Difference between revisions of "LaTeX-Old-Version/C2/Tables-and-Figures/Oriya"
From Script | Spoken-Tutorial
Nancyvarkey (Talk | contribs) (Created page with "{| border=1 |'''Time''' |'''Narration''' |- |00:00 | ବନ୍ଧୁଗଣ, Tables and Figures in Latex ଉପରେ ଥିବା ସ୍ପୋକନ୍ ଟ୍ୟୁଟୋର...") |
(No difference)
|
Latest revision as of 17:49, 16 October 2019
Time | Narration |
00:00 | ବନ୍ଧୁଗଣ, Tables and Figures in Latex ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲର ଦୁଇଟି ଉଦ୍ଦେଶ୍ୟ ଅଛି |
00:08 | ପ୍ରଥମଟି ହେଉଛି ଟାବୁଲାର୍ environmentକୁ ବ୍ୟବହାର କରି କିପରି tables ସୃଷ୍ଟି କରିବା; ଦ୍ଵିତୀୟ ଉଦ୍ଦେଶ୍ୟ ହେଉଛି, table environmentକୁ ବ୍ୟବହାର କରି latex ଡକୁମେଣ୍ଟଗୁଡିକରେ କିପରି ଟେବଲଗୁଡିକୁ ସଂଯୁକ୍ତ କରିବା |
00:22 | ଫିଗରଗୁଡିକୁ ସଂଯୁକ୍ତ କରିବା ପାଇଁ ମଧ୍ୟ ସମାନ କୌଶଳକୁ ବ୍ୟବହାର କରାଯାଇପାରିବ |
00:27 | ଟାଇଟଲ୍ ପେଜକୁ କିପରି ସୃଷ୍ଟି କରାଯାଏ ଆମେ ଦେଖିଛେ, |
00:32 | ଏହାର ଟାଇଟଲ୍ ଅଛି, ଅଥରଙ୍କର ସୂଚନା ଏବଂ Creative Commons, copyright information ଯାହା equations ଉପରେ ଥିବା ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି |
00:45 | ଆଜିର ଡେଟ୍ ଏହି କମାଣ୍ଡ ଦ୍ଵାରା ସୃଷ୍ଟି ହୋଇଥିବା ଶେଷ କଲମରେ ଦୃଶ୍ୟମାନ ହେଉଛି |
00:51 | ଚାଲନ୍ତୁ ଦ୍ଵିତୀୟ ପେଜକୁ ଯିବା |
00:58 | ବର୍ତ୍ତମାନ ମୁଁ ଆପଣଙ୍କୁ ବର୍ଣ୍ଣନା କରିବି, କିପରି ଏହି ଟେବଲକୁ ଗୋଟିଏ step-by-step ଆକାରରେ ସୃଷ୍ଟି କରିପାରିବେ |
01:05 | ଚାଲନ୍ତୁ ଗୋଟିଏ ସଫା ସ୍ଲେଟରୁ ଆରମ୍ଭ କରିବା |
01:08 | ଏହି କମାଣ୍ଡଗୁଡିକୁ ଡିଲିଟ୍ କରନ୍ତୁ |
01:19 | ଏହାକୁ କମ୍ପାଇଲ୍ କରିବା ସହ ଗୋଟିଏ ସଫା ସ୍ଲେଟରୁ ଆରମ୍ଭ କରନ୍ତୁ |
01:29 | begin tabular ଓ end tabular କମାଣ୍ଡକୁ ବ୍ୟବହାର କରି tabular environmentକୁ ସୃଷ୍ଟି କରନ୍ତୁ |
01:38 | ଏଠାରେ ତାହାକୁ କରନ୍ତୁ |
02:03 | begin tabular ପରେ, ବ୍ରେସେସ୍ ମଧ୍ୟରେ ଥିବା r r କ୍ୟାରେକ୍ଟରଗୁଡିକ, ଏଠାରେ ଦୁଇଟି କଲମ୍ ଅଛି ବୋଲି କହିଥାଏ ଏବଂ ସେଗୁଡିକ ଡାହାଣ ପଟେ ଏଲାଇନ୍ ହୋଇଛନ୍ତି |
02:14 | ପ୍ରଥମ ଲାଇନରେ ଏଣ୍ଟ୍ରୀଗୁଡିକ ହେଲେ, mango ଓ mixed |
02:20 | ଦୁଇଟି ରିଭର୍ସ ସ୍ଲାଶ୍ ପରବର୍ତ୍ତି ଲାଇନକୁ ନିର୍ଦ୍ଦେଶିତ କରେ |
02:24 | ପରବର୍ତ୍ତି ଲାଇନରେ ପ୍ରବେଶ କରନ୍ତୁ |
02:28 | Jackfruit |
02:32 | Kolli hills |
02:37 | Banana |
02:40 | Green |
02:42 | ଏହି tabular environmentକୁ ଶେଷ କରନ୍ତୁ |
02:47 | ଏହାକୁ କମ୍ପାଇଲ୍ କରନ୍ତୁ |
02:51 | ଏବଂ ଏହା ଏଠାରେ ଦୃଶ୍ୟମାନ ହୋଇଛି |
02:56 | 3 by 2 table ପ୍ରାପ୍ତ ହୋଇଛି. ଏଠାରେ ତିନୋଟି ରୋ’ ଏବଂ ଦୁଇଟି କଲମ୍ ଅଛି |
03:02 | r r କ୍ୟାରେକ୍ଟର୍ ଦ୍ଵାରା ନିର୍ଦ୍ଦେଶିତ ହେବା ଦ୍ଵାରା ଦୁଇଟି କଲମ୍ right aligned ହୋଇଛନ୍ତି |
03:09 | ଦୁଇଟି କଲମକୁ ଅଲଗା କରିବା ପାଇଁ, କଲମ୍ ଏଲାଇନମେଣ୍ଟ କ୍ୟାରେକ୍ଟରଗୁଡିକ ମଧ୍ୟରେ ଗୋଟିଏ ଭର୍ଟିକଲ୍ ଲାଇନକୁ ପ୍ରବେଶ କରନ୍ତୁ |
03:20 | ତେଣୁ, ସେହି ଭର୍ଟିକଲ୍ ଲାଇନକୁ ରଖନ୍ତୁ |
03:23 | ଏହାକୁ Save କରିବା ସହ କମ୍ପାଇଲ୍ କରନ୍ତୁ |
03:28 | ଗୋଟିଏ ଭର୍ଟିକଲ୍ ଲାଇନ୍ ଆସିଯିବା, ଆପଣ ଦେଖିପାରିବେ |
03:31 | ଭର୍ଟିକଲ୍ ଲାଇନଗୁଡିକୁ ଯଦି ଶେଷରେ ମଧ୍ୟ ଆବଶ୍ୟକ କରନ୍ତି, ସେଗୁଡିକୁ ସଠିକ୍ ସ୍ଥାନରେ ରଖନ୍ତୁ |
03:42 | ସେଗୁଡିକୁ ରଖିବା ସହ ସେଭ୍ ଓ କମ୍ପାଇଲ୍ କରନ୍ତୁ |
03:48 | ତେଣୁ ଏଗୁଡିକ ଆସିଯାଇଛି |
03:50 | ପ୍ରକୃତପକ୍ଷେ, ଆପଣ ଅନେକ ଭର୍ଟିକଲ୍ ଲାଇନଗୁଡିକୁ ରଖିପାରିବେ |
03:54 | ଆରମ୍ଭରେ ଅଧିକ ଆଉ ଗୋଟିଏ ଭର୍ଟିକଲ୍ ଲାଇନକୁ ରଖନ୍ତୁ |
04:02 | ଦେଖନ୍ତୁ! ଗୋଟିଏ ଦ୍ଵିତୀୟ ଲାଇନ୍ ଆସିଯାଇଛି |
04:07 | ଏଠାରେ ଦୁଇଟି ଭର୍ଟିକଲ୍ ଲାଇନ୍ ଥିବାର ଦେଖନ୍ତୁ |
04:11 | ବର୍ତ୍ତମାନ ବିଭିନ୍ନ ପ୍ରକାରର ଏଲାଇନମେଣ୍ଟଗୁଡିକୁ ଚେଷ୍ଟା କରନ୍ତୁ |
04:15 | ଏଠାରେ ଗୋଟିଏ cକୁ ରଖନ୍ତୁ ଯାହା ଦ୍ଵିତୀୟ କଲମଟି center aligned ହେବା ଉଚିତ୍ ବୋଲି କହିବ |
04:27 | ବର୍ତ୍ତମାନ ଏହା center aligned ହୋଇଛି |
04:30 | ପ୍ରଥମ କଲମକୁ left aligned କରନ୍ତୁ |
04:34 | ବର୍ତ୍ତମାନ, ଏହା right aligned ହୋଇଛି; ସେଗୁଡିକୁ left aligned କରନ୍ତୁ |
04:40 | l, Save |
04:43 | କମ୍ପାଇଲ୍ କରନ୍ତୁ |
04:46 | ବର୍ତ୍ତମାନ ଏହା left aligned ହୋଇଛି |
04:50 | ନିମ୍ନଲିଖିତ ଭାବେ, ବର୍ତ୍ତମାନ ରୋ’ଗୁଡିକୁ ହରିଯଣ୍ଟାଲ୍ ଲାଇନଗୁଡିକ ଦ୍ଵାରା ଅଲଗା କରନ୍ତୁ |
04:56 | ଏଠାରେ ଗୋଟିଏ h-lineକୁ ରଖନ୍ତୁ |
05:00 | ଏହା କରିବା ଦ୍ଵାରା କ’ଣ ହେଉଚି ଚାଲନ୍ତୁ ଦେଖିବା |
05:04 | ଏହା ଗୋଟିଏ ଟପ୍ ଲାଇନକୁ ରଖିବ |
05:07 | ଯଦି ଏଠାରେ ଅନ୍ୟ ଏକ h-lineକୁ ରଖାଯାଏ, |
05:16 | ଗୋଟିଏ ଲାଇନ୍ ଆସିବାର ଦେଖନ୍ତୁ, ତେଣୁ ଏହାକୁ ସମ୍ପୂର୍ଣ୍ଣ କରନ୍ତୁ |
05:19 | h-lineକୁ ରଖନ୍ତୁ |
05:22 | ଏଠାରେ ଦୁଇଟି ରିଭର୍ସ ସ୍ଲାଶ୍ ସହିତ ଗୋଟିଏ break lineକୁ ଏବଂ ତା’ପରେ h-lineକୁ ରଖନ୍ତୁ |
05:30 | H-line, ବାକ୍ୟର ଆରମ୍ଭରୁ ଆରମ୍ଭ ହୋଇଥାଏ |
05:36 | ତେଣୁ, ବର୍ତ୍ତମାନ ହରିଯଣ୍ଟାଲ୍ ଲାଇନଗୁଡିକ ସମ୍ପୂର୍ଣ୍ଣ ହୋଇଛି |
05:42 | ବର୍ତ୍ତମାନ, ଅଧିକ ତିନୋଟି କଲମ୍ ଏବଂ ଗୋଟିଏ ରୋ’କୁ ସଂଯୁକ୍ତ କରନ୍ତୁ |
05:49 | ତେଣୁ, ଏଠାରେ c, c, r ଆସିବ |
06:01 | ତେଣୁ, ଅଧିକ ତିନୋଟି କଲମକୁ ସଂଯୁକ୍ତ କରାଯାଇଛି, ପ୍ରଥମ ଦୁଇଟି center aligned ହେବା ସହ ତୃତୀୟଟି right aligned ହୋଇଛି |
06:08 | ଏବଂ ମୁଁ ଏଠାରେ କହିବାକୁ ଚାହେଁ: |
06:15 | fruit |
06:19 | type |
06:22 | number of units |
06:26 | cost per unit |
06:30 | cost rupees |
06:38 | h-line |
06:41 | So, mixed |
06:43 | 20 |
06:45 | 75 rupees |
06:47 | 1500 rupees. |
06:51 | Jackfruit |
06:54 | 10 of them |
06:57 | 50 rupees |
06:59 | 500 rupees |
07:01 | Banana green |
07:05 | 10 dozens |
07:07 | ଗୋଟିଏ ଡଜନ୍ 20 rupees ଏବଂ ସମୁଦାୟ 200 rupees ଅଟେ |
07:12 | ତେଣୁ, ଏହାକୁ କମ୍ପାଇଲ୍ କରିହେବ କି ନାହିଁ ଚାଲନ୍ତୁ ଦେଖିବା |
07:20 | ତେଣୁ ଏହା ଟେବଲ୍ ସୃଷ୍ଟି କରିଛି |
07:25 | right alignmentର ଆବଶ୍ୟକତାକୁ ଦେଖନ୍ତୁ, ସେଥିପାଇଁ ଏହି ନମ୍ବରଗୁଡିକୁ ସଂଜୁକ୍ତ କରିପାରିବେ |
07:34 | ଧରିନିଅନ୍ତୁ ଯେ ଆପଣ କଲମକୁ ଭାଙ୍ଗି ଦୁଇଟି କରିବାକୁ ଚାହାଁନ୍ତି |
07:39 | ଉଦାହରଣସ୍ଵରୂପ, ଏଠାରେ ଥିବା ଦୁଇଟି କଲମ୍ ଫଳର ବିବରଣୀ ଏବ ଏହି ତିନୋଟି କଲମଗୁଡିକରେ ମୁଲ୍ୟର ହିସାବ ଅଛି |
07:48 | ତେଣୁ, ଏହାକୁ multi-column command ସାହାଯ୍ୟରେ ସମ୍ପନ୍ନ କରାଯାଇଛି |
07:55 | ଏହାକୁ ନିମ୍ନ ଭାବେ କରନ୍ତୁ |
07:59 | multi-column |
08:04 | 2 ଭାବେ ନିଅନ୍ତୁ |
08:06 | center-aligned |
08:10 | Fruit Details |
08:12 | ପ୍ରଥମେ ଦୁଇଟି ସମ୍ପୂର୍ଣ୍ଣ ହୋଇଛି ତା’ପରେ ପରବର୍ତ୍ତି କଲମକୁ ସୂଚିତ କରିବା ପାଇଁ ଗୋଟିଏ tabକୁ ରଖନ୍ତୁ |
08:19 | ପରବର୍ତ୍ତି ଲାଇନକୁ ଯା’ନ୍ତୁ |
08:24 | multi-column ବିଶିଷ୍ଟ ତିନୋଟିକୁ ମଧ୍ୟ center-aligned କରିବାକୁ ହେବ |
08:29 | ବ୍ରେସେସ୍ ମଧ୍ୟରେ ମୁଲ୍ୟ– cost calculations |
08:37 | slash h-line |
08:44 | ତେଣୁ, ଏହା ଏହିପରି ଅଛି |
08:46 | ପ୍ରଥମ ଦୁଇଟିରେ Fruit details ନାମକ ଟାଇଟଲ୍ ଅଛି, ପରବର୍ତ୍ତି ତିନୋଟିରେ Cost calculations ନାମକ ଟାଇଟଲ୍ ଅଛି |
08:52 | ଏଠାରେ ଭର୍ଟିକଲ୍ ଲାଇନଗୁଡିକ ନାହାଁନ୍ତି ଏହାର କାରଣ ତାହା କରିବା ପାଇଁ latexକୁ ନିର୍ଦ୍ଦେଶ ଦିଆଯାଇ ନାହିଁ. ତେଣୁ ତାହାକୁ କରନ୍ତୁ |
08:59 | ଏଠାରେ, ଦୁଇଟି ଓ ଏଠାରେ ଗୋଟିଏ ଭର୍ଟିକଲ୍ ଲାଇନର ଆବଶ୍ୟକତା ଅଛି |
09:05 | ଏହା ପୂର୍ବରୁ, ଏଠାରେ ଲାଇନଗୁଡିକ ଅଛନ୍ତି, ତେଣୁ ଏହାକୁ କେବଳ ଏଠାରେ ରଖନ୍ତୁ |
09:11 | କ’ଣ ହେଉଛି ଦେଖନ୍ତୁ |
09:16 | ତେଣୁ, ବର୍ତ୍ତମାନ ଭର୍ଟିକଲ୍ ଲାଇନଗୁଡିକ ମଧ୍ୟ ଆସିଯାଇଛନ୍ତି |
09:24 | କାରଣ ଏହି 2 ଓ 3 ସିଙ୍ଗଲ୍ କ୍ୟାରେକ୍ଟର୍ arguments ଅଟନ୍ତି, ତେଣୁ ସେଗୁଡିକୁ ବିନା ବ୍ରେସେସରେ ଲେଖିବା ସମ୍ଭବ ଅଟେ |
09:40 | ଠିକ୍ ଅଛି, ସମାନ କାର୍ଯ୍ୟ କରନ୍ତୁ |
09:42 | ବେଳେବେଳେ କେବଳ କିଛି କଲମଗୁଡିକ ମଧ୍ୟରେ ହରିଯଣ୍ଟାଲ୍ ଲାଇନଗୁଡିକୁ ଡ୍ର କରିବାର ଆବଶ୍ୟକତା ଥାଏ |
09:52 | ତେଣୁ, ନିମ୍ନ ଭାବେ ଏହାକୁ ବର୍ଣ୍ଣନା କରନ୍ତୁ |
09:54 | mixed ବଦଳରେ mangoକୁ ସ୍ପ୍ଲିଟ୍ କରନ୍ତୁ, ଏହାକୁ Malgoa କୁହନ୍ତୁ |
10:05 | ଏବଂ ତା’ପରେ 18 କିଲୋଗ୍ରାମ୍ |
10:13 | 50 kilograms |
10:17 | ଏହାକୁ ଡିଲିଟ୍ କରନ୍ତୁ |
10:23 | ଠିକ୍ ଅଛି, ଏବଂ ଏଠାରେ, ଏହାକୁ Alfanso ବୋଲି କୁହନ୍ତୁ |
10:33 | 2 ଡଜନ୍ |
10:35 | ଗୋଟିଏ ଡଜନ୍ 300 rupees ଅଟେ, ଏବଂ ସମୁଦାୟ 1500 ଅଟେ |
10:44 | ଏହାକୁ save କରିବା ଦ୍ଵାରା କ’ଣ ହେଉଛି ଚାଲନ୍ତୁ ଦେଖିବା. ଏହାକୁ କମ୍ପାଇଲ୍ କରନ୍ତୁ |
10:50 | ତେଣୁ, ଏହା ପ୍ରାପ୍ତ ହୋଇଛି. ଏହା ହେଲା ଯେ, ଏହି ଲାଇନ୍ ଏଠାରେ ଓ ସେଠାରେ ମଧ୍ୟ ଆସିଛି ଏବଂ ମୁଁ ଏଗୁଡିକୁ ଚାହେଁ ନାହିଁ . ତେଣୁ, ଏହାକୁ ସମ୍ପନ୍ନ କରିବା ପାଇଁ ଏବଂ 2 ଓ 4 କଲମ୍ ମଧ୍ୟରେ, ଏହି ହରିଯଣ୍ଟାଲ୍ ଲାଇନ୍ ବ୍ୟତିତ ମୋର ଗୋଟିଏ c ଲାଇନ୍ ଆବଶ୍ୟକ |
11:19 | ତେଣୁ ଏହାକୁ ଏଠାରେ କରିବା ଉଚିତ |
11:22 | ତେଣୁ ପୁନର୍ବାର ଏଠାରେ ଏହାକୁ ଆଣି ରଖନ୍ତୁ |
11:27 | ଏଠାରେ H-lineକୁ ରଖନ୍ତୁ |
11:30 | c-line 2 to 4 |
11:40 | ଠିକ୍ ଅଛି, ବର୍ତ୍ତମାନ କେବଳ ଟୁ ଓ ଫୋର୍ କଲମ୍ ମଧ୍ୟରେ ଲାଇନକୁ ପ୍ରାପ୍ତ କରିବେ |
11:52 | ତେଣୁ, ଏହି କେନ୍ଦ୍ର ଲାଇନଟି ମ୍ୟାଙ୍ଗୋଗୁଡିକୁ, ଭାରତରେ ଲୋକପ୍ରିୟ ଦୁଇଟି ମ୍ୟାଙ୍ଗୋରେ ବିଭକ୍ତ କରିଦେଇଛି |
11:58 | ଏହି ଉଦାହରଣକୁ, ଗୋଟିଏ ଶେଷ ରୋ’ ସହିତ ଏହି tableକୁ ସମାପ୍ତ କରନ୍ତୁ |
12:04 | ନିମ୍ନଲିଖିତ ଭାବେ ଏହାକୁ ସାରାଂଶିତ କରନ୍ତୁ |
12:11 | ଚାରୋଟି multi-column ଅଛି |
12:14 | 2 ଭର୍ଟିକଲ୍ ଲାଇନ୍, right-aligned ହୋଇଛନ୍ତି |
12:20 | ଭର୍ଟିକଲ୍ ସେପାରେଟର୍ |
12:24 | Total cost |
12:27 | Rupees. |
12:32 | ଏହାକୁ ବନ୍ଦ କରନ୍ତୁ |
12:35 | ତା’ପରେ ଟାବ୍ |
12:38 | 2200 |
12:42 | h-line |
12:48 | ତେଣୁ ଏଠାରେ ଆପଣ ଅଛନ୍ତି |
12:50 | ତେଣୁ ଏହି ଟ୍ୟୁଟୋରିଆଲର ଆରମ୍ଭ ଏହି tableରୁ ଆରମ୍ଭ କରାଯାଇଥିଲା |
12:59 | tabular environmentକୁ ବ୍ୟବହାର କରି ସୃଷ୍ଟି ହୋଇଥିବା tables ସହିତ କିପରି କାମ କରିବେ? |
13:04 | tabular environmentକୁ ବ୍ୟବହାର କରି ସୃଷ୍ଟି କରାଯାଇଥିବା ସମଗ୍ର ଟେବଲକୁ Latex, ଗୋଟିଏ ସିଙ୍ଗଲ୍ ଅବଜେକ୍ଟ ଭାବେ ଗ୍ରହଣ କରିଥାଏ |
13:10 | ଉଦାହରଣସ୍ଵରୂପ- ଯଦି ଲେଖିବେ, |
13:17 | This is |
13:24 | an |
13:27 | example |
13:39 | This is an example table |
13:47 | ଏହି ଉଦାହରଣ ଅନୁସାରେ, This is an ଓ example table ମଧ୍ୟରେ ଯଦି table ରହିଯିବ, ତେବେ ଏହାର କ’ଣ ହେବ |
13:56 | ଏହି table ଗୋଟିଏ ସାମ୍ପ୍ରତିକ ବାକ୍ୟରେ ଦୃଶ୍ୟମାନ ହେବ |
14:01 | ଗୋଟିଏ centre environmentକୁ ବ୍ୟବହାର କରି ଟେବଲଗୁଡିକୁ ସଂଯୁକ୍ତ କରିବା ସମ୍ଭବ ଅଟେ |
14:05 | ସାଧାରଣକ୍ଷେତ୍ରରେ ଏହାକୁ table environment ମଧ୍ୟରେ ସଂଯୁକ୍ତ କରାଯାଏ. ବର୍ତ୍ତମାନ ପ୍ରଦର୍ଶନ ହେବ |
14:18 | begin |
14:21 | table |
14:25 | ଏହାକୁ ବନ୍ଦ କରନ୍ତୁ |
14:33 | ତେଣୁ, ବର୍ତ୍ତମାନ this is an example table ସହିତ କ’ଣ ହେବ |
14:36 | ଏହି ଷ୍ଟେଟମେଣ୍ଟ ଅଲଗା ଭାବେ ଆସିବ ଏବଂ ଏହି begin ଓ end ଟେବଲ୍ ମଧ୍ୟରେ ଯାହା ଦୃଶ୍ୟମାନ ହେବ ସେଗୁଡିକ ଭିନ୍ନ ଏକ tableରେ ସ୍ଥାପିତ ହେବ |
14:50 | ଅନ୍ୟ ଅର୍ଥରେ, ଯଦିଓ ଏହି ଟେବଲ୍ କିଛି ଟେକ୍ସଟ ମଧ୍ୟରେ ଦୃଶ୍ୟମାନ ହେବ କିନ୍ତୁ ଏହାକୁ ଅଲଗା ରଖାଯିବ |
14:57 | ଏହା କେନ୍ଦ୍ରିତ ହେବ ନାହିଁ |
14:59 | ଏଠାରେ, ଏହାକୁ ଡକୁମେଣ୍ଟର କେନ୍ଦ୍ରରେ ସ୍ଥାପନ କରିବା ପାଇଁ |
15:08 | centering ନାମକ ଗୋଟିଏ କମାଣ୍ଡକୁ ପ୍ରଦାନ କରନ୍ତୁ |
15:17 | ବର୍ତ୍ତମାନ ଗୋଟିଏ captionକୁ ସୃଷ୍ଟି କରନ୍ତୁ |
15:20 | ଟେବଲ୍ ପୂର୍ବରୁ Table captionକୁ ରଖନ୍ତୁ |
15:23 | ଏଠାରେ ଗୋଟିଏ କ୍ୟାପଶନକୁ ରଖନ୍ତୁ |
15:31 | Caption cost of fruits in India |
15:42 | ତେଣୁ caption ଆସିଯାଇଛି |
15:44 | ଏହା ଅତି ନିକଟରେ ଅଛି; ମୁଁ ଗୋଟିଏ ଛୋଟ ସ୍ଥାନ ଛାଡିବାକୁ ଚାହୁଁଛି |
15:47 | v-space କମାଣ୍ଡରେ 1 exକୁ ପ୍ରଦାନ କରି ଏହାକୁ କରନ୍ତୁ |
15:57 | ଏହି ସ୍ଥାନ x କ୍ୟାରେକ୍ଟର୍ ସହ ସମାନ ହେବ |
16:01 | ତେଣୁ, ଏହି ଭର୍ଟିକଲ୍ ସ୍ପେସକୁ ଛାଡିଦିଅନ୍ତୁ |
16:04 | ତେଣୁ, ବର୍ତ୍ତମାନ ଏହା ଠିକଠାକ୍ ଦେଖାଯାଉଛି |
16:06 | ଡିଫଲ୍ଟ ଭାବେ, Latex ଟେବଲଗୁଡିକୁ ପେଜର ଉପରେ ସ୍ଥାପନ କରିଥାଏ |
16:11 | ଏହି ସ୍ଥାପନ ଅଟୋମାଟିକଲୀ କରାଯାଇଥାଏ |
16:14 | ଟେବଲଟି ପରବର୍ତ୍ତି ଉପଲବ୍ଧ ଥିବା ସ୍ଲଟକୁ floated କରାଯାଇଥାଏ |
16:18 | ଏହାକୁ ବର୍ଣ୍ଣନା କରିବା ପାଇଁ, ଏହି ଡକୁମେଣ୍ଟର ନିମ୍ନଭାଗରୁ କିଛି ଟେକ୍ସଟକୁ କଟ୍ ଓ ପେଷ୍ଟ କରନ୍ତୁ |
16:25 | ଏହାକୁ ଡିଲିଟ୍ କରନ୍ତୁ |
16:28 | ଏହାକୁ ଡିଲିଟ୍ କରନ୍ତୁ |
16:38 | ଠିକ୍ ଅଛି |
16:43 | ବର୍ତ୍ତମାନ, ଏହି ଫଳଗୁଡିକ ଉପରେ ଏଠାରେ କିଛି ଲେଖା ଅଛି |
16:49 | ଏହାର ଉପରି ଭାଗକୁ ଯା’ନ୍ତୁ |
16:55 | ଏହାକୁ ଏଠାରେ ପେଷ୍ଟ କରନ୍ତୁ |
16:58 | ଏହାକୁ କମ୍ପାଇଲ୍ କରନ୍ତୁ |
17:01 | ତେଣୁ ପୂର୍ବଭଳି, tableଟି ପେଜର ଉପରିଭାଗରେ ସ୍ଥାପିତ ହୋଇଛି |
17:06 | ଏଠାରେ କିଛି ଅଧିକ ଟେକ୍ସଟକୁ ରଖନ୍ତୁ |
17:12 | ଚାରୋଟି କପୀ କରନ୍ତୁ |
17:16 | ତେଣୁ, ବର୍ତ୍ତମାନ ଏହା ହେବ ଯେ- |
17:26 | ଏହି ଟେବଲ୍ ଦ୍ଵିତୀୟ ପେଜକୁ floated ହୋଇଯାଇଛି ଏବଂ |
17:31 | ଏଠାରେ କିଛି ବି ନାହିଁ. ତେଣୁ, ଏହାକୁ ପେଜର ମଧ୍ୟଭାଗରେ ସ୍ଥାପିତ କରାଯାଇଛି |
17:35 | ଏଠାରେ ଗୋଟିଏ ଅଧିକ କପୀକୁ ରଖନ୍ତୁ, କିଛି ଅଧିକ ଟେକ୍ସଟ ମଧ୍ୟ |
17:43 | ତେଣୁ ବର୍ତ୍ତମାନ ନିମ୍ନଲିଖିତ ସଂଗଠିତ ହେଲା- |
17:49 | ଏହା ଟାଇଟଲ ପେଜ୍ ଅଟେ, ଏହା ପରବର୍ତ୍ତି ପେଜ୍ ଅଟେ, ଟେବଲଟି floated ହୋଇଯାଇଛି, ଏହା ଏହି ପେଜର ଉପରି ଭାଗକୁ ଚାଲିଯାଇଛି |
18:01 | equationsରେ ଥିବା ଭଳି, labelsକୁ ସୃଷ୍ଟି କରିବା ସହିତ ରେଫରେନ୍ସିଙ୍ଗ ପାଇଁ ବ୍ୟବହାର କରିପାରିବେ |
18:06 | ଉଦାହରଣସ୍ଵରୂପ, |
18:12 | caption commandର ନିମ୍ନରେ ଏହି କମାଣ୍ଡକୁ ପ୍ରଦାନ କରନ୍ତୁ |
18:15 | ଏହାକୁ ନିଶ୍ଚିତରୂପେ କ୍ୟାପଶନ୍ କମାଣ୍ଡ ତଳେ ରଖିବେ କାରଣ ଏହି କ୍ୟପଶନ୍ କମାଣ୍ଡ table numberକୁ ସୃଷ୍ଟି କରିଥାଏ |
18:21 | ଉଦାହରଣସ୍ଵରୂପ, ଏଠାରେ ଥିବା table 1, କ୍ୟାପଶନ୍ କମାଣ୍ଡ ଦ୍ଵାରା ସୃଷ୍ଟି କରାଯାଇଛି |
18:26 | ଯଦି ଆପଣ ଏହା ପରେ ଲେବଲକୁ ରଖିବେ, ଏହି ଲେବଲ୍ କ୍ୟାପଶନକୁ ବ୍ୟବହାର କରି ସୃଷ୍ଟି ହୋଇଥିବା ନମ୍ବରକୁ ରେଫର୍ କରିବ |
18:33 | ତେଣୁ label |
18:40 | fruits ଅଟେ |
18:43 | ତେଣୁ, ପଛକୁ ଫେରିଯିବା ସହିତ |
18:48 | ଏଠାରେ ଏହି ଲାଇନକୁ ସଂଯୁକ୍ତ କରନ୍ତୁ |
18:53 | ଆପଣଙ୍କୁ The cost of these fruits is shown in Table reference ଲେବଲକୁ ଦେବାକୁ ହେବ, ଏହା ଏହିପରି ସମାନ ହେବା ଆବଶ୍ୟକ ଅଟେ |
19:08 | tab fruits |
19:12 | ଏହାକୁ କମ୍ପାଇଲ୍ କରନ୍ତୁ |
19:16 | ତେଣୁ ଏହା ଏଠାରେ ଅଛି, ପ୍ରଥମ କମ୍ପାଇଲେଶନରେ ଏହି ଭେରିଏବଲ୍ ଆସାଇନ୍ ହେବ ନାହିଁ |
19:22 | ତେଣୁ ଏହାକୁ ରିକମ୍ପାଇଲ୍ କରନ୍ତୁ, ବର୍ତ୍ତମାନ ଏହା ପ୍ରାପ୍ତ ହୋଇଛି |
19:28 | ବର୍ତ୍ତମାନ ବର୍ଣ୍ଣନା କରାଯିବା ଭଳି, ଅଟୋମାଟିକଲୀ |
19:33 | ଟେବଲର ଗୋଟିଏ ତାଲିକା ସୃଷ୍ଟି କରନ୍ତୁ |
19:37 | make title ପରେ ଧରିନିଅନ୍ତୁ list of tables ଆବଶ୍ୟକ ଅଟେ- କମାଣ୍ଡ one word ଅଟେ, |
19:50 | ତେଣୁ ଏହା ହେଲା ଯେ |
19:53 | ଏହା ଗୋଟିଏ ଟେବଲର ତାଲିକା ସୃଷ୍ଟି କରିଛି |
19:57 | ନିର୍ଦ୍ଦିଷ୍ଟ ଭାବେ, ଟେବଲ୍ ନମ୍ବର୍ ଠିକ୍ ଅଛି ବୋଲି ସୁନିଶ୍ଚିତ କରିବା ପାଇଁ, ଜଣକୁ ଦୁଇଥର କମ୍ପାଇଲ କରିବାକୁ ପଡିଥାଏ |
20:03 | ଏହା ଏଠାରେ ଆସିଛି, ତାଲିକା ଅନୁସାରେ ଟେବଲ୍ ପେଜ୍ twoରେ ଅଛି କିନ୍ତୁ ଏହା ପେଜ୍ 3ରେ ଅଛି |
20:13 | ତେଣୁ ଏହା ପେଜ୍ 3ରେ ଅଛି |
20:15 | ତେଣୁ ଫେରିଯିବା ସହିତ, ଏହାକୁ ଆଉଥରେ କମ୍ପାଇଲ୍ କରନ୍ତୁ |
20:20 | ଏଠାରେ ଏହା ପେଜ୍ 3ରେ ଅଛି |
20:26 | ଏହାକୁ ପୂର୍ବେ ବର୍ଣ୍ଣନା କରାଯାଇଛି |
20:29 | ଠିକ୍ ଅଛି, ଏହା ଏହି ଅଂଶର ଶେଷଭାଗକୁ ଆସିଯାଇଛି ଯାଉଁଠି tablesର ବର୍ଣ୍ଣନା କରାଯାଇଛି |
20:36 | ବର୍ତ୍ତମାନ include graphics ନାମକ କମାଣ୍ଡକୁ ବ୍ୟବହାର କରି ଫିଗରଗୁଡିକୁ କିପରି ସୃଷ୍ଟି କରାଯାଏ ବର୍ଣ୍ଣନା କରାଯିବ |
20:48 | ତେଣୁ ଏଥିପାଇଁ, graphicx ନାମକ ଏହି ପ୍ୟାକେଜକୁ ସଂଯୁକ୍ତ କରିବା ଆବଶ୍ୟକ ଅଟେ |
21:00 | ଠିକ୍ ଅଛି! ଧରିନିଅନ୍ତୁ ଏହାର ନିମ୍ନଭାଗକୁ ଯା’ନ୍ତୁ, |
21:08 | ଏବଂ ନିମ୍ନଲିଖିତ କମାଣ୍ଡଗୁଡିକୁ କଲ୍ କରନ୍ତୁ. begin figure |
21:14 | include graphics |
21:19 | width ଇକ୍ଵାଲସ. |
21:29 | iitb.pdf ନାମକ ଗୋଟିଏ ଫାଇଲ୍ ଅଛି |
21:36 | ଏଠାରେ ଅଛି |
21:38 | ସୃଷ୍ଟି ହୋଇଥିବା ଫିଗରର ପ୍ରସ୍ଥ ସହିତ ଏହାକୁ ଏଠାରେ ସଂଯୁକ୍ତ କରନ୍ତୁ ଯାହା ଲାଇନର ପ୍ରସ୍ଥ ସହ ସମାନ ଅଟେ |
21:51 | ଏହି ଫିଗରକୁ ସମାପ୍ତ କରନ୍ତୁ |
21:55 | ଏହାକୁ କମ୍ପାଇଲ୍ କରନ୍ତୁ |
22:01 | ଏଠାରେ ଏହା ଅଛି |
22:04 | ତେଣୁ ଏହା ମଧ୍ୟ ଏହି ପେଜର ଉପରି ଭାଗରେ ସ୍ଥାପିତ ହୋଇଛି |
22:09 | ଠିକ୍ ଅଛି! ବର୍ତ୍ତମାନ ଯଦି ସମ୍ପୂର୍ଣ୍ଣ ଲାଇନର ପ୍ରସ୍ଥକୁ ବ୍ୟବହାର କରିବାକୁ ଚାହାଁନ୍ତି, ତାହା କରନ୍ତୁ |
22:17 | ଧରିନିଅନ୍ତୁ, ଆପଣ ପଏଣ୍ଟ 5କୁ ବ୍ୟବହାର କରିବାକୁ ଚାହାଁନ୍ତି, ଯାହା ଲାଇନର ପ୍ରସ୍ଥର ଅଧା ଅଟେ, |
22:26 | ତା’ପରେ ଏହାକୁ ଛୋଟ କରି ଦିଆଯାଇଛି |
22:29 | ଏବଂ ଧ୍ୟାନଦିଅନ୍ତୁ ଯେ ଏହାକୁ left aligned କରାଯାଇଛି |
22:32 | tableରେ ଥିବା ଭଳି, centeringକୁ ଘୋଷଣା କରିପାରିବେ |
22:38 | ଯାହା ଏହାକୁ ମଧ୍ୟରେ କେନ୍ଦ୍ରିତ କରିବ |
22:49 | ଗୋଟିଏ caption ମଧ୍ୟ ସୃଷ୍ଟି କରିପାରିବେ; ଫିଗରକୁ ସଂଯୁକ୍ତ କଲାପରେ, ଫିଗର୍ କ୍ୟାପଶନଗୁଡିକୁ ସୃଷ୍ଟି କରାଯାଇପାରିବ |
23:00 | Golden Jubilee logo of IIT Bombay |
23:13 | ଠିକ୍ ଅଛି, ପୂର୍ବ ଭଳି ଗୋଟିଏ label ସୃଷ୍ଟି କରିପାରିବେ ଏବଂ ref କମାଣ୍ଡକୁ ବ୍ୟବହାର କରି ଏହାକୁ ରେଫର୍ କରନ୍ତୁ |
23:28 | tablesର ତାଲିକା ସହିତ ଫିଗରଗୁଡିକର ତାଲିକାକୁ ମଧ୍ୟ ଦୃଶ୍ୟମାନ କରାଯାଇପାରିବ |
23:36 | ତେଣୁ ଧରିନିଅନ୍ତୁ, ମୋ’ର ଫିଗରଗୁଡିକର ତାଲିକା ମଧ୍ୟ ଆବଶ୍ୟକ ଅଟେ |
23:45 | ଏହାକୁ କମ୍ପାଇଲ୍ କରନ୍ତୁ |
23:48 | ଏହାକୁ ଦୁଇଥର କମ୍ପାଇଲ୍ କରନ୍ତୁ |
23:51 | ଏବଂ ଏହା ଏଠାରେ ଅଛି. ଫିଗରଗୁଡିକର ତାଲିକା ମଧ୍ୟ ଅଟୋମାଟିକଲୀ ଆସିଯିବ |
23:56 | ଏଠାରେ ସମସ୍ତ ଫିଗରର କ୍ୟାପଶନଗୁଡିକ ମଧ୍ୟ ଦୃଶ୍ୟମାନ ହେବ |
24:08 | ଏଠାରେ ମୁଁ ଆପଣଙ୍କୁ ପ୍ରଦର୍ଶନ କରିବା ପାଇଁ ଗୋଟିଏ ଶେଷ ଜିନିଷ ଅଛି |
24:11 | ଏହି ଫିଗରଗୁଡିକୁ କିପରି ରୋଟେଟ୍ କରିବେ |
24:15 | ଏହାକୁ ଅପଶନ୍ angle ଦ୍ଵାରା କରାଯାଇପାରିବ |
24:21 | ଧରିନିଅନ୍ତୁ, ମୁଁ ରୋଟେଟ୍ କରିବାକୁ ଚାହୁଁଥିବା angle ହେଉଛି 90 degrees |
24:25 | ତେଣୁ, ଏହି ଫିଗରକୁ ଯା’ନ୍ତୁ |
24:29 | ଏହାକୁ କମ୍ପାଇଲ୍ କରନ୍ତୁ |
24:32 | ତେଣୁ, ଏହା 90 degreesରେ ରୋଟେଟ୍ ହେଉଛି |
24:37 | ଏହାକୁ minus 90ରେ ରୋଟେଟ୍ କରନ୍ତୁ |
24:42 | ଠିକ୍ ଅଛି. ଏହି ମାର୍ଗରେ ଫିଗରଗୁଡିକୁ ସଂଯୁକ୍ତ କରିପାରିବେ |
24:48 | ଏଠାରେ iitb.pdf ଉପଲବ୍ଧ ଥିବାର ମୁଁ ଆଶା କରୁଛି |
24:53 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
24:55 | latexର ଶିକ୍ଷାର୍ଥୀମାନେ source documentରେ ପ୍ରତ୍ୟେକ ଛୋଟ ପରିବର୍ତ୍ତନ କଲାପରେ କମ୍ପାଇଲ୍ କରିବା ଉଚିତ ତେଣୁ ଯାହା ପ୍ରବେଶ କରିବେ ଠିକ୍ ହେବ |
25:05 | ଏହି ଟ୍ୟୁଟୋରିଆଲକୁ ଶୁଣିଥିବାରୁ, ଆପଣଙ୍କୁ ଧନ୍ୟବାଦ |
25:07 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |