LibreOffice-Suite-Calc/C3/Linking-Calc-Data/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର୍ ଅଫିସ୍ କାଲ୍କରେ ଲିଙ୍କିଙ୍ଗ୍ ଉପରେ ପ୍ସୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:10 କାଲ୍କରେ ଅନ୍ୟ ଶୀଟ୍ସ କିପରି ରେଫରେନ୍ସ କରାଯାଏ |
00:13 କାଲ୍କରେ କିପରି ହାଇପରଲିଙ୍କ୍ ବ୍ୟବହାର କରାଯାଏ |
00:17 ଏଠାରେ, ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ |
00:29 ଯଦି ଆପଣ ଦୁଇଟି ସ୍ପ୍ରେଡ୍ ଶୀଟ୍ସ ସେଭ୍ କରିଛନ୍ତି
00:33 ତେବେ ଲିବର୍ ଅଫିସ୍ କାଲ୍କ ଆପଣଙ୍କୁ ଗୋଟିଏ ଶୀଟ୍ ର ସେଲ୍ ରୁ
00:37 ବର୍ତ୍ତମାନ ଶୀଟ୍ ର ସେଲ୍ ରେ ଅନ୍ୟ ସ୍ପ୍ରେଡ୍ ଶୀଟ୍ ରୁ ଗୋଟିଏ ସେଲ୍ କୁ ରେଫରେନ୍ସ କରିବାର ଅନୁମତି ଦେଇଥାଏ |
00:44 “Personal-Finance-Tracker.ods” ଖୋଲନ୍ତୁ |
00:49 ଆମ ଫାଇଲ୍ ର ଶୀଟ୍ 1ରେ “Personal Finance Tracker” ପାଇଁ ସ୍ପ୍ରେଡ୍ ଶୀଟ୍ ଅଛି |
00:55 ମୁଁ, “Spent” ଓ “Received” କଲମ୍ ରେ କିଛି ରାଶି ମିଶାଇଛି |
01:04 ଏବେ, କ୍ରମଶଃ “Cost” ଓ “Spent”ରେ କମ୍ପୋନେଣ୍ଟର ସର୍ବମୋଟ କାଢ଼ିବା |
01:11 C9 ସେଲ୍ ରେ କ୍ଲିକ୍ କରି “is equal to SUM” ଓ ବ୍ରାକେଟ୍ ମଧ୍ୟରେ “C3 କଲନ୍ C7” ଫର୍ମୁଲା ଏଣ୍ଟର୍ କରନ୍ତୁ |
01:24 ଓ ତା’ପରେ “Enter” ଦାବନ୍ତୁ |
01:27 D9 ସେଲ୍ ରେ କ୍ଲିକ୍ କରନ୍ତୁ ଓ ସମାନ ଫର୍ମୁଲା ବ୍ୟବହାର କରି ସମୁଦାୟ ବାହାର କରନ୍ତୁ |
01:36 ଏବେ ଆମେ, ସେଲ୍ ରେଫରେନ୍ସିଙ୍ଗ୍ ବ୍ୟବହାର କରି ଏକ ଭିନ୍ନ ଶୀଟ୍ ରେ “Cost” ଓ “Spent” ଅନ୍ତର୍ଗତ ସମୁଦାୟ ବାଲାନ୍ସ ପ୍ରଦର୍ଶିତ କରିବା |
01:45 “Sheet 2” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
01:48 ଏହା ଏକ ନୂଆ ଶୀଟ୍ ଖୋଲେ |
01:51 ବର୍ତ୍ତମାନ A1 ସେଲ୍ ରେ କ୍ଲିକ୍ କରନ୍ତୁ ଓ ତା’ ଭିତରେ “COMPONENT” ହେଡିଙ୍ଗ୍ ଟାଇପ୍ କରନ୍ତୁ |
02:00 B1 ସେଲ୍ ରେ କ୍ଲିକ୍ କରି ତା’ଭିତରେ “BALANCE” ହେଡିଙ୍ଗ୍ ଟାଇପ୍ କରନ୍ତୁ |
02:07 ଏବେ, ହେଡିଙ୍ଗ୍ ତଳେ କମ୍ପୋନେଣ୍ଟଗୁଡ଼ିକର ନାମ ଏଣ୍ଟର୍ କରନ୍ତୁ |
02:12 A3 ସେଲ୍ ରେ କ୍ଲିକ୍ କରି “COST” ଟାଇପ୍ କରନ୍ତୁ ଓ “Enter” ଦାବନ୍ତୁ |
02:19 “COST” ତଳେ ଥିବା A4 ସେଲ୍ ରେ “SPENT” ଭାବରେ ପରବର୍ତ୍ତୀ କମ୍ପୋନେଣ୍ଟ ଏଣ୍ଟର୍ କରନ୍ତୁ |
02:27 ଏବେ, ଖାଲି ସେଲ୍ B3ରେ କ୍ଲିକ୍ କରନ୍ତୁ |
02:31 “COST” ଓ “SPENT” ହେଡିଙ୍ଗ୍ ତଳେ B3 ଓ B4ରେ ସମୁଦାୟ ବାଲାନ୍ସ ରହିବ |
02:38 ଯାହାକୁ ଆମେ “Sheet 1”ରେ ଗଣନା କରିବା |
02:41 ଏହାକୁ ରେଫରେନ୍ସିଙ୍ଗ୍ ଦ୍ୱାରା କରାଯିବ |
02:44 B3 ସେଲ୍ ରେ ସେଲ୍ ରେଫରେନ୍ସ କରିବା ପାଇଁ “Input line” ପାଖରେ ଥିବା “equal to” ଚିହ୍ନ ଉପରେ କ୍ଲିକ୍ କରନ୍ତୁ |
02:53 ବର୍ତ୍ତମାନ, ଶୀଟ୍ ଟ୍ୟାବ୍ ରେ “Sheet 1” ଉପରେ କ୍ଲିକ୍ କରନ୍ତୁ |
02:59 ଏହି ଶୀଟ୍ ରେ ଆମେ, C9 ସେଲ୍ ଉପରେ କ୍ଲିକ୍ କରିବା, ଯାହା “Cost” କଲମ୍ ରେ ସମୁଦାୟ ରଖିଛି |
03:07 ଦେଖନ୍ତୁ, “Input line”ରେ “Sheet 1 dot C9” ଷ୍ଟେଟମେଣ୍ଟ ପ୍ରଦର୍ଶିତ ହେଉଛି |
03:15 ଏବେ,. “Input line” ପାଖରେ ଥିବା ଚେକ୍ ମାର୍କ ଉପରେ କ୍ଲିକ୍ କରନ୍ତୁ |
03:20 ଦେଖନ୍ତୁ, “Sheet 1” ଟ୍ୟାବ୍ ର “Cost” ତଳେ ଥିବା ସର୍ବୋମୋଟ “Sheet 2 “ ଟ୍ୟାବ୍ ରେ ଥିବା B3 ସେଲ୍ ରେ ଅଟୋମେଟିକାଲ୍ ଏଣ୍ଟର୍ ହୋଇଗଲା |
03:34 ସେହିପରି, ଆମେ ରେଫରେନ୍ସ ମାଧ୍ୟମରେ ଅନ୍ୟ କମ୍ପୋନେଣ୍ଟଗୁଡ଼ିକର ସର୍ବମୋଟ ଏଣ୍ଟର୍ କରିପାରିବା |
03:41 ବହୁତ ଡାଟା ସହିତ ଯଦି ଅନେକ ଶୀଟ୍ସ ଥାଏ, ତେବେ ସେଗୁଡ଼ିକୁ ସାରାଂଶିତ କରିବା ପାଇଁ ରେଫରେନ୍ସିଙ୍ଗ୍ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ |
03:49 ଏବେ, କାଲ୍କ ଶୀଟ୍ ରେ ହାଇପରଲିଙ୍କ୍ କିପରି କ୍ରିଏଟ୍ କରାଯାଏ, ଶିଖିବା |
03:55 ଆପଣ ହାଇପରଲିଙ୍କ୍ସ ବ୍ୟବହାର କରିପାରିବେ

ଏକ ସ୍ପ୍ରେଡ୍ ଶୀଟ୍ ମଧ୍ୟରେ ବିଭିନ୍ନ ଲୋକେଶନ୍ କୁ ବିଭିନ୍ନ ଫାଇଲ୍ସକୁ କିମ୍ୱା ଏପରିକି ୱେବ୍ ସାଇଟ୍ସ ମଧ୍ୟ ଜମ୍ପ କରିବା ପାଇଁ

04:06 “Personal-Finance-Tracker.ods”ରେ “Sheet 1”ରେ Personal Finance Tracker ଅଛି ଓ ଅନ୍ୟସବୁ ବିଷୟ “Sheet 2”ରେ ଅଛି |
04:17 ଧରନ୍ତୁ, ଆମେ Sheet 1 ରୁ Sheet 2କୁ ଜମ୍ପ ଚାହୁଁଛେ |
04:22 ପ୍ରଥମେ, “Sheet 1” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
04:25 ଏଠାରେ, B14 ସେଲ୍ ରେ କ୍ଲିକ୍ କରି ”Sheet 2” ଏଣ୍ଟର୍ କରନ୍ତୁ |
04:33 ଦେଖନ୍ତୁ, “Input line”ରେ “Sheet 2” ନାମ ପ୍ରଦର୍ଶିତ ହେଲା |
04:38 ଏବେ, Input Lineରେ “Sheet 2” ଟେକ୍ସଟ୍ ସିଲେକ୍ଟ କରନ୍ତୁ |
04:44 ଟେକ୍ସଟ୍ ସିଲେକ୍ଟ କରିବା ପରେ ଟୁଲ୍ ବାର୍ ରେ ଥିବା “Hyperlink” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
04:51 “Hyperlink” ଡାୟଲଗ୍ ବକ୍ସ ଦେଖାଦେବ |
04:55 ବାମପଟେ, “Document” ଅପ୍ସନ୍ ସିଲେକ୍ଟ କରନ୍ତୁ |
04:59 ଡାୟଲଗ୍ ବକ୍ସରେ ଥିବା “Target in document” ଆଇକନ୍ ରେ କ୍ଲିକ୍ କରନ୍ତୁ |
05:04 ଏକ ନୂଆ “Target in document” ଡାୟଲଗ୍ ବକ୍ସ ଦେଖାଦେବ |
05:08 ଏବେ, “Sheet” ଅପ୍ସନ୍ ପାଖରେ ଥିବା “plus sign” ଉପରେ କ୍ଲିକ୍ କରନ୍ତୁ |
05:13 ଯେଉଁ ଡାୟଲଗ୍ ବକ୍ସ ଆସିବ, ତାହାର “Sheet 2” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
05:18 “Apply” ବଟନ୍ ରେ କ୍ଲିକ୍ କରି “Close” ବଟନ୍ ରେ କ୍ଲିକ୍ କରନ୍ତୁ |
05:24 ଏବେ, Hyperlink ଡାୟଲଗ୍ ବକ୍ସରୁ “Apply” କ୍ଲିକ୍ କରି “Close” ଉପରେ କ୍ଲିକ୍ କରନ୍ତୁ |
05:32 ସେଲ୍ ରେ ହାଇଲାଇଟ୍ ହୋଇଥିବା “Sheet 2” ଟେକ୍ସଟ୍ ସହିତ ସାମ୍ନାରେ “Sheet 1” ଟ୍ୟାବ୍ ଦେଖାଦେବ |
05:40 ଯେତେବେଳେ ଆମେ “Sheet 2” ଟେକ୍ସଟ୍ ରେ କ୍ଲିକ୍ କରୁ, ଏହା ସିଧାସଳଖ ଆମକୁ ସେହି ଶୀଟ୍ କୁ ନେଇଯାଏ, ଯେଉଁଠାରେ ଆମେ ଖର୍ଚ୍ଚ ପାଇଁ ବାଲାନ୍ସ ଏଣ୍ଟର୍ କରିଛେ |
05:51 ଆମେ ହାଇପରଲିଙ୍କ୍ କ୍ରିଏଟ୍ କରିଦେଲେ!
05:55 ହାଇପରଲିଙ୍କ୍ କାଢ଼ିବାକୁ, ପ୍ରଥମେ ହାଇପରଲିଙ୍କ୍ ହୋଇଥିବା ଟେକ୍ସଟ୍ “Sheet 2” ସିଲେକ୍ଟ କରନ୍ତୁ |
06:01 ଏବେ ରାଇଟ୍ କ୍ଲିକ୍ କରନ୍ତୁ ଓ କଣ୍ଟେକ୍ସଟ୍ ମେନୁରୁ “Default Formatting” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
06:09 ଟେକ୍ସଟ୍ ଟି ଆଉ ହାଇପରଲିଙ୍କ୍ ହୋଇ ନାହିଁ |
06:12 ଏହା ଡକ୍ୟୁମେଣ୍ଟରେ ଅନ୍ୟ ସାଧାରଣ ଟେକ୍ସଟ୍ ପରି ହୋଇଗଲା |
06:16 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
06:20 ଏହା ଆମକୁ ଲିବର୍ ଅଫିସ୍ କାଲ୍କ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
06:25 ସଂକ୍ଷେପରେ ଆମେ ଯାହା ଶିଖିଲେ:କାଲ୍କରେ ଅନ୍ୟ ଶିଟ୍ସକୁ ରେଫରେନ୍ସ କରିବା |
06:31 କାଲ୍କରେ ହାଇପରଲିଙ୍କ୍ ବ୍ୟବହାର କରିବା |
06:36 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
06:40 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
06:43 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
06:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:52 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
06:56 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
07:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:07 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:15 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
07:25 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep