁଟୋରିଆଲ ରେ, ଆମେ ମୁଖ୍ୟତଃ environment variables ସମ୍ବନ୍ଧରେ କହିବା, ତେବେ ପ୍ରଥମେ ଚାଲ ଦେଖିବା shell variables ର ମୁଲ୍ୟ କିପରି ଦେଖିପାରିବା . |
01:48 | ଚଳିତ ଶେଲ୍ (shell) ରେ ଉପଲବ୍ଧ ସବୁ variable ଗୁଡିକୁ ଦେଖିବା ପାଇଁ, କମାଣ୍ଡ ସେଟ୍ କୁ ଚଲାଅ . |
01:53 | ଟର୍ମିନାଲ୍ ରେ ଟାଇପ୍ କର "set space 'vertical-bar' more" ଏବଂ ଏନ୍ଟର୍ ଦବାଅ. |
02:00 | ଆମେ ସମସ୍ତ current shell variable ଗୁଡିକୁ ଦେଖିପାରିବା . |
02:04 | ଉଦାହରଣ ସ୍ବରୁପ, HOME environment variable କୁ ଦେଖ, ଏହାର ନିର୍ଦ୍ଧାରିତ ମୁଲ୍ୟକୁ ମଧ୍ୟ ଧ୍ୟାନ ଦିଅ . |
02:15 | ତାଲିକା ମାଧ୍ୟମରେ ସ୍ତନାନ୍ତରିତ ହେବା ପାଇଁ ଏନ୍ଟର୍ ଦବାଅ ଏବଂ ବାହାରକୁ ଆସିବା ପାଇଁ q ଦବାଅ. |
02:21 | variable list ର ଅଧିକ ନିୟମିତ multipage output ପ୍ରଦର୍ଶିତ କରିବା ପାଇଁ ଏଠାରେ ସେଟ୍ ରୁ ଆଉଟ୍-ପୁଟ୍ କୁ ଅଧିକ ସ୍ଥାନକୁ pipeline କରାଯାଇଥିଲା . |
02:38 | କେବଳ environment variable ଗୁଡିକୁ ଦେଖିବା ପାଇଁ env କମାଣ୍ଡ୍ ଚଲାଅ . |
02:45 | ଟର୍ମିନାଲ୍ ରେ "env space 'vertical-bar' more" ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
02:52 | ଉଦାହରଣ ସ୍ବରୁପ, SHELL variable ଉପରେ ଧ୍ୟାନ ଦିଅ ଯାହାର ମୁଲ୍ୟ slash bin slash bash (/bin/bash). |
03:00 | ପୁଣି, list ର ବାହାରକୁ ଆସିବା ପାଇଁ q ଦବାଇ ପାର . |
03:07 | ବର୍ତମାନ, ଚାଲ ଲିନକ୍ସ ରେ କିଛି ଅଧିକ ମହତ୍ବପୁର୍ଣ environment variable ଗୁଡିକ ଉପରେ ଆଲୋଚନା କରିବା . |
03:11 | ଆମେ ଏଠାରେ ଆମର ସବୁ demonstration (ପ୍ରଦର୍ଶନ) ପାଇଁ bash shell ବ୍ୟବହାର କରିବା . |
03:15 | ବିଭିନ୍ନ ଶେଲ୍ ଗୁଡିକ କିଛି ପରିମାଣରେ ଅଲଗା ଅଲଗା ଉପାୟରେ customized ହୋଇଥାଏ . |
03:19 | ଏକ variable ପ୍ରକୃତରେ କଣ ଗଛିତ କରେ ଦେଖିବା ପାଇଁ, ଆମକୁ ସେହି variable ନାମ ପୁର୍ବରୁ ଏକ dollar sign ଲଗାଇ ତା ସହିତ echo କମାଣ୍ଡ ବ୍ୟବହାର କରିବାକୁ ପଡ଼ିବ. |
03:30 | ପ୍ରଥମ environment variable ଯାହା ଆମେ ପ୍ରଥମେ ଦେଖିବା ହେଉଛି SHELL variable . |
03:35 | ଏହା current shell ର ନାମ ଗଛିତ କରେ . |
03:37 | SHELL variable ର value କଣ ଦେଖିବା ପାଇଁ ଟର୍ମିନାଲ୍ ରେ ବଡ-ଅକ୍ଷରରେ "echo space dollar S-H-E-L-L" ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
03:55 | ଏଠାରେ slash bin slash bash ହେଉଛି ସେହି ଶେଲ୍ ଯେଉଁଠି ଆମେ ବର୍ତମାନ ଅପେରେଟିଂଗ୍ କରୁଛେ . |
04:02 | ପରବର୍ତୀ variable ହେଲା ହୋମ୍ (HOME) . |
04:05 | ଯେବେ ଆମେ ଲିନକ୍ସ ରେ login କରୁଁ, ସାଧାରଣତଃ ଏହା ଆମକୁ ଆମର ୟୁଜର୍ ନାମରେ ନାମିତଏକ directory ରେ ସ୍ଥାନ ଦିଏ . |
04:11 | ଏହି directory କୁ home directory କହନ୍ତି ଏବଂ ଏହା ପୂର୍ଣ୍ଣତଃ HOME variable ରେ ଉପଲବ୍ଧ . |
04:17 | value ଦେଖିବା ପାଇଁ , ଟର୍ମିନାଲ୍ ରେ ବଡ ଅକ୍ଷର ରେ ଟାଇପ୍ କର "echo space dollar H-O-M-E " ଏବଂ ଏନ୍ଟର୍ ଦବାଅ. |
04:29 | ପରବର୍ତୀ environment variable ହେଉଛି PATH . |
04:32 | PATH variable directory ଗୁଡ଼ିକର absolute path ଗୁଡିକୁ ଧାରଣ କରେ , ଯାହାକୁ shell କୌଣସି କାର୍ଯକାରୀ executable କମାଣ୍ଡ୍ ର ଅବସ୍ଥିତି ନିର୍ଣୟ କରିବା ପାଇଁ ସର୍ଚ୍ କରିଥାଏ . |
04:40 | ଚାଲ path variable ର value ଦେଖିବା . |
04:43 | ପୁଣି, ଟର୍ମିନାଲ୍ ରେ "echo space dollar P-A-T-H " ବଡ ଅକ୍ଷରରେ ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
04:51 | ମୋ କମ୍ପ୍ୟୁଟର (computer) ରେ ଏହା slash user slash local slash sbin slash user slash local slash bin slash user slash sbin slash user slash bin ଆଦି ଡାଇରେକ୍ଟ୍ ରୀଜ (directories) ଦେଖାଇବ. |
05:04 | ଏହା ଏକ ସିଷ୍ଟମ୍ ରୁ ଅନ୍ୟ କୁ କିଛି ମାତ୍ରା ରେ ଭିନ୍ନ ହୋଇ ପାରେ . |
05:07 | ବାସ୍ତବରେ ଏହା colon (:) delimiter ଦ୍ବାରା ବିଭାଜିତ directory ଗୁଡିକର ଗୋଟିଏ ତାଲିକା , ଯାହାକୁ ଶେଲ୍ ଏହି କ୍ରମରେ ଏକ executable କମାଣ୍ଡ୍ କୁ ଖୋଜିବା ବେଳେ ସର୍ଚ୍ କରିବ . |
05:18 | ଆମେ ମଧ୍ୟ ଏହି ସୁଚୀ ରେ ଆମର ନିଜ ଡାଇରେକ୍ଟ୍ ଟୋରୀ (directory)କୁ ଯୋଡି ପାରିବା, ଯାହାଫଳରେ ଶେଲ୍ ଦ୍ବାରା ଆମର ଡାଇରେକ୍ଟ୍ ଟୋରୀ (directory) ମଧ୍ୟ ସର୍ଚ୍ କରାଯାଇଥାଏ . |
05:25 | ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କର |
5:29 | ବଡ ଅକ୍ଷରରେ "P-A-T-H" 'equal-to' dollar ବଡ ଅକ୍ଷରରେ P-A-T-H colon slash home slash ଆମ ନିଜ home directoryର ନାମ ଏବଂ ତାପରେ ଏନ୍ଟର୍ ଦବାଅ . |
05:54 | ବର୍ତମାନ ଯଦି ଆମେ P ATH ର value କୁ ଇକୋ (echo) କରିବା . |
06:04 | ଆମର ସଂଯୁକ୍ତ ଡାଇରେକ୍ଟ୍ ଟୋରୀ (directory) ମଧ୍ୟ PATH variable ର ଏକ ଅଂଶ ହୋଇ ପାରିବ . |
06:10 | ଦେଖ ଯେ ଡାଇରେକ୍ଟ୍ ଟୋରୀ (directory)ଟି ବର୍ତମାନ୍ ଏଠାରେ ଉପସ୍ଥିତ ଅଛି. |
06:16 | ଅନ୍ୟ ଏକ କୌତୁହଳ ଜନକ variable ହେଉଛି LOGNAME . |
06:20 | ଏହା ବର୍ତମାନ ସକ୍ରିୟ ୟୁଜର୍ ର ୟୁଜର୍-ନେମ କୁ ଗଛିତ କରେ . |
06:24 | value ଦେଖିବା ପାଇଁ ଟାଇପ୍ କର "echo space dollar LOGNAME" ଏବଂ ଏନ୍ଟର୍ ଦବାଅ . |
06:35 | ଯେବେ ଆମେ ଟର୍ମିନାଲ୍ ଖୋଲିବା, ଆମେ dollar ଚିହ୍ନ ଦେଖିପାରିବା, ଯାହା ହେଉଛି ପ୍ରୋମପ୍ଟ୍ ଯେଉଁଠାରେ ଆମେ ଆମର ସବୁ କମାଣ୍ଡ୍ ଗୁଡିକୁ ଏନ୍ଟର୍ କରୁଁ . |
06:42 | ଏହା environment variable PS1 ଦ୍ବାରା ପ୍ରତିନିଧିତ primary prompt string . |
06:47 | ଗୋଟିଏ secondary prompt string ମଧ୍ୟ ରହିଛି . |
06:50 | ଯଦି ଆମର କମାଣ୍ଡ୍ ଲମ୍ବା ଏବଂ ଏହା ଏକ ଲାଇନ୍ ରୁ ଅଧିକ ଦୂରତାର , ତେବେ ଦ୍ୱିତୀୟ ଲାଇନ୍ ଠାରୁ ଆମେ ପ୍ରୋମପ୍ଟ୍ ରୂପେ ଏକ greater than sign “>” ଦେଖିପାରିବା . |
07:00 | ଏହା environment variable PS2 ଦ୍ବାରା ପ୍ରତିନିଧିତ secondary prompt string . |
07:05 | secondary command prompt ର value ଦେଖିବା ପାଇଁ , ଟର୍ମିନାଲ୍ ରେ ଟାଇପ୍ କର "echo space dollar PS2” ଏବଂ ଏନ୍ଟର୍ ଦବାଅ . |
07:20 | ଆମେ ପ୍ରୋମପ୍ଟ୍ ରେ ଆମର primary prompt string , ଧର “at the rate” <@> କୁ ପରିବର୍ତନ କରିପାରିବା . |
07:28 | ଏହା କରିବା ପାଇଁ ଟାଇପ୍ କର "PS1 'equal-to' now ଉଦ୍ଧୃତ ଚିନ୍ନ ମଧ୍ୟରେ 'at the rate' ଏବଂ ଏନ୍ଟର୍ ଦବାଅ . |
07:41 | ବର୍ତମାନ dollar ଚିହ୍ନ ପରିବର୍ତେ ଆମେ ପ୍ରୋମପ୍ଟ୍ ରୂପେ at the rate ର ଚିହ୍ନ ଦେଖିପାରିବା . |
07:50 | ଆମେ କିଛି ଅଧିକ ଆକର୍ଷଣୀୟ କରିପାରିବା . ଯେପରି ଆମେ ଆମର username କୁ ପ୍ରୋମପ୍ଟ୍ ରେ ପ୍ରଦର୍ଶିତ କରିବା . |
07:56 | କେବେଳ ଟାଇପ୍ କର " ବଡ ଅକ୍ଷରରେ PS1 'equal-to' ଉଦ୍ଧୃତ ଚିହ୍ନ ମଧ୍ୟରେ dollar LOGNAME " ଏବଂ ଏନ୍ଟର୍ ଦବାଅ . |
08:12 | ବର୍ତମାନ ମୋ username ହେଉଛି ମୋ ପ୍ରୋମପ୍ଟ୍ . |
08:16 | ପଛକୁ ଆସିବା ପାଇଁ "PS1 'equal-to' ଉଦ୍ଧୃତ ଚିନ୍ନ ମଧ୍ୟରେ dollar ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
08:28 | ଆମ କେତେକ environment variables କୁ ନିର୍ଧାରିତ value ଦେଇଛୁ . |
08:32 | କିନ୍ତୁ ଗୋଟିଏ କଥା ମନେରଖ ଯେ ଏହି ସଂଶୋଧନଗୁଡିକ କେବଳ current session (ବର୍ତମାନ ସତ୍ର) ପାଇଁ ଉପଯୋଗୀ . |
08:37 | ଯେମିତି ଆମେ ଆମର directory କୁ PATH variable ରେ ଯୋଡି ଥିଲେ . |
08:40 | ଯଦି ଆମେ ଏହି ଟର୍ମିନାଲ୍ କୁ ବଂଦ କରିବୁଁ ଏବଂ ଏହାକୁ ଆଉଥରେ ଖୋଲିବୁ , କିମ୍ବା ଏକ ପୂରା ନୁଆ ଟର୍ମିନାଲ୍ ଖୋଲିବୁ , ଏବଂ ଏହାର value ଇକୋ କରି path variable ଯାଂଚ କରୁଁ . |
09:00 | ଆମେ ଦେଖି ବିସ୍ଣିତ ହେବା କି ଆମର ସଂଶୋଧନ କିଛି ରହିନାହିଁ . |
09:05 | ଯେଉଁ ଉପାୟରେ ଆମେ ଏହି ସଂଶୋଧନଗୁଡ଼ିକୁ ସ୍ଥାୟୀ (permanent) କରିପାରିବା, ତାହା advanced (ଉନ୍ନତ) ଟ୍ୟୁଟୋରିଆଲରେ ସମାବୃତ ହେବ . |
09:13 | ଅନେକ ସମୟରେ ଆମେ ଏକ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ (re-execute) କରିବାକୁ ଚାହୁଁ ଯାହା ଆମେ ନିକଟ ଅତିତରେ କାର୍ଯ୍ୟକାରୀ କରିଥିଲେ . ଆମେ କଣ କରିବା ? କଣ ଆମେ ପୁରା କମାଣ୍ଡ୍ କୁ ପୁନଃ ଟାଇପ୍ କରିବା କି ? |
9:22 | ନାହିଁ, ଏଠାରେ କେତେକ ସମାଧାନ ଅଛି . |
09:26 | ପ୍ରଥମେ, ସାଧାରଣତଃ ଯଦି ତୁମେ ତୁମ keyboard ରେ up (ଅପ୍) keyକୁ ଦବାଅ , ତେବେ ଏହା ତୁମେ ଟାଇପ୍ କରିଥିବା ଶେଷ କମାଣ୍ଡ୍ ଦେଖାଇବ. |
09:33 | key କୁ ଦବାଇ ଚାଲ ଏବଂ ଏହା ପୁର୍ବ କମାଣ୍ଡ୍ ଗୁଡିକ ମଧ୍ୟରେ ସ୍କ୍ରୋଲ୍ (scroll) କରି ଚାଲିବ . |
09:37 | ପଛକୁ ଯିବା ପାଇଁ down key କୁ ଦବାଅ. |
09:42 | କିନ୍ତୁ ଯେବେ ତୁମକୁ ବହୁତଗୁଡ଼ିଏ କମାଣ୍ଡ୍ ମଧ୍ୟରେ ସ୍କ୍ରୋଲ୍ (scroll) କରିବାକୁ ପଡ଼େ , ଏହା ଟିକିଏ ଅବାଗିଆ ଏବଂ ବିରକ୍ତିକର ଲାଗେ . ଏକ ଭଲ ଉପାୟ ହେଲା history command ବ୍ୟବହାର କରିବା . |
09:52 | ପ୍ରୋମପ୍ଟ୍ ରେ history ଟାଇପ୍ କର . |
09:58 | ଏବଂ ଏନ୍ଟର୍ ଦବାଅ, ପୁର୍ବରେ କାର୍ଯ୍ୟକାରୀ କମାଣ୍ଡ୍ ଗୁଡିକର ସୁଚୀ ଦେଖାଯିବ |
10:04 | ଯଦି ଲମ୍ବା ସୁଚୀ ର ପରିବର୍ତେ ତୁମେ କେବେଳ ଶେଷ ଦଶଟି ଦେଖିବା ପାଇଁ ଚାହଁ . |
10:08 | ଟାଇପ୍ କର "history space 10" ଏବଂ ଏନ୍ଟର୍ ଦବାଅ . |
10:20 | ଧ୍ୟାନ ଦିଅ, ଏହି ସୁଚୀରେ ପୁର୍ବରେ କାର୍ଯ୍ୟକାରୀ ପ୍ରତ୍ୟେକ କମାଣ୍ଡ୍ ପାଇଁ ଏକ ସଂଖ୍ୟା ନିର୍ଧାରିତ ହୋଇଛି . |
10:27 | ଏକ ନିର୍ଦ୍ଦିଷ୍ଟ କମାଣ୍ଡ୍ କୁ ପୁନରାବୃତ୍ତି କରିବା ପାଇଁ . |
10:32 | ଟାଇପ୍ କର ବିସ୍ମୟସୁଚକ ଚିହ୍ନ ତାପରେ କମାଣ୍ଡ୍ ର ସଂଖ୍ୟା, ଉଦାହରଣ ସ୍ବରୁପ ମୋ କ୍ଷେତ୍ରରେ 442, ଏହା echo space dollar path କାର୍ଯ୍ୟକାରୀ କରିବ . |
10:51 | ଯଦି ତୁମେ ଶେଷ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହଁ , କେବଳ ବିସ୍ମୟସୁଚକ ଚିହ୍ନ ଦୁଇ ଥର ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
11:03 | ପରବର୍ତୀ ବିଷୟ ଯାହା ଆମେ ଦେଖିବା ତାହାକୁ tilde substitution କହନ୍ତି , tilde(~) ଚିହ୍ନ home directory ପାଇଁ ଏକ shorthand . |
11:12 | ତେଣୁ , ଧରାଯାଉ, ତୁମ home directory) ରେ ତୁମର testtree ନାମକ ଏକ directory ଅଛି . ତୁମେ "cd space 'tilde' slash testtree" ଟାଇପ୍ କରି ଏହା ପାଖରେ ପହଂଚି ପାରିବ. |
11:25 | current working directory ଏବଂ ବ୍ୟବହାର ହୋଇଥିବା ଶେଷ ଡାଇରେକ୍ଟ୍ ଟୋରୀ (last directory) ମଧ୍ୟରେ ଟଗଲ୍ କରିପାର ଏହି କମାଣ୍ଡ୍ ଦେଇକରି
cd 'tilde' minus କିମ୍ବା କେବଳ cd minus. |
11:35 | ଯେପରି ବର୍ତମାନ ଆମେ testtree directory ରେ ଅଛୁ, ଶେଷ ଡାଇରେକ୍ଟ୍ ଟୋରୀ ଯେଉଁଠାରେ ଆମେ ଯାଇଥିଲୁ ତାହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) ଥିଲା . |
11:41 | ତେଣୁ ଯଦି "cd space minus" ଚଲାଇବା ଏବଂ ଏନ୍ଟର୍ ଦବାଇବା, ଏହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଯିବ . |
11:47 | ଏହାକୁ ପୁନର୍ବାର ଚଲାଅ ଏବଂ ଏହା ଆମକୁ testtree directory କୁ ପୁଣି ନେଇ ଆସିବ . |
11:55 | ଶେଷ କିନ୍ତୁ ବହୁତ ଗୁରୁତ୍ତପୁର୍ଣ କମାଣ୍ଡ୍ ଯାହା ଆମେ ଦେଖିବା ହେଉଛି alias command . |
11:59 | ଏହା ହୋଇପାରେ କି ତୁମ ପାଖରେ ଏକ ଲମ୍ବା କମାଣ୍ଡ୍ ଅଛି ଯାହାକୁ ବାରମ୍ବାର ଚଳାଇବା ଦରକାର . |
12:04 | ଏ କ୍ଷେତ୍ରରେ ଆମେ ଏହାକୁ ଏକ ଛୋଟ alias ନାମ ଦେଇପାରିବା ଏବଂ କମାଣ୍ଡ୍ ଟିକୁ ଚଳାଇବା ପରିବର୍ତେ alias ନାମର ବ୍ୟବହାର କରିପାରିବା . |
12:11 | ଧରାଯାଉ ତୁମ ପାଖରେ ଏପରି ଏକ ଲମ୍ବା directory hierarchy ଅଛି , ଯେଉଁଠାକୁ ତୁମେ ବାରମ୍ବାର Music (ସଂଗୀତ) ପାଇଁ ଯାଅ . ତୁମେ ଏପାଇଁ ଏହି ପ୍ରକାରର ଏକ alias ତିଆରି କରିପାରିବ . |
12:20 | ଟାଇପ୍ କର alias space cdMusic 'equal-to' ଦୁଇ ଉଦ୍ଧୃତ ଚିନ୍ନ ମଧ୍ୟରେ, "cd space slash home slash arc slash files slash entertainment slash music " ଏବଂ ଏନ୍ଟର୍ ଦବାଅ. |
12:47 | ବର୍ତମାନ ପ୍ରତିଥର ଏହି ଡାଇରେକ୍ଟ୍ ଟୋରୀ (directory)କୁ ଯିବା ପାଇଁ କେବଳ cdMusic ଲେଖ ଏବଂ ଏନ୍ଟର୍ ଦବାଅ . |
12:55 | ଦେଖ, ଏବେ ଆମେ music directory ରେ ଅଛୁ . |
12:58 | ବର୍ତମାନ, previous working directory କୁ ପୁଣି ଯିବାକୁ ପ୍ରୋମପ୍ଟ୍ ରେ "cd space minus" ଟାଇପ୍ କରିପାର. |
13:08 | ଏହି alias କୁ ବାତିଲ୍ କରିବା ପାଇଁ କେବଳ unalias space cdMusic ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
13:20 | ବର୍ତମାନ ପୁଣିଥରେ ଯଦି ତୁମେ ଟର୍ମିନାଲ୍ ରେ cdMusic ଲେଖ, ତୁମକୁ ଏକ error ମିଳିବ ଯେ the command was not found . |
13:30 | ଧର, ଆମ ପାଖରେ ଆମର present working directory ରେ ଦୁଇଟି ଫାଇଲ୍ - test1 ଏବଂ test2 ଅଛି . |
13:38 | ଏବଂ ଯଦି rm test1 ଚଲାଇବା , test1 ନିରବରେ ଅପସାରଣ ହୋଇଯିବ . |
13:45 | ଆମେ ଜାଣୁ ଯେ rm command ର “hyphen i” ଅପସନ୍ ହଟାଇବା ପ୍ରକ୍ରିୟା interactive କରିଥାଏ . |
13:52 | ତେଣୁ ଆମେ, alias rm equal-to ଏବେ ଉଦ୍ଧୃତ ଚିହ୍ନ ଭିତରେ “rm space hyphen i” , ଭଳି ଏକ alias ସେଟ୍ କରିପାରିବା . |
14:03 | ବର୍ତମାନ ଆମେ ଯେତେବେଳେ “rm” ଚଲାଇବା , ପ୍ରକୃତରେ ” rm hyphen i” ଚାଲିବ. |
14:13 | ତେଣୁ ଆମେ ଦେଖିଲେ ଯେ ଯେତେବେଳେ test1 କୁ ନିରବରେ delete ହୋଇଗଲା, ସିଷ୍ଟମ test2 କୁ ହଟାଇବା ପୁର୍ବରୁ ପଚାରିଥିଲା . |
14:20 | ତେଣୁ, ଏହି ଟ୍ୟୁଟୋରିଆଲ ଆମେ environment variables, history ଏବଂ aliasing ଗୁଡିକ ସମ୍ବନ୍ଧରେ ଶିଖିଛୁ . |
14:25 | ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ . |
14:28 | ସ୍ପୋକେନ୍ ଟ୍ୟୁଟୋରିଆଲ (Spoken tutorial) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଅଂଶ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ . |
14:36 | ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି: |
14:39 | ଏହି ଟ୍ୟୁଟୋରିଆଲ ସ୍କ୍ରିପ୍ଟ୍ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ତିଆରି ହୋଇଥିଲା . |
14:42 | ଏହି ସ୍କ୍ରିପ୍ଟ୍ (script)ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ଥିତି ପାଇଁ ଧନ୍ୟବାଦ. |