Difference between revisions of "PERL/C2/More-Conditional-statements/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- | 00:00 | ପର୍ଲରେ '''if-elsif-else''' ଓ '''switch''' କଣ୍ଡିସନାଲ୍ ଷ୍ଟେଟମେଣ୍ଟ...")
 
 
Line 6: Line 6:
 
| 00:00
 
| 00:00
 
| ପର୍ଲରେ '''if-elsif-else''' ଓ '''switch''' କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| ପର୍ଲରେ '''if-elsif-else''' ଓ '''switch''' କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
| 00:07
 
| 00:07
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା-
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା-
 +
 
|-
 
|-
 
|00:10
 
|00:10
 
| '''Perl'''ରେ '''if-elsif-else''' ଷ୍ଟେଟମେଣ୍ଟ ଓ ''' switch''' ଷ୍ଟେଟମେଣ୍ଟ
 
| '''Perl'''ରେ '''if-elsif-else''' ଷ୍ଟେଟମେଣ୍ଟ ଓ ''' switch''' ଷ୍ଟେଟମେଣ୍ଟ
 +
 
|-
 
|-
 
|00:15
 
|00:15
 
| ମୁଁ '''Ubuntu Linux12.04''' ଅପରେଟିଙ୍ଗ ସିଷ୍ଟମ୍ ଓ '''Perl 5.14.2''' ବ୍ୟବହାର କରୁଛି
 
| ମୁଁ '''Ubuntu Linux12.04''' ଅପରେଟିଙ୍ଗ ସିଷ୍ଟମ୍ ଓ '''Perl 5.14.2''' ବ୍ୟବହାର କରୁଛି
 +
 
|-
 
|-
 
|00:22
 
|00:22
 
| ମୁଁ '''gedit ''' Text Editor ମଧ୍ୟ ବ୍ୟବହାର କରିବି
 
| ମୁଁ '''gedit ''' Text Editor ମଧ୍ୟ ବ୍ୟବହାର କରିବି
 +
 
|-
 
|-
 
|00:25
 
|00:25
 
| ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
 
| ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
 +
 
|-
 
|-
 
| 00:29
 
| 00:29
 
| '''Perl'''ରେ '''Variables''' ଓ '''Comments''' ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
 
| '''Perl'''ରେ '''Variables''' ଓ '''Comments''' ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
 +
 
|-
 
|-
 
| 00:34
 
| 00:34
 
| ଓ '''for''', '''foreach''', '''while''' ଓ '''do-while''' loops ଓ
 
| ଓ '''for''', '''foreach''', '''while''' ଓ '''do-while''' loops ଓ
 +
 
|-
 
|-
 
| 00:38
 
| 00:38
 
| ''' if ''' ଓ '''if-else''' ଷ୍ଟେଟମେଣ୍ଟ ଉପରେ ଧାରଣା ଥିଲେ ଆହୁରି ଭଲ
 
| ''' if ''' ଓ '''if-else''' ଷ୍ଟେଟମେଣ୍ଟ ଉପରେ ଧାରଣା ଥିଲେ ଆହୁରି ଭଲ
 +
 
|-
 
|-
 
|00:43
 
|00:43
 
| ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା ସେହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 
| ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା ସେହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 +
 
|-
 
|-
 
|00:48
 
|00:48
 
|'''Perl'''ରେ '''If-elsif-else''' ଷ୍ଟେଟମେଣ୍ଟ ବ୍ୟବହାର କରାଯାଇପାରିବ
 
|'''Perl'''ରେ '''If-elsif-else''' ଷ୍ଟେଟମେଣ୍ଟ ବ୍ୟବହାର କରାଯାଇପାରିବ
 +
 
|-
 
|-
 
| 00:52
 
| 00:52
 
| ମଲ୍ଟିପଲ୍ କଣ୍ଡିସନ୍ ଟେଷ୍ଟ ପାଇଁ ଓ
 
| ମଲ୍ଟିପଲ୍ କଣ୍ଡିସନ୍ ଟେଷ୍ଟ ପାଇଁ ଓ
 +
 
|-
 
|-
 
|00:54
 
|00:54
 
| ସମସ୍ତ କଣ୍ଡିସନ୍ ଫେଲ୍ ହୋଇଗଲେ ଏହା default '''else''' block ଏକଜେକ୍ୟୁଟ୍ କରିବ
 
| ସମସ୍ତ କଣ୍ଡିସନ୍ ଫେଲ୍ ହୋଇଗଲେ ଏହା default '''else''' block ଏକଜେକ୍ୟୁଟ୍ କରିବ
 +
 
|-
 
|-
 
|00:59
 
|00:59
 
| '''if-elsif-else''' ଷ୍ଟେଟମେଣ୍ଟର ସିଣ୍ଟାକ୍ସ ହେଉଛି
 
| '''if-elsif-else''' ଷ୍ଟେଟମେଣ୍ଟର ସିଣ୍ଟାକ୍ସ ହେଉଛି
 +
 
|-
 
|-
 
|01:04
 
|01:04
 
|''' if space''' ଓପନ୍ ବ୍ରାକେଟ୍ '''condition''' କ୍ଲୋଜ୍ ବ୍ରାକେଟ୍ '''ସ୍ପେସ୍''' ଓପନ୍ କର୍ଲୀ ବ୍ରାକେଟ୍, ଏଣ୍ଟର ଦାବନ୍ତୁ
 
|''' if space''' ଓପନ୍ ବ୍ରାକେଟ୍ '''condition''' କ୍ଲୋଜ୍ ବ୍ରାକେଟ୍ '''ସ୍ପେସ୍''' ଓପନ୍ କର୍ଲୀ ବ୍ରାକେଟ୍, ଏଣ୍ଟର ଦାବନ୍ତୁ
 +
 
|-
 
|-
 
|01:13
 
|01:13
 
| ଯେତେବେଳେ କଣ୍ଡିଶନ୍ ଟ୍ରୁ ହୋଇଥିବ, ଏକଜେକ୍ୟୁଟ୍ ହେବାକୁ ଥିବା କୋଡ୍ ର ଭାଗ  
 
| ଯେତେବେଳେ କଣ୍ଡିଶନ୍ ଟ୍ରୁ ହୋଇଥିବ, ଏକଜେକ୍ୟୁଟ୍ ହେବାକୁ ଥିବା କୋଡ୍ ର ଭାଗ  
 +
 
|-
 
|-
 
|01:18
 
|01:18
 
| ଏଣ୍ଟର ଦାବନ୍ତୁ
 
| ଏଣ୍ଟର ଦାବନ୍ତୁ
 +
 
|-
 
|-
 
| 01:20
 
| 01:20
 
| କ୍ଲୋଜ୍‍ କର୍ଲୀ ବ୍ରାକେଟ୍ ସ୍ପେସ୍ '''elsif''' ସ୍ପେସ୍ ଓପନ୍‍ ବ୍ରାକେଟ୍  '''condition''' କ୍ଲୋଜ୍‍ ବ୍ରାକେଟ୍  ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  
 
| କ୍ଲୋଜ୍‍ କର୍ଲୀ ବ୍ରାକେଟ୍ ସ୍ପେସ୍ '''elsif''' ସ୍ପେସ୍ ଓପନ୍‍ ବ୍ରାକେଟ୍  '''condition''' କ୍ଲୋଜ୍‍ ବ୍ରାକେଟ୍  ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  
 +
 
|-
 
|-
 
|01:30
 
|01:30
| ଏଣ୍ଟର ଦାବନ୍ତୁ
+
| ଏଣ୍ଟର ଦାବନ୍ତୁ,'''elsif condition''' ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା
|-
+
 
|01:31
+
| '''elsif condition''' ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା
+
 
|-
 
|-
 
|01:33
 
|01:33
 
| ଆଉଏକ କୋଡ୍ ର ଭାଗ ସେମିକଲୋନ୍
 
| ଆଉଏକ କୋଡ୍ ର ଭାଗ ସେମିକଲୋନ୍
 +
 
|-
 
|-
 
|01:37
 
|01:37
 
| ଏଣ୍ଟର ଦାବନ୍ତୁ
 
| ଏଣ୍ଟର ଦାବନ୍ତୁ
 +
 
|-
 
|-
 
|01:39
 
|01:39
 
| କ୍ଲୋଜ୍‍ କର୍ଲୀ ବ୍ରାକେଟ୍  ସ୍ପେସ୍ '''else''' ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  
 
| କ୍ଲୋଜ୍‍ କର୍ଲୀ ବ୍ରାକେଟ୍  ସ୍ପେସ୍ '''else''' ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  
 +
 
|-
 
|-
 
|01:44
 
|01:44
| ଏଣ୍ଟର ଦାବନ୍ତୁ
+
| ଏଣ୍ଟର ଦାବନ୍ତୁ,ଉପରୋକ୍ତ କଣ୍ଡିଶନ୍ସ ଫଲ୍ସ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା କୋଡ୍, ସେମିକଲନ୍
|-
+
 
| 01:45
+
| ଉପରୋକ୍ତ କଣ୍ଡିଶନ୍ସ ଫଲ୍ସ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା କୋଡ୍, ସେମିକଲନ୍
+
 
|-
 
|-
 
|01:51
 
|01:51
| ଏଣ୍ଟର ଦାବନ୍ତୁ
+
| ଏଣ୍ଟର ଦାବନ୍ତୁ,କ୍ଲୋଜ୍‍ କର୍ଲୀ ବ୍ରାକେଟ୍  
|-
+
 
|01:52
+
| କ୍ଲୋଜ୍‍ କର୍ଲୀ ବ୍ରାକେଟ୍  
+
 
|-
 
|-
 
| 01:55
 
| 01:55
 
| ପ୍ରଥମେ ''' if ''' କଣ୍ଡିସନ୍ ଚେକ୍ ଓ ଏକଜେକ୍ୟୁଟ୍ ହେବ, ଯଦି କଣ୍ଡିସନ୍ ଟ୍ରୁ ହୋଇଥିବ
 
| ପ୍ରଥମେ ''' if ''' କଣ୍ଡିସନ୍ ଚେକ୍ ଓ ଏକଜେକ୍ୟୁଟ୍ ହେବ, ଯଦି କଣ୍ଡିସନ୍ ଟ୍ରୁ ହୋଇଥିବ
 +
 
|-
 
|-
 
|02:01
 
|02:01
 
| ଯଦି ନୁହେଁ, ତେବେ '''else if''' କଣ୍ଡିସନ୍ ଚେକ୍ ଓ ଏକଜେକ୍ୟୁଟ୍ ହେବ ଯଦି ଏହା ଟ୍ରୁ ହୋଇଥିବ
 
| ଯଦି ନୁହେଁ, ତେବେ '''else if''' କଣ୍ଡିସନ୍ ଚେକ୍ ଓ ଏକଜେକ୍ୟୁଟ୍ ହେବ ଯଦି ଏହା ଟ୍ରୁ ହୋଇଥିବ
 +
 
|-
 
|-
 
|02:06     
 
|02:06     
 
| ନହେଲେ, '''else''' ବ୍ଲକ୍ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
 
| ନହେଲେ, '''else''' ବ୍ଲକ୍ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
 +
 
|-
 
|-
 
|02:11
 
|02:11
 
| ଏବେ, '''if-elsif-else''' ଷ୍ଟେଟମେଣ୍ଟର ଏକ ଉଦାହରଣ ଦେଖିବା
 
| ଏବେ, '''if-elsif-else''' ଷ୍ଟେଟମେଣ୍ଟର ଏକ ଉଦାହରଣ ଦେଖିବା
 +
 
|-
 
|-
 
|02:16
 
|02:16
 
| ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
 
| ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
 +
 
|-
 
|-
 
|02:19
 
|02:19
 
| '''gedit conditionalBlocks dot pl space ampersand'''  
 
| '''gedit conditionalBlocks dot pl space ampersand'''  
 +
 
|-
 
|-
 
|02:26
 
|02:26
 
| ଓ ଏଣ୍ଟର ଦାବନ୍ତୁ
 
| ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|02:28
 
|02:28
 
| ଏହା '''gedit'''ରେ  '''conditionalBlocks.pl''' ଫାଇଲ୍କୁ  ଖୋଲିବ
 
| ଏହା '''gedit'''ରେ  '''conditionalBlocks.pl''' ଫାଇଲ୍କୁ  ଖୋଲିବ
 +
 
|-
 
|-
 
|02:33
 
|02:33
 
| ସ୍କ୍ରିନ୍ ଉପରେ ପ୍ରଦର୍ଶିତ ହୋଇଥିବା କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
 
| ସ୍କ୍ରିନ୍ ଉପରେ ପ୍ରଦର୍ଶିତ ହୋଇଥିବା କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
 +
 
|-
 
|-
 
| 02:38     
 
| 02:38     
 
| ଆମେ ଭେରିଏବଲ୍ ଲାଙ୍ଗୁଏଜ୍ କୁ ''' 'Perl' ''' ଭାଲ୍ୟୁ ଆସାଇନ୍‍ କରିଛେ
 
| ଆମେ ଭେରିଏବଲ୍ ଲାଙ୍ଗୁଏଜ୍ କୁ ''' 'Perl' ''' ଭାଲ୍ୟୁ ଆସାଇନ୍‍ କରିଛେ
 +
 
|-
 
|-
 
|02:44
 
|02:44
 
| ଧ୍ୟାନଦିଅନ୍ତୁ, '''eq''' ହେଉଛି  '''string comparison''' ଅପରେଟର୍
 
| ଧ୍ୟାନଦିଅନ୍ତୁ, '''eq''' ହେଉଛି  '''string comparison''' ଅପରେଟର୍
 +
 
|-
 
|-
 
|02:49
 
|02:49
 
|  ଓ ତାହାପରେ ଆମେ ଯାଞ୍ଚ କରିବାକୁ ଚାହୁଁଥିବା ବିଭିନ୍ନ କଣ୍ଡିସନ୍ ଆମ ପାଖରେ ଅଛି
 
|  ଓ ତାହାପରେ ଆମେ ଯାଞ୍ଚ କରିବାକୁ ଚାହୁଁଥିବା ବିଭିନ୍ନ କଣ୍ଡିସନ୍ ଆମ ପାଖରେ ଅଛି
 +
 
|-
 
|-
 
|02:55
 
|02:55
 
| ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
 
| ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
 +
 
|-
 
|-
 
|02:58
 
|02:58
 
| ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ସିଧାସଳଖ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ
 
| ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ସିଧାସଳଖ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ
 +
 
|-
 
|-
 
| 03:02
 
| 03:02
 
|  '''perl conditionalBlocks dot pl ''' ଟାଇପ୍ କରନ୍ତୁ
 
|  '''perl conditionalBlocks dot pl ''' ଟାଇପ୍ କରନ୍ତୁ
 +
 
|-
 
|-
 
|03:09
 
|03:09
 
| ଧ୍ୟାନଦିଅନ୍ତୁ: ମୁଁ କମ୍ପାଇଲେସନ୍ ଷ୍ଟେପ୍ ସ୍କିପ୍ କରିଯାଉଛି. ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଏହି ସୋପାନ ବାଧ୍ୟତାମୂଳକ ନୁହେଁ
 
| ଧ୍ୟାନଦିଅନ୍ତୁ: ମୁଁ କମ୍ପାଇଲେସନ୍ ଷ୍ଟେପ୍ ସ୍କିପ୍ କରିଯାଉଛି. ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଏହି ସୋପାନ ବାଧ୍ୟତାମୂଳକ ନୁହେଁ
 +
 
|-
 
|-
 
|  03:16
 
|  03:16
 
| ଯଦି ସେଥିରେ କୌଣସି କମ୍ପାଇଲେସନ୍ ଏରର୍ ଥିବ,
 
| ଯଦି ସେଥିରେ କୌଣସି କମ୍ପାଇଲେସନ୍ ଏରର୍ ଥିବ,
 +
 
|-
 
|-
 
|  03:18
 
|  03:18
 
| ଏକଜେକ୍ୟୁସନ୍ ତାହାକୁ ବାହାର କରିବ ଓ ସ୍କ୍ରିପ୍ଟର ଏକଜେକ୍ୟୁସନ୍ ବନ୍ଦ କରିଦେବ
 
| ଏକଜେକ୍ୟୁସନ୍ ତାହାକୁ ବାହାର କରିବ ଓ ସ୍କ୍ରିପ୍ଟର ଏକଜେକ୍ୟୁସନ୍ ବନ୍ଦ କରିଦେବ
 +
 
|-
 
|-
 
| 03:23
 
| 03:23
 
| ଏବେ ଏଣ୍ଟର ଦାବନ୍ତୁ
 
| ଏବେ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|03:25
 
|03:25
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ-
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ-
 +
 
|-
 
|-
 
| 03:27
 
| 03:27
 
| ''' Hi, I am Perl '''
 
| ''' Hi, I am Perl '''
 +
 
|-
 
|-
 
| 03:29
 
| 03:29
 
| ଏବେ, ପରବର୍ତ୍ତୀ ମାମଲା ଦେଖିବା
 
| ଏବେ, ପରବର୍ତ୍ତୀ ମାମଲା ଦେଖିବା
 +
 
|-
 
|-
 
|03:31
 
|03:31
 
| '''gedit'''କୁ ଫେରିଆସନ୍ତୁ
 
| '''gedit'''କୁ ଫେରିଆସନ୍ତୁ
 +
 
|-
 
|-
 
|03:33  
 
|03:33  
 
| ଭେରିଏବଲ୍ ଲାଙ୍ଗୁଏଜ୍ କୁ ''' 'Java' ''' ଆସାଇନ୍‍ କରନ୍ତୁ
 
| ଭେରିଏବଲ୍ ଲାଙ୍ଗୁଏଜ୍ କୁ ''' 'Java' ''' ଆସାଇନ୍‍ କରନ୍ତୁ
 +
 
|-
 
|-
 
|  03:37
 
|  03:37
 
|  ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
 
|  ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
 +
 
|-
 
|-
 
|03:40
 
|03:40
 
| ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ
 
| ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ
 +
 
|-
 
|-
 
|03:43
 
|03:43
 
| ''' perl conditionalBlocks dot pl ''' ଟାଇପ୍ କରନ୍ତୁ
 
| ''' perl conditionalBlocks dot pl ''' ଟାଇପ୍ କରନ୍ତୁ
 +
 
|-
 
|-
 
|  03:50
 
|  03:50
 
| ଓ ଏଣ୍ଟର ଦାବନ୍ତୁ
 
| ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  03:53
 
|  03:53
 
|  ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ: ''' Hi, I am Java '''
 
|  ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ: ''' Hi, I am Java '''
 +
 
|-
 
|-
 
|  03:59
 
|  03:59
 
| ପୁଣିଥରେ '''gedit'''କୁ ଫେରିଯିବା
 
| ପୁଣିଥରେ '''gedit'''କୁ ଫେରିଯିବା
 +
 
|-
 
|-
 
| 04:03
 
| 04:03
 
| ଏବେ, ''' language''' ଭେରିଏବଲ୍ କୁ ''' 'English' ''' ଆସାଇନ୍ କରିବା
 
| ଏବେ, ''' language''' ଭେରିଏବଲ୍ କୁ ''' 'English' ''' ଆସାଇନ୍ କରିବା
 +
 
|-
 
|-
 
| 04:07
 
| 04:07
 
| ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
 
| ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
 +
 
|-
 
|-
 
|04:09
 
|04:09
 
| ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ
 
| ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ
 +
 
|-
 
|-
 
|04:13
 
|04:13
 
| '''perl conditionalBlocks dot pl''' ଟାଇପ୍ କରନ୍ତୁ
 
| '''perl conditionalBlocks dot pl''' ଟାଇପ୍ କରନ୍ତୁ
 +
 
|-
 
|-
 
|04:18
 
|04:18
| ଓ ଏଣ୍ଟର ଦାବନ୍ତୁ
+
| ଓ ଏଣ୍ଟର ଦାବନ୍ତୁ,ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ-
|-
+
 
|04:19
+
| ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ-
+
 
|-
 
|-
 
|04:22
 
|04:22
 
|'''I am not a computer language '''
 
|'''I am not a computer language '''
 +
 
|-
 
|-
 
| 04:27
 
| 04:27
 
|  ତିନୋଟିଯାକ ମାମଲା ସୂଚାଉଛି ଯେ;
 
|  ତିନୋଟିଯାକ ମାମଲା ସୂଚାଉଛି ଯେ;
 +
 
|-
 
|-
 
| 04:29
 
| 04:29
 
| କେବଳ କଣ୍ଡିସନ୍ ସାଟିସଫାଏ କରୁଥିବା ଗୋଟିଏ '''if block''' ଏକଜେକ୍ୟୁଟ୍ ହେବ
 
| କେବଳ କଣ୍ଡିସନ୍ ସାଟିସଫାଏ କରୁଥିବା ଗୋଟିଏ '''if block''' ଏକଜେକ୍ୟୁଟ୍ ହେବ
 +
 
|-
 
|-
 
|04:35
 
|04:35
 
| ନହେଲେ ଡିଫଲ୍ଟ ''' else block''' ଏକଜେକ୍ୟୁଟ୍ ହେବ
 
| ନହେଲେ ଡିଫଲ୍ଟ ''' else block''' ଏକଜେକ୍ୟୁଟ୍ ହେବ
 +
 
|-
 
|-
 
|04:39
 
|04:39
 
| ଆମେ ଆବଶ୍ୟକତା ଅନୁସାରେ ଏହିପରି multiple '''elsif''' କଣ୍ଡିସନ୍ ରଖିପାରିବା
 
| ଆମେ ଆବଶ୍ୟକତା ଅନୁସାରେ ଏହିପରି multiple '''elsif''' କଣ୍ଡିସନ୍ ରଖିପାରିବା
 +
 
|-
 
|-
 
|04:46
 
|04:46
 
| ଆସାଇନ୍ମେଣ୍ଟ ଭାବେ -
 
| ଆସାଇନ୍ମେଣ୍ଟ ଭାବେ -
 +
 
|-
 
|-
 
|04:48
 
|04:48
 
| ପ୍ରିଣ୍ଟ କରିବା ପାଇଁ ଏକ ''' if-elsif-else''' ଷ୍ଟେଟମେଣ୍ଟ ଲେଖନ୍ତୁ
 
| ପ୍ରିଣ୍ଟ କରିବା ପାଇଁ ଏକ ''' if-elsif-else''' ଷ୍ଟେଟମେଣ୍ଟ ଲେଖନ୍ତୁ
 +
 
|-
 
|-
 
|04:51
 
|04:51
 
|''' “I am a Science graduate” ''' ଯଦି '''stream''' ହେଉଛି ''' science '''
 
|''' “I am a Science graduate” ''' ଯଦି '''stream''' ହେଉଛି ''' science '''
 +
 
|-
 
|-
 
|04:55
 
|04:55
 
|'''“I am a Commerce graduate” ''' ଯଦି '''stream''' ହେଉଛି '''commerce'''
 
|'''“I am a Commerce graduate” ''' ଯଦି '''stream''' ହେଉଛି '''commerce'''
 +
 
|-
 
|-
 
|04:59
 
|04:59
 
|''' “I am an Arts graduate” ''' ଯଦି ''' stream''' ''' science''' କିମ୍ବା '''commerce''' ହୋଇନଥିବ
 
|''' “I am an Arts graduate” ''' ଯଦି ''' stream''' ''' science''' କିମ୍ବା '''commerce''' ହୋଇନଥିବ
 +
 
|-
 
|-
 
|05:06
 
|05:06
 
| ଏବେ '''switch''' ଷ୍ଟେଟମେଣ୍ଟ ବିଷୟରେ ଶିଖିବା
 
| ଏବେ '''switch''' ଷ୍ଟେଟମେଣ୍ଟ ବିଷୟରେ ଶିଖିବା
 +
 
|-
 
|-
 
|  05:10
 
|  05:10
 
| Perl 5.8 ପର୍ଯ୍ୟନ୍ତ କୌଣସି '''switch''' ଷ୍ଟେଟମେଣ୍ଟ ନଥିଲା
 
| Perl 5.8 ପର୍ଯ୍ୟନ୍ତ କୌଣସି '''switch''' ଷ୍ଟେଟମେଣ୍ଟ ନଥିଲା
 +
 
|-
 
|-
 
|  05:14
 
|  05:14
 
| ଏହାପରେ '''Switch module''' ଇଣ୍ଟ୍ରୋଡ୍ୟୁସ୍‍ ହେଲା
 
| ଏହାପରେ '''Switch module''' ଇଣ୍ଟ୍ରୋଡ୍ୟୁସ୍‍ ହେଲା
 +
 
|-
 
|-
 
|05:18
 
|05:18
 
| ଯାହା '''switch''' ଷ୍ଟେଟମେଣ୍ଟର ବ୍ୟାବହାରିକତା ଯୋଗାଇଲା
 
| ଯାହା '''switch''' ଷ୍ଟେଟମେଣ୍ଟର ବ୍ୟାବହାରିକତା ଯୋଗାଇଲା
 +
 
|-
 
|-
 
|  05:22
 
|  05:22
 
| ଧ୍ୟାନଦିଅନ୍ତୁ: ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ '''Perl'''ରେ '''Modules''' କଭର୍‍ କରାଯିବ
 
| ଧ୍ୟାନଦିଅନ୍ତୁ: ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ '''Perl'''ରେ '''Modules''' କଭର୍‍ କରାଯିବ
 +
 
|-
 
|-
 
|  05:27
 
|  05:27
 
| '''switch'''ର ସିଣ୍ଟାକ୍ସ ହେଉଛି:
 
| '''switch'''ର ସିଣ୍ଟାକ୍ସ ହେଉଛି:
 +
 
|-
 
|-
 
| 05:30
 
| 05:30
 
|  use '''Switch''' semicolon
 
|  use '''Switch''' semicolon
 +
 
|-
 
|-
 
|  05:32
 
|  05:32
 
| ଏଣ୍ଟର ଦାବନ୍ତୁ
 
| ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  05:34
 
|  05:34
 
| '''switch''' ସ୍ପେସ୍ ଓପନ୍‍ ବ୍ରାକେଟ୍  '''dollar value''' କ୍ଲୋଜ୍‍ ବ୍ରାକେଟ୍ , ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  
 
| '''switch''' ସ୍ପେସ୍ ଓପନ୍‍ ବ୍ରାକେଟ୍  '''dollar value''' କ୍ଲୋଜ୍‍ ବ୍ରାକେଟ୍ , ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  
 +
 
|-
 
|-
 
|05:42
 
|05:42
 
| ଏଣ୍ଟର ଦାବନ୍ତୁ
 
| ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  05:44
 
|  05:44
 
|  '''case''' ସ୍ପେସ୍ 1 ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  ''' executes when dollar value equal to 1''' କ୍ଲୋଜ୍‍ କର୍ଲୀ ବ୍ରାକେଟ୍  
 
|  '''case''' ସ୍ପେସ୍ 1 ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  ''' executes when dollar value equal to 1''' କ୍ଲୋଜ୍‍ କର୍ଲୀ ବ୍ରାକେଟ୍  
 +
 
|-
 
|-
 
|  05:53
 
|  05:53
 
| ଏଣ୍ଟର ଦାବନ୍ତୁ
 
| ଏଣ୍ଟର ଦାବନ୍ତୁ
 +
 
|-
 
|-
 
|05:55
 
|05:55
 
|'''case''' ସ୍ପେସ୍ ସିଙ୍ଗଲ୍ କୋଟ୍ '''a''' ସିଙ୍ଗଲ୍ କୋଟ୍ ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  ''' executes when dollar value equal to'''  ସିଙ୍ଗଲ୍ କୋଟ୍ '''a''' ସିଙ୍ଗଲ୍ କୋଟ୍ କ୍ଲୋଜ୍‍ କର୍ଲୀ ବ୍ରାକେଟ୍  
 
|'''case''' ସ୍ପେସ୍ ସିଙ୍ଗଲ୍ କୋଟ୍ '''a''' ସିଙ୍ଗଲ୍ କୋଟ୍ ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  ''' executes when dollar value equal to'''  ସିଙ୍ଗଲ୍ କୋଟ୍ '''a''' ସିଙ୍ଗଲ୍ କୋଟ୍ କ୍ଲୋଜ୍‍ କର୍ଲୀ ବ୍ରାକେଟ୍  
 +
 
|-
 
|-
 
| 06:09
 
| 06:09
| ଏଣ୍ଟର ଦାବନ୍ତୁ
+
| ଏଣ୍ଟର ଦାବନ୍ତୁ,'''else''' ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  '''executes when dollar value does not match any of the cases'''
|-
+
 
| 06:10
+
|'''else''' ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  '''executes when dollar value does not match any of the cases'''
+
 
|-
 
|-
 
|06:18
 
|06:18
| କ୍ଲୋଜ୍‍ କର୍ଲୀ ବ୍ରାକେଟ୍  
+
| କ୍ଲୋଜ୍‍ କର୍ଲୀ ବ୍ରାକେଟ୍,ଏଣ୍ଟର ଦାବନ୍ତୁ
|-
+
 
|06:19
+
| ଏଣ୍ଟର ଦାବନ୍ତୁ
+
 
|-
 
|-
 
| 06:20
 
| 06:20
 
|  କ୍ଲୋଜ୍‍ କର୍ଲୀ ବ୍ରାକେଟ୍  
 
|  କ୍ଲୋଜ୍‍ କର୍ଲୀ ବ୍ରାକେଟ୍  
 +
 
|-
 
|-
 
|  06:22
 
|  06:22
 
| ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଚାଲନ୍ତୁ '''switch'''କୁ ବୁଝିବା
 
| ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଚାଲନ୍ତୁ '''switch'''କୁ ବୁଝିବା
 +
 
|-
 
|-
 
|  06:26
 
|  06:26
 
|  ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
 
|  ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
 +
 
|-
 
|-
 
|06:29
 
|06:29
 
| ''' gedit sampleSwitch dot pl space ampersand'''  
 
| ''' gedit sampleSwitch dot pl space ampersand'''  
 +
 
|-
 
|-
 
|06:36
 
|06:36
 
| ଓ ଏଣ୍ଟର ଦାବନ୍ତୁ
 
| ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|06:38
 
|06:38
 
| ଏବେ, ସ୍କ୍ରିନ୍ ରେ ପ୍ରଦର୍ଶିତ ନମୁନା ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
 
| ଏବେ, ସ୍କ୍ରିନ୍ ରେ ପ୍ରଦର୍ଶିତ ନମୁନା ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
 +
 
|-
 
|-
 
| 06:43
 
| 06:43
 
|  '''switch''' ଷ୍ଟେଟମେଣ୍ଟ କେମିତି କାମକରେ, ଚାଲନ୍ତୁ ବୁଝିବା
 
|  '''switch''' ଷ୍ଟେଟମେଣ୍ଟ କେମିତି କାମକରେ, ଚାଲନ୍ତୁ ବୁଝିବା
 +
 
|-
 
|-
 
|06:46
 
|06:46
 
| '''use Switch''' ଷ୍ଟେଟମେଣ୍ଟ '''Switch''' ମଡ୍ୟୁଲ୍ କୁ '''Perl''' କୋଡ୍ ଭିତରେ ମିଶାଏ
 
| '''use Switch''' ଷ୍ଟେଟମେଣ୍ଟ '''Switch''' ମଡ୍ୟୁଲ୍ କୁ '''Perl''' କୋଡ୍ ଭିତରେ ମିଶାଏ
 +
 
|-
 
|-
 
|06:54
 
|06:54
 
| ଧ୍ୟାନଦିଅନ୍ତୁ: ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ '''use keyword''' ବିଷୟରେ ସବିଶେଷ ଶିଖିବା
 
| ଧ୍ୟାନଦିଅନ୍ତୁ: ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ '''use keyword''' ବିଷୟରେ ସବିଶେଷ ଶିଖିବା
 +
 
|-
 
|-
 
|07:00
 
|07:00
 
| ଏବେ ଭିନ୍ନ କେସ୍ ଗୁଡ଼ିକୁ ଟେଷ୍ଟ କରିବା
 
| ଏବେ ଭିନ୍ନ କେସ୍ ଗୁଡ଼ିକୁ ଟେଷ୍ଟ କରିବା
 +
 
|-
 
|-
 
|07:03
 
|07:03
 
| ଆମେ '''$var''' ଭେରିଏବଲ୍ କୁ ''' 'Perl' ''' ଆସାଇନ୍‍ କରିଛେ
 
| ଆମେ '''$var''' ଭେରିଏବଲ୍ କୁ ''' 'Perl' ''' ଆସାଇନ୍‍ କରିଛେ
 +
 
|-
 
|-
 
|07:08
 
|07:08
 
| switch ଷ୍ଟେଟମେଣ୍ଟ ରେ '''$var''' ଭେରିଏବଲ୍ ର ଭାଲ୍ୟୁ ଚେକ୍ ହୋଇଛି
 
| switch ଷ୍ଟେଟମେଣ୍ଟ ରେ '''$var''' ଭେରିଏବଲ୍ ର ଭାଲ୍ୟୁ ଚେକ୍ ହୋଇଛି
 +
 
|-
 
|-
 
|07:14
 
|07:14
 
| ପ୍ରଥମ କେସ୍ ରେ ଏହା ''' 'Perl' ''' କେସ୍ ସହିତ ମ୍ୟାଚ୍‍ ହୋଇଥାଏ
 
| ପ୍ରଥମ କେସ୍ ରେ ଏହା ''' 'Perl' ''' କେସ୍ ସହିତ ମ୍ୟାଚ୍‍ ହୋଇଥାଏ
 +
 
|-
 
|-
 
|07:19
 
|07:19
 
| ତେଣୁ, ଏହି '''case''' ବିପକ୍ଷରେ ଲେଖାଥିବା କୋଡ୍ ଏକଜେକ୍ୟୁଟ୍ ହେବ
 
| ତେଣୁ, ଏହି '''case''' ବିପକ୍ଷରେ ଲେଖାଥିବା କୋଡ୍ ଏକଜେକ୍ୟୁଟ୍ ହେବ
 +
 
|-
 
|-
 
|07:24
 
|07:24
 
| ଫାଇଲ୍ ଟିକୁ ସେଭ୍ କରିବା ପାଇଁ ''' ctrl+s''' ଦାବନ୍ତୁ
 
| ଫାଇଲ୍ ଟିକୁ ସେଭ୍ କରିବା ପାଇଁ ''' ctrl+s''' ଦାବନ୍ତୁ
 +
 
|-
 
|-
 
|07:27
 
|07:27
 
| ଏବେ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
 
| ଏବେ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
 +
 
|-
 
|-
 
|07:31
 
|07:31
 
| '''perl sampleSwitch.pl'''
 
| '''perl sampleSwitch.pl'''
 +
 
|-
 
|-
 
|07:36
 
|07:36
 
| ଏଣ୍ଟର ଦାବନ୍ତୁ
 
| ଏଣ୍ଟର ଦାବନ୍ତୁ
 +
 
|-
 
|-
 
|07:38
 
|07:38
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 +
 
|-
 
|-
 
|07:41
 
|07:41
 
|''' I am Perl '''
 
|''' I am Perl '''
 +
 
|-
 
|-
 
|07:43
 
|07:43
 
| '''gedit'''ରେ '''sampleSwitch.pl''' ଫାଇଲ୍ କୁ ଫେରିଆସନ୍ତୁ
 
| '''gedit'''ରେ '''sampleSwitch.pl''' ଫାଇଲ୍ କୁ ଫେରିଆସନ୍ତୁ
 +
 
|-
 
|-
 
|07:48
 
|07:48
 
| ଏବେ, '''$var''' ଭେରିଏବଲ୍ କୁ ''' 'Linux' ''' ଆସାଇନ୍‍ କରିବା
 
| ଏବେ, '''$var''' ଭେରିଏବଲ୍ କୁ ''' 'Linux' ''' ଆସାଇନ୍‍ କରିବା
 +
 
|-
 
|-
 
|07:52
 
|07:52
 
| ଫାଇଲ୍ ସେଭ୍ କରିବା ପାଇଁ ''' ctrl+s''' ଦାବନ୍ତୁ
 
| ଫାଇଲ୍ ସେଭ୍ କରିବା ପାଇଁ ''' ctrl+s''' ଦାବନ୍ତୁ
 +
 
|-
 
|-
 
|07:57
 
|07:57
 
| ପୁଣିଥରେ '''$var''' ଭେରିଏବଲ୍ ର ଭାଲ୍ୟୁ switch ରେ ଚେକ୍ ହେବ
 
| ପୁଣିଥରେ '''$var''' ଭେରିଏବଲ୍ ର ଭାଲ୍ୟୁ switch ରେ ଚେକ୍ ହେବ
 +
 
|-
 
|-
 
|08:03
 
|08:03
 
| ଏହା ''' 'Linux' ''' କେସ୍ ସହ ମ୍ୟାଚ୍‍ ହୋଇଥାଏ
 
| ଏହା ''' 'Linux' ''' କେସ୍ ସହ ମ୍ୟାଚ୍‍ ହୋଇଥାଏ
 +
 
|-
 
|-
 
|08:05
 
|08:05
 
| ତେଣୁ, ଏହି କେସ୍ ପାଇଁ ଲେଖାଥିବା କୋଡ୍ ଏକଜେକ୍ୟୁଟ୍ ହେବ
 
| ତେଣୁ, ଏହି କେସ୍ ପାଇଁ ଲେଖାଥିବା କୋଡ୍ ଏକଜେକ୍ୟୁଟ୍ ହେବ
 +
 
|-
 
|-
 
|08:10
 
|08:10
 
| ଏବେ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
 
| ଏବେ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
 +
 
|-
 
|-
 
|08:15
 
|08:15
 
| '''perl sampleSwitch.pl'''
 
| '''perl sampleSwitch.pl'''
 +
 
|-
 
|-
 
|08:19
 
|08:19
 
| ଏଣ୍ଟର ଦାବନ୍ତୁ
 
| ଏଣ୍ଟର ଦାବନ୍ତୁ
 +
 
|-
 
|-
 
|08:21
 
|08:21
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 +
 
|-
 
|-
 
|08:24
 
|08:24
 
|''' I am Linux'''
 
|''' I am Linux'''
 +
 
|-
 
|-
 
|08:26
 
|08:26
 
| '''gedit'''ରେ '''sampleSwitch.pl''' ଫାଇଲ୍ କୁ ଫେରିଆସନ୍ତୁ
 
| '''gedit'''ରେ '''sampleSwitch.pl''' ଫାଇଲ୍ କୁ ଫେରିଆସନ୍ତୁ
 +
 
|-
 
|-
 
|08:30
 
|08:30
 
| ସେହିପରି, ଯଦି ''' $var''' ଭେରିଏବଲ୍ ର ''' 'Java' ''' ଭାଲ୍ୟୁ ଥିବ, ତେବେ ଦ୍ୱିତୀୟ କେସ୍ ଚେକ୍ ହେବ
 
| ସେହିପରି, ଯଦି ''' $var''' ଭେରିଏବଲ୍ ର ''' 'Java' ''' ଭାଲ୍ୟୁ ଥିବ, ତେବେ ଦ୍ୱିତୀୟ କେସ୍ ଚେକ୍ ହେବ
 +
 
|-
 
|-
 
|08:38
 
|08:38
 
| ଏବେ, '''$var''' ଭେରିଏବଲ୍ କୁ ''' 'English' ''' ଆସାଇନ୍ କରିବା
 
| ଏବେ, '''$var''' ଭେରିଏବଲ୍ କୁ ''' 'English' ''' ଆସାଇନ୍ କରିବା
 +
 
|-
 
|-
 
|08:42
 
|08:42
 
| ପୁଣିଥରେ '''$var''' ଭେରିଏବଲ୍ ର ଭାଲ୍ୟୁ switchରେ ଚେକ୍ ହେବ
 
| ପୁଣିଥରେ '''$var''' ଭେରିଏବଲ୍ ର ଭାଲ୍ୟୁ switchରେ ଚେକ୍ ହେବ
 +
 
|-
 
|-
 
|08:47
 
|08:47
 
| ଏହା କୌଣସି '''case''' ଷ୍ଟେଟମେଣ୍ଟ ସହ ମ୍ୟାଚ୍‍ କରୁନାହିଁ
 
| ଏହା କୌଣସି '''case''' ଷ୍ଟେଟମେଣ୍ଟ ସହ ମ୍ୟାଚ୍‍ କରୁନାହିଁ
 +
 
|-
 
|-
 
|08:50
 
|08:50
 
| ତେଣୁ '''else''' ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ
 
| ତେଣୁ '''else''' ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ
 +
 
|-
 
|-
 
|08:54
 
|08:54
 
| ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
 
| ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
 +
 
|-
 
|-
 
|09:00
 
|09:00
 
|''' perl sampleSwitch.pl'''
 
|''' perl sampleSwitch.pl'''
 +
 
|-
 
|-
 
|09:07
 
|09:07
 
| ଓ ଏଣ୍ଟର ଦାବନ୍ତୁ
 
| ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|09:09
 
|09:09
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 +
 
|-
 
|-
 
|09:12
 
|09:12
 
|'''I am not a computer language'''
 
|'''I am not a computer language'''
 +
 
|-
 
|-
 
|09:17
 
|09:17
 
| ତିନୋଟିଯାକ ମାମଲା ସୂଚାଏ ଯେ:
 
| ତିନୋଟିଯାକ ମାମଲା ସୂଚାଏ ଯେ:
 +
 
|-
 
|-
 
|09:20
 
|09:20
 
| ଏକ୍ସପ୍ରେସନ୍ ର ଭାଲ୍ୟୁ ଏକଜେକ୍ୟୁଟ୍ ହେବାକୁ ଥିବା '''case'''  ସ୍ଥିର କରେ
 
| ଏକ୍ସପ୍ରେସନ୍ ର ଭାଲ୍ୟୁ ଏକଜେକ୍ୟୁଟ୍ ହେବାକୁ ଥିବା '''case'''  ସ୍ଥିର କରେ
 +
 
|-
 
|-
 
|09:25
 
|09:25
 
| କେବଳ ବୈଧ '''case''' ଏକଜେକ୍ୟୁଟ୍ ହେବ ଓ
 
| କେବଳ ବୈଧ '''case''' ଏକଜେକ୍ୟୁଟ୍ ହେବ ଓ
 +
 
|-
 
|-
 
|09:28
 
|09:28
 
| ଯେତେବେଳେ କୌଣସି ବୈଧ '''case''' ନଥିବ, ତେବେ default '''else''' case ଏକଜେକ୍ୟୁଟ୍ ହେବ
 
| ଯେତେବେଳେ କୌଣସି ବୈଧ '''case''' ନଥିବ, ତେବେ default '''else''' case ଏକଜେକ୍ୟୁଟ୍ ହେବ
 +
 
|-
 
|-
 
|09:35
 
|09:35
 
| '''else case''' ଲେଖିବା ବାଧ୍ୟତାମୂଳକ ନୁହେଁ
 
| '''else case''' ଲେଖିବା ବାଧ୍ୟତାମୂଳକ ନୁହେଁ
 +
 
|-
 
|-
 
|09:39
 
|09:39
 
| ଏହି ରୂପରେଖରେ,
 
| ଏହି ରୂପରେଖରେ,
 +
 
|-
 
|-
 
|09:41
 
|09:41
 
| ଯଦି କୌଣସି '''କେସ୍''' ମ୍ୟାଚ୍ ନକରେ
 
| ଯଦି କୌଣସି '''କେସ୍''' ମ୍ୟାଚ୍ ନକରେ
 +
 
|-
 
|-
 
|09:44
 
|09:44
 
| ତେବେ ''' switch''' ଷ୍ଟେଟମେଣ୍ଟରୁ କୌଣସି ଆଉଟପୁଟ୍ ଆସିବ ନାହିଁ
 
| ତେବେ ''' switch''' ଷ୍ଟେଟମେଣ୍ଟରୁ କୌଣସି ଆଉଟପୁଟ୍ ଆସିବ ନାହିଁ
 +
 
|-
 
|-
 
|09:48
 
|09:48
 
| ଅନ୍ୟ ଆସାଇନମେଣ୍ଟ ଭାବେ -
 
| ଅନ୍ୟ ଆସାଇନମେଣ୍ଟ ଭାବେ -
 +
 
|-
 
|-
 
|09:50
 
|09:50
 
| '''switch''' ଷ୍ଟେଟମେଣ୍ଟ ବ୍ୟବହାର କରି  
 
| '''switch''' ଷ୍ଟେଟମେଣ୍ଟ ବ୍ୟବହାର କରି  
 +
 
|-
 
|-
 
|09:53
 
|09:53
 
| ଏହି ଟ୍ୟୁଟୋରିଆଲ୍ ରେ ଦିଆଯାଇଥିବା ପୂର୍ବ ଆସାଇନମେଣ୍ଟକୁ ପୁଣି ଲେଖନ୍ତୁ
 
| ଏହି ଟ୍ୟୁଟୋରିଆଲ୍ ରେ ଦିଆଯାଇଥିବା ପୂର୍ବ ଆସାଇନମେଣ୍ଟକୁ ପୁଣି ଲେଖନ୍ତୁ
 +
 
|-
 
|-
 
|09:57
 
|09:57
 
| ସଂକ୍ଷିପ୍ତରେ
 
| ସଂକ୍ଷିପ୍ତରେ
 +
 
|-
 
|-
 
|09:59
 
|09:59
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
 +
 
|-
 
|-
 
|10:01
 
|10:01
 
| ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି  
 
| ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି  
 +
 
|-
 
|-
 
|10:04
 
|10:04
| ପର୍ଲରେ ''' if-elsif-else''' ଷ୍ଟେଟମେଣ୍ଟ ଓ  
+
| ପର୍ଲରେ ''' if-elsif-else''' ଷ୍ଟେଟମେଣ୍ଟ ଓ ,'''switch''' ଷ୍ଟେଟମେଣ୍ଟ
|-
+
 
|10:05
+
| '''switch''' ଷ୍ଟେଟମେଣ୍ଟ
+
 
|-
 
|-
 
|10:08
 
|10:08
 
| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
|10:12
 
|10:12
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|10:15
 
|10:15
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
|-
 
|-
 
| 10:20
 
| 10:20
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|10:25
 
|10:25
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
|10:30
 
|10:30
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
 +
 
|-
 
|-
 
| 10:36
 
| 10:36
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|10:40
 
|10:40
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
|10:47
 
|10:47
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
 
| 10:58
 
| 10:58
 
|  ଆଶା କରୁଛି, ଆପଣ ଏହି '''Perl''' ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
 
|  ଆଶା କରୁଛି, ଆପଣ ଏହି '''Perl''' ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
 +
 
|-
 
|-
 
|11:00
 
|11:00
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
 +
 
|-
 
|-
 
|11:03
 
|11:03
 
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|}
 
|}

Latest revision as of 18:03, 10 April 2017

Time Narration
00:00 ପର୍ଲରେ if-elsif-elseswitch କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା-
00:10 Perlରେ if-elsif-else ଷ୍ଟେଟମେଣ୍ଟ ଓ switch ଷ୍ଟେଟମେଣ୍ଟ
00:15 ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି
00:22 ମୁଁ gedit Text Editor ମଧ୍ୟ ବ୍ୟବହାର କରିବି
00:25 ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
00:29 Perlରେ VariablesComments ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
00:34 for, foreach, whiledo-while loops ଓ
00:38 if if-else ଷ୍ଟେଟମେଣ୍ଟ ଉପରେ ଧାରଣା ଥିଲେ ଆହୁରି ଭଲ
00:43 ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା ସେହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:48 Perlରେ If-elsif-else ଷ୍ଟେଟମେଣ୍ଟ ବ୍ୟବହାର କରାଯାଇପାରିବ
00:52 ମଲ୍ଟିପଲ୍ କଣ୍ଡିସନ୍ ଟେଷ୍ଟ ପାଇଁ ଓ
00:54 ସମସ୍ତ କଣ୍ଡିସନ୍ ଫେଲ୍ ହୋଇଗଲେ ଏହା default else block ଏକଜେକ୍ୟୁଟ୍ କରିବ
00:59 if-elsif-else ଷ୍ଟେଟମେଣ୍ଟର ସିଣ୍ଟାକ୍ସ ହେଉଛି
01:04 if space ଓପନ୍ ବ୍ରାକେଟ୍ condition କ୍ଲୋଜ୍ ବ୍ରାକେଟ୍ ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍, ଏଣ୍ଟର ଦାବନ୍ତୁ
01:13 ଯେତେବେଳେ କଣ୍ଡିଶନ୍ ଟ୍ରୁ ହୋଇଥିବ, ଏକଜେକ୍ୟୁଟ୍ ହେବାକୁ ଥିବା କୋଡ୍ ର ଭାଗ
01:18 ଏଣ୍ଟର ଦାବନ୍ତୁ
01:20 କ୍ଲୋଜ୍‍ କର୍ଲୀ ବ୍ରାକେଟ୍ ସ୍ପେସ୍ elsif ସ୍ପେସ୍ ଓପନ୍‍ ବ୍ରାକେଟ୍ condition କ୍ଲୋଜ୍‍ ବ୍ରାକେଟ୍ ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍
01:30 ଏଣ୍ଟର ଦାବନ୍ତୁ,elsif condition ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା
01:33 ଆଉଏକ କୋଡ୍ ର ଭାଗ ସେମିକଲୋନ୍
01:37 ଏଣ୍ଟର ଦାବନ୍ତୁ
01:39 କ୍ଲୋଜ୍‍ କର୍ଲୀ ବ୍ରାକେଟ୍ ସ୍ପେସ୍ else ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍
01:44 ଏଣ୍ଟର ଦାବନ୍ତୁ,ଉପରୋକ୍ତ କଣ୍ଡିଶନ୍ସ ଫଲ୍ସ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା କୋଡ୍, ସେମିକଲନ୍
01:51 ଏଣ୍ଟର ଦାବନ୍ତୁ,କ୍ଲୋଜ୍‍ କର୍ଲୀ ବ୍ରାକେଟ୍
01:55 ପ୍ରଥମେ if କଣ୍ଡିସନ୍ ଚେକ୍ ଓ ଏକଜେକ୍ୟୁଟ୍ ହେବ, ଯଦି କଣ୍ଡିସନ୍ ଟ୍ରୁ ହୋଇଥିବ
02:01 ଯଦି ନୁହେଁ, ତେବେ else if କଣ୍ଡିସନ୍ ଚେକ୍ ଓ ଏକଜେକ୍ୟୁଟ୍ ହେବ ଯଦି ଏହା ଟ୍ରୁ ହୋଇଥିବ
02:06 ନହେଲେ, else ବ୍ଲକ୍ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
02:11 ଏବେ, if-elsif-else ଷ୍ଟେଟମେଣ୍ଟର ଏକ ଉଦାହରଣ ଦେଖିବା
02:16 ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
02:19 gedit conditionalBlocks dot pl space ampersand
02:26 ଓ ଏଣ୍ଟର ଦାବନ୍ତୁ
02:28 ଏହା geditରେ conditionalBlocks.pl ଫାଇଲ୍କୁ ଖୋଲିବ
02:33 ସ୍କ୍ରିନ୍ ଉପରେ ପ୍ରଦର୍ଶିତ ହୋଇଥିବା କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
02:38 ଆମେ ଭେରିଏବଲ୍ ଲାଙ୍ଗୁଏଜ୍ କୁ 'Perl' ଭାଲ୍ୟୁ ଆସାଇନ୍‍ କରିଛେ
02:44 ଧ୍ୟାନଦିଅନ୍ତୁ, eq ହେଉଛି string comparison ଅପରେଟର୍
02:49 ଓ ତାହାପରେ ଆମେ ଯାଞ୍ଚ କରିବାକୁ ଚାହୁଁଥିବା ବିଭିନ୍ନ କଣ୍ଡିସନ୍ ଆମ ପାଖରେ ଅଛି
02:55 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
02:58 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ସିଧାସଳଖ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ
03:02 perl conditionalBlocks dot pl ଟାଇପ୍ କରନ୍ତୁ
03:09 ଧ୍ୟାନଦିଅନ୍ତୁ: ମୁଁ କମ୍ପାଇଲେସନ୍ ଷ୍ଟେପ୍ ସ୍କିପ୍ କରିଯାଉଛି. ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଏହି ସୋପାନ ବାଧ୍ୟତାମୂଳକ ନୁହେଁ
03:16 ଯଦି ସେଥିରେ କୌଣସି କମ୍ପାଇଲେସନ୍ ଏରର୍ ଥିବ,
03:18 ଏକଜେକ୍ୟୁସନ୍ ତାହାକୁ ବାହାର କରିବ ଓ ସ୍କ୍ରିପ୍ଟର ଏକଜେକ୍ୟୁସନ୍ ବନ୍ଦ କରିଦେବ
03:23 ଏବେ ଏଣ୍ଟର ଦାବନ୍ତୁ
03:25 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ-
03:27 Hi, I am Perl
03:29 ଏବେ, ପରବର୍ତ୍ତୀ ମାମଲା ଦେଖିବା
03:31 geditକୁ ଫେରିଆସନ୍ତୁ
03:33 ଭେରିଏବଲ୍ ଲାଙ୍ଗୁଏଜ୍ କୁ 'Java' ଆସାଇନ୍‍ କରନ୍ତୁ
03:37 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
03:40 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ
03:43 perl conditionalBlocks dot pl ଟାଇପ୍ କରନ୍ତୁ
03:50 ଓ ଏଣ୍ଟର ଦାବନ୍ତୁ
03:53 ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ: Hi, I am Java
03:59 ପୁଣିଥରେ geditକୁ ଫେରିଯିବା
04:03 ଏବେ, language ଭେରିଏବଲ୍ କୁ 'English' ଆସାଇନ୍ କରିବା
04:07 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
04:09 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଫାଇଲ୍ ଏକଜେକ୍ୟୁଟ୍ କରନ୍ତୁ
04:13 perl conditionalBlocks dot pl ଟାଇପ୍ କରନ୍ତୁ
04:18 ଓ ଏଣ୍ଟର ଦାବନ୍ତୁ,ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ-
04:22 I am not a computer language
04:27 ତିନୋଟିଯାକ ମାମଲା ସୂଚାଉଛି ଯେ;
04:29 କେବଳ କଣ୍ଡିସନ୍ ସାଟିସଫାଏ କରୁଥିବା ଗୋଟିଏ if block ଏକଜେକ୍ୟୁଟ୍ ହେବ
04:35 ନହେଲେ ଡିଫଲ୍ଟ else block ଏକଜେକ୍ୟୁଟ୍ ହେବ
04:39 ଆମେ ଆବଶ୍ୟକତା ଅନୁସାରେ ଏହିପରି multiple elsif କଣ୍ଡିସନ୍ ରଖିପାରିବା
04:46 ଆସାଇନ୍ମେଣ୍ଟ ଭାବେ -
04:48 ପ୍ରିଣ୍ଟ କରିବା ପାଇଁ ଏକ if-elsif-else ଷ୍ଟେଟମେଣ୍ଟ ଲେଖନ୍ତୁ
04:51 “I am a Science graduate” ଯଦି stream ହେଉଛି science
04:55 “I am a Commerce graduate” ଯଦି stream ହେଉଛି commerce
04:59 “I am an Arts graduate” ଯଦି stream science କିମ୍ବା commerce ହୋଇନଥିବ
05:06 ଏବେ switch ଷ୍ଟେଟମେଣ୍ଟ ବିଷୟରେ ଶିଖିବା
05:10 Perl 5.8 ପର୍ଯ୍ୟନ୍ତ କୌଣସି switch ଷ୍ଟେଟମେଣ୍ଟ ନଥିଲା
05:14 ଏହାପରେ Switch module ଇଣ୍ଟ୍ରୋଡ୍ୟୁସ୍‍ ହେଲା
05:18 ଯାହା switch ଷ୍ଟେଟମେଣ୍ଟର ବ୍ୟାବହାରିକତା ଯୋଗାଇଲା
05:22 ଧ୍ୟାନଦିଅନ୍ତୁ: ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ Perlରେ Modules କଭର୍‍ କରାଯିବ
05:27 switchର ସିଣ୍ଟାକ୍ସ ହେଉଛି:
05:30 use Switch semicolon
05:32 ଏଣ୍ଟର ଦାବନ୍ତୁ
05:34 switch ସ୍ପେସ୍ ଓପନ୍‍ ବ୍ରାକେଟ୍ dollar value କ୍ଲୋଜ୍‍ ବ୍ରାକେଟ୍ , ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍
05:42 ଏଣ୍ଟର ଦାବନ୍ତୁ
05:44 case ସ୍ପେସ୍ 1 ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍ executes when dollar value equal to 1 କ୍ଲୋଜ୍‍ କର୍ଲୀ ବ୍ରାକେଟ୍
05:53 ଏଣ୍ଟର ଦାବନ୍ତୁ
05:55 case ସ୍ପେସ୍ ସିଙ୍ଗଲ୍ କୋଟ୍ a ସିଙ୍ଗଲ୍ କୋଟ୍ ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍ executes when dollar value equal to ସିଙ୍ଗଲ୍ କୋଟ୍ a ସିଙ୍ଗଲ୍ କୋଟ୍ କ୍ଲୋଜ୍‍ କର୍ଲୀ ବ୍ରାକେଟ୍
06:09 ଏଣ୍ଟର ଦାବନ୍ତୁ,else ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍ executes when dollar value does not match any of the cases
06:18 କ୍ଲୋଜ୍‍ କର୍ଲୀ ବ୍ରାକେଟ୍,ଏଣ୍ଟର ଦାବନ୍ତୁ
06:20 କ୍ଲୋଜ୍‍ କର୍ଲୀ ବ୍ରାକେଟ୍
06:22 ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଚାଲନ୍ତୁ switchକୁ ବୁଝିବା
06:26 ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
06:29 gedit sampleSwitch dot pl space ampersand
06:36 ଓ ଏଣ୍ଟର ଦାବନ୍ତୁ
06:38 ଏବେ, ସ୍କ୍ରିନ୍ ରେ ପ୍ରଦର୍ଶିତ ନମୁନା ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
06:43 switch ଷ୍ଟେଟମେଣ୍ଟ କେମିତି କାମକରେ, ଚାଲନ୍ତୁ ବୁଝିବା
06:46 use Switch ଷ୍ଟେଟମେଣ୍ଟ Switch ମଡ୍ୟୁଲ୍ କୁ Perl କୋଡ୍ ଭିତରେ ମିଶାଏ
06:54 ଧ୍ୟାନଦିଅନ୍ତୁ: ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ use keyword ବିଷୟରେ ସବିଶେଷ ଶିଖିବା
07:00 ଏବେ ଭିନ୍ନ କେସ୍ ଗୁଡ଼ିକୁ ଟେଷ୍ଟ କରିବା
07:03 ଆମେ $var ଭେରିଏବଲ୍ କୁ 'Perl' ଆସାଇନ୍‍ କରିଛେ
07:08 switch ଷ୍ଟେଟମେଣ୍ଟ ରେ $var ଭେରିଏବଲ୍ ର ଭାଲ୍ୟୁ ଚେକ୍ ହୋଇଛି
07:14 ପ୍ରଥମ କେସ୍ ରେ ଏହା 'Perl' କେସ୍ ସହିତ ମ୍ୟାଚ୍‍ ହୋଇଥାଏ
07:19 ତେଣୁ, ଏହି case ବିପକ୍ଷରେ ଲେଖାଥିବା କୋଡ୍ ଏକଜେକ୍ୟୁଟ୍ ହେବ
07:24 ଫାଇଲ୍ ଟିକୁ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
07:27 ଏବେ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
07:31 perl sampleSwitch.pl
07:36 ଏଣ୍ଟର ଦାବନ୍ତୁ
07:38 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
07:41 I am Perl
07:43 geditରେ sampleSwitch.pl ଫାଇଲ୍ କୁ ଫେରିଆସନ୍ତୁ
07:48 ଏବେ, $var ଭେରିଏବଲ୍ କୁ 'Linux' ଆସାଇନ୍‍ କରିବା
07:52 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
07:57 ପୁଣିଥରେ $var ଭେରିଏବଲ୍ ର ଭାଲ୍ୟୁ switch ରେ ଚେକ୍ ହେବ
08:03 ଏହା 'Linux' କେସ୍ ସହ ମ୍ୟାଚ୍‍ ହୋଇଥାଏ
08:05 ତେଣୁ, ଏହି କେସ୍ ପାଇଁ ଲେଖାଥିବା କୋଡ୍ ଏକଜେକ୍ୟୁଟ୍ ହେବ
08:10 ଏବେ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
08:15 perl sampleSwitch.pl
08:19 ଏଣ୍ଟର ଦାବନ୍ତୁ
08:21 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
08:24 I am Linux
08:26 geditରେ sampleSwitch.pl ଫାଇଲ୍ କୁ ଫେରିଆସନ୍ତୁ
08:30 ସେହିପରି, ଯଦି $var ଭେରିଏବଲ୍ ର 'Java' ଭାଲ୍ୟୁ ଥିବ, ତେବେ ଦ୍ୱିତୀୟ କେସ୍ ଚେକ୍ ହେବ
08:38 ଏବେ, $var ଭେରିଏବଲ୍ କୁ 'English' ଆସାଇନ୍ କରିବା
08:42 ପୁଣିଥରେ $var ଭେରିଏବଲ୍ ର ଭାଲ୍ୟୁ switchରେ ଚେକ୍ ହେବ
08:47 ଏହା କୌଣସି case ଷ୍ଟେଟମେଣ୍ଟ ସହ ମ୍ୟାଚ୍‍ କରୁନାହିଁ
08:50 ତେଣୁ else ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ
08:54 ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ନିମ୍ନ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
09:00 perl sampleSwitch.pl
09:07 ଓ ଏଣ୍ଟର ଦାବନ୍ତୁ
09:09 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
09:12 I am not a computer language
09:17 ତିନୋଟିଯାକ ମାମଲା ସୂଚାଏ ଯେ:
09:20 ଏକ୍ସପ୍ରେସନ୍ ର ଭାଲ୍ୟୁ ଏକଜେକ୍ୟୁଟ୍ ହେବାକୁ ଥିବା case ସ୍ଥିର କରେ
09:25 କେବଳ ବୈଧ case ଏକଜେକ୍ୟୁଟ୍ ହେବ ଓ
09:28 ଯେତେବେଳେ କୌଣସି ବୈଧ case ନଥିବ, ତେବେ default else case ଏକଜେକ୍ୟୁଟ୍ ହେବ
09:35 else case ଲେଖିବା ବାଧ୍ୟତାମୂଳକ ନୁହେଁ
09:39 ଏହି ରୂପରେଖରେ,
09:41 ଯଦି କୌଣସି କେସ୍ ମ୍ୟାଚ୍ ନକରେ
09:44 ତେବେ switch ଷ୍ଟେଟମେଣ୍ଟରୁ କୌଣସି ଆଉଟପୁଟ୍ ଆସିବ ନାହିଁ
09:48 ଅନ୍ୟ ଆସାଇନମେଣ୍ଟ ଭାବେ -
09:50 switch ଷ୍ଟେଟମେଣ୍ଟ ବ୍ୟବହାର କରି
09:53 ଏହି ଟ୍ୟୁଟୋରିଆଲ୍ ରେ ଦିଆଯାଇଥିବା ପୂର୍ବ ଆସାଇନମେଣ୍ଟକୁ ପୁଣି ଲେଖନ୍ତୁ
09:57 ସଂକ୍ଷିପ୍ତରେ
09:59 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
10:01 ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି
10:04 ପର୍ଲରେ if-elsif-else ଷ୍ଟେଟମେଣ୍ଟ ଓ ,switch ଷ୍ଟେଟମେଣ୍ଟ
10:08 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
10:12 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:15 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
10:20 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:25 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:30 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
10:36 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:40 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:47 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
10:58 ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
11:00 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
11:03 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep