PERL/C2/Conditional-statements/Oriya
From Script | Spoken-Tutorial
| Time | Narration |
| 00:01 | ପର୍ଲରେ if ଓ if-else କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା; |
| 00:09 | ପର୍ଲରେ if ଷ୍ଟେଟମେଣ୍ଟ ଓ |
| 00:11 | if-else ଷ୍ଟେଟମେଣ୍ଟ, ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି |
| 00:20 | ମୁଁ gedit Text Editor ମଧ୍ୟ ବ୍ୟବହାର କରିବି |
| 00:24 | ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ |
| 00:28 | Perlରେ Variables ଓ Comments ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ |
| 00:33 | Perlରେ for, foreach, while ଓ do-while loops ଉପରେ ଧାରଣା ଥିଲେ ଆହୁରି ଭଲ |
| 00:40 | ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
| 00:45 | ପର୍ଲ ନିମ୍ନ କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଯୋଗାଇଥାଏ |
| 00:49 | if,if-else |
| 00:51 | if-elsif-else ଓ |
| 00:53 | switch, ଏହି ଟ୍ୟୁଟୋରିଆଲ୍ ରେ ଆମେ if ଓ If-else ଷ୍ଟେଟମେଣ୍ଟ କଭର୍ କରିବା |
| 00:59 | Perlରେ if ଷ୍ଟେଟମେଣ୍ଟ ବ୍ୟବହାର କରିହୁଏ |
| 01:01 | କେବଳ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ହୋଇଥିବା କଣ୍ଡିସନ୍ ସନ୍ତୁଷ୍ଟ ହେଲେ କୋଡ୍ ର ଭାଗ ଏକଜେକ୍ୟୁଟ୍ କରିବାକୁ |
| 01:07 | if କଣ୍ଡିସନାଲ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସ ହେଉଛି |
| 01:11 | if ସ୍ପେସ୍ ଓପନ୍ ବ୍ରାକେଟ୍ condition କ୍ଲୋଜ୍ ବ୍ରାକେଟ୍ ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ |
| 01:19 | ଏଣ୍ଟର ଦାବନ୍ତୁ, କଣ୍ଡିସନ୍ ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁ ଥିବା କୋଡ୍ ର ଭାଗ ସେମିକଲୋନ୍ |
| 01:25 | ଏଣ୍ଟର ଦାବନ୍ତୁ, କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ |
| 01:29 | କେବଳ କଣ୍ଡିସନ୍ ଟ୍ରୁ ହୋଇଥିଲେ if ଷ୍ଟେଟମେଣ୍ଟ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ |
| 01:36 | ଏବେ if ଷ୍ଟେଟମେଣ୍ଟର ଏକ ଉଦାହରଣ ଦେଖିବା |
| 01:40 | ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ |
| 01:43 | gedit conditionalBlocks dot pl ସ୍ପେସ୍ & (ଆମ୍ପର୍ସେଣ୍ଡ) |
| 01:49 | ଓ ଏଣ୍ଟର ଦାବନ୍ତୁ |
| 01:52 | ଏହା geditରେ conditionalBlocks.pl ଫାଇଲ୍ ଖୋଲିବ |
| 01:57 | ନିମ୍ନ କୋଡ୍ ର ଭାଗ ଟାଇପ୍ କରନ୍ତୁ, ଯେପରି ସ୍କ୍ରିନ୍ ରେ ପ୍ରଦର୍ଶିତ ହୋଇଛି |
| 02:02 | ଏଠାରେ ଆମେ if ପାଇଁ କଣ୍ଡିସନ୍ ନିର୍ଦ୍ଦିଷ୍ଟ କରିଛେ, ଯାହା count ଭେରିଏବଲ୍ ର ଭାଲ୍ୟୁ ଚେକ୍ କରେ |
| 02:09 | ଏଠାରେ ଥିବା equal to equal to ଚିହ୍ନକୁ ଦେଖନ୍ତୁ. ଏହା ହେଉଛି comparison ଅପରେଟର୍ |
| 02:15 | count ଭେରିଏବଲ୍ ର ଭାଲ୍ୟୁ ବିପକ୍ଷରେ $count equal to equal to 5 କଣ୍ଡିସନ୍ ଯାଞ୍ଚ କରାଗଲା |
| 02:23 | ଏହା 5ସହ ସମାନ ହେଲେ if ବ୍ଲକ୍ ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ |
| 02:28 | ଏବେ ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
| 02:32 | ତାହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ |
| 02:36 | ନିଶ୍ଚିତ ହୁଅନ୍ତୁ ଯେ, ଆପଣ ସେହି ଡାଇରେକଟୋରୀ ଭିତରେ ଅଛନ୍ତି, ଯେଉଁଠାରେ ନିଜ ଫାଇଲ୍ ସେଭ୍ କରିଛନ୍ତି |
| 02:41 | କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ- |
| 02:46 | perl hyphen c conditionalBlocks dot pl |
| 02:53 | ଓ ଏଣ୍ଟର ଦାବନ୍ତୁ |
| 02:55 | ନିମ୍ନ ଧାଡ଼ିଟି ଟର୍ମିନାଲ୍ ୱିଣ୍ଡୋରେ ପ୍ରଦର୍ଶିତ ହେବ |
| 02:59 | conditionalBlocks.pl syntax OK |
| 03:04 | ଯେହେତୁ ସେଠାରେ କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ତେଣୁ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବାକୁ ଟାଇପ୍ କରନ୍ତୁ- |
| 03:10 | perl conditionalBlocks dot pl |
| 03:14 | ଓ ଏଣ୍ଟର ଦାବନ୍ତୁ |
| 03:16 | ଟର୍ମିନାଲ୍ର ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ |
| 03:19 | I am inside if statement |
| 03:23 | gedit କୁ ଫେରିଆସନ୍ତୁ |
| 03:26 | ବିକଳ୍ପ ଭାବେ ଆମେ ଉପରୋକ୍ତ if ଷ୍ଟେଟମେଣ୍ଟକୁ ଏହିପରି ଲେଖିପାରିବା- |
| 03:31 | print ସ୍ପେସ୍ ଡବଲ୍ କୋଟ୍ I am inside if statement ସ୍ଲାସ୍ n ଡବଲ୍ କୋଟ୍ ବନ୍ଦ କରନ୍ତୁ ସ୍ପେସ୍ if ବ୍ରାକେଟ୍ ଖୋଲନ୍ତୁ dollar count space equal to equal to space 5 ବ୍ରାକେଟ୍
ବନ୍ଦ କରନ୍ତୁ ସେମିକଲୋନ୍ |
| 03:57 | ଏବେ if-else ଷ୍ଟେଟମେଣ୍ଟ ଦେଖିବା |
| 04:01 | ଏହି ଷ୍ଟେଟମେଣ୍ଟ ବ୍ୟବହାର କରାଯାଏ, ଯେତେବେଳେ ୟୁଜର୍ ଚାହିଁବେ |
| 04:06 | କଣ୍ଡିସନ୍ ଟ୍ରୁ ହୋଇଥିଲେ ଗୋଟିଏ କୋଡ୍ ର ଭାଗ ଏକଜେକ୍ୟୁଟ୍ କରିବାକୁ ଓ |
| 04:09 | କଣ୍ଡିସନ୍ ଫଲ୍ସ ହୋଇଥିଲେ ଅନ୍ୟ କୋଡ୍ ର ଭାଗ ଏକଜେକ୍ୟୁଟ୍ କରିବାକୁ |
| 04:13 | if-else କଣ୍ଡିସନ୍ ପାଇଁ ସିଣ୍ଟାକ୍ସ ହେଉଛି - |
| 04:17 | if ସ୍ପେସ୍ ଓପନ୍ ବ୍ରାକେଟ୍ condition କ୍ଲୋଜ୍ ବ୍ରାକେଟ୍ ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍, ଏଣ୍ଟର ଦାବନ୍ତୁ |
| 04:27 | if କଣ୍ଡିସନ୍ ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା |
| 04:29 | କୋଡ୍ ର ଭାଗ ସେମିକଲୋନ୍ |
| 04:32 | ଏଣ୍ଟର ଦାବନ୍ତୁ |
| 04:34 | କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ ସ୍ପେସ୍ else ସ୍ପେସ୍ କର୍ଲୀ ବ୍ରାକେଟ୍ ଖୋଲନ୍ତୁ, ଏଣ୍ଟର ଦାବନ୍ତୁ |
| 04:41 | if କଣ୍ଡିସନ୍ ଫଲ୍ସ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା |
| 04:43 | ଆଉଏକ କୋଡ୍ ର ଭାଗ ସେମିକଲୋନ୍ |
| 04:47 | ଏଣ୍ଟର ଦବାଇ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ |
| 04:51 | ଏବେ ପୁଣିଥରେ conditionalBlocks.pl ଫାଇଲ୍କୁ ଆସନ୍ତୁ, ଯାହାକୁ ଆମେ gedit ରେ ତିଆରି କରିଛେ |
| 04:58 | count ଭେରିଏବଲ୍କୁ 4 ଆସାଇନ୍ କରନ୍ତୁ ତାହାପରେ if block ଶେଷରେ ଟାଇପ୍ କରନ୍ତୁ ସ୍ପେସ୍ |
| 05:07 | else |
| 05:09 | ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍, ଏଣ୍ଟର ଦାବନ୍ତୁ |
| 05:14 | print ସ୍ପେସ୍ ଡବଲ୍ କୋଟ୍ I am inside else statement slash n ଡବଲ୍ କୋଟ୍ ବନ୍ଦ କରନ୍ତୁ ସେମିକଲୋନ୍ ଦିଅନ୍ତୁ |
| 05:30 | ଏଣ୍ଟର ଦାବନ୍ତୁ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ |
| 05:34 | ଏଠାରେ $count ଭେରିଏବଲ୍କୁ 4 ଆସାଇନ୍ କରାଯାଇଛି |
| 05:38 | ଯେହେତୁ count ଭେରିଏବଲ୍ ର ଭାଲ୍ୟୁ 5 ସହ ମ୍ୟାଚ୍ ହେଉନାହିଁ |
| 05:43 | if block ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବନାହିଁ |
| 05:47 | ତାହା ପରିବର୍ତ୍ତେ else block ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ |
| 05:52 | ଏବେ, ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ |
| 05:56 | ଟର୍ମିନାଲ୍ କୁ ଫେରିଆସନ୍ତୁ |
| 05:59 | ଓ କୌଣସି କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଚେକ୍ କରିବା ପାଇଁ perl hyphen c conditionalBlocks dot pl ଟାଇପ୍ କରନ୍ତୁ |
| 06:11 | ଏଣ୍ଟର ଦାବନ୍ତୁ |
| 06:13 | ନିମ୍ନ ଧାଡ଼ିଟି ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ |
| 06:17 | conditionalBlocks.pl syntax OK |
| 06:20 | ଯେହେତୁ ଏଥିରେ କୌଣସି କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ଏବେ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା |
| 06:27 | perl conditionalBlocks dot pl ଟାଇପ୍ କରନ୍ତୁ |
| 06:33 | ଓ ଏଣ୍ଟର ଦାବନ୍ତୁ |
| 06:35 | ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ |
| 06:39 | I am inside else statement |
| 06:44 | ସଂକ୍ଷିପ୍ତରେ |
| 06:46 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ - |
| 06:49 | ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି,ପର୍ଲରେ if ଓ |
| 06:53 | if-else କଣ୍ଡିସନାଲ୍ ଷ୍ଟେଟମେଣ୍ଟ |
| 06:55 | ଏକ ଆସାଇନମେଣ୍ଟ ଭାବେ - |
| 06:57 | “It is an open source language” ପ୍ରିଣ୍ଟ କରନ୍ତୁ |
| 07:01 | ଯେତେବେଳେ ଘୋଷିତ ଭେରିଏବଲ୍ ରେ 'Perl' ଭାଲ୍ୟୁ ରହିଥିବ |
| 07:04 | ନହେଲେ “It's a proprietary language” ପ୍ରିଣ୍ଟ କରନ୍ତୁ |
| 07:08 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 07:11 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 07:15 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 07:20 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 07:22 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 07:26 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 07:31 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken hyphen tutorial.org) |
| 07:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 07:42 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 07:50 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken hyphen tutorial.org/NMEICT-Intro) |
| 08:00 | ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ |
| 08:04 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
| 08:06 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |