Difference between revisions of "LibreOffice-Suite-Calc/C3/Linking-Calc-Data/Oriya"
From Script | Spoken-Tutorial
PoojaMoolya (Talk | contribs) |
PoojaMoolya (Talk | contribs) |
||
| Line 1: | Line 1: | ||
| − | |||
| − | |||
{| border=1 | {| border=1 | ||
|| '''Time''' | || '''Time''' | ||
|| '''Narration''' | || '''Narration''' | ||
| + | |||
|- | |- | ||
||00:00 | ||00:00 | ||
|| ଲିବର୍ ଅଫିସ୍ କାଲ୍କରେ ଲିଙ୍କିଙ୍ଗ୍ ଉପରେ ପ୍ସୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | || ଲିବର୍ ଅଫିସ୍ କାଲ୍କରେ ଲିଙ୍କିଙ୍ଗ୍ ଉପରେ ପ୍ସୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | ||
| + | |||
|- | |- | ||
||00:06 | ||00:06 | ||
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: | || ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: | ||
| + | |||
|- | |- | ||
||00:10 | ||00:10 | ||
|| କାଲ୍କରେ ଅନ୍ୟ ଶୀଟ୍ସ କିପରି ରେଫରେନ୍ସ କରାଯାଏ | | || କାଲ୍କରେ ଅନ୍ୟ ଶୀଟ୍ସ କିପରି ରେଫରେନ୍ସ କରାଯାଏ | | ||
| + | |||
|- | |- | ||
||00:13 | ||00:13 | ||
|| କାଲ୍କରେ କିପରି ହାଇପରଲିଙ୍କ୍ ବ୍ୟବହାର କରାଯାଏ | | || କାଲ୍କରେ କିପରି ହାଇପରଲିଙ୍କ୍ ବ୍ୟବହାର କରାଯାଏ | | ||
| + | |||
|- | |- | ||
||00:17 | ||00:17 | ||
|| ଏଠାରେ, ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ | | || ଏଠାରେ, ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ | | ||
| + | |||
|- | |- | ||
||00:29 | ||00:29 | ||
||ଯଦି ଆପଣ ଦୁଇଟି ସ୍ପ୍ରେଡ୍ ଶୀଟ୍ସ ସେଭ୍ କରିଛନ୍ତି | ||ଯଦି ଆପଣ ଦୁଇଟି ସ୍ପ୍ରେଡ୍ ଶୀଟ୍ସ ସେଭ୍ କରିଛନ୍ତି | ||
| + | |||
|- | |- | ||
| − | ||00: | + | ||00:33 |
||ତେବେ ଲିବର୍ ଅଫିସ୍ କାଲ୍କ ଆପଣଙ୍କୁ ଗୋଟିଏ ଶୀଟ୍ ର ସେଲ୍ ରୁ | ||ତେବେ ଲିବର୍ ଅଫିସ୍ କାଲ୍କ ଆପଣଙ୍କୁ ଗୋଟିଏ ଶୀଟ୍ ର ସେଲ୍ ରୁ | ||
| + | |||
|- | |- | ||
||00:37 | ||00:37 | ||
||ବର୍ତ୍ତମାନ ଶୀଟ୍ ର ସେଲ୍ ରେ ଅନ୍ୟ ସ୍ପ୍ରେଡ୍ ଶୀଟ୍ ରୁ ଗୋଟିଏ ସେଲ୍ କୁ ରେଫରେନ୍ସ କରିବାର ଅନୁମତି ଦେଇଥାଏ | | ||ବର୍ତ୍ତମାନ ଶୀଟ୍ ର ସେଲ୍ ରେ ଅନ୍ୟ ସ୍ପ୍ରେଡ୍ ଶୀଟ୍ ରୁ ଗୋଟିଏ ସେଲ୍ କୁ ରେଫରେନ୍ସ କରିବାର ଅନୁମତି ଦେଇଥାଏ | | ||
| + | |||
|- | |- | ||
||00:44 | ||00:44 | ||
|| “Personal-Finance-Tracker.ods” ଖୋଲନ୍ତୁ | | || “Personal-Finance-Tracker.ods” ଖୋଲନ୍ତୁ | | ||
| + | |||
|- | |- | ||
||00:49 | ||00:49 | ||
|| ଆମ ଫାଇଲ୍ ର ଶୀଟ୍ 1ରେ “Personal Finance Tracker” ପାଇଁ ସ୍ପ୍ରେଡ୍ ଶୀଟ୍ ଅଛି | | || ଆମ ଫାଇଲ୍ ର ଶୀଟ୍ 1ରେ “Personal Finance Tracker” ପାଇଁ ସ୍ପ୍ରେଡ୍ ଶୀଟ୍ ଅଛି | | ||
| + | |||
|- | |- | ||
||00:55 | ||00:55 | ||
|| ମୁଁ, “Spent” ଓ “Received” କଲମ୍ ରେ କିଛି ରାଶି ମିଶାଇଛି | | || ମୁଁ, “Spent” ଓ “Received” କଲମ୍ ରେ କିଛି ରାଶି ମିଶାଇଛି | | ||
| + | |||
|- | |- | ||
||01:04 | ||01:04 | ||
|| ଏବେ, କ୍ରମଶଃ “Cost” ଓ “Spent”ରେ କମ୍ପୋନେଣ୍ଟର ସର୍ବମୋଟ କାଢ଼ିବା | | || ଏବେ, କ୍ରମଶଃ “Cost” ଓ “Spent”ରେ କମ୍ପୋନେଣ୍ଟର ସର୍ବମୋଟ କାଢ଼ିବା | | ||
| + | |||
|- | |- | ||
||01:11 | ||01:11 | ||
|| C9 ସେଲ୍ ରେ କ୍ଲିକ୍ କରି “is equal to SUM” ଓ ବ୍ରାକେଟ୍ ମଧ୍ୟରେ “C3 କଲନ୍ C7” ଫର୍ମୁଲା ଏଣ୍ଟର୍ କରନ୍ତୁ | | || C9 ସେଲ୍ ରେ କ୍ଲିକ୍ କରି “is equal to SUM” ଓ ବ୍ରାକେଟ୍ ମଧ୍ୟରେ “C3 କଲନ୍ C7” ଫର୍ମୁଲା ଏଣ୍ଟର୍ କରନ୍ତୁ | | ||
| + | |||
|- | |- | ||
||01:24 | ||01:24 | ||
|| ଓ ତା’ପରେ “Enter” ଦାବନ୍ତୁ | | || ଓ ତା’ପରେ “Enter” ଦାବନ୍ତୁ | | ||
| + | |||
|- | |- | ||
||01:27 | ||01:27 | ||
|| D9 ସେଲ୍ ରେ କ୍ଲିକ୍ କରନ୍ତୁ ଓ ସମାନ ଫର୍ମୁଲା ବ୍ୟବହାର କରି ସମୁଦାୟ ବାହାର କରନ୍ତୁ | | || D9 ସେଲ୍ ରେ କ୍ଲିକ୍ କରନ୍ତୁ ଓ ସମାନ ଫର୍ମୁଲା ବ୍ୟବହାର କରି ସମୁଦାୟ ବାହାର କରନ୍ତୁ | | ||
| + | |||
|- | |- | ||
||01:36 | ||01:36 | ||
|| ଏବେ ଆମେ, ସେଲ୍ ରେଫରେନ୍ସିଙ୍ଗ୍ ବ୍ୟବହାର କରି ଏକ ଭିନ୍ନ ଶୀଟ୍ ରେ “Cost” ଓ “Spent” ଅନ୍ତର୍ଗତ ସମୁଦାୟ ବାଲାନ୍ସ ପ୍ରଦର୍ଶିତ କରିବା | | || ଏବେ ଆମେ, ସେଲ୍ ରେଫରେନ୍ସିଙ୍ଗ୍ ବ୍ୟବହାର କରି ଏକ ଭିନ୍ନ ଶୀଟ୍ ରେ “Cost” ଓ “Spent” ଅନ୍ତର୍ଗତ ସମୁଦାୟ ବାଲାନ୍ସ ପ୍ରଦର୍ଶିତ କରିବା | | ||
| + | |||
|- | |- | ||
||01:45 | ||01:45 | ||
|| “Sheet 2” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | | || “Sheet 2” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | | ||
| + | |||
|- | |- | ||
||01:48 | ||01:48 | ||
|| ଏହା ଏକ ନୂଆ ଶୀଟ୍ ଖୋଲେ | | || ଏହା ଏକ ନୂଆ ଶୀଟ୍ ଖୋଲେ | | ||
| + | |||
|- | |- | ||
||01:51 | ||01:51 | ||
|| ବର୍ତ୍ତମାନ A1 ସେଲ୍ ରେ କ୍ଲିକ୍ କରନ୍ତୁ ଓ ତା’ ଭିତରେ “COMPONENT” ହେଡିଙ୍ଗ୍ ଟାଇପ୍ କରନ୍ତୁ | | || ବର୍ତ୍ତମାନ A1 ସେଲ୍ ରେ କ୍ଲିକ୍ କରନ୍ତୁ ଓ ତା’ ଭିତରେ “COMPONENT” ହେଡିଙ୍ଗ୍ ଟାଇପ୍ କରନ୍ତୁ | | ||
| + | |||
|- | |- | ||
||02:00 | ||02:00 | ||
|| B1 ସେଲ୍ ରେ କ୍ଲିକ୍ କରି ତା’ଭିତରେ “BALANCE” ହେଡିଙ୍ଗ୍ ଟାଇପ୍ କରନ୍ତୁ | | || B1 ସେଲ୍ ରେ କ୍ଲିକ୍ କରି ତା’ଭିତରେ “BALANCE” ହେଡିଙ୍ଗ୍ ଟାଇପ୍ କରନ୍ତୁ | | ||
| + | |||
|- | |- | ||
||02:07 | ||02:07 | ||
|| ଏବେ, ହେଡିଙ୍ଗ୍ ତଳେ କମ୍ପୋନେଣ୍ଟଗୁଡ଼ିକର ନାମ ଏଣ୍ଟର୍ କରନ୍ତୁ | | || ଏବେ, ହେଡିଙ୍ଗ୍ ତଳେ କମ୍ପୋନେଣ୍ଟଗୁଡ଼ିକର ନାମ ଏଣ୍ଟର୍ କରନ୍ତୁ | | ||
| + | |||
|- | |- | ||
||02:12 | ||02:12 | ||
||A3 ସେଲ୍ ରେ କ୍ଲିକ୍ କରି “COST” ଟାଇପ୍ କରନ୍ତୁ ଓ “Enter” ଦାବନ୍ତୁ | | ||A3 ସେଲ୍ ରେ କ୍ଲିକ୍ କରି “COST” ଟାଇପ୍ କରନ୍ତୁ ଓ “Enter” ଦାବନ୍ତୁ | | ||
| + | |||
|- | |- | ||
||02:19 | ||02:19 | ||
|| “COST” ତଳେ ଥିବା A4 ସେଲ୍ ରେ “SPENT” ଭାବରେ ପରବର୍ତ୍ତୀ କମ୍ପୋନେଣ୍ଟ ଏଣ୍ଟର୍ କରନ୍ତୁ | | || “COST” ତଳେ ଥିବା A4 ସେଲ୍ ରେ “SPENT” ଭାବରେ ପରବର୍ତ୍ତୀ କମ୍ପୋନେଣ୍ଟ ଏଣ୍ଟର୍ କରନ୍ତୁ | | ||
| + | |||
|- | |- | ||
||02:27 | ||02:27 | ||
|| ଏବେ, ଖାଲି ସେଲ୍ B3ରେ କ୍ଲିକ୍ କରନ୍ତୁ | | || ଏବେ, ଖାଲି ସେଲ୍ B3ରେ କ୍ଲିକ୍ କରନ୍ତୁ | | ||
| + | |||
|- | |- | ||
||02:31 | ||02:31 | ||
|| “COST” ଓ “SPENT” ହେଡିଙ୍ଗ୍ ତଳେ B3 ଓ B4ରେ ସମୁଦାୟ ବାଲାନ୍ସ ରହିବ | | || “COST” ଓ “SPENT” ହେଡିଙ୍ଗ୍ ତଳେ B3 ଓ B4ରେ ସମୁଦାୟ ବାଲାନ୍ସ ରହିବ | | ||
| + | |||
|- | |- | ||
||02:38 | ||02:38 | ||
|| ଯାହାକୁ ଆମେ “Sheet 1”ରେ ଗଣନା କରିବା | | || ଯାହାକୁ ଆମେ “Sheet 1”ରେ ଗଣନା କରିବା | | ||
| + | |||
|- | |- | ||
||02:41 | ||02:41 | ||
|| ଏହାକୁ ରେଫରେନ୍ସିଙ୍ଗ୍ ଦ୍ୱାରା କରାଯିବ | | || ଏହାକୁ ରେଫରେନ୍ସିଙ୍ଗ୍ ଦ୍ୱାରା କରାଯିବ | | ||
| + | |||
|- | |- | ||
||02:44 | ||02:44 | ||
|| B3 ସେଲ୍ ରେ ସେଲ୍ ରେଫରେନ୍ସ କରିବା ପାଇଁ “Input line” ପାଖରେ ଥିବା “equal to” ଚିହ୍ନ ଉପରେ କ୍ଲିକ୍ କରନ୍ତୁ | | || B3 ସେଲ୍ ରେ ସେଲ୍ ରେଫରେନ୍ସ କରିବା ପାଇଁ “Input line” ପାଖରେ ଥିବା “equal to” ଚିହ୍ନ ଉପରେ କ୍ଲିକ୍ କରନ୍ତୁ | | ||
| + | |||
|- | |- | ||
||02:53 | ||02:53 | ||
|| ବର୍ତ୍ତମାନ, ଶୀଟ୍ ଟ୍ୟାବ୍ ରେ “Sheet 1” ଉପରେ କ୍ଲିକ୍ କରନ୍ତୁ | | || ବର୍ତ୍ତମାନ, ଶୀଟ୍ ଟ୍ୟାବ୍ ରେ “Sheet 1” ଉପରେ କ୍ଲିକ୍ କରନ୍ତୁ | | ||
| + | |||
|- | |- | ||
||02:59 | ||02:59 | ||
|| ଏହି ଶୀଟ୍ ରେ ଆମେ, C9 ସେଲ୍ ଉପରେ କ୍ଲିକ୍ କରିବା, ଯାହା “Cost” କଲମ୍ ରେ ସମୁଦାୟ ରଖିଛି | | || ଏହି ଶୀଟ୍ ରେ ଆମେ, C9 ସେଲ୍ ଉପରେ କ୍ଲିକ୍ କରିବା, ଯାହା “Cost” କଲମ୍ ରେ ସମୁଦାୟ ରଖିଛି | | ||
| + | |||
|- | |- | ||
||03:07 | ||03:07 | ||
|| ଦେଖନ୍ତୁ, “Input line”ରେ “Sheet 1 dot C9” ଷ୍ଟେଟମେଣ୍ଟ ପ୍ରଦର୍ଶିତ ହେଉଛି | | || ଦେଖନ୍ତୁ, “Input line”ରେ “Sheet 1 dot C9” ଷ୍ଟେଟମେଣ୍ଟ ପ୍ରଦର୍ଶିତ ହେଉଛି | | ||
| + | |||
|- | |- | ||
||03:15 | ||03:15 | ||
|| ଏବେ,. “Input line” ପାଖରେ ଥିବା ଚେକ୍ ମାର୍କ ଉପରେ କ୍ଲିକ୍ କରନ୍ତୁ | | || ଏବେ,. “Input line” ପାଖରେ ଥିବା ଚେକ୍ ମାର୍କ ଉପରେ କ୍ଲିକ୍ କରନ୍ତୁ | | ||
| + | |||
|- | |- | ||
||03:20 | ||03:20 | ||
|| ଦେଖନ୍ତୁ, “Sheet 1” ଟ୍ୟାବ୍ ର “Cost” ତଳେ ଥିବା ସର୍ବୋମୋଟ “Sheet 2 “ ଟ୍ୟାବ୍ ରେ ଥିବା B3 ସେଲ୍ ରେ ଅଟୋମେଟିକାଲ୍ ଏଣ୍ଟର୍ ହୋଇଗଲା | | || ଦେଖନ୍ତୁ, “Sheet 1” ଟ୍ୟାବ୍ ର “Cost” ତଳେ ଥିବା ସର୍ବୋମୋଟ “Sheet 2 “ ଟ୍ୟାବ୍ ରେ ଥିବା B3 ସେଲ୍ ରେ ଅଟୋମେଟିକାଲ୍ ଏଣ୍ଟର୍ ହୋଇଗଲା | | ||
| + | |||
|- | |- | ||
||03:34 | ||03:34 | ||
|| ସେହିପରି, ଆମେ ରେଫରେନ୍ସ ମାଧ୍ୟମରେ ଅନ୍ୟ କମ୍ପୋନେଣ୍ଟଗୁଡ଼ିକର ସର୍ବମୋଟ ଏଣ୍ଟର୍ କରିପାରିବା | | || ସେହିପରି, ଆମେ ରେଫରେନ୍ସ ମାଧ୍ୟମରେ ଅନ୍ୟ କମ୍ପୋନେଣ୍ଟଗୁଡ଼ିକର ସର୍ବମୋଟ ଏଣ୍ଟର୍ କରିପାରିବା | | ||
| + | |||
|- | |- | ||
||03:41 | ||03:41 | ||
|| ବହୁତ ଡାଟା ସହିତ ଯଦି ଅନେକ ଶୀଟ୍ସ ଥାଏ, ତେବେ ସେଗୁଡ଼ିକୁ ସାରାଂଶିତ କରିବା ପାଇଁ ରେଫରେନ୍ସିଙ୍ଗ୍ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ | | || ବହୁତ ଡାଟା ସହିତ ଯଦି ଅନେକ ଶୀଟ୍ସ ଥାଏ, ତେବେ ସେଗୁଡ଼ିକୁ ସାରାଂଶିତ କରିବା ପାଇଁ ରେଫରେନ୍ସିଙ୍ଗ୍ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ | | ||
| + | |||
|- | |- | ||
||03:49 | ||03:49 | ||
|| ଏବେ, କାଲ୍କ ଶୀଟ୍ ରେ ହାଇପରଲିଙ୍କ୍ କିପରି କ୍ରିଏଟ୍ କରାଯାଏ, ଶିଖିବା | | || ଏବେ, କାଲ୍କ ଶୀଟ୍ ରେ ହାଇପରଲିଙ୍କ୍ କିପରି କ୍ରିଏଟ୍ କରାଯାଏ, ଶିଖିବା | | ||
| + | |||
|- | |- | ||
||03:55 | ||03:55 | ||
| Line 118: | Line 153: | ||
ବିଭିନ୍ନ ଫାଇଲ୍ସକୁ କିମ୍ୱା | ବିଭିନ୍ନ ଫାଇଲ୍ସକୁ କିମ୍ୱା | ||
ଏପରିକି ୱେବ୍ ସାଇଟ୍ସ ମଧ୍ୟ ଜମ୍ପ କରିବା ପାଇଁ | ଏପରିକି ୱେବ୍ ସାଇଟ୍ସ ମଧ୍ୟ ଜମ୍ପ କରିବା ପାଇଁ | ||
| + | |||
|- | |- | ||
||04:06 | ||04:06 | ||
|| “Personal-Finance-Tracker.ods”ରେ “Sheet 1”ରେ Personal Finance Tracker ଅଛି ଓ ଅନ୍ୟସବୁ ବିଷୟ “Sheet 2”ରେ ଅଛି | | || “Personal-Finance-Tracker.ods”ରେ “Sheet 1”ରେ Personal Finance Tracker ଅଛି ଓ ଅନ୍ୟସବୁ ବିଷୟ “Sheet 2”ରେ ଅଛି | | ||
| + | |||
|- | |- | ||
||04:17 | ||04:17 | ||
|| ଧରନ୍ତୁ, ଆମେ Sheet 1 ରୁ Sheet 2କୁ ଜମ୍ପ ଚାହୁଁଛେ | | || ଧରନ୍ତୁ, ଆମେ Sheet 1 ରୁ Sheet 2କୁ ଜମ୍ପ ଚାହୁଁଛେ | | ||
| + | |||
|- | |- | ||
||04:22 | ||04:22 | ||
|| ପ୍ରଥମେ, “Sheet 1” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | | || ପ୍ରଥମେ, “Sheet 1” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | | ||
| + | |||
|- | |- | ||
||04:25 | ||04:25 | ||
|| ଏଠାରେ, B14 ସେଲ୍ ରେ କ୍ଲିକ୍ କରି ”Sheet 2” ଏଣ୍ଟର୍ କରନ୍ତୁ | | || ଏଠାରେ, B14 ସେଲ୍ ରେ କ୍ଲିକ୍ କରି ”Sheet 2” ଏଣ୍ଟର୍ କରନ୍ତୁ | | ||
| + | |||
|- | |- | ||
||04:33 | ||04:33 | ||
|| ଦେଖନ୍ତୁ, “Input line”ରେ “Sheet 2” ନାମ ପ୍ରଦର୍ଶିତ ହେଲା | | || ଦେଖନ୍ତୁ, “Input line”ରେ “Sheet 2” ନାମ ପ୍ରଦର୍ଶିତ ହେଲା | | ||
| + | |||
|- | |- | ||
||04:38 | ||04:38 | ||
|| ଏବେ, Input Lineରେ “Sheet 2” ଟେକ୍ସଟ୍ ସିଲେକ୍ଟ କରନ୍ତୁ | | || ଏବେ, Input Lineରେ “Sheet 2” ଟେକ୍ସଟ୍ ସିଲେକ୍ଟ କରନ୍ତୁ | | ||
| + | |||
|- | |- | ||
||04:44 | ||04:44 | ||
|| ଟେକ୍ସଟ୍ ସିଲେକ୍ଟ କରିବା ପରେ ଟୁଲ୍ ବାର୍ ରେ ଥିବା “Hyperlink” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | || ଟେକ୍ସଟ୍ ସିଲେକ୍ଟ କରିବା ପରେ ଟୁଲ୍ ବାର୍ ରେ ଥିବା “Hyperlink” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | ||
| + | |||
|- | |- | ||
||04:51 | ||04:51 | ||
|| “Hyperlink” ଡାୟଲଗ୍ ବକ୍ସ ଦେଖାଦେବ | | || “Hyperlink” ଡାୟଲଗ୍ ବକ୍ସ ଦେଖାଦେବ | | ||
| + | |||
|- | |- | ||
||04:55 | ||04:55 | ||
|| ବାମପଟେ, “Document” ଅପ୍ସନ୍ ସିଲେକ୍ଟ କରନ୍ତୁ | | || ବାମପଟେ, “Document” ଅପ୍ସନ୍ ସିଲେକ୍ଟ କରନ୍ତୁ | | ||
| + | |||
|- | |- | ||
||04:59 | ||04:59 | ||
||ଡାୟଲଗ୍ ବକ୍ସରେ ଥିବା “Target in document” ଆଇକନ୍ ରେ କ୍ଲିକ୍ କରନ୍ତୁ | | ||ଡାୟଲଗ୍ ବକ୍ସରେ ଥିବା “Target in document” ଆଇକନ୍ ରେ କ୍ଲିକ୍ କରନ୍ତୁ | | ||
| + | |||
|- | |- | ||
||05:04 | ||05:04 | ||
|| ଏକ ନୂଆ “Target in document” ଡାୟଲଗ୍ ବକ୍ସ ଦେଖାଦେବ | | || ଏକ ନୂଆ “Target in document” ଡାୟଲଗ୍ ବକ୍ସ ଦେଖାଦେବ | | ||
| + | |||
|- | |- | ||
||05:08 | ||05:08 | ||
|| ଏବେ, “Sheet” ଅପ୍ସନ୍ ପାଖରେ ଥିବା “plus sign” ଉପରେ କ୍ଲିକ୍ କରନ୍ତୁ | | || ଏବେ, “Sheet” ଅପ୍ସନ୍ ପାଖରେ ଥିବା “plus sign” ଉପରେ କ୍ଲିକ୍ କରନ୍ତୁ | | ||
| + | |||
|- | |- | ||
||05:13 | ||05:13 | ||
|| ଯେଉଁ ଡାୟଲଗ୍ ବକ୍ସ ଆସିବ, ତାହାର “Sheet 2” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | || ଯେଉଁ ଡାୟଲଗ୍ ବକ୍ସ ଆସିବ, ତାହାର “Sheet 2” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | ||
| + | |||
|- | |- | ||
||05:18 | ||05:18 | ||
|| “Apply” ବଟନ୍ ରେ କ୍ଲିକ୍ କରି “Close” ବଟନ୍ ରେ କ୍ଲିକ୍ କରନ୍ତୁ | | || “Apply” ବଟନ୍ ରେ କ୍ଲିକ୍ କରି “Close” ବଟନ୍ ରେ କ୍ଲିକ୍ କରନ୍ତୁ | | ||
| + | |||
|- | |- | ||
||05:24 | ||05:24 | ||
|| ଏବେ, Hyperlink ଡାୟଲଗ୍ ବକ୍ସରୁ “Apply” କ୍ଲିକ୍ କରି “Close” ଉପରେ କ୍ଲିକ୍ କରନ୍ତୁ | | || ଏବେ, Hyperlink ଡାୟଲଗ୍ ବକ୍ସରୁ “Apply” କ୍ଲିକ୍ କରି “Close” ଉପରେ କ୍ଲିକ୍ କରନ୍ତୁ | | ||
| + | |||
|- | |- | ||
||05:32 | ||05:32 | ||
|| ସେଲ୍ ରେ ହାଇଲାଇଟ୍ ହୋଇଥିବା “Sheet 2” ଟେକ୍ସଟ୍ ସହିତ ସାମ୍ନାରେ “Sheet 1” ଟ୍ୟାବ୍ ଦେଖାଦେବ | | || ସେଲ୍ ରେ ହାଇଲାଇଟ୍ ହୋଇଥିବା “Sheet 2” ଟେକ୍ସଟ୍ ସହିତ ସାମ୍ନାରେ “Sheet 1” ଟ୍ୟାବ୍ ଦେଖାଦେବ | | ||
| + | |||
|- | |- | ||
||05:40 | ||05:40 | ||
|| ଯେତେବେଳେ ଆମେ “Sheet 2” ଟେକ୍ସଟ୍ ରେ କ୍ଲିକ୍ କରୁ, ଏହା ସିଧାସଳଖ ଆମକୁ ସେହି ଶୀଟ୍ କୁ ନେଇଯାଏ, ଯେଉଁଠାରେ ଆମେ ଖର୍ଚ୍ଚ ପାଇଁ ବାଲାନ୍ସ ଏଣ୍ଟର୍ କରିଛେ | | || ଯେତେବେଳେ ଆମେ “Sheet 2” ଟେକ୍ସଟ୍ ରେ କ୍ଲିକ୍ କରୁ, ଏହା ସିଧାସଳଖ ଆମକୁ ସେହି ଶୀଟ୍ କୁ ନେଇଯାଏ, ଯେଉଁଠାରେ ଆମେ ଖର୍ଚ୍ଚ ପାଇଁ ବାଲାନ୍ସ ଏଣ୍ଟର୍ କରିଛେ | | ||
| + | |||
|- | |- | ||
||05:51 | ||05:51 | ||
|| ଆମେ ହାଇପରଲିଙ୍କ୍ କ୍ରିଏଟ୍ କରିଦେଲେ! | || ଆମେ ହାଇପରଲିଙ୍କ୍ କ୍ରିଏଟ୍ କରିଦେଲେ! | ||
| + | |||
|- | |- | ||
||05:55 | ||05:55 | ||
|| ହାଇପରଲିଙ୍କ୍ କାଢ଼ିବାକୁ, ପ୍ରଥମେ ହାଇପରଲିଙ୍କ୍ ହୋଇଥିବା ଟେକ୍ସଟ୍ “Sheet 2” ସିଲେକ୍ଟ କରନ୍ତୁ | | || ହାଇପରଲିଙ୍କ୍ କାଢ଼ିବାକୁ, ପ୍ରଥମେ ହାଇପରଲିଙ୍କ୍ ହୋଇଥିବା ଟେକ୍ସଟ୍ “Sheet 2” ସିଲେକ୍ଟ କରନ୍ତୁ | | ||
| + | |||
|- | |- | ||
||06:01 | ||06:01 | ||
|| ଏବେ ରାଇଟ୍ କ୍ଲିକ୍ କରନ୍ତୁ ଓ କଣ୍ଟେକ୍ସଟ୍ ମେନୁରୁ “Default Formatting” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | || ଏବେ ରାଇଟ୍ କ୍ଲିକ୍ କରନ୍ତୁ ଓ କଣ୍ଟେକ୍ସଟ୍ ମେନୁରୁ “Default Formatting” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
| + | |||
|- | |- | ||
||06:09 | ||06:09 | ||
|| ଟେକ୍ସଟ୍ ଟି ଆଉ ହାଇପରଲିଙ୍କ୍ ହୋଇ ନାହିଁ | | || ଟେକ୍ସଟ୍ ଟି ଆଉ ହାଇପରଲିଙ୍କ୍ ହୋଇ ନାହିଁ | | ||
| + | |||
|- | |- | ||
||06:12 | ||06:12 | ||
|| ଏହା ଡକ୍ୟୁମେଣ୍ଟରେ ଅନ୍ୟ ସାଧାରଣ ଟେକ୍ସଟ୍ ପରି ହୋଇଗଲା | | || ଏହା ଡକ୍ୟୁମେଣ୍ଟରେ ଅନ୍ୟ ସାଧାରଣ ଟେକ୍ସଟ୍ ପରି ହୋଇଗଲା | | ||
| + | |||
|- | |- | ||
||06:16 | ||06:16 | ||
|| ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | | || ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | | ||
| + | |||
|- | |- | ||
||06:20 | ||06:20 | ||
|| ଏହା ଆମକୁ ଲିବର୍ ଅଫିସ୍ କାଲ୍କ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | || ଏହା ଆମକୁ ଲିବର୍ ଅଫିସ୍ କାଲ୍କ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | ||
| + | |||
|- | |- | ||
||06:25 | ||06:25 | ||
| − | ||ସଂକ୍ଷେପରେ ଆମେ ଯାହା ଶିଖିଲେ: | + | ||ସଂକ୍ଷେପରେ ଆମେ ଯାହା ଶିଖିଲେ:କାଲ୍କରେ ଅନ୍ୟ ଶିଟ୍ସକୁ ରେଫରେନ୍ସ କରିବା | |
| − | କାଲ୍କରେ ଅନ୍ୟ ଶିଟ୍ସକୁ ରେଫରେନ୍ସ କରିବା | | + | |
|- | |- | ||
||06:31 | ||06:31 | ||
|| କାଲ୍କରେ ହାଇପରଲିଙ୍କ୍ ବ୍ୟବହାର କରିବା | | || କାଲ୍କରେ ହାଇପରଲିଙ୍କ୍ ବ୍ୟବହାର କରିବା | | ||
| + | |||
|- | |- | ||
||06:36 | ||06:36 | ||
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | | || ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | | ||
| + | |||
|- | |- | ||
||06:40 | ||06:40 | ||
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | || ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | ||
| + | |||
|- | |- | ||
||06:43 | ||06:43 | ||
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | | || ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | | ||
| + | |||
|- | |- | ||
||06:47 | ||06:47 | ||
| − | || ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ | + | || ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| − | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | + | |
|- | |- | ||
||06:52 | ||06:52 | ||
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | | || ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | | ||
| + | |||
|- | |- | ||
||06:56 | ||06:56 | ||
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) | | || ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) | | ||
| + | |||
|- | |- | ||
||07:03 | ||07:03 | ||
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | || ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ||
| + | |||
|- | |- | ||
||07:07 | ||07:07 | ||
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | || ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ||
| + | |||
|- | |- | ||
||07:15 | ||07:15 | ||
| − | || ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ | + | || ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro) |
| − | ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro) | + | |
|- | |- | ||
||07:25 | ||07:25 | ||
| − | || ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | + | || ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡିତ ହୋଇଥିବାରୁ ଧନ୍ୟବାଦ | |
| − | + | |} | |
| − | ଆମ ସହିତ ଜଡିତ ହୋଇଥିବାରୁ ଧନ୍ୟବାଦ | | + | |
Latest revision as of 11:39, 10 April 2017
| Time | Narration |
| 00:00 | ଲିବର୍ ଅଫିସ୍ କାଲ୍କରେ ଲିଙ୍କିଙ୍ଗ୍ ଉପରେ ପ୍ସୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
| 00:10 | କାଲ୍କରେ ଅନ୍ୟ ଶୀଟ୍ସ କିପରି ରେଫରେନ୍ସ କରାଯାଏ | |
| 00:13 | କାଲ୍କରେ କିପରି ହାଇପରଲିଙ୍କ୍ ବ୍ୟବହାର କରାଯାଏ | |
| 00:17 | ଏଠାରେ, ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ | |
| 00:29 | ଯଦି ଆପଣ ଦୁଇଟି ସ୍ପ୍ରେଡ୍ ଶୀଟ୍ସ ସେଭ୍ କରିଛନ୍ତି |
| 00:33 | ତେବେ ଲିବର୍ ଅଫିସ୍ କାଲ୍କ ଆପଣଙ୍କୁ ଗୋଟିଏ ଶୀଟ୍ ର ସେଲ୍ ରୁ |
| 00:37 | ବର୍ତ୍ତମାନ ଶୀଟ୍ ର ସେଲ୍ ରେ ଅନ୍ୟ ସ୍ପ୍ରେଡ୍ ଶୀଟ୍ ରୁ ଗୋଟିଏ ସେଲ୍ କୁ ରେଫରେନ୍ସ କରିବାର ଅନୁମତି ଦେଇଥାଏ | |
| 00:44 | “Personal-Finance-Tracker.ods” ଖୋଲନ୍ତୁ | |
| 00:49 | ଆମ ଫାଇଲ୍ ର ଶୀଟ୍ 1ରେ “Personal Finance Tracker” ପାଇଁ ସ୍ପ୍ରେଡ୍ ଶୀଟ୍ ଅଛି | |
| 00:55 | ମୁଁ, “Spent” ଓ “Received” କଲମ୍ ରେ କିଛି ରାଶି ମିଶାଇଛି | |
| 01:04 | ଏବେ, କ୍ରମଶଃ “Cost” ଓ “Spent”ରେ କମ୍ପୋନେଣ୍ଟର ସର୍ବମୋଟ କାଢ଼ିବା | |
| 01:11 | C9 ସେଲ୍ ରେ କ୍ଲିକ୍ କରି “is equal to SUM” ଓ ବ୍ରାକେଟ୍ ମଧ୍ୟରେ “C3 କଲନ୍ C7” ଫର୍ମୁଲା ଏଣ୍ଟର୍ କରନ୍ତୁ | |
| 01:24 | ଓ ତା’ପରେ “Enter” ଦାବନ୍ତୁ | |
| 01:27 | D9 ସେଲ୍ ରେ କ୍ଲିକ୍ କରନ୍ତୁ ଓ ସମାନ ଫର୍ମୁଲା ବ୍ୟବହାର କରି ସମୁଦାୟ ବାହାର କରନ୍ତୁ | |
| 01:36 | ଏବେ ଆମେ, ସେଲ୍ ରେଫରେନ୍ସିଙ୍ଗ୍ ବ୍ୟବହାର କରି ଏକ ଭିନ୍ନ ଶୀଟ୍ ରେ “Cost” ଓ “Spent” ଅନ୍ତର୍ଗତ ସମୁଦାୟ ବାଲାନ୍ସ ପ୍ରଦର୍ଶିତ କରିବା | |
| 01:45 | “Sheet 2” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | |
| 01:48 | ଏହା ଏକ ନୂଆ ଶୀଟ୍ ଖୋଲେ | |
| 01:51 | ବର୍ତ୍ତମାନ A1 ସେଲ୍ ରେ କ୍ଲିକ୍ କରନ୍ତୁ ଓ ତା’ ଭିତରେ “COMPONENT” ହେଡିଙ୍ଗ୍ ଟାଇପ୍ କରନ୍ତୁ | |
| 02:00 | B1 ସେଲ୍ ରେ କ୍ଲିକ୍ କରି ତା’ଭିତରେ “BALANCE” ହେଡିଙ୍ଗ୍ ଟାଇପ୍ କରନ୍ତୁ | |
| 02:07 | ଏବେ, ହେଡିଙ୍ଗ୍ ତଳେ କମ୍ପୋନେଣ୍ଟଗୁଡ଼ିକର ନାମ ଏଣ୍ଟର୍ କରନ୍ତୁ | |
| 02:12 | A3 ସେଲ୍ ରେ କ୍ଲିକ୍ କରି “COST” ଟାଇପ୍ କରନ୍ତୁ ଓ “Enter” ଦାବନ୍ତୁ | |
| 02:19 | “COST” ତଳେ ଥିବା A4 ସେଲ୍ ରେ “SPENT” ଭାବରେ ପରବର୍ତ୍ତୀ କମ୍ପୋନେଣ୍ଟ ଏଣ୍ଟର୍ କରନ୍ତୁ | |
| 02:27 | ଏବେ, ଖାଲି ସେଲ୍ B3ରେ କ୍ଲିକ୍ କରନ୍ତୁ | |
| 02:31 | “COST” ଓ “SPENT” ହେଡିଙ୍ଗ୍ ତଳେ B3 ଓ B4ରେ ସମୁଦାୟ ବାଲାନ୍ସ ରହିବ | |
| 02:38 | ଯାହାକୁ ଆମେ “Sheet 1”ରେ ଗଣନା କରିବା | |
| 02:41 | ଏହାକୁ ରେଫରେନ୍ସିଙ୍ଗ୍ ଦ୍ୱାରା କରାଯିବ | |
| 02:44 | B3 ସେଲ୍ ରେ ସେଲ୍ ରେଫରେନ୍ସ କରିବା ପାଇଁ “Input line” ପାଖରେ ଥିବା “equal to” ଚିହ୍ନ ଉପରେ କ୍ଲିକ୍ କରନ୍ତୁ | |
| 02:53 | ବର୍ତ୍ତମାନ, ଶୀଟ୍ ଟ୍ୟାବ୍ ରେ “Sheet 1” ଉପରେ କ୍ଲିକ୍ କରନ୍ତୁ | |
| 02:59 | ଏହି ଶୀଟ୍ ରେ ଆମେ, C9 ସେଲ୍ ଉପରେ କ୍ଲିକ୍ କରିବା, ଯାହା “Cost” କଲମ୍ ରେ ସମୁଦାୟ ରଖିଛି | |
| 03:07 | ଦେଖନ୍ତୁ, “Input line”ରେ “Sheet 1 dot C9” ଷ୍ଟେଟମେଣ୍ଟ ପ୍ରଦର୍ଶିତ ହେଉଛି | |
| 03:15 | ଏବେ,. “Input line” ପାଖରେ ଥିବା ଚେକ୍ ମାର୍କ ଉପରେ କ୍ଲିକ୍ କରନ୍ତୁ | |
| 03:20 | ଦେଖନ୍ତୁ, “Sheet 1” ଟ୍ୟାବ୍ ର “Cost” ତଳେ ଥିବା ସର୍ବୋମୋଟ “Sheet 2 “ ଟ୍ୟାବ୍ ରେ ଥିବା B3 ସେଲ୍ ରେ ଅଟୋମେଟିକାଲ୍ ଏଣ୍ଟର୍ ହୋଇଗଲା | |
| 03:34 | ସେହିପରି, ଆମେ ରେଫରେନ୍ସ ମାଧ୍ୟମରେ ଅନ୍ୟ କମ୍ପୋନେଣ୍ଟଗୁଡ଼ିକର ସର୍ବମୋଟ ଏଣ୍ଟର୍ କରିପାରିବା | |
| 03:41 | ବହୁତ ଡାଟା ସହିତ ଯଦି ଅନେକ ଶୀଟ୍ସ ଥାଏ, ତେବେ ସେଗୁଡ଼ିକୁ ସାରାଂଶିତ କରିବା ପାଇଁ ରେଫରେନ୍ସିଙ୍ଗ୍ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ | |
| 03:49 | ଏବେ, କାଲ୍କ ଶୀଟ୍ ରେ ହାଇପରଲିଙ୍କ୍ କିପରି କ୍ରିଏଟ୍ କରାଯାଏ, ଶିଖିବା | |
| 03:55 | ଆପଣ ହାଇପରଲିଙ୍କ୍ସ ବ୍ୟବହାର କରିପାରିବେ
ଏକ ସ୍ପ୍ରେଡ୍ ଶୀଟ୍ ମଧ୍ୟରେ ବିଭିନ୍ନ ଲୋକେଶନ୍ କୁ ବିଭିନ୍ନ ଫାଇଲ୍ସକୁ କିମ୍ୱା ଏପରିକି ୱେବ୍ ସାଇଟ୍ସ ମଧ୍ୟ ଜମ୍ପ କରିବା ପାଇଁ |
| 04:06 | “Personal-Finance-Tracker.ods”ରେ “Sheet 1”ରେ Personal Finance Tracker ଅଛି ଓ ଅନ୍ୟସବୁ ବିଷୟ “Sheet 2”ରେ ଅଛି | |
| 04:17 | ଧରନ୍ତୁ, ଆମେ Sheet 1 ରୁ Sheet 2କୁ ଜମ୍ପ ଚାହୁଁଛେ | |
| 04:22 | ପ୍ରଥମେ, “Sheet 1” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | |
| 04:25 | ଏଠାରେ, B14 ସେଲ୍ ରେ କ୍ଲିକ୍ କରି ”Sheet 2” ଏଣ୍ଟର୍ କରନ୍ତୁ | |
| 04:33 | ଦେଖନ୍ତୁ, “Input line”ରେ “Sheet 2” ନାମ ପ୍ରଦର୍ଶିତ ହେଲା | |
| 04:38 | ଏବେ, Input Lineରେ “Sheet 2” ଟେକ୍ସଟ୍ ସିଲେକ୍ଟ କରନ୍ତୁ | |
| 04:44 | ଟେକ୍ସଟ୍ ସିଲେକ୍ଟ କରିବା ପରେ ଟୁଲ୍ ବାର୍ ରେ ଥିବା “Hyperlink” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | |
| 04:51 | “Hyperlink” ଡାୟଲଗ୍ ବକ୍ସ ଦେଖାଦେବ | |
| 04:55 | ବାମପଟେ, “Document” ଅପ୍ସନ୍ ସିଲେକ୍ଟ କରନ୍ତୁ | |
| 04:59 | ଡାୟଲଗ୍ ବକ୍ସରେ ଥିବା “Target in document” ଆଇକନ୍ ରେ କ୍ଲିକ୍ କରନ୍ତୁ | |
| 05:04 | ଏକ ନୂଆ “Target in document” ଡାୟଲଗ୍ ବକ୍ସ ଦେଖାଦେବ | |
| 05:08 | ଏବେ, “Sheet” ଅପ୍ସନ୍ ପାଖରେ ଥିବା “plus sign” ଉପରେ କ୍ଲିକ୍ କରନ୍ତୁ | |
| 05:13 | ଯେଉଁ ଡାୟଲଗ୍ ବକ୍ସ ଆସିବ, ତାହାର “Sheet 2” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
| 05:18 | “Apply” ବଟନ୍ ରେ କ୍ଲିକ୍ କରି “Close” ବଟନ୍ ରେ କ୍ଲିକ୍ କରନ୍ତୁ | |
| 05:24 | ଏବେ, Hyperlink ଡାୟଲଗ୍ ବକ୍ସରୁ “Apply” କ୍ଲିକ୍ କରି “Close” ଉପରେ କ୍ଲିକ୍ କରନ୍ତୁ | |
| 05:32 | ସେଲ୍ ରେ ହାଇଲାଇଟ୍ ହୋଇଥିବା “Sheet 2” ଟେକ୍ସଟ୍ ସହିତ ସାମ୍ନାରେ “Sheet 1” ଟ୍ୟାବ୍ ଦେଖାଦେବ | |
| 05:40 | ଯେତେବେଳେ ଆମେ “Sheet 2” ଟେକ୍ସଟ୍ ରେ କ୍ଲିକ୍ କରୁ, ଏହା ସିଧାସଳଖ ଆମକୁ ସେହି ଶୀଟ୍ କୁ ନେଇଯାଏ, ଯେଉଁଠାରେ ଆମେ ଖର୍ଚ୍ଚ ପାଇଁ ବାଲାନ୍ସ ଏଣ୍ଟର୍ କରିଛେ | |
| 05:51 | ଆମେ ହାଇପରଲିଙ୍କ୍ କ୍ରିଏଟ୍ କରିଦେଲେ! |
| 05:55 | ହାଇପରଲିଙ୍କ୍ କାଢ଼ିବାକୁ, ପ୍ରଥମେ ହାଇପରଲିଙ୍କ୍ ହୋଇଥିବା ଟେକ୍ସଟ୍ “Sheet 2” ସିଲେକ୍ଟ କରନ୍ତୁ | |
| 06:01 | ଏବେ ରାଇଟ୍ କ୍ଲିକ୍ କରନ୍ତୁ ଓ କଣ୍ଟେକ୍ସଟ୍ ମେନୁରୁ “Default Formatting” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
| 06:09 | ଟେକ୍ସଟ୍ ଟି ଆଉ ହାଇପରଲିଙ୍କ୍ ହୋଇ ନାହିଁ | |
| 06:12 | ଏହା ଡକ୍ୟୁମେଣ୍ଟରେ ଅନ୍ୟ ସାଧାରଣ ଟେକ୍ସଟ୍ ପରି ହୋଇଗଲା | |
| 06:16 | ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
| 06:20 | ଏହା ଆମକୁ ଲିବର୍ ଅଫିସ୍ କାଲ୍କ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
| 06:25 | ସଂକ୍ଷେପରେ ଆମେ ଯାହା ଶିଖିଲେ:କାଲ୍କରେ ଅନ୍ୟ ଶିଟ୍ସକୁ ରେଫରେନ୍ସ କରିବା | |
| 06:31 | କାଲ୍କରେ ହାଇପରଲିଙ୍କ୍ ବ୍ୟବହାର କରିବା | |
| 06:36 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
| 06:40 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | |
| 06:43 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
| 06:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 06:52 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | |
| 06:56 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) | |
| 07:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
| 07:07 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
| 07:15 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro) |
| 07:25 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡିତ ହୋଇଥିବାରୁ ଧନ୍ୟବାଦ | |