Difference between revisions of "Java/C2/Hello-World-Program-in-Eclipse/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:01 | Eclipse ବ୍ୟବହାର କରି HelloWorld in Java ଉପରେ ସ୍ପୋକନ୍ ଟ୍ୟୁଟୋରି...") |
PoojaMoolya (Talk | contribs) |
||
| Line 2: | Line 2: | ||
|'''Time''' | |'''Time''' | ||
|'''Narration''' | |'''Narration''' | ||
| + | |||
|- | |- | ||
|00:01 | |00:01 | ||
| Eclipse ବ୍ୟବହାର କରି HelloWorld in Java ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | Eclipse ବ୍ୟବହାର କରି HelloWorld in Java ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
| + | |||
|- | |- | ||
|00:06 | |00:06 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ, Eclipse ବ୍ୟବହାର କରି Javaରେ ଏକ ସରଳ HelloWorld ପ୍ରୋଗ୍ରାମ୍ କିପରି ଲେଖିବାକୁ ହୁଏ, ଶିଖିବା | | ଏହି ଟ୍ୟୁଟୋରିଆଲ୍ ରେ ଆମେ, Eclipse ବ୍ୟବହାର କରି Javaରେ ଏକ ସରଳ HelloWorld ପ୍ରୋଗ୍ରାମ୍ କିପରି ଲେଖିବାକୁ ହୁଏ, ଶିଖିବା | ||
| + | |||
|- | |- | ||
|00:13 | |00:13 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, Eclipse 3.7.0 ଓ ଉବୁଣ୍ଟୁ 11.10 ବ୍ୟବହାର କରୁଛୁ | | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, Eclipse 3.7.0 ଓ ଉବୁଣ୍ଟୁ 11.10 ବ୍ୟବହାର କରୁଛୁ | ||
| + | |||
|- | |- | ||
|00:20 | |00:20 | ||
| ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣ ସିଷ୍ଟମରେ Eclipse ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର | | ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣ ସିଷ୍ଟମରେ Eclipse ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର | ||
| + | |||
|- | |- | ||
|00:25 | |00:25 | ||
| ଆଉ ଆପଣ, Eclipseରେ ଏକ ଫାଇଲ୍ Creat, Save ଓ Run କରିବା ଜାଣିଥିବା ଆବଶ୍ୟକ | | ଆଉ ଆପଣ, Eclipseରେ ଏକ ଫାଇଲ୍ Creat, Save ଓ Run କରିବା ଜାଣିଥିବା ଆବଶ୍ୟକ | ||
| + | |||
|- | |- | ||
|00:30 | |00:30 | ||
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | ||
| + | |||
|- | |- | ||
|00:36 | |00:36 | ||
| ଏଠାରେ, Java କୋଡ୍ ର ଏକ ଲାଇନ୍ ଅଛି, ଯାହା Hello World ବାର୍ତ୍ତା ପ୍ରିଣ୍ଟ କରେ | | ଏଠାରେ, Java କୋଡ୍ ର ଏକ ଲାଇନ୍ ଅଛି, ଯାହା Hello World ବାର୍ତ୍ତା ପ୍ରିଣ୍ଟ କରେ | ||
| + | |||
|- | |- | ||
|00:44 | |00:44 | ||
| ଏବେ ଚାଲନ୍ତୁ, ଏହାକୁ Eclipseରେ କରି ଦେଖିବା | | ଏବେ ଚାଲନ୍ତୁ, ଏହାକୁ Eclipseରେ କରି ଦେଖିବା | ||
| + | |||
|- | |- | ||
|00:46 | |00:46 | ||
| Alt + F2 ଦାବନ୍ତୁ ଏବଂ ଡାୟଲଗ୍ ବକ୍ସରେ eclipse ଟାଇପ୍ କରି Enter ଦାବନ୍ତୁ | | Alt + F2 ଦାବନ୍ତୁ ଏବଂ ଡାୟଲଗ୍ ବକ୍ସରେ eclipse ଟାଇପ୍ କରି Enter ଦାବନ୍ତୁ | ||
| + | |||
|- | |- | ||
|00:56 | |00:56 | ||
| Workspaceରେ OK କ୍ଲିକ୍ କରନ୍ତୁ ଓ ଏଠାରେ ଆମେ Eclipse IDE ପାଇଲେ | | Workspaceରେ OK କ୍ଲିକ୍ କରନ୍ତୁ ଓ ଏଠାରେ ଆମେ Eclipse IDE ପାଇଲେ | ||
| + | |||
|- | |- | ||
|01:09 | |01:09 | ||
| ଏବେ, ଏକ New Project ଆଡ୍ କରନ୍ତୁ | | ଏବେ, ଏକ New Project ଆଡ୍ କରନ୍ତୁ | ||
| + | |||
|- | |- | ||
|01:12 | |01:12 | ||
| File > Newରେ କ୍ଲିକ୍ କରି Project ସିଲେକ୍ଟ କରନ୍ତୁ | | File > Newରେ କ୍ଲିକ୍ କରି Project ସିଲେକ୍ଟ କରନ୍ତୁ | ||
| + | |||
|- | |- | ||
|01:19 | |01:19 | ||
| ପ୍ରୋଜେକ୍ଟସ୍ ର ତାଲିକାରେ Java Project ସିଲେକ୍ଟ କରି Next କ୍ଲିକ୍ କରନ୍ତୁ | | ପ୍ରୋଜେକ୍ଟସ୍ ର ତାଲିକାରେ Java Project ସିଲେକ୍ଟ କରି Next କ୍ଲିକ୍ କରନ୍ତୁ | ||
| + | |||
|- | |- | ||
|01:26 | |01:26 | ||
| ପ୍ରୋଜେକ୍ଟ ନେମ୍ ରେ, ଟାଇପ୍ କରନ୍ତୁ DemoProject (ଦୟାକରି ଧ୍ୟାନଦିଅନ୍ତୁ ଯେ, Demo ଓ Project ମଧ୍ୟରେ କୌଣସି ସ୍ପେସ୍ ନାହିଁ ଏବଂ D ଓ P କ୍ୟାପିଟାଲ୍ ଲେଟର୍ସରେ ଅଛି) | | ପ୍ରୋଜେକ୍ଟ ନେମ୍ ରେ, ଟାଇପ୍ କରନ୍ତୁ DemoProject (ଦୟାକରି ଧ୍ୟାନଦିଅନ୍ତୁ ଯେ, Demo ଓ Project ମଧ୍ୟରେ କୌଣସି ସ୍ପେସ୍ ନାହିଁ ଏବଂ D ଓ P କ୍ୟାପିଟାଲ୍ ଲେଟର୍ସରେ ଅଛି) | ||
| + | |||
|- | |- | ||
|01:40 | |01:40 | ||
| Wizardର ତଳ ଡାହାଣପଟେ ଥିବା Finish ଉପରେ କ୍ଲିକ୍ କରନ୍ତୁ | | Wizardର ତଳ ଡାହାଣପଟେ ଥିବା Finish ଉପରେ କ୍ଲିକ୍ କରନ୍ତୁ | ||
| + | |||
|- | |- | ||
|01:46 | |01:46 | ||
| DemoProject କ୍ରିଏଟ୍ ହୋଇଗଲା | | DemoProject କ୍ରିଏଟ୍ ହୋଇଗଲା | ||
| + | |||
|- | |- | ||
|01:49 | |01:49 | ||
| ଏବେ, ଚାଲନ୍ତୁ ଆମେ ପ୍ରୋଜେକ୍ଟରେ ଏକ ନୂଆ Class ଆଡ୍ କରିବା | | ଏବେ, ଚାଲନ୍ତୁ ଆମେ ପ୍ରୋଜେକ୍ଟରେ ଏକ ନୂଆ Class ଆଡ୍ କରିବା | ||
| + | |||
|- | |- | ||
|01:52 | |01:52 | ||
| Projectରେ ରାଇଟ୍ କ୍ଲିକ୍ କରି New > Class ସିଲେକ୍ଟ କରନ୍ତୁ | | Projectରେ ରାଇଟ୍ କ୍ଲିକ୍ କରି New > Class ସିଲେକ୍ଟ କରନ୍ତୁ | ||
| + | |||
|- | |- | ||
|01:59 | |01:59 | ||
| Class Nameରେ, ଟାଇପ୍ କରନ୍ତୁ DemoProgram ଏବଂ Method Stubsରେ Public Static Void Main କହୁଥିବାକୁ ସିଲେକ୍ଟ କରନ୍ତୁ | | Class Nameରେ, ଟାଇପ୍ କରନ୍ତୁ DemoProgram ଏବଂ Method Stubsରେ Public Static Void Main କହୁଥିବାକୁ ସିଲେକ୍ଟ କରନ୍ତୁ | ||
| + | |||
|- | |- | ||
|02:13 | |02:13 | ||
| Wizardର ତଳ ଡାହାଣପଟେ ଥିବା Finish ଉପରେ କ୍ଲିକ୍ କରନ୍ତୁ | | Wizardର ତଳ ଡାହାଣପଟେ ଥିବା Finish ଉପରେ କ୍ଲିକ୍ କରନ୍ତୁ | ||
| + | |||
|- | |- | ||
|02:20 | |02:20 | ||
| ଆମେ ଦେଖିପାରୁଛେ ଯେ, DemoProjectର Source Directory ଏବଂ DemoProgram.java ନାମକ ଏକ ଫାଇଲ୍ ଅଛି | | ଆମେ ଦେଖିପାରୁଛେ ଯେ, DemoProjectର Source Directory ଏବଂ DemoProgram.java ନାମକ ଏକ ଫାଇଲ୍ ଅଛି | ||
| + | |||
|- | |- | ||
|02:27 | |02:27 | ||
| ଏହାର କାରଣ ହେଉଛି, Javaରେ ଥିବା ପ୍ରତ୍ୟେକ Classକୁ ନିଜସ୍ୱ ଫାଇଲ୍ ରେ ରହିବାକୁ ପଡ଼ିବ. ତେଣୁ, DemoProgram.java ଫାଇଲ୍ ରେ ହିଁ Class, DemoProgram ରହିପାରିବ | | ଏହାର କାରଣ ହେଉଛି, Javaରେ ଥିବା ପ୍ରତ୍ୟେକ Classକୁ ନିଜସ୍ୱ ଫାଇଲ୍ ରେ ରହିବାକୁ ପଡ଼ିବ. ତେଣୁ, DemoProgram.java ଫାଇଲ୍ ରେ ହିଁ Class, DemoProgram ରହିପାରିବ | ||
| + | |||
|- | |- | ||
|02:40 | |02:40 | ||
| ଆମେ ଦେଖିପାରୁଛେ ଯେ, Editor ପାଇଁ ବହୁତ ଅଳ୍ପ ସ୍ଥାନ ଅଛି ଏବଂ View ପାଉଁଶିଆ ଦେଖାଯାଉଛି. ଅନ୍ୟ ପୋର୍ଟଲେଟ୍ସକୁ ମିନିମାଇଜ୍ କରିଦିଅନ୍ତୁ ଏବଂ ଏଠାରେ ଆମ ପାଖରେ Editor ଅଛି | | ଆମେ ଦେଖିପାରୁଛେ ଯେ, Editor ପାଇଁ ବହୁତ ଅଳ୍ପ ସ୍ଥାନ ଅଛି ଏବଂ View ପାଉଁଶିଆ ଦେଖାଯାଉଛି. ଅନ୍ୟ ପୋର୍ଟଲେଟ୍ସକୁ ମିନିମାଇଜ୍ କରିଦିଅନ୍ତୁ ଏବଂ ଏଠାରେ ଆମ ପାଖରେ Editor ଅଛି | ||
| + | |||
|- | |- | ||
|02:55 | |02:55 | ||
| ଧ୍ୟାନଦିଅନ୍ତୁ ଯେ, ଏହି ଲାଇନଟି ଦୁଇଟି ସ୍ଲାସେସ୍ ସହିତ ଆରମ୍ଭ ହୋଇଛି, ଯାହାର ଅର୍ଥ ହେଉଛି, ଏହି ଲାଇନ୍ ହେଉଛି Comment ଏବଂ ଆମ କୋଡ୍ ସହିତ ଏହାର କୌଣସି ସମ୍ପର୍କ ନାହିଁ | | ଧ୍ୟାନଦିଅନ୍ତୁ ଯେ, ଏହି ଲାଇନଟି ଦୁଇଟି ସ୍ଲାସେସ୍ ସହିତ ଆରମ୍ଭ ହୋଇଛି, ଯାହାର ଅର୍ଥ ହେଉଛି, ଏହି ଲାଇନ୍ ହେଉଛି Comment ଏବଂ ଆମ କୋଡ୍ ସହିତ ଏହାର କୌଣସି ସମ୍ପର୍କ ନାହିଁ | ||
| + | |||
|- | |- | ||
|03:05 | |03:05 | ||
| ଏହି ଲାଇନ୍ କୁ କାଢିଦିଅନ୍ତୁ. ସେହିପରି ଭାବେ, Slash Astrix (/*) ଓ Astrix Slash (*/) ମଧ୍ୟରେ ଥିବା ସମସ୍ତ ମଧ୍ୟ Comment ଅଟେ | | ଏହି ଲାଇନ୍ କୁ କାଢିଦିଅନ୍ତୁ. ସେହିପରି ଭାବେ, Slash Astrix (/*) ଓ Astrix Slash (*/) ମଧ୍ୟରେ ଥିବା ସମସ୍ତ ମଧ୍ୟ Comment ଅଟେ | ||
| + | |||
|- | |- | ||
|03:17 | |03:17 | ||
| ଏହି କମେଣ୍ଟକୁ ମଧ୍ୟ କାଢିଦିଅନ୍ତୁ | | ଏହି କମେଣ୍ଟକୁ ମଧ୍ୟ କାଢିଦିଅନ୍ତୁ | ||
| + | |||
|- | |- | ||
|03:22 | |03:22 | ||
| ଆଉ ଏଠାରେ, ଆମ ପାଖରେ କୋଡ୍ ର Bare Bones ଅଛି | | ଆଉ ଏଠାରେ, ଆମ ପାଖରେ କୋଡ୍ ର Bare Bones ଅଛି | ||
| + | |||
|- | |- | ||
|03:27 | |03:27 | ||
| ଏବେ ଚାଲନ୍ତୁ, ପ୍ରିଣ୍ଟ ଷ୍ଟେଟମେଣ୍ଟ System ଆଡ୍ କରିବା | | ଏବେ ଚାଲନ୍ତୁ, ପ୍ରିଣ୍ଟ ଷ୍ଟେଟମେଣ୍ଟ System ଆଡ୍ କରିବା | ||
| + | |||
|- | |- | ||
|03:35 | |03:35 | ||
| ଧ୍ୟାନଦିଅନ୍ତୁ ଯେ, Eclipse, ସମସ୍ତ ସମ୍ଭାବ୍ୟ ସମାପନର ଏକ ତାଲିକା ଦେଇଥାଏ | | ଧ୍ୟାନଦିଅନ୍ତୁ ଯେ, Eclipse, ସମସ୍ତ ସମ୍ଭାବ୍ୟ ସମାପନର ଏକ ତାଲିକା ଦେଇଥାଏ | ||
| + | |||
|- | |- | ||
|03:38 | |03:38 | ||
| ଏବେପାଇଁ ଆମେ, ମାନୁଆଲୀ କମାଣ୍ଡ ଟାଇପ୍ କରିବାକୁ ଯାଉଛେ | | ଏବେପାଇଁ ଆମେ, ମାନୁଆଲୀ କମାଣ୍ଡ ଟାଇପ୍ କରିବାକୁ ଯାଉଛେ | ||
| + | |||
|- | |- | ||
|03:43 | |03:43 | ||
| out.println ବ୍ରାକେଟ୍ ରେ କ୍ୱୋଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: ("Hello World") | | out.println ବ୍ରାକେଟ୍ ରେ କ୍ୱୋଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: ("Hello World") | ||
| + | |||
|- | |- | ||
|03:56 | |03:56 | ||
| Javaରେ, ପ୍ରତ୍ୟେକ ଷ୍ଟେଟମେଣ୍ଟ ଏକ ସେମିକଲନ୍ ସହିତ ସମାପ୍ତ ହେବା ଦରକାର | | Javaରେ, ପ୍ରତ୍ୟେକ ଷ୍ଟେଟମେଣ୍ଟ ଏକ ସେମିକଲନ୍ ସହିତ ସମାପ୍ତ ହେବା ଦରକାର | ||
| + | |||
|- | |- | ||
|03:59 | |03:59 | ||
| ତେଣୁ, ଏକ ସେମିଲକନ୍ ଆଡ୍ କରନ୍ତୁ | | ତେଣୁ, ଏକ ସେମିଲକନ୍ ଆଡ୍ କରନ୍ତୁ | ||
| + | |||
|- | |- | ||
|04:03 | |04:03 | ||
| ଏହା ହେଉଛି Javaରେ ସମ୍ପୂର୍ଣ୍ଣ HelloWorld ପ୍ରୋଗ୍ରାମମାନ | | ଏହା ହେଉଛି Javaରେ ସମ୍ପୂର୍ଣ୍ଣ HelloWorld ପ୍ରୋଗ୍ରାମମାନ | ||
| + | |||
|- | |- | ||
|04:06 | |04:06 | ||
| ସେଭ୍ କରିବା ପାଇଁ Ctrl + S ଦାବନ୍ତୁ | | ସେଭ୍ କରିବା ପାଇଁ Ctrl + S ଦାବନ୍ତୁ | ||
| + | |||
|- | |- | ||
|04:11 | |04:11 | ||
| କୋଡ୍ ଚଲାଇବା ପାଇଁ Run As, Java Application ଉପରେ ରାଇଟ୍ କ୍ଲିକ୍ କରନ୍ତୁ | | କୋଡ୍ ଚଲାଇବା ପାଇଁ Run As, Java Application ଉପରେ ରାଇଟ୍ କ୍ଲିକ୍ କରନ୍ତୁ | ||
| + | |||
|- | |- | ||
|04:19 | |04:19 | ||
| ଦେଖନ୍ତୁ, ଆଉଟପୁଟ୍ କନସୋଲ୍ ରେ Hello World ବାର୍ତ୍ତା ପ୍ରିଣ୍ଟ ହୋଇଗଲା | | ଦେଖନ୍ତୁ, ଆଉଟପୁଟ୍ କନସୋଲ୍ ରେ Hello World ବାର୍ତ୍ତା ପ୍ରିଣ୍ଟ ହୋଇଗଲା | ||
| + | |||
|- | |- | ||
|04:24 | |04:24 | ||
| ଏବେ ଚାଲନ୍ତୁ Worldକୁ Javaରେ ବଦଳାଇଦେବା | | ଏବେ ଚାଲନ୍ତୁ Worldକୁ Javaରେ ବଦଳାଇଦେବା | ||
| + | |||
|- | |- | ||
|04:30 | |04:30 | ||
| Ctrl + S ଦାବି ଏହାକୁ ସେଭ୍ କରନ୍ତୁ ଓ ଚଲାନ୍ତୁ | | Ctrl + S ଦାବି ଏହାକୁ ସେଭ୍ କରନ୍ତୁ ଓ ଚଲାନ୍ତୁ | ||
| + | |||
|- | |- | ||
|04:40 | |04:40 | ||
| ଆମେ ଦେଖିପାରୁଛେ ଯେ, ପ୍ରିଣ୍ଟ ହୋଇଥିବା ବାର୍ତ୍ତା ହେଉଛି Hello Java | | ଆମେ ଦେଖିପାରୁଛେ ଯେ, ପ୍ରିଣ୍ଟ ହୋଇଥିବା ବାର୍ତ୍ତା ହେଉଛି Hello Java | ||
| + | |||
|- | |- | ||
|04:45 | |04:45 | ||
| ପ୍ରତ୍ୟେକ ଭାଗର କୋଡ୍ କ’ଣ କରେ, ଏବେ ଚାଲନ୍ତୁ ତାହା ବୁଝିବା | | ପ୍ରତ୍ୟେକ ଭାଗର କୋଡ୍ କ’ଣ କରେ, ଏବେ ଚାଲନ୍ତୁ ତାହା ବୁଝିବା | ||
| + | |||
|- | |- | ||
|04:48 | |04:48 | ||
| ପ୍ରଥମ ଲାଇନ୍ ସୂଚିତ କରେ ଯେ, Class ନାମ ହେଉଛି DemoProgram ଓ ଏହା ହେଉଛି ଏକ Publica Class | | ପ୍ରଥମ ଲାଇନ୍ ସୂଚିତ କରେ ଯେ, Class ନାମ ହେଉଛି DemoProgram ଓ ଏହା ହେଉଛି ଏକ Publica Class | ||
| + | |||
|- | |- | ||
|04:55 | |04:55 | ||
| ଏହା Main Method ବୋଲି ଦ୍ୱିତୀୟ ଲାଇନ୍ ସୂଚିତ କରେ. ଅନ୍ୟ ଶବ୍ଦରେ Method, ଯେଉଁଥିରୁ Javaରେ ନିଷ୍ପାଦନ ଆରମ୍ଭ ହୁଏ | | ଏହା Main Method ବୋଲି ଦ୍ୱିତୀୟ ଲାଇନ୍ ସୂଚିତ କରେ. ଅନ୍ୟ ଶବ୍ଦରେ Method, ଯେଉଁଥିରୁ Javaରେ ନିଷ୍ପାଦନ ଆରମ୍ଭ ହୁଏ | ||
| + | |||
|- | |- | ||
|05:04 | |05:04 | ||
| ଆମେ ଜାଣିଛେ ଯେ, ଏହା ହେଉଛି ଏକ ପ୍ରିଣ୍ଟ ଷ୍ଟେଟମେଣ୍ଟ | | ଆମେ ଜାଣିଛେ ଯେ, ଏହା ହେଉଛି ଏକ ପ୍ରିଣ୍ଟ ଷ୍ଟେଟମେଣ୍ଟ | ||
| + | |||
|- | |- | ||
|05:07 | |05:07 | ||
| ଆଉ ଏହା ହେଉଛି କିପରି ଆମେ Javaରେ ଏକ Hello Program ଲେଖିପାରିବା | | ଆଉ ଏହା ହେଉଛି କିପରି ଆମେ Javaରେ ଏକ Hello Program ଲେଖିପାରିବା | ||
| + | |||
|- | |- | ||
|05:14 | |05:14 | ||
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | ||
| + | |||
|- | |- | ||
|05:17 | |05:17 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ, Javaରେ କିପରି ଏକ Hello World ପ୍ରୋଗ୍ରାମ୍ ଲେଖାଯାଏ ଶିଖିଲେ ଏବଂ Java କୋଡ୍ ରେ, କୋଡ୍ ର ପ୍ରତ୍ୟେକ ଭାଗ କ’ଣ କରନ୍ତି ତାହା ମଧ୍ୟ ଶିଖିଲେ | | ଏହି ଟ୍ୟୁଟୋରିଆଲ୍ ରେ ଆମେ, Javaରେ କିପରି ଏକ Hello World ପ୍ରୋଗ୍ରାମ୍ ଲେଖାଯାଏ ଶିଖିଲେ ଏବଂ Java କୋଡ୍ ରେ, କୋଡ୍ ର ପ୍ରତ୍ୟେକ ଭାଗ କ’ଣ କରନ୍ତି ତାହା ମଧ୍ୟ ଶିଖିଲେ | ||
| + | |||
|- | |- | ||
|05:27 | |05:27 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ- | | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ- | ||
| + | |||
|- | |- | ||
|05:29 | |05:29 | ||
| Greet ନାମରେ ଏକ Java Class କ୍ରିଏଟ୍ କରନ୍ତୁ. ଏହା ନିଷ୍ପାଦିତ ହେଲେ Program Successful ଆଣିବା ଉଚିତ | | Greet ନାମରେ ଏକ Java Class କ୍ରିଏଟ୍ କରନ୍ତୁ. ଏହା ନିଷ୍ପାଦିତ ହେଲେ Program Successful ଆଣିବା ଉଚିତ | ||
| + | |||
|- | |- | ||
|05:37 | |05:37 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, | ||
| + | |||
|- | |- | ||
|05:39 | |05:39 | ||
| ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial | | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial | ||
| + | |||
|- | |- | ||
|05:42 | |05:42 | ||
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
| + | |||
|- | |- | ||
|05:45 | |05:45 | ||
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | ||
| + | |||
|- | |- | ||
|05:51 | |05:51 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | ||
| + | |||
|- | |- | ||
|05:53 | |05:53 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | ||
| + | |||
|- | |- | ||
|05:55 | |05:55 | ||
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
| + | |||
|- | |- | ||
|05:59 | |05:59 | ||
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | ||
| + | |||
|- | |- | ||
|06:05 | |06:05 | ||
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
| + | |||
|- | |- | ||
|06:09 | |06:09 | ||
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
| + | |||
|- | |- | ||
|06:14 | |06:14 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ | ||
| + | |||
|- | |- | ||
|06:19 | |06:19 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ||
| + | |} | ||
Latest revision as of 15:13, 7 April 2017
| Time | Narration |
| 00:01 | Eclipse ବ୍ୟବହାର କରି HelloWorld in Java ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ, Eclipse ବ୍ୟବହାର କରି Javaରେ ଏକ ସରଳ HelloWorld ପ୍ରୋଗ୍ରାମ୍ କିପରି ଲେଖିବାକୁ ହୁଏ, ଶିଖିବା |
| 00:13 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, Eclipse 3.7.0 ଓ ଉବୁଣ୍ଟୁ 11.10 ବ୍ୟବହାର କରୁଛୁ |
| 00:20 | ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣ ସିଷ୍ଟମରେ Eclipse ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର |
| 00:25 | ଆଉ ଆପଣ, Eclipseରେ ଏକ ଫାଇଲ୍ Creat, Save ଓ Run କରିବା ଜାଣିଥିବା ଆବଶ୍ୟକ |
| 00:30 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:36 | ଏଠାରେ, Java କୋଡ୍ ର ଏକ ଲାଇନ୍ ଅଛି, ଯାହା Hello World ବାର୍ତ୍ତା ପ୍ରିଣ୍ଟ କରେ |
| 00:44 | ଏବେ ଚାଲନ୍ତୁ, ଏହାକୁ Eclipseରେ କରି ଦେଖିବା |
| 00:46 | Alt + F2 ଦାବନ୍ତୁ ଏବଂ ଡାୟଲଗ୍ ବକ୍ସରେ eclipse ଟାଇପ୍ କରି Enter ଦାବନ୍ତୁ |
| 00:56 | Workspaceରେ OK କ୍ଲିକ୍ କରନ୍ତୁ ଓ ଏଠାରେ ଆମେ Eclipse IDE ପାଇଲେ |
| 01:09 | ଏବେ, ଏକ New Project ଆଡ୍ କରନ୍ତୁ |
| 01:12 | File > Newରେ କ୍ଲିକ୍ କରି Project ସିଲେକ୍ଟ କରନ୍ତୁ |
| 01:19 | ପ୍ରୋଜେକ୍ଟସ୍ ର ତାଲିକାରେ Java Project ସିଲେକ୍ଟ କରି Next କ୍ଲିକ୍ କରନ୍ତୁ |
| 01:26 | ପ୍ରୋଜେକ୍ଟ ନେମ୍ ରେ, ଟାଇପ୍ କରନ୍ତୁ DemoProject (ଦୟାକରି ଧ୍ୟାନଦିଅନ୍ତୁ ଯେ, Demo ଓ Project ମଧ୍ୟରେ କୌଣସି ସ୍ପେସ୍ ନାହିଁ ଏବଂ D ଓ P କ୍ୟାପିଟାଲ୍ ଲେଟର୍ସରେ ଅଛି) |
| 01:40 | Wizardର ତଳ ଡାହାଣପଟେ ଥିବା Finish ଉପରେ କ୍ଲିକ୍ କରନ୍ତୁ |
| 01:46 | DemoProject କ୍ରିଏଟ୍ ହୋଇଗଲା |
| 01:49 | ଏବେ, ଚାଲନ୍ତୁ ଆମେ ପ୍ରୋଜେକ୍ଟରେ ଏକ ନୂଆ Class ଆଡ୍ କରିବା |
| 01:52 | Projectରେ ରାଇଟ୍ କ୍ଲିକ୍ କରି New > Class ସିଲେକ୍ଟ କରନ୍ତୁ |
| 01:59 | Class Nameରେ, ଟାଇପ୍ କରନ୍ତୁ DemoProgram ଏବଂ Method Stubsରେ Public Static Void Main କହୁଥିବାକୁ ସିଲେକ୍ଟ କରନ୍ତୁ |
| 02:13 | Wizardର ତଳ ଡାହାଣପଟେ ଥିବା Finish ଉପରେ କ୍ଲିକ୍ କରନ୍ତୁ |
| 02:20 | ଆମେ ଦେଖିପାରୁଛେ ଯେ, DemoProjectର Source Directory ଏବଂ DemoProgram.java ନାମକ ଏକ ଫାଇଲ୍ ଅଛି |
| 02:27 | ଏହାର କାରଣ ହେଉଛି, Javaରେ ଥିବା ପ୍ରତ୍ୟେକ Classକୁ ନିଜସ୍ୱ ଫାଇଲ୍ ରେ ରହିବାକୁ ପଡ଼ିବ. ତେଣୁ, DemoProgram.java ଫାଇଲ୍ ରେ ହିଁ Class, DemoProgram ରହିପାରିବ |
| 02:40 | ଆମେ ଦେଖିପାରୁଛେ ଯେ, Editor ପାଇଁ ବହୁତ ଅଳ୍ପ ସ୍ଥାନ ଅଛି ଏବଂ View ପାଉଁଶିଆ ଦେଖାଯାଉଛି. ଅନ୍ୟ ପୋର୍ଟଲେଟ୍ସକୁ ମିନିମାଇଜ୍ କରିଦିଅନ୍ତୁ ଏବଂ ଏଠାରେ ଆମ ପାଖରେ Editor ଅଛି |
| 02:55 | ଧ୍ୟାନଦିଅନ୍ତୁ ଯେ, ଏହି ଲାଇନଟି ଦୁଇଟି ସ୍ଲାସେସ୍ ସହିତ ଆରମ୍ଭ ହୋଇଛି, ଯାହାର ଅର୍ଥ ହେଉଛି, ଏହି ଲାଇନ୍ ହେଉଛି Comment ଏବଂ ଆମ କୋଡ୍ ସହିତ ଏହାର କୌଣସି ସମ୍ପର୍କ ନାହିଁ |
| 03:05 | ଏହି ଲାଇନ୍ କୁ କାଢିଦିଅନ୍ତୁ. ସେହିପରି ଭାବେ, Slash Astrix (/*) ଓ Astrix Slash (*/) ମଧ୍ୟରେ ଥିବା ସମସ୍ତ ମଧ୍ୟ Comment ଅଟେ |
| 03:17 | ଏହି କମେଣ୍ଟକୁ ମଧ୍ୟ କାଢିଦିଅନ୍ତୁ |
| 03:22 | ଆଉ ଏଠାରେ, ଆମ ପାଖରେ କୋଡ୍ ର Bare Bones ଅଛି |
| 03:27 | ଏବେ ଚାଲନ୍ତୁ, ପ୍ରିଣ୍ଟ ଷ୍ଟେଟମେଣ୍ଟ System ଆଡ୍ କରିବା |
| 03:35 | ଧ୍ୟାନଦିଅନ୍ତୁ ଯେ, Eclipse, ସମସ୍ତ ସମ୍ଭାବ୍ୟ ସମାପନର ଏକ ତାଲିକା ଦେଇଥାଏ |
| 03:38 | ଏବେପାଇଁ ଆମେ, ମାନୁଆଲୀ କମାଣ୍ଡ ଟାଇପ୍ କରିବାକୁ ଯାଉଛେ |
| 03:43 | out.println ବ୍ରାକେଟ୍ ରେ କ୍ୱୋଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: ("Hello World") |
| 03:56 | Javaରେ, ପ୍ରତ୍ୟେକ ଷ୍ଟେଟମେଣ୍ଟ ଏକ ସେମିକଲନ୍ ସହିତ ସମାପ୍ତ ହେବା ଦରକାର |
| 03:59 | ତେଣୁ, ଏକ ସେମିଲକନ୍ ଆଡ୍ କରନ୍ତୁ |
| 04:03 | ଏହା ହେଉଛି Javaରେ ସମ୍ପୂର୍ଣ୍ଣ HelloWorld ପ୍ରୋଗ୍ରାମମାନ |
| 04:06 | ସେଭ୍ କରିବା ପାଇଁ Ctrl + S ଦାବନ୍ତୁ |
| 04:11 | କୋଡ୍ ଚଲାଇବା ପାଇଁ Run As, Java Application ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 04:19 | ଦେଖନ୍ତୁ, ଆଉଟପୁଟ୍ କନସୋଲ୍ ରେ Hello World ବାର୍ତ୍ତା ପ୍ରିଣ୍ଟ ହୋଇଗଲା |
| 04:24 | ଏବେ ଚାଲନ୍ତୁ Worldକୁ Javaରେ ବଦଳାଇଦେବା |
| 04:30 | Ctrl + S ଦାବି ଏହାକୁ ସେଭ୍ କରନ୍ତୁ ଓ ଚଲାନ୍ତୁ |
| 04:40 | ଆମେ ଦେଖିପାରୁଛେ ଯେ, ପ୍ରିଣ୍ଟ ହୋଇଥିବା ବାର୍ତ୍ତା ହେଉଛି Hello Java |
| 04:45 | ପ୍ରତ୍ୟେକ ଭାଗର କୋଡ୍ କ’ଣ କରେ, ଏବେ ଚାଲନ୍ତୁ ତାହା ବୁଝିବା |
| 04:48 | ପ୍ରଥମ ଲାଇନ୍ ସୂଚିତ କରେ ଯେ, Class ନାମ ହେଉଛି DemoProgram ଓ ଏହା ହେଉଛି ଏକ Publica Class |
| 04:55 | ଏହା Main Method ବୋଲି ଦ୍ୱିତୀୟ ଲାଇନ୍ ସୂଚିତ କରେ. ଅନ୍ୟ ଶବ୍ଦରେ Method, ଯେଉଁଥିରୁ Javaରେ ନିଷ୍ପାଦନ ଆରମ୍ଭ ହୁଏ |
| 05:04 | ଆମେ ଜାଣିଛେ ଯେ, ଏହା ହେଉଛି ଏକ ପ୍ରିଣ୍ଟ ଷ୍ଟେଟମେଣ୍ଟ |
| 05:07 | ଆଉ ଏହା ହେଉଛି କିପରି ଆମେ Javaରେ ଏକ Hello Program ଲେଖିପାରିବା |
| 05:14 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 05:17 | ଏହି ଟ୍ୟୁଟୋରିଆଲ୍ ରେ ଆମେ, Javaରେ କିପରି ଏକ Hello World ପ୍ରୋଗ୍ରାମ୍ ଲେଖାଯାଏ ଶିଖିଲେ ଏବଂ Java କୋଡ୍ ରେ, କୋଡ୍ ର ପ୍ରତ୍ୟେକ ଭାଗ କ’ଣ କରନ୍ତି ତାହା ମଧ୍ୟ ଶିଖିଲେ |
| 05:27 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ- |
| 05:29 | Greet ନାମରେ ଏକ Java Class କ୍ରିଏଟ୍ କରନ୍ତୁ. ଏହା ନିଷ୍ପାଦିତ ହେଲେ Program Successful ଆଣିବା ଉଚିତ |
| 05:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
| 05:39 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial |
| 05:42 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 05:45 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 05:51 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 05:53 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 05:55 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 05:59 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 06:05 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 06:09 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 06:14 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 06:19 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |