Difference between revisions of "LibreOffice-Suite-Draw/C2/Create-simple-drawings/Oriya"
From Script | Spoken-Tutorial
(Created page with "{| Border=1 || '''Time''' ||'''Narration''' |- ||00:02 || ଲିବର୍ ଅଫିସ ଡ୍ରରେ କିପରି ସରଳ ଚିତ୍ର ଆଙ୍କିହେବ,...") |
PoojaMoolya (Talk | contribs) |
||
Line 6: | Line 6: | ||
||00:02 | ||00:02 | ||
|| ଲିବର୍ ଅଫିସ ଡ୍ରରେ କିପରି ସରଳ ଚିତ୍ର ଆଙ୍କିହେବ, ତା’ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ | || ଲିବର୍ ଅଫିସ ଡ୍ରରେ କିପରି ସରଳ ଚିତ୍ର ଆଙ୍କିହେବ, ତା’ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ | ||
+ | |||
|- | |- | ||
||00:08 | ||00:08 | ||
|| ଏହି ଟ୍ୟୁଟୋରିଆଲ୍ରେ ଆମେ ନିମ୍ନଲିଖିତ ବ୍ୟବହାର କରି ସରଳ ଚିତ୍ର କିପରି ତିଆରି କରାଯାଏ, ଶିଖିବା: | || ଏହି ଟ୍ୟୁଟୋରିଆଲ୍ରେ ଆମେ ନିମ୍ନଲିଖିତ ବ୍ୟବହାର କରି ସରଳ ଚିତ୍ର କିପରି ତିଆରି କରାଯାଏ, ଶିଖିବା: | ||
+ | |||
|- | |- | ||
||00:13 | ||00:13 | ||
|| ମୌଳିକ ଆକାର, ଯେପରି- ଲାଇନ୍ସ, ଏରୋଜ୍ ଓ ରେକ୍ଟାଙ୍ଗଲ୍ସ | || ମୌଳିକ ଆକାର, ଯେପରି- ଲାଇନ୍ସ, ଏରୋଜ୍ ଓ ରେକ୍ଟାଙ୍ଗଲ୍ସ | ||
+ | |||
|- | |- | ||
||00:17 | ||00:17 | ||
|| ମୌଳିକ ଜ୍ୟାମିତିକ ଆକାର, ସିମ୍ବଲ୍, ଷ୍ଟାର୍ସ ଓ ବ୍ୟାନର୍ସ ବ୍ୟବହାର କରି | || ମୌଳିକ ଜ୍ୟାମିତିକ ଆକାର, ସିମ୍ବଲ୍, ଷ୍ଟାର୍ସ ଓ ବ୍ୟାନର୍ସ ବ୍ୟବହାର କରି | ||
+ | |||
|- | |- | ||
||00:22 | ||00:22 | ||
|| ଏକ ଅବ୍ଜେକ୍ଟକୁ କିପରି ସିଲେକ୍ଟ, ମୁଭ୍ ଓ ଡିଲିଟ୍ କରାଯାଏ, ତାହା ମଧ୍ୟ ଶିଖିବେ | || ଏକ ଅବ୍ଜେକ୍ଟକୁ କିପରି ସିଲେକ୍ଟ, ମୁଭ୍ ଓ ଡିଲିଟ୍ କରାଯାଏ, ତାହା ମଧ୍ୟ ଶିଖିବେ | ||
+ | |||
|- | |- | ||
||00:27 | ||00:27 | ||
|| ମାର୍ଜିନ୍ ସେଟ୍ କରିବା ପାଇଁ ରୁଲର୍ ଓ ଅବ୍ଜେକ୍ଟ ପୋଜିଶନ୍ ପାଇଁ ଆଲାଇନ୍ ଟୁଲ୍ବାର୍ ବ୍ୟବହାର କରନ୍ତୁ | || ମାର୍ଜିନ୍ ସେଟ୍ କରିବା ପାଇଁ ରୁଲର୍ ଓ ଅବ୍ଜେକ୍ଟ ପୋଜିଶନ୍ ପାଇଁ ଆଲାଇନ୍ ଟୁଲ୍ବାର୍ ବ୍ୟବହାର କରନ୍ତୁ | ||
+ | |||
|- | |- | ||
||00:33 | ||00:33 | ||
|| ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | || ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | ||
+ | |||
|- | |- | ||
||00:42 | ||00:42 | ||
|| ଚାଲନ୍ତୁ ଅବ୍ଜେକ୍ଟ ଶବ୍ଦକୁ ବୁଝିବା | || ଚାଲନ୍ତୁ ଅବ୍ଜେକ୍ଟ ଶବ୍ଦକୁ ବୁଝିବା | ||
+ | |||
|- | |- | ||
||00:44 | ||00:44 | ||
|| “Object” ଶବ୍ଦ, ଆଙ୍କିବାରେ ବ୍ୟବହୃତ ଆକୃତି କିମ୍ବା ଆକୃତିର ସମୂହକୁ ସୂଚିତ କରେ, ଯେପରି- ରେଖା, ବର୍ଗକ୍ଷେତ୍ର, ତୀର, ଫ୍ଲୋଚାର୍ଟ ଇତ୍ୟାଦି | || “Object” ଶବ୍ଦ, ଆଙ୍କିବାରେ ବ୍ୟବହୃତ ଆକୃତି କିମ୍ବା ଆକୃତିର ସମୂହକୁ ସୂଚିତ କରେ, ଯେପରି- ରେଖା, ବର୍ଗକ୍ଷେତ୍ର, ତୀର, ଫ୍ଲୋଚାର୍ଟ ଇତ୍ୟାଦି | ||
+ | |||
|- | |- | ||
||00:55 | ||00:55 | ||
|| ଏହି ସ୍ଲାଇଡ୍ରେ ପ୍ରଦର୍ଶିତ ସମସ୍ତ ଆକୃତି, ଅବ୍ଜେକ୍ଟ ଭାବେ ଉଲ୍ଲିଖିତ ହୋଇଛି | || ଏହି ସ୍ଲାଇଡ୍ରେ ପ୍ରଦର୍ଶିତ ସମସ୍ତ ଆକୃତି, ଅବ୍ଜେକ୍ଟ ଭାବେ ଉଲ୍ଲିଖିତ ହୋଇଛି | ||
+ | |||
|- | |- | ||
||00:59 | ||00:59 | ||
|| ଡେସ୍କଟପ୍ରେ ସେଭ୍ ହୋଇଥିବା “WaterCycle” ଫାଇଲ୍ ଖୋଲନ୍ତୁ | || ଡେସ୍କଟପ୍ରେ ସେଭ୍ ହୋଇଥିବା “WaterCycle” ଫାଇଲ୍ ଖୋଲନ୍ତୁ | ||
+ | |||
|- | |- | ||
||01:04 | ||01:04 | ||
|| ପ୍ରଥମେ, ଅବ୍ଜେକ୍ଟ କିପରି ସିଲେକ୍ଟ କରାଯାଏ, ଶିଖିବା | || ପ୍ରଥମେ, ଅବ୍ଜେକ୍ଟ କିପରି ସିଲେକ୍ଟ କରାଯାଏ, ଶିଖିବା | ||
+ | |||
|- | |- | ||
||01:08 | ||01:08 | ||
|| ଆମକୁ ଯଦି cloud ସିଲେକ୍ଟ କରିବାକୁ ହୁଏ, ତେବେ ତାହା ଉପରେ କ୍ଲିକ୍ କରିବା | || ଆମକୁ ଯଦି cloud ସିଲେକ୍ଟ କରିବାକୁ ହୁଏ, ତେବେ ତାହା ଉପରେ କ୍ଲିକ୍ କରିବା | ||
+ | |||
|- | |- | ||
||01:13 | ||01:13 | ||
|| ଏପରି କରିବା ଦ୍ୱାରା ଆଠଟି handles ଦେଖାଯିବ | || ଏପରି କରିବା ଦ୍ୱାରା ଆଠଟି handles ଦେଖାଯିବ | ||
+ | |||
|- | |- | ||
||01:16 | ||01:16 | ||
|| Handles ହେଉଛି ଛୋଟ ନୀଳ କିମ୍ବା ସବୁଜ ବର୍ଗକ୍ଷେତ୍ର, ଯାହା ସିଲେକ୍ଟ ହୋଇଥିବା ଅବ୍ଜେକ୍ଟ ଉପରେ ଦେଖାଯିବ | || Handles ହେଉଛି ଛୋଟ ନୀଳ କିମ୍ବା ସବୁଜ ବର୍ଗକ୍ଷେତ୍ର, ଯାହା ସିଲେକ୍ଟ ହୋଇଥିବା ଅବ୍ଜେକ୍ଟ ଉପରେ ଦେଖାଯିବ | ||
+ | |||
|- | |- | ||
||01:22 | ||01:22 | ||
|| ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ handles ଓ ସେଗୁଡ଼ିକର ବ୍ୟବହାର ବିଷୟରେ ଆପଣ ଅଧିକ ଶିଖିବେ | || ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ handles ଓ ସେଗୁଡ଼ିକର ବ୍ୟବହାର ବିଷୟରେ ଆପଣ ଅଧିକ ଶିଖିବେ | ||
+ | |||
|- | |- | ||
||01:27 | ||01:27 | ||
|| ଆମ ଡ୍ରଇଙ୍ଗ୍ରେ ଆଉକିଛି ଅବ୍ଜେକ୍ଟ ଯୋଗ କରିବା | || ଆମ ଡ୍ରଇଙ୍ଗ୍ରେ ଆଉକିଛି ଅବ୍ଜେକ୍ଟ ଯୋଗ କରିବା | ||
+ | |||
|- | |- | ||
||01:30 | ||01:30 | ||
|| ଭୂମିକୁ ଦର୍ଶାଇବା ପାଇଁ ଏକ ରେକ୍ଟାଙ୍ଗଲ୍ ଯୋଗ କରିବା | || ଭୂମିକୁ ଦର୍ଶାଇବା ପାଇଁ ଏକ ରେକ୍ଟାଙ୍ଗଲ୍ ଯୋଗ କରିବା | ||
+ | |||
|- | |- | ||
||01:34 | ||01:34 | ||
|| Drawing toolbar ରେ “Basic shapes” ଓ ତାହାପରେ “Rectangle” ଉପରେ କ୍ଲିକ୍ କରନ୍ତୁ | || Drawing toolbar ରେ “Basic shapes” ଓ ତାହାପରେ “Rectangle” ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||01:39 | ||01:39 | ||
|| ଏବେ କର୍ସର୍ ପେଜ୍କୁ ଆଣନ୍ତୁ, ଆପଣ plus ଚିହ୍ନ ସହିତ ଏକ କ୍ୟାପିଟାଲ୍ I ଦେଖିପାରିବେ | || ଏବେ କର୍ସର୍ ପେଜ୍କୁ ଆଣନ୍ତୁ, ଆପଣ plus ଚିହ୍ନ ସହିତ ଏକ କ୍ୟାପିଟାଲ୍ I ଦେଖିପାରିବେ | ||
+ | |||
|- | |- | ||
||01:45 | ||01:45 | ||
|| ଏକ ରେକ୍ଟାଙ୍ଗଲ୍ ଆଙ୍କିବା ପାଇଁ, ବାମ ମାଉସ୍ ବଟନ୍ ଦବାଇ ଡ୍ରାଗ୍ କରନ୍ତୁ | || ଏକ ରେକ୍ଟାଙ୍ଗଲ୍ ଆଙ୍କିବା ପାଇଁ, ବାମ ମାଉସ୍ ବଟନ୍ ଦବାଇ ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
||01:50 | ||01:50 | ||
|| ଏବେ ମାଉସ୍ ବଟନ୍ ଛାଡ଼ନ୍ତୁ | || ଏବେ ମାଉସ୍ ବଟନ୍ ଛାଡ଼ନ୍ତୁ | ||
+ | |||
|- | |- | ||
||01:52 | ||01:52 | ||
|| ଏହାପରେ, ଭୂମିରୁ ବାଦଲ ପର୍ଯ୍ୟନ୍ତ ଜଳୀୟ ବାଷ୍ପର ଗତିକୁ ଦର୍ଶାଇବା ପାଇଁ କିଛି ଏରୋ ଆଙ୍କନ୍ତୁ | || ଏହାପରେ, ଭୂମିରୁ ବାଦଲ ପର୍ଯ୍ୟନ୍ତ ଜଳୀୟ ବାଷ୍ପର ଗତିକୁ ଦର୍ଶାଇବା ପାଇଁ କିଛି ଏରୋ ଆଙ୍କନ୍ତୁ | ||
+ | |||
|- | |- | ||
||02:00 | ||02:00 | ||
|| ଏକ ରେଖା ଆଙ୍କିବା ପାଇଁ Drawing toolbar ରେ ଥିବା “Line”ରେ କ୍ଲିକ୍ କରନ୍ତୁ | || ଏକ ରେଖା ଆଙ୍କିବା ପାଇଁ Drawing toolbar ରେ ଥିବା “Line”ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||02:04 | ||02:04 | ||
|| କର୍ସର୍ ପେଜ୍କୁ ଆଣନ୍ତୁ | || କର୍ସର୍ ପେଜ୍କୁ ଆଣନ୍ତୁ | ||
+ | |||
|- | |- | ||
||02:06 | ||02:06 | ||
|| ଏକ slanting dash ସହିତ ଆପଣ ଏକ plus ଚିହ୍ନ ଦେଖିପାରିବେ | || ଏକ slanting dash ସହିତ ଆପଣ ଏକ plus ଚିହ୍ନ ଦେଖିପାରିବେ | ||
+ | |||
|- | |- | ||
||02:10 | ||02:10 | ||
|| ମାଉସ୍ର ବାମ ବଟନ୍ ଦାବି ରଖନ୍ତୁ ଓ ଉପରୁ ତଳକୁ ଡ୍ରାଗ୍ କରନ୍ତୁ | || ମାଉସ୍ର ବାମ ବଟନ୍ ଦାବି ରଖନ୍ତୁ ଓ ଉପରୁ ତଳକୁ ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
||02:15 | ||02:15 | ||
|| ଆପଣ ଏକ ସରଳ ରେଖା ଆଙ୍କିଦେଲେ ! | || ଆପଣ ଏକ ସରଳ ରେଖା ଆଙ୍କିଦେଲେ ! | ||
+ | |||
|- | |- | ||
||02:17 | ||02:17 | ||
|| ଏକ ରେଖାର ଦୁଇଟି handles ଥାଏ | || ଏକ ରେଖାର ଦୁଇଟି handles ଥାଏ | ||
+ | |||
|- | |- | ||
||02:20 | ||02:20 | ||
|| ଏବେ ରେଖାରେ ଏକ arrowhead ଯୋଗ କରିବା | || ଏବେ ରେଖାରେ ଏକ arrowhead ଯୋଗ କରିବା | ||
+ | |||
|- | |- | ||
||02:23 | ||02:23 | ||
|| ରେଖାକୁ ସିଲେକ୍ଟ କରନ୍ତୁ | || ରେଖାକୁ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||02:25 | ||02:25 | ||
|| context menu ଦେଖିବା ପାଇଁ ରାଇଟ୍-କ୍ଲିକ୍ କରନ୍ତୁ ଓ “Line” ଉପରେ କ୍ଲିକ୍ କରନ୍ତୁ | || context menu ଦେଖିବା ପାଇଁ ରାଇଟ୍-କ୍ଲିକ୍ କରନ୍ତୁ ଓ “Line” ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||02:30 | ||02:30 | ||
|| ଆପଣ “Line” ଡାଇଲଗ୍ ବକ୍ସ ଦେଖିବେ. ଏବେ “Arrow styles” tab କ୍ଲିକ୍ କରନ୍ତୁ ଓ ତାହାପରେ “Arrow style” drop-down କ୍ଲିକ୍ କରନ୍ତୁ | || ଆପଣ “Line” ଡାଇଲଗ୍ ବକ୍ସ ଦେଖିବେ. ଏବେ “Arrow styles” tab କ୍ଲିକ୍ କରନ୍ତୁ ଓ ତାହାପରେ “Arrow style” drop-down କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||02:39 | ||02:39 | ||
|| ଏହା ଉପଲବ୍ଧ “Arrow styles” ପ୍ରଦର୍ଶିତ କରିବ | || ଏହା ଉପଲବ୍ଧ “Arrow styles” ପ୍ରଦର୍ଶିତ କରିବ | ||
+ | |||
|- | |- | ||
||02:43 | ||02:43 | ||
|| ପ୍ରଥମ ଅପ୍ସନ୍ “Arrow” ସିଲେକ୍ଟ କରନ୍ତୁ | || ପ୍ରଥମ ଅପ୍ସନ୍ “Arrow” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||02:46 | ||02:46 | ||
|| OK କ୍ଲିକ୍ କରନ୍ତୁ | || OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||02:48 | ||02:48 | ||
|| ଏହା ରେଖାର ଉଭୟ ପ୍ରାନ୍ତରେ, ଚୟନିତ arrowheads ଷ୍ଟାଇଲ୍ ଯୋଗ କରିବ | || ଏହା ରେଖାର ଉଭୟ ପ୍ରାନ୍ତରେ, ଚୟନିତ arrowheads ଷ୍ଟାଇଲ୍ ଯୋଗ କରିବ | ||
+ | |||
|- | |- | ||
||02:52 | ||02:52 | ||
|| କିନ୍ତୁ ଆମକୁ ରେଖାର କେବଳ ଗୋଟିଏ ପ୍ରାନ୍ତରେ arrowhead ଦରକାର | || କିନ୍ତୁ ଆମକୁ ରେଖାର କେବଳ ଗୋଟିଏ ପ୍ରାନ୍ତରେ arrowhead ଦରକାର | ||
+ | |||
|- | |- | ||
||02:57 | ||02:57 | ||
|| ତେଣୁ, ପ୍ରଥମେ ଏହି ପରିବର୍ତ୍ତନକୁ CTRL+Z ଦବାଇ undo କରିବା | || ତେଣୁ, ପ୍ରଥମେ ଏହି ପରିବର୍ତ୍ତନକୁ CTRL+Z ଦବାଇ undo କରିବା | ||
+ | |||
|- | |- | ||
||03:02 | ||03:02 | ||
|| context menu ଦେଖିବା ପାଇଁ ପୁଣିଥରେ ରାଇଟ୍-କ୍ଲିକ୍ କରନ୍ତୁ | || context menu ଦେଖିବା ପାଇଁ ପୁଣିଥରେ ରାଇଟ୍-କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||03:05 | ||03:05 | ||
|| ଏବେ “Line” tab ଉପରେ କ୍ଲିକ୍ କରନ୍ତୁ | || ଏବେ “Line” tab ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||03:09 | ||03:09 | ||
|| ଏଠାରେ, “Arrow Styles” ଅନ୍ତର୍ଗତ ଆପଣ “Style” ଫିଲ୍ଡ ଦେଖିପାରିବେ | || ଏଠାରେ, “Arrow Styles” ଅନ୍ତର୍ଗତ ଆପଣ “Style” ଫିଲ୍ଡ ଦେଖିପାରିବେ | ||
+ | |||
|- | |- | ||
||03:14 | ||03:14 | ||
|| ଏଠାରେ ଦୁଇଟି drop-down ବକ୍ସ ଅଛି – ରେଖାର ପ୍ରତ୍ୟେକ ପ୍ରାନ୍ତ ପାଇଁ ଗୋଟିଏ | || ଏଠାରେ ଦୁଇଟି drop-down ବକ୍ସ ଅଛି – ରେଖାର ପ୍ରତ୍ୟେକ ପ୍ରାନ୍ତ ପାଇଁ ଗୋଟିଏ | ||
+ | |||
|- | |- | ||
||03:19 | ||03:19 | ||
|| ବାମ drop-down ବକ୍ସ କ୍ଲିକ୍ କରନ୍ତୁ ଓ “Arrow” ସିଲେକ୍ଟ କରନ୍ତୁ | || ବାମ drop-down ବକ୍ସ କ୍ଲିକ୍ କରନ୍ତୁ ଓ “Arrow” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||03:23 | ||03:23 | ||
|| ଡାହାଣ drop-down ବକ୍ସରେ “none” ସିଲେକ୍ଟ କରନ୍ତୁ | || ଡାହାଣ drop-down ବକ୍ସରେ “none” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||03:26 | ||03:26 | ||
|| OK କ୍ଲିକ୍ କରନ୍ତୁ | || OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||03:28 | ||03:28 | ||
|| ଦେଖନ୍ତୁ, ରେଖାର ଉପର ପ୍ରାନ୍ତରେ ଏକ arrowhead ଯୋଗ ହୋଇଗଲା | || ଦେଖନ୍ତୁ, ରେଖାର ଉପର ପ୍ରାନ୍ତରେ ଏକ arrowhead ଯୋଗ ହୋଇଗଲା | ||
+ | |||
|- | |- | ||
||03:33 | ||03:33 | ||
|| ଆମେ “Lines and Arrows” ଅପ୍ସନ୍ ବ୍ୟବହାର କରି ମଧ୍ୟ Arrow ଆଙ୍କିପାରିବା | || ଆମେ “Lines and Arrows” ଅପ୍ସନ୍ ବ୍ୟବହାର କରି ମଧ୍ୟ Arrow ଆଙ୍କିପାରିବା | ||
+ | |||
|- | |- | ||
||03:38 | ||03:38 | ||
|| ଚାଲନ୍ତୁ, ଏହି Arrow ପାଖରେ ଆଉ ଦୁଇଟି Arrow ଆଙ୍କିବା | || ଚାଲନ୍ତୁ, ଏହି Arrow ପାଖରେ ଆଉ ଦୁଇଟି Arrow ଆଙ୍କିବା | ||
+ | |||
|- | |- | ||
||03:42 | ||03:42 | ||
|| Drawing toolbarରୁ “Lines and Arrows” କ୍ଲିକ୍ କରନ୍ତୁ ଓ “Line Starts with Arrow” ସିଲେକ୍ଟ କରନ୍ତୁ | || Drawing toolbarରୁ “Lines and Arrows” କ୍ଲିକ୍ କରନ୍ତୁ ଓ “Line Starts with Arrow” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||03:48 | ||03:48 | ||
|| ଡ୍ର ପେଜ୍କୁ କର୍ସର୍ ଆଣନ୍ତୁ | || ଡ୍ର ପେଜ୍କୁ କର୍ସର୍ ଆଣନ୍ତୁ | ||
+ | |||
|- | |- | ||
||03:51 | ||03:51 | ||
|| ମାଉସ୍ର ବାମ ବଟନ୍ ଦାବି ଉପରୁ ତଳକୁ ଡ୍ରାଗ୍ କରନ୍ତୁ | || ମାଉସ୍ର ବାମ ବଟନ୍ ଦାବି ଉପରୁ ତଳକୁ ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
||03:56 | ||03:56 | ||
|| ଏହି ଉପାୟରେ ଏକ arrow ଆଙ୍କିବା ଅତି ସହଜ, ନୁହେଁ କି ? | || ଏହି ଉପାୟରେ ଏକ arrow ଆଙ୍କିବା ଅତି ସହଜ, ନୁହେଁ କି ? | ||
+ | |||
|- | |- | ||
||04:00 | ||04:00 | ||
|| ସମାନ ଭାବେ ଆଉ ଗୋଟିଏ ଆରୋ ଯୋଗ କରିବା | || ସମାନ ଭାବେ ଆଉ ଗୋଟିଏ ଆରୋ ଯୋଗ କରିବା | ||
+ | |||
|- | |- | ||
||04:06 | ||04:06 | ||
|| ଟ୍ୟୁଟୋରିଆଲ୍କୁ ପଜ୍କରି ଏହି ଆସାଇନ୍ମେଣ୍ଟ କରନ୍ତୁ | || ଟ୍ୟୁଟୋରିଆଲ୍କୁ ପଜ୍କରି ଏହି ଆସାଇନ୍ମେଣ୍ଟ କରନ୍ତୁ | ||
+ | |||
|- | |- | ||
||04:09 | ||04:09 | ||
|| ଆପଣଙ୍କ “MyWaterCycle” ଫାଇଲ୍ରେ ଏକ ଲାଇନ୍ ଡ୍ର କରନ୍ତୁ | || ଆପଣଙ୍କ “MyWaterCycle” ଫାଇଲ୍ରେ ଏକ ଲାଇନ୍ ଡ୍ର କରନ୍ତୁ | ||
+ | |||
|- | |- | ||
||04:13 | ||04:13 | ||
|| ଲାଇନ୍କୁ ସିଲେକ୍ଟ କରି ଲାଇନ୍ ଡାୟଲଗ୍ ବକ୍ସ ଖୋଲନ୍ତୁ | || ଲାଇନ୍କୁ ସିଲେକ୍ଟ କରି ଲାଇନ୍ ଡାୟଲଗ୍ ବକ୍ସ ଖୋଲନ୍ତୁ | ||
+ | |||
|- | |- | ||
||04:16 | ||04:16 | ||
|| Line Properties ଫିଲ୍ଡରେ, ଲାଇନ୍ ପାଇଁ style, color, width ଓ transparency ପରିବର୍ତ୍ତନ କରନ୍ତୁ | || Line Properties ଫିଲ୍ଡରେ, ଲାଇନ୍ ପାଇଁ style, color, width ଓ transparency ପରିବର୍ତ୍ତନ କରନ୍ତୁ | ||
+ | |||
|- | |- | ||
||04:24 | ||04:24 | ||
|| Arrow Styles field ଅନ୍ତର୍ଗତ, ଆରୋ ଷ୍ଟାଇଲ୍ ପରିବର୍ତ୍ତନ କରନ୍ତୁ | || Arrow Styles field ଅନ୍ତର୍ଗତ, ଆରୋ ଷ୍ଟାଇଲ୍ ପରିବର୍ତ୍ତନ କରନ୍ତୁ | ||
+ | |||
|- | |- | ||
||04:28 | ||04:28 | ||
|| ଏହାପରେ ଚାଲନ୍ତୁ ଏକ ଷ୍ଟାର୍ ଆଙ୍କିବା | || ଏହାପରେ ଚାଲନ୍ତୁ ଏକ ଷ୍ଟାର୍ ଆଙ୍କିବା | ||
+ | |||
|- | |- | ||
||04:31 | ||04:31 | ||
|| Drawing toolbar କୁ ଆସନ୍ତୁ ଓ “Stars” ପାଖରେ ଥିବା ଛୋଟ କଳା ତ୍ରିଭୁଜରେ କ୍ଲିକ୍ କରନ୍ତୁ | || Drawing toolbar କୁ ଆସନ୍ତୁ ଓ “Stars” ପାଖରେ ଥିବା ଛୋଟ କଳା ତ୍ରିଭୁଜରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||04:37 | ||04:37 | ||
|| “5-Point Star” ସିଲେକ୍ଟ କରନ୍ତୁ | || “5-Point Star” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||04:41 | ||04:41 | ||
|| ଏବେ cloud ପାଖରେ କର୍ସର୍ ରଖନ୍ତୁ | || ଏବେ cloud ପାଖରେ କର୍ସର୍ ରଖନ୍ତୁ | ||
+ | |||
|- | |- | ||
||04:44 | ||04:44 | ||
|| ବାମ ମାଉସ୍ ବଟନ୍ ଦାବିରଖି ବାମକୁ ଡ୍ରାଗ୍ କରନ୍ତୁ | || ବାମ ମାଉସ୍ ବଟନ୍ ଦାବିରଖି ବାମକୁ ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
||04:48 | ||04:48 | ||
|| ଆପଣ ଏକ ଷ୍ଟାର୍ ଆଙ୍କିଦେଲେ ! | || ଆପଣ ଏକ ଷ୍ଟାର୍ ଆଙ୍କିଦେଲେ ! | ||
+ | |||
|- | |- | ||
||04:50 | ||04:50 | ||
|| ଏବେ ଅବ୍ଜେକ୍ଟଗୁଡ଼ିକୁ କିପରି ମୁଭ୍ ଓ ଡିଲିଟ୍ କରାଯାଏ, ଶିଖିବା | || ଏବେ ଅବ୍ଜେକ୍ଟଗୁଡ଼ିକୁ କିପରି ମୁଭ୍ ଓ ଡିଲିଟ୍ କରାଯାଏ, ଶିଖିବା | ||
+ | |||
|- | |- | ||
||04:54 | ||04:54 | ||
|| ଗୋଟିଏ ଅବ୍ଜେକ୍ଟ ମୁଭ୍ କରିବା ପାଇଁ, ତାକୁ ସିଲେକ୍ଟ କରନ୍ତୁ ଓ ବାଞ୍ଛିତ ସ୍ଥାନକୁ ଡ୍ରାଗ୍ କରନ୍ତୁ | || ଗୋଟିଏ ଅବ୍ଜେକ୍ଟ ମୁଭ୍ କରିବା ପାଇଁ, ତାକୁ ସିଲେକ୍ଟ କରନ୍ତୁ ଓ ବାଞ୍ଛିତ ସ୍ଥାନକୁ ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
||04:59 | ||04:59 | ||
|| ଏବେ ମାଉସ୍ ବଟନ୍ ଛାଡ଼ିଦିଅନ୍ତୁ | || ଏବେ ମାଉସ୍ ବଟନ୍ ଛାଡ଼ିଦିଅନ୍ତୁ | ||
+ | |||
|- | |- | ||
||05:02 | ||05:02 | ||
|| ଏକ ଅବ୍ଜେକ୍ଟ ମୁଭ୍ କରିବା ପାଇଁ ଆପଣ up, down ଓ side arrow keys ମଧ୍ୟ ବ୍ୟବହାର କରିପାରିବେ | || ଏକ ଅବ୍ଜେକ୍ଟ ମୁଭ୍ କରିବା ପାଇଁ ଆପଣ up, down ଓ side arrow keys ମଧ୍ୟ ବ୍ୟବହାର କରିପାରିବେ | ||
+ | |||
|- | |- | ||
||05:08 | ||05:08 | ||
|| ଅବ୍ଜେକ୍ଟ ଘୁଞ୍ଚାଇବା ବହୁତ ସହଜ, ନୁହେଁ କି? | || ଅବ୍ଜେକ୍ଟ ଘୁଞ୍ଚାଇବା ବହୁତ ସହଜ, ନୁହେଁ କି? | ||
+ | |||
|- | |- | ||
||05:11 | ||05:11 | ||
|| ଡିଲିଟ୍ କରିବା ପାଇଁ, ଗୋଟିଏ ଅବ୍ଜେକ୍ଟ ସିଲେକ୍ଟ କରନ୍ତୁ ଓ କୀ’ବୋର୍ଡରେ ଥିବା ଡିଲିଟ୍ କୀ ଦାବିଦିଅନ୍ତୁ | || ଡିଲିଟ୍ କରିବା ପାଇଁ, ଗୋଟିଏ ଅବ୍ଜେକ୍ଟ ସିଲେକ୍ଟ କରନ୍ତୁ ଓ କୀ’ବୋର୍ଡରେ ଥିବା ଡିଲିଟ୍ କୀ ଦାବିଦିଅନ୍ତୁ | ||
+ | |||
|- | |- | ||
||05:17 | ||05:17 | ||
|| ଅବ୍ଜେକ୍ଟ ଡିଲିଟ୍ ହୋଇଗଲା, ଏହା ମଧ୍ୟ ସହଜ ନୁହେଁ କି? | || ଅବ୍ଜେକ୍ଟ ଡିଲିଟ୍ ହୋଇଗଲା, ଏହା ମଧ୍ୟ ସହଜ ନୁହେଁ କି? | ||
+ | |||
|- | |- | ||
||05:20 | ||05:20 | ||
|| ଏବେ ମୌଳିକ ଉପକରଣ ଯଥା - ରୁଲର୍ ଓ ଆଲାଇନ୍ ଟୁଲ୍ବାର୍ ବିଷୟରେ ଶିଖିବା | || ଏବେ ମୌଳିକ ଉପକରଣ ଯଥା - ରୁଲର୍ ଓ ଆଲାଇନ୍ ଟୁଲ୍ବାର୍ ବିଷୟରେ ଶିଖିବା | ||
+ | |||
|- | |- | ||
||05:26 | ||05:26 | ||
|| ପେଜ୍ ମାର୍ଜିନ୍ ସେଟ୍ଅପ୍ ଓ ମେଜର୍ମେଣ୍ଟ ୟୁନିଟ୍ ପରିବର୍ତ୍ତନ କରିବା ପାଇଁ ରୁଲର୍ ବ୍ୟବହାର କରାଯାଏ | || ପେଜ୍ ମାର୍ଜିନ୍ ସେଟ୍ଅପ୍ ଓ ମେଜର୍ମେଣ୍ଟ ୟୁନିଟ୍ ପରିବର୍ତ୍ତନ କରିବା ପାଇଁ ରୁଲର୍ ବ୍ୟବହାର କରାଯାଏ | ||
+ | |||
|- | |- | ||
||05:31 | ||05:31 | ||
|| ଅବ୍ଜେକ୍ଟର ପୋଜିଶନ୍ ପାଇଁ ଆଲାଇନ୍ ଟୁଲ୍ବାର୍ ବ୍ୟବହାର କରାଯାଏ | || ଅବ୍ଜେକ୍ଟର ପୋଜିଶନ୍ ପାଇଁ ଆଲାଇନ୍ ଟୁଲ୍ବାର୍ ବ୍ୟବହାର କରାଯାଏ | ||
+ | |||
|- | |- | ||
||05:35 | ||05:35 | ||
|| ଡ୍ର’ ୱାର୍କସ୍ପେସ୍ର ଉପର ଓ ବାମ ପାର୍ଶ୍ୱରେ ରୁଲର୍ ପ୍ରଦର୍ଶିତ ହୁଏ | || ଡ୍ର’ ୱାର୍କସ୍ପେସ୍ର ଉପର ଓ ବାମ ପାର୍ଶ୍ୱରେ ରୁଲର୍ ପ୍ରଦର୍ଶିତ ହୁଏ | ||
+ | |||
|- | |- | ||
||05:40 | ||05:40 | ||
|| ମେଜର୍ମେଣ୍ଟ ୟୁନିଟ୍ ସେଟ୍ କରିବା ପାଇଁ ଉପର ରୁଲର୍ରେ ରାଇଟ୍-କ୍ଲିକ୍ କରନ୍ତୁ | || ମେଜର୍ମେଣ୍ଟ ୟୁନିଟ୍ ସେଟ୍ କରିବା ପାଇଁ ଉପର ରୁଲର୍ରେ ରାଇଟ୍-କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||05:45 | ||05:45 | ||
|| measurement units ର ତାଲିକା ଦେଖାଦେବ | || measurement units ର ତାଲିକା ଦେଖାଦେବ | ||
+ | |||
|- | |- | ||
||05:48 | ||05:48 | ||
|| “Centimeter”ରେ କ୍ଲିକ୍ କରନ୍ତୁ | || “Centimeter”ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||05:50 | ||05:50 | ||
|| ଉପର ରୁଲର୍ ପାଇଁ measurement unit, ସେଣ୍ଟିମିଟର୍ରେ ସେଟ୍ ହୋଇଗଲା | || ଉପର ରୁଲର୍ ପାଇଁ measurement unit, ସେଣ୍ଟିମିଟର୍ରେ ସେଟ୍ ହୋଇଗଲା | ||
+ | |||
|- | |- | ||
||05:55 | ||05:55 | ||
|| ସେହିପରି, ବାମପଟେ ଥିବା ରୁଲର୍ ପାଇଁ measurement ସେଟ୍ କରିବା | || ସେହିପରି, ବାମପଟେ ଥିବା ରୁଲର୍ ପାଇଁ measurement ସେଟ୍ କରିବା | ||
+ | |||
|- | |- | ||
||06:00 | ||06:00 | ||
|| ଅବ୍ଜେକ୍ଟଗୁଡ଼ିକୁ ମାପ ଅନୁସାରେ ଆଙ୍କିବା ପାଇଁ, ସବୁବେଳେ ଉଭୟ ରୁଲର୍ ପାଇଁ ସମାନ ମେଜର୍ମେଣ୍ଟ ୟୁନିଟ୍ ସେଟ୍ କରନ୍ତୁ | || ଅବ୍ଜେକ୍ଟଗୁଡ଼ିକୁ ମାପ ଅନୁସାରେ ଆଙ୍କିବା ପାଇଁ, ସବୁବେଳେ ଉଭୟ ରୁଲର୍ ପାଇଁ ସମାନ ମେଜର୍ମେଣ୍ଟ ୟୁନିଟ୍ ସେଟ୍ କରନ୍ତୁ | ||
+ | |||
|- | |- | ||
||06:08 | ||06:08 | ||
|| ଆକ୍ଟିଭ୍ ରୁଲର୍ ଧଳା ରଙ୍ଗରେ ଥିବା ଆପଣ ଦେଖିପାରିବେ | || ଆକ୍ଟିଭ୍ ରୁଲର୍ ଧଳା ରଙ୍ଗରେ ଥିବା ଆପଣ ଦେଖିପାରିବେ | ||
+ | |||
|- | |- | ||
||06:12 | ||06:12 | ||
|| ରୁଲର୍ଗୁଡ଼ିକର ଶେଷ ଭାଗ ହେଉଛି ପେଜ୍ ମାର୍ଜିନ୍ ଭାଲ୍ୟୁର ଚିହ୍ନ, ଯାହାକୁ ଆମେ “Page Setup”ରେ ସେଟ୍ କରୁ | || ରୁଲର୍ଗୁଡ଼ିକର ଶେଷ ଭାଗ ହେଉଛି ପେଜ୍ ମାର୍ଜିନ୍ ଭାଲ୍ୟୁର ଚିହ୍ନ, ଯାହାକୁ ଆମେ “Page Setup”ରେ ସେଟ୍ କରୁ | ||
+ | |||
|- | |- | ||
||06:19 | ||06:19 | ||
|| ରୁଲର୍ କିପରି ଅବ୍ଜେକ୍ଟ ପାଇଁ ମେଜର୍ମେଣ୍ଟ ଡିସ୍ପ୍ଲେ କରେ, ଦେଖିବା | || ରୁଲର୍ କିପରି ଅବ୍ଜେକ୍ଟ ପାଇଁ ମେଜର୍ମେଣ୍ଟ ଡିସ୍ପ୍ଲେ କରେ, ଦେଖିବା | ||
+ | |||
|- | |- | ||
||06:23 | ||06:23 | ||
|| Cloud ସିଲେକ୍ଟ କରନ୍ତୁ | || Cloud ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||06:25 | ||06:25 | ||
|| ରୁଲର୍ ଉପରେ ଥିବା ଦୁଇଟି ଛୋଟ ଷ୍ଟାର୍ଟ ଓ ଏଣ୍ଡ ମାର୍କ ଦେଖିପାରୁଛନ୍ତି କି ? | || ରୁଲର୍ ଉପରେ ଥିବା ଦୁଇଟି ଛୋଟ ଷ୍ଟାର୍ଟ ଓ ଏଣ୍ଡ ମାର୍କ ଦେଖିପାରୁଛନ୍ତି କି ? | ||
+ | |||
|- | |- | ||
||06:29 | ||06:29 | ||
|| ଏଗୁଡ଼ିକ cloud ର ଏଜ୍ଗୁଡ଼ିକୁ ବର୍ଣ୍ଣନା କରେ | || ଏଗୁଡ଼ିକ cloud ର ଏଜ୍ଗୁଡ଼ିକୁ ବର୍ଣ୍ଣନା କରେ | ||
+ | |||
|- | |- | ||
||06:32 | ||06:32 | ||
|| ଯଦି ରୁଲର୍ରେ ସେହି ମାର୍କଗୁଡ଼ିକୁ ଘୁଞ୍ଚାଇବେ, ଫିଗର୍ଗୁଡ଼ିକ ମଧ୍ୟ ସେହି ଅନୁସାରେ ପରିବର୍ତ୍ତନ ହେଉଥିବାର ଦେଖିପାରିବେ | || ଯଦି ରୁଲର୍ରେ ସେହି ମାର୍କଗୁଡ଼ିକୁ ଘୁଞ୍ଚାଇବେ, ଫିଗର୍ଗୁଡ଼ିକ ମଧ୍ୟ ସେହି ଅନୁସାରେ ପରିବର୍ତ୍ତନ ହେଉଥିବାର ଦେଖିପାରିବେ | ||
+ | |||
|- | |- | ||
||06:38 | ||06:38 | ||
|| ରୁଲର୍, ପେଜ୍ରେ ଏକ ଅବ୍ଜେକ୍ଟର ସାଇଜ୍ ଦେଖାଏ | || ରୁଲର୍, ପେଜ୍ରେ ଏକ ଅବ୍ଜେକ୍ଟର ସାଇଜ୍ ଦେଖାଏ | ||
+ | |||
|- | |- | ||
||06:42 | ||06:42 | ||
|| ଏହା ପେଜ୍ ଉପରେ ଏକ ଅବ୍ଜେକ୍ଟ ରଖିବା ଓ page boundaries ଡିସ୍ପ୍ଲେ କରିବା ପାଇଁ ମଧ୍ୟ ସକ୍ଷମ କରାଏ | || ଏହା ପେଜ୍ ଉପରେ ଏକ ଅବ୍ଜେକ୍ଟ ରଖିବା ଓ page boundaries ଡିସ୍ପ୍ଲେ କରିବା ପାଇଁ ମଧ୍ୟ ସକ୍ଷମ କରାଏ | ||
+ | |||
|- | |- | ||
||06:49 | ||06:49 | ||
|| ପରବର୍ତ୍ତୀ ମୌଳିକ ଉପକରଣ - ଆଲାଇନ୍ ଟୁଲ୍ବାର୍କୁ ଯିବା | || ପରବର୍ତ୍ତୀ ମୌଳିକ ଉପକରଣ - ଆଲାଇନ୍ ଟୁଲ୍ବାର୍କୁ ଯିବା | ||
+ | |||
|- | |- | ||
||06:53 | ||06:53 | ||
|| ଚୟନିତ ଅବ୍ଜେକ୍ଟକୁ left, right, top, bottom ଓ centre ଆଲାଇନ୍ କରିବା ପାଇଁ ଆମେ “ଆଲାଇନ୍ ଟୁଲ୍ବାର୍”ର ବ୍ୟବହାର କରୁ | || ଚୟନିତ ଅବ୍ଜେକ୍ଟକୁ left, right, top, bottom ଓ centre ଆଲାଇନ୍ କରିବା ପାଇଁ ଆମେ “ଆଲାଇନ୍ ଟୁଲ୍ବାର୍”ର ବ୍ୟବହାର କରୁ | ||
+ | |||
|- | |- | ||
||07:01 | ||07:01 | ||
|| “ଆଲାଇନ୍” ଟୁଲ୍ବାର୍କୁ ଏନାବଲ୍ କରିବା ପାଇଁ, “Main Menu”କୁ ଯାଇ “View” କ୍ଲିକ୍ କରନ୍ତୁ | || “ଆଲାଇନ୍” ଟୁଲ୍ବାର୍କୁ ଏନାବଲ୍ କରିବା ପାଇଁ, “Main Menu”କୁ ଯାଇ “View” କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||07:07 | ||07:07 | ||
|| “View” ମେନୁରେ, “Toolbars” କ୍ଲିକ୍ କରନ୍ତୁ | || “View” ମେନୁରେ, “Toolbars” କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||07:11 | ||07:11 | ||
|| ଟୁଲ୍ବାର୍ ଲିଷ୍ଟ ଦେଖାଦେବ | || ଟୁଲ୍ବାର୍ ଲିଷ୍ଟ ଦେଖାଦେବ | ||
+ | |||
|- | |- | ||
||07:13 | ||07:13 | ||
|| “Align” କ୍ଲିକ୍ କରନ୍ତୁ | || “Align” କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||07:15 | ||07:15 | ||
|| “Align” ଟୁଲ୍ବାର୍ ଦେଖାଦେବ | || “Align” ଟୁଲ୍ବାର୍ ଦେଖାଦେବ | ||
+ | |||
|- | |- | ||
||07:18 | ||07:18 | ||
|| ବିଭିନ୍ନ ଆଲାଇନ୍ ଅପ୍ସନ୍ ବ୍ୟବହାର କଲେ ଏକ ଅବ୍ଜେକ୍ଟ କିପରି ଆଲାଇନ୍ ହୁଏ, ଦେଖିବା | || ବିଭିନ୍ନ ଆଲାଇନ୍ ଅପ୍ସନ୍ ବ୍ୟବହାର କଲେ ଏକ ଅବ୍ଜେକ୍ଟ କିପରି ଆଲାଇନ୍ ହୁଏ, ଦେଖିବା | ||
+ | |||
|- | |- | ||
||07:24 | ||07:24 | ||
|| Cloud ସିଲେକ୍ଟ କରନ୍ତୁ | || Cloud ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||07:26 | ||07:26 | ||
|| “Align” ଟୁଲ୍ବାର୍ରେ, “Left” କ୍ଲିକ୍ କରନ୍ତୁ | || “Align” ଟୁଲ୍ବାର୍ରେ, “Left” କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||07:29 | ||07:29 | ||
|| Cloud ବାମକୁ ଆଲାଇନ୍ ହୋଇଗଲା | || Cloud ବାମକୁ ଆଲାଇନ୍ ହୋଇଗଲା | ||
+ | |||
|- | |- | ||
||07:32 | ||07:32 | ||
|| ଏବେ ଚାଲନ୍ତୁ, “Centered” ଓ “Centre” ଅପ୍ସନ୍ ମଧ୍ୟରେ ପାର୍ଥକ୍ୟ ଦେଖିବା | || ଏବେ ଚାଲନ୍ତୁ, “Centered” ଓ “Centre” ଅପ୍ସନ୍ ମଧ୍ୟରେ ପାର୍ଥକ୍ୟ ଦେଖିବା | ||
+ | |||
|- | |- | ||
||07:38 | ||07:38 | ||
|| ସର୍କଲ୍କୁ “Centre” ଓ ତା’ପରେ “Centered” ଆଲାଇନ୍ କରିବା | || ସର୍କଲ୍କୁ “Centre” ଓ ତା’ପରେ “Centered” ଆଲାଇନ୍ କରିବା | ||
+ | |||
|- | |- | ||
||07:43 | ||07:43 | ||
|| ପ୍ରଥମେ ସର୍କଲ୍କୁ “Right” ଆଲାଇନ୍ କରିବା | || ପ୍ରଥମେ ସର୍କଲ୍କୁ “Right” ଆଲାଇନ୍ କରିବା | ||
+ | |||
|- | |- | ||
||07:47 | ||07:47 | ||
|| ସର୍କଲ୍କୁ ସିଲେକ୍ଟ କରନ୍ତୁ ଓ ଆଲାଇନ୍ ଟୁଲ୍ବାର୍ରେ ରାଇଟ୍ କ୍ଲିକ୍ କରନ୍ତୁ | || ସର୍କଲ୍କୁ ସିଲେକ୍ଟ କରନ୍ତୁ ଓ ଆଲାଇନ୍ ଟୁଲ୍ବାର୍ରେ ରାଇଟ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||07:52 | ||07:52 | ||
|| ଏବେ, ଆଲାଇନ୍ ଟୁଲ୍ବାର୍ରେ “Centre” କ୍ଲିକ୍ କରନ୍ତୁ | || ଏବେ, ଆଲାଇନ୍ ଟୁଲ୍ବାର୍ରେ “Centre” କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||07:56 | ||07:56 | ||
|| ସର୍କଲ୍, ସେଣ୍ଟର୍ ପୋଜିଶନ୍ରେ ଆଲାଇନ୍ ହୋଇଯିବ | || ସର୍କଲ୍, ସେଣ୍ଟର୍ ପୋଜିଶନ୍ରେ ଆଲାଇନ୍ ହୋଇଯିବ | ||
+ | |||
|- | |- | ||
||07:59 | ||07:59 | ||
|| “Centre” ଅପ୍ସନ୍, ପେଜ୍ର ଉପର ଓ ତଳ ମାର୍ଜିନ୍ର ଠିକ୍ ମଝିରେ ଅବ୍ଜେକ୍ଟକୁ ରଖିବ | || “Centre” ଅପ୍ସନ୍, ପେଜ୍ର ଉପର ଓ ତଳ ମାର୍ଜିନ୍ର ଠିକ୍ ମଝିରେ ଅବ୍ଜେକ୍ଟକୁ ରଖିବ | ||
+ | |||
|- | |- | ||
||08:06 | ||08:06 | ||
|| ଏହା page-ଓସାର ଅନୁସାରେ ଅବ୍ଜେକ୍ଟକୁ ଘୁଞ୍ଚାଏ ନାହିଁ | || ଏହା page-ଓସାର ଅନୁସାରେ ଅବ୍ଜେକ୍ଟକୁ ଘୁଞ୍ଚାଏ ନାହିଁ | ||
+ | |||
|- | |- | ||
||08:10 | ||08:10 | ||
|| ଏବେ, ଆଲାଇନ୍ ଟୁଲ୍ବାର୍ରେ “Centered” ସିଲେକ୍ଟ କରନ୍ତୁ | || ଏବେ, ଆଲାଇନ୍ ଟୁଲ୍ବାର୍ରେ “Centered” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||08:15 | ||08:15 | ||
|| ସର୍କଲ୍, ପେଜ୍ର ମଝିରେ ଆଲାଇନ୍ ହୋଇଗଲା | || ସର୍କଲ୍, ପେଜ୍ର ମଝିରେ ଆଲାଇନ୍ ହୋଇଗଲା | ||
+ | |||
|- | |- | ||
||08:18 | ||08:18 | ||
|| “Centered” ଅପ୍ସନ୍, ସର୍କଲ୍କୁ ପେଜ୍ର ମଝିରେ ଆଲାଇନ୍ କରେ | || “Centered” ଅପ୍ସନ୍, ସର୍କଲ୍କୁ ପେଜ୍ର ମଝିରେ ଆଲାଇନ୍ କରେ | ||
+ | |||
|- | |- | ||
||08:23 | ||08:23 | ||
|| ଏହା ପେଜ୍ର ଉପର - ତଳ ମାର୍ଜିନ୍ ଓ ପେଜ୍ର ଓସାର ଅନୁସାରେ ଅବ୍ଜେକ୍ଟକୁ ଘୁଞ୍ଚାଏ | || ଏହା ପେଜ୍ର ଉପର - ତଳ ମାର୍ଜିନ୍ ଓ ପେଜ୍ର ଓସାର ଅନୁସାରେ ଅବ୍ଜେକ୍ଟକୁ ଘୁଞ୍ଚାଏ | ||
+ | |||
|- | |- | ||
||08:33 | ||08:33 | ||
|| ଏବେ ଆମେ ସାମ୍ପଲ୍ ଡ୍ରଇଙ୍ଗ୍ ଅନୁସାରେ ଅବ୍ଜେକ୍ଟଗୁଡ଼ିକୁ ସେଗୁଡ଼ିକର ସଠିକ୍ ସ୍ଥିତିକୁ ଘୁଞ୍ଚାଇବା | || ଏବେ ଆମେ ସାମ୍ପଲ୍ ଡ୍ରଇଙ୍ଗ୍ ଅନୁସାରେ ଅବ୍ଜେକ୍ଟଗୁଡ଼ିକୁ ସେଗୁଡ଼ିକର ସଠିକ୍ ସ୍ଥିତିକୁ ଘୁଞ୍ଚାଇବା | ||
+ | |||
|- | |- | ||
||08:40 | ||08:40 | ||
|| ବନ୍ଦ କରିବା ପୂର୍ବରୁ ଫାଇଲ୍କୁ ସେଭ୍ କରନ୍ତୁ | || ବନ୍ଦ କରିବା ପୂର୍ବରୁ ଫାଇଲ୍କୁ ସେଭ୍ କରନ୍ତୁ | ||
+ | |||
|- | |- | ||
||08:43 | ||08:43 | ||
|| ଏକ ଆସାଇନ୍ମେଣ୍ଟ ଭାବେ- | || ଏକ ଆସାଇନ୍ମେଣ୍ଟ ଭାବେ- | ||
+ | |||
|- | |- | ||
||08:46 | ||08:46 | ||
|| MyWaterCycle ଫାଇଲ୍ରେ ଏକ ପେଜ୍ ଆଡ୍ କରନ୍ତୁ | || MyWaterCycle ଫାଇଲ୍ରେ ଏକ ପେଜ୍ ଆଡ୍ କରନ୍ତୁ | ||
+ | |||
|- | |- | ||
||08:50 | ||08:50 | ||
|| ଏହି ଦୁଇ ଚିତ୍ରକୁ ତିଆରି କରନ୍ତୁ | || ଏହି ଦୁଇ ଚିତ୍ରକୁ ତିଆରି କରନ୍ତୁ | ||
+ | |||
|- | |- | ||
||08:53 | ||08:53 | ||
|| ଆରୋ କୀ ବ୍ୟବହାର କରି ସେଗୁଡ଼ିକୁ ଘୁଞ୍ଚାନ୍ତୁ | || ଆରୋ କୀ ବ୍ୟବହାର କରି ସେଗୁଡ଼ିକୁ ଘୁଞ୍ଚାନ୍ତୁ | ||
+ | |||
|- | |- | ||
||08:55 | ||08:55 | ||
|| ଆଙ୍କିଥିବା ଯେକୌଣସି ଅବ୍ଜେକ୍ଟକୁ ସିଲେକ୍ଟ କରି ଡିଲିଟ୍ କରନ୍ତୁ | || ଆଙ୍କିଥିବା ଯେକୌଣସି ଅବ୍ଜେକ୍ଟକୁ ସିଲେକ୍ଟ କରି ଡିଲିଟ୍ କରନ୍ତୁ | ||
+ | |||
|- | |- | ||
||08:59 | ||08:59 | ||
|| କିଛି ଅବ୍ଜେକ୍ଟର ସାଇଜ୍ ମାପିବା ପାଇଁ ରୁଲର୍ ବ୍ୟବହାର କରନ୍ତୁ | || କିଛି ଅବ୍ଜେକ୍ଟର ସାଇଜ୍ ମାପିବା ପାଇଁ ରୁଲର୍ ବ୍ୟବହାର କରନ୍ତୁ | ||
+ | |||
|- | |- | ||
||09:04 | ||09:04 | ||
|| ଏହାପରେ “Align” toolbar ବ୍ୟବହାର କରି ଅବ୍ଜେକ୍ଟଗୁଡ଼ିକୁ ପେଜ୍ର ମଝିରେ ଆଲାଇନ୍ କରନ୍ତୁ | || ଏହାପରେ “Align” toolbar ବ୍ୟବହାର କରି ଅବ୍ଜେକ୍ଟଗୁଡ଼ିକୁ ପେଜ୍ର ମଝିରେ ଆଲାଇନ୍ କରନ୍ତୁ | ||
+ | |||
|- | |- | ||
||09:11 | ||09:11 | ||
|| ଲିବର୍ ଅଫିସ୍ ଡ୍ର ଉପରେ ଏହା ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ | || ଲିବର୍ ଅଫିସ୍ ଡ୍ର ଉପରେ ଏହା ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ | ||
+ | |||
|- | |- | ||
||09:15 | ||09:15 | ||
|| ଏହି ଟ୍ୟୁଟୋରିଆଲ୍ରେ, ଆମେ ଶିଖିଲେ : | || ଏହି ଟ୍ୟୁଟୋରିଆଲ୍ରେ, ଆମେ ଶିଖିଲେ : | ||
+ | |||
|- | |- | ||
||09:19 | ||09:19 | ||
|| ମୌଳିକ ଆକୃତି, ଯେପରି- lines, arrows, ଓ rectangles | || ମୌଳିକ ଆକୃତି, ଯେପରି- lines, arrows, ଓ rectangles | ||
+ | |||
|- | |- | ||
||09:24 | ||09:24 | ||
|| ମୌଳିକ ଜ୍ୟାମିତିକ ଆକୃତି, ସିମ୍ବଲ୍ସ, ଷ୍ଟାର୍ସ ଓ ବ୍ୟାନର୍ସ ବ୍ୟବହାର କରି ସରଳ ଚିତ୍ର କିପରି ଅଙ୍କାଯାଏ | || ମୌଳିକ ଜ୍ୟାମିତିକ ଆକୃତି, ସିମ୍ବଲ୍ସ, ଷ୍ଟାର୍ସ ଓ ବ୍ୟାନର୍ସ ବ୍ୟବହାର କରି ସରଳ ଚିତ୍ର କିପରି ଅଙ୍କାଯାଏ | ||
+ | |||
|- | |- | ||
||09:29 | ||09:29 | ||
|| ଅବ୍ଜେକ୍ଟ ସିଲେକ୍ଟ ଓ ଡିଲିଟ୍ କରିବା | || ଅବ୍ଜେକ୍ଟ ସିଲେକ୍ଟ ଓ ଡିଲିଟ୍ କରିବା | ||
+ | |||
|- | |- | ||
||09:32 | ||09:32 | ||
|| ଏବଂ ଅବ୍ଜେକ୍ଟ ପୋଜିଶନ୍ ପାଇଁ ରୁଲର୍ ଓ ଆଲାଇନ୍ ଟୁଲ୍ବାର୍ର ବ୍ୟବହାର ମଧ୍ୟ ଶିଖିଲେ | || ଏବଂ ଅବ୍ଜେକ୍ଟ ପୋଜିଶନ୍ ପାଇଁ ରୁଲର୍ ଓ ଆଲାଇନ୍ ଟୁଲ୍ବାର୍ର ବ୍ୟବହାର ମଧ୍ୟ ଶିଖିଲେ | ||
+ | |||
|- | |- | ||
||09:37 | ||09:37 | ||
|| ନିମ୍ନ ଲିଙ୍ଗରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | || ନିମ୍ନ ଲିଙ୍ଗରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | ||
+ | |||
|- | |- | ||
||09:41 | ||09:41 | ||
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | || ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
+ | |||
|- | |- | ||
||09:44 | ||09:44 | ||
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | || ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | ||
+ | |||
|- | |- | ||
||09:48 | ||09:48 | ||
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | ||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | ||
+ | |||
|- | |- | ||
||09:51 | ||09:51 | ||
|| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | || ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | ||
+ | |||
|- | |- | ||
||09:54 | ||09:54 | ||
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | || ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
+ | |||
|- | |- | ||
||09:58 | ||09:58 | ||
|| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) | || ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) | ||
+ | |||
|- | |- | ||
||10:04 | ||10:04 | ||
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | || ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
||10:09 | ||10:09 | ||
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | || ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
||10:17 | ||10:17 | ||
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro) | || ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro) | ||
+ | |||
|- | |- | ||
||10:27 | ||10:27 | ||
− | || ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | || ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |
− | ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ | + | |} |
Latest revision as of 11:49, 10 April 2017
Time | Narration |
00:02 | ଲିବର୍ ଅଫିସ ଡ୍ରରେ କିପରି ସରଳ ଚିତ୍ର ଆଙ୍କିହେବ, ତା’ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲ୍ରେ ଆମେ ନିମ୍ନଲିଖିତ ବ୍ୟବହାର କରି ସରଳ ଚିତ୍ର କିପରି ତିଆରି କରାଯାଏ, ଶିଖିବା: |
00:13 | ମୌଳିକ ଆକାର, ଯେପରି- ଲାଇନ୍ସ, ଏରୋଜ୍ ଓ ରେକ୍ଟାଙ୍ଗଲ୍ସ |
00:17 | ମୌଳିକ ଜ୍ୟାମିତିକ ଆକାର, ସିମ୍ବଲ୍, ଷ୍ଟାର୍ସ ଓ ବ୍ୟାନର୍ସ ବ୍ୟବହାର କରି |
00:22 | ଏକ ଅବ୍ଜେକ୍ଟକୁ କିପରି ସିଲେକ୍ଟ, ମୁଭ୍ ଓ ଡିଲିଟ୍ କରାଯାଏ, ତାହା ମଧ୍ୟ ଶିଖିବେ |
00:27 | ମାର୍ଜିନ୍ ସେଟ୍ କରିବା ପାଇଁ ରୁଲର୍ ଓ ଅବ୍ଜେକ୍ଟ ପୋଜିଶନ୍ ପାଇଁ ଆଲାଇନ୍ ଟୁଲ୍ବାର୍ ବ୍ୟବହାର କରନ୍ତୁ |
00:33 | ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:42 | ଚାଲନ୍ତୁ ଅବ୍ଜେକ୍ଟ ଶବ୍ଦକୁ ବୁଝିବା |
00:44 | “Object” ଶବ୍ଦ, ଆଙ୍କିବାରେ ବ୍ୟବହୃତ ଆକୃତି କିମ୍ବା ଆକୃତିର ସମୂହକୁ ସୂଚିତ କରେ, ଯେପରି- ରେଖା, ବର୍ଗକ୍ଷେତ୍ର, ତୀର, ଫ୍ଲୋଚାର୍ଟ ଇତ୍ୟାଦି |
00:55 | ଏହି ସ୍ଲାଇଡ୍ରେ ପ୍ରଦର୍ଶିତ ସମସ୍ତ ଆକୃତି, ଅବ୍ଜେକ୍ଟ ଭାବେ ଉଲ୍ଲିଖିତ ହୋଇଛି |
00:59 | ଡେସ୍କଟପ୍ରେ ସେଭ୍ ହୋଇଥିବା “WaterCycle” ଫାଇଲ୍ ଖୋଲନ୍ତୁ |
01:04 | ପ୍ରଥମେ, ଅବ୍ଜେକ୍ଟ କିପରି ସିଲେକ୍ଟ କରାଯାଏ, ଶିଖିବା |
01:08 | ଆମକୁ ଯଦି cloud ସିଲେକ୍ଟ କରିବାକୁ ହୁଏ, ତେବେ ତାହା ଉପରେ କ୍ଲିକ୍ କରିବା |
01:13 | ଏପରି କରିବା ଦ୍ୱାରା ଆଠଟି handles ଦେଖାଯିବ |
01:16 | Handles ହେଉଛି ଛୋଟ ନୀଳ କିମ୍ବା ସବୁଜ ବର୍ଗକ୍ଷେତ୍ର, ଯାହା ସିଲେକ୍ଟ ହୋଇଥିବା ଅବ୍ଜେକ୍ଟ ଉପରେ ଦେଖାଯିବ |
01:22 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ handles ଓ ସେଗୁଡ଼ିକର ବ୍ୟବହାର ବିଷୟରେ ଆପଣ ଅଧିକ ଶିଖିବେ |
01:27 | ଆମ ଡ୍ରଇଙ୍ଗ୍ରେ ଆଉକିଛି ଅବ୍ଜେକ୍ଟ ଯୋଗ କରିବା |
01:30 | ଭୂମିକୁ ଦର୍ଶାଇବା ପାଇଁ ଏକ ରେକ୍ଟାଙ୍ଗଲ୍ ଯୋଗ କରିବା |
01:34 | Drawing toolbar ରେ “Basic shapes” ଓ ତାହାପରେ “Rectangle” ଉପରେ କ୍ଲିକ୍ କରନ୍ତୁ |
01:39 | ଏବେ କର୍ସର୍ ପେଜ୍କୁ ଆଣନ୍ତୁ, ଆପଣ plus ଚିହ୍ନ ସହିତ ଏକ କ୍ୟାପିଟାଲ୍ I ଦେଖିପାରିବେ |
01:45 | ଏକ ରେକ୍ଟାଙ୍ଗଲ୍ ଆଙ୍କିବା ପାଇଁ, ବାମ ମାଉସ୍ ବଟନ୍ ଦବାଇ ଡ୍ରାଗ୍ କରନ୍ତୁ |
01:50 | ଏବେ ମାଉସ୍ ବଟନ୍ ଛାଡ଼ନ୍ତୁ |
01:52 | ଏହାପରେ, ଭୂମିରୁ ବାଦଲ ପର୍ଯ୍ୟନ୍ତ ଜଳୀୟ ବାଷ୍ପର ଗତିକୁ ଦର୍ଶାଇବା ପାଇଁ କିଛି ଏରୋ ଆଙ୍କନ୍ତୁ |
02:00 | ଏକ ରେଖା ଆଙ୍କିବା ପାଇଁ Drawing toolbar ରେ ଥିବା “Line”ରେ କ୍ଲିକ୍ କରନ୍ତୁ |
02:04 | କର୍ସର୍ ପେଜ୍କୁ ଆଣନ୍ତୁ |
02:06 | ଏକ slanting dash ସହିତ ଆପଣ ଏକ plus ଚିହ୍ନ ଦେଖିପାରିବେ |
02:10 | ମାଉସ୍ର ବାମ ବଟନ୍ ଦାବି ରଖନ୍ତୁ ଓ ଉପରୁ ତଳକୁ ଡ୍ରାଗ୍ କରନ୍ତୁ |
02:15 | ଆପଣ ଏକ ସରଳ ରେଖା ଆଙ୍କିଦେଲେ ! |
02:17 | ଏକ ରେଖାର ଦୁଇଟି handles ଥାଏ |
02:20 | ଏବେ ରେଖାରେ ଏକ arrowhead ଯୋଗ କରିବା |
02:23 | ରେଖାକୁ ସିଲେକ୍ଟ କରନ୍ତୁ |
02:25 | context menu ଦେଖିବା ପାଇଁ ରାଇଟ୍-କ୍ଲିକ୍ କରନ୍ତୁ ଓ “Line” ଉପରେ କ୍ଲିକ୍ କରନ୍ତୁ |
02:30 | ଆପଣ “Line” ଡାଇଲଗ୍ ବକ୍ସ ଦେଖିବେ. ଏବେ “Arrow styles” tab କ୍ଲିକ୍ କରନ୍ତୁ ଓ ତାହାପରେ “Arrow style” drop-down କ୍ଲିକ୍ କରନ୍ତୁ |
02:39 | ଏହା ଉପଲବ୍ଧ “Arrow styles” ପ୍ରଦର୍ଶିତ କରିବ |
02:43 | ପ୍ରଥମ ଅପ୍ସନ୍ “Arrow” ସିଲେକ୍ଟ କରନ୍ତୁ |
02:46 | OK କ୍ଲିକ୍ କରନ୍ତୁ |
02:48 | ଏହା ରେଖାର ଉଭୟ ପ୍ରାନ୍ତରେ, ଚୟନିତ arrowheads ଷ୍ଟାଇଲ୍ ଯୋଗ କରିବ |
02:52 | କିନ୍ତୁ ଆମକୁ ରେଖାର କେବଳ ଗୋଟିଏ ପ୍ରାନ୍ତରେ arrowhead ଦରକାର |
02:57 | ତେଣୁ, ପ୍ରଥମେ ଏହି ପରିବର୍ତ୍ତନକୁ CTRL+Z ଦବାଇ undo କରିବା |
03:02 | context menu ଦେଖିବା ପାଇଁ ପୁଣିଥରେ ରାଇଟ୍-କ୍ଲିକ୍ କରନ୍ତୁ |
03:05 | ଏବେ “Line” tab ଉପରେ କ୍ଲିକ୍ କରନ୍ତୁ |
03:09 | ଏଠାରେ, “Arrow Styles” ଅନ୍ତର୍ଗତ ଆପଣ “Style” ଫିଲ୍ଡ ଦେଖିପାରିବେ |
03:14 | ଏଠାରେ ଦୁଇଟି drop-down ବକ୍ସ ଅଛି – ରେଖାର ପ୍ରତ୍ୟେକ ପ୍ରାନ୍ତ ପାଇଁ ଗୋଟିଏ |
03:19 | ବାମ drop-down ବକ୍ସ କ୍ଲିକ୍ କରନ୍ତୁ ଓ “Arrow” ସିଲେକ୍ଟ କରନ୍ତୁ |
03:23 | ଡାହାଣ drop-down ବକ୍ସରେ “none” ସିଲେକ୍ଟ କରନ୍ତୁ |
03:26 | OK କ୍ଲିକ୍ କରନ୍ତୁ |
03:28 | ଦେଖନ୍ତୁ, ରେଖାର ଉପର ପ୍ରାନ୍ତରେ ଏକ arrowhead ଯୋଗ ହୋଇଗଲା |
03:33 | ଆମେ “Lines and Arrows” ଅପ୍ସନ୍ ବ୍ୟବହାର କରି ମଧ୍ୟ Arrow ଆଙ୍କିପାରିବା |
03:38 | ଚାଲନ୍ତୁ, ଏହି Arrow ପାଖରେ ଆଉ ଦୁଇଟି Arrow ଆଙ୍କିବା |
03:42 | Drawing toolbarରୁ “Lines and Arrows” କ୍ଲିକ୍ କରନ୍ତୁ ଓ “Line Starts with Arrow” ସିଲେକ୍ଟ କରନ୍ତୁ |
03:48 | ଡ୍ର ପେଜ୍କୁ କର୍ସର୍ ଆଣନ୍ତୁ |
03:51 | ମାଉସ୍ର ବାମ ବଟନ୍ ଦାବି ଉପରୁ ତଳକୁ ଡ୍ରାଗ୍ କରନ୍ତୁ |
03:56 | ଏହି ଉପାୟରେ ଏକ arrow ଆଙ୍କିବା ଅତି ସହଜ, ନୁହେଁ କି ? |
04:00 | ସମାନ ଭାବେ ଆଉ ଗୋଟିଏ ଆରୋ ଯୋଗ କରିବା |
04:06 | ଟ୍ୟୁଟୋରିଆଲ୍କୁ ପଜ୍କରି ଏହି ଆସାଇନ୍ମେଣ୍ଟ କରନ୍ତୁ |
04:09 | ଆପଣଙ୍କ “MyWaterCycle” ଫାଇଲ୍ରେ ଏକ ଲାଇନ୍ ଡ୍ର କରନ୍ତୁ |
04:13 | ଲାଇନ୍କୁ ସିଲେକ୍ଟ କରି ଲାଇନ୍ ଡାୟଲଗ୍ ବକ୍ସ ଖୋଲନ୍ତୁ |
04:16 | Line Properties ଫିଲ୍ଡରେ, ଲାଇନ୍ ପାଇଁ style, color, width ଓ transparency ପରିବର୍ତ୍ତନ କରନ୍ତୁ |
04:24 | Arrow Styles field ଅନ୍ତର୍ଗତ, ଆରୋ ଷ୍ଟାଇଲ୍ ପରିବର୍ତ୍ତନ କରନ୍ତୁ |
04:28 | ଏହାପରେ ଚାଲନ୍ତୁ ଏକ ଷ୍ଟାର୍ ଆଙ୍କିବା |
04:31 | Drawing toolbar କୁ ଆସନ୍ତୁ ଓ “Stars” ପାଖରେ ଥିବା ଛୋଟ କଳା ତ୍ରିଭୁଜରେ କ୍ଲିକ୍ କରନ୍ତୁ |
04:37 | “5-Point Star” ସିଲେକ୍ଟ କରନ୍ତୁ |
04:41 | ଏବେ cloud ପାଖରେ କର୍ସର୍ ରଖନ୍ତୁ |
04:44 | ବାମ ମାଉସ୍ ବଟନ୍ ଦାବିରଖି ବାମକୁ ଡ୍ରାଗ୍ କରନ୍ତୁ |
04:48 | ଆପଣ ଏକ ଷ୍ଟାର୍ ଆଙ୍କିଦେଲେ ! |
04:50 | ଏବେ ଅବ୍ଜେକ୍ଟଗୁଡ଼ିକୁ କିପରି ମୁଭ୍ ଓ ଡିଲିଟ୍ କରାଯାଏ, ଶିଖିବା |
04:54 | ଗୋଟିଏ ଅବ୍ଜେକ୍ଟ ମୁଭ୍ କରିବା ପାଇଁ, ତାକୁ ସିଲେକ୍ଟ କରନ୍ତୁ ଓ ବାଞ୍ଛିତ ସ୍ଥାନକୁ ଡ୍ରାଗ୍ କରନ୍ତୁ |
04:59 | ଏବେ ମାଉସ୍ ବଟନ୍ ଛାଡ଼ିଦିଅନ୍ତୁ |
05:02 | ଏକ ଅବ୍ଜେକ୍ଟ ମୁଭ୍ କରିବା ପାଇଁ ଆପଣ up, down ଓ side arrow keys ମଧ୍ୟ ବ୍ୟବହାର କରିପାରିବେ |
05:08 | ଅବ୍ଜେକ୍ଟ ଘୁଞ୍ଚାଇବା ବହୁତ ସହଜ, ନୁହେଁ କି? |
05:11 | ଡିଲିଟ୍ କରିବା ପାଇଁ, ଗୋଟିଏ ଅବ୍ଜେକ୍ଟ ସିଲେକ୍ଟ କରନ୍ତୁ ଓ କୀ’ବୋର୍ଡରେ ଥିବା ଡିଲିଟ୍ କୀ ଦାବିଦିଅନ୍ତୁ |
05:17 | ଅବ୍ଜେକ୍ଟ ଡିଲିଟ୍ ହୋଇଗଲା, ଏହା ମଧ୍ୟ ସହଜ ନୁହେଁ କି? |
05:20 | ଏବେ ମୌଳିକ ଉପକରଣ ଯଥା - ରୁଲର୍ ଓ ଆଲାଇନ୍ ଟୁଲ୍ବାର୍ ବିଷୟରେ ଶିଖିବା |
05:26 | ପେଜ୍ ମାର୍ଜିନ୍ ସେଟ୍ଅପ୍ ଓ ମେଜର୍ମେଣ୍ଟ ୟୁନିଟ୍ ପରିବର୍ତ୍ତନ କରିବା ପାଇଁ ରୁଲର୍ ବ୍ୟବହାର କରାଯାଏ |
05:31 | ଅବ୍ଜେକ୍ଟର ପୋଜିଶନ୍ ପାଇଁ ଆଲାଇନ୍ ଟୁଲ୍ବାର୍ ବ୍ୟବହାର କରାଯାଏ |
05:35 | ଡ୍ର’ ୱାର୍କସ୍ପେସ୍ର ଉପର ଓ ବାମ ପାର୍ଶ୍ୱରେ ରୁଲର୍ ପ୍ରଦର୍ଶିତ ହୁଏ |
05:40 | ମେଜର୍ମେଣ୍ଟ ୟୁନିଟ୍ ସେଟ୍ କରିବା ପାଇଁ ଉପର ରୁଲର୍ରେ ରାଇଟ୍-କ୍ଲିକ୍ କରନ୍ତୁ |
05:45 | measurement units ର ତାଲିକା ଦେଖାଦେବ |
05:48 | “Centimeter”ରେ କ୍ଲିକ୍ କରନ୍ତୁ |
05:50 | ଉପର ରୁଲର୍ ପାଇଁ measurement unit, ସେଣ୍ଟିମିଟର୍ରେ ସେଟ୍ ହୋଇଗଲା |
05:55 | ସେହିପରି, ବାମପଟେ ଥିବା ରୁଲର୍ ପାଇଁ measurement ସେଟ୍ କରିବା |
06:00 | ଅବ୍ଜେକ୍ଟଗୁଡ଼ିକୁ ମାପ ଅନୁସାରେ ଆଙ୍କିବା ପାଇଁ, ସବୁବେଳେ ଉଭୟ ରୁଲର୍ ପାଇଁ ସମାନ ମେଜର୍ମେଣ୍ଟ ୟୁନିଟ୍ ସେଟ୍ କରନ୍ତୁ |
06:08 | ଆକ୍ଟିଭ୍ ରୁଲର୍ ଧଳା ରଙ୍ଗରେ ଥିବା ଆପଣ ଦେଖିପାରିବେ |
06:12 | ରୁଲର୍ଗୁଡ଼ିକର ଶେଷ ଭାଗ ହେଉଛି ପେଜ୍ ମାର୍ଜିନ୍ ଭାଲ୍ୟୁର ଚିହ୍ନ, ଯାହାକୁ ଆମେ “Page Setup”ରେ ସେଟ୍ କରୁ |
06:19 | ରୁଲର୍ କିପରି ଅବ୍ଜେକ୍ଟ ପାଇଁ ମେଜର୍ମେଣ୍ଟ ଡିସ୍ପ୍ଲେ କରେ, ଦେଖିବା |
06:23 | Cloud ସିଲେକ୍ଟ କରନ୍ତୁ |
06:25 | ରୁଲର୍ ଉପରେ ଥିବା ଦୁଇଟି ଛୋଟ ଷ୍ଟାର୍ଟ ଓ ଏଣ୍ଡ ମାର୍କ ଦେଖିପାରୁଛନ୍ତି କି ? |
06:29 | ଏଗୁଡ଼ିକ cloud ର ଏଜ୍ଗୁଡ଼ିକୁ ବର୍ଣ୍ଣନା କରେ |
06:32 | ଯଦି ରୁଲର୍ରେ ସେହି ମାର୍କଗୁଡ଼ିକୁ ଘୁଞ୍ଚାଇବେ, ଫିଗର୍ଗୁଡ଼ିକ ମଧ୍ୟ ସେହି ଅନୁସାରେ ପରିବର୍ତ୍ତନ ହେଉଥିବାର ଦେଖିପାରିବେ |
06:38 | ରୁଲର୍, ପେଜ୍ରେ ଏକ ଅବ୍ଜେକ୍ଟର ସାଇଜ୍ ଦେଖାଏ |
06:42 | ଏହା ପେଜ୍ ଉପରେ ଏକ ଅବ୍ଜେକ୍ଟ ରଖିବା ଓ page boundaries ଡିସ୍ପ୍ଲେ କରିବା ପାଇଁ ମଧ୍ୟ ସକ୍ଷମ କରାଏ |
06:49 | ପରବର୍ତ୍ତୀ ମୌଳିକ ଉପକରଣ - ଆଲାଇନ୍ ଟୁଲ୍ବାର୍କୁ ଯିବା |
06:53 | ଚୟନିତ ଅବ୍ଜେକ୍ଟକୁ left, right, top, bottom ଓ centre ଆଲାଇନ୍ କରିବା ପାଇଁ ଆମେ “ଆଲାଇନ୍ ଟୁଲ୍ବାର୍”ର ବ୍ୟବହାର କରୁ |
07:01 | “ଆଲାଇନ୍” ଟୁଲ୍ବାର୍କୁ ଏନାବଲ୍ କରିବା ପାଇଁ, “Main Menu”କୁ ଯାଇ “View” କ୍ଲିକ୍ କରନ୍ତୁ |
07:07 | “View” ମେନୁରେ, “Toolbars” କ୍ଲିକ୍ କରନ୍ତୁ |
07:11 | ଟୁଲ୍ବାର୍ ଲିଷ୍ଟ ଦେଖାଦେବ |
07:13 | “Align” କ୍ଲିକ୍ କରନ୍ତୁ |
07:15 | “Align” ଟୁଲ୍ବାର୍ ଦେଖାଦେବ |
07:18 | ବିଭିନ୍ନ ଆଲାଇନ୍ ଅପ୍ସନ୍ ବ୍ୟବହାର କଲେ ଏକ ଅବ୍ଜେକ୍ଟ କିପରି ଆଲାଇନ୍ ହୁଏ, ଦେଖିବା |
07:24 | Cloud ସିଲେକ୍ଟ କରନ୍ତୁ |
07:26 | “Align” ଟୁଲ୍ବାର୍ରେ, “Left” କ୍ଲିକ୍ କରନ୍ତୁ |
07:29 | Cloud ବାମକୁ ଆଲାଇନ୍ ହୋଇଗଲା |
07:32 | ଏବେ ଚାଲନ୍ତୁ, “Centered” ଓ “Centre” ଅପ୍ସନ୍ ମଧ୍ୟରେ ପାର୍ଥକ୍ୟ ଦେଖିବା |
07:38 | ସର୍କଲ୍କୁ “Centre” ଓ ତା’ପରେ “Centered” ଆଲାଇନ୍ କରିବା |
07:43 | ପ୍ରଥମେ ସର୍କଲ୍କୁ “Right” ଆଲାଇନ୍ କରିବା |
07:47 | ସର୍କଲ୍କୁ ସିଲେକ୍ଟ କରନ୍ତୁ ଓ ଆଲାଇନ୍ ଟୁଲ୍ବାର୍ରେ ରାଇଟ୍ କ୍ଲିକ୍ କରନ୍ତୁ |
07:52 | ଏବେ, ଆଲାଇନ୍ ଟୁଲ୍ବାର୍ରେ “Centre” କ୍ଲିକ୍ କରନ୍ତୁ |
07:56 | ସର୍କଲ୍, ସେଣ୍ଟର୍ ପୋଜିଶନ୍ରେ ଆଲାଇନ୍ ହୋଇଯିବ |
07:59 | “Centre” ଅପ୍ସନ୍, ପେଜ୍ର ଉପର ଓ ତଳ ମାର୍ଜିନ୍ର ଠିକ୍ ମଝିରେ ଅବ୍ଜେକ୍ଟକୁ ରଖିବ |
08:06 | ଏହା page-ଓସାର ଅନୁସାରେ ଅବ୍ଜେକ୍ଟକୁ ଘୁଞ୍ଚାଏ ନାହିଁ |
08:10 | ଏବେ, ଆଲାଇନ୍ ଟୁଲ୍ବାର୍ରେ “Centered” ସିଲେକ୍ଟ କରନ୍ତୁ |
08:15 | ସର୍କଲ୍, ପେଜ୍ର ମଝିରେ ଆଲାଇନ୍ ହୋଇଗଲା |
08:18 | “Centered” ଅପ୍ସନ୍, ସର୍କଲ୍କୁ ପେଜ୍ର ମଝିରେ ଆଲାଇନ୍ କରେ |
08:23 | ଏହା ପେଜ୍ର ଉପର - ତଳ ମାର୍ଜିନ୍ ଓ ପେଜ୍ର ଓସାର ଅନୁସାରେ ଅବ୍ଜେକ୍ଟକୁ ଘୁଞ୍ଚାଏ |
08:33 | ଏବେ ଆମେ ସାମ୍ପଲ୍ ଡ୍ରଇଙ୍ଗ୍ ଅନୁସାରେ ଅବ୍ଜେକ୍ଟଗୁଡ଼ିକୁ ସେଗୁଡ଼ିକର ସଠିକ୍ ସ୍ଥିତିକୁ ଘୁଞ୍ଚାଇବା |
08:40 | ବନ୍ଦ କରିବା ପୂର୍ବରୁ ଫାଇଲ୍କୁ ସେଭ୍ କରନ୍ତୁ |
08:43 | ଏକ ଆସାଇନ୍ମେଣ୍ଟ ଭାବେ- |
08:46 | MyWaterCycle ଫାଇଲ୍ରେ ଏକ ପେଜ୍ ଆଡ୍ କରନ୍ତୁ |
08:50 | ଏହି ଦୁଇ ଚିତ୍ରକୁ ତିଆରି କରନ୍ତୁ |
08:53 | ଆରୋ କୀ ବ୍ୟବହାର କରି ସେଗୁଡ଼ିକୁ ଘୁଞ୍ଚାନ୍ତୁ |
08:55 | ଆଙ୍କିଥିବା ଯେକୌଣସି ଅବ୍ଜେକ୍ଟକୁ ସିଲେକ୍ଟ କରି ଡିଲିଟ୍ କରନ୍ତୁ |
08:59 | କିଛି ଅବ୍ଜେକ୍ଟର ସାଇଜ୍ ମାପିବା ପାଇଁ ରୁଲର୍ ବ୍ୟବହାର କରନ୍ତୁ |
09:04 | ଏହାପରେ “Align” toolbar ବ୍ୟବହାର କରି ଅବ୍ଜେକ୍ଟଗୁଡ଼ିକୁ ପେଜ୍ର ମଝିରେ ଆଲାଇନ୍ କରନ୍ତୁ |
09:11 | ଲିବର୍ ଅଫିସ୍ ଡ୍ର ଉପରେ ଏହା ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ |
09:15 | ଏହି ଟ୍ୟୁଟୋରିଆଲ୍ରେ, ଆମେ ଶିଖିଲେ : |
09:19 | ମୌଳିକ ଆକୃତି, ଯେପରି- lines, arrows, ଓ rectangles |
09:24 | ମୌଳିକ ଜ୍ୟାମିତିକ ଆକୃତି, ସିମ୍ବଲ୍ସ, ଷ୍ଟାର୍ସ ଓ ବ୍ୟାନର୍ସ ବ୍ୟବହାର କରି ସରଳ ଚିତ୍ର କିପରି ଅଙ୍କାଯାଏ |
09:29 | ଅବ୍ଜେକ୍ଟ ସିଲେକ୍ଟ ଓ ଡିଲିଟ୍ କରିବା |
09:32 | ଏବଂ ଅବ୍ଜେକ୍ଟ ପୋଜିଶନ୍ ପାଇଁ ରୁଲର୍ ଓ ଆଲାଇନ୍ ଟୁଲ୍ବାର୍ର ବ୍ୟବହାର ମଧ୍ୟ ଶିଖିଲେ |
09:37 | ନିମ୍ନ ଲିଙ୍ଗରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
09:41 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:44 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
09:48 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
09:51 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:54 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:58 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) |
10:04 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:09 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:17 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro) |
10:27 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |