Difference between revisions of "Linux/C2/Redirection-Pipes/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 2: | Line 2: | ||
|'''Time''' | |'''Time''' | ||
|'''Narration''' | |'''Narration''' | ||
+ | |||
|- | |- | ||
|00:00 | |00:00 | ||
|| ରିଡାଇରେକ୍ସନ୍ ଓ ପାଇପ୍ସ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | || ରିଡାଇରେକ୍ସନ୍ ଓ ପାଇପ୍ସ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | ||
+ | |||
|- | |- | ||
|00:07 | |00:07 | ||
|| ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି | | || ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି | | ||
+ | |||
|- | |- | ||
|00:09 | |00:09 | ||
||ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଓ କମାଣ୍ଡ୍ ଗୁଡିକ ଉପରେ ଆପଣଙ୍କର ମୌଳିକ ଧାରଣା ଅଛି ବୋଲି ମୁଁ ଭାବୁଛି | | ||ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଓ କମାଣ୍ଡ୍ ଗୁଡିକ ଉପରେ ଆପଣଙ୍କର ମୌଳିକ ଧାରଣା ଅଛି ବୋଲି ମୁଁ ଭାବୁଛି | | ||
+ | |||
|- | |- | ||
|00:16 | |00:16 | ||
|| ଆପଣ ଯଦି ଆଗ୍ରହୀ, ତେବେ ଏହା ନିମ୍ନ ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି | | || ଆପଣ ଯଦି ଆଗ୍ରହୀ, ତେବେ ଏହା ନିମ୍ନ ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି | | ||
+ | |||
|- | |- | ||
|00:22 | |00:22 | ||
|| ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ | | || ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ | | ||
+ | |||
|- | |- | ||
|00:25 | |00:25 | ||
|| ଉଲ୍ଲେଖ କରାନଯାଇଥିବା ପର୍ଯ୍ୟନ୍ତ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ | || ଉଲ୍ଲେଖ କରାନଯାଇଥିବା ପର୍ଯ୍ୟନ୍ତ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ | ||
+ | |||
|- | |- | ||
|00:32 | |00:32 | ||
|| ଲିନକ୍ସ୍ ରେ ଆମେ ଅଧିକାଂଶ କାମ ଏକ ଟର୍ମିନାଲ୍ ମାଧ୍ୟମରେ କରିଥାଉ | | || ଲିନକ୍ସ୍ ରେ ଆମେ ଅଧିକାଂଶ କାମ ଏକ ଟର୍ମିନାଲ୍ ମାଧ୍ୟମରେ କରିଥାଉ | | ||
+ | |||
|- | |- | ||
|00:35 | |00:35 | ||
|| ଏକ କମାଣ୍ଡ୍ ଏକଜିକ୍ୟୁଟ୍ କରିବାକୁ ହେଲେ ଆମେ ସାଧାରଣତଃ କି’ବୋର୍ଡ ମାଧ୍ୟମରେ ଟାଇପ୍ କରୁ | | || ଏକ କମାଣ୍ଡ୍ ଏକଜିକ୍ୟୁଟ୍ କରିବାକୁ ହେଲେ ଆମେ ସାଧାରଣତଃ କି’ବୋର୍ଡ ମାଧ୍ୟମରେ ଟାଇପ୍ କରୁ | | ||
+ | |||
|- | |- | ||
|00:39 | |00:39 | ||
|| ମନେକରନ୍ତୁ ଆମେ ତାରିଖ ଓ ସମୟ ଖୋଜିବା | | || ମନେକରନ୍ତୁ ଆମେ ତାରିଖ ଓ ସମୟ ଖୋଜିବା | | ||
+ | |||
|- | |- | ||
|00:41 | |00:41 | ||
|| ଆମେ କି’ ବୋର୍ଡରେ '''date''' ଟାଇପ୍ କରି '''enter''' ଦାବୁ | | || ଆମେ କି’ ବୋର୍ଡରେ '''date''' ଟାଇପ୍ କରି '''enter''' ଦାବୁ | | ||
+ | |||
|- | |- | ||
|00:46 | |00:46 | ||
|| ଆମେ ସାଧାରଣତଃ କି’ ବୋର୍ଡ ମାଧ୍ୟମରେ ଇନପୁଟ୍ ଦେଉ | | || ଆମେ ସାଧାରଣତଃ କି’ ବୋର୍ଡ ମାଧ୍ୟମରେ ଇନପୁଟ୍ ଦେଉ | | ||
+ | |||
|- | |- | ||
|00:48 | |00:48 | ||
|| ସେହିଭଳି ଆମେ ଦେଖୁ ଯେ, ଆମ କମାଣ୍ଡ୍ ର ଆଉଟ୍ ପୁଟ୍ ମଧ୍ୟ ଟର୍ମିନାଲ୍ ୱିଣ୍ଡୋରେ ଦେଖାଯାଏ | | || ସେହିଭଳି ଆମେ ଦେଖୁ ଯେ, ଆମ କମାଣ୍ଡ୍ ର ଆଉଟ୍ ପୁଟ୍ ମଧ୍ୟ ଟର୍ମିନାଲ୍ ୱିଣ୍ଡୋରେ ଦେଖାଯାଏ | | ||
+ | |||
|- | |- | ||
|00:56 | |00:56 | ||
|| ମନେକରନ୍ତୁ, ଆମେ କିଛି କମାଣ୍ଡ୍ ଏକଜିକ୍ୟୁଟ୍ କରିବା ସମୟରେ କିଛି ଏରର୍ ହେଲା | | || ମନେକରନ୍ତୁ, ଆମେ କିଛି କମାଣ୍ଡ୍ ଏକଜିକ୍ୟୁଟ୍ କରିବା ସମୟରେ କିଛି ଏରର୍ ହେଲା | | ||
+ | |||
|- | |- | ||
|00:59 | |00:59 | ||
|| ଉଦାହରଣସ୍ୱରୂପ ଆମେ '''cat space aaa''' ଟାଇପ୍ କରି '''enter''' ଦାବିବା | || ଉଦାହରଣସ୍ୱରୂପ ଆମେ '''cat space aaa''' ଟାଇପ୍ କରି '''enter''' ଦାବିବା | ||
+ | |||
|- | |- | ||
|01:05 | |01:05 | ||
|| ଏବେ, aaa ନାମରେ କୌଣସି ଫାଇଲ୍ ନାହିଁ | | || ଏବେ, aaa ନାମରେ କୌଣସି ଫାଇଲ୍ ନାହିଁ | | ||
+ | |||
|- | |- | ||
|01:08 | |01:08 | ||
|| ଏଭଳି କହୁଥିବାର ଏକ ଏରର୍ ମେସେଜ୍ ଦେଖାଯାଏ | | || ଏଭଳି କହୁଥିବାର ଏକ ଏରର୍ ମେସେଜ୍ ଦେଖାଯାଏ | | ||
+ | |||
|- | |- | ||
|01:10 | |01:10 | ||
||ଏବେ ଏହି ଏରର୍ ଟି ଟର୍ମିନାଲ୍ ୱିଣ୍ଡୋରେ ମଧ୍ୟ ଆସେ | ଏହିପରି ଆମେ ଟର୍ମିନାଲ୍ ରେ ଏରର୍ ରିପୋର୍ଟିଙ୍ଗ୍ ମଧ୍ୟ ଦେଖୁ | | ||ଏବେ ଏହି ଏରର୍ ଟି ଟର୍ମିନାଲ୍ ୱିଣ୍ଡୋରେ ମଧ୍ୟ ଆସେ | ଏହିପରି ଆମେ ଟର୍ମିନାଲ୍ ରେ ଏରର୍ ରିପୋର୍ଟିଙ୍ଗ୍ ମଧ୍ୟ ଦେଖୁ | | ||
+ | |||
|- | |- | ||
|01:20 | |01:20 | ||
|| ଇନପୁ୍ଟିଂ, ଆଉଟ୍ ପୁଟିଂ ଓ ଏରର୍ ରିପୋର୍ଟିଂ ହେଉଛି କମାଣ୍ଡ୍ ସମ୍ବନ୍ଧିତ ତିନୋଟି ସ୍ୱତନ୍ତ୍ର ଆକ୍ସନ୍ | | || ଇନପୁ୍ଟିଂ, ଆଉଟ୍ ପୁଟିଂ ଓ ଏରର୍ ରିପୋର୍ଟିଂ ହେଉଛି କମାଣ୍ଡ୍ ସମ୍ବନ୍ଧିତ ତିନୋଟି ସ୍ୱତନ୍ତ୍ର ଆକ୍ସନ୍ | | ||
+ | |||
|- | |- | ||
|01:24 | |01:24 | ||
||ରିଡାଇରେକ୍ସନ୍ ବିଷୟରେ ପଢିବା ପୂର୍ବରୁ ଆମେ ଦୁଇଟି ମୁଖ୍ୟ କନ୍ସେପ୍ଟ ବିଷୟରେ ଜାଣିବା ଉଚିତ | ତାହା ହେଉଛି ଷ୍ଟ୍ରିମ୍ ଓ ଫାଇଲ୍ ଡେସ୍କ୍ରିପ୍ଟର୍ | | ||ରିଡାଇରେକ୍ସନ୍ ବିଷୟରେ ପଢିବା ପୂର୍ବରୁ ଆମେ ଦୁଇଟି ମୁଖ୍ୟ କନ୍ସେପ୍ଟ ବିଷୟରେ ଜାଣିବା ଉଚିତ | ତାହା ହେଉଛି ଷ୍ଟ୍ରିମ୍ ଓ ଫାଇଲ୍ ଡେସ୍କ୍ରିପ୍ଟର୍ | | ||
+ | |||
|- | |- | ||
|01:31 | |01:31 | ||
|| ଲିନକ୍ସ୍ ସେଲ୍ ବାଶ୍ ଭଳି ଅଟେ, ଯାହା ଇନପୁଟ୍ ଗ୍ରହଣ କରି କ୍ୟାରେକ୍ଟର୍ ଗୁଡିକର ଷ୍ଟ୍ରିମ୍ ବା ସିକ୍ୱେନ୍ସ୍ ରୂପରେ ଆଉଟ୍ ପୁଟ୍ ପଠାଏ | | || ଲିନକ୍ସ୍ ସେଲ୍ ବାଶ୍ ଭଳି ଅଟେ, ଯାହା ଇନପୁଟ୍ ଗ୍ରହଣ କରି କ୍ୟାରେକ୍ଟର୍ ଗୁଡିକର ଷ୍ଟ୍ରିମ୍ ବା ସିକ୍ୱେନ୍ସ୍ ରୂପରେ ଆଉଟ୍ ପୁଟ୍ ପଠାଏ | | ||
+ | |||
|- | |- | ||
|01:37 | |01:37 | ||
|| ତାହା ପୂର୍ବରୁ ଓ ପରେ ଥିବା ସମସ୍ତ କ୍ୟାରେକ୍ଟର୍ ସ୍ୱତନ୍ତ୍ର ଅଟେ | | || ତାହା ପୂର୍ବରୁ ଓ ପରେ ଥିବା ସମସ୍ତ କ୍ୟାରେକ୍ଟର୍ ସ୍ୱତନ୍ତ୍ର ଅଟେ | | ||
+ | |||
|- | |- | ||
|01:41 | |01:41 | ||
||IO ଟେକ୍ନିକ୍ ବ୍ୟବହାର କରି '''Streams''' ଆକ୍ସେସ୍ ହୁଏ | | ||IO ଟେକ୍ନିକ୍ ବ୍ୟବହାର କରି '''Streams''' ଆକ୍ସେସ୍ ହୁଏ | | ||
+ | |||
|- | |- | ||
|01:44 | |01:44 | ||
|| କ୍ୟାରେକ୍ଟର୍ ଗୁଡିକର ପ୍ରକୃତ ଷ୍ଟ୍ରିମ୍ ଫାଇଲ୍, କି’ବୋର୍ଡ୍, ୱିଣ୍ଡୋ ଇତ୍ୟାଦିରୁ ଆସିଛି କିମ୍ୱା ଏଥିକୁ ଯାଇଛି କି ନାହିଁ ତାହା କୌଣସି ପ୍ରଭାବ ପକାଏନି | | || କ୍ୟାରେକ୍ଟର୍ ଗୁଡିକର ପ୍ରକୃତ ଷ୍ଟ୍ରିମ୍ ଫାଇଲ୍, କି’ବୋର୍ଡ୍, ୱିଣ୍ଡୋ ଇତ୍ୟାଦିରୁ ଆସିଛି କିମ୍ୱା ଏଥିକୁ ଯାଇଛି କି ନାହିଁ ତାହା କୌଣସି ପ୍ରଭାବ ପକାଏନି | | ||
+ | |||
|- | |- | ||
|01:51 | |01:51 | ||
|| ଲିନକ୍ସ୍ ରେ ଏକ ପ୍ରୋସେସ୍ ର ପ୍ରତ୍ୟେକ ଖୋଲା ଫାଇଲ୍ ଏକ ପୂର୍ଣ୍ଣ ସଂଖ୍ୟା ସହିତ ଜଡିତ ଥାଏ | | || ଲିନକ୍ସ୍ ରେ ଏକ ପ୍ରୋସେସ୍ ର ପ୍ରତ୍ୟେକ ଖୋଲା ଫାଇଲ୍ ଏକ ପୂର୍ଣ୍ଣ ସଂଖ୍ୟା ସହିତ ଜଡିତ ଥାଏ | | ||
+ | |||
|- | |- | ||
|01:57 | |01:57 | ||
||ଏହି ସାଂଖ୍ୟିକ ମୂଲ୍ୟଗୁଡିକ ଫାଇଲ୍ ଡେସ୍କ୍ରିପ୍ଟର୍ ଭାବେ ଜଣାଯାଏ| | ||ଏହି ସାଂଖ୍ୟିକ ମୂଲ୍ୟଗୁଡିକ ଫାଇଲ୍ ଡେସ୍କ୍ରିପ୍ଟର୍ ଭାବେ ଜଣାଯାଏ| | ||
+ | |||
|- | |- | ||
|02:05 | |02:05 | ||
|| ଲିନକ୍ସ୍ ସେଲ୍ ଗୁଡିକ ତିନୋଟି ଷ୍ଟାଣ୍ଡାର୍ଡ୍ I/O ଷ୍ଟ୍ରିମ୍ ବ୍ୟବହାର କରେ | | || ଲିନକ୍ସ୍ ସେଲ୍ ଗୁଡିକ ତିନୋଟି ଷ୍ଟାଣ୍ଡାର୍ଡ୍ I/O ଷ୍ଟ୍ରିମ୍ ବ୍ୟବହାର କରେ | | ||
+ | |||
|- | |- | ||
|02:08 | |02:08 | ||
|| ସେଥି ମଧ୍ୟରୁ ପ୍ରତ୍ୟେକଟି ଉତ୍ତମ ଭାବେ ଜଣାଶୁଣା ଫାଇଲ୍ ଡେସ୍କ୍ରିପ୍ଟର୍ ସହିତ ଜଡିତ ଥାଏ | | || ସେଥି ମଧ୍ୟରୁ ପ୍ରତ୍ୟେକଟି ଉତ୍ତମ ଭାବେ ଜଣାଶୁଣା ଫାଇଲ୍ ଡେସ୍କ୍ରିପ୍ଟର୍ ସହିତ ଜଡିତ ଥାଏ | | ||
+ | |||
|- | |- | ||
|02:12 | |02:12 | ||
||'''stdin''' ହେଉଛି ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ | | ||'''stdin''' ହେଉଛି ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ | | ||
+ | |||
|- | |- | ||
|02:15 | |02:15 | ||
|| ଏହା କମାଣ୍ଡ୍ ଗୁଡିକୁ ଇନ୍ ପୁଟ୍ ଦିଏ | | || ଏହା କମାଣ୍ଡ୍ ଗୁଡିକୁ ଇନ୍ ପୁଟ୍ ଦିଏ | | ||
+ | |||
|- | |- | ||
|02:17 | |02:17 | ||
|| ଏହାର ଫାଇଲ୍ ଡେସ୍କ୍ରିପ୍ଟର୍ ହେଉଛି ୦ | | || ଏହାର ଫାଇଲ୍ ଡେସ୍କ୍ରିପ୍ଟର୍ ହେଉଛି ୦ | | ||
+ | |||
|- | |- | ||
|02:19 | |02:19 | ||
||'''stdout''' ହେଉଛି ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଷ୍ଟ୍ରିମ୍ | | ||'''stdout''' ହେଉଛି ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଷ୍ଟ୍ରିମ୍ | | ||
+ | |||
|- | |- | ||
|02:22 | |02:22 | ||
|| ଏହା କମାଣ୍ଡ୍ ଗୁଡିକରୁ ଆଉଟ୍ ପୁଟ୍ ଦେଖାଏ | ଏହାର ଫାଇଲ୍ ଡେସ୍କ୍ରିପ୍ସଟର୍ 1 ଅଟେ | | || ଏହା କମାଣ୍ଡ୍ ଗୁଡିକରୁ ଆଉଟ୍ ପୁଟ୍ ଦେଖାଏ | ଏହାର ଫାଇଲ୍ ଡେସ୍କ୍ରିପ୍ସଟର୍ 1 ଅଟେ | | ||
+ | |||
|- | |- | ||
|02:26 | |02:26 | ||
||'''stderr''' ହେଉଛି ଷ୍ଟାଣ୍ଡାର୍ଡ ଏରର୍ ଷ୍ଟ୍ରିମ୍ | ଏହା କମାଣ୍ଡ୍ ଗୁଡିକରୁ ଏରର୍ ଆଉଟ୍ ପୁଟ୍ ଦେଖାଏ | ଏଥିରେ ”’ଫାଇଲ୍ ଡେସ୍କ୍ରିପ୍ସଟର୍ 2”’ ଅଛି | | ||'''stderr''' ହେଉଛି ଷ୍ଟାଣ୍ଡାର୍ଡ ଏରର୍ ଷ୍ଟ୍ରିମ୍ | ଏହା କମାଣ୍ଡ୍ ଗୁଡିକରୁ ଏରର୍ ଆଉଟ୍ ପୁଟ୍ ଦେଖାଏ | ଏଥିରେ ”’ଫାଇଲ୍ ଡେସ୍କ୍ରିପ୍ସଟର୍ 2”’ ଅଛି | | ||
+ | |||
|- | |- | ||
|02:36 | |02:36 | ||
|| ଇନ୍ ପୁଟ୍ ଷ୍ଟ୍ରିମ୍ ପ୍ରୋଗ୍ରାମ୍ କୁ ଇନ୍ ପୁଟ୍ ଦିଏ | | || ଇନ୍ ପୁଟ୍ ଷ୍ଟ୍ରିମ୍ ପ୍ରୋଗ୍ରାମ୍ କୁ ଇନ୍ ପୁଟ୍ ଦିଏ | | ||
+ | |||
|- | |- | ||
|02:40 | |02:40 | ||
|| ବାଇ ଡିଫଲ୍ଟ ଏହା ଟର୍ମିନାଲ୍ କି’ ଷ୍ଟ୍ରୋକ୍ ରୁ ନେଇଥାଏ | | || ବାଇ ଡିଫଲ୍ଟ ଏହା ଟର୍ମିନାଲ୍ କି’ ଷ୍ଟ୍ରୋକ୍ ରୁ ନେଇଥାଏ | | ||
+ | |||
|- | |- | ||
|02:44 | |02:44 | ||
|| ଆଉଟ୍ ପୁଟ୍ ଷ୍ଟ୍ରିମ୍ ଡିଫଲ୍ଟ୍ ଭାବରେ ଟର୍ମିନାଲ୍ ରେ ଟେକ୍ସଟ୍ କ୍ୟାରେକ୍ଟର ପ୍ରିଣ୍ଟ୍ କରେ | | || ଆଉଟ୍ ପୁଟ୍ ଷ୍ଟ୍ରିମ୍ ଡିଫଲ୍ଟ୍ ଭାବରେ ଟର୍ମିନାଲ୍ ରେ ଟେକ୍ସଟ୍ କ୍ୟାରେକ୍ଟର ପ୍ରିଣ୍ଟ୍ କରେ | | ||
+ | |||
|- | |- | ||
|02:47 | |02:47 | ||
|| ଟର୍ମିନାଲ୍ ଟି ପ୍ରକୃତରେ ଏକ '''ASCII''' ଟାଇପ୍ ରାଇଟର୍ ବା ଡିସ୍ପ୍ଲେ ଟର୍ମିନାଲ୍ ଥିଲା | | || ଟର୍ମିନାଲ୍ ଟି ପ୍ରକୃତରେ ଏକ '''ASCII''' ଟାଇପ୍ ରାଇଟର୍ ବା ଡିସ୍ପ୍ଲେ ଟର୍ମିନାଲ୍ ଥିଲା | | ||
+ | |||
|- | |- | ||
|02:52 | |02:52 | ||
|| ମାତ୍ର ଏବେ ଏହା ପ୍ରାୟତଃ ଗ୍ରାଫିକାଲ୍ ଡେସ୍କଟପ୍ ଉପରେ ଏକ ଟେକ୍ସଟ୍ ୱିଣ୍ଡୋ | | || ମାତ୍ର ଏବେ ଏହା ପ୍ରାୟତଃ ଗ୍ରାଫିକାଲ୍ ଡେସ୍କଟପ୍ ଉପରେ ଏକ ଟେକ୍ସଟ୍ ୱିଣ୍ଡୋ | | ||
+ | |||
|- | |- | ||
|02:56 | |02:56 | ||
|| ଆମେ ଦେଖିଛୁ ଯେ 3 ଟି ଷ୍ଟ୍ରିମ୍ କିଛି ଫାଇଲ୍ ସହିତ ଡିଫଲ୍ଟ୍ ଭାବରେ ସଂଯୁକ୍ତ ଥାଏ | | || ଆମେ ଦେଖିଛୁ ଯେ 3 ଟି ଷ୍ଟ୍ରିମ୍ କିଛି ଫାଇଲ୍ ସହିତ ଡିଫଲ୍ଟ୍ ଭାବରେ ସଂଯୁକ୍ତ ଥାଏ | | ||
+ | |||
|- | |- | ||
|03:01 | |03:01 | ||
|| ମାତ୍ର ଲିନକ୍ସ୍ ରେ ଆମେ ଏହି ଡିଫଲ୍ଟ୍ ଗୁଣକୁ ବଦଳାଇ ପାରିବା | | || ମାତ୍ର ଲିନକ୍ସ୍ ରେ ଆମେ ଏହି ଡିଫଲ୍ଟ୍ ଗୁଣକୁ ବଦଳାଇ ପାରିବା | | ||
+ | |||
|- | |- | ||
|03:04 | |03:04 | ||
|| ଆମେ ଏହି 3ଟି ଷ୍ଟ୍ରିମ୍ କୁ ଅନ୍ୟ ଫାଇଲ୍ ସହିତ ସଂଯୁକ୍ତ କରିପାରିବା | | || ଆମେ ଏହି 3ଟି ଷ୍ଟ୍ରିମ୍ କୁ ଅନ୍ୟ ଫାଇଲ୍ ସହିତ ସଂଯୁକ୍ତ କରିପାରିବା | | ||
+ | |||
|- | |- | ||
|03:07 | |03:07 | ||
|| ଏହି ପ୍ରକ୍ରିୟାଟିକୁ '''Redirection''' କୁହାଯାଏ | | || ଏହି ପ୍ରକ୍ରିୟାଟିକୁ '''Redirection''' କୁହାଯାଏ | | ||
+ | |||
|- | |- | ||
|03:09 | |03:09 | ||
|| 3ଟି ଷ୍ଟ୍ରିମ୍ ରେ ରିଡାଇରେକ୍ସନ୍ କିପରି ହୁଏ ଚାଲନ୍ତୁ ଦେଖିବା | | || 3ଟି ଷ୍ଟ୍ରିମ୍ ରେ ରିଡାଇରେକ୍ସନ୍ କିପରି ହୁଏ ଚାଲନ୍ତୁ ଦେଖିବା | | ||
+ | |||
|- | |- | ||
|03:14 | |03:14 | ||
|| ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ କିପରି ରିଡାଇରେକ୍ଟ୍ ହୁଏ ପ୍ରଥମେ ଦେଖିବା | | || ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ କିପରି ରିଡାଇରେକ୍ଟ୍ ହୁଏ ପ୍ରଥମେ ଦେଖିବା | | ||
+ | |||
|- | |- | ||
|03:17 | |03:17 | ||
||ଆମେ < (ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍) ଅପରେଟର୍ ବ୍ୟବହାର କରି ଏକ ଫାଇଲ୍ ରୁ '''standardin''' ରିଡାଇରେକ୍ଟ୍ କରୁ | | ||ଆମେ < (ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍) ଅପରେଟର୍ ବ୍ୟବହାର କରି ଏକ ଫାଇଲ୍ ରୁ '''standardin''' ରିଡାଇରେକ୍ଟ୍ କରୁ | | ||
ଏହା କିପରି ହୁଏ ଚାଲନ୍ତୁ ଦେଖିବା | | ଏହା କିପରି ହୁଏ ଚାଲନ୍ତୁ ଦେଖିବା | | ||
+ | |||
|- | |- | ||
|03:22 | |03:22 | ||
|| ଆମେ ଜାଣିଛୁ ଯେ '''wc''' କମାଣ୍ଡ୍ ଟି ଏକ ଫାଇଲ୍ ରେ ଥିବା ଧାଡି, ଶବ୍ଦ ଓ କ୍ୟାରେକ୍ଟର୍ ସଂଖ୍ୟା ଜାଣିବା ପାଇଁ ବ୍ୟବହୃତ ହୁଏ | | || ଆମେ ଜାଣିଛୁ ଯେ '''wc''' କମାଣ୍ଡ୍ ଟି ଏକ ଫାଇଲ୍ ରେ ଥିବା ଧାଡି, ଶବ୍ଦ ଓ କ୍ୟାରେକ୍ଟର୍ ସଂଖ୍ୟା ଜାଣିବା ପାଇଁ ବ୍ୟବହୃତ ହୁଏ | | ||
+ | |||
|- | |- | ||
|03:28 | |03:28 | ||
|| ଟର୍ମିନାଲ୍ ୱିଣ୍ଡୋରେ '''wc''' ଟାଇପ୍ କରନ୍ତୁ | | || ଟର୍ମିନାଲ୍ ୱିଣ୍ଡୋରେ '''wc''' ଟାଇପ୍ କରନ୍ତୁ | | ||
+ | |||
|- | |- | ||
|03:31 | |03:31 | ||
− | || ଏବେ '''enter''' ଦାବନ୍ତୁ | | + | || ଏବେ '''enter''' ଦାବନ୍ତୁ |,କ’ଣ ହୁଏ?? ଆମର ଏକ ବ୍ଲିଙ୍କିଙ୍ଗ୍ କର୍ସର୍ ଅଛି | ଏହାର ଅର୍ଥ ଆମକୁ କି’ବୋର୍ଡ ମାଧ୍ୟମରେ ଏଣ୍ଟର୍ କରିବାକୁ ହେବ | |
− | + | ||
− | + | ||
− | + | ||
|- | |- | ||
|03:37 | |03:37 | ||
|| କିଛି ଟେକ୍ସଟ୍ ଏଣ୍ଟର୍ କରନ୍ତୁ, ମନେକରନ୍ତୁ '''This tutorial is very important''' | || କିଛି ଟେକ୍ସଟ୍ ଏଣ୍ଟର୍ କରନ୍ତୁ, ମନେକରନ୍ତୁ '''This tutorial is very important''' | ||
+ | |||
|- | |- | ||
|03:46 | |03:46 | ||
|| ଏବେ '''Enter.''' ଦାବନ୍ତୁ | || ଏବେ '''Enter.''' ଦାବନ୍ତୁ | ||
+ | |||
|- | |- | ||
|03:48 | |03:48 | ||
|| ଏବେ '''Ctrl''' ଓ '''d''' କୁ ଏକାଠି ଦାବନ୍ତୁ | | || ଏବେ '''Ctrl''' ଓ '''d''' କୁ ଏକାଠି ଦାବନ୍ତୁ | | ||
+ | |||
|- | |- | ||
|03:52 | |03:52 | ||
|| ଆମେ ଏଣ୍ଟର୍ କରିଥିବା ଧାଡି ଉପରେ ଏବେ କମାଣ୍ଡ୍ କାମ କରିବ | | || ଆମେ ଏଣ୍ଟର୍ କରିଥିବା ଧାଡି ଉପରେ ଏବେ କମାଣ୍ଡ୍ କାମ କରିବ | | ||
+ | |||
|- | |- | ||
|03:55 | |03:55 | ||
|| କମାଣ୍ଡ୍ ଟି ଟର୍ମିନାଲ୍ ରେ ଏକ ଆଉଟ୍ ପୁଟ୍ ଦେବ | | || କମାଣ୍ଡ୍ ଟି ଟର୍ମିନାଲ୍ ରେ ଏକ ଆଉଟ୍ ପୁଟ୍ ଦେବ | | ||
+ | |||
|- | |- | ||
|03:57 | |03:57 | ||
|| ଏଠାରେ '''wc command ''' ପରେ କୌଣସି ଫାଇଲ୍ ଦିଆଯାଇ ନାହିଁ | || ଏଠାରେ '''wc command ''' ପରେ କୌଣସି ଫାଇଲ୍ ଦିଆଯାଇ ନାହିଁ | ||
+ | |||
|- | |- | ||
|04:01 | |04:01 | ||
|| ତେଣୁ ଏହା ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ ରୁ ଇନ୍ ପୁଟ୍ ନିଏ | | || ତେଣୁ ଏହା ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ ରୁ ଇନ୍ ପୁଟ୍ ନିଏ | | ||
+ | |||
|- | |- | ||
|04:04 | |04:04 | ||
|| ଏବେ ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ ଟି ଡିଫଲ୍ଟ୍ ଭାବରେ କି’ବୋର୍ଡ ସହିତ ସଂଯୁକ୍ତ ଅଛି | ଏଣୁ '''wc''' କି’ବୋର୍ଡ୍ ରୁ ଇନ୍ ପୁଟ୍ ନେବ | | || ଏବେ ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ ଟି ଡିଫଲ୍ଟ୍ ଭାବରେ କି’ବୋର୍ଡ ସହିତ ସଂଯୁକ୍ତ ଅଛି | ଏଣୁ '''wc''' କି’ବୋର୍ଡ୍ ରୁ ଇନ୍ ପୁଟ୍ ନେବ | | ||
+ | |||
|- | |- | ||
|04:12 | |04:12 | ||
− | ||ଏବେ ଆମେ ଯଦି | + | ||ଏବେ ଆମେ ଯଦି'''wc ସ୍ପେସ୍ 'ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍" ସ୍ପେସ୍ test1 dot txt''' ଲେଖିବା |
− | '''wc ସ୍ପେସ୍ 'ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍" ସ୍ପେସ୍ test1 dot txt''' ଲେଖିବା | + | |
|- | |- | ||
|04:19 | |04:19 | ||
|| '''wc''' ଆମକୁ '''test1 dot txt''' ଫାଇଲ୍ ରେ ଥିବା ଧାଡି, ଶବ୍ଦ ଓ କ୍ୟାରେକ୍ଟର୍ ସଂଖ୍ୟା କହିବ | | || '''wc''' ଆମକୁ '''test1 dot txt''' ଫାଇଲ୍ ରେ ଥିବା ଧାଡି, ଶବ୍ଦ ଓ କ୍ୟାରେକ୍ଟର୍ ସଂଖ୍ୟା କହିବ | | ||
+ | |||
|- | |- | ||
|04:27 | |04:27 | ||
|| ଏବେ '''wc ସ୍ପେସ୍ test1 dot txt''' ଟାଇପ୍ କରନ୍ତୁ | || ଏବେ '''wc ସ୍ପେସ୍ test1 dot txt''' ଟାଇପ୍ କରନ୍ତୁ | ||
+ | |||
|- | |- | ||
|04:34 | |04:34 | ||
||ଆମେ ସେହି ସମାନ ପରିଣାମ ଦେଖିବା | | ||ଆମେ ସେହି ସମାନ ପରିଣାମ ଦେଖିବା | | ||
+ | |||
|- | |- | ||
|04:37 | |04:37 | ||
|| ତେବେ ପାର୍ଥକ୍ୟ କ’ଣ? | || ତେବେ ପାର୍ଥକ୍ୟ କ’ଣ? | ||
+ | |||
|- | |- | ||
|04:39 | |04:39 | ||
|| ଆମେ '''wc ସ୍ପେସ୍ test1 dot txt''' ଲେଖିଲେ କମାଣ୍ଡ୍ ଟି '''test1 ଡଟ୍ txt''' ଫାଇଲ୍ ଖୋଲି ଏଥିରୁ ରିଡ୍ କରେ | | || ଆମେ '''wc ସ୍ପେସ୍ test1 dot txt''' ଲେଖିଲେ କମାଣ୍ଡ୍ ଟି '''test1 ଡଟ୍ txt''' ଫାଇଲ୍ ଖୋଲି ଏଥିରୁ ରିଡ୍ କରେ | | ||
+ | |||
|- | |- | ||
|04:46 | |04:46 | ||
|| ମାତ୍ର ଯଦି ଆମେ '''wc ସ୍ପେସ୍ 'ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍’ test1 ଡଟ୍ txt''' ଲେଖିବା, '''wc''' ଓପନ୍ କରିବାକୁ କୌଣସି ଫାଇଲ୍ ପାଏ ନାହିଁ | | || ମାତ୍ର ଯଦି ଆମେ '''wc ସ୍ପେସ୍ 'ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍’ test1 ଡଟ୍ txt''' ଲେଖିବା, '''wc''' ଓପନ୍ କରିବାକୁ କୌଣସି ଫାଇଲ୍ ପାଏ ନାହିଁ | | ||
+ | |||
|- | |- | ||
|04:53 | |04:53 | ||
|| ଏହା ପରିବର୍ତ୍ତେ '''standardin'''ରୁ ହୋଇଥିବା ଇନ୍ ପୁଟ୍ ନେବା ପାଇଁ ଖୋଜେ | | || ଏହା ପରିବର୍ତ୍ତେ '''standardin'''ରୁ ହୋଇଥିବା ଇନ୍ ପୁଟ୍ ନେବା ପାଇଁ ଖୋଜେ | | ||
+ | |||
|- | |- | ||
|04:57 | |04:57 | ||
|| ବର୍ତ୍ତମାନ ଆମେ '''test1ଡଟ୍txt''' ଫାଇଲ୍ କୁ '''standardin''' ଡାଇରେକ୍ଟ୍ କରିଛୁ | | || ବର୍ତ୍ତମାନ ଆମେ '''test1ଡଟ୍txt''' ଫାଇଲ୍ କୁ '''standardin''' ଡାଇରେକ୍ଟ୍ କରିଛୁ | | ||
+ | |||
|- | |- | ||
|05:01 | |05:01 | ||
|| ଏଣୁ କମାଣ୍ଡ୍ ଟି '''test1'''ରୁ ରିଡ୍ କରେ | | || ଏଣୁ କମାଣ୍ଡ୍ ଟି '''test1'''ରୁ ରିଡ୍ କରେ | | ||
+ | |||
|- | |- | ||
|05:04 | |05:04 | ||
|| ମାତ୍ର ପ୍ରକୃତରେ '''standardin'''କୁ ଡାଟା କେଉଁଠାରୁ ଆସୁଛି ତାହା ବିଷୟରେ ଜାଣେନାହିଁ | | || ମାତ୍ର ପ୍ରକୃତରେ '''standardin'''କୁ ଡାଟା କେଉଁଠାରୁ ଆସୁଛି ତାହା ବିଷୟରେ ଜାଣେନାହିଁ | | ||
+ | |||
|- | |- | ||
|05:10 | |05:10 | ||
|| ତେବେ, ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ କିପରି ରିଡାଇରେକ୍ଟ କରାଯିବ ତାହା ଆମେ ଦେଖିଲେ | | || ତେବେ, ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ କିପରି ରିଡାଇରେକ୍ଟ କରାଯିବ ତାହା ଆମେ ଦେଖିଲେ | | ||
+ | |||
|- | |- | ||
|05:12 | |05:12 | ||
|| ଏବେ ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଓ ଷ୍ଟାଣ୍ଡାର୍ଡ୍ ଏରର୍ କିପରି ରିଡାଇରେକ୍ଟ୍ କରାଯିବ ତାହା ଦେଖିବା | | || ଏବେ ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଓ ଷ୍ଟାଣ୍ଡାର୍ଡ୍ ଏରର୍ କିପରି ରିଡାଇରେକ୍ଟ୍ କରାଯିବ ତାହା ଦେଖିବା | | ||
+ | |||
|- | |- | ||
|05:17 | |05:17 | ||
|| ଏକ ଫାଇଲ୍ କୁ ଆଉଟ୍ ପୁଟ୍ ବା ଏରର୍ ରିଡାଇରେକ୍ଟ୍ କରିବାର ଦୁଇଟି ଉପାୟ ଅଛି: | || ଏକ ଫାଇଲ୍ କୁ ଆଉଟ୍ ପୁଟ୍ ବା ଏରର୍ ରିଡାଇରେକ୍ଟ୍ କରିବାର ଦୁଇଟି ଉପାୟ ଅଛି: | ||
+ | |||
|- | |- | ||
|05:20 | |05:20 | ||
||ମନେକରନ୍ତୁ, n ହେଉଛି ଫାଇଲ୍ ଡେସ୍କ୍ରିପ୍ଟର୍ | | ||ମନେକରନ୍ତୁ, n ହେଉଛି ଫାଇଲ୍ ଡେସ୍କ୍ରିପ୍ଟର୍ | | ||
− | |||
“n” ଗୋଟିଏ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ | “n” ଗୋଟିଏ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ | ||
− | |||
ଏକ ଫାଇଲ୍ କୁ ଫାଇଲ୍ ଡେସ୍କ୍ରିପ୍ଟର୍ “n”ରୁ ଆଉଟ୍ ପୁଟ୍ ରିଡାଇରେକ୍ଟ୍ କରେ | | ଏକ ଫାଇଲ୍ କୁ ଫାଇଲ୍ ଡେସ୍କ୍ରିପ୍ଟର୍ “n”ରୁ ଆଉଟ୍ ପୁଟ୍ ରିଡାଇରେକ୍ଟ୍ କରେ | | ||
+ | |||
|- | |- | ||
|05:29 | |05:29 | ||
|| ଫାଇଲ୍ ପାଇଁ ଆପଣଙ୍କର ରାଇଟ୍ ଅଥୋରିଟି ରହିଥିବା ଆବଶ୍ୟକ | | || ଫାଇଲ୍ ପାଇଁ ଆପଣଙ୍କର ରାଇଟ୍ ଅଥୋରିଟି ରହିଥିବା ଆବଶ୍ୟକ | | ||
+ | |||
|- | |- | ||
|05:32 | |05:32 | ||
|| ଫାଇଲ୍ ଟି ପୂର୍ବରୁ ନଥିଲେ ଏହା ତିଆରି ହୁଏ | | || ଫାଇଲ୍ ଟି ପୂର୍ବରୁ ନଥିଲେ ଏହା ତିଆରି ହୁଏ | | ||
+ | |||
|- | |- | ||
|05:35 | |05:35 | ||
|| ଏହା ପୂର୍ବରୁ ରହିଥିଲେ, ଏଥିରେ ଥିବା କଣ୍ଟେଟ୍ ଗୁଡିକ କୌଣସି ଚେତାବନୀ ବିନା ନଷ୍ଟ ହୋଇଯାଏ | | || ଏହା ପୂର୍ବରୁ ରହିଥିଲେ, ଏଥିରେ ଥିବା କଣ୍ଟେଟ୍ ଗୁଡିକ କୌଣସି ଚେତାବନୀ ବିନା ନଷ୍ଟ ହୋଇଯାଏ | | ||
+ | |||
|- | |- | ||
|05:40 | |05:40 | ||
|| ' n ' ଦୁଇଟି ରାଇଟ୍ ଆଙ୍ଗଲ୍ ବ୍ରାକେଟ୍’ ମଧ୍ୟ ଏକ ଫାଇଲ୍ ରେ ଫାଇଲ୍ ଡେସ୍କ୍ରିପ୍ଟର୍ '’ n '’ରୁ ଆଉଟ୍ ପୁଟ୍ ରିଡାଇରେକ୍ଟ୍ କରେ | | || ' n ' ଦୁଇଟି ରାଇଟ୍ ଆଙ୍ଗଲ୍ ବ୍ରାକେଟ୍’ ମଧ୍ୟ ଏକ ଫାଇଲ୍ ରେ ଫାଇଲ୍ ଡେସ୍କ୍ରିପ୍ଟର୍ '’ n '’ରୁ ଆଉଟ୍ ପୁଟ୍ ରିଡାଇରେକ୍ଟ୍ କରେ | | ||
+ | |||
|- | |- | ||
|05:47 | |05:47 | ||
|| ପୁନଶ୍ଚ, ଏହି ଫାଇଲ୍ ପାଇଁ ଆପଣଙ୍କର ରାଇଟ୍ ଅଥୋରିଟି ରହିଥିବା ଆବଶ୍ୟକ | | || ପୁନଶ୍ଚ, ଏହି ଫାଇଲ୍ ପାଇଁ ଆପଣଙ୍କର ରାଇଟ୍ ଅଥୋରିଟି ରହିଥିବା ଆବଶ୍ୟକ | | ||
+ | |||
|- | |- | ||
|05:50 | |05:50 | ||
|| ଫାଇଲ୍ ଟି ପୂର୍ବରୁ ନଥିଲେ, ଏହା ତିଆରି ହୁଏ | | || ଫାଇଲ୍ ଟି ପୂର୍ବରୁ ନଥିଲେ, ଏହା ତିଆରି ହୁଏ | | ||
+ | |||
|- | |- | ||
|05:52 | |05:52 | ||
|| ଏହା ପୂର୍ବରୁ ରହିଥିଲେ, ଏଥିରେ ଆଉଟ୍ ପୁଟ୍ ଟି ଆପେଣ୍ଡ୍ ହୋଇଯାଏ | | || ଏହା ପୂର୍ବରୁ ରହିଥିଲେ, ଏଥିରେ ଆଉଟ୍ ପୁଟ୍ ଟି ଆପେଣ୍ଡ୍ ହୋଇଯାଏ | | ||
+ | |||
|- | |- | ||
|05:59 | |05:59 | ||
|| ଗୋଟିଏ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ କିମ୍ବା ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ରେ ''n'' ଟି ''file descriptor''କୁ ବୁଝାଏ | | || ଗୋଟିଏ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ କିମ୍ବା ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ରେ ''n'' ଟି ''file descriptor''କୁ ବୁଝାଏ | | ||
+ | |||
|- | |- | ||
|06:05 | |06:05 | ||
|| ଏହା ବାହାର କରିଦିଆଗଲେ ଫାଇଲ୍ ଡେସ୍କ୍ରିପ୍ଟର୍ 1କୁ ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଭାବରେ ଧରାଯାଏ | | || ଏହା ବାହାର କରିଦିଆଗଲେ ଫାଇଲ୍ ଡେସ୍କ୍ରିପ୍ଟର୍ 1କୁ ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଭାବରେ ଧରାଯାଏ | | ||
+ | |||
|- | |- | ||
|06:10 | |06:10 | ||
|| ତେଣୁ ଏକ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ 1 ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ସହିତ ସମାନ | | || ତେଣୁ ଏକ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ 1 ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ସହିତ ସମାନ | | ||
+ | |||
|- | |- | ||
|06:15 | |06:15 | ||
|| ମାତ୍ର ଏରର୍ ଷ୍ଟ୍ରିମ୍ ରିଡାଇରେକ୍ଟ୍ କରିବାକୁ 2ଟି ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବା 2ଟି ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବ୍ୟବହାର କରିବାକୁ ହେବ | | || ମାତ୍ର ଏରର୍ ଷ୍ଟ୍ରିମ୍ ରିଡାଇରେକ୍ଟ୍ କରିବାକୁ 2ଟି ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବା 2ଟି ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବ୍ୟବହାର କରିବାକୁ ହେବ | | ||
+ | |||
|- | |- | ||
|06:22 | |06:22 | ||
|| ଏହାକୁ ପ୍ରାକ୍ଟିକାଲି ଦେଖିବା | | || ଏହାକୁ ପ୍ରାକ୍ଟିକାଲି ଦେଖିବା | | ||
+ | |||
|- | |- | ||
|06:24 | |06:24 | ||
|| ଗତ ଉଦାହରଣରୁ ଆମେ ଦେଖିଲେ ଯେ ଏକ ଫାଇଲ୍ ବା standardin ରେ wc କମାଣ୍ଡ୍ ର ଫଳ ଟର୍ମିନାଲ୍ ୱିଣ୍ଡୋରେ ଡିସ୍ପ୍ଲେ ହୋଇଛି | | || ଗତ ଉଦାହରଣରୁ ଆମେ ଦେଖିଲେ ଯେ ଏକ ଫାଇଲ୍ ବା standardin ରେ wc କମାଣ୍ଡ୍ ର ଫଳ ଟର୍ମିନାଲ୍ ୱିଣ୍ଡୋରେ ଡିସ୍ପ୍ଲେ ହୋଇଛି | | ||
+ | |||
|- | |- | ||
|06:31 | |06:31 | ||
|| ଏହା ଟର୍ମିନାଲ୍ ରେ ନଦେଖାଯିବା ପାଇଁ କ’ଣ କରିବା? | || ଏହା ଟର୍ମିନାଲ୍ ରେ ନଦେଖାଯିବା ପାଇଁ କ’ଣ କରିବା? | ||
+ | |||
|- | |- | ||
|06:34 | |06:34 | ||
|| ସୂଚନାଟି ପରେ ବ୍ୟବହୃତ ହେବା ପାଇଁ ଆମେ ଏହାକୁ ଫାଇଲ୍ ରେ ରଖିବାକୁ ଚାହୁଁ | | || ସୂଚନାଟି ପରେ ବ୍ୟବହୃତ ହେବା ପାଇଁ ଆମେ ଏହାକୁ ଫାଇଲ୍ ରେ ରଖିବାକୁ ଚାହୁଁ | | ||
+ | |||
|- | |- | ||
|06:38 | |06:38 | ||
|| wc ଡିଫଲ୍ଟ୍ ଭାବରେ ନିଜର ଆଉଟ୍ ପୁଟ୍ କୁ '''standardout'''ରେ ରାଇଟ୍ କରେ | | || wc ଡିଫଲ୍ଟ୍ ଭାବରେ ନିଜର ଆଉଟ୍ ପୁଟ୍ କୁ '''standardout'''ରେ ରାଇଟ୍ କରେ | | ||
+ | |||
|- | |- | ||
|06:42 | |06:42 | ||
|| '''standardout'''ଟି ଡିଫଲ୍ଟ୍ ଭାବରେ ଟର୍ମିନାଲ୍ ୱିଣ୍ଡୋ ସହିତ ସଂଯୁକ୍ତ ଥାଏ | | || '''standardout'''ଟି ଡିଫଲ୍ଟ୍ ଭାବରେ ଟର୍ମିନାଲ୍ ୱିଣ୍ଡୋ ସହିତ ସଂଯୁକ୍ତ ଥାଏ | | ||
+ | |||
|- | |- | ||
|06:45 | |06:45 | ||
|| ଏଣୁ ଆମେ ଆଉଟ୍ ପୁଟ୍ ଟିକୁ ଟର୍ମିନାଲ୍ ୱିଣ୍ଡୋରେ ଦେଖୁ | | || ଏଣୁ ଆମେ ଆଉଟ୍ ପୁଟ୍ ଟିକୁ ଟର୍ମିନାଲ୍ ୱିଣ୍ଡୋରେ ଦେଖୁ | | ||
+ | |||
|- | |- | ||
|06:48 | |06:48 | ||
|| ମାତ୍ର ଯଦି ଆମେ ଏକ ଫାଇଲ୍ ରେ standardoutକୁ ରିଡାଇରେକ୍ଟ୍ କରିପାରିଲେ wc କମାଣ୍ଡ୍ ରୁ ମିଳିଥିବା ଆଉଟ୍ ପୁଟ୍ ସେହି ଫାଇଲ୍ ରେ ରାଇଟ୍ ହୋଇଯାଏ | | || ମାତ୍ର ଯଦି ଆମେ ଏକ ଫାଇଲ୍ ରେ standardoutକୁ ରିଡାଇରେକ୍ଟ୍ କରିପାରିଲେ wc କମାଣ୍ଡ୍ ରୁ ମିଳିଥିବା ଆଉଟ୍ ପୁଟ୍ ସେହି ଫାଇଲ୍ ରେ ରାଇଟ୍ ହୋଇଯାଏ | | ||
+ | |||
|- | |- | ||
|06:57 | |06:57 | ||
− | || ମନେକରନ୍ତୁ ଆମେ | + | || ମନେକରନ୍ତୁ ଆମେ ''' wc ସ୍ପେସ୍ test1 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' wc_results ଡଟ୍ txt''' ଲେଖି |
− | ''' wc ସ୍ପେସ୍ test1 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' wc_results ଡଟ୍ txt''' ଲେଖି | + | |
|- | |- | ||
|07:09 | |07:09 | ||
|| '''enter''' ଦାବିବା | || '''enter''' ଦାବିବା | ||
+ | |||
|- | |- | ||
|07:11 | |07:11 | ||
|| ଏହା ପ୍ରକୃତରେ ହୋଇଛି କି ନାହିଁ ଦେଖିବାକୁ ଏବେ ଆମେ '''c-a-t''' କମାଣ୍ଡ୍ ଦ୍ୱାରା '''wc_results dot txt'''ର କଣ୍ଟେଣ୍ଟ୍ ଗୁଡିକ ଡିସ୍ପ୍ଲେ କରିପାରିବା | | || ଏହା ପ୍ରକୃତରେ ହୋଇଛି କି ନାହିଁ ଦେଖିବାକୁ ଏବେ ଆମେ '''c-a-t''' କମାଣ୍ଡ୍ ଦ୍ୱାରା '''wc_results dot txt'''ର କଣ୍ଟେଣ୍ଟ୍ ଗୁଡିକ ଡିସ୍ପ୍ଲେ କରିପାରିବା | | ||
+ | |||
|- | |- | ||
|07:23 | |07:23 | ||
− | || ହଁ ଏଥିରେ ଅଛି | | + | || ହଁ ଏଥିରେ ଅଛି |,ମନେକରନ୍ତୁ ସେହି ସମାନ୍ ଡିରେକ୍ଟୋରିରେ ଆମର ଆଉ ଏକ '''test2''' ଫାଇଲ୍ ଅଛି | |
− | + | ||
− | + | ||
− | + | ||
|- | |- | ||
|07:30 | |07:30 | ||
||ଏବେ ଆମେ ପୁଣି '''test2''' ଫାଇଲ୍ ସହିତ କମାଣ୍ଡ୍ ଏକଜିକ୍ୟୁଟ୍ କରିବା | ଆମେ '''wc ସ୍ପେସ୍ test2 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' wc_results ଡଟ୍ txt''' ଟାଇପ୍ କରିବା | | ||ଏବେ ଆମେ ପୁଣି '''test2''' ଫାଇଲ୍ ସହିତ କମାଣ୍ଡ୍ ଏକଜିକ୍ୟୁଟ୍ କରିବା | ଆମେ '''wc ସ୍ପେସ୍ test2 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' wc_results ଡଟ୍ txt''' ଟାଇପ୍ କରିବା | | ||
+ | |||
|- | |- | ||
|07:44 | |07:44 | ||
|| ତେଣୁ '''wc_results''' ଫାଇଲ୍ ର କଣ୍ଟେଣ୍ଟ୍ ଗୁଡିକ ଓଭର୍ ରାଇଟ୍ ହୋଇଯିବ | | || ତେଣୁ '''wc_results''' ଫାଇଲ୍ ର କଣ୍ଟେଣ୍ଟ୍ ଗୁଡିକ ଓଭର୍ ରାଇଟ୍ ହୋଇଯିବ | | ||
+ | |||
|- | |- | ||
|07:48 | |07:48 | ||
|| ଚାଲନ୍ତୁ ଏହା ଦେଖିବା | | || ଚାଲନ୍ତୁ ଏହା ଦେଖିବା | | ||
+ | |||
|- | |- | ||
|07:56 | |07:56 | ||
|| ଏହା ପରିବର୍ତ୍ତେ ଆମେ ଯଦି '''wc ସ୍ପେସ୍ test1 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' ଦୁଇଥର wc ଅଣ୍ଡର୍ ସ୍କୋର୍ results ଡଟ୍ txt''' ଲେଖୁ | || ଏହା ପରିବର୍ତ୍ତେ ଆମେ ଯଦି '''wc ସ୍ପେସ୍ test1 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' ଦୁଇଥର wc ଅଣ୍ଡର୍ ସ୍କୋର୍ results ଡଟ୍ txt''' ଲେଖୁ | ||
+ | |||
|- | |- | ||
|08:07 | |08:07 | ||
|| ତେବେ ନୂତନ କଣ୍ଟେଣ୍ଟ୍ '''wc ଅଣ୍ଡର୍ ସ୍କୋର୍ results ଡଟ୍ txt''' ଫାଇଲ୍ ର ସାମ୍ପ୍ରତିକ କଣ୍ଟେଣ୍ଟ୍ ଗୁଡିକ ଓଭର୍ ରାଇଟ୍ ନକରି ଆପେଣ୍ଡ୍ କରିଦିଏ | | || ତେବେ ନୂତନ କଣ୍ଟେଣ୍ଟ୍ '''wc ଅଣ୍ଡର୍ ସ୍କୋର୍ results ଡଟ୍ txt''' ଫାଇଲ୍ ର ସାମ୍ପ୍ରତିକ କଣ୍ଟେଣ୍ଟ୍ ଗୁଡିକ ଓଭର୍ ରାଇଟ୍ ନକରି ଆପେଣ୍ଡ୍ କରିଦିଏ | | ||
+ | |||
|- | |- | ||
|08:15 | |08:15 | ||
|| ଚାଲନ୍ତୁ ଏହା ମଧ୍ୟ ଦେଖିବା | | || ଚାଲନ୍ତୁ ଏହା ମଧ୍ୟ ଦେଖିବା | | ||
+ | |||
|- | |- | ||
|08:26 | |08:26 | ||
|| ଷ୍ଟାଣ୍ଡାର୍ଡ୍ ଏରର୍ ରିଡାଇରେକ୍ଟିଙ୍ଗ୍ ମଧ୍ୟ ସେହିଭଳି ହୁଏ | | || ଷ୍ଟାଣ୍ଡାର୍ଡ୍ ଏରର୍ ରିଡାଇରେକ୍ଟିଙ୍ଗ୍ ମଧ୍ୟ ସେହିଭଳି ହୁଏ | | ||
+ | |||
|- | |- | ||
|08:29 | |08:29 | ||
|| ଏକମାତ୍ର ପାର୍ଥକ୍ୟ ହେଉଛି ଏହି ପରିସ୍ଥିତିରେ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବା ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ପୂର୍ବରୁ ଆମକୁ ଷ୍ଟାଣ୍ଡାର୍ଡ୍ ଏରର୍ ର ଫାଇଲ୍ ଡେସ୍କ୍ରିପ୍ଟର୍ ସଂଖ୍ୟା ଉଲ୍ଲେଖ କରିବାକୁ ହେବ | | || ଏକମାତ୍ର ପାର୍ଥକ୍ୟ ହେଉଛି ଏହି ପରିସ୍ଥିତିରେ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବା ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ପୂର୍ବରୁ ଆମକୁ ଷ୍ଟାଣ୍ଡାର୍ଡ୍ ଏରର୍ ର ଫାଇଲ୍ ଡେସ୍କ୍ରିପ୍ଟର୍ ସଂଖ୍ୟା ଉଲ୍ଲେଖ କରିବାକୁ ହେବ | | ||
+ | |||
|- | |- | ||
|08:38 | |08:38 | ||
|| aaa ନାମକ ଫାଇଲ୍ ନାହିଁ ବୋଲି ଆମେ ଜାଣିଥିବାରୁ '''wc ସ୍ପେସ୍ aaa''' ଲେଖିବା | || aaa ନାମକ ଫାଇଲ୍ ନାହିଁ ବୋଲି ଆମେ ଜାଣିଥିବାରୁ '''wc ସ୍ପେସ୍ aaa''' ଲେଖିବା | ||
+ | |||
|- | |- | ||
|08:46 | |08:46 | ||
|| ସେଲ୍ ଟି '''No such file or directory''' ଏରର୍ ଦେଖାଇବ | | || ସେଲ୍ ଟି '''No such file or directory''' ଏରର୍ ଦେଖାଇବ | | ||
+ | |||
|- | |- | ||
|08:50 | |08:50 | ||
|| ମନେକରନ୍ତୁ ଆମେ ସ୍କ୍ରୀନ୍ ରେ ଏରର୍ ମେସେଜ୍ ଚାହୁଁନେ | ତାହାକୁ ଅନ୍ୟ କୌଣସି ଫାଇଲ୍ ରେ ରିଡାଇରେକ୍ଟ୍ କରାଯାଇପାରେ | | || ମନେକରନ୍ତୁ ଆମେ ସ୍କ୍ରୀନ୍ ରେ ଏରର୍ ମେସେଜ୍ ଚାହୁଁନେ | ତାହାକୁ ଅନ୍ୟ କୌଣସି ଫାଇଲ୍ ରେ ରିଡାଇରେକ୍ଟ୍ କରାଯାଇପାରେ | | ||
+ | |||
|- | |- | ||
|08:55 | |08:55 | ||
|| ସେଥିପାଇଁ ଆମେ ''' wc ସ୍ପେସ୍ aaa ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' errorlog ଡଟ୍ txt''' କମାଣ୍ଡ୍ ଦେଇପାରିବା | | || ସେଥିପାଇଁ ଆମେ ''' wc ସ୍ପେସ୍ aaa ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' errorlog ଡଟ୍ txt''' କମାଣ୍ଡ୍ ଦେଇପାରିବା | | ||
+ | |||
|- | |- | ||
|09:06 | |09:06 | ||
|| ଏବେ ଟର୍ମିନାଲ୍ ରେ ଏରର୍ ଦେଖାନଯାଇ '''errorlog ଡଟ୍ txt''' ଫାଇଲ୍ ରେ ଲେଖିହୋଇଯିବ | | || ଏବେ ଟର୍ମିନାଲ୍ ରେ ଏରର୍ ଦେଖାନଯାଇ '''errorlog ଡଟ୍ txt''' ଫାଇଲ୍ ରେ ଲେଖିହୋଇଯିବ | | ||
+ | |||
|- | |- | ||
|09:12 | |09:12 | ||
|| ଆମେ ଏହାକୁ '''cat ସ୍ପେସ୍ errorlog ଡଟ୍ txt''' କମାଣ୍ଡ୍ ଦ୍ୱାରା ଦେଖିପାରିବା | || ଆମେ ଏହାକୁ '''cat ସ୍ପେସ୍ errorlog ଡଟ୍ txt''' କମାଣ୍ଡ୍ ଦ୍ୱାରା ଦେଖିପାରିବା | ||
+ | |||
|- | |- | ||
|09:22 | |09:22 | ||
||ମନେକରନ୍ତୁ ଏବେ ମୁଁ '''cat ସ୍ପେସ୍ bbb ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' errorlog ଡଟ୍ txt''' କମାଣ୍ଡ୍ ଚଲାଇ ଅନ୍ୟ କିଛି ଏରର୍ କଲି | ||ମନେକରନ୍ତୁ ଏବେ ମୁଁ '''cat ସ୍ପେସ୍ bbb ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' errorlog ଡଟ୍ txt''' କମାଣ୍ଡ୍ ଚଲାଇ ଅନ୍ୟ କିଛି ଏରର୍ କଲି | ||
+ | |||
|- | |- | ||
|09:34 | |09:34 | ||
|| ତେବେ ପୂର୍ବ ଏରର୍ ଟି ଓଭର୍ ରାଇଟ୍ ହୋଇ ନୂତନ ଏରର୍ ଦେଖାଯିବ | | || ତେବେ ପୂର୍ବ ଏରର୍ ଟି ଓଭର୍ ରାଇଟ୍ ହୋଇ ନୂତନ ଏରର୍ ଦେଖାଯିବ | | ||
+ | |||
|- | |- | ||
|09:39 | |09:39 | ||
|| '''cat ସ୍ପେସ୍ errorlog ଡଟ୍ txt''' ଦେଖନ୍ତୁ | || '''cat ସ୍ପେସ୍ errorlog ଡଟ୍ txt''' ଦେଖନ୍ତୁ | ||
+ | |||
|- | |- | ||
|09:46 | |09:46 | ||
− | ||ମାତ୍ର ଆମେ ସବୁ ଏରର୍ ର ତାଲିକା ଚାହିଁଲେ କ’ଣ କରିବା?? | + | ||ମାତ୍ର ଆମେ ସବୁ ଏରର୍ ର ତାଲିକା ଚାହିଁଲେ କ’ଣ କରିବା??ଆମେ '''wc ସ୍ପେସ୍ aaa ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' ଦୁଇଥର errorlog ଡଟ୍ txt''' କମାଣ୍ଡ୍ ରନ୍ କରିବା | |
− | ଆମେ '''wc ସ୍ପେସ୍ aaa ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' ଦୁଇଥର errorlog ଡଟ୍ txt''' କମାଣ୍ଡ୍ ରନ୍ କରିବା | | + | |
|- | |- | ||
|09:58 | |09:58 | ||
|| '''cat''' କମାଣ୍ଡ୍ ବ୍ୟବହାର କରି ଯାଞ୍ଚ୍ କରିବା | || '''cat''' କମାଣ୍ଡ୍ ବ୍ୟବହାର କରି ଯାଞ୍ଚ୍ କରିବା | ||
+ | |||
|- | |- | ||
|10:06 | |10:06 | ||
− | || ଷ୍ଟାଣ୍ଡାର୍ଡ୍ ଆଉଟ୍, ଷ୍ଟାଣ୍ଡାର୍ଡ୍ ଇନ୍, ଷ୍ଟାଣ୍ଡାର୍ଡ୍ ଏରର୍ , ଏହି ତିନୋଟି ଷ୍ଟ୍ରିମ୍ ସ୍ୱତନ୍ତ୍ର ଭାବରେ କିପରି ରିଡାଇରେକ୍ଟ୍ ଓ ମାନିପୁଲେଟ୍ ହୁଅନ୍ତି ତାହା ଆମେ ଦେଖିଲେ | ମାତ୍ର ଏହି ଅବଧାରଣାର ପ୍ରକୃତ କ୍ଷମତା ସେତେଵେଳେ ମାପିହୁଏ ଯେତେବେଳେ ଆମେ ଷ୍ଟ୍ରିମ୍ ଗୁଡିକୁ ଏକା ସାଙ୍ଗରେ ମାନିପୁଲେଟ୍ କରିପାରୁ ଅର୍ଥାତ୍ ବିଭିନ୍ ଷ୍ଟ୍ରିମ୍ କୁ ସଂଯୁକ୍ତ କରୁ | | + | || ଷ୍ଟାଣ୍ଡାର୍ଡ୍ ଆଉଟ୍, ଷ୍ଟାଣ୍ଡାର୍ଡ୍ ଇନ୍, ଷ୍ଟାଣ୍ଡାର୍ଡ୍ ଏରର୍ , ଏହି ତିନୋଟି ଷ୍ଟ୍ରିମ୍ ସ୍ୱତନ୍ତ୍ର ଭାବରେ କିପରି ରିଡାଇରେକ୍ଟ୍ ଓ ମାନିପୁଲେଟ୍ ହୁଅନ୍ତି ତାହା ଆମେ ଦେଖିଲେ | ମାତ୍ର ଏହି ଅବଧାରଣାର ପ୍ରକୃତ କ୍ଷମତା ସେତେଵେଳେ ମାପିହୁଏ ଯେତେବେଳେ |
+ | ଆମେ ଷ୍ଟ୍ରିମ୍ ଗୁଡିକୁ ଏକା ସାଙ୍ଗରେ ମାନିପୁଲେଟ୍ କରିପାରୁ ଅର୍ଥାତ୍ ବିଭିନ୍ ଷ୍ଟ୍ରିମ୍ କୁ ସଂଯୁକ୍ତ କରୁ | | ||
+ | |||
|- | |- | ||
|10:20 | |10:20 | ||
|| ଏହି ପ୍ରକ୍ରିୟାକୁ '''pipelining''' କୁହାଯାଏ | | || ଏହି ପ୍ରକ୍ରିୟାକୁ '''pipelining''' କୁହାଯାଏ | | ||
+ | |||
|- | |- | ||
|10:22 | |10:22 | ||
|| କମାଣ୍ଡ୍ ର ଶୃଙ୍ଖଳ ତିଆରି କରିବାକୁ ପାଇପ୍ ଗୁଡିକ ବ୍ୟବହୃତ ହୁଏ | | || କମାଣ୍ଡ୍ ର ଶୃଙ୍ଖଳ ତିଆରି କରିବାକୁ ପାଇପ୍ ଗୁଡିକ ବ୍ୟବହୃତ ହୁଏ | | ||
+ | |||
|- | |- | ||
|10:25 | |10:25 | ||
|| ଏକ ପାଇପ୍, ଶୃଙ୍ଖଳରେ ଥିବା ଗୋଟିଏ କମାଣ୍ଡ୍ ର ଆଉଟ୍ ପୁଟ୍ ସହିତ ପରବର୍ତ୍ତୀ କମାଣ୍ଡ୍ ର ଇନ୍ ପୁଟ୍ ସହିତ ସଂଯୁକ୍ତ କରେ | | || ଏକ ପାଇପ୍, ଶୃଙ୍ଖଳରେ ଥିବା ଗୋଟିଏ କମାଣ୍ଡ୍ ର ଆଉଟ୍ ପୁଟ୍ ସହିତ ପରବର୍ତ୍ତୀ କମାଣ୍ଡ୍ ର ଇନ୍ ପୁଟ୍ ସହିତ ସଂଯୁକ୍ତ କରେ | | ||
+ | |||
|- | |- | ||
|10:30 | |10:30 | ||
|| ଏହା ''' command1 ଭର୍ଟିକାଲ୍ ବାର୍ command2 ହାଇପେନ୍ ଅପ୍ସନ୍ ଭର୍ଟିକାଲ୍ ବାର୍ command3 ହାଇପେନ୍ ଅପ୍ସନ୍1 ହାଇପେନ୍ ଅପ୍ସନ୍2 ଭର୍ଟିକାଲ୍ ବାର୍ command4''' ଭଳି ଦେଖାଯାଏ | | || ଏହା ''' command1 ଭର୍ଟିକାଲ୍ ବାର୍ command2 ହାଇପେନ୍ ଅପ୍ସନ୍ ଭର୍ଟିକାଲ୍ ବାର୍ command3 ହାଇପେନ୍ ଅପ୍ସନ୍1 ହାଇପେନ୍ ଅପ୍ସନ୍2 ଭର୍ଟିକାଲ୍ ବାର୍ command4''' ଭଳି ଦେଖାଯାଏ | | ||
+ | |||
|- | |- | ||
|10:46 | |10:46 | ||
|| ମନେକରନ୍ତୁ କରେଣ୍ଟ୍ ଡିରେକ୍ଟୋରିରେ ଥିବା ସବୁ ଫାଇଲ୍ ଓ ଡିରେକ୍ଟୋରି ସଂଖ୍ୟା ଆମେ ଜାଣିବାକୁ ଚାହୁଁଛେ | || ମନେକରନ୍ତୁ କରେଣ୍ଟ୍ ଡିରେକ୍ଟୋରିରେ ଥିବା ସବୁ ଫାଇଲ୍ ଓ ଡିରେକ୍ଟୋରି ସଂଖ୍ୟା ଆମେ ଜାଣିବାକୁ ଚାହୁଁଛେ | ||
+ | |||
|- | |- | ||
|10:51 | |10:51 | ||
||ଆମେ କ’ଣ କରିପାରିବା? ଆମେ ଜାଣିଛୁ ଯେ '''ls ସ୍ପେସ୍ ମାଇନସ୍ l''' କମାଣ୍ଡ୍ ଟି କରେଣ୍ଟ୍ ଡିରେକ୍ଟୋରିରେ ଥିବା ସମସ୍ତ ଫାଇଲ୍ ଓ ଡିରେକ୍ଟୋରିର ତାଲିକା କରେ | | ||ଆମେ କ’ଣ କରିପାରିବା? ଆମେ ଜାଣିଛୁ ଯେ '''ls ସ୍ପେସ୍ ମାଇନସ୍ l''' କମାଣ୍ଡ୍ ଟି କରେଣ୍ଟ୍ ଡିରେକ୍ଟୋରିରେ ଥିବା ସମସ୍ତ ଫାଇଲ୍ ଓ ଡିରେକ୍ଟୋରିର ତାଲିକା କରେ | | ||
+ | |||
|- | |- | ||
|10:58 | |10:58 | ||
||ଆଉଟ୍ ପୁଟ୍ ଟିକୁ ଆମେ '''ls ସ୍ପେସ୍ ମାଇନସ୍ l 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' files ଡଟ୍ txt''' ଫାଇଲ୍ କୁ ରିଡାଇରେକ୍ଟ୍ କରିପାରିବା | ||ଆଉଟ୍ ପୁଟ୍ ଟିକୁ ଆମେ '''ls ସ୍ପେସ୍ ମାଇନସ୍ l 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' files ଡଟ୍ txt''' ଫାଇଲ୍ କୁ ରିଡାଇରେକ୍ଟ୍ କରିପାରିବା | ||
+ | |||
|- | |- | ||
|11:08 | |11:08 | ||
|| '''cat ସ୍ପେସ୍ files ଡଟ୍ txt''' ରନ୍ କରନ୍ତୁ | | || '''cat ସ୍ପେସ୍ files ଡଟ୍ txt''' ରନ୍ କରନ୍ତୁ | | ||
+ | |||
|- | |- | ||
|11:14 | |11:14 | ||
|| ଏବେ ପ୍ରତି ଧାଡି ଫାଇଲ୍ କିମ୍ୱା ଡିରେକ୍ଟୋରିର ନାମ ଅଟେ | | || ଏବେ ପ୍ରତି ଧାଡି ଫାଇଲ୍ କିମ୍ୱା ଡିରେକ୍ଟୋରିର ନାମ ଅଟେ | | ||
+ | |||
|- | |- | ||
|11:17 | |11:17 | ||
|| ଆମେ ଫାଇଲ୍ ରେ ଥିବା ମୋଟ୍ ଧାଡି ସଂଖ୍ୟା ମାପିବାକୁ ହେଲେ files ଡଟ୍ txt ବ୍ୟବହାର କରିପାରିବା | | || ଆମେ ଫାଇଲ୍ ରେ ଥିବା ମୋଟ୍ ଧାଡି ସଂଖ୍ୟା ମାପିବାକୁ ହେଲେ files ଡଟ୍ txt ବ୍ୟବହାର କରିପାରିବା | | ||
+ | |||
|- | |- | ||
|11:24 | |11:24 | ||
|| ଏହା ଆମେ '''wc ସ୍ପେସ୍ ମାଇନସ୍ l files ଡଟ୍ txt''' କମାଣ୍ଡ୍ ବ୍ୟବହାର କରି କରିପାରିବା | | || ଏହା ଆମେ '''wc ସ୍ପେସ୍ ମାଇନସ୍ l files ଡଟ୍ txt''' କମାଣ୍ଡ୍ ବ୍ୟବହାର କରି କରିପାରିବା | | ||
+ | |||
|- | |- | ||
|11:32 | |11:32 | ||
|| ଏହା ଆମର ଉଦ୍ଦେଶ୍ୟକୁ ଚରିତାର୍ଥ କରୁଥିଲେ ମଧ୍ୟ ଏଥିରେ କିଛି ସମସ୍ୟା ଅଛି | | || ଏହା ଆମର ଉଦ୍ଦେଶ୍ୟକୁ ଚରିତାର୍ଥ କରୁଥିଲେ ମଧ୍ୟ ଏଥିରେ କିଛି ସମସ୍ୟା ଅଛି | | ||
+ | |||
|- | |- | ||
|11:35 | |11:35 | ||
|| ପ୍ରଥମେ ଏକ ମଧ୍ୟବର୍ତ୍ତୀ ଫାଇଲ୍ ଆବଶ୍ୟକ, ଏଠାରେ ଏହା ହେଉଛି '''files ଡଟ୍ txt''' | || ପ୍ରଥମେ ଏକ ମଧ୍ୟବର୍ତ୍ତୀ ଫାଇଲ୍ ଆବଶ୍ୟକ, ଏଠାରେ ଏହା ହେଉଛି '''files ଡଟ୍ txt''' | ||
+ | |||
|- | |- | ||
|11:40 | |11:40 | ||
|| ପ୍ରଥମ କମାଣ୍ଡ୍ ଟି ଯଦିଓ ବହୁତ ଡାଟା ଦିଏ, ତେବେ ଏହା ଅଯଥାରେ ଡିସ୍କ ମେମୋରିର ଜାଗା ନେଇଯାଏ | | || ପ୍ରଥମ କମାଣ୍ଡ୍ ଟି ଯଦିଓ ବହୁତ ଡାଟା ଦିଏ, ତେବେ ଏହା ଅଯଥାରେ ଡିସ୍କ ମେମୋରିର ଜାଗା ନେଇଯାଏ | | ||
+ | |||
|- | |- | ||
|11:46 | |11:46 | ||
|| ବହୁ କମାଣ୍ଡ୍ ଗୁଡିକୁ ଶୃଙ୍ଖଳ କରିବା ପାଇଁ ମଧ୍ୟ ଏହି ପ୍ରକ୍ରିୟାଟି ଧୀର ଅଟେ | | || ବହୁ କମାଣ୍ଡ୍ ଗୁଡିକୁ ଶୃଙ୍ଖଳ କରିବା ପାଇଁ ମଧ୍ୟ ଏହି ପ୍ରକ୍ରିୟାଟି ଧୀର ଅଟେ | | ||
+ | |||
|- | |- | ||
|11:50 | |11:50 | ||
− | ||ଏହିଭଳି ପାଇପ୍ ବ୍ୟବହାର କରି ଆମେ ଏହାକୁ ଆହୁରି ସହଜରେ କରିପାରିବା | ଆମେ | + | ||ଏହିଭଳି ପାଇପ୍ ବ୍ୟବହାର କରି ଆମେ ଏହାକୁ ଆହୁରି ସହଜରେ କରିପାରିବା | ଆମେ '''ls ସ୍ପେସ୍ ମାଇନସ୍ l 'ଭର୍ଟିକାଲ୍ ବାର୍' wc ସ୍ପେସ୍ ମାଇନସ୍ l''' ଲେଖି |
− | '''ls ସ୍ପେସ୍ ମାଇନସ୍ l 'ଭର୍ଟିକାଲ୍ ବାର୍' wc ସ୍ପେସ୍ ମାଇନସ୍ l''' ଲେଖି | + | |
|- | |- | ||
|12:01 | |12:01 | ||
|| ଆହୁରି ସହଜରେ ସେହି ସମାନ ଫଳ ପାଇପାରିବା | | || ଆହୁରି ସହଜରେ ସେହି ସମାନ ଫଳ ପାଇପାରିବା | | ||
+ | |||
|- | |- | ||
|12:06 | |12:06 | ||
|| '''ls''' କମାଣ୍ଡ୍ ରୁ ବାହାରିଥିବା ଆଉଟ୍ ପୁଟ୍ '''wc''' କମାଣ୍ଡ୍ ପାଇଁ ଇନ୍ ପୁଟ୍ ହୋଇଯାଏ | | || '''ls''' କମାଣ୍ଡ୍ ରୁ ବାହାରିଥିବା ଆଉଟ୍ ପୁଟ୍ '''wc''' କମାଣ୍ଡ୍ ପାଇଁ ଇନ୍ ପୁଟ୍ ହୋଇଯାଏ | | ||
+ | |||
|- | |- | ||
|12:10 | |12:10 | ||
|| ପାଇପ୍ ବ୍ୟବହାର କରି ଆମେ ଆହୁରି ଦୀର୍ଘ ଶୃଙ୍ଖଳ ଯୋଗ କରିପାରିବା | | || ପାଇପ୍ ବ୍ୟବହାର କରି ଆମେ ଆହୁରି ଦୀର୍ଘ ଶୃଙ୍ଖଳ ଯୋଗ କରିପାରିବା | | ||
+ | |||
|- | |- | ||
|12:15 | |12:15 | ||
|| ପାଇପ୍ ଗୁଡିକର ଏକ ସାଧାରଣ ବ୍ୟବହାରଟି ହେଉଛି ଏକାଧିକ ପେଜ୍ ଡିସ୍ପ୍ଲେ ରିଡ୍ କରିବା | | || ପାଇପ୍ ଗୁଡିକର ଏକ ସାଧାରଣ ବ୍ୟବହାରଟି ହେଉଛି ଏକାଧିକ ପେଜ୍ ଡିସ୍ପ୍ଲେ ରିଡ୍ କରିବା | | ||
+ | |||
|- | |- | ||
|12:19 | |12:19 | ||
||'''cd ସ୍ପେସ୍ ସ୍ଲାସ୍ user ସ୍ଲାସ୍ bin''' | ||'''cd ସ୍ପେସ୍ ସ୍ଲାସ୍ user ସ୍ଲାସ୍ bin''' | ||
+ | |||
|- | |- | ||
|12:24 | |12:24 | ||
|| ଆମେ ବର୍ତ୍ତମାନ bin ଡିରେକ୍ଟୋରିରେ ଅଛୁ | | || ଆମେ ବର୍ତ୍ତମାନ bin ଡିରେକ୍ଟୋରିରେ ଅଛୁ | | ||
+ | |||
|- | |- | ||
|12:28 | |12:28 | ||
|| ଏବେ "ls ମାଇନସ୍ l" ରନ୍ କରିବା | || ଏବେ "ls ମାଇନସ୍ l" ରନ୍ କରିବା | ||
+ | |||
|- | |- | ||
|12:31 | |12:31 | ||
|| ଆମେ ଆଉଟ୍ ପୁଟ୍ ଟିକୁ ସଠିକ ଭାବରେ ଦେଖିପାରୁନେ | ମାତ୍ର ଏହାକୁ ପାଇପ୍ ସହିତ ଏକାଠି ବ୍ୟବହାର କଲେ ଦେଖିପାରିବା | | || ଆମେ ଆଉଟ୍ ପୁଟ୍ ଟିକୁ ସଠିକ ଭାବରେ ଦେଖିପାରୁନେ | ମାତ୍ର ଏହାକୁ ପାଇପ୍ ସହିତ ଏକାଠି ବ୍ୟବହାର କଲେ ଦେଖିପାରିବା | | ||
+ | |||
|- | |- | ||
|12:37 | |12:37 | ||
|| ତାଲିକାରେ ଦେଖିବାକୁ ଏଣ୍ଟର୍ ଦାବନ୍ତୁ | | || ତାଲିକାରେ ଦେଖିବାକୁ ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|12:41 | |12:41 | ||
|| ଏଥିରୁ ବାହାରିବାକୁ "q" ଦାବନ୍ତୁ | | || ଏଥିରୁ ବାହାରିବାକୁ "q" ଦାବନ୍ତୁ | | ||
+ | |||
|- | |- | ||
|12:45 | |12:45 | ||
|| ଏହି କିଛି କମାଣ୍ଡ୍ ଫାଇଲ୍ ସହିତ କାମ କରିବାରେ ଆମକୁ ସାହାଯ୍ୟ କରେ | | || ଏହି କିଛି କମାଣ୍ଡ୍ ଫାଇଲ୍ ସହିତ କାମ କରିବାରେ ଆମକୁ ସାହାଯ୍ୟ କରେ | | ||
+ | |||
|- | |- | ||
|12:48 | |12:48 | ||
|| ଆହୁରି ବହୁତ କମାଣ୍ଡ୍ ଅଛି | | || ଆହୁରି ବହୁତ କମାଣ୍ଡ୍ ଅଛି | | ||
+ | |||
|- | |- | ||
|12:50 | |12:50 | ||
|| ଆମେ ଦେଖିଥିବା ପ୍ରତି କମାଣ୍ଡ୍ ର ଆହୁରି ବହୁତ ଅପ୍ସନ୍ ଅଛି | | || ଆମେ ଦେଖିଥିବା ପ୍ରତି କମାଣ୍ଡ୍ ର ଆହୁରି ବହୁତ ଅପ୍ସନ୍ ଅଛି | | ||
+ | |||
|- | |- | ||
|12:54 | |12:54 | ||
|| '''man''' କମାଣ୍ଡ୍ ବ୍ୟବହାର କରି ସେଗୁଡିକ ବିଷୟରେ ଅଧିକ ଦେଖିବାକୁ ମୁଁ ପ୍ରୋତ୍ସାହିତ କରିବି | | || '''man''' କମାଣ୍ଡ୍ ବ୍ୟବହାର କରି ସେଗୁଡିକ ବିଷୟରେ ଅଧିକ ଦେଖିବାକୁ ମୁଁ ପ୍ରୋତ୍ସାହିତ କରିବି | | ||
+ | |||
|- | |- | ||
|12:58 | |12:58 | ||
|| କମାଣ୍ଡ୍ ବିଷୟରେ ଶିଖିବାର ସର୍ବୋତ୍ତମ ଉପାୟ ହେଉଛି ବାରମ୍ବାର ତାହାକୁ ବ୍ୟବହାର କରିବା | | || କମାଣ୍ଡ୍ ବିଷୟରେ ଶିଖିବାର ସର୍ବୋତ୍ତମ ଉପାୟ ହେଉଛି ବାରମ୍ବାର ତାହାକୁ ବ୍ୟବହାର କରିବା | | ||
+ | |||
|- | |- | ||
|13:04 | |13:04 | ||
|| ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | || ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | ||
+ | |||
|- | |- | ||
|13:07 | |13:07 | ||
Line 462: | Line 598: | ||
|13:15 | |13:15 | ||
|| ନିମ୍ନ ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି | | || ନିମ୍ନ ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି | | ||
+ | |||
|- | |- | ||
|13:19 | |13:19 | ||
− | ||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | + | ||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |
− | + | ||
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | + | |
|} | |} |
Latest revision as of 16:37, 10 April 2017
Time | Narration |
00:00 | ରିଡାଇରେକ୍ସନ୍ ଓ ପାଇପ୍ସ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:07 | ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି | |
00:09 | ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଓ କମାଣ୍ଡ୍ ଗୁଡିକ ଉପରେ ଆପଣଙ୍କର ମୌଳିକ ଧାରଣା ଅଛି ବୋଲି ମୁଁ ଭାବୁଛି | |
00:16 | ଆପଣ ଯଦି ଆଗ୍ରହୀ, ତେବେ ଏହା ନିମ୍ନ ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି | |
00:22 | ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ | |
00:25 | ଉଲ୍ଲେଖ କରାନଯାଇଥିବା ପର୍ଯ୍ୟନ୍ତ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ |
00:32 | ଲିନକ୍ସ୍ ରେ ଆମେ ଅଧିକାଂଶ କାମ ଏକ ଟର୍ମିନାଲ୍ ମାଧ୍ୟମରେ କରିଥାଉ | |
00:35 | ଏକ କମାଣ୍ଡ୍ ଏକଜିକ୍ୟୁଟ୍ କରିବାକୁ ହେଲେ ଆମେ ସାଧାରଣତଃ କି’ବୋର୍ଡ ମାଧ୍ୟମରେ ଟାଇପ୍ କରୁ | |
00:39 | ମନେକରନ୍ତୁ ଆମେ ତାରିଖ ଓ ସମୟ ଖୋଜିବା | |
00:41 | ଆମେ କି’ ବୋର୍ଡରେ date ଟାଇପ୍ କରି enter ଦାବୁ | |
00:46 | ଆମେ ସାଧାରଣତଃ କି’ ବୋର୍ଡ ମାଧ୍ୟମରେ ଇନପୁଟ୍ ଦେଉ | |
00:48 | ସେହିଭଳି ଆମେ ଦେଖୁ ଯେ, ଆମ କମାଣ୍ଡ୍ ର ଆଉଟ୍ ପୁଟ୍ ମଧ୍ୟ ଟର୍ମିନାଲ୍ ୱିଣ୍ଡୋରେ ଦେଖାଯାଏ | |
00:56 | ମନେକରନ୍ତୁ, ଆମେ କିଛି କମାଣ୍ଡ୍ ଏକଜିକ୍ୟୁଟ୍ କରିବା ସମୟରେ କିଛି ଏରର୍ ହେଲା | |
00:59 | ଉଦାହରଣସ୍ୱରୂପ ଆମେ cat space aaa ଟାଇପ୍ କରି enter ଦାବିବା |
01:05 | ଏବେ, aaa ନାମରେ କୌଣସି ଫାଇଲ୍ ନାହିଁ | |
01:08 | ଏଭଳି କହୁଥିବାର ଏକ ଏରର୍ ମେସେଜ୍ ଦେଖାଯାଏ | |
01:10 | ଏବେ ଏହି ଏରର୍ ଟି ଟର୍ମିନାଲ୍ ୱିଣ୍ଡୋରେ ମଧ୍ୟ ଆସେ | ଏହିପରି ଆମେ ଟର୍ମିନାଲ୍ ରେ ଏରର୍ ରିପୋର୍ଟିଙ୍ଗ୍ ମଧ୍ୟ ଦେଖୁ | |
01:20 | ଇନପୁ୍ଟିଂ, ଆଉଟ୍ ପୁଟିଂ ଓ ଏରର୍ ରିପୋର୍ଟିଂ ହେଉଛି କମାଣ୍ଡ୍ ସମ୍ବନ୍ଧିତ ତିନୋଟି ସ୍ୱତନ୍ତ୍ର ଆକ୍ସନ୍ | |
01:24 | ରିଡାଇରେକ୍ସନ୍ ବିଷୟରେ ପଢିବା ପୂର୍ବରୁ ଆମେ ଦୁଇଟି ମୁଖ୍ୟ କନ୍ସେପ୍ଟ ବିଷୟରେ ଜାଣିବା ଉଚିତ | ତାହା ହେଉଛି ଷ୍ଟ୍ରିମ୍ ଓ ଫାଇଲ୍ ଡେସ୍କ୍ରିପ୍ଟର୍ | |
01:31 | ଲିନକ୍ସ୍ ସେଲ୍ ବାଶ୍ ଭଳି ଅଟେ, ଯାହା ଇନପୁଟ୍ ଗ୍ରହଣ କରି କ୍ୟାରେକ୍ଟର୍ ଗୁଡିକର ଷ୍ଟ୍ରିମ୍ ବା ସିକ୍ୱେନ୍ସ୍ ରୂପରେ ଆଉଟ୍ ପୁଟ୍ ପଠାଏ | |
01:37 | ତାହା ପୂର୍ବରୁ ଓ ପରେ ଥିବା ସମସ୍ତ କ୍ୟାରେକ୍ଟର୍ ସ୍ୱତନ୍ତ୍ର ଅଟେ | |
01:41 | IO ଟେକ୍ନିକ୍ ବ୍ୟବହାର କରି Streams ଆକ୍ସେସ୍ ହୁଏ | |
01:44 | କ୍ୟାରେକ୍ଟର୍ ଗୁଡିକର ପ୍ରକୃତ ଷ୍ଟ୍ରିମ୍ ଫାଇଲ୍, କି’ବୋର୍ଡ୍, ୱିଣ୍ଡୋ ଇତ୍ୟାଦିରୁ ଆସିଛି କିମ୍ୱା ଏଥିକୁ ଯାଇଛି କି ନାହିଁ ତାହା କୌଣସି ପ୍ରଭାବ ପକାଏନି | |
01:51 | ଲିନକ୍ସ୍ ରେ ଏକ ପ୍ରୋସେସ୍ ର ପ୍ରତ୍ୟେକ ଖୋଲା ଫାଇଲ୍ ଏକ ପୂର୍ଣ୍ଣ ସଂଖ୍ୟା ସହିତ ଜଡିତ ଥାଏ | |
01:57 | ଏହି ସାଂଖ୍ୟିକ ମୂଲ୍ୟଗୁଡିକ ଫାଇଲ୍ ଡେସ୍କ୍ରିପ୍ଟର୍ ଭାବେ ଜଣାଯାଏ| |
02:05 | ଲିନକ୍ସ୍ ସେଲ୍ ଗୁଡିକ ତିନୋଟି ଷ୍ଟାଣ୍ଡାର୍ଡ୍ I/O ଷ୍ଟ୍ରିମ୍ ବ୍ୟବହାର କରେ | |
02:08 | ସେଥି ମଧ୍ୟରୁ ପ୍ରତ୍ୟେକଟି ଉତ୍ତମ ଭାବେ ଜଣାଶୁଣା ଫାଇଲ୍ ଡେସ୍କ୍ରିପ୍ଟର୍ ସହିତ ଜଡିତ ଥାଏ | |
02:12 | stdin ହେଉଛି ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ | |
02:15 | ଏହା କମାଣ୍ଡ୍ ଗୁଡିକୁ ଇନ୍ ପୁଟ୍ ଦିଏ | |
02:17 | ଏହାର ଫାଇଲ୍ ଡେସ୍କ୍ରିପ୍ଟର୍ ହେଉଛି ୦ | |
02:19 | stdout ହେଉଛି ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଷ୍ଟ୍ରିମ୍ | |
02:22 | ଏହା କମାଣ୍ଡ୍ ଗୁଡିକରୁ ଆଉଟ୍ ପୁଟ୍ ଦେଖାଏ | ଏହାର ଫାଇଲ୍ ଡେସ୍କ୍ରିପ୍ସଟର୍ 1 ଅଟେ | |
02:26 | stderr ହେଉଛି ଷ୍ଟାଣ୍ଡାର୍ଡ ଏରର୍ ଷ୍ଟ୍ରିମ୍ | ଏହା କମାଣ୍ଡ୍ ଗୁଡିକରୁ ଏରର୍ ଆଉଟ୍ ପୁଟ୍ ଦେଖାଏ | ଏଥିରେ ”’ଫାଇଲ୍ ଡେସ୍କ୍ରିପ୍ସଟର୍ 2”’ ଅଛି | |
02:36 | ଇନ୍ ପୁଟ୍ ଷ୍ଟ୍ରିମ୍ ପ୍ରୋଗ୍ରାମ୍ କୁ ଇନ୍ ପୁଟ୍ ଦିଏ | |
02:40 | ବାଇ ଡିଫଲ୍ଟ ଏହା ଟର୍ମିନାଲ୍ କି’ ଷ୍ଟ୍ରୋକ୍ ରୁ ନେଇଥାଏ | |
02:44 | ଆଉଟ୍ ପୁଟ୍ ଷ୍ଟ୍ରିମ୍ ଡିଫଲ୍ଟ୍ ଭାବରେ ଟର୍ମିନାଲ୍ ରେ ଟେକ୍ସଟ୍ କ୍ୟାରେକ୍ଟର ପ୍ରିଣ୍ଟ୍ କରେ | |
02:47 | ଟର୍ମିନାଲ୍ ଟି ପ୍ରକୃତରେ ଏକ ASCII ଟାଇପ୍ ରାଇଟର୍ ବା ଡିସ୍ପ୍ଲେ ଟର୍ମିନାଲ୍ ଥିଲା | |
02:52 | ମାତ୍ର ଏବେ ଏହା ପ୍ରାୟତଃ ଗ୍ରାଫିକାଲ୍ ଡେସ୍କଟପ୍ ଉପରେ ଏକ ଟେକ୍ସଟ୍ ୱିଣ୍ଡୋ | |
02:56 | ଆମେ ଦେଖିଛୁ ଯେ 3 ଟି ଷ୍ଟ୍ରିମ୍ କିଛି ଫାଇଲ୍ ସହିତ ଡିଫଲ୍ଟ୍ ଭାବରେ ସଂଯୁକ୍ତ ଥାଏ | |
03:01 | ମାତ୍ର ଲିନକ୍ସ୍ ରେ ଆମେ ଏହି ଡିଫଲ୍ଟ୍ ଗୁଣକୁ ବଦଳାଇ ପାରିବା | |
03:04 | ଆମେ ଏହି 3ଟି ଷ୍ଟ୍ରିମ୍ କୁ ଅନ୍ୟ ଫାଇଲ୍ ସହିତ ସଂଯୁକ୍ତ କରିପାରିବା | |
03:07 | ଏହି ପ୍ରକ୍ରିୟାଟିକୁ Redirection କୁହାଯାଏ | |
03:09 | 3ଟି ଷ୍ଟ୍ରିମ୍ ରେ ରିଡାଇରେକ୍ସନ୍ କିପରି ହୁଏ ଚାଲନ୍ତୁ ଦେଖିବା | |
03:14 | ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ କିପରି ରିଡାଇରେକ୍ଟ୍ ହୁଏ ପ୍ରଥମେ ଦେଖିବା | |
03:17 | ଆମେ < (ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍) ଅପରେଟର୍ ବ୍ୟବହାର କରି ଏକ ଫାଇଲ୍ ରୁ standardin ରିଡାଇରେକ୍ଟ୍ କରୁ |
ଏହା କିପରି ହୁଏ ଚାଲନ୍ତୁ ଦେଖିବା | |
03:22 | ଆମେ ଜାଣିଛୁ ଯେ wc କମାଣ୍ଡ୍ ଟି ଏକ ଫାଇଲ୍ ରେ ଥିବା ଧାଡି, ଶବ୍ଦ ଓ କ୍ୟାରେକ୍ଟର୍ ସଂଖ୍ୟା ଜାଣିବା ପାଇଁ ବ୍ୟବହୃତ ହୁଏ | |
03:28 | ଟର୍ମିନାଲ୍ ୱିଣ୍ଡୋରେ wc ଟାଇପ୍ କରନ୍ତୁ | |
03:31 | ଏବେ enter ଦାବନ୍ତୁ |,କ’ଣ ହୁଏ?? ଆମର ଏକ ବ୍ଲିଙ୍କିଙ୍ଗ୍ କର୍ସର୍ ଅଛି | ଏହାର ଅର୍ଥ ଆମକୁ କି’ବୋର୍ଡ ମାଧ୍ୟମରେ ଏଣ୍ଟର୍ କରିବାକୁ ହେବ | |
03:37 | କିଛି ଟେକ୍ସଟ୍ ଏଣ୍ଟର୍ କରନ୍ତୁ, ମନେକରନ୍ତୁ This tutorial is very important |
03:46 | ଏବେ Enter. ଦାବନ୍ତୁ |
03:48 | ଏବେ Ctrl ଓ d କୁ ଏକାଠି ଦାବନ୍ତୁ | |
03:52 | ଆମେ ଏଣ୍ଟର୍ କରିଥିବା ଧାଡି ଉପରେ ଏବେ କମାଣ୍ଡ୍ କାମ କରିବ | |
03:55 | କମାଣ୍ଡ୍ ଟି ଟର୍ମିନାଲ୍ ରେ ଏକ ଆଉଟ୍ ପୁଟ୍ ଦେବ | |
03:57 | ଏଠାରେ wc command ପରେ କୌଣସି ଫାଇଲ୍ ଦିଆଯାଇ ନାହିଁ |
04:01 | ତେଣୁ ଏହା ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ ରୁ ଇନ୍ ପୁଟ୍ ନିଏ | |
04:04 | ଏବେ ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ ଟି ଡିଫଲ୍ଟ୍ ଭାବରେ କି’ବୋର୍ଡ ସହିତ ସଂଯୁକ୍ତ ଅଛି | ଏଣୁ wc କି’ବୋର୍ଡ୍ ରୁ ଇନ୍ ପୁଟ୍ ନେବ | |
04:12 | ଏବେ ଆମେ ଯଦିwc ସ୍ପେସ୍ 'ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍" ସ୍ପେସ୍ test1 dot txt ଲେଖିବା |
04:19 | wc ଆମକୁ test1 dot txt ଫାଇଲ୍ ରେ ଥିବା ଧାଡି, ଶବ୍ଦ ଓ କ୍ୟାରେକ୍ଟର୍ ସଂଖ୍ୟା କହିବ | |
04:27 | ଏବେ wc ସ୍ପେସ୍ test1 dot txt ଟାଇପ୍ କରନ୍ତୁ |
04:34 | ଆମେ ସେହି ସମାନ ପରିଣାମ ଦେଖିବା | |
04:37 | ତେବେ ପାର୍ଥକ୍ୟ କ’ଣ? |
04:39 | ଆମେ wc ସ୍ପେସ୍ test1 dot txt ଲେଖିଲେ କମାଣ୍ଡ୍ ଟି test1 ଡଟ୍ txt ଫାଇଲ୍ ଖୋଲି ଏଥିରୁ ରିଡ୍ କରେ | |
04:46 | ମାତ୍ର ଯଦି ଆମେ wc ସ୍ପେସ୍ 'ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍’ test1 ଡଟ୍ txt ଲେଖିବା, wc ଓପନ୍ କରିବାକୁ କୌଣସି ଫାଇଲ୍ ପାଏ ନାହିଁ | |
04:53 | ଏହା ପରିବର୍ତ୍ତେ standardinରୁ ହୋଇଥିବା ଇନ୍ ପୁଟ୍ ନେବା ପାଇଁ ଖୋଜେ | |
04:57 | ବର୍ତ୍ତମାନ ଆମେ test1ଡଟ୍txt ଫାଇଲ୍ କୁ standardin ଡାଇରେକ୍ଟ୍ କରିଛୁ | |
05:01 | ଏଣୁ କମାଣ୍ଡ୍ ଟି test1ରୁ ରିଡ୍ କରେ | |
05:04 | ମାତ୍ର ପ୍ରକୃତରେ standardinକୁ ଡାଟା କେଉଁଠାରୁ ଆସୁଛି ତାହା ବିଷୟରେ ଜାଣେନାହିଁ | |
05:10 | ତେବେ, ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ କିପରି ରିଡାଇରେକ୍ଟ କରାଯିବ ତାହା ଆମେ ଦେଖିଲେ | |
05:12 | ଏବେ ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଓ ଷ୍ଟାଣ୍ଡାର୍ଡ୍ ଏରର୍ କିପରି ରିଡାଇରେକ୍ଟ୍ କରାଯିବ ତାହା ଦେଖିବା | |
05:17 | ଏକ ଫାଇଲ୍ କୁ ଆଉଟ୍ ପୁଟ୍ ବା ଏରର୍ ରିଡାଇରେକ୍ଟ୍ କରିବାର ଦୁଇଟି ଉପାୟ ଅଛି: |
05:20 | ମନେକରନ୍ତୁ, n ହେଉଛି ଫାଇଲ୍ ଡେସ୍କ୍ରିପ୍ଟର୍ |
“n” ଗୋଟିଏ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ଏକ ଫାଇଲ୍ କୁ ଫାଇଲ୍ ଡେସ୍କ୍ରିପ୍ଟର୍ “n”ରୁ ଆଉଟ୍ ପୁଟ୍ ରିଡାଇରେକ୍ଟ୍ କରେ | |
05:29 | ଫାଇଲ୍ ପାଇଁ ଆପଣଙ୍କର ରାଇଟ୍ ଅଥୋରିଟି ରହିଥିବା ଆବଶ୍ୟକ | |
05:32 | ଫାଇଲ୍ ଟି ପୂର୍ବରୁ ନଥିଲେ ଏହା ତିଆରି ହୁଏ | |
05:35 | ଏହା ପୂର୍ବରୁ ରହିଥିଲେ, ଏଥିରେ ଥିବା କଣ୍ଟେଟ୍ ଗୁଡିକ କୌଣସି ଚେତାବନୀ ବିନା ନଷ୍ଟ ହୋଇଯାଏ | |
05:40 | ' n ' ଦୁଇଟି ରାଇଟ୍ ଆଙ୍ଗଲ୍ ବ୍ରାକେଟ୍’ ମଧ୍ୟ ଏକ ଫାଇଲ୍ ରେ ଫାଇଲ୍ ଡେସ୍କ୍ରିପ୍ଟର୍ '’ n '’ରୁ ଆଉଟ୍ ପୁଟ୍ ରିଡାଇରେକ୍ଟ୍ କରେ | |
05:47 | ପୁନଶ୍ଚ, ଏହି ଫାଇଲ୍ ପାଇଁ ଆପଣଙ୍କର ରାଇଟ୍ ଅଥୋରିଟି ରହିଥିବା ଆବଶ୍ୟକ | |
05:50 | ଫାଇଲ୍ ଟି ପୂର୍ବରୁ ନଥିଲେ, ଏହା ତିଆରି ହୁଏ | |
05:52 | ଏହା ପୂର୍ବରୁ ରହିଥିଲେ, ଏଥିରେ ଆଉଟ୍ ପୁଟ୍ ଟି ଆପେଣ୍ଡ୍ ହୋଇଯାଏ | |
05:59 | ଗୋଟିଏ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ କିମ୍ବା ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ରେ n ଟି file descriptorକୁ ବୁଝାଏ | |
06:05 | ଏହା ବାହାର କରିଦିଆଗଲେ ଫାଇଲ୍ ଡେସ୍କ୍ରିପ୍ଟର୍ 1କୁ ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଭାବରେ ଧରାଯାଏ | |
06:10 | ତେଣୁ ଏକ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ 1 ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ସହିତ ସମାନ | |
06:15 | ମାତ୍ର ଏରର୍ ଷ୍ଟ୍ରିମ୍ ରିଡାଇରେକ୍ଟ୍ କରିବାକୁ 2ଟି ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବା 2ଟି ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବ୍ୟବହାର କରିବାକୁ ହେବ | |
06:22 | ଏହାକୁ ପ୍ରାକ୍ଟିକାଲି ଦେଖିବା | |
06:24 | ଗତ ଉଦାହରଣରୁ ଆମେ ଦେଖିଲେ ଯେ ଏକ ଫାଇଲ୍ ବା standardin ରେ wc କମାଣ୍ଡ୍ ର ଫଳ ଟର୍ମିନାଲ୍ ୱିଣ୍ଡୋରେ ଡିସ୍ପ୍ଲେ ହୋଇଛି | |
06:31 | ଏହା ଟର୍ମିନାଲ୍ ରେ ନଦେଖାଯିବା ପାଇଁ କ’ଣ କରିବା? |
06:34 | ସୂଚନାଟି ପରେ ବ୍ୟବହୃତ ହେବା ପାଇଁ ଆମେ ଏହାକୁ ଫାଇଲ୍ ରେ ରଖିବାକୁ ଚାହୁଁ | |
06:38 | wc ଡିଫଲ୍ଟ୍ ଭାବରେ ନିଜର ଆଉଟ୍ ପୁଟ୍ କୁ standardoutରେ ରାଇଟ୍ କରେ | |
06:42 | standardoutଟି ଡିଫଲ୍ଟ୍ ଭାବରେ ଟର୍ମିନାଲ୍ ୱିଣ୍ଡୋ ସହିତ ସଂଯୁକ୍ତ ଥାଏ | |
06:45 | ଏଣୁ ଆମେ ଆଉଟ୍ ପୁଟ୍ ଟିକୁ ଟର୍ମିନାଲ୍ ୱିଣ୍ଡୋରେ ଦେଖୁ | |
06:48 | ମାତ୍ର ଯଦି ଆମେ ଏକ ଫାଇଲ୍ ରେ standardoutକୁ ରିଡାଇରେକ୍ଟ୍ କରିପାରିଲେ wc କମାଣ୍ଡ୍ ରୁ ମିଳିଥିବା ଆଉଟ୍ ପୁଟ୍ ସେହି ଫାଇଲ୍ ରେ ରାଇଟ୍ ହୋଇଯାଏ | |
06:57 | ମନେକରନ୍ତୁ ଆମେ wc ସ୍ପେସ୍ test1 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' wc_results ଡଟ୍ txt ଲେଖି |
07:09 | enter ଦାବିବା |
07:11 | ଏହା ପ୍ରକୃତରେ ହୋଇଛି କି ନାହିଁ ଦେଖିବାକୁ ଏବେ ଆମେ c-a-t କମାଣ୍ଡ୍ ଦ୍ୱାରା wc_results dot txtର କଣ୍ଟେଣ୍ଟ୍ ଗୁଡିକ ଡିସ୍ପ୍ଲେ କରିପାରିବା | |
07:23 | ହଁ ଏଥିରେ ଅଛି |,ମନେକରନ୍ତୁ ସେହି ସମାନ୍ ଡିରେକ୍ଟୋରିରେ ଆମର ଆଉ ଏକ test2 ଫାଇଲ୍ ଅଛି | |
07:30 | ଏବେ ଆମେ ପୁଣି test2 ଫାଇଲ୍ ସହିତ କମାଣ୍ଡ୍ ଏକଜିକ୍ୟୁଟ୍ କରିବା | ଆମେ wc ସ୍ପେସ୍ test2 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' wc_results ଡଟ୍ txt ଟାଇପ୍ କରିବା | |
07:44 | ତେଣୁ wc_results ଫାଇଲ୍ ର କଣ୍ଟେଣ୍ଟ୍ ଗୁଡିକ ଓଭର୍ ରାଇଟ୍ ହୋଇଯିବ | |
07:48 | ଚାଲନ୍ତୁ ଏହା ଦେଖିବା | |
07:56 | ଏହା ପରିବର୍ତ୍ତେ ଆମେ ଯଦି wc ସ୍ପେସ୍ test1 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' ଦୁଇଥର wc ଅଣ୍ଡର୍ ସ୍କୋର୍ results ଡଟ୍ txt ଲେଖୁ |
08:07 | ତେବେ ନୂତନ କଣ୍ଟେଣ୍ଟ୍ wc ଅଣ୍ଡର୍ ସ୍କୋର୍ results ଡଟ୍ txt ଫାଇଲ୍ ର ସାମ୍ପ୍ରତିକ କଣ୍ଟେଣ୍ଟ୍ ଗୁଡିକ ଓଭର୍ ରାଇଟ୍ ନକରି ଆପେଣ୍ଡ୍ କରିଦିଏ | |
08:15 | ଚାଲନ୍ତୁ ଏହା ମଧ୍ୟ ଦେଖିବା | |
08:26 | ଷ୍ଟାଣ୍ଡାର୍ଡ୍ ଏରର୍ ରିଡାଇରେକ୍ଟିଙ୍ଗ୍ ମଧ୍ୟ ସେହିଭଳି ହୁଏ | |
08:29 | ଏକମାତ୍ର ପାର୍ଥକ୍ୟ ହେଉଛି ଏହି ପରିସ୍ଥିତିରେ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବା ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ପୂର୍ବରୁ ଆମକୁ ଷ୍ଟାଣ୍ଡାର୍ଡ୍ ଏରର୍ ର ଫାଇଲ୍ ଡେସ୍କ୍ରିପ୍ଟର୍ ସଂଖ୍ୟା ଉଲ୍ଲେଖ କରିବାକୁ ହେବ | |
08:38 | aaa ନାମକ ଫାଇଲ୍ ନାହିଁ ବୋଲି ଆମେ ଜାଣିଥିବାରୁ wc ସ୍ପେସ୍ aaa ଲେଖିବା |
08:46 | ସେଲ୍ ଟି No such file or directory ଏରର୍ ଦେଖାଇବ | |
08:50 | ମନେକରନ୍ତୁ ଆମେ ସ୍କ୍ରୀନ୍ ରେ ଏରର୍ ମେସେଜ୍ ଚାହୁଁନେ | ତାହାକୁ ଅନ୍ୟ କୌଣସି ଫାଇଲ୍ ରେ ରିଡାଇରେକ୍ଟ୍ କରାଯାଇପାରେ | |
08:55 | ସେଥିପାଇଁ ଆମେ wc ସ୍ପେସ୍ aaa ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' errorlog ଡଟ୍ txt କମାଣ୍ଡ୍ ଦେଇପାରିବା | |
09:06 | ଏବେ ଟର୍ମିନାଲ୍ ରେ ଏରର୍ ଦେଖାନଯାଇ errorlog ଡଟ୍ txt ଫାଇଲ୍ ରେ ଲେଖିହୋଇଯିବ | |
09:12 | ଆମେ ଏହାକୁ cat ସ୍ପେସ୍ errorlog ଡଟ୍ txt କମାଣ୍ଡ୍ ଦ୍ୱାରା ଦେଖିପାରିବା |
09:22 | ମନେକରନ୍ତୁ ଏବେ ମୁଁ cat ସ୍ପେସ୍ bbb ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' errorlog ଡଟ୍ txt କମାଣ୍ଡ୍ ଚଲାଇ ଅନ୍ୟ କିଛି ଏରର୍ କଲି |
09:34 | ତେବେ ପୂର୍ବ ଏରର୍ ଟି ଓଭର୍ ରାଇଟ୍ ହୋଇ ନୂତନ ଏରର୍ ଦେଖାଯିବ | |
09:39 | cat ସ୍ପେସ୍ errorlog ଡଟ୍ txt ଦେଖନ୍ତୁ |
09:46 | ମାତ୍ର ଆମେ ସବୁ ଏରର୍ ର ତାଲିକା ଚାହିଁଲେ କ’ଣ କରିବା??ଆମେ wc ସ୍ପେସ୍ aaa ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' ଦୁଇଥର errorlog ଡଟ୍ txt କମାଣ୍ଡ୍ ରନ୍ କରିବା | |
09:58 | cat କମାଣ୍ଡ୍ ବ୍ୟବହାର କରି ଯାଞ୍ଚ୍ କରିବା |
10:06 | ଷ୍ଟାଣ୍ଡାର୍ଡ୍ ଆଉଟ୍, ଷ୍ଟାଣ୍ଡାର୍ଡ୍ ଇନ୍, ଷ୍ଟାଣ୍ଡାର୍ଡ୍ ଏରର୍ , ଏହି ତିନୋଟି ଷ୍ଟ୍ରିମ୍ ସ୍ୱତନ୍ତ୍ର ଭାବରେ କିପରି ରିଡାଇରେକ୍ଟ୍ ଓ ମାନିପୁଲେଟ୍ ହୁଅନ୍ତି ତାହା ଆମେ ଦେଖିଲେ | ମାତ୍ର ଏହି ଅବଧାରଣାର ପ୍ରକୃତ କ୍ଷମତା ସେତେଵେଳେ ମାପିହୁଏ ଯେତେବେଳେ
ଆମେ ଷ୍ଟ୍ରିମ୍ ଗୁଡିକୁ ଏକା ସାଙ୍ଗରେ ମାନିପୁଲେଟ୍ କରିପାରୁ ଅର୍ଥାତ୍ ବିଭିନ୍ ଷ୍ଟ୍ରିମ୍ କୁ ସଂଯୁକ୍ତ କରୁ | |
10:20 | ଏହି ପ୍ରକ୍ରିୟାକୁ pipelining କୁହାଯାଏ | |
10:22 | କମାଣ୍ଡ୍ ର ଶୃଙ୍ଖଳ ତିଆରି କରିବାକୁ ପାଇପ୍ ଗୁଡିକ ବ୍ୟବହୃତ ହୁଏ | |
10:25 | ଏକ ପାଇପ୍, ଶୃଙ୍ଖଳରେ ଥିବା ଗୋଟିଏ କମାଣ୍ଡ୍ ର ଆଉଟ୍ ପୁଟ୍ ସହିତ ପରବର୍ତ୍ତୀ କମାଣ୍ଡ୍ ର ଇନ୍ ପୁଟ୍ ସହିତ ସଂଯୁକ୍ତ କରେ | |
10:30 | ଏହା command1 ଭର୍ଟିକାଲ୍ ବାର୍ command2 ହାଇପେନ୍ ଅପ୍ସନ୍ ଭର୍ଟିକାଲ୍ ବାର୍ command3 ହାଇପେନ୍ ଅପ୍ସନ୍1 ହାଇପେନ୍ ଅପ୍ସନ୍2 ଭର୍ଟିକାଲ୍ ବାର୍ command4 ଭଳି ଦେଖାଯାଏ | |
10:46 | ମନେକରନ୍ତୁ କରେଣ୍ଟ୍ ଡିରେକ୍ଟୋରିରେ ଥିବା ସବୁ ଫାଇଲ୍ ଓ ଡିରେକ୍ଟୋରି ସଂଖ୍ୟା ଆମେ ଜାଣିବାକୁ ଚାହୁଁଛେ |
10:51 | ଆମେ କ’ଣ କରିପାରିବା? ଆମେ ଜାଣିଛୁ ଯେ ls ସ୍ପେସ୍ ମାଇନସ୍ l କମାଣ୍ଡ୍ ଟି କରେଣ୍ଟ୍ ଡିରେକ୍ଟୋରିରେ ଥିବା ସମସ୍ତ ଫାଇଲ୍ ଓ ଡିରେକ୍ଟୋରିର ତାଲିକା କରେ | |
10:58 | ଆଉଟ୍ ପୁଟ୍ ଟିକୁ ଆମେ ls ସ୍ପେସ୍ ମାଇନସ୍ l 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' files ଡଟ୍ txt ଫାଇଲ୍ କୁ ରିଡାଇରେକ୍ଟ୍ କରିପାରିବା |
11:08 | cat ସ୍ପେସ୍ files ଡଟ୍ txt ରନ୍ କରନ୍ତୁ | |
11:14 | ଏବେ ପ୍ରତି ଧାଡି ଫାଇଲ୍ କିମ୍ୱା ଡିରେକ୍ଟୋରିର ନାମ ଅଟେ | |
11:17 | ଆମେ ଫାଇଲ୍ ରେ ଥିବା ମୋଟ୍ ଧାଡି ସଂଖ୍ୟା ମାପିବାକୁ ହେଲେ files ଡଟ୍ txt ବ୍ୟବହାର କରିପାରିବା | |
11:24 | ଏହା ଆମେ wc ସ୍ପେସ୍ ମାଇନସ୍ l files ଡଟ୍ txt କମାଣ୍ଡ୍ ବ୍ୟବହାର କରି କରିପାରିବା | |
11:32 | ଏହା ଆମର ଉଦ୍ଦେଶ୍ୟକୁ ଚରିତାର୍ଥ କରୁଥିଲେ ମଧ୍ୟ ଏଥିରେ କିଛି ସମସ୍ୟା ଅଛି | |
11:35 | ପ୍ରଥମେ ଏକ ମଧ୍ୟବର୍ତ୍ତୀ ଫାଇଲ୍ ଆବଶ୍ୟକ, ଏଠାରେ ଏହା ହେଉଛି files ଡଟ୍ txt |
11:40 | ପ୍ରଥମ କମାଣ୍ଡ୍ ଟି ଯଦିଓ ବହୁତ ଡାଟା ଦିଏ, ତେବେ ଏହା ଅଯଥାରେ ଡିସ୍କ ମେମୋରିର ଜାଗା ନେଇଯାଏ | |
11:46 | ବହୁ କମାଣ୍ଡ୍ ଗୁଡିକୁ ଶୃଙ୍ଖଳ କରିବା ପାଇଁ ମଧ୍ୟ ଏହି ପ୍ରକ୍ରିୟାଟି ଧୀର ଅଟେ | |
11:50 | ଏହିଭଳି ପାଇପ୍ ବ୍ୟବହାର କରି ଆମେ ଏହାକୁ ଆହୁରି ସହଜରେ କରିପାରିବା | ଆମେ ls ସ୍ପେସ୍ ମାଇନସ୍ l 'ଭର୍ଟିକାଲ୍ ବାର୍' wc ସ୍ପେସ୍ ମାଇନସ୍ l ଲେଖି |
12:01 | ଆହୁରି ସହଜରେ ସେହି ସମାନ ଫଳ ପାଇପାରିବା | |
12:06 | ls କମାଣ୍ଡ୍ ରୁ ବାହାରିଥିବା ଆଉଟ୍ ପୁଟ୍ wc କମାଣ୍ଡ୍ ପାଇଁ ଇନ୍ ପୁଟ୍ ହୋଇଯାଏ | |
12:10 | ପାଇପ୍ ବ୍ୟବହାର କରି ଆମେ ଆହୁରି ଦୀର୍ଘ ଶୃଙ୍ଖଳ ଯୋଗ କରିପାରିବା | |
12:15 | ପାଇପ୍ ଗୁଡିକର ଏକ ସାଧାରଣ ବ୍ୟବହାରଟି ହେଉଛି ଏକାଧିକ ପେଜ୍ ଡିସ୍ପ୍ଲେ ରିଡ୍ କରିବା | |
12:19 | cd ସ୍ପେସ୍ ସ୍ଲାସ୍ user ସ୍ଲାସ୍ bin |
12:24 | ଆମେ ବର୍ତ୍ତମାନ bin ଡିରେକ୍ଟୋରିରେ ଅଛୁ | |
12:28 | ଏବେ "ls ମାଇନସ୍ l" ରନ୍ କରିବା |
12:31 | ଆମେ ଆଉଟ୍ ପୁଟ୍ ଟିକୁ ସଠିକ ଭାବରେ ଦେଖିପାରୁନେ | ମାତ୍ର ଏହାକୁ ପାଇପ୍ ସହିତ ଏକାଠି ବ୍ୟବହାର କଲେ ଦେଖିପାରିବା | |
12:37 | ତାଲିକାରେ ଦେଖିବାକୁ ଏଣ୍ଟର୍ ଦାବନ୍ତୁ | |
12:41 | ଏଥିରୁ ବାହାରିବାକୁ "q" ଦାବନ୍ତୁ | |
12:45 | ଏହି କିଛି କମାଣ୍ଡ୍ ଫାଇଲ୍ ସହିତ କାମ କରିବାରେ ଆମକୁ ସାହାଯ୍ୟ କରେ | |
12:48 | ଆହୁରି ବହୁତ କମାଣ୍ଡ୍ ଅଛି | |
12:50 | ଆମେ ଦେଖିଥିବା ପ୍ରତି କମାଣ୍ଡ୍ ର ଆହୁରି ବହୁତ ଅପ୍ସନ୍ ଅଛି | |
12:54 | man କମାଣ୍ଡ୍ ବ୍ୟବହାର କରି ସେଗୁଡିକ ବିଷୟରେ ଅଧିକ ଦେଖିବାକୁ ମୁଁ ପ୍ରୋତ୍ସାହିତ କରିବି | |
12:58 | କମାଣ୍ଡ୍ ବିଷୟରେ ଶିଖିବାର ସର୍ବୋତ୍ତମ ଉପାୟ ହେଉଛି ବାରମ୍ବାର ତାହାକୁ ବ୍ୟବହାର କରିବା | |
13:04 | ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
13:07 | ସ୍ପୋକେନ୍ ଟ୍ୟୁଟୋରିଆଲ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
13:15 | ନିମ୍ନ ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି | |
13:19 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |