Difference between revisions of "PERL/C2/Conditional-statements/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | '''Time''' | '''Narration''' |- | 00:01 | ପର୍ଲରେ if ଓ if-else କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଉପରେ ସ୍...")
 
 
Line 6: Line 6:
 
| 00:01
 
| 00:01
 
| ପର୍ଲରେ if ଓ if-else କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| ପର୍ଲରେ if ଓ if-else କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
| 00:07
 
| 00:07
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା;
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା;
 +
 
|-
 
|-
 
|00:09
 
|00:09
 
|ପର୍ଲରେ '''if''' ଷ୍ଟେଟମେଣ୍ଟ ଓ
 
|ପର୍ଲରେ '''if''' ଷ୍ଟେଟମେଣ୍ଟ ଓ
 +
 
|-
 
|-
 
|00:11
 
|00:11
|'''if-else''' ଷ୍ଟେଟମେଣ୍ଟ
+
|'''if-else''' ଷ୍ଟେଟମେଣ୍ଟ, ମୁଁ '''Ubuntu Linux12.04''' ଅପରେଟିଙ୍ଗ ସିଷ୍ଟମ୍ ଓ '''Perl 5.14.2''' ବ୍ୟବହାର କରୁଛି
|-
+
 
|00:12
+
| ମୁଁ '''Ubuntu Linux12.04''' ଅପରେଟିଙ୍ଗ ସିଷ୍ଟମ୍ ଓ '''Perl 5.14.2''' ବ୍ୟବହାର କରୁଛି
+
 
|-
 
|-
 
|00:20
 
|00:20
 
| ମୁଁ '''gedit Text Editor''' ମଧ୍ୟ ବ୍ୟବହାର କରିବି
 
| ମୁଁ '''gedit Text Editor''' ମଧ୍ୟ ବ୍ୟବହାର କରିବି
 +
 
|-
 
|-
 
|00:24
 
|00:24
 
| ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
 
| ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
 +
 
|-
 
|-
 
| 00:28
 
| 00:28
 
| '''Perl'''ରେ '''Variables''' ଓ '''Comments''' ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
 
| '''Perl'''ରେ '''Variables''' ଓ '''Comments''' ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
 +
 
|-
 
|-
 
|00:33
 
|00:33
 
| '''Perl'''ରେ '''for''', '''foreach''', '''while''' ଓ '''do-while''' loops ଉପରେ ଧାରଣା ଥିଲେ ଆହୁରି ଭଲ
 
| '''Perl'''ରେ '''for''', '''foreach''', '''while''' ଓ '''do-while''' loops ଉପରେ ଧାରଣା ଥିଲେ ଆହୁରି ଭଲ
 +
 
|-
 
|-
 
|00:40
 
|00:40
 
| ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 
| ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 +
 
|-
 
|-
 
| 00:45
 
| 00:45
 
| ପର୍ଲ ନିମ୍ନ କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଯୋଗାଇଥାଏ
 
| ପର୍ଲ ନିମ୍ନ କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଯୋଗାଇଥାଏ
 +
 
|-
 
|-
 
|00:49
 
|00:49
|'''if'''
+
|'''if''','''if-else '''
|-
+
 
|00:50
+
|'''if-else '''
+
 
|-
 
|-
 
|00:51
 
|00:51
 
|'''if-elsif-else''' ଓ
 
|'''if-elsif-else''' ଓ
 +
 
|-
 
|-
 
|00:53
 
|00:53
|'''switch'''
+
|'''switch''', ଏହି ଟ୍ୟୁଟୋରିଆଲ୍ ରେ ଆମେ '''if ''' ଓ '''If-else''' ଷ୍ଟେଟମେଣ୍ଟ କଭର୍‍ କରିବା
|-
+
 
|00:54
+
| ଏହି ଟ୍ୟୁଟୋରିଆଲ୍ ରେ ଆମେ '''if ''' ଓ '''If-else''' ଷ୍ଟେଟମେଣ୍ଟ କଭର୍‍ କରିବା
+
 
|-
 
|-
 
|00:59
 
|00:59
 
|'''Perl'''ରେ '''if''' ଷ୍ଟେଟମେଣ୍ଟ ବ୍ୟବହାର କରିହୁଏ
 
|'''Perl'''ରେ '''if''' ଷ୍ଟେଟମେଣ୍ଟ ବ୍ୟବହାର କରିହୁଏ
 +
 
|-
 
|-
 
| 01:01
 
| 01:01
 
| କେବଳ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ହୋଇଥିବା କଣ୍ଡିସନ୍ ସନ୍ତୁଷ୍ଟ ହେଲେ କୋଡ୍ ର ଭାଗ ଏକଜେକ୍ୟୁଟ୍ କରିବାକୁ
 
| କେବଳ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ହୋଇଥିବା କଣ୍ଡିସନ୍ ସନ୍ତୁଷ୍ଟ ହେଲେ କୋଡ୍ ର ଭାଗ ଏକଜେକ୍ୟୁଟ୍ କରିବାକୁ
 +
 
|-
 
|-
 
|01:07
 
|01:07
 
| '''if''' କଣ୍ଡିସନାଲ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସ ହେଉଛି
 
| '''if''' କଣ୍ଡିସନାଲ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସ ହେଉଛି
 +
 
|-
 
|-
 
|01:11
 
|01:11
 
|'''if ''' ସ୍ପେସ୍ ଓପନ୍ ବ୍ରାକେଟ୍ '''condition''' କ୍ଲୋଜ୍ ବ୍ରାକେଟ୍ ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍  
 
|'''if ''' ସ୍ପେସ୍ ଓପନ୍ ବ୍ରାକେଟ୍ '''condition''' କ୍ଲୋଜ୍ ବ୍ରାକେଟ୍ ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍  
 +
 
|-
 
|-
 
|01:19
 
|01:19
|ଏଣ୍ଟର ଦାବନ୍ତୁ
+
|ଏଣ୍ଟର ଦାବନ୍ତୁ, କଣ୍ଡିସନ୍ ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁ ଥିବା କୋଡ୍ ର ଭାଗ ସେମିକଲୋନ୍  
|-
+
 
|01:20
+
| କଣ୍ଡିସନ୍ ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁ ଥିବା କୋଡ୍ ର ଭାଗ ସେମିକଲୋନ୍  
+
 
|-
 
|-
 
|01:25
 
|01:25
 
| ଏଣ୍ଟର ଦାବନ୍ତୁ, କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
 
| ଏଣ୍ଟର ଦାବନ୍ତୁ, କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
 +
 
|-
 
|-
 
|01:29
 
|01:29
 
| କେବଳ କଣ୍ଡିସନ୍ ଟ୍ରୁ ହୋଇଥିଲେ '''if''' ଷ୍ଟେଟମେଣ୍ଟ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
 
| କେବଳ କଣ୍ଡିସନ୍ ଟ୍ରୁ ହୋଇଥିଲେ '''if''' ଷ୍ଟେଟମେଣ୍ଟ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
 +
 
|-
 
|-
 
|01:36
 
|01:36
 
| ଏବେ '''if''' ଷ୍ଟେଟମେଣ୍ଟର ଏକ ଉଦାହରଣ ଦେଖିବା
 
| ଏବେ '''if''' ଷ୍ଟେଟମେଣ୍ଟର ଏକ ଉଦାହରଣ ଦେଖିବା
 +
 
|-
 
|-
 
| 01:40
 
| 01:40
 
| ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
 
| ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
 +
 
|-
 
|-
 
|01:43
 
|01:43
 
|'''gedit conditionalBlocks dot pl ''' ସ୍ପେସ୍ '''&''' (ଆମ୍ପର୍ସେଣ୍ଡ)
 
|'''gedit conditionalBlocks dot pl ''' ସ୍ପେସ୍ '''&''' (ଆମ୍ପର୍ସେଣ୍ଡ)
 +
 
|-
 
|-
 
|01:49
 
|01:49
 
| ଓ ଏଣ୍ଟର ଦାବନ୍ତୁ
 
| ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|01:52
 
|01:52
 
| ଏହା geditରେ '''conditionalBlocks.pl''' ଫାଇଲ୍ ଖୋଲିବ
 
| ଏହା geditରେ '''conditionalBlocks.pl''' ଫାଇଲ୍ ଖୋଲିବ
 +
 
|-
 
|-
 
|01:57
 
|01:57
 
| ନିମ୍ନ କୋଡ୍ ର ଭାଗ ଟାଇପ୍ କରନ୍ତୁ, ଯେପରି ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଛି
 
| ନିମ୍ନ କୋଡ୍ ର ଭାଗ ଟାଇପ୍ କରନ୍ତୁ, ଯେପରି ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଛି
 +
 
|-
 
|-
 
|02:02
 
|02:02
 
| ଏଠାରେ ଆମେ '''if''' ପାଇଁ କଣ୍ଡିସନ୍ ନିର୍ଦ୍ଦିଷ୍ଟ କରିଛେ, ଯାହା count ଭେରିଏବଲ୍ ର ଭାଲ୍ୟୁ ଚେକ୍ କରେ
 
| ଏଠାରେ ଆମେ '''if''' ପାଇଁ କଣ୍ଡିସନ୍ ନିର୍ଦ୍ଦିଷ୍ଟ କରିଛେ, ଯାହା count ଭେରିଏବଲ୍ ର ଭାଲ୍ୟୁ ଚେକ୍ କରେ
 +
 
|-
 
|-
 
|02:09
 
|02:09
 
| ଏଠାରେ ଥିବା '''equal to equal to''' ଚିହ୍ନକୁ ଦେଖନ୍ତୁ. ଏହା ହେଉଛି '''comparison''' ଅପରେଟର୍
 
| ଏଠାରେ ଥିବା '''equal to equal to''' ଚିହ୍ନକୁ ଦେଖନ୍ତୁ. ଏହା ହେଉଛି '''comparison''' ଅପରେଟର୍
 +
 
|-
 
|-
 
|02:15
 
|02:15
 
| count ଭେରିଏବଲ୍ ର ଭାଲ୍ୟୁ ବିପକ୍ଷରେ '''$count equal to equal to 5 ''' କଣ୍ଡିସନ୍ ଯାଞ୍ଚ କରାଗଲା
 
| count ଭେରିଏବଲ୍ ର ଭାଲ୍ୟୁ ବିପକ୍ଷରେ '''$count equal to equal to 5 ''' କଣ୍ଡିସନ୍ ଯାଞ୍ଚ କରାଗଲା
 +
 
|-
 
|-
 
|02:23
 
|02:23
 
| ଏହା 5ସହ ସମାନ ହେଲେ '''if''' ବ୍ଲକ୍ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
 
| ଏହା 5ସହ ସମାନ ହେଲେ '''if''' ବ୍ଲକ୍ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
 +
 
|-
 
|-
 
| 02:28
 
| 02:28
 
| ଏବେ ଫାଇଲ୍ ସେଭ୍ କରିବା ପାଇଁ '''ctrl+s''' ଦାବନ୍ତୁ
 
| ଏବେ ଫାଇଲ୍ ସେଭ୍ କରିବା ପାଇଁ '''ctrl+s''' ଦାବନ୍ତୁ
 +
 
|-
 
|-
 
|02:32
 
|02:32
 
| ତାହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ
 
| ତାହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
|-
 
|-
 
|02:36
 
|02:36
 
| ନିଶ୍ଚିତ ହୁଅନ୍ତୁ ଯେ, ଆପଣ ସେହି ଡାଇରେକଟୋରୀ ଭିତରେ ଅଛନ୍ତି, ଯେଉଁଠାରେ ନିଜ ଫାଇଲ୍ ସେଭ୍ କରିଛନ୍ତି
 
| ନିଶ୍ଚିତ ହୁଅନ୍ତୁ ଯେ, ଆପଣ ସେହି ଡାଇରେକଟୋରୀ ଭିତରେ ଅଛନ୍ତି, ଯେଉଁଠାରେ ନିଜ ଫାଇଲ୍ ସେଭ୍ କରିଛନ୍ତି
 +
 
|-
 
|-
 
|02:41
 
|02:41
 
| କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ-
 
| କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ-
 +
 
|-
 
|-
 
|02:46
 
|02:46
 
|'''perl hyphen c conditionalBlocks dot pl'''
 
|'''perl hyphen c conditionalBlocks dot pl'''
 +
 
|-
 
|-
 
| 02:53
 
| 02:53
 
|  ଓ ଏଣ୍ଟର ଦାବନ୍ତୁ
 
|  ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|02:55
 
|02:55
 
| ନିମ୍ନ ଧାଡ଼ିଟି ଟର୍ମିନାଲ୍ ୱିଣ୍ଡୋରେ ପ୍ରଦର୍ଶିତ ହେବ
 
| ନିମ୍ନ ଧାଡ଼ିଟି ଟର୍ମିନାଲ୍ ୱିଣ୍ଡୋରେ ପ୍ରଦର୍ଶିତ ହେବ
 +
 
|-
 
|-
 
|  02:59
 
|  02:59
 
| '''conditionalBlocks.pl syntax OK '''
 
| '''conditionalBlocks.pl syntax OK '''
 +
 
|-
 
|-
 
|  03:04
 
|  03:04
 
| ଯେହେତୁ ସେଠାରେ କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ତେଣୁ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବାକୁ ଟାଇପ୍ କରନ୍ତୁ-
 
| ଯେହେତୁ ସେଠାରେ କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ତେଣୁ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବାକୁ ଟାଇପ୍ କରନ୍ତୁ-
 +
 
|-
 
|-
 
|03:10
 
|03:10
 
|'''perl conditionalBlocks dot pl'''
 
|'''perl conditionalBlocks dot pl'''
 +
 
|-
 
|-
 
| 03:14
 
| 03:14
 
| ଓ ଏଣ୍ଟର ଦାବନ୍ତୁ
 
| ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|03:16
 
|03:16
 
| ଟର୍ମିନାଲ୍ର ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 
| ଟର୍ମିନାଲ୍ର ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 +
 
|-
 
|-
 
| 03:19
 
| 03:19
 
| '''I am inside if statement'''
 
| '''I am inside if statement'''
 +
 
|-
 
|-
 
| 03:23
 
| 03:23
 
| gedit କୁ ଫେରିଆସନ୍ତୁ
 
| gedit କୁ ଫେରିଆସନ୍ତୁ
 +
 
|-
 
|-
 
|03:26
 
|03:26
 
| ବିକଳ୍ପ ଭାବେ ଆମେ ଉପରୋକ୍ତ ''' if''' ଷ୍ଟେଟମେଣ୍ଟକୁ ଏହିପରି ଲେଖିପାରିବା-
 
| ବିକଳ୍ପ ଭାବେ ଆମେ ଉପରୋକ୍ତ ''' if''' ଷ୍ଟେଟମେଣ୍ଟକୁ ଏହିପରି ଲେଖିପାରିବା-
 +
 
|-
 
|-
 
|03:31
 
|03:31
|'''print ''' ସ୍ପେସ୍ ଡବଲ୍ କୋଟ୍ '''I am inside if statement''' ସ୍ଲାସ୍ '''n''' ଡବଲ୍ କୋଟ୍ ବନ୍ଦ କରନ୍ତୁ ସ୍ପେସ୍ '''if''' ବ୍ରାକେଟ୍ ଖୋଲନ୍ତୁ '''dollar count space equal to equal to space 5''' ବ୍ରାକେଟ୍ ବନ୍ଦ କରନ୍ତୁ ସେମିକଲୋନ୍  
+
|'''print ''' ସ୍ପେସ୍ ଡବଲ୍ କୋଟ୍ '''I am inside if statement''' ସ୍ଲାସ୍ '''n''' ଡବଲ୍ କୋଟ୍ ବନ୍ଦ କରନ୍ତୁ ସ୍ପେସ୍ '''if''' ବ୍ରାକେଟ୍ ଖୋଲନ୍ତୁ '''dollar count space equal to equal to space 5''' ବ୍ରାକେଟ୍  
 +
ବନ୍ଦ କରନ୍ତୁ ସେମିକଲୋନ୍  
 +
 
 
|-
 
|-
 
|  03:57
 
|  03:57
 
| ଏବେ '''if-else''' ଷ୍ଟେଟମେଣ୍ଟ ଦେଖିବା
 
| ଏବେ '''if-else''' ଷ୍ଟେଟମେଣ୍ଟ ଦେଖିବା
 +
 
|-
 
|-
 
|04:01
 
|04:01
 
| ଏହି ଷ୍ଟେଟମେଣ୍ଟ ବ୍ୟବହାର କରାଯାଏ, ଯେତେବେଳେ ୟୁଜର୍ ଚାହିଁବେ
 
| ଏହି ଷ୍ଟେଟମେଣ୍ଟ ବ୍ୟବହାର କରାଯାଏ, ଯେତେବେଳେ ୟୁଜର୍ ଚାହିଁବେ
 +
 
|-
 
|-
 
|04:06
 
|04:06
 
| କଣ୍ଡିସନ୍ ଟ୍ରୁ ହୋଇଥିଲେ ଗୋଟିଏ କୋଡ୍ ର ଭାଗ ଏକଜେକ୍ୟୁଟ୍ କରିବାକୁ ଓ
 
| କଣ୍ଡିସନ୍ ଟ୍ରୁ ହୋଇଥିଲେ ଗୋଟିଏ କୋଡ୍ ର ଭାଗ ଏକଜେକ୍ୟୁଟ୍ କରିବାକୁ ଓ
 +
 
|-
 
|-
 
|  04:09
 
|  04:09
 
| କଣ୍ଡିସନ୍ ଫଲ୍ସ ହୋଇଥିଲେ ଅନ୍ୟ କୋଡ୍ ର ଭାଗ ଏକଜେକ୍ୟୁଟ୍ କରିବାକୁ
 
| କଣ୍ଡିସନ୍ ଫଲ୍ସ ହୋଇଥିଲେ ଅନ୍ୟ କୋଡ୍ ର ଭାଗ ଏକଜେକ୍ୟୁଟ୍ କରିବାକୁ
 +
 
|-
 
|-
 
|  04:13
 
|  04:13
 
| '''if-else''' କଣ୍ଡିସନ୍ ପାଇଁ ସିଣ୍ଟାକ୍ସ ହେଉଛି -
 
| '''if-else''' କଣ୍ଡିସନ୍ ପାଇଁ ସିଣ୍ଟାକ୍ସ ହେଉଛି -
 +
 
|-
 
|-
 
|  04:17
 
|  04:17
 
| '''if ''' ସ୍ପେସ୍ ଓପନ୍ ବ୍ରାକେଟ୍ '''condition''' କ୍ଲୋଜ୍ ବ୍ରାକେଟ୍ ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍, ଏଣ୍ଟର ଦାବନ୍ତୁ
 
| '''if ''' ସ୍ପେସ୍ ଓପନ୍ ବ୍ରାକେଟ୍ '''condition''' କ୍ଲୋଜ୍ ବ୍ରାକେଟ୍ ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍, ଏଣ୍ଟର ଦାବନ୍ତୁ
 +
 
|-
 
|-
 
| 04:27
 
| 04:27
 
| '''if''' କଣ୍ଡିସନ୍ ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା
 
| '''if''' କଣ୍ଡିସନ୍ ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା
 +
 
|-
 
|-
 
| 04:29
 
| 04:29
 
|  କୋଡ୍ ର ଭାଗ ସେମିକଲୋନ୍
 
|  କୋଡ୍ ର ଭାଗ ସେମିକଲୋନ୍
 +
 
|-
 
|-
 
|04:32
 
|04:32
 
| ଏଣ୍ଟର ଦାବନ୍ତୁ
 
| ଏଣ୍ଟର ଦାବନ୍ତୁ
 +
 
|-
 
|-
 
|04:34
 
|04:34
 
| କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ ସ୍ପେସ୍ '''else''' ସ୍ପେସ୍ କର୍ଲୀ ବ୍ରାକେଟ୍ ଖୋଲନ୍ତୁ, ଏଣ୍ଟର ଦାବନ୍ତୁ
 
| କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ ସ୍ପେସ୍ '''else''' ସ୍ପେସ୍ କର୍ଲୀ ବ୍ରାକେଟ୍ ଖୋଲନ୍ତୁ, ଏଣ୍ଟର ଦାବନ୍ତୁ
 +
 
|-
 
|-
 
|04:41
 
|04:41
 
| '''if''' କଣ୍ଡିସନ୍ ଫଲ୍ସ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା
 
| '''if''' କଣ୍ଡିସନ୍ ଫଲ୍ସ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା
 +
 
|-
 
|-
 
|04:43
 
|04:43
 
| ଆଉଏକ କୋଡ୍ ର ଭାଗ ସେମିକଲୋନ୍
 
| ଆଉଏକ କୋଡ୍ ର ଭାଗ ସେମିକଲୋନ୍
 +
 
|-
 
|-
 
|04:47
 
|04:47
 
| ଏଣ୍ଟର ଦବାଇ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
 
| ଏଣ୍ଟର ଦବାଇ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
 +
 
|-
 
|-
 
|04:51
 
|04:51
 
| ଏବେ ପୁଣିଥରେ '''conditionalBlocks.pl''' ଫାଇଲ୍କୁ ଆସନ୍ତୁ, ଯାହାକୁ ଆମେ gedit ରେ ତିଆରି କରିଛେ
 
| ଏବେ ପୁଣିଥରେ '''conditionalBlocks.pl''' ଫାଇଲ୍କୁ ଆସନ୍ତୁ, ଯାହାକୁ ଆମେ gedit ରେ ତିଆରି କରିଛେ
 +
 
|-
 
|-
 
| 04:58
 
| 04:58
 
|  count ଭେରିଏବଲ୍କୁ 4 ଆସାଇନ୍‍ କରନ୍ତୁ ତାହାପରେ if block ଶେଷରେ ଟାଇପ୍ କରନ୍ତୁ ସ୍ପେସ୍  
 
|  count ଭେରିଏବଲ୍କୁ 4 ଆସାଇନ୍‍ କରନ୍ତୁ ତାହାପରେ if block ଶେଷରେ ଟାଇପ୍ କରନ୍ତୁ ସ୍ପେସ୍  
 +
 
|-
 
|-
 
| 05:07
 
| 05:07
 
| '''else'''  
 
| '''else'''  
 +
 
|-
 
|-
 
|05:09
 
|05:09
 
| ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍, ଏଣ୍ଟର ଦାବନ୍ତୁ
 
| ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍, ଏଣ୍ଟର ଦାବନ୍ତୁ
 +
 
|-
 
|-
 
|05:14
 
|05:14
 
|'''print''' ସ୍ପେସ୍ ଡବଲ୍ କୋଟ୍ '''I am inside else statement slash n''' ଡବଲ୍ କୋଟ୍ ବନ୍ଦ କରନ୍ତୁ ସେମିକଲୋନ୍ ଦିଅନ୍ତୁ
 
|'''print''' ସ୍ପେସ୍ ଡବଲ୍ କୋଟ୍ '''I am inside else statement slash n''' ଡବଲ୍ କୋଟ୍ ବନ୍ଦ କରନ୍ତୁ ସେମିକଲୋନ୍ ଦିଅନ୍ତୁ
 +
 
|-
 
|-
 
|05:30
 
|05:30
 
| ଏଣ୍ଟର ଦାବନ୍ତୁ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
 
| ଏଣ୍ଟର ଦାବନ୍ତୁ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
 +
 
|-
 
|-
 
|05:34
 
|05:34
 
| ଏଠାରେ '''$count''' ଭେରିଏବଲ୍କୁ '''4''' ଆସାଇନ୍‍ କରାଯାଇଛି
 
| ଏଠାରେ '''$count''' ଭେରିଏବଲ୍କୁ '''4''' ଆସାଇନ୍‍ କରାଯାଇଛି
 +
 
|-
 
|-
 
|05:38
 
|05:38
 
| ଯେହେତୁ '''count''' ଭେରିଏବଲ୍ ର ଭାଲ୍ୟୁ 5 ସହ ମ୍ୟାଚ୍‍ ହେଉନାହିଁ
 
| ଯେହେତୁ '''count''' ଭେରିଏବଲ୍ ର ଭାଲ୍ୟୁ 5 ସହ ମ୍ୟାଚ୍‍ ହେଉନାହିଁ
 +
 
|-
 
|-
 
|05:43
 
|05:43
 
| '''if''' block ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବନାହିଁ
 
| '''if''' block ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବନାହିଁ
 +
 
|-
 
|-
 
|05:47
 
|05:47
 
| ତାହା ପରିବର୍ତ୍ତେ else block ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
 
| ତାହା ପରିବର୍ତ୍ତେ else block ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
 +
 
|-
 
|-
 
|05:52
 
|05:52
 
| ଏବେ, ଫାଇଲ୍ ସେଭ୍ କରିବା ପାଇଁ '''Ctrl+S''' ଦାବନ୍ତୁ
 
| ଏବେ, ଫାଇଲ୍ ସେଭ୍ କରିବା ପାଇଁ '''Ctrl+S''' ଦାବନ୍ତୁ
 +
 
|-
 
|-
 
|  05:56
 
|  05:56
 
| ଟର୍ମିନାଲ୍ କୁ ଫେରିଆସନ୍ତୁ
 
| ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
|-
 
|-
 
|05:59
 
|05:59
 
| ଓ କୌଣସି କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଚେକ୍ କରିବା ପାଇଁ '''perl hyphen c conditionalBlocks dot pl''' ଟାଇପ୍ କରନ୍ତୁ
 
| ଓ କୌଣସି କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଚେକ୍ କରିବା ପାଇଁ '''perl hyphen c conditionalBlocks dot pl''' ଟାଇପ୍ କରନ୍ତୁ
 +
 
|-
 
|-
 
|  06:11
 
|  06:11
 
|  ଏଣ୍ଟର ଦାବନ୍ତୁ
 
|  ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  06:13
 
|  06:13
 
| ନିମ୍ନ ଧାଡ଼ିଟି ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ
 
| ନିମ୍ନ ଧାଡ଼ିଟି ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ
 +
 
|-
 
|-
 
| 06:17
 
| 06:17
 
| '''conditionalBlocks.pl syntax OK '''
 
| '''conditionalBlocks.pl syntax OK '''
 +
 
|-
 
|-
 
|  06:20
 
|  06:20
 
| ଯେହେତୁ ଏଥିରେ କୌଣସି କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ଏବେ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା
 
| ଯେହେତୁ ଏଥିରେ କୌଣସି କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ଏବେ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା
 +
 
|-
 
|-
 
|06:27
 
|06:27
 
| '''perl conditionalBlocks dot pl ''' ଟାଇପ୍ କରନ୍ତୁ
 
| '''perl conditionalBlocks dot pl ''' ଟାଇପ୍ କରନ୍ତୁ
 +
 
|-
 
|-
 
|  06:33
 
|  06:33
 
| ଓ ଏଣ୍ଟର ଦାବନ୍ତୁ
 
| ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  06:35
 
|  06:35
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 
| ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
 +
 
|-
 
|-
 
|06:39
 
|06:39
 
|'''I am inside else statement'''
 
|'''I am inside else statement'''
 +
 
|-
 
|-
 
| 06:44
 
| 06:44
 
| ସଂକ୍ଷିପ୍ତରେ
 
| ସଂକ୍ଷିପ୍ତରେ
 +
 
|-
 
|-
 
| 06:46
 
| 06:46
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
 +
 
|-
 
|-
 
|06:49
 
|06:49
| ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି
+
| ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି,ପର୍ଲରେ '''if''' ଓ
|-
+
 
|06:50
+
| ପର୍ଲରେ '''if''' ଓ
+
 
|-
 
|-
 
| 06:53
 
| 06:53
 
|  '''if-else''' କଣ୍ଡିସନାଲ୍ ଷ୍ଟେଟମେଣ୍ଟ
 
|  '''if-else''' କଣ୍ଡିସନାଲ୍ ଷ୍ଟେଟମେଣ୍ଟ
 +
 
|-
 
|-
 
|  06:55
 
|  06:55
 
| ଏକ ଆସାଇନମେଣ୍ଟ ଭାବେ -
 
| ଏକ ଆସାଇନମେଣ୍ଟ ଭାବେ -
 +
 
|-
 
|-
 
|  06:57
 
|  06:57
 
|  ''' “It is an open source language” ''' ପ୍ରିଣ୍ଟ କରନ୍ତୁ
 
|  ''' “It is an open source language” ''' ପ୍ରିଣ୍ଟ କରନ୍ତୁ
 +
 
|-
 
|-
 
|07:01
 
|07:01
 
| ଯେତେବେଳେ ଘୋଷିତ ଭେରିଏବଲ୍ ରେ ''' 'Perl' ''' ଭାଲ୍ୟୁ  ରହିଥିବ
 
| ଯେତେବେଳେ ଘୋଷିତ ଭେରିଏବଲ୍ ରେ ''' 'Perl' ''' ଭାଲ୍ୟୁ  ରହିଥିବ
 +
 
|-
 
|-
 
|07:04
 
|07:04
 
| ନହେଲେ ''' “It's a proprietary language” ''' ପ୍ରିଣ୍ଟ କରନ୍ତୁ
 
| ନହେଲେ ''' “It's a proprietary language” ''' ପ୍ରିଣ୍ଟ କରନ୍ତୁ
 +
 
|-
 
|-
 
|07:08
 
|07:08
 
| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
|07:11
 
|07:11
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|07:15
 
|07:15
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
|-
 
|-
 
| 07:20
 
| 07:20
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
|-
 
|-
 
| 07:22
 
| 07:22
 
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|07:26
 
|07:26
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
|07:31
 
|07:31
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken hyphen tutorial.org)
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken hyphen tutorial.org)
 +
 
|-
 
|-
 
| 07:37
 
| 07:37
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|07:42
 
|07:42
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
|07:50
 
|07:50
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken hyphen tutorial.org/NMEICT-Intro)
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken hyphen tutorial.org/NMEICT-Intro)
 +
 
|-
 
|-
 
| 08:00
 
| 08:00
 
|  ଆଶା କରୁଛି, ଆପଣ ଏହି '''Perl''' ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
 
|  ଆଶା କରୁଛି, ଆପଣ ଏହି '''Perl''' ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
 +
 
|-
 
|-
 
|08:04
 
|08:04
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି   
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି   
 +
 
|-
 
|-
 
|08:06
 
|08:06
 
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 +
 
|}
 
|}

Latest revision as of 17:57, 10 April 2017

Time Narration
00:01 ପର୍ଲରେ if ଓ if-else କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା;
00:09 ପର୍ଲରେ if ଷ୍ଟେଟମେଣ୍ଟ ଓ
00:11 if-else ଷ୍ଟେଟମେଣ୍ଟ, ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି
00:20 ମୁଁ gedit Text Editor ମଧ୍ୟ ବ୍ୟବହାର କରିବି
00:24 ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
00:28 Perlରେ VariablesComments ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
00:33 Perlରେ for, foreach, whiledo-while loops ଉପରେ ଧାରଣା ଥିଲେ ଆହୁରି ଭଲ
00:40 ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:45 ପର୍ଲ ନିମ୍ନ କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଯୋଗାଇଥାଏ
00:49 if,if-else
00:51 if-elsif-else
00:53 switch, ଏହି ଟ୍ୟୁଟୋରିଆଲ୍ ରେ ଆମେ if If-else ଷ୍ଟେଟମେଣ୍ଟ କଭର୍‍ କରିବା
00:59 Perlରେ if ଷ୍ଟେଟମେଣ୍ଟ ବ୍ୟବହାର କରିହୁଏ
01:01 କେବଳ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ହୋଇଥିବା କଣ୍ଡିସନ୍ ସନ୍ତୁଷ୍ଟ ହେଲେ କୋଡ୍ ର ଭାଗ ଏକଜେକ୍ୟୁଟ୍ କରିବାକୁ
01:07 if କଣ୍ଡିସନାଲ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସ ହେଉଛି
01:11 if ସ୍ପେସ୍ ଓପନ୍ ବ୍ରାକେଟ୍ condition କ୍ଲୋଜ୍ ବ୍ରାକେଟ୍ ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍
01:19 ଏଣ୍ଟର ଦାବନ୍ତୁ, କଣ୍ଡିସନ୍ ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁ ଥିବା କୋଡ୍ ର ଭାଗ ସେମିକଲୋନ୍
01:25 ଏଣ୍ଟର ଦାବନ୍ତୁ, କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
01:29 କେବଳ କଣ୍ଡିସନ୍ ଟ୍ରୁ ହୋଇଥିଲେ if ଷ୍ଟେଟମେଣ୍ଟ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
01:36 ଏବେ if ଷ୍ଟେଟମେଣ୍ଟର ଏକ ଉଦାହରଣ ଦେଖିବା
01:40 ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
01:43 gedit conditionalBlocks dot pl ସ୍ପେସ୍ & (ଆମ୍ପର୍ସେଣ୍ଡ)
01:49 ଓ ଏଣ୍ଟର ଦାବନ୍ତୁ
01:52 ଏହା geditରେ conditionalBlocks.pl ଫାଇଲ୍ ଖୋଲିବ
01:57 ନିମ୍ନ କୋଡ୍ ର ଭାଗ ଟାଇପ୍ କରନ୍ତୁ, ଯେପରି ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଛି
02:02 ଏଠାରେ ଆମେ if ପାଇଁ କଣ୍ଡିସନ୍ ନିର୍ଦ୍ଦିଷ୍ଟ କରିଛେ, ଯାହା count ଭେରିଏବଲ୍ ର ଭାଲ୍ୟୁ ଚେକ୍ କରେ
02:09 ଏଠାରେ ଥିବା equal to equal to ଚିହ୍ନକୁ ଦେଖନ୍ତୁ. ଏହା ହେଉଛି comparison ଅପରେଟର୍
02:15 count ଭେରିଏବଲ୍ ର ଭାଲ୍ୟୁ ବିପକ୍ଷରେ $count equal to equal to 5 କଣ୍ଡିସନ୍ ଯାଞ୍ଚ କରାଗଲା
02:23 ଏହା 5ସହ ସମାନ ହେଲେ if ବ୍ଲକ୍ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
02:28 ଏବେ ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
02:32 ତାହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ
02:36 ନିଶ୍ଚିତ ହୁଅନ୍ତୁ ଯେ, ଆପଣ ସେହି ଡାଇରେକଟୋରୀ ଭିତରେ ଅଛନ୍ତି, ଯେଉଁଠାରେ ନିଜ ଫାଇଲ୍ ସେଭ୍ କରିଛନ୍ତି
02:41 କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ-
02:46 perl hyphen c conditionalBlocks dot pl
02:53 ଓ ଏଣ୍ଟର ଦାବନ୍ତୁ
02:55 ନିମ୍ନ ଧାଡ଼ିଟି ଟର୍ମିନାଲ୍ ୱିଣ୍ଡୋରେ ପ୍ରଦର୍ଶିତ ହେବ
02:59 conditionalBlocks.pl syntax OK
03:04 ଯେହେତୁ ସେଠାରେ କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ତେଣୁ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବାକୁ ଟାଇପ୍ କରନ୍ତୁ-
03:10 perl conditionalBlocks dot pl
03:14 ଓ ଏଣ୍ଟର ଦାବନ୍ତୁ
03:16 ଟର୍ମିନାଲ୍ର ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
03:19 I am inside if statement
03:23 gedit କୁ ଫେରିଆସନ୍ତୁ
03:26 ବିକଳ୍ପ ଭାବେ ଆମେ ଉପରୋକ୍ତ if ଷ୍ଟେଟମେଣ୍ଟକୁ ଏହିପରି ଲେଖିପାରିବା-
03:31 print ସ୍ପେସ୍ ଡବଲ୍ କୋଟ୍ I am inside if statement ସ୍ଲାସ୍ n ଡବଲ୍ କୋଟ୍ ବନ୍ଦ କରନ୍ତୁ ସ୍ପେସ୍ if ବ୍ରାକେଟ୍ ଖୋଲନ୍ତୁ dollar count space equal to equal to space 5 ବ୍ରାକେଟ୍

ବନ୍ଦ କରନ୍ତୁ ସେମିକଲୋନ୍

03:57 ଏବେ if-else ଷ୍ଟେଟମେଣ୍ଟ ଦେଖିବା
04:01 ଏହି ଷ୍ଟେଟମେଣ୍ଟ ବ୍ୟବହାର କରାଯାଏ, ଯେତେବେଳେ ୟୁଜର୍ ଚାହିଁବେ
04:06 କଣ୍ଡିସନ୍ ଟ୍ରୁ ହୋଇଥିଲେ ଗୋଟିଏ କୋଡ୍ ର ଭାଗ ଏକଜେକ୍ୟୁଟ୍ କରିବାକୁ ଓ
04:09 କଣ୍ଡିସନ୍ ଫଲ୍ସ ହୋଇଥିଲେ ଅନ୍ୟ କୋଡ୍ ର ଭାଗ ଏକଜେକ୍ୟୁଟ୍ କରିବାକୁ
04:13 if-else କଣ୍ଡିସନ୍ ପାଇଁ ସିଣ୍ଟାକ୍ସ ହେଉଛି -
04:17 if ସ୍ପେସ୍ ଓପନ୍ ବ୍ରାକେଟ୍ condition କ୍ଲୋଜ୍ ବ୍ରାକେଟ୍ ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍, ଏଣ୍ଟର ଦାବନ୍ତୁ
04:27 if କଣ୍ଡିସନ୍ ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା
04:29 କୋଡ୍ ର ଭାଗ ସେମିକଲୋନ୍
04:32 ଏଣ୍ଟର ଦାବନ୍ତୁ
04:34 କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ ସ୍ପେସ୍ else ସ୍ପେସ୍ କର୍ଲୀ ବ୍ରାକେଟ୍ ଖୋଲନ୍ତୁ, ଏଣ୍ଟର ଦାବନ୍ତୁ
04:41 if କଣ୍ଡିସନ୍ ଫଲ୍ସ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା
04:43 ଆଉଏକ କୋଡ୍ ର ଭାଗ ସେମିକଲୋନ୍
04:47 ଏଣ୍ଟର ଦବାଇ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
04:51 ଏବେ ପୁଣିଥରେ conditionalBlocks.pl ଫାଇଲ୍କୁ ଆସନ୍ତୁ, ଯାହାକୁ ଆମେ gedit ରେ ତିଆରି କରିଛେ
04:58 count ଭେରିଏବଲ୍କୁ 4 ଆସାଇନ୍‍ କରନ୍ତୁ ତାହାପରେ if block ଶେଷରେ ଟାଇପ୍ କରନ୍ତୁ ସ୍ପେସ୍
05:07 else
05:09 ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍, ଏଣ୍ଟର ଦାବନ୍ତୁ
05:14 print ସ୍ପେସ୍ ଡବଲ୍ କୋଟ୍ I am inside else statement slash n ଡବଲ୍ କୋଟ୍ ବନ୍ଦ କରନ୍ତୁ ସେମିକଲୋନ୍ ଦିଅନ୍ତୁ
05:30 ଏଣ୍ଟର ଦାବନ୍ତୁ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
05:34 ଏଠାରେ $count ଭେରିଏବଲ୍କୁ 4 ଆସାଇନ୍‍ କରାଯାଇଛି
05:38 ଯେହେତୁ count ଭେରିଏବଲ୍ ର ଭାଲ୍ୟୁ 5 ସହ ମ୍ୟାଚ୍‍ ହେଉନାହିଁ
05:43 if block ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବନାହିଁ
05:47 ତାହା ପରିବର୍ତ୍ତେ else block ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
05:52 ଏବେ, ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ
05:56 ଟର୍ମିନାଲ୍ କୁ ଫେରିଆସନ୍ତୁ
05:59 ଓ କୌଣସି କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଚେକ୍ କରିବା ପାଇଁ perl hyphen c conditionalBlocks dot pl ଟାଇପ୍ କରନ୍ତୁ
06:11 ଏଣ୍ଟର ଦାବନ୍ତୁ
06:13 ନିମ୍ନ ଧାଡ଼ିଟି ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ
06:17 conditionalBlocks.pl syntax OK
06:20 ଯେହେତୁ ଏଥିରେ କୌଣସି କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ଏବେ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା
06:27 perl conditionalBlocks dot pl ଟାଇପ୍ କରନ୍ତୁ
06:33 ଓ ଏଣ୍ଟର ଦାବନ୍ତୁ
06:35 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
06:39 I am inside else statement
06:44 ସଂକ୍ଷିପ୍ତରେ
06:46 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
06:49 ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି,ପର୍ଲରେ if
06:53 if-else କଣ୍ଡିସନାଲ୍ ଷ୍ଟେଟମେଣ୍ଟ
06:55 ଏକ ଆସାଇନମେଣ୍ଟ ଭାବେ -
06:57 “It is an open source language” ପ୍ରିଣ୍ଟ କରନ୍ତୁ
07:01 ଯେତେବେଳେ ଘୋଷିତ ଭେରିଏବଲ୍ ରେ 'Perl' ଭାଲ୍ୟୁ ରହିଥିବ
07:04 ନହେଲେ “It's a proprietary language” ପ୍ରିଣ୍ଟ କରନ୍ତୁ
07:08 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:11 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:15 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
07:20 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:22 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:26 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07:31 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken hyphen tutorial.org)
07:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:42 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:50 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken hyphen tutorial.org/NMEICT-Intro)
08:00 ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
08:04 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
08:06 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep