Difference between revisions of "PERL/C2/Data-Structures/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- | 00:00 | '''Perl'''ରେ '''Data Structures''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ...")
 
 
Line 6: Line 6:
 
| 00:00
 
| 00:00
 
| '''Perl'''ରେ '''Data Structures''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| '''Perl'''ରେ '''Data Structures''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
| 00:05
 
| 00:05
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ '''Perl'''ରେ ଉପଲବ୍ଧ '''Data Structures''' ବିଷୟରେ ଶିଖିବା
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ '''Perl'''ରେ ଉପଲବ୍ଧ '''Data Structures''' ବିଷୟରେ ଶିଖିବା
 +
 
|-
 
|-
 
|00:11
 
|00:11
 
| ଏଠାରେ ମୁଁ '''Ubuntu Linux12.04''' ଅପରେଟିଙ୍ଗ ସିଷ୍ଟମ୍ ଓ '''Perl 5.14.2''' ବ୍ୟବହାର କରୁଛି
 
| ଏଠାରେ ମୁଁ '''Ubuntu Linux12.04''' ଅପରେଟିଙ୍ଗ ସିଷ୍ଟମ୍ ଓ '''Perl 5.14.2''' ବ୍ୟବହାର କରୁଛି
 +
 
|-
 
|-
 
|00:18
 
|00:18
 
| ମୁଁ '''gedit''' Text Editor ମଧ୍ୟ ବ୍ୟବହାର କରିବି
 
| ମୁଁ '''gedit''' Text Editor ମଧ୍ୟ ବ୍ୟବହାର କରିବି
 +
 
|-
 
|-
 
|00:22
 
|00:22
 
| ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
 
| ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
 +
 
|-
 
|-
 
| 00:25
 
| 00:25
 
| '''Perl'''ରେ '''Variables''' ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
 
| '''Perl'''ରେ '''Variables''' ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
 +
 
|-
 
|-
 
| 00:29
 
| 00:29
 
| '''comments''', ''' loops ''' ଓ '''conditional statements''' ଉପରେ ଧାରଣା ଥିଲେ ଆହୁରି ଭଲ
 
| '''comments''', ''' loops ''' ଓ '''conditional statements''' ଉପରେ ଧାରଣା ଥିଲେ ଆହୁରି ଭଲ
 +
 
|-
 
|-
 
| 00:36
 
| 00:36
 
| ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 
| ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 +
 
|-
 
|-
 
|00:41
 
|00:41
 
|'''Perl'''ର ତିନିପ୍ରକାର '''data structure''' ଅଛି-
 
|'''Perl'''ର ତିନିପ୍ରକାର '''data structure''' ଅଛି-
 +
 
|-
 
|-
 
|00:44
 
|00:44
|'''Scalar'''
+
|'''Scalar''','''Array'''
|-
+
 
| 00:45
+
| '''Array'''
+
 
|-
 
|-
 
|00:46
 
|00:46
 
|'''Hash'''ଯାହାକୁ '''Associative Array''' ମଧ୍ୟ କୁହାଯାଏ
 
|'''Hash'''ଯାହାକୁ '''Associative Array''' ମଧ୍ୟ କୁହାଯାଏ
 +
 
|-
 
|-
 
|00:50
 
|00:50
 
|'''Scalar''': ଏ ପ୍ରକାରର '''data structure''' ଯେକୌଣସି '''data type'''ର ଭାଲ୍ୟୁ ଧରିରଖେ
 
|'''Scalar''': ଏ ପ୍ରକାରର '''data structure''' ଯେକୌଣସି '''data type'''ର ଭାଲ୍ୟୁ ଧରିରଖେ
 +
 
|-
 
|-
 
|00:56
 
|00:56
 
| '''data type''', '''string, number, double''' ଇତ୍ୟାଦି ହୋଇପାରେ
 
| '''data type''', '''string, number, double''' ଇତ୍ୟାଦି ହୋଇପାରେ
 +
 
|-
 
|-
 
|01:01
 
|01:01
 
| ଏହା ଏକ '''array''' କିମ୍ବା ଏକ '''hash''' ପାଇଁ ମଧ୍ୟ ରେଫରେନ୍ସ ରଖିପାରେ
 
| ଏହା ଏକ '''array''' କିମ୍ବା ଏକ '''hash''' ପାଇଁ ମଧ୍ୟ ରେଫରେନ୍ସ ରଖିପାରେ
 +
 
|-
 
|-
 
|01:06
 
|01:06
 
|ଧ୍ୟାନଦିଅନ୍ତୁ: '''Perl'''ରେ ରେଫରେନ୍ସ, ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ କଭର୍‍ କରିବା
 
|ଧ୍ୟାନଦିଅନ୍ତୁ: '''Perl'''ରେ ରେଫରେନ୍ସ, ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ କଭର୍‍ କରିବା
 +
 
|-
 
|-
 
| 01:11
 
| 01:11
 
| ଡାଟା ଷ୍ଟ୍ରକ୍ଚର୍ ର '''Scalar''' ପ୍ରକାର, ଭେରିଏବଲ୍ ଡିକ୍ଲେର୍‍ କରିବା ପରି ସହଜ ଅଟେ
 
| ଡାଟା ଷ୍ଟ୍ରକ୍ଚର୍ ର '''Scalar''' ପ୍ରକାର, ଭେରିଏବଲ୍ ଡିକ୍ଲେର୍‍ କରିବା ପରି ସହଜ ଅଟେ
 +
 
|-
 
|-
 
|01:16
 
|01:16
 
|'''$count = 12''' ସେମିକଲୋନ୍
 
|'''$count = 12''' ସେମିକଲୋନ୍
 +
 
|-
 
|-
 
|01:20
 
|01:20
 
|''' $string''' =  ସିଙ୍ଗଲ୍ କ୍ୱୋଟ୍ ରେ  ''' 'I am scalar of type string' ''' ସେମିକଲନ୍
 
|''' $string''' =  ସିଙ୍ଗଲ୍ କ୍ୱୋଟ୍ ରେ  ''' 'I am scalar of type string' ''' ସେମିକଲନ୍
 +
 
|-
 
|-
 
|01:26
 
|01:26
 
| ''' scalar '''ରେ ଆମେ ନିମ୍ନ ଅପରେସନ୍ କରିପାରିବା
 
| ''' scalar '''ରେ ଆମେ ନିମ୍ନ ଅପରେସନ୍ କରିପାରିବା
 +
 
|-
 
|-
 
|01:30
 
|01:30
 
| ଏହାକୁ ଏକ ଭାଲ୍ୟୁ ଆସାଇନ୍‍ କରିବା
 
| ଏହାକୁ ଏକ ଭାଲ୍ୟୁ ଆସାଇନ୍‍ କରିବା
 +
 
|-
 
|-
 
|01:32
 
|01:32
 
| ଅନ୍ୟଏକ ପାଇଁ ଗୋଟିଏ '''scalar''' ଆସାଇନ୍ କରିବା
 
| ଅନ୍ୟଏକ ପାଇଁ ଗୋଟିଏ '''scalar''' ଆସାଇନ୍ କରିବା
 +
 
|-
 
|-
 
|01:35
 
|01:35
 
| '''number''' ଟାଇପ୍ ର scalars ରେ ଅନ୍ୟ '''Arithmetic operations''' କରିବା, ଯେପରି ମିଶାଣ, ଫେଡ଼ାଣ ଇତ୍ୟାଦି
 
| '''number''' ଟାଇପ୍ ର scalars ରେ ଅନ୍ୟ '''Arithmetic operations''' କରିବା, ଯେପରି ମିଶାଣ, ଫେଡ଼ାଣ ଇତ୍ୟାଦି
 +
 
|-
 
|-
 
| 01:41
 
| 01:41
 
| string scalar ରେ string operations କରିବା, ଯେପରି '''concatenation, substr''' ଇତ୍ୟାଦି
 
| string scalar ରେ string operations କରିବା, ଯେପରି '''concatenation, substr''' ଇତ୍ୟାଦି
 +
 
|-
 
|-
 
|01:48
 
|01:48
 
| ଏବେ '''scalar data structure'''ର ଏକ ଉଦାହରଣ ଦେଖିବା
 
| ଏବେ '''scalar data structure'''ର ଏକ ଉଦାହରଣ ଦେଖିବା
 +
 
|-
 
|-
 
|01:52
 
|01:52
 
| ଟର୍ମିନାଲ୍ କୁ ଫେରିଆସନ୍ତୁ ଓ '''gedit scalars dot pl''' ସ୍ପେସ୍ '''&''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 
| ଟର୍ମିନାଲ୍ କୁ ଫେରିଆସନ୍ତୁ ଓ '''gedit scalars dot pl''' ସ୍ପେସ୍ '''&''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 +
 
|-
 
|-
 
| 02:01
 
| 02:01
 
| ଏହା gedit ରେ '''scalars dot pl''' ଫାଇଲ୍ ଖୋଲିବ
 
| ଏହା gedit ରେ '''scalars dot pl''' ଫାଇଲ୍ ଖୋଲିବ
 +
 
|-
 
|-
 
|02:05
 
|02:05
 
| ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
 
| ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
 +
 
|-
 
|-
 
|02:09  
 
|02:09  
 
| ଏହା ହେଉଛି '''scalar''' ପାଇଁ '''declaration''' ଓ '''assignment'''
 
| ଏହା ହେଉଛି '''scalar''' ପାଇଁ '''declaration''' ଓ '''assignment'''
 +
 
|-
 
|-
 
|02:13
 
|02:13
 
| '''number''' ଟାଇପ୍ scalar ରେ ଏହିସବୁ '''arithmetic operations''' ସମ୍ପାଦନ କରାଯାଇପାରିବ
 
| '''number''' ଟାଇପ୍ scalar ରେ ଏହିସବୁ '''arithmetic operations''' ସମ୍ପାଦନ କରାଯାଇପାରିବ
 +
 
|-
 
|-
 
|02:19
 
|02:19
 
| '''string''' '''scalar''' ଟାଇପ୍ ରେ ଏହିସବୁ ''' string operations''' ସମ୍ପାଦନ କରାଯାଇପାରିବ
 
| '''string''' '''scalar''' ଟାଇପ୍ ରେ ଏହିସବୁ ''' string operations''' ସମ୍ପାଦନ କରାଯାଇପାରିବ
 +
 
|-
 
|-
 
|02:25
 
|02:25
 
| '''substr''' ହେଉଛି '''PERL function''' ଯାହା '''string'''ର ଅଂଶକୁ ଆଉଟପୁଟ୍ ଭାବେ ଯୋଗାଏ
 
| '''substr''' ହେଉଛି '''PERL function''' ଯାହା '''string'''ର ଅଂଶକୁ ଆଉଟପୁଟ୍ ଭାବେ ଯୋଗାଏ
 +
 
|-
 
|-
 
|02:30
 
|02:30
 
| ଏଠାରେ '''string'''ର ଆରମ୍ଭକୁ '''index 0''' ନିର୍ଦ୍ଦିଷ୍ଟ କରେ, ଅର୍ଥାତ ଯେଉଁଠାରୁ ଆମେ '''string'''ର ଏକ୍ସଟ୍ରାକ୍ସନ ଆରମ୍ଭ କରିବାକୁ ଚାହୁଁଛେ
 
| ଏଠାରେ '''string'''ର ଆରମ୍ଭକୁ '''index 0''' ନିର୍ଦ୍ଦିଷ୍ଟ କରେ, ଅର୍ଥାତ ଯେଉଁଠାରୁ ଆମେ '''string'''ର ଏକ୍ସଟ୍ରାକ୍ସନ ଆରମ୍ଭ କରିବାକୁ ଚାହୁଁଛେ
 +
 
|-
 
|-
 
|02:39
 
|02:39
 
| ଓ ଯେଉଁଠି ଆମେ '''string'''କୁ ଆଉଟପୁଟ୍ ରେ ରଖିବାକୁ ଚାହୁଛେ, ସେପର୍ଯ୍ୟନ୍ତ '''offset'''କୁ 11 ନିର୍ଦ୍ଦିଷ୍ଟ କରିବ
 
| ଓ ଯେଉଁଠି ଆମେ '''string'''କୁ ଆଉଟପୁଟ୍ ରେ ରଖିବାକୁ ଚାହୁଛେ, ସେପର୍ଯ୍ୟନ୍ତ '''offset'''କୁ 11 ନିର୍ଦ୍ଦିଷ୍ଟ କରିବ
 +
 
|-
 
|-
 
|02:46
 
|02:46
 
| ଫାଇଲ୍ ସେଭ୍ କରିବା ପାଇଁ '''ctrl + s''' ଦାବନ୍ତୁ
 
| ଫାଇଲ୍ ସେଭ୍ କରିବା ପାଇଁ '''ctrl + s''' ଦାବନ୍ତୁ
 +
 
|-
 
|-
 
| 02:50  
 
| 02:50  
 
| ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ୍ କରନ୍ତୁ -
 
| ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ୍ କରନ୍ତୁ -
 +
 
|-
 
|-
 
|02:55
 
|02:55
 
|''' perl scalars dot pl''' ଓ ଏଣ୍ଟର ଦାବନ୍ତୁ
 
|''' perl scalars dot pl''' ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|03:00
 
|03:00
 
| ଟର୍ମିନାଲ୍ ରେ ଆଉଟପୁଟ୍ ହାଇଲାଇଟ୍‍ ହୋଇଛି
 
| ଟର୍ମିନାଲ୍ ରେ ଆଉଟପୁଟ୍ ହାଇଲାଇଟ୍‍ ହୋଇଛି
 +
 
|-
 
|-
 
|03:05
 
|03:05
 
| ଏବେ '''PERL'''ରେ '''array data structure''' ଦେଖିବା
 
| ଏବେ '''PERL'''ରେ '''array data structure''' ଦେଖିବା
 +
 
|-
 
|-
 
|03:09
 
|03:09
 
|'''Array''' ହେଉଛି ଏଲିମେଣ୍ଟଗୁଡ଼ିକର ଏକ ତାଲିକା
 
|'''Array''' ହେଉଛି ଏଲିମେଣ୍ଟଗୁଡ଼ିକର ଏକ ତାଲିକା
 +
 
|-
 
|-
 
|03:12
 
|03:12
 
| ଏଲିମେଣ୍ଟସ୍‍ '''string, number''' ଆଦି ହୋଇପାରେ
 
| ଏଲିମେଣ୍ଟସ୍‍ '''string, number''' ଆଦି ହୋଇପାରେ
 +
 
|-
 
|-
 
|  03:16
 
|  03:16
 
| ଏହାର ଏକ '''index''' ଅଛି, ଯାହା '''array''' ରେ ବିଭିନ୍ନ ଅପରେସନ୍ କରିବାରେ ବ୍ୟବହାର କରାଯାଏ
 
| ଏହାର ଏକ '''index''' ଅଛି, ଯାହା '''array''' ରେ ବିଭିନ୍ନ ଅପରେସନ୍ କରିବାରେ ବ୍ୟବହାର କରାଯାଏ
 +
 
|-
 
|-
 
|  03:22
 
|  03:22
 
| '''Index''' 0 ରୁ ଆରମ୍ଭ ହୋଇଥାଏ
 
| '''Index''' 0 ରୁ ଆରମ୍ଭ ହୋଇଥାଏ
 +
 
|-
 
|-
 
| 03:25
 
| 03:25
 
| ଅନ୍ୟ ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ୍ ଠାରୁ ଭିନ୍ନ, ଏହାକୁ ପର୍ଲରେ ବ୍ୟବହାର କରିବା ପୂର୍ବରୁ ଆରେ କିମ୍ବା ଏହାର ଦୀର୍ଘତା ଡିକ୍ଲେର୍‍ କରିବା ଆବଶ୍ୟକ ନାହଁt
 
| ଅନ୍ୟ ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ୍ ଠାରୁ ଭିନ୍ନ, ଏହାକୁ ପର୍ଲରେ ବ୍ୟବହାର କରିବା ପୂର୍ବରୁ ଆରେ କିମ୍ବା ଏହାର ଦୀର୍ଘତା ଡିକ୍ଲେର୍‍ କରିବା ଆବଶ୍ୟକ ନାହଁt
 +
 
|-
 
|-
 
|03:33
 
|03:33
 
|ଏଲିମେଣ୍ଟ କାଢ଼ିବା କିମ୍ବା ମିଶାଇବା ଅନୁସାରେ '''Perl array''' ଲମ୍ବା କିମ୍ବା ସଙ୍କୁଚିତ ହୁଏ
 
|ଏଲିମେଣ୍ଟ କାଢ଼ିବା କିମ୍ବା ମିଶାଇବା ଅନୁସାରେ '''Perl array''' ଲମ୍ବା କିମ୍ବା ସଙ୍କୁଚିତ ହୁଏ
 +
 
|-
 
|-
 
| 03:39
 
| 03:39
 
|  ଏକ ଆରେ ଲେଖିବା ପାଇଁ ସିଣ୍ଟାକ୍ସ ହେଉଛି;
 
|  ଏକ ଆରେ ଲେଖିବା ପାଇଁ ସିଣ୍ଟାକ୍ସ ହେଉଛି;
 +
 
|-
 
|-
 
| 03:41
 
| 03:41
 
| “ଆଟ୍ ଦି ରେଟ୍ ଭେରିବଲ୍ ନେମ୍ ସ୍ପେସ୍ ଇକ୍ୱାଲ୍ ଟୁ” ସ୍ପେସ୍ ଓପନ୍ ବ୍ରାକେଟ୍ କମା ଦ୍ୱାରା ପୃଥକ କରାଯାଇଥିବା ଏଲେମେଣ୍ଟସ୍ ର ତାଲିକା କ୍ଲୋଜ୍ ବ୍ରାକେଟ୍ ସେମିକଲନ୍
 
| “ଆଟ୍ ଦି ରେଟ୍ ଭେରିବଲ୍ ନେମ୍ ସ୍ପେସ୍ ଇକ୍ୱାଲ୍ ଟୁ” ସ୍ପେସ୍ ଓପନ୍ ବ୍ରାକେଟ୍ କମା ଦ୍ୱାରା ପୃଥକ କରାଯାଇଥିବା ଏଲେମେଣ୍ଟସ୍ ର ତାଲିକା କ୍ଲୋଜ୍ ବ୍ରାକେଟ୍ ସେମିକଲନ୍
 +
 
|-
 
|-
 
|03:54
 
|03:54
 
| ଏବେ '''array data structure'''ର ଏକ ଉଦାହରଣ ଦେଖିବା
 
| ଏବେ '''array data structure'''ର ଏକ ଉଦାହରଣ ଦେଖିବା
 +
 
|-
 
|-
 
|03:57
 
|03:57
 
| '''terminal'''କୁ ଫେରିଆସନ୍ତୁ ଓ '''gedit perlArray dot pl''' ସ୍ପେସ୍ '''&''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 
| '''terminal'''କୁ ଫେରିଆସନ୍ତୁ ଓ '''gedit perlArray dot pl''' ସ୍ପେସ୍ '''&''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  04:08
 
|  04:08
 
|  ଏହା '''gedit'''ରେ '''perlArray dot pl''' ଫାଇଲ୍ ଖୋଲିବ
 
|  ଏହା '''gedit'''ରେ '''perlArray dot pl''' ଫାଇଲ୍ ଖୋଲିବ
 +
 
|-
 
|-
 
|04:12
 
|04:12
 
| ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଥିବା କୋଡ୍ ଟାଇପ୍ କରନ୍ତୁ
 
| ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଥିବା କୋଡ୍ ଟାଇପ୍ କରନ୍ତୁ
 +
 
|-
 
|-
 
|  04:18
 
|  04:18
 
| ଏହା ହେଉଛି '''number array''' ଯେଉଁଥିରେ '''number''' typeର ଏଲିମେଣ୍ଟସ୍‍ ରହିଛି
 
| ଏହା ହେଉଛି '''number array''' ଯେଉଁଥିରେ '''number''' typeର ଏଲିମେଣ୍ଟସ୍‍ ରହିଛି
 +
 
|-
 
|-
 
|  04:23
 
|  04:23
 
|  ଏହା ହେଉଛି '''string array''' ଯେଉଁଥିରେ '''string''' typeର ଏଲିମେଣ୍ଟସ୍‍ ରହିଛି
 
|  ଏହା ହେଉଛି '''string array''' ଯେଉଁଥିରେ '''string''' typeର ଏଲିମେଣ୍ଟସ୍‍ ରହିଛି
 +
 
|-
 
|-
 
|  04:29
 
|  04:29
 
| ଏହି '''array'''ରେ ଉଭୟ '''number''' ଓ '''string''' type ଏଲିମେଣ୍ଟ ରହିଛି
 
| ଏହି '''array'''ରେ ଉଭୟ '''number''' ଓ '''string''' type ଏଲିମେଣ୍ଟ ରହିଛି
 +
 
|-
 
|-
 
| 04:34
 
| 04:34
 
| ଏହି ଉଦାହରଣ '''Perl'''ରେ ବିଭିନ୍ନ ଟାଇପ୍ ର '''arrays''' ପ୍ରଦର୍ଶନ କରେ
 
| ଏହି ଉଦାହରଣ '''Perl'''ରେ ବିଭିନ୍ନ ଟାଇପ୍ ର '''arrays''' ପ୍ରଦର୍ଶନ କରେ
 +
 
|-
 
|-
 
| 04:39
 
| 04:39
 
| ଏହିପରି ଆମେ '''Perl'''ରେ '''array''' ପ୍ରିଣ୍ଟ କରିପାରିବା
 
| ଏହିପରି ଆମେ '''Perl'''ରେ '''array''' ପ୍ରିଣ୍ଟ କରିପାରିବା
 +
 
|-
 
|-
 
|04:43
 
|04:43
 
| ଫାଇଲ୍ ସେଭ୍ କରିବା ପାଇଁ '''ctrl+s''' ଦାବନ୍ତୁ
 
| ଫାଇଲ୍ ସେଭ୍ କରିବା ପାଇଁ '''ctrl+s''' ଦାବନ୍ତୁ
 +
 
|-
 
|-
 
|04:47
 
|04:47
 
| ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ୍ କରନ୍ତୁ -
 
| ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ୍ କରନ୍ତୁ -
 +
 
|-
 
|-
 
|04:52
 
|04:52
 
|'''perl perlArray dot pl''' ଓ ଏଣ୍ଟର ଦାବନ୍ତୁ
 
|'''perl perlArray dot pl''' ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|04:59
 
|04:59
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 +
 
|-
 
|-
 
|05:04
 
|05:04
 
| ଏବେ ପର୍ଲରେ '''Hash data structure''' ଦେଖିବା
 
| ଏବେ ପର୍ଲରେ '''Hash data structure''' ଦେଖିବା
 +
 
|-
 
|-
 
| 05:08
 
| 05:08
 
| '''Hash'''କୁ ବିକଳ୍ପ ଭାବରେ '''Associative array''' ମଧ୍ୟ କୁହାଯାଏ
 
| '''Hash'''କୁ ବିକଳ୍ପ ଭାବରେ '''Associative array''' ମଧ୍ୟ କୁହାଯାଏ
 +
 
|-
 
|-
 
| 05:12
 
| 05:12
 
| ଏହା ଏକ '''Key Value pair data structure''' ଅଟେ
 
| ଏହା ଏକ '''Key Value pair data structure''' ଅଟେ
 +
 
|-
 
|-
 
|05:15
 
|05:15
 
|'''hash'''ରେ '''Key''' ହେଉଛି ଅଦ୍ୱିତୀୟ
 
|'''hash'''ରେ '''Key''' ହେଉଛି ଅଦ୍ୱିତୀୟ
 +
 
|-
 
|-
 
|05:18
 
|05:18
 
| ଯଦି ସମାନ '''key'''କୁ ପୁନର୍ବାର ମିଶାଯିବ, ତେବେ ସେହି '''key'''କୁ ଆସାଇନ୍‍ କରାଯାଇଥିବା ଲାଟେଷ୍ଟ ଭାଲ୍ୟୁ ଦ୍ୱାରା ତାହାର '''value''' ନିରସ୍ତ ହୋଇଯିବ
 
| ଯଦି ସମାନ '''key'''କୁ ପୁନର୍ବାର ମିଶାଯିବ, ତେବେ ସେହି '''key'''କୁ ଆସାଇନ୍‍ କରାଯାଇଥିବା ଲାଟେଷ୍ଟ ଭାଲ୍ୟୁ ଦ୍ୱାରା ତାହାର '''value''' ନିରସ୍ତ ହୋଇଯିବ
 +
 
|-
 
|-
 
|05:28
 
|05:28
 
|'''Value''' ଅବିକଳ ହୋଇପାରେ
 
|'''Value''' ଅବିକଳ ହୋଇପାରେ
 +
 
|-
 
|-
 
|05:30
 
|05:30
 
| ଏହା ଯେକୌଣସି '''data type'''ର '''value''' ମଧ୍ୟ ଧରିରଖେ
 
| ଏହା ଯେକୌଣସି '''data type'''ର '''value''' ମଧ୍ୟ ଧରିରଖେ
 +
 
|-
 
|-
 
|05:34
 
|05:34
 
| '''hash'''ର ସିଣ୍ଟାକ୍ସ ହେଉଛି;
 
| '''hash'''ର ସିଣ୍ଟାକ୍ସ ହେଉଛି;
 +
 
|-
 
|-
 
|05:36
 
|05:36
 
|'''percentage ଭେରିଏବଲ୍ ର ନାମ ସ୍ପେସ୍ ଇକ୍ୱାଲ୍ ଟୁ ସ୍ପେସ୍ ଓପନ୍ ବ୍ରାକେଟ୍ '''
 
|'''percentage ଭେରିଏବଲ୍ ର ନାମ ସ୍ପେସ୍ ଇକ୍ୱାଲ୍ ଟୁ ସ୍ପେସ୍ ଓପନ୍ ବ୍ରାକେଟ୍ '''
 +
 
|-
 
|-
 
|05:41
 
|05:41
| ଏଣ୍ଟର ଦାବନ୍ତୁ
+
| ଏଣ୍ଟର ଦାବନ୍ତୁ,'''ସିଙ୍ଗଲ୍ କ୍ୱୋଟ୍ key ର ନାମ ସିଙ୍ଗଲ୍ କ୍ୱୋଟ୍ ସ୍ପେସ୍ ଇକ୍ୱାଲ୍ ଟୁ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ ଭାଲ୍ୟୁ କମା'''
|-
+
 
|05:42
+
|'''ସିଙ୍ଗଲ୍ କ୍ୱୋଟ୍ key ର ନାମ ସିଙ୍ଗଲ୍ କ୍ୱୋଟ୍ ସ୍ପେସ୍ ଇକ୍ୱାଲ୍ ଟୁ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ ଭାଲ୍ୟୁ କମା'''
+
 
|-
 
|-
 
|  05:50
 
|  05:50
 
| ଏଣ୍ଟର ଦାବନ୍ତୁ
 
| ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  05:52
 
|  05:52
 
| '''ସିଙ୍ଗଲ୍ କ୍ୱୋଟ୍ key ର ନାମ ସିଙ୍ଗଲ୍ କ୍ୱୋଟ୍ ସ୍ପେସ୍ ଇକ୍ୱାଲ୍ ଟୁ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ ଭାଲ୍ୟୁ'''
 
| '''ସିଙ୍ଗଲ୍ କ୍ୱୋଟ୍ key ର ନାମ ସିଙ୍ଗଲ୍ କ୍ୱୋଟ୍ ସ୍ପେସ୍ ଇକ୍ୱାଲ୍ ଟୁ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ ଭାଲ୍ୟୁ'''
 +
 
|-
 
|-
 
|05:58
 
|05:58
 
| ଏଣ୍ଟର ଦାବନ୍ତୁ
 
| ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  06:00
 
|  06:00
 
| କ୍ଲୋଜ୍‍ ବ୍ରାକେଟ୍ ସେମିକଲୋନ୍  
 
| କ୍ଲୋଜ୍‍ ବ୍ରାକେଟ୍ ସେମିକଲୋନ୍  
 +
 
|-
 
|-
 
|  06:03
 
|  06:03
 
| ଏବେ '''hash data structure'''ର ଏକ ଉଦାହରଣ ଦେଖିବା
 
| ଏବେ '''hash data structure'''ର ଏକ ଉଦାହରଣ ଦେଖିବା
 +
 
|-
 
|-
 
| 06:07
 
| 06:07
 
|  ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ
 
|  ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ
 +
 
|-
 
|-
 
|  06:10
 
|  06:10
 
| ''' '''gedit perlHash dot pl''' ସ୍ପେସ୍ '''&''' ''' ଏଣ୍ଟର ଦାବନ୍ତୁ
 
| ''' '''gedit perlHash dot pl''' ସ୍ପେସ୍ '''&''' ''' ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  06:18
 
|  06:18
 
| ଏହା '''gedit'''ରେ '''perlHash dot pl''' ଫାଇଲ୍ କୁ ଖୋଲିବ
 
| ଏହା '''gedit'''ରେ '''perlHash dot pl''' ଫାଇଲ୍ କୁ ଖୋଲିବ
 +
 
|-
 
|-
 
|06:22
 
|06:22
 
| ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଥିବା କୋଡ୍ ଟାଇପ୍ କରନ୍ତୁ
 
| ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଥିବା କୋଡ୍ ଟାଇପ୍ କରନ୍ତୁ
 +
 
|-
 
|-
 
|  06:27
 
|  06:27
 
|  ଏହି '''hash''' ଏକ ସବଜେକ୍ଟରେ ପ୍ରାପ୍ତ ମାର୍କକୁ ସୂଚିତ କରେ
 
|  ଏହି '''hash''' ଏକ ସବଜେକ୍ଟରେ ପ୍ରାପ୍ତ ମାର୍କକୁ ସୂଚିତ କରେ
 +
 
|-
 
|-
 
|  06:31
 
|  06:31
 
| ଏହି ଉଦାହରଣ '''hash'''ର ବ୍ୟବହାର ଦର୍ଶାଇବ
 
| ଏହି ଉଦାହରଣ '''hash'''ର ବ୍ୟବହାର ଦର୍ଶାଇବ
 +
 
|-
 
|-
 
|06:35
 
|06:35
 
| ଏବେ, '''hash'''କୁ କେମିତି ପ୍ରିଣ୍ଟ କରାଯାଏ, ଦେଖିବା
 
| ଏବେ, '''hash'''କୁ କେମିତି ପ୍ରିଣ୍ଟ କରାଯାଏ, ଦେଖିବା
 +
 
|-
 
|-
 
| 06:38
 
| 06:38
 
| ଏବେ ପାଇଁ, ମୁଁ କରିଥିବା '''hash'''ର ପ୍ରିଣ୍ଟ ଶୈଳୀକୁ ଧ୍ୟାନଦିଅନ୍ତୁ
 
| ଏବେ ପାଇଁ, ମୁଁ କରିଥିବା '''hash'''ର ପ୍ରିଣ୍ଟ ଶୈଳୀକୁ ଧ୍ୟାନଦିଅନ୍ତୁ
 +
 
|-
 
|-
 
| 06:42
 
| 06:42
 
| ସବିଶେଷ ବିବରଣୀ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଦିଆଯିବ
 
| ସବିଶେଷ ବିବରଣୀ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଦିଆଯିବ
 +
 
|-
 
|-
 
|06:47
 
|06:47
 
| ଫାଇଲ୍ ସେଭ୍ କରିବା ପାଇଁ '''ctrl+s''' ଦାବନ୍ତୁ
 
| ଫାଇଲ୍ ସେଭ୍ କରିବା ପାଇଁ '''ctrl+s''' ଦାବନ୍ତୁ
 +
 
|-
 
|-
 
|06:50
 
|06:50
 
| ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ -
 
| ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ -
 +
 
|-
 
|-
 
| 06:55
 
| 06:55
 
|  '''perl perlHash dot pl''' ଓ ଏଣ୍ଟର ଦାବନ୍ତୁ  
 
|  '''perl perlHash dot pl''' ଓ ଏଣ୍ଟର ଦାବନ୍ତୁ  
 +
 
|-
 
|-
 
| 07:01
 
| 07:01
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 +
 
|-
 
|-
 
|  07:05
 
|  07:05
| ସଂକ୍ଷିପ୍ତରେ
+
| ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
|-
+
 
|  07:06
+
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
+
 
|-
 
|-
 
|07:09
 
|07:09
| ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି  
+
| ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ,ପର୍ଲରେ '''scalar'''  
|-
+
 
|07:10
+
| ପର୍ଲରେ '''scalar'''  
+
 
|-
 
|-
 
|07:11
 
|07:11
 
|'''Array''' ଓ   
 
|'''Array''' ଓ   
 +
 
|-
 
|-
 
| 07:13
 
| 07:13
 
|  '''Hash Data Structure'''
 
|  '''Hash Data Structure'''
 +
 
|-
 
|-
 
|07:15
 
|07:15
 
| ଏକ ଆସାଇନମେଣ୍ଟ ଭାବେ -
 
| ଏକ ଆସାଇନମେଣ୍ଟ ଭାବେ -
 +
 
|-
 
|-
 
|07:17
 
|07:17
 
| '''scalar variable''' ଡିକ୍ଲେର୍‍ କରନ୍ତୁ
 
| '''scalar variable''' ଡିକ୍ଲେର୍‍ କରନ୍ତୁ
 +
 
|-
 
|-
 
|07:19
 
|07:19
 
| ତାହାକୁ '''type float'''ର ଭାଲ୍ୟୁ ଆସାଇନ୍ କରି ପ୍ରିଣ୍ଟ କରନ୍ତୁ
 
| ତାହାକୁ '''type float'''ର ଭାଲ୍ୟୁ ଆସାଇନ୍ କରି ପ୍ରିଣ୍ଟ କରନ୍ତୁ
 +
 
|-
 
|-
 
|07:23
 
|07:23
 
| 'ନାଲି', 'ହଳଦିଆ' ଓ 'ସବୁଜ' ରଙ୍ଗର ଏକ ଆରେ ଡିକ୍ଲେର୍‍ କରି ପ୍ରିଣ୍ଟ କରନ୍ତୁ
 
| 'ନାଲି', 'ହଳଦିଆ' ଓ 'ସବୁଜ' ରଙ୍ଗର ଏକ ଆରେ ଡିକ୍ଲେର୍‍ କରି ପ୍ରିଣ୍ଟ କରନ୍ତୁ
 +
 
|-
 
|-
 
|07:28
 
|07:28
 
| କର୍ମଚାରୀଙ୍କ ନାମ ଓ ସେମାନଙ୍କ ବିଭାଗର ଏକ '''hash''' ଡିକ୍ଲେର୍‍ କରି ପ୍ରିଣ୍ଟ କରନ୍ତୁ
 
| କର୍ମଚାରୀଙ୍କ ନାମ ଓ ସେମାନଙ୍କ ବିଭାଗର ଏକ '''hash''' ଡିକ୍ଲେର୍‍ କରି ପ୍ରିଣ୍ଟ କରନ୍ତୁ
 +
 
|-
 
|-
 
|07:33
 
|07:33
 
| ସଂକେତ: ''' 'Employee' =>(equal to greater than sign)  'John'''' comma
 
| ସଂକେତ: ''' 'Employee' =>(equal to greater than sign)  'John'''' comma
 +
 
|-
 
|-
 
|07:38
 
|07:38
 
| ''' 'Department' =>(equal to greater than sign) 'Engineering' '''
 
| ''' 'Department' =>(equal to greater than sign) 'Engineering' '''
 +
 
|-
 
|-
 
|07:42
 
|07:42
 
| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
|07:46
 
|07:46
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|07:49
 
|07:49
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
|-
 
|-
 
| 07:53
 
| 07:53
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|07:59
 
|07:59
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
|08:03
 
|08:03
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
 +
 
|-
 
|-
 
| 08:10
 
| 08:10
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|08:15
 
|08:15
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
|08:22
 
|08:22
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
 
| 08:33
 
| 08:33
 
|  ଆଶା କରୁଛି, ଆପଣ ଏହି '''Perl''' ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
 
|  ଆଶା କରୁଛି, ଆପଣ ଏହି '''Perl''' ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
 +
 
|-
 
|-
 
|08:35
 
|08:35
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
 +
 
|-
 
|-
 
|08:38
 
|08:38
 
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|}
 
|}

Latest revision as of 18:09, 10 April 2017

Time Narration
00:00 Perlରେ Data Structures ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ Perlରେ ଉପଲବ୍ଧ Data Structures ବିଷୟରେ ଶିଖିବା
00:11 ଏଠାରେ ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି
00:18 ମୁଁ gedit Text Editor ମଧ୍ୟ ବ୍ୟବହାର କରିବି
00:22 ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
00:25 Perlରେ Variables ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
00:29 comments, loops conditional statements ଉପରେ ଧାରଣା ଥିଲେ ଆହୁରି ଭଲ
00:36 ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:41 Perlର ତିନିପ୍ରକାର data structure ଅଛି-
00:44 Scalar,Array
00:46 Hashଯାହାକୁ Associative Array ମଧ୍ୟ କୁହାଯାଏ
00:50 Scalar: ଏ ପ୍ରକାରର data structure ଯେକୌଣସି data typeର ଭାଲ୍ୟୁ ଧରିରଖେ
00:56 data type, string, number, double ଇତ୍ୟାଦି ହୋଇପାରେ
01:01 ଏହା ଏକ array କିମ୍ବା ଏକ hash ପାଇଁ ମଧ୍ୟ ରେଫରେନ୍ସ ରଖିପାରେ
01:06 ଧ୍ୟାନଦିଅନ୍ତୁ: Perlରେ ରେଫରେନ୍ସ, ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ କଭର୍‍ କରିବା
01:11 ଡାଟା ଷ୍ଟ୍ରକ୍ଚର୍ ର Scalar ପ୍ରକାର, ଭେରିଏବଲ୍ ଡିକ୍ଲେର୍‍ କରିବା ପରି ସହଜ ଅଟେ
01:16 $count = 12 ସେମିକଲୋନ୍
01:20 $string = ସିଙ୍ଗଲ୍ କ୍ୱୋଟ୍ ରେ 'I am scalar of type string' ସେମିକଲନ୍
01:26 scalar ରେ ଆମେ ନିମ୍ନ ଅପରେସନ୍ କରିପାରିବା
01:30 ଏହାକୁ ଏକ ଭାଲ୍ୟୁ ଆସାଇନ୍‍ କରିବା
01:32 ଅନ୍ୟଏକ ପାଇଁ ଗୋଟିଏ scalar ଆସାଇନ୍ କରିବା
01:35 number ଟାଇପ୍ ର scalars ରେ ଅନ୍ୟ Arithmetic operations କରିବା, ଯେପରି ମିଶାଣ, ଫେଡ଼ାଣ ଇତ୍ୟାଦି
01:41 string scalar ରେ string operations କରିବା, ଯେପରି concatenation, substr ଇତ୍ୟାଦି
01:48 ଏବେ scalar data structureର ଏକ ଉଦାହରଣ ଦେଖିବା
01:52 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ gedit scalars dot pl ସ୍ପେସ୍ & ଟାଇପ୍ କରି ଏଣ୍ଟର ଦାବନ୍ତୁ
02:01 ଏହା gedit ରେ scalars dot pl ଫାଇଲ୍ ଖୋଲିବ
02:05 ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
02:09 ଏହା ହେଉଛି scalar ପାଇଁ declarationassignment
02:13 number ଟାଇପ୍ scalar ରେ ଏହିସବୁ arithmetic operations ସମ୍ପାଦନ କରାଯାଇପାରିବ
02:19 string scalar ଟାଇପ୍ ରେ ଏହିସବୁ string operations ସମ୍ପାଦନ କରାଯାଇପାରିବ
02:25 substr ହେଉଛି PERL function ଯାହା stringର ଅଂଶକୁ ଆଉଟପୁଟ୍ ଭାବେ ଯୋଗାଏ
02:30 ଏଠାରେ stringର ଆରମ୍ଭକୁ index 0 ନିର୍ଦ୍ଦିଷ୍ଟ କରେ, ଅର୍ଥାତ ଯେଉଁଠାରୁ ଆମେ stringର ଏକ୍ସଟ୍ରାକ୍ସନ ଆରମ୍ଭ କରିବାକୁ ଚାହୁଁଛେ
02:39 ଓ ଯେଉଁଠି ଆମେ stringକୁ ଆଉଟପୁଟ୍ ରେ ରଖିବାକୁ ଚାହୁଛେ, ସେପର୍ଯ୍ୟନ୍ତ offsetକୁ 11 ନିର୍ଦ୍ଦିଷ୍ଟ କରିବ
02:46 ଫାଇଲ୍ ସେଭ୍ କରିବା ପାଇଁ ctrl + s ଦାବନ୍ତୁ
02:50 ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ -
02:55 perl scalars dot pl ଓ ଏଣ୍ଟର ଦାବନ୍ତୁ
03:00 ଟର୍ମିନାଲ୍ ରେ ଆଉଟପୁଟ୍ ହାଇଲାଇଟ୍‍ ହୋଇଛି
03:05 ଏବେ PERLରେ array data structure ଦେଖିବା
03:09 Array ହେଉଛି ଏଲିମେଣ୍ଟଗୁଡ଼ିକର ଏକ ତାଲିକା
03:12 ଏଲିମେଣ୍ଟସ୍‍ string, number ଆଦି ହୋଇପାରେ
03:16 ଏହାର ଏକ index ଅଛି, ଯାହା array ରେ ବିଭିନ୍ନ ଅପରେସନ୍ କରିବାରେ ବ୍ୟବହାର କରାଯାଏ
03:22 Index 0 ରୁ ଆରମ୍ଭ ହୋଇଥାଏ
03:25 ଅନ୍ୟ ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ୍ ଠାରୁ ଭିନ୍ନ, ଏହାକୁ ପର୍ଲରେ ବ୍ୟବହାର କରିବା ପୂର୍ବରୁ ଆରେ କିମ୍ବା ଏହାର ଦୀର୍ଘତା ଡିକ୍ଲେର୍‍ କରିବା ଆବଶ୍ୟକ ନାହଁt
03:33 ଏଲିମେଣ୍ଟ କାଢ଼ିବା କିମ୍ବା ମିଶାଇବା ଅନୁସାରେ Perl array ଲମ୍ବା କିମ୍ବା ସଙ୍କୁଚିତ ହୁଏ
03:39 ଏକ ଆରେ ଲେଖିବା ପାଇଁ ସିଣ୍ଟାକ୍ସ ହେଉଛି;
03:41 “ଆଟ୍ ଦି ରେଟ୍ ଭେରିବଲ୍ ନେମ୍ ସ୍ପେସ୍ ଇକ୍ୱାଲ୍ ଟୁ” ସ୍ପେସ୍ ଓପନ୍ ବ୍ରାକେଟ୍ କମା ଦ୍ୱାରା ପୃଥକ କରାଯାଇଥିବା ଏଲେମେଣ୍ଟସ୍ ର ତାଲିକା କ୍ଲୋଜ୍ ବ୍ରାକେଟ୍ ସେମିକଲନ୍
03:54 ଏବେ array data structureର ଏକ ଉଦାହରଣ ଦେଖିବା
03:57 terminalକୁ ଫେରିଆସନ୍ତୁ ଓ gedit perlArray dot pl ସ୍ପେସ୍ & ଟାଇପ୍ କରି ଏଣ୍ଟର ଦାବନ୍ତୁ
04:08 ଏହା geditରେ perlArray dot pl ଫାଇଲ୍ ଖୋଲିବ
04:12 ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଥିବା କୋଡ୍ ଟାଇପ୍ କରନ୍ତୁ
04:18 ଏହା ହେଉଛି number array ଯେଉଁଥିରେ number typeର ଏଲିମେଣ୍ଟସ୍‍ ରହିଛି
04:23 ଏହା ହେଉଛି string array ଯେଉଁଥିରେ string typeର ଏଲିମେଣ୍ଟସ୍‍ ରହିଛି
04:29 ଏହି arrayରେ ଉଭୟ numberstring type ଏଲିମେଣ୍ଟ ରହିଛି
04:34 ଏହି ଉଦାହରଣ Perlରେ ବିଭିନ୍ନ ଟାଇପ୍ ର arrays ପ୍ରଦର୍ଶନ କରେ
04:39 ଏହିପରି ଆମେ Perlରେ array ପ୍ରିଣ୍ଟ କରିପାରିବା
04:43 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
04:47 ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ -
04:52 perl perlArray dot pl ଓ ଏଣ୍ଟର ଦାବନ୍ତୁ
04:59 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
05:04 ଏବେ ପର୍ଲରେ Hash data structure ଦେଖିବା
05:08 Hashକୁ ବିକଳ୍ପ ଭାବରେ Associative array ମଧ୍ୟ କୁହାଯାଏ
05:12 ଏହା ଏକ Key Value pair data structure ଅଟେ
05:15 hashରେ Key ହେଉଛି ଅଦ୍ୱିତୀୟ
05:18 ଯଦି ସମାନ keyକୁ ପୁନର୍ବାର ମିଶାଯିବ, ତେବେ ସେହି keyକୁ ଆସାଇନ୍‍ କରାଯାଇଥିବା ଲାଟେଷ୍ଟ ଭାଲ୍ୟୁ ଦ୍ୱାରା ତାହାର value ନିରସ୍ତ ହୋଇଯିବ
05:28 Value ଅବିକଳ ହୋଇପାରେ
05:30 ଏହା ଯେକୌଣସି data typevalue ମଧ୍ୟ ଧରିରଖେ
05:34 hashର ସିଣ୍ଟାକ୍ସ ହେଉଛି;
05:36 percentage ଭେରିଏବଲ୍ ର ନାମ ସ୍ପେସ୍ ଇକ୍ୱାଲ୍ ଟୁ ସ୍ପେସ୍ ଓପନ୍ ବ୍ରାକେଟ୍
05:41 ଏଣ୍ଟର ଦାବନ୍ତୁ,ସିଙ୍ଗଲ୍ କ୍ୱୋଟ୍ key ର ନାମ ସିଙ୍ଗଲ୍ କ୍ୱୋଟ୍ ସ୍ପେସ୍ ଇକ୍ୱାଲ୍ ଟୁ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ ଭାଲ୍ୟୁ କମା
05:50 ଏଣ୍ଟର ଦାବନ୍ତୁ
05:52 ସିଙ୍ଗଲ୍ କ୍ୱୋଟ୍ key ର ନାମ ସିଙ୍ଗଲ୍ କ୍ୱୋଟ୍ ସ୍ପେସ୍ ଇକ୍ୱାଲ୍ ଟୁ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ ଭାଲ୍ୟୁ
05:58 ଏଣ୍ଟର ଦାବନ୍ତୁ
06:00 କ୍ଲୋଜ୍‍ ବ୍ରାକେଟ୍ ସେମିକଲୋନ୍
06:03 ଏବେ hash data structureର ଏକ ଉଦାହରଣ ଦେଖିବା
06:07 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ
06:10 gedit perlHash dot pl ସ୍ପେସ୍ & ଏଣ୍ଟର ଦାବନ୍ତୁ
06:18 ଏହା geditରେ perlHash dot pl ଫାଇଲ୍ କୁ ଖୋଲିବ
06:22 ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଥିବା କୋଡ୍ ଟାଇପ୍ କରନ୍ତୁ
06:27 ଏହି hash ଏକ ସବଜେକ୍ଟରେ ପ୍ରାପ୍ତ ମାର୍କକୁ ସୂଚିତ କରେ
06:31 ଏହି ଉଦାହରଣ hashର ବ୍ୟବହାର ଦର୍ଶାଇବ
06:35 ଏବେ, hashକୁ କେମିତି ପ୍ରିଣ୍ଟ କରାଯାଏ, ଦେଖିବା
06:38 ଏବେ ପାଇଁ, ମୁଁ କରିଥିବା hashର ପ୍ରିଣ୍ଟ ଶୈଳୀକୁ ଧ୍ୟାନଦିଅନ୍ତୁ
06:42 ସବିଶେଷ ବିବରଣୀ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଦିଆଯିବ
06:47 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
06:50 ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ -
06:55 perl perlHash dot pl ଓ ଏଣ୍ଟର ଦାବନ୍ତୁ
07:01 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
07:05 ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
07:09 ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ,ପର୍ଲରେ scalar
07:11 Array
07:13 Hash Data Structure
07:15 ଏକ ଆସାଇନମେଣ୍ଟ ଭାବେ -
07:17 scalar variable ଡିକ୍ଲେର୍‍ କରନ୍ତୁ
07:19 ତାହାକୁ type floatର ଭାଲ୍ୟୁ ଆସାଇନ୍ କରି ପ୍ରିଣ୍ଟ କରନ୍ତୁ
07:23 'ନାଲି', 'ହଳଦିଆ' ଓ 'ସବୁଜ' ରଙ୍ଗର ଏକ ଆରେ ଡିକ୍ଲେର୍‍ କରି ପ୍ରିଣ୍ଟ କରନ୍ତୁ
07:28 କର୍ମଚାରୀଙ୍କ ନାମ ଓ ସେମାନଙ୍କ ବିଭାଗର ଏକ hash ଡିକ୍ଲେର୍‍ କରି ପ୍ରିଣ୍ଟ କରନ୍ତୁ
07:33 ସଂକେତ: 'Employee' =>(equal to greater than sign) 'John' comma
07:38 'Department' =>(equal to greater than sign) 'Engineering'
07:42 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:46 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:49 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
07:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:59 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:03 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
08:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:15 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:22 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
08:33 ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
08:35 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
08:38 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep