LaTeX-Old-Version/C2/Tables-and-Figures/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, Tables and Figures in Latex ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲର ଦୁଇଟି ଉଦ୍ଦେଶ୍ୟ ଅଛି
00:08 ପ୍ରଥମଟି ହେଉଛି ଟାବୁଲାର୍ environmentକୁ ବ୍ୟବହାର କରି କିପରି tables ସୃଷ୍ଟି କରିବା; ଦ୍ଵିତୀୟ ଉଦ୍ଦେଶ୍ୟ ହେଉଛି, table environmentକୁ ବ୍ୟବହାର କରି latex ଡକୁମେଣ୍ଟଗୁଡିକରେ କିପରି ଟେବଲଗୁଡିକୁ ସଂଯୁକ୍ତ କରିବା
00:22 ଫିଗରଗୁଡିକୁ ସଂଯୁକ୍ତ କରିବା ପାଇଁ ମଧ୍ୟ ସମାନ କୌଶଳକୁ ବ୍ୟବହାର କରାଯାଇପାରିବ
00:27 ଟାଇଟଲ୍ ପେଜକୁ କିପରି ସୃଷ୍ଟି କରାଯାଏ ଆମେ ଦେଖିଛେ,
00:32 ଏହାର ଟାଇଟଲ୍ ଅଛି, ଅଥରଙ୍କର ସୂଚନା ଏବଂ Creative Commons, copyright information ଯାହା equations ଉପରେ ଥିବା ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
00:45 ଆଜିର ଡେଟ୍ ଏହି କମାଣ୍ଡ ଦ୍ଵାରା ସୃଷ୍ଟି ହୋଇଥିବା ଶେଷ କଲମରେ ଦୃଶ୍ୟମାନ ହେଉଛି
00:51 ଚାଲନ୍ତୁ ଦ୍ଵିତୀୟ ପେଜକୁ ଯିବା
00:58 ବର୍ତ୍ତମାନ ମୁଁ ଆପଣଙ୍କୁ ବର୍ଣ୍ଣନା କରିବି, କିପରି ଏହି ଟେବଲକୁ ଗୋଟିଏ step-by-step ଆକାରରେ ସୃଷ୍ଟି କରିପାରିବେ
01:05 ଚାଲନ୍ତୁ ଗୋଟିଏ ସଫା ସ୍ଲେଟରୁ ଆରମ୍ଭ କରିବା
01:08 ଏହି କମାଣ୍ଡଗୁଡିକୁ ଡିଲିଟ୍ କରନ୍ତୁ
01:19 ଏହାକୁ କମ୍ପାଇଲ୍ କରିବା ସହ ଗୋଟିଏ ସଫା ସ୍ଲେଟରୁ ଆରମ୍ଭ କରନ୍ତୁ
01:29 begin tabular ଓ end tabular କମାଣ୍ଡକୁ ବ୍ୟବହାର କରି tabular environmentକୁ ସୃଷ୍ଟି କରନ୍ତୁ
01:38 ଏଠାରେ ତାହାକୁ କରନ୍ତୁ
02:03 begin tabular ପରେ, ବ୍ରେସେସ୍ ମଧ୍ୟରେ ଥିବା r r କ୍ୟାରେକ୍ଟରଗୁଡିକ, ଏଠାରେ ଦୁଇଟି କଲମ୍ ଅଛି ବୋଲି କହିଥାଏ ଏବଂ ସେଗୁଡିକ ଡାହାଣ ପଟେ ଏଲାଇନ୍ ହୋଇଛନ୍ତି
02:14 ପ୍ରଥମ ଲାଇନରେ ଏଣ୍ଟ୍ରୀଗୁଡିକ ହେଲେ, mango ଓ mixed
02:20 ଦୁଇଟି ରିଭର୍ସ ସ୍ଲାଶ୍ ପରବର୍ତ୍ତି ଲାଇନକୁ ନିର୍ଦ୍ଦେଶିତ କରେ
02:24 ପରବର୍ତ୍ତି ଲାଇନରେ ପ୍ରବେଶ କରନ୍ତୁ
02:28 Jackfruit
02:32 Kolli hills
02:37 Banana
02:40 Green
02:42 ଏହି tabular environmentକୁ ଶେଷ କରନ୍ତୁ
02:47 ଏହାକୁ କମ୍ପାଇଲ୍ କରନ୍ତୁ
02:51 ଏବଂ ଏହା ଏଠାରେ ଦୃଶ୍ୟମାନ ହୋଇଛି
02:56 3 by 2 table ପ୍ରାପ୍ତ ହୋଇଛି. ଏଠାରେ ତିନୋଟି ରୋ’ ଏବଂ ଦୁଇଟି କଲମ୍ ଅଛି
03:02 r r କ୍ୟାରେକ୍ଟର୍ ଦ୍ଵାରା ନିର୍ଦ୍ଦେଶିତ ହେବା ଦ୍ଵାରା ଦୁଇଟି କଲମ୍ right aligned ହୋଇଛନ୍ତି
03:09 ଦୁଇଟି କଲମକୁ ଅଲଗା କରିବା ପାଇଁ, କଲମ୍ ଏଲାଇନମେଣ୍ଟ କ୍ୟାରେକ୍ଟରଗୁଡିକ ମଧ୍ୟରେ ଗୋଟିଏ ଭର୍ଟିକଲ୍ ଲାଇନକୁ ପ୍ରବେଶ କରନ୍ତୁ
03:20 ତେଣୁ, ସେହି ଭର୍ଟିକଲ୍ ଲାଇନକୁ ରଖନ୍ତୁ
03:23 ଏହାକୁ Save କରିବା ସହ କମ୍ପାଇଲ୍ କରନ୍ତୁ
03:28 ଗୋଟିଏ ଭର୍ଟିକଲ୍ ଲାଇନ୍ ଆସିଯିବା, ଆପଣ ଦେଖିପାରିବେ
03:31 ଭର୍ଟିକଲ୍ ଲାଇନଗୁଡିକୁ ଯଦି ଶେଷରେ ମଧ୍ୟ ଆବଶ୍ୟକ କରନ୍ତି, ସେଗୁଡିକୁ ସଠିକ୍ ସ୍ଥାନରେ ରଖନ୍ତୁ
03:42 ସେଗୁଡିକୁ ରଖିବା ସହ ସେଭ୍ ଓ କମ୍ପାଇଲ୍ କରନ୍ତୁ
03:48 ତେଣୁ ଏଗୁଡିକ ଆସିଯାଇଛି
03:50 ପ୍ରକୃତପକ୍ଷେ, ଆପଣ ଅନେକ ଭର୍ଟିକଲ୍ ଲାଇନଗୁଡିକୁ ରଖିପାରିବେ
03:54 ଆରମ୍ଭରେ ଅଧିକ ଆଉ ଗୋଟିଏ ଭର୍ଟିକଲ୍ ଲାଇନକୁ ରଖନ୍ତୁ
04:02 ଦେଖନ୍ତୁ! ଗୋଟିଏ ଦ୍ଵିତୀୟ ଲାଇନ୍ ଆସିଯାଇଛି
04:07 ଏଠାରେ ଦୁଇଟି ଭର୍ଟିକଲ୍ ଲାଇନ୍ ଥିବାର ଦେଖନ୍ତୁ
04:11 ବର୍ତ୍ତମାନ ବିଭିନ୍ନ ପ୍ରକାରର ଏଲାଇନମେଣ୍ଟଗୁଡିକୁ ଚେଷ୍ଟା କରନ୍ତୁ
04:15 ଏଠାରେ ଗୋଟିଏ cକୁ ରଖନ୍ତୁ ଯାହା ଦ୍ଵିତୀୟ କଲମଟି center aligned ହେବା ଉଚିତ୍ ବୋଲି କହିବ
04:27 ବର୍ତ୍ତମାନ ଏହା center aligned ହୋଇଛି
04:30 ପ୍ରଥମ କଲମକୁ left aligned କରନ୍ତୁ
04:34 ବର୍ତ୍ତମାନ, ଏହା right aligned ହୋଇଛି; ସେଗୁଡିକୁ left aligned କରନ୍ତୁ
04:40 l, Save
04:43 କମ୍ପାଇଲ୍ କରନ୍ତୁ
04:46 ବର୍ତ୍ତମାନ ଏହା left aligned ହୋଇଛି
04:50 ନିମ୍ନଲିଖିତ ଭାବେ, ବର୍ତ୍ତମାନ ରୋ’ଗୁଡିକୁ ହରିଯଣ୍ଟାଲ୍ ଲାଇନଗୁଡିକ ଦ୍ଵାରା ଅଲଗା କରନ୍ତୁ
04:56 ଏଠାରେ ଗୋଟିଏ h-lineକୁ ରଖନ୍ତୁ
05:00 ଏହା କରିବା ଦ୍ଵାରା କ’ଣ ହେଉଚି ଚାଲନ୍ତୁ ଦେଖିବା
05:04 ଏହା ଗୋଟିଏ ଟପ୍ ଲାଇନକୁ ରଖିବ
05:07 ଯଦି ଏଠାରେ ଅନ୍ୟ ଏକ h-lineକୁ ରଖାଯାଏ,
05:16 ଗୋଟିଏ ଲାଇନ୍ ଆସିବାର ଦେଖନ୍ତୁ, ତେଣୁ ଏହାକୁ ସମ୍ପୂର୍ଣ୍ଣ କରନ୍ତୁ
05:19 h-lineକୁ ରଖନ୍ତୁ
05:22 ଏଠାରେ ଦୁଇଟି ରିଭର୍ସ ସ୍ଲାଶ୍ ସହିତ ଗୋଟିଏ break lineକୁ ଏବଂ ତା’ପରେ h-lineକୁ ରଖନ୍ତୁ
05:30 H-line, ବାକ୍ୟର ଆରମ୍ଭରୁ ଆରମ୍ଭ ହୋଇଥାଏ
05:36 ତେଣୁ, ବର୍ତ୍ତମାନ ହରିଯଣ୍ଟାଲ୍ ଲାଇନଗୁଡିକ ସମ୍ପୂର୍ଣ୍ଣ ହୋଇଛି
05:42 ବର୍ତ୍ତମାନ, ଅଧିକ ତିନୋଟି କଲମ୍ ଏବଂ ଗୋଟିଏ ରୋ’କୁ ସଂଯୁକ୍ତ କରନ୍ତୁ
05:49 ତେଣୁ, ଏଠାରେ c, c, r ଆସିବ
06:01 ତେଣୁ, ଅଧିକ ତିନୋଟି କଲମକୁ ସଂଯୁକ୍ତ କରାଯାଇଛି, ପ୍ରଥମ ଦୁଇଟି center aligned ହେବା ସହ ତୃତୀୟଟି right aligned ହୋଇଛି
06:08 ଏବଂ ମୁଁ ଏଠାରେ କହିବାକୁ ଚାହେଁ:
06:15 fruit
06:19 type
06:22 number of units
06:26 cost per unit
06:30 cost rupees
06:38 h-line
06:41 So, mixed
06:43 20
06:45 75 rupees
06:47 1500 rupees.
06:51 Jackfruit
06:54 10 of them
06:57 50 rupees
06:59 500 rupees
07:01 Banana green
07:05 10 dozens
07:07 ଗୋଟିଏ ଡଜନ୍ 20 rupees ଏବଂ ସମୁଦାୟ 200 rupees ଅଟେ
07:12 ତେଣୁ, ଏହାକୁ କମ୍ପାଇଲ୍ କରିହେବ କି ନାହିଁ ଚାଲନ୍ତୁ ଦେଖିବା
07:20 ତେଣୁ ଏହା ଟେବଲ୍ ସୃଷ୍ଟି କରିଛି
07:25 right alignmentର ଆବଶ୍ୟକତାକୁ ଦେଖନ୍ତୁ, ସେଥିପାଇଁ ଏହି ନମ୍ବରଗୁଡିକୁ ସଂଜୁକ୍ତ କରିପାରିବେ
07:34 ଧରିନିଅନ୍ତୁ ଯେ ଆପଣ କଲମକୁ ଭାଙ୍ଗି ଦୁଇଟି କରିବାକୁ ଚାହାଁନ୍ତି
07:39 ଉଦାହରଣସ୍ଵରୂପ, ଏଠାରେ ଥିବା ଦୁଇଟି କଲମ୍ ଫଳର ବିବରଣୀ ଏବ ଏହି ତିନୋଟି କଲମଗୁଡିକରେ ମୁଲ୍ୟର ହିସାବ ଅଛି
07:48 ତେଣୁ, ଏହାକୁ multi-column command ସାହାଯ୍ୟରେ ସମ୍ପନ୍ନ କରାଯାଇଛି
07:55 ଏହାକୁ ନିମ୍ନ ଭାବେ କରନ୍ତୁ
07:59 multi-column
08:04 2 ଭାବେ ନିଅନ୍ତୁ
08:06 center-aligned
08:10 Fruit Details
08:12 ପ୍ରଥମେ ଦୁଇଟି ସମ୍ପୂର୍ଣ୍ଣ ହୋଇଛି ତା’ପରେ ପରବର୍ତ୍ତି କଲମକୁ ସୂଚିତ କରିବା ପାଇଁ ଗୋଟିଏ tabକୁ ରଖନ୍ତୁ
08:19 ପରବର୍ତ୍ତି ଲାଇନକୁ ଯା’ନ୍ତୁ
08:24 multi-column ବିଶିଷ୍ଟ ତିନୋଟିକୁ ମଧ୍ୟ center-aligned କରିବାକୁ ହେବ
08:29 ବ୍ରେସେସ୍ ମଧ୍ୟରେ ମୁଲ୍ୟ– cost calculations
08:37 slash h-line
08:44 ତେଣୁ, ଏହା ଏହିପରି ଅଛି
08:46 ପ୍ରଥମ ଦୁଇଟିରେ Fruit details ନାମକ ଟାଇଟଲ୍ ଅଛି, ପରବର୍ତ୍ତି ତିନୋଟିରେ Cost calculations ନାମକ ଟାଇଟଲ୍ ଅଛି
08:52 ଏଠାରେ ଭର୍ଟିକଲ୍ ଲାଇନଗୁଡିକ ନାହାଁନ୍ତି ଏହାର କାରଣ ତାହା କରିବା ପାଇଁ latexକୁ ନିର୍ଦ୍ଦେଶ ଦିଆଯାଇ ନାହିଁ. ତେଣୁ ତାହାକୁ କରନ୍ତୁ
08:59 ଏଠାରେ, ଦୁଇଟି ଓ ଏଠାରେ ଗୋଟିଏ ଭର୍ଟିକଲ୍ ଲାଇନର ଆବଶ୍ୟକତା ଅଛି
09:05 ଏହା ପୂର୍ବରୁ, ଏଠାରେ ଲାଇନଗୁଡିକ ଅଛନ୍ତି, ତେଣୁ ଏହାକୁ କେବଳ ଏଠାରେ ରଖନ୍ତୁ
09:11 କ’ଣ ହେଉଛି ଦେଖନ୍ତୁ
09:16 ତେଣୁ, ବର୍ତ୍ତମାନ ଭର୍ଟିକଲ୍ ଲାଇନଗୁଡିକ ମଧ୍ୟ ଆସିଯାଇଛନ୍ତି
09:24 କାରଣ ଏହି 2 ଓ 3 ସିଙ୍ଗଲ୍ କ୍ୟାରେକ୍ଟର୍ arguments ଅଟନ୍ତି, ତେଣୁ ସେଗୁଡିକୁ ବିନା ବ୍ରେସେସରେ ଲେଖିବା ସମ୍ଭବ ଅଟେ
09:40 ଠିକ୍ ଅଛି, ସମାନ କାର୍ଯ୍ୟ କରନ୍ତୁ
09:42 ବେଳେବେଳେ କେବଳ କିଛି କଲମଗୁଡିକ ମଧ୍ୟରେ ହରିଯଣ୍ଟାଲ୍ ଲାଇନଗୁଡିକୁ ଡ୍ର କରିବାର ଆବଶ୍ୟକତା ଥାଏ
09:52 ତେଣୁ, ନିମ୍ନ ଭାବେ ଏହାକୁ ବର୍ଣ୍ଣନା କରନ୍ତୁ
09:54 mixed ବଦଳରେ mangoକୁ ସ୍ପ୍ଲିଟ୍ କରନ୍ତୁ, ଏହାକୁ Malgoa କୁହନ୍ତୁ
10:05 ଏବଂ ତା’ପରେ 18 କିଲୋଗ୍ରାମ୍
10:13 50 kilograms
10:17 ଏହାକୁ ଡିଲିଟ୍ କରନ୍ତୁ
10:23 ଠିକ୍ ଅଛି, ଏବଂ ଏଠାରେ, ଏହାକୁ Alfanso ବୋଲି କୁହନ୍ତୁ
10:33 2 ଡଜନ୍
10:35 ଗୋଟିଏ ଡଜନ୍ 300 rupees ଅଟେ, ଏବଂ ସମୁଦାୟ 1500 ଅଟେ
10:44 ଏହାକୁ save କରିବା ଦ୍ଵାରା କ’ଣ ହେଉଛି ଚାଲନ୍ତୁ ଦେଖିବା. ଏହାକୁ କମ୍ପାଇଲ୍ କରନ୍ତୁ
10:50 ତେଣୁ, ଏହା ପ୍ରାପ୍ତ ହୋଇଛି. ଏହା ହେଲା ଯେ, ଏହି ଲାଇନ୍ ଏଠାରେ ଓ ସେଠାରେ ମଧ୍ୟ ଆସିଛି ଏବଂ ମୁଁ ଏଗୁଡିକୁ ଚାହେଁ ନାହିଁ . ତେଣୁ, ଏହାକୁ ସମ୍ପନ୍ନ କରିବା ପାଇଁ ଏବଂ 2 ଓ 4 କଲମ୍ ମଧ୍ୟରେ, ଏହି ହରିଯଣ୍ଟାଲ୍ ଲାଇନ୍ ବ୍ୟତିତ ମୋର ଗୋଟିଏ c ଲାଇନ୍ ଆବଶ୍ୟକ
11:19 ତେଣୁ ଏହାକୁ ଏଠାରେ କରିବା ଉଚିତ
11:22 ତେଣୁ ପୁନର୍ବାର ଏଠାରେ ଏହାକୁ ଆଣି ରଖନ୍ତୁ
11:27 ଏଠାରେ H-lineକୁ ରଖନ୍ତୁ
11:30 c-line 2 to 4
11:40 ଠିକ୍ ଅଛି, ବର୍ତ୍ତମାନ କେବଳ ଟୁ ଓ ଫୋର୍ କଲମ୍ ମଧ୍ୟରେ ଲାଇନକୁ ପ୍ରାପ୍ତ କରିବେ
11:52 ତେଣୁ, ଏହି କେନ୍ଦ୍ର ଲାଇନଟି ମ୍ୟାଙ୍ଗୋଗୁଡିକୁ, ଭାରତରେ ଲୋକପ୍ରିୟ ଦୁଇଟି ମ୍ୟାଙ୍ଗୋରେ ବିଭକ୍ତ କରିଦେଇଛି
11:58 ଏହି ଉଦାହରଣକୁ, ଗୋଟିଏ ଶେଷ ରୋ’ ସହିତ ଏହି tableକୁ ସମାପ୍ତ କରନ୍ତୁ
12:04 ନିମ୍ନଲିଖିତ ଭାବେ ଏହାକୁ ସାରାଂଶିତ କରନ୍ତୁ
12:11 ଚାରୋଟି multi-column ଅଛି
12:14 2 ଭର୍ଟିକଲ୍ ଲାଇନ୍, right-aligned ହୋଇଛନ୍ତି
12:20 ଭର୍ଟିକଲ୍ ସେପାରେଟର୍
12:24 Total cost
12:27 Rupees.
12:32 ଏହାକୁ ବନ୍ଦ କରନ୍ତୁ
12:35 ତା’ପରେ ଟାବ୍
12:38 2200
12:42 h-line
12:48 ତେଣୁ ଏଠାରେ ଆପଣ ଅଛନ୍ତି
12:50 ତେଣୁ ଏହି ଟ୍ୟୁଟୋରିଆଲର ଆରମ୍ଭ ଏହି tableରୁ ଆରମ୍ଭ କରାଯାଇଥିଲା
12:59 tabular environmentକୁ ବ୍ୟବହାର କରି ସୃଷ୍ଟି ହୋଇଥିବା tables ସହିତ କିପରି କାମ କରିବେ?
13:04 tabular environmentକୁ ବ୍ୟବହାର କରି ସୃଷ୍ଟି କରାଯାଇଥିବା ସମଗ୍ର ଟେବଲକୁ Latex, ଗୋଟିଏ ସିଙ୍ଗଲ୍ ଅବଜେକ୍ଟ ଭାବେ ଗ୍ରହଣ କରିଥାଏ
13:10 ଉଦାହରଣସ୍ଵରୂପ- ଯଦି ଲେଖିବେ,
13:17 This is
13:24 an
13:27 example
13:39 This is an example table
13:47 ଏହି ଉଦାହରଣ ଅନୁସାରେ, This is an ଓ example table ମଧ୍ୟରେ ଯଦି table ରହିଯିବ, ତେବେ ଏହାର କ’ଣ ହେବ
13:56 ଏହି table ଗୋଟିଏ ସାମ୍ପ୍ରତିକ ବାକ୍ୟରେ ଦୃଶ୍ୟମାନ ହେବ
14:01 ଗୋଟିଏ centre environmentକୁ ବ୍ୟବହାର କରି ଟେବଲଗୁଡିକୁ ସଂଯୁକ୍ତ କରିବା ସମ୍ଭବ ଅଟେ
14:05 ସାଧାରଣକ୍ଷେତ୍ରରେ ଏହାକୁ table environment ମଧ୍ୟରେ ସଂଯୁକ୍ତ କରାଯାଏ. ବର୍ତ୍ତମାନ ପ୍ରଦର୍ଶନ ହେବ
14:18 begin
14:21 table
14:25 ଏହାକୁ ବନ୍ଦ କରନ୍ତୁ
14:33 ତେଣୁ, ବର୍ତ୍ତମାନ this is an example table ସହିତ କ’ଣ ହେବ
14:36 ଏହି ଷ୍ଟେଟମେଣ୍ଟ ଅଲଗା ଭାବେ ଆସିବ ଏବଂ ଏହି begin ଓ end ଟେବଲ୍ ମଧ୍ୟରେ ଯାହା ଦୃଶ୍ୟମାନ ହେବ ସେଗୁଡିକ ଭିନ୍ନ ଏକ tableରେ ସ୍ଥାପିତ ହେବ
14:50 ଅନ୍ୟ ଅର୍ଥରେ, ଯଦିଓ ଏହି ଟେବଲ୍ କିଛି ଟେକ୍ସଟ ମଧ୍ୟରେ ଦୃଶ୍ୟମାନ ହେବ କିନ୍ତୁ ଏହାକୁ ଅଲଗା ରଖାଯିବ
14:57 ଏହା କେନ୍ଦ୍ରିତ ହେବ ନାହିଁ
14:59 ଏଠାରେ, ଏହାକୁ ଡକୁମେଣ୍ଟର କେନ୍ଦ୍ରରେ ସ୍ଥାପନ କରିବା ପାଇଁ
15:08 centering ନାମକ ଗୋଟିଏ କମାଣ୍ଡକୁ ପ୍ରଦାନ କରନ୍ତୁ
15:17 ବର୍ତ୍ତମାନ ଗୋଟିଏ captionକୁ ସୃଷ୍ଟି କରନ୍ତୁ
15:20 ଟେବଲ୍ ପୂର୍ବରୁ Table captionକୁ ରଖନ୍ତୁ
15:23 ଏଠାରେ ଗୋଟିଏ କ୍ୟାପଶନକୁ ରଖନ୍ତୁ
15:31 Caption cost of fruits in India
15:42 ତେଣୁ caption ଆସିଯାଇଛି
15:44 ଏହା ଅତି ନିକଟରେ ଅଛି; ମୁଁ ଗୋଟିଏ ଛୋଟ ସ୍ଥାନ ଛାଡିବାକୁ ଚାହୁଁଛି
15:47 v-space କମାଣ୍ଡରେ 1 exକୁ ପ୍ରଦାନ କରି ଏହାକୁ କରନ୍ତୁ
15:57 ଏହି ସ୍ଥାନ x କ୍ୟାରେକ୍ଟର୍ ସହ ସମାନ ହେବ
16:01 ତେଣୁ, ଏହି ଭର୍ଟିକଲ୍ ସ୍ପେସକୁ ଛାଡିଦିଅନ୍ତୁ
16:04 ତେଣୁ, ବର୍ତ୍ତମାନ ଏହା ଠିକଠାକ୍ ଦେଖାଯାଉଛି
16:06 ଡିଫଲ୍ଟ ଭାବେ, Latex ଟେବଲଗୁଡିକୁ ପେଜର ଉପରେ ସ୍ଥାପନ କରିଥାଏ
16:11 ଏହି ସ୍ଥାପନ ଅଟୋମାଟିକଲୀ କରାଯାଇଥାଏ
16:14 ଟେବଲଟି ପରବର୍ତ୍ତି ଉପଲବ୍ଧ ଥିବା ସ୍ଲଟକୁ floated କରାଯାଇଥାଏ
16:18 ଏହାକୁ ବର୍ଣ୍ଣନା କରିବା ପାଇଁ, ଏହି ଡକୁମେଣ୍ଟର ନିମ୍ନଭାଗରୁ କିଛି ଟେକ୍ସଟକୁ କଟ୍ ଓ ପେଷ୍ଟ କରନ୍ତୁ
16:25 ଏହାକୁ ଡିଲିଟ୍ କରନ୍ତୁ
16:28 ଏହାକୁ ଡିଲିଟ୍ କରନ୍ତୁ
16:38 ଠିକ୍ ଅଛି
16:43 ବର୍ତ୍ତମାନ, ଏହି ଫଳଗୁଡିକ ଉପରେ ଏଠାରେ କିଛି ଲେଖା ଅଛି
16:49 ଏହାର ଉପରି ଭାଗକୁ ଯା’ନ୍ତୁ
16:55 ଏହାକୁ ଏଠାରେ ପେଷ୍ଟ କରନ୍ତୁ
16:58 ଏହାକୁ କମ୍ପାଇଲ୍ କରନ୍ତୁ
17:01 ତେଣୁ ପୂର୍ବଭଳି, tableଟି ପେଜର ଉପରିଭାଗରେ ସ୍ଥାପିତ ହୋଇଛି
17:06 ଏଠାରେ କିଛି ଅଧିକ ଟେକ୍ସଟକୁ ରଖନ୍ତୁ
17:12 ଚାରୋଟି କପୀ କରନ୍ତୁ
17:16 ତେଣୁ, ବର୍ତ୍ତମାନ ଏହା ହେବ ଯେ-
17:26 ଏହି ଟେବଲ୍ ଦ୍ଵିତୀୟ ପେଜକୁ floated ହୋଇଯାଇଛି ଏବଂ
17:31 ଏଠାରେ କିଛି ବି ନାହିଁ. ତେଣୁ, ଏହାକୁ ପେଜର ମଧ୍ୟଭାଗରେ ସ୍ଥାପିତ କରାଯାଇଛି
17:35 ଏଠାରେ ଗୋଟିଏ ଅଧିକ କପୀକୁ ରଖନ୍ତୁ, କିଛି ଅଧିକ ଟେକ୍ସଟ ମଧ୍ୟ
17:43 ତେଣୁ ବର୍ତ୍ତମାନ ନିମ୍ନଲିଖିତ ସଂଗଠିତ ହେଲା-
17:49 ଏହା ଟାଇଟଲ ପେଜ୍ ଅଟେ, ଏହା ପରବର୍ତ୍ତି ପେଜ୍ ଅଟେ, ଟେବଲଟି floated ହୋଇଯାଇଛି, ଏହା ଏହି ପେଜର ଉପରି ଭାଗକୁ ଚାଲିଯାଇଛି
18:01 equationsରେ ଥିବା ଭଳି, labelsକୁ ସୃଷ୍ଟି କରିବା ସହିତ ରେଫରେନ୍ସିଙ୍ଗ ପାଇଁ ବ୍ୟବହାର କରିପାରିବେ
18:06 ଉଦାହରଣସ୍ଵରୂପ,
18:12 caption commandର ନିମ୍ନରେ ଏହି କମାଣ୍ଡକୁ ପ୍ରଦାନ କରନ୍ତୁ
18:15 ଏହାକୁ ନିଶ୍ଚିତରୂପେ କ୍ୟାପଶନ୍ କମାଣ୍ଡ ତଳେ ରଖିବେ କାରଣ ଏହି କ୍ୟପଶନ୍ କମାଣ୍ଡ table numberକୁ ସୃଷ୍ଟି କରିଥାଏ
18:21 ଉଦାହରଣସ୍ଵରୂପ, ଏଠାରେ ଥିବା table 1, କ୍ୟାପଶନ୍ କମାଣ୍ଡ ଦ୍ଵାରା ସୃଷ୍ଟି କରାଯାଇଛି
18:26 ଯଦି ଆପଣ ଏହା ପରେ ଲେବଲକୁ ରଖିବେ, ଏହି ଲେବଲ୍ କ୍ୟାପଶନକୁ ବ୍ୟବହାର କରି ସୃଷ୍ଟି ହୋଇଥିବା ନମ୍ବରକୁ ରେଫର୍ କରିବ
18:33 ତେଣୁ label
18:40 fruits ଅଟେ
18:43 ତେଣୁ, ପଛକୁ ଫେରିଯିବା ସହିତ
18:48 ଏଠାରେ ଏହି ଲାଇନକୁ ସଂଯୁକ୍ତ କରନ୍ତୁ
18:53 ଆପଣଙ୍କୁ The cost of these fruits is shown in Table reference ଲେବଲକୁ ଦେବାକୁ ହେବ, ଏହା ଏହିପରି ସମାନ ହେବା ଆବଶ୍ୟକ ଅଟେ
19:08 tab fruits
19:12 ଏହାକୁ କମ୍ପାଇଲ୍ କରନ୍ତୁ
19:16 ତେଣୁ ଏହା ଏଠାରେ ଅଛି, ପ୍ରଥମ କମ୍ପାଇଲେଶନରେ ଏହି ଭେରିଏବଲ୍ ଆସାଇନ୍ ହେବ ନାହିଁ
19:22 ତେଣୁ ଏହାକୁ ରିକମ୍ପାଇଲ୍ କରନ୍ତୁ, ବର୍ତ୍ତମାନ ଏହା ପ୍ରାପ୍ତ ହୋଇଛି
19:28 ବର୍ତ୍ତମାନ ବର୍ଣ୍ଣନା କରାଯିବା ଭଳି, ଅଟୋମାଟିକଲୀ
19:33 ଟେବଲର ଗୋଟିଏ ତାଲିକା ସୃଷ୍ଟି କରନ୍ତୁ
19:37 make title ପରେ ଧରିନିଅନ୍ତୁ list of tables ଆବଶ୍ୟକ ଅଟେ- କମାଣ୍ଡ one word ଅଟେ,
19:50 ତେଣୁ ଏହା ହେଲା ଯେ
19:53 ଏହା ଗୋଟିଏ ଟେବଲର ତାଲିକା ସୃଷ୍ଟି କରିଛି
19:57 ନିର୍ଦ୍ଦିଷ୍ଟ ଭାବେ, ଟେବଲ୍ ନମ୍ବର୍ ଠିକ୍ ଅଛି ବୋଲି ସୁନିଶ୍ଚିତ କରିବା ପାଇଁ, ଜଣକୁ ଦୁଇଥର କମ୍ପାଇଲ କରିବାକୁ ପଡିଥାଏ
20:03 ଏହା ଏଠାରେ ଆସିଛି, ତାଲିକା ଅନୁସାରେ ଟେବଲ୍ ପେଜ୍ twoରେ ଅଛି କିନ୍ତୁ ଏହା ପେଜ୍ 3ରେ ଅଛି
20:13 ତେଣୁ ଏହା ପେଜ୍ 3ରେ ଅଛି
20:15 ତେଣୁ ଫେରିଯିବା ସହିତ, ଏହାକୁ ଆଉଥରେ କମ୍ପାଇଲ୍ କରନ୍ତୁ
20:20 ଏଠାରେ ଏହା ପେଜ୍ 3ରେ ଅଛି
20:26 ଏହାକୁ ପୂର୍ବେ ବର୍ଣ୍ଣନା କରାଯାଇଛି
20:29 ଠିକ୍ ଅଛି, ଏହା ଏହି ଅଂଶର ଶେଷଭାଗକୁ ଆସିଯାଇଛି ଯାଉଁଠି tablesର ବର୍ଣ୍ଣନା କରାଯାଇଛି
20:36 ବର୍ତ୍ତମାନ include graphics ନାମକ କମାଣ୍ଡକୁ ବ୍ୟବହାର କରି ଫିଗରଗୁଡିକୁ କିପରି ସୃଷ୍ଟି କରାଯାଏ ବର୍ଣ୍ଣନା କରାଯିବ
20:48 ତେଣୁ ଏଥିପାଇଁ, graphicx ନାମକ ଏହି ପ୍ୟାକେଜକୁ ସଂଯୁକ୍ତ କରିବା ଆବଶ୍ୟକ ଅଟେ
21:00 ଠିକ୍ ଅଛି! ଧରିନିଅନ୍ତୁ ଏହାର ନିମ୍ନଭାଗକୁ ଯା’ନ୍ତୁ,
21:08 ଏବଂ ନିମ୍ନଲିଖିତ କମାଣ୍ଡଗୁଡିକୁ କଲ୍ କରନ୍ତୁ. begin figure
21:14 include graphics
21:19 width ଇକ୍ଵାଲସ.
21:29 iitb.pdf ନାମକ ଗୋଟିଏ ଫାଇଲ୍ ଅଛି
21:36 ଏଠାରେ ଅଛି
21:38 ସୃଷ୍ଟି ହୋଇଥିବା ଫିଗରର ପ୍ରସ୍ଥ ସହିତ ଏହାକୁ ଏଠାରେ ସଂଯୁକ୍ତ କରନ୍ତୁ ଯାହା ଲାଇନର ପ୍ରସ୍ଥ ସହ ସମାନ ଅଟେ
21:51 ଏହି ଫିଗରକୁ ସମାପ୍ତ କରନ୍ତୁ
21:55 ଏହାକୁ କମ୍ପାଇଲ୍ କରନ୍ତୁ
22:01 ଏଠାରେ ଏହା ଅଛି
22:04 ତେଣୁ ଏହା ମଧ୍ୟ ଏହି ପେଜର ଉପରି ଭାଗରେ ସ୍ଥାପିତ ହୋଇଛି
22:09 ଠିକ୍ ଅଛି! ବର୍ତ୍ତମାନ ଯଦି ସମ୍ପୂର୍ଣ୍ଣ ଲାଇନର ପ୍ରସ୍ଥକୁ ବ୍ୟବହାର କରିବାକୁ ଚାହାଁନ୍ତି, ତାହା କରନ୍ତୁ
22:17 ଧରିନିଅନ୍ତୁ, ଆପଣ ପଏଣ୍ଟ 5କୁ ବ୍ୟବହାର କରିବାକୁ ଚାହାଁନ୍ତି, ଯାହା ଲାଇନର ପ୍ରସ୍ଥର ଅଧା ଅଟେ,
22:26 ତା’ପରେ ଏହାକୁ ଛୋଟ କରି ଦିଆଯାଇଛି
22:29 ଏବଂ ଧ୍ୟାନଦିଅନ୍ତୁ ଯେ ଏହାକୁ left aligned କରାଯାଇଛି
22:32 tableରେ ଥିବା ଭଳି, centeringକୁ ଘୋଷଣା କରିପାରିବେ
22:38 ଯାହା ଏହାକୁ ମଧ୍ୟରେ କେନ୍ଦ୍ରିତ କରିବ
22:49 ଗୋଟିଏ caption ମଧ୍ୟ ସୃଷ୍ଟି କରିପାରିବେ; ଫିଗରକୁ ସଂଯୁକ୍ତ କଲାପରେ, ଫିଗର୍ କ୍ୟାପଶନଗୁଡିକୁ ସୃଷ୍ଟି କରାଯାଇପାରିବ
23:00 Golden Jubilee logo of IIT Bombay
23:13 ଠିକ୍ ଅଛି, ପୂର୍ବ ଭଳି ଗୋଟିଏ label ସୃଷ୍ଟି କରିପାରିବେ ଏବଂ ref କମାଣ୍ଡକୁ ବ୍ୟବହାର କରି ଏହାକୁ ରେଫର୍ କରନ୍ତୁ
23:28 tablesର ତାଲିକା ସହିତ ଫିଗରଗୁଡିକର ତାଲିକାକୁ ମଧ୍ୟ ଦୃଶ୍ୟମାନ କରାଯାଇପାରିବ
23:36 ତେଣୁ ଧରିନିଅନ୍ତୁ, ମୋ’ର ଫିଗରଗୁଡିକର ତାଲିକା ମଧ୍ୟ ଆବଶ୍ୟକ ଅଟେ
23:45 ଏହାକୁ କମ୍ପାଇଲ୍ କରନ୍ତୁ
23:48 ଏହାକୁ ଦୁଇଥର କମ୍ପାଇଲ୍ କରନ୍ତୁ
23:51 ଏବଂ ଏହା ଏଠାରେ ଅଛି. ଫିଗରଗୁଡିକର ତାଲିକା ମଧ୍ୟ ଅଟୋମାଟିକଲୀ ଆସିଯିବ
23:56 ଏଠାରେ ସମସ୍ତ ଫିଗରର କ୍ୟାପଶନଗୁଡିକ ମଧ୍ୟ ଦୃଶ୍ୟମାନ ହେବ
24:08 ଏଠାରେ ମୁଁ ଆପଣଙ୍କୁ ପ୍ରଦର୍ଶନ କରିବା ପାଇଁ ଗୋଟିଏ ଶେଷ ଜିନିଷ ଅଛି
24:11 ଏହି ଫିଗରଗୁଡିକୁ କିପରି ରୋଟେଟ୍ କରିବେ
24:15 ଏହାକୁ ଅପଶନ୍ angle ଦ୍ଵାରା କରାଯାଇପାରିବ
24:21 ଧରିନିଅନ୍ତୁ, ମୁଁ ରୋଟେଟ୍ କରିବାକୁ ଚାହୁଁଥିବା angle ହେଉଛି 90 degrees
24:25 ତେଣୁ, ଏହି ଫିଗରକୁ ଯା’ନ୍ତୁ
24:29 ଏହାକୁ କମ୍ପାଇଲ୍ କରନ୍ତୁ
24:32 ତେଣୁ, ଏହା 90 degreesରେ ରୋଟେଟ୍ ହେଉଛି
24:37 ଏହାକୁ minus 90ରେ ରୋଟେଟ୍ କରନ୍ତୁ
24:42 ଠିକ୍ ଅଛି. ଏହି ମାର୍ଗରେ ଫିଗରଗୁଡିକୁ ସଂଯୁକ୍ତ କରିପାରିବେ
24:48 ଏଠାରେ iitb.pdf ଉପଲବ୍ଧ ଥିବାର ମୁଁ ଆଶା କରୁଛି
24:53 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
24:55 latexର ଶିକ୍ଷାର୍ଥୀମାନେ source documentରେ ପ୍ରତ୍ୟେକ ଛୋଟ ପରିବର୍ତ୍ତନ କଲାପରେ କମ୍ପାଇଲ୍ କରିବା ଉଚିତ ତେଣୁ ଯାହା ପ୍ରବେଶ କରିବେ ଠିକ୍ ହେବ
25:05 ଏହି ଟ୍ୟୁଟୋରିଆଲକୁ ଶୁଣିଥିବାରୁ, ଆପଣଙ୍କୁ ଧନ୍ୟବାଦ
25:07 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Nancyvarkey