Difference between revisions of "Inkscape/C2/Create-and-Format-Text/Oriya"
From Script | Spoken-Tutorial
PoojaMoolya (Talk | contribs) |
PoojaMoolya (Talk | contribs) |
||
Line 6: | Line 6: | ||
|00:01 | |00:01 | ||
| Inkscape ପ୍ରୟୋଗ କରି Create and format text ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | Inkscape ପ୍ରୟୋଗ କରି Create and format text ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
|00:06 | |00:06 | ||
Line 12: | Line 13: | ||
ଟେକ୍ସଟ୍ କୁ ଫର୍ମାଟ୍ ଓ ଆଲାଇନ୍ କରିବା | ଟେକ୍ସଟ୍ କୁ ଫର୍ମାଟ୍ ଓ ଆଲାଇନ୍ କରିବା | ||
ସ୍ପେସିଙ୍ଗ୍ ଓ ବୁଲେଟ୍ | ସ୍ପେସିଙ୍ଗ୍ ଓ ବୁଲେଟ୍ | ||
+ | |||
|- | |- | ||
|00:15 | |00:15 | ||
| ସରଳ ଫ୍ଲାୟର କିପରି ତିଆରି କରାଯାଇଥାଏ, ତାହା ମଧ୍ୟ ଆମେ ଶିଖିବା | | ସରଳ ଫ୍ଲାୟର କିପରି ତିଆରି କରାଯାଇଥାଏ, ତାହା ମଧ୍ୟ ଆମେ ଶିଖିବା | ||
+ | |||
|- | |- | ||
| 00:19 | | 00:19 | ||
Line 20: | Line 23: | ||
ଉବୁଣ୍ଟୁ ଲିନକ୍ସ 12.04 OS | ଉବୁଣ୍ଟୁ ଲିନକ୍ସ 12.04 OS | ||
Inkscape ଭର୍ସନ୍ 0.48.4 | Inkscape ଭର୍ସନ୍ 0.48.4 | ||
+ | |||
|- | |- | ||
|00:29 | |00:29 | ||
| ମୁଁ ଏହି ଟ୍ୟୁଟୋରିଆଲ୍ କୁ ଅଧିକତମ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି. ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ | | ମୁଁ ଏହି ଟ୍ୟୁଟୋରିଆଲ୍ କୁ ଅଧିକତମ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି. ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ | ||
|- | |- | ||
+ | |||
| 00:38 | | 00:38 | ||
| Inkscape ଖୋଲନ୍ତୁ | | Inkscape ଖୋଲନ୍ତୁ | ||
+ | |||
|- | |- | ||
| 00:40 | | 00:40 | ||
| Tool box ରୁ Text tool ବ୍ୟବହାର କରି ଟେକ୍ସଟ୍ ଇନ୍ସର୍ଟ କରାଯାଇପାରିବ | | Tool box ରୁ Text tool ବ୍ୟବହାର କରି ଟେକ୍ସଟ୍ ଇନ୍ସର୍ଟ କରାଯାଇପାରିବ | ||
+ | |||
|- | |- | ||
| 00:45 | | 00:45 | ||
Line 34: | Line 41: | ||
ରେଗୁଲାର୍ (Regular) ଟେକ୍ସଟ୍ | ରେଗୁଲାର୍ (Regular) ଟେକ୍ସଟ୍ | ||
ଫ୍ଲୋଡ୍ (Flowed) ଟେକ୍ସଟ୍ | ଫ୍ଲୋଡ୍ (Flowed) ଟେକ୍ସଟ୍ | ||
+ | |||
|- | |- | ||
| 00:50 | | 00:50 | ||
| ପ୍ରଥମେ ଆମେ ରେଗୁଲାର୍ ଟେକ୍ସଟ୍ ବିଷୟରେ ଶିଖିବା. Text tool ଉପରେ କ୍ଲିକ୍ କରି କାନଭାସ୍ ଉପରେ କ୍ଲିକ୍ କରନ୍ତୁ | | ପ୍ରଥମେ ଆମେ ରେଗୁଲାର୍ ଟେକ୍ସଟ୍ ବିଷୟରେ ଶିଖିବା. Text tool ଉପରେ କ୍ଲିକ୍ କରି କାନଭାସ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|00:57 | |00:57 | ||
| Spoken ଶଦ୍ଦ ଟାଇପ୍ କରି ଦେଖନ୍ତୁ କି ଟେକ୍ସଟ୍ ବକ୍ସ ଟେକ୍ସଟକୁ ସମାହିତ କରବା ପାଇଁ ବଡ ହୋଇଯାଉଛି | | Spoken ଶଦ୍ଦ ଟାଇପ୍ କରି ଦେଖନ୍ତୁ କି ଟେକ୍ସଟ୍ ବକ୍ସ ଟେକ୍ସଟକୁ ସମାହିତ କରବା ପାଇଁ ବଡ ହୋଇଯାଉଛି | ||
+ | |||
|- | |- | ||
| 01:03 | | 01:03 | ||
| ଲାଇନ୍ ବ୍ରେକ୍ ଗୁଡିକୁ ମାନୁଆଲୀ ଯୋଡିବାକୁ ପଡିଥାଏ. ଏଣୁ ପରବର୍ତ୍ତୀ ଲାଇନ୍ କୁ ଯିବା ପାଇଁ ଏଣ୍ଟର ଦବାନ୍ତୁ ଏବଂ ଟାଇପ୍ କରନ୍ତୁ Tutorial | | ଲାଇନ୍ ବ୍ରେକ୍ ଗୁଡିକୁ ମାନୁଆଲୀ ଯୋଡିବାକୁ ପଡିଥାଏ. ଏଣୁ ପରବର୍ତ୍ତୀ ଲାଇନ୍ କୁ ଯିବା ପାଇଁ ଏଣ୍ଟର ଦବାନ୍ତୁ ଏବଂ ଟାଇପ୍ କରନ୍ତୁ Tutorial | ||
+ | |||
|- | |- | ||
|01:11 | |01:11 | ||
| ଶଦ୍ଦକୁ ପୁର୍ବ ଲାଇନ୍ କୁ ନେବାପାଇଁ, କର୍ସରକୁ ଅକ୍ଷର T’ ପୁର୍ବରୁ ରଖନ୍ତୁ. ଏବେ backspace ଦବାନ୍ତୁ ଏବଂ ଦୁଇଟି ଶଦ୍ଦ ମଧ୍ୟରେ ସ୍ପେସ୍ ଦିଅନ୍ତୁ | | ଶଦ୍ଦକୁ ପୁର୍ବ ଲାଇନ୍ କୁ ନେବାପାଇଁ, କର୍ସରକୁ ଅକ୍ଷର T’ ପୁର୍ବରୁ ରଖନ୍ତୁ. ଏବେ backspace ଦବାନ୍ତୁ ଏବଂ ଦୁଇଟି ଶଦ୍ଦ ମଧ୍ୟରେ ସ୍ପେସ୍ ଦିଅନ୍ତୁ | ||
+ | |||
|- | |- | ||
| 01:22 | | 01:22 | ||
|ସେହିପରି , Spoken Tutorial ତଳେ ଏକ ନୂଆ ଲାଇନ୍ ରେ http://spoken-tutorial.org/ ଟାଇପ୍ କରନ୍ତୁ | |ସେହିପରି , Spoken Tutorial ତଳେ ଏକ ନୂଆ ଲାଇନ୍ ରେ http://spoken-tutorial.org/ ଟାଇପ୍ କରନ୍ତୁ | ||
+ | |||
|- | |- | ||
| 01:33 | | 01:33 | ||
| ଏବେ ଆମେ Flowed text ଦ୍ୱାରା ଟେକ୍ସଟ୍ କୁ ଏଣ୍ଟର୍ କରିବା ବିଷୟରେ ଶିଖିବା | | ଏବେ ଆମେ Flowed text ଦ୍ୱାରା ଟେକ୍ସଟ୍ କୁ ଏଣ୍ଟର୍ କରିବା ବିଷୟରେ ଶିଖିବା | ||
+ | |||
|- | |- | ||
| 01:38 | | 01:38 | ||
| ଏଥର ମୁଁ ଲିବର୍ ଅଫିସ୍ ରାଇଟର୍ ଫାଇଲ୍ ରୁ ଟେକ୍ସଟ୍ କପି କରିବି ଯାହା ମୁଁ ପୂର୍ବରୁ ସେଭ୍ କରିଥିଲି | | ଏଥର ମୁଁ ଲିବର୍ ଅଫିସ୍ ରାଇଟର୍ ଫାଇଲ୍ ରୁ ଟେକ୍ସଟ୍ କପି କରିବି ଯାହା ମୁଁ ପୂର୍ବରୁ ସେଭ୍ କରିଥିଲି | ||
+ | |||
|- | |- | ||
− | |01:45 | + | | 01:45 |
| ସମଗ୍ର ଟେକ୍ସଟ୍ ଚୟନ କରିବା ପାଇଁ Ctrl + A ଦବାନ୍ତୁ ଏବଂ ତାହାକୁ କପି କରିବା ପାଇଁ Ctrl + C' ଦବାନ୍ତୁ | | ସମଗ୍ର ଟେକ୍ସଟ୍ ଚୟନ କରିବା ପାଇଁ Ctrl + A ଦବାନ୍ତୁ ଏବଂ ତାହାକୁ କପି କରିବା ପାଇଁ Ctrl + C' ଦବାନ୍ତୁ | ||
+ | |||
|- | |- | ||
| 01:52 | | 01:52 | ||
| ଏବେ, Inkscape କୁ ଫେରିଆସନ୍ତୁ. ନିଶ୍ଚିତ କରନ୍ତୁ କି ଟେକ୍ସଟ୍ ଟୁଲ୍ ଚୟନିତ ହୋଇଛି. | | ଏବେ, Inkscape କୁ ଫେରିଆସନ୍ତୁ. ନିଶ୍ଚିତ କରନ୍ତୁ କି ଟେକ୍ସଟ୍ ଟୁଲ୍ ଚୟନିତ ହୋଇଛି. | ||
+ | |||
|- | |- | ||
| 01:58 | | 01:58 | ||
| କାନଭାସ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆୟତାକାର କିମ୍ୱା ବର୍ଗାକାର ଟେକ୍ସଟ୍ କ୍ଷେତ୍ର ତିଆରି କରିବା ପାଇଁ ଟାଣନ୍ତୁ | | କାନଭାସ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆୟତାକାର କିମ୍ୱା ବର୍ଗାକାର ଟେକ୍ସଟ୍ କ୍ଷେତ୍ର ତିଆରି କରିବା ପାଇଁ ଟାଣନ୍ତୁ | ||
+ | |||
|- | |- | ||
| 02:03 | | 02:03 | ||
| ଦେଖନ୍ତୁ, ମାଉସ୍ ବଟନ୍ କୁ ଛାଡିବା ପରେ କାନଭାସ୍ ଉପରେ ଏକ ନୀଳ ଆୟତାକାର ବକ୍ସ ତିଆରି ହୋଇଗଲା | | ଦେଖନ୍ତୁ, ମାଉସ୍ ବଟନ୍ କୁ ଛାଡିବା ପରେ କାନଭାସ୍ ଉପରେ ଏକ ନୀଳ ଆୟତାକାର ବକ୍ସ ତିଆରି ହୋଇଗଲା | ||
+ | |||
|- | |- | ||
| 02:10 | | 02:10 | ||
| ଏବେ ଟେକ୍ସଟ୍ ବକ୍ସ ଭିତରେ, ଉପର ବାମପଟ କୋଣରେ ବ୍ଲିଙ୍କ୍ କରୁଥିବା Text Prompt କୁ ଦେଖନ୍ତୁ | | ଏବେ ଟେକ୍ସଟ୍ ବକ୍ସ ଭିତରେ, ଉପର ବାମପଟ କୋଣରେ ବ୍ଲିଙ୍କ୍ କରୁଥିବା Text Prompt କୁ ଦେଖନ୍ତୁ | ||
+ | |||
|- | |- | ||
− | |02:17 | + | | 02:17 |
| 'Ctrl + V' ଦବାଇ କପୀ ହୋଇଥିବା ଟେକ୍ସଟ୍ କୁ ପେଷ୍ଟ କରନ୍ତୁ | | 'Ctrl + V' ଦବାଇ କପୀ ହୋଇଥିବା ଟେକ୍ସଟ୍ କୁ ପେଷ୍ଟ କରନ୍ତୁ | ||
+ | |||
|- | |- | ||
| 02:22 | | 02:22 | ||
|ଦେଖନ୍ତୁ, ଟେକ୍ସଟ୍ ବକ୍ସର ରଙ୍ଗ ବଦଳିକରି ଲାଲ୍ ହୋଇଗଲା | |ଦେଖନ୍ତୁ, ଟେକ୍ସଟ୍ ବକ୍ସର ରଙ୍ଗ ବଦଳିକରି ଲାଲ୍ ହୋଇଗଲା | ||
+ | |||
|- | |- | ||
|02:25 | |02:25 | ||
| ଏହାର କାରଣ ହେଉଛି, ଏଣ୍ଟର କରାଯାଇଥିବା ଟେକ୍ସଟ୍, ଟେକ୍ସଟ୍ ବକ୍ସ ବାଉଣ୍ଡ୍ରୀଠାରୁ ଅଧିକ ହୋଇଯାଇଛି | | ଏହାର କାରଣ ହେଉଛି, ଏଣ୍ଟର କରାଯାଇଥିବା ଟେକ୍ସଟ୍, ଟେକ୍ସଟ୍ ବକ୍ସ ବାଉଣ୍ଡ୍ରୀଠାରୁ ଅଧିକ ହୋଇଯାଇଛି | ||
+ | |||
|- | |- | ||
| 02:31 | | 02:31 | ||
|ଟେକ୍ସଟ୍ ବକ୍ସର ଡହାଣ କୋଣରେ ଥିବା ଛୋଟ ଡାୟମଣ୍ଡ ହ୍ୟାଣ୍ଡଲ୍ ପ୍ରୟୋଗ କରି ଆମେ ଏହାକୁ ଠିକ୍ କରିପାରିବା | |ଟେକ୍ସଟ୍ ବକ୍ସର ଡହାଣ କୋଣରେ ଥିବା ଛୋଟ ଡାୟମଣ୍ଡ ହ୍ୟାଣ୍ଡଲ୍ ପ୍ରୟୋଗ କରି ଆମେ ଏହାକୁ ଠିକ୍ କରିପାରିବା | ||
+ | |||
|- | |- | ||
|02:38 | |02:38 | ||
| ଏହା ଉପରେ କ୍ଲିକ୍ କରି ସେପର୍ଯ୍ୟନ୍ତ ଟାଣନ୍ତୁ ଯେପର୍ଯ୍ୟନ୍ତ ରଙ୍ଗ ନୀଳ ହୋଇନଯାଇଛି | | ଏହା ଉପରେ କ୍ଲିକ୍ କରି ସେପର୍ଯ୍ୟନ୍ତ ଟାଣନ୍ତୁ ଯେପର୍ଯ୍ୟନ୍ତ ରଙ୍ଗ ନୀଳ ହୋଇନଯାଇଛି | ||
+ | |||
|- | |- | ||
| 02:44 | | 02:44 | ||
| ଟେକ୍ସଟ୍ ର ଶେଷ ବାକ୍ୟ ପୂର୍ବ ବାକ୍ୟ ସହିତ ଯୋଡ଼ି ହୋଇଗଲା | | ଟେକ୍ସଟ୍ ର ଶେଷ ବାକ୍ୟ ପୂର୍ବ ବାକ୍ୟ ସହିତ ଯୋଡ଼ି ହୋଇଗଲା | ||
+ | |||
|- | |- | ||
|02:48 | |02:48 | ||
| ତାହାକୁ ଅଲଗା କରିବା ପାଇଁ ଶେଷ ବାକ୍ୟ ଆରମ୍ଭରେ ଦୁଇଥର ଏଣ୍ଟର ଦବାନ୍ତୁ | | ତାହାକୁ ଅଲଗା କରିବା ପାଇଁ ଶେଷ ବାକ୍ୟ ଆରମ୍ଭରେ ଦୁଇଥର ଏଣ୍ଟର ଦବାନ୍ତୁ | ||
+ | |||
|- | |- | ||
| 02:53 | | 02:53 | ||
| ଏହାପରେ, ବିଭିନ୍ନ ଫର୍ମାଟିଙ୍ଗ୍ ବିକଳ୍ପଗୁଡିକ ବିଷୟରେ ଶିଖିବା . ଶଦ୍ଦ Spoken Tutorial ଉପରେ କ୍ଲିକ୍ କରନ୍ତୁ | | ଏହାପରେ, ବିଭିନ୍ନ ଫର୍ମାଟିଙ୍ଗ୍ ବିକଳ୍ପଗୁଡିକ ବିଷୟରେ ଶିଖିବା . ଶଦ୍ଦ Spoken Tutorial ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 03:01 | | 03:01 | ||
| Main menu କୁ ଯାଇ, Text ଓ ତା’ପରେ Text and Font ବିକଳ୍ପ ଉପରେ କ୍ଲିକ୍ କରନ୍ତୁ | | Main menu କୁ ଯାଇ, Text ଓ ତା’ପରେ Text and Font ବିକଳ୍ପ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|03:09 | |03:09 | ||
| Font ଓ Text ନାମକ ଦୁଇଟି ବିକଳ୍ପ ସହିତ ଏକ ଡାୟଲଗ୍ ବକ୍ସ ଦେଖାଯାଇଥାଏ . Font ଟ୍ୟାବ୍ ରେ ଅନେକ ବିକଳ୍ପ ଅଛି | | Font ଓ Text ନାମକ ଦୁଇଟି ବିକଳ୍ପ ସହିତ ଏକ ଡାୟଲଗ୍ ବକ୍ସ ଦେଖାଯାଇଥାଏ . Font ଟ୍ୟାବ୍ ରେ ଅନେକ ବିକଳ୍ପ ଅଛି | ||
+ | |||
|- | |- | ||
| 03:17 | | 03:17 | ||
| Font family ରେ ସମସ୍ତ ଫଣ୍ଟର ତାଲିକା ଅଛି . ଆପଣ ନିଜ ପସନ୍ଦର ଯେକୌଣସି ଫଣ୍ଟ ବାଛିପାରନ୍ତି | | Font family ରେ ସମସ୍ତ ଫଣ୍ଟର ତାଲିକା ଅଛି . ଆପଣ ନିଜ ପସନ୍ଦର ଯେକୌଣସି ଫଣ୍ଟ ବାଛିପାରନ୍ତି | ||
+ | |||
|- | |- | ||
| 03:25 | | 03:25 | ||
| ଆପଣ ପ୍ରିଭ୍ୟୁ ବକ୍ସରେ ଚୟନିତ ଫଣ୍ଟକୁ ଦେଖିପାରିବେ. ମୋର ଚୟନିତ ଫଣ୍ଟ ହେଉଛି Bitstream Charter | | ଆପଣ ପ୍ରିଭ୍ୟୁ ବକ୍ସରେ ଚୟନିତ ଫଣ୍ଟକୁ ଦେଖିପାରିବେ. ମୋର ଚୟନିତ ଫଣ୍ଟ ହେଉଛି Bitstream Charter | ||
+ | |||
|- | |- | ||
| 03:33 | | 03:33 | ||
| ଚାରୋଟି Style ବିକଳ୍ପ ହେଉଛି Normal, Italic, Bold' ଓ 'Bold Italic. ନିଜ ଆବଶ୍ୟକତା ଅନୁଯାୟୀ ଷ୍ଟାଇଲ୍ ବାଛନ୍ତୁ. ମୁଁ Bold ଚୟନ କରିବି | | ଚାରୋଟି Style ବିକଳ୍ପ ହେଉଛି Normal, Italic, Bold' ଓ 'Bold Italic. ନିଜ ଆବଶ୍ୟକତା ଅନୁଯାୟୀ ଷ୍ଟାଇଲ୍ ବାଛନ୍ତୁ. ମୁଁ Bold ଚୟନ କରିବି | ||
+ | |||
|- | |- | ||
| 03:46 | | 03:46 | ||
| ଫଣ୍ଟ ସାଇଜ୍ ବଦଳାଇବାପାଇଁ, ଡ୍ରପ୍ ଡାଉନ୍ ଆରୋ ଉପରେ କ୍ଲିକ୍ କରି, ସାଇଜ୍ ବାଛନ୍ତୁ. ଏହା ଟାଇଟଲ୍ ହୋଇଥିବାରୁ ମୁଁ 64 ଚୟନ କରିବି | | ଫଣ୍ଟ ସାଇଜ୍ ବଦଳାଇବାପାଇଁ, ଡ୍ରପ୍ ଡାଉନ୍ ଆରୋ ଉପରେ କ୍ଲିକ୍ କରି, ସାଇଜ୍ ବାଛନ୍ତୁ. ଏହା ଟାଇଟଲ୍ ହୋଇଥିବାରୁ ମୁଁ 64 ଚୟନ କରିବି | ||
+ | |||
|- | |- | ||
| 03:57 | | 03:57 | ||
| ପରବର୍ତ୍ତୀ ହେଉଛି Layout | | ପରବର୍ତ୍ତୀ ହେଉଛି Layout | ||
+ | |||
|- | |- | ||
− | |03:59 | + | | 03:59 |
− | |ଏହି ବିକଳ୍ପ ପାଇଁ ପ୍ରିଭ୍ୟୁ ନଦେଖାଉଥିବାରୁ ଆମେ ଏହା ବାବଦରେ କିଛି ସମୟ ପରେ ଶିଖିବା | + | | ଏହି ବିକଳ୍ପ ପାଇଁ ପ୍ରିଭ୍ୟୁ ନଦେଖାଉଥିବାରୁ ଆମେ ଏହା ବାବଦରେ କିଛି ସମୟ ପରେ ଶିଖିବା |
+ | |||
|- | |- | ||
| 04:04 | | 04:04 | ||
| ଏବେ, Font tab ପାଖରେ ଥିବା Text tab ଉପରେ କ୍ଲିକ୍ କରନ୍ତୁ. ଏଠାରେ ଟେକ୍ସଟ୍ ସହିତ ପ୍ରିଭ୍ୟୁ ୱିଣ୍ଡୋ ଦେଖାଯାଏ | | ଏବେ, Font tab ପାଖରେ ଥିବା Text tab ଉପରେ କ୍ଲିକ୍ କରନ୍ତୁ. ଏଠାରେ ଟେକ୍ସଟ୍ ସହିତ ପ୍ରିଭ୍ୟୁ ୱିଣ୍ଡୋ ଦେଖାଯାଏ | ||
+ | |||
|- | |- | ||
|04:12 | |04:12 | ||
| ଏଠାରେ ଟେକ୍ସଟ୍ ରେ ଯେକୌଣସି ପରିବର୍ତ୍ତନ କରାଯାଇପାରେ | | ଏଠାରେ ଟେକ୍ସଟ୍ ରେ ଯେକୌଣସି ପରିବର୍ତ୍ତନ କରାଯାଇପାରେ | ||
+ | |||
|- | |- | ||
| 04:16 | | 04:16 | ||
| Apply ଉପରେ କ୍ଲିକ୍ କରି, ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ. ଦେଖନ୍ତୁ, ଟେକ୍ସଟ୍ ଏବେ ଫର୍ମାଟ୍ ହୋଇଗଲା | | Apply ଉପରେ କ୍ଲିକ୍ କରି, ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ. ଦେଖନ୍ତୁ, ଟେକ୍ସଟ୍ ଏବେ ଫର୍ମାଟ୍ ହୋଇଗଲା | ||
+ | |||
|- | |- | ||
| 04:23 | | 04:23 | ||
| ଆମେ, ତଳେ ଥିବା color palette ପ୍ରୟୋଗ କରି ଟେକ୍ସଟ୍ ର ରଙ୍ଗ ବଦଳାଇପାରିବା. ମୁଁ ମରୁନ୍ ରଙ୍ଗ ଉପରେ କ୍ଲିକ୍ କରଛି | | ଆମେ, ତଳେ ଥିବା color palette ପ୍ରୟୋଗ କରି ଟେକ୍ସଟ୍ ର ରଙ୍ଗ ବଦଳାଇପାରିବା. ମୁଁ ମରୁନ୍ ରଙ୍ଗ ଉପରେ କ୍ଲିକ୍ କରଛି | ||
+ | |||
|- | |- | ||
| 04:30 | | 04:30 | ||
| ଏବେ [http://spoken-tutorial.org/ URL ପାଇଁ ଟେକ୍ସଟ୍ ଚୟନ କରନ୍ତୁ | | ଏବେ [http://spoken-tutorial.org/ URL ପାଇଁ ଟେକ୍ସଟ୍ ଚୟନ କରନ୍ତୁ | ||
+ | |||
|- | |- | ||
| 04:40 | | 04:40 | ||
| ଟେକ୍ସଟ୍ ଫର୍ମାଟିଙ୍ଗ୍ ବିକଳ୍ପ Tool controls bar ରେ ମଧ୍ୟ ଉପଲବ୍ଧ | | ଟେକ୍ସଟ୍ ଫର୍ମାଟିଙ୍ଗ୍ ବିକଳ୍ପ Tool controls bar ରେ ମଧ୍ୟ ଉପଲବ୍ଧ | ||
+ | |||
|- | |- | ||
| 04:44 | | 04:44 | ||
|ମୁଁ ଫଣ୍ଟକୁ Bitstream charter' ରେ, ସାଇଜ୍ କୁ 28ରେ ଏବଂ ରଙ୍ଗକୁ ନୀଳରେ ବଦଳାଇବି | |ମୁଁ ଫଣ୍ଟକୁ Bitstream charter' ରେ, ସାଇଜ୍ କୁ 28ରେ ଏବଂ ରଙ୍ଗକୁ ନୀଳରେ ବଦଳାଇବି | ||
+ | |||
|- | |- | ||
| 04:54 | | 04:54 | ||
| ଏବେ ପାରାଗ୍ରାଫ୍ ଟେକ୍ସଟ୍ ଚୟନ କରିବା | | ଏବେ ପାରାଗ୍ରାଫ୍ ଟେକ୍ସଟ୍ ଚୟନ କରିବା | ||
+ | |||
|- | |- | ||
|04:57 | |04:57 | ||
| ଯଦି ଟେକ୍ସଟ୍ ଟୁଲ୍ ଆଗରୁ ଚୟନିତ ଅଛି, ତେବେ ଟେକ୍ସ ବକ୍ସକୁ ଯିବାପାଇଁ କେବଳ ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ | | ଯଦି ଟେକ୍ସଟ୍ ଟୁଲ୍ ଆଗରୁ ଚୟନିତ ଅଛି, ତେବେ ଟେକ୍ସ ବକ୍ସକୁ ଯିବାପାଇଁ କେବଳ ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:04 | |05:04 | ||
| ମୁଁ ଟେକ୍ସଟ୍ ର ଫଣ୍ଟ ସାଇଜ୍ 25 କରିବି | | ମୁଁ ଟେକ୍ସଟ୍ ର ଫଣ୍ଟ ସାଇଜ୍ 25 କରିବି | ||
+ | |||
|- | |- | ||
| 05:08 | | 05:08 | ||
| କାନଭାସ୍ ଭିତରକୁ ଟେକ୍ସଟ୍ ଆଣିବାପାଇଁ ଡାୟମଣ୍ଡ ହ୍ୟାଣ୍ଡଲ୍ ଉପରେ କ୍ଲିକ୍ କରି ଟାଣନ୍ତୁ | | କାନଭାସ୍ ଭିତରକୁ ଟେକ୍ସଟ୍ ଆଣିବାପାଇଁ ଡାୟମଣ୍ଡ ହ୍ୟାଣ୍ଡଲ୍ ଉପରେ କ୍ଲିକ୍ କରି ଟାଣନ୍ତୁ | ||
+ | |||
|- | |- | ||
| 05:15 | | 05:15 | ||
| ଏବେ ଟେକ୍ସକୁ ଆଲାଇନ୍ କରିବା | | ଏବେ ଟେକ୍ସକୁ ଆଲାଇନ୍ କରିବା | ||
+ | |||
|- | |- | ||
|05:19 | |05:19 | ||
Line 160: | Line 208: | ||
ସେଣ୍ଟର କିମ୍ବା | ସେଣ୍ଟର କିମ୍ବା | ||
ରାଇଟ୍ | ରାଇଟ୍ | ||
+ | |||
|- | |- | ||
|05:30 | |05:30 | ||
| ଚତୁର୍ଥ ବିକଳ୍ପ ଟେକ୍ସଟ୍ ବକ୍ସର ବାଉଣ୍ଡ୍ରୀରେ ଟେକ୍ସଟ୍ କୁ ଜଷ୍ଟିଫାଏ କରିବ . ଆଗକୁ ବଢିବା ପୂର୍ବରୁ ମୁଁ ଲେଫ୍ଟ ଆଲାଇନ୍ ଉପରେ କ୍ଲିକ୍ କରିବି | | ଚତୁର୍ଥ ବିକଳ୍ପ ଟେକ୍ସଟ୍ ବକ୍ସର ବାଉଣ୍ଡ୍ରୀରେ ଟେକ୍ସଟ୍ କୁ ଜଷ୍ଟିଫାଏ କରିବ . ଆଗକୁ ବଢିବା ପୂର୍ବରୁ ମୁଁ ଲେଫ୍ଟ ଆଲାଇନ୍ ଉପରେ କ୍ଲିକ୍ କରିବି | ||
+ | |||
|- | |- | ||
|05:39 | |05:39 | ||
| ଆମେ Align and distribute' ବିକଳ୍ପ ପ୍ରୟୋଗ କରି ମଧ୍ୟ ଟେକ୍ସଟ୍ କୁ ଆଲାଇନ୍ କରିପାରିବା | | ଆମେ Align and distribute' ବିକଳ୍ପ ପ୍ରୟୋଗ କରି ମଧ୍ୟ ଟେକ୍ସଟ୍ କୁ ଆଲାଇନ୍ କରିପାରିବା | ||
+ | |||
|- | |- | ||
|05:43 | |05:43 | ||
| 'Main menu କୁ ଯାଇ, Object menu ଉପରେ କ୍ଲିକ୍ କରନ୍ତୁ. ତା’ପରେ Align and Distribute ବିକଳ୍ପ ଉପରେ କ୍ଲିକ୍ କରନ୍ତୁ | | 'Main menu କୁ ଯାଇ, Object menu ଉପରେ କ୍ଲିକ୍ କରନ୍ତୁ. ତା’ପରେ Align and Distribute ବିକଳ୍ପ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 05:51 | | 05:51 | ||
| ଏବେ ଆମେ ଶଦ୍ଦ 'Spoken Tutorial' କୁ ସେଣ୍ଟର୍ କୁ ଆଣିବା. ତେଣୁ ଏହା ଉପରେ କ୍ଲିକ୍ କରନ୍ତୁ | | ଏବେ ଆମେ ଶଦ୍ଦ 'Spoken Tutorial' କୁ ସେଣ୍ଟର୍ କୁ ଆଣିବା. ତେଣୁ ଏହା ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:57 | |05:57 | ||
| Relative to ପାରାମିଟର Page ରେ ସେଟ୍ ଅଛି କି ନାହିଁ ପ୍ରଥମେ ପରଖନ୍ତୁ | | Relative to ପାରାମିଟର Page ରେ ସେଟ୍ ଅଛି କି ନାହିଁ ପ୍ରଥମେ ପରଖନ୍ତୁ | ||
+ | |||
|- | |- | ||
|06:01 | |06:01 | ||
| Centre on vertical axis ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଟେକ୍ସଟ୍ ଏବେ ସେଣ୍ଟର୍ ରେ ଆଲାଇନ୍ ହୋଇଯାଇଛି | | Centre on vertical axis ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଟେକ୍ସଟ୍ ଏବେ ସେଣ୍ଟର୍ ରେ ଆଲାଇନ୍ ହୋଇଯାଇଛି | ||
+ | |||
|- | |- | ||
| 06:10 | | 06:10 | ||
| ଏବେ ତଳ ଖାଲି ସ୍ଥାନରେ କିଛି ଟେକ୍ସଟ୍ ଯୋଡିବା | | ଏବେ ତଳ ଖାଲି ସ୍ଥାନରେ କିଛି ଟେକ୍ସଟ୍ ଯୋଡିବା | ||
+ | |||
|- | |- | ||
| 06:13 | | 06:13 | ||
| ଟାଇପ୍ କରନ୍ତୁ FOSS Categories ଓ Centre on vertical axis ଉପରେ କ୍ଲିକ୍ କରି ଏହାକୁ ପେଜ୍ ର ସେଣ୍ଟର୍ ରେ ଆଲାଇନ୍ କରନ୍ତୁ | | ଟାଇପ୍ କରନ୍ତୁ FOSS Categories ଓ Centre on vertical axis ଉପରେ କ୍ଲିକ୍ କରି ଏହାକୁ ପେଜ୍ ର ସେଣ୍ଟର୍ ରେ ଆଲାଇନ୍ କରନ୍ତୁ | ||
+ | |||
|- | |- | ||
| 06:25 | | 06:25 | ||
| କାନଭାସ୍ ଉପରେ ଅଲଗା- ଅଲଗା ଏବଂ ବିନା କୌଣସି କ୍ରମରେ କିଛି Foss ର ନାମ ଲେଖନ୍ତୁ, ଯେପରି Linux, LaTeX, Scilab, Python' | | କାନଭାସ୍ ଉପରେ ଅଲଗା- ଅଲଗା ଏବଂ ବିନା କୌଣସି କ୍ରମରେ କିଛି Foss ର ନାମ ଲେଖନ୍ତୁ, ଯେପରି Linux, LaTeX, Scilab, Python' | ||
+ | |||
|- | |- | ||
| 06:39 | | 06:39 | ||
| ଏବେ ଏହି ଟେକ୍ସଟ୍ ଗୁଡିକୁ ଗୋଟିଏ ରୋରେ, ସମାନ ବ୍ୟବଧାନରେ ଆଲାଇନ୍ କରନ୍ତୁ | | ଏବେ ଏହି ଟେକ୍ସଟ୍ ଗୁଡିକୁ ଗୋଟିଏ ରୋରେ, ସମାନ ବ୍ୟବଧାନରେ ଆଲାଇନ୍ କରନ୍ତୁ | ||
+ | |||
|- | |- | ||
| 06:44 | | 06:44 | ||
Line 195: | Line 254: | ||
Align baseline of text ଓ | Align baseline of text ଓ | ||
Distribute baseline of text horizontally ଉପରେ କ୍ଲିକ୍ କରନ୍ତୁ | Distribute baseline of text horizontally ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 06:58 | | 06:58 | ||
| ଦେଖନ୍ତୁ, ଶଦ୍ଦଗୁଡିକ ମଧ୍ୟର ବ୍ୟବଧାନ ସମାନ ନାହିଁ | | ଦେଖନ୍ତୁ, ଶଦ୍ଦଗୁଡିକ ମଧ୍ୟର ବ୍ୟବଧାନ ସମାନ ନାହିଁ | ||
+ | |||
|- | |- | ||
|07:02 | |07:02 | ||
| ପ୍ରଥମ ଶଦ୍ଦର ପ୍ରଥମ ଅକ୍ଷର ଓ ଅନ୍ୟ ଶଦ୍ଦଟିର ପ୍ରଥମ ଅକ୍ଷର ସମାନ ବ୍ୟବଧାନରେ ଅଛନ୍ତି, କିନ୍ତୁ ଶବ୍ଦଗୁଡ଼ିକ ସମାନ ବ୍ୟବଧାନରେ ନାହାଁନ୍ତି | | ପ୍ରଥମ ଶଦ୍ଦର ପ୍ରଥମ ଅକ୍ଷର ଓ ଅନ୍ୟ ଶଦ୍ଦଟିର ପ୍ରଥମ ଅକ୍ଷର ସମାନ ବ୍ୟବଧାନରେ ଅଛନ୍ତି, କିନ୍ତୁ ଶବ୍ଦଗୁଡ଼ିକ ସମାନ ବ୍ୟବଧାନରେ ନାହାଁନ୍ତି | ||
+ | |||
|- | |- | ||
| 07:10 | | 07:10 | ||
| ଏହା ଊର୍ଦ୍ଧ୍ୱାଧର ଟେକ୍ସଟ୍ ପାଇଁ ମଧ୍ୟ ସମାନ ଭାବରେ କାର୍ଯ୍ୟ କରିଥାଏ | | ଏହା ଊର୍ଦ୍ଧ୍ୱାଧର ଟେକ୍ସଟ୍ ପାଇଁ ମଧ୍ୟ ସମାନ ଭାବରେ କାର୍ଯ୍ୟ କରିଥାଏ | ||
+ | |||
|- | |- | ||
|07:15 | |07:15 | ||
| ଏହି ବିକଳ୍ପଗୁଡ଼ିକ କିଛି ସ୍ଥିତିରେ ଉପଯୋଗୀ ହୋଇପାରେ | | ଏହି ବିକଳ୍ପଗୁଡ଼ିକ କିଛି ସ୍ଥିତିରେ ଉପଯୋଗୀ ହୋଇପାରେ | ||
+ | |||
|- | |- | ||
| 07:20 | | 07:20 | ||
| ଆମେ ଶଦ୍ଦଗୁଡିକ ମଧ୍ୟରେ ସମାନ ବ୍ୟବଧାନ ରଖିବା | | ଆମେ ଶଦ୍ଦଗୁଡିକ ମଧ୍ୟରେ ସମାନ ବ୍ୟବଧାନ ରଖିବା | ||
+ | |||
|- | |- | ||
|07:23 | |07:23 | ||
| ଏଥିପାଇଁ 'Distribute ରେ ଥିବା ପ୍ରଥମ ରୋ’ର ଚତୁର୍ଥ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଏବେ ଶଦ୍ଦଗୁଡିକ ମଧ୍ୟରେ ସମାନ ବ୍ୟବଧାନ ଅଛି | | ଏଥିପାଇଁ 'Distribute ରେ ଥିବା ପ୍ରଥମ ରୋ’ର ଚତୁର୍ଥ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଏବେ ଶଦ୍ଦଗୁଡିକ ମଧ୍ୟରେ ସମାନ ବ୍ୟବଧାନ ଅଛି | ||
+ | |||
|- | |- | ||
| 07:32 | | 07:32 | ||
| ଏବେ ଆମେ, ପାରାଗ୍ରାଫ୍ ର ଲାଇନ୍ ଗୁଡିକ ମଧ୍ୟର ବ୍ୟବଧାନକୁ ବ୍ୟବସ୍ଥିତ କରିବା ବିଷୟରେ ଶିଖିବା | | ଏବେ ଆମେ, ପାରାଗ୍ରାଫ୍ ର ଲାଇନ୍ ଗୁଡିକ ମଧ୍ୟର ବ୍ୟବଧାନକୁ ବ୍ୟବସ୍ଥିତ କରିବା ବିଷୟରେ ଶିଖିବା | ||
+ | |||
|- | |- | ||
|07:38 | |07:38 | ||
| ଟେକ୍ସଟ୍ ବକ୍ସ ଭିତରକୁ ଯିବାପାଇଁ ପାରାଗ୍ରାଫ୍ ଟେକ୍ସଟ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ | | ଟେକ୍ସଟ୍ ବକ୍ସ ଭିତରକୁ ଯିବାପାଇଁ ପାରାଗ୍ରାଫ୍ ଟେକ୍ସଟ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 07:44 | | 07:44 | ||
| Tool controls ବାର୍ ରେ ଥିବା Spacing between lines ଆଇକନ୍, ଲାଇନ୍ ଗୁଡିକ ମଧ୍ୟର ସ୍ଥାନକୁ କମ୍ କିମ୍ୱା ବେଶୀ କରିବାରେ ସାହାଯ୍ୟ କରିଥାଏ | | Tool controls ବାର୍ ରେ ଥିବା Spacing between lines ଆଇକନ୍, ଲାଇନ୍ ଗୁଡିକ ମଧ୍ୟର ସ୍ଥାନକୁ କମ୍ କିମ୍ୱା ବେଶୀ କରିବାରେ ସାହାଯ୍ୟ କରିଥାଏ | ||
+ | |||
|- | |- | ||
|07:50 | |07:50 | ||
| ସ୍ପେସିଙ୍ଗ୍ କୁ ବଢ଼ାଇଲେ କ’ଣ ହେଉଛି, ଦେଖନ୍ତୁ | | ସ୍ପେସିଙ୍ଗ୍ କୁ ବଢ଼ାଇଲେ କ’ଣ ହେଉଛି, ଦେଖନ୍ତୁ | ||
+ | |||
|- | |- | ||
| 07:55 | | 07:55 | ||
| ମୁଁ ଲାଇନ୍ ସ୍ପେସିଙ୍ଗ୍ କୁ 1.50 ରଖୁଛି | | ମୁଁ ଲାଇନ୍ ସ୍ପେସିଙ୍ଗ୍ କୁ 1.50 ରଖୁଛି | ||
+ | |||
|- | |- | ||
| 07:59 | | 07:59 | ||
| ପରବର୍ତ୍ତୀ ଆଇକନ୍, ଅକ୍ଷରଗୁଡିକ ମଧ୍ୟର ସ୍ଥାନକୁ ବ୍ୟବସ୍ଥିତ କରିବାରେ ସାହାଯ୍ୟ କରିଥାଏ. ପୁଣିଥରେ ଅପ୍ ଓ ଡାଉନ୍ ଆରୋଗୁଡିକ ଉପରେ କ୍ଲିକ୍ କରି ପରିବର୍ତ୍ତନକୁ ଦେଖନ୍ତୁ | | ପରବର୍ତ୍ତୀ ଆଇକନ୍, ଅକ୍ଷରଗୁଡିକ ମଧ୍ୟର ସ୍ଥାନକୁ ବ୍ୟବସ୍ଥିତ କରିବାରେ ସାହାଯ୍ୟ କରିଥାଏ. ପୁଣିଥରେ ଅପ୍ ଓ ଡାଉନ୍ ଆରୋଗୁଡିକ ଉପରେ କ୍ଲିକ୍ କରି ପରିବର୍ତ୍ତନକୁ ଦେଖନ୍ତୁ | ||
+ | |||
|- | |- | ||
|08:07 | |08:07 | ||
| ମୁଁ, ସ୍ପେସ୍ ପାରାମିଟର୍ କୁ ୦ ରଖୁଛି | | ମୁଁ, ସ୍ପେସ୍ ପାରାମିଟର୍ କୁ ୦ ରଖୁଛି | ||
+ | |||
|- | |- | ||
| 08:12 | | 08:12 | ||
| କାନଭାସ୍ ର ଉଭୟ ଊର୍ଦ୍ଧ୍ୱାଧର କୋଣରେ ଥିବା ଖାଲି ସ୍ଥାନରେ ଆମେ କିଛି ଟେକ୍ସଟ୍ ଭରି ପାରିବା | | କାନଭାସ୍ ର ଉଭୟ ଊର୍ଦ୍ଧ୍ୱାଧର କୋଣରେ ଥିବା ଖାଲି ସ୍ଥାନରେ ଆମେ କିଛି ଟେକ୍ସଟ୍ ଭରି ପାରିବା | ||
+ | |||
|- | |- | ||
| 08:19 | | 08:19 | ||
| କାନଭାସ୍ ବାହାରେ ଯେକୌଣସି ସ୍ଥାନରେ Learn Open Source Software for free ଟାଇପ୍ କରନ୍ତୁ | | କାନଭାସ୍ ବାହାରେ ଯେକୌଣସି ସ୍ଥାନରେ Learn Open Source Software for free ଟାଇପ୍ କରନ୍ତୁ | ||
+ | |||
|- | |- | ||
| 08:24 | | 08:24 | ||
| ଫଣ୍ଟକୁ Ubuntu ଓ ସାଇଜ୍ କୁ 22ରେ ବଦଳାଇ ଏହାକୁ Bold କରନ୍ତୁ | | ଫଣ୍ଟକୁ Ubuntu ଓ ସାଇଜ୍ କୁ 22ରେ ବଦଳାଇ ଏହାକୁ Bold କରନ୍ତୁ | ||
+ | |||
|- | |- | ||
| 08:34 | | 08:34 | ||
| ଏବେ, Tool controls barରେ ଥିବା ଶେଷ ଆଇକନ୍, Vertical text ଉପରେ କ୍ଲିକ୍ କରନ୍ତୁ | | ଏବେ, Tool controls barରେ ଥିବା ଶେଷ ଆଇକନ୍, Vertical text ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|08:39 | |08:39 | ||
| ଦେଖନ୍ତୁ, ଟେକ୍ସଟ୍ ଏବେ ଊର୍ଦ୍ଧ୍ୱାଧର ଦିଗରେ ଆଲାଇନ୍ ହୋଇଗଲା | | ଦେଖନ୍ତୁ, ଟେକ୍ସଟ୍ ଏବେ ଊର୍ଦ୍ଧ୍ୱାଧର ଦିଗରେ ଆଲାଇନ୍ ହୋଇଗଲା | ||
+ | |||
|- | |- | ||
| 08:43 | | 08:43 | ||
| Selector tool ବ୍ୟବହାର କରି ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ କାନଭାସ୍ ର ବାମ କୋଣକୁ ଆଣନ୍ତୁ | | Selector tool ବ୍ୟବହାର କରି ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ କାନଭାସ୍ ର ବାମ କୋଣକୁ ଆଣନ୍ତୁ | ||
+ | |||
|- | |- | ||
| 08:49 | | 08:49 | ||
| Ctrl + D ଦବାଇ ଏହାକୁ ଡୁପ୍ଲିକେଟ୍ କରନ୍ତୁ ଏବଂ Ctrl key ସାହାଯ୍ୟରେ କପୀକୁ ପେଜ୍ ର ଅନ୍ୟ କୋଣକୁ ଆଣନ୍ତୁ | | Ctrl + D ଦବାଇ ଏହାକୁ ଡୁପ୍ଲିକେଟ୍ କରନ୍ତୁ ଏବଂ Ctrl key ସାହାଯ୍ୟରେ କପୀକୁ ପେଜ୍ ର ଅନ୍ୟ କୋଣକୁ ଆଣନ୍ତୁ | ||
+ | |||
|- | |- | ||
| 08:59 | | 08:59 | ||
| ଏବେ ଆମେ, ପାରାଗ୍ରାଫ୍ ରେ ଥିବା ଟେକ୍ସଟ୍ ରେ ବୁଲେଟ୍ ପଏଣ୍ଟସ୍ ଯୋଡ଼ିବା | | ଏବେ ଆମେ, ପାରାଗ୍ରାଫ୍ ରେ ଥିବା ଟେକ୍ସଟ୍ ରେ ବୁଲେଟ୍ ପଏଣ୍ଟସ୍ ଯୋଡ଼ିବା | ||
+ | |||
|- | |- | ||
| 09:03 | | 09:03 | ||
| Inkscape, ଟେକ୍ସଟ୍ ପାଇଁ ବୁଲେଟ୍ କିମ୍ୱା ନମ୍ୱର୍ ସୂଚୀ ପ୍ରଦାନ କରେ ନାହିଁ, ତେଣୁ ବୁଲେଟ୍ ପଏଣ୍ଟସ୍ କୁ ମାନୁଆଲୀ କ୍ରିଏଟ୍ କରିବାକୁ ହେବ | | Inkscape, ଟେକ୍ସଟ୍ ପାଇଁ ବୁଲେଟ୍ କିମ୍ୱା ନମ୍ୱର୍ ସୂଚୀ ପ୍ରଦାନ କରେ ନାହିଁ, ତେଣୁ ବୁଲେଟ୍ ପଏଣ୍ଟସ୍ କୁ ମାନୁଆଲୀ କ୍ରିଏଟ୍ କରିବାକୁ ହେବ | ||
+ | |||
|- | |- | ||
| 09:11 | | 09:11 | ||
| ellipse tool ଉପରେ କ୍ଲିକ୍ କରି ଗୋଟିଏ ଛୋଟ ଲାଲ ବୃତ୍ତ ବନାନ୍ତୁ | | ellipse tool ଉପରେ କ୍ଲିକ୍ କରି ଗୋଟିଏ ଛୋଟ ଲାଲ ବୃତ୍ତ ବନାନ୍ତୁ | ||
+ | |||
|- | |- | ||
| 09:17 | | 09:17 | ||
| ଏହି ବୁଲେଟ୍ କୁ ପାରାଗ୍ରାଫ୍ ର ପ୍ରଥମ ଲାଇନ୍ କୁ ଆଣନ୍ତୁ. ଏହାକୁ ଡୁପ୍ଲିକେଟ୍ କରି ତାହାର କପୀକୁ ପରବର୍ତ୍ତୀ ବାକ୍ୟକୁ ଆଣନ୍ତୁ | | ଏହି ବୁଲେଟ୍ କୁ ପାରାଗ୍ରାଫ୍ ର ପ୍ରଥମ ଲାଇନ୍ କୁ ଆଣନ୍ତୁ. ଏହାକୁ ଡୁପ୍ଲିକେଟ୍ କରି ତାହାର କପୀକୁ ପରବର୍ତ୍ତୀ ବାକ୍ୟକୁ ଆଣନ୍ତୁ | ||
+ | |||
|- | |- | ||
|09:27 | |09:27 | ||
| ସମସ୍ତ ବାକ୍ୟ ପାଇଁ ଏହାକୁ ରିପିଟ୍ କରନ୍ତୁ | | ସମସ୍ତ ବାକ୍ୟ ପାଇଁ ଏହାକୁ ରିପିଟ୍ କରନ୍ତୁ | ||
+ | |||
|- | |- | ||
| 09:32 | | 09:32 | ||
| ଆମ ଆବଶ୍ୟକତା ଅନୁସାରେ ଏବେ ଆମ ପାଖରେ ସମସ୍ତ ଟେକ୍ସଟ୍ ଅଛି | | ଆମ ଆବଶ୍ୟକତା ଅନୁସାରେ ଏବେ ଆମ ପାଖରେ ସମସ୍ତ ଟେକ୍ସଟ୍ ଅଛି | ||
+ | |||
|- | |- | ||
|09:36 | |09:36 | ||
| ଶେଷରେ, ଏହାକୁ ଫ୍ଲାୟର୍ ପରି ବନାଇବା ପାଇଁ କିଛି ସୌନ୍ଦର୍ଯୀକରଣ କରିବା | | ଶେଷରେ, ଏହାକୁ ଫ୍ଲାୟର୍ ପରି ବନାଇବା ପାଇଁ କିଛି ସୌନ୍ଦର୍ଯୀକରଣ କରିବା | ||
+ | |||
|- | |- | ||
| 09:41 | | 09:41 | ||
| ଏହା ହେଉଛି ସମ୍ପୂର୍ଣ୍ଣ ହୋଇଥିବା ଫ୍ଲାୟର୍ | | ଏହା ହେଉଛି ସମ୍ପୂର୍ଣ୍ଣ ହୋଇଥିବା ଫ୍ଲାୟର୍ | ||
+ | |||
|- | |- | ||
|09:45 | |09:45 | ||
| ମୁଁ ଉପରେ ଓ ତଳେ ବର୍ଡର୍ସ ଯୋଡ଼ିବା ସହ ଟେକ୍ସଟ୍ କୁ ଗୋଲାକାର କୋଣ ବିଶିଷ୍ଟ ରେକ୍ଟାଙ୍ଗଲ୍ ଓ ଏଲିପ୍ସ ଶେପ୍ସ ଦ୍ୱାରା କଭର୍ କରିଛି | | ମୁଁ ଉପରେ ଓ ତଳେ ବର୍ଡର୍ସ ଯୋଡ଼ିବା ସହ ଟେକ୍ସଟ୍ କୁ ଗୋଲାକାର କୋଣ ବିଶିଷ୍ଟ ରେକ୍ଟାଙ୍ଗଲ୍ ଓ ଏଲିପ୍ସ ଶେପ୍ସ ଦ୍ୱାରା କଭର୍ କରିଛି | ||
+ | |||
|- | |- | ||
|09:51 | |09:51 | ||
| ଆପଣ ନିଜ ଫ୍ଲାୟର୍ ପାଇଁ ବିଭିନ୍ନ ଲେଆଉଟ୍ ଓ ଡିଜାଇନ୍ସ ବନାଇବା ନିମନ୍ତେ ନିଜ ରଚନାତ୍ମକତାର ପ୍ରୟୋଗ କରିପାରିବେ | | ଆପଣ ନିଜ ଫ୍ଲାୟର୍ ପାଇଁ ବିଭିନ୍ନ ଲେଆଉଟ୍ ଓ ଡିଜାଇନ୍ସ ବନାଇବା ନିମନ୍ତେ ନିଜ ରଚନାତ୍ମକତାର ପ୍ରୟୋଗ କରିପାରିବେ | ||
+ | |||
|- | |- | ||
| 09:57 | | 09:57 | ||
| ସଂକ୍ଷେପରେ | | ସଂକ୍ଷେପରେ | ||
+ | |||
|- | |- | ||
|09:59 | |09:59 | ||
Line 294: | Line 385: | ||
ଟେକ୍ସଟ୍ ଫର୍ମାଟ୍ ଓ ଆଲାଇନ୍ କରିବା | ଟେକ୍ସଟ୍ ଫର୍ମାଟ୍ ଓ ଆଲାଇନ୍ କରିବା | ||
ସ୍ପେସିଙ୍ଗ୍ ଓ ବୁଲେଟ୍ ସୂଚୀ | ସ୍ପେସିଙ୍ଗ୍ ଓ ବୁଲେଟ୍ ସୂଚୀ | ||
+ | |||
|- | |- | ||
|10:06 | |10:06 | ||
| ଆମେ ଏକ ସରଳ ଫ୍ଲାୟର୍ ବନାଇବା ମଧ୍ୟ ଶିଖିଲେ | | ଆମେ ଏକ ସରଳ ଫ୍ଲାୟର୍ ବନାଇବା ମଧ୍ୟ ଶିଖିଲେ | ||
+ | |||
|- | |- | ||
| 10:09 | | 10:09 | ||
| ଏକ ଆସାଇନମେଣ୍ଟ ଭାବେ | | ଏକ ଆସାଇନମେଣ୍ଟ ଭାବେ | ||
+ | |||
|- | |- | ||
|10:11 | |10:11 | ||
| ଏହିଭଳି ଗୋଟିଏ ଫ୍ଲାୟର୍ ତିଆରି କରନ୍ତୁ | | ଏହିଭଳି ଗୋଟିଏ ଫ୍ଲାୟର୍ ତିଆରି କରନ୍ତୁ | ||
+ | |||
ଟେକ୍ସଟ୍ ଟାଇପ୍ କରିବା ପାଇଁ ଟେକ୍ସଟ୍ ଟୂଲ୍ ର ପ୍ରୟୋଗ କରନ୍ତୁ | ଟେକ୍ସଟ୍ ଟାଇପ୍ କରିବା ପାଇଁ ଟେକ୍ସଟ୍ ଟୂଲ୍ ର ପ୍ରୟୋଗ କରନ୍ତୁ | ||
ରେକ୍ଟାଙ୍ଗଲ୍ ଟୂଲ୍ ପ୍ରୟୋଗ କରି ବୁଲେଟ୍ସ ଓ ବକ୍ସେସ୍ ବନାନ୍ତୁ | ରେକ୍ଟାଙ୍ଗଲ୍ ଟୂଲ୍ ପ୍ରୟୋଗ କରି ବୁଲେଟ୍ସ ଓ ବକ୍ସେସ୍ ବନାନ୍ତୁ | ||
+ | |||
|- | |- | ||
|10:19 | |10:19 | ||
Line 310: | Line 406: | ||
Color Palette ଓ Fill and stroke ବ୍ୟବହାର କରି ରଙ୍ଗ ବଦଳାନ୍ତୁ | Color Palette ଓ Fill and stroke ବ୍ୟବହାର କରି ରଙ୍ଗ ବଦଳାନ୍ତୁ | ||
Align and distribute ବ୍ୟବହାର କରି ଟେକ୍ସଟ୍ ଆଲାଇନ୍ କରନ୍ତୁ | Align and distribute ବ୍ୟବହାର କରି ଟେକ୍ସଟ୍ ଆଲାଇନ୍ କରନ୍ତୁ | ||
+ | |||
|- | |- | ||
| 10:31 | | 10:31 | ||
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସାରାଶିଂତ କରେ. ଯଦି ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ. | | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସାରାଶିଂତ କରେ. ଯଦି ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ. | ||
+ | |||
|- | |- | ||
|10:39 | |10:39 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସର ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସର ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି | ||
+ | |||
|- | |- | ||
|10:47 | |10:47 | ||
| ଅଧିକ ବିବରଣୀ ପାଇଁ ଆମକୁ ଲେଖନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. | | ଅଧିକ ବିବରଣୀ ପାଇଁ ଆମକୁ ଲେଖନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. | ||
+ | |||
|- | |- | ||
|10:57 | |10:57 | ||
| ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ | ||
+ | |||
|- | |- | ||
| 11:01 | | 11:01 | ||
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ | | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ | ||
+ | |||
|- | |- | ||
|11:03 | |11:03 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
− | ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |
|} | |} |
Latest revision as of 11:01, 7 April 2017
Time | Narration |
00:01 | Inkscape ପ୍ରୟୋଗ କରି Create and format text ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏଥିରେ ଆମେ ନିମ୍ନ ବିଷୟରେ ଶିଖିବା
ଟେକ୍ସଟ୍ ଇନ୍ସର୍ଟ କରିବା ଟେକ୍ସଟ୍ କୁ ଫର୍ମାଟ୍ ଓ ଆଲାଇନ୍ କରିବା ସ୍ପେସିଙ୍ଗ୍ ଓ ବୁଲେଟ୍ |
00:15 | ସରଳ ଫ୍ଲାୟର କିପରି ତିଆରି କରାଯାଇଥାଏ, ତାହା ମଧ୍ୟ ଆମେ ଶିଖିବା |
00:19 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
ଉବୁଣ୍ଟୁ ଲିନକ୍ସ 12.04 OS Inkscape ଭର୍ସନ୍ 0.48.4 |
00:29 | ମୁଁ ଏହି ଟ୍ୟୁଟୋରିଆଲ୍ କୁ ଅଧିକତମ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି. ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ |
00:38 | Inkscape ଖୋଲନ୍ତୁ |
00:40 | Tool box ରୁ Text tool ବ୍ୟବହାର କରି ଟେକ୍ସଟ୍ ଇନ୍ସର୍ଟ କରାଯାଇପାରିବ |
00:45 | ଆମେ ଟେକ୍ସଟ୍ କୁ ଦୁଇଟି ଉପାୟରେ ଯୋଡିପାରିବା
ରେଗୁଲାର୍ (Regular) ଟେକ୍ସଟ୍ ଫ୍ଲୋଡ୍ (Flowed) ଟେକ୍ସଟ୍ |
00:50 | ପ୍ରଥମେ ଆମେ ରେଗୁଲାର୍ ଟେକ୍ସଟ୍ ବିଷୟରେ ଶିଖିବା. Text tool ଉପରେ କ୍ଲିକ୍ କରି କାନଭାସ୍ ଉପରେ କ୍ଲିକ୍ କରନ୍ତୁ |
00:57 | Spoken ଶଦ୍ଦ ଟାଇପ୍ କରି ଦେଖନ୍ତୁ କି ଟେକ୍ସଟ୍ ବକ୍ସ ଟେକ୍ସଟକୁ ସମାହିତ କରବା ପାଇଁ ବଡ ହୋଇଯାଉଛି |
01:03 | ଲାଇନ୍ ବ୍ରେକ୍ ଗୁଡିକୁ ମାନୁଆଲୀ ଯୋଡିବାକୁ ପଡିଥାଏ. ଏଣୁ ପରବର୍ତ୍ତୀ ଲାଇନ୍ କୁ ଯିବା ପାଇଁ ଏଣ୍ଟର ଦବାନ୍ତୁ ଏବଂ ଟାଇପ୍ କରନ୍ତୁ Tutorial |
01:11 | ଶଦ୍ଦକୁ ପୁର୍ବ ଲାଇନ୍ କୁ ନେବାପାଇଁ, କର୍ସରକୁ ଅକ୍ଷର T’ ପୁର୍ବରୁ ରଖନ୍ତୁ. ଏବେ backspace ଦବାନ୍ତୁ ଏବଂ ଦୁଇଟି ଶଦ୍ଦ ମଧ୍ୟରେ ସ୍ପେସ୍ ଦିଅନ୍ତୁ |
01:22 | ସେହିପରି , Spoken Tutorial ତଳେ ଏକ ନୂଆ ଲାଇନ୍ ରେ http://spoken-tutorial.org/ ଟାଇପ୍ କରନ୍ତୁ |
01:33 | ଏବେ ଆମେ Flowed text ଦ୍ୱାରା ଟେକ୍ସଟ୍ କୁ ଏଣ୍ଟର୍ କରିବା ବିଷୟରେ ଶିଖିବା |
01:38 | ଏଥର ମୁଁ ଲିବର୍ ଅଫିସ୍ ରାଇଟର୍ ଫାଇଲ୍ ରୁ ଟେକ୍ସଟ୍ କପି କରିବି ଯାହା ମୁଁ ପୂର୍ବରୁ ସେଭ୍ କରିଥିଲି |
01:45 | ସମଗ୍ର ଟେକ୍ସଟ୍ ଚୟନ କରିବା ପାଇଁ Ctrl + A ଦବାନ୍ତୁ ଏବଂ ତାହାକୁ କପି କରିବା ପାଇଁ Ctrl + C' ଦବାନ୍ତୁ |
01:52 | ଏବେ, Inkscape କୁ ଫେରିଆସନ୍ତୁ. ନିଶ୍ଚିତ କରନ୍ତୁ କି ଟେକ୍ସଟ୍ ଟୁଲ୍ ଚୟନିତ ହୋଇଛି. |
01:58 | କାନଭାସ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆୟତାକାର କିମ୍ୱା ବର୍ଗାକାର ଟେକ୍ସଟ୍ କ୍ଷେତ୍ର ତିଆରି କରିବା ପାଇଁ ଟାଣନ୍ତୁ |
02:03 | ଦେଖନ୍ତୁ, ମାଉସ୍ ବଟନ୍ କୁ ଛାଡିବା ପରେ କାନଭାସ୍ ଉପରେ ଏକ ନୀଳ ଆୟତାକାର ବକ୍ସ ତିଆରି ହୋଇଗଲା |
02:10 | ଏବେ ଟେକ୍ସଟ୍ ବକ୍ସ ଭିତରେ, ଉପର ବାମପଟ କୋଣରେ ବ୍ଲିଙ୍କ୍ କରୁଥିବା Text Prompt କୁ ଦେଖନ୍ତୁ |
02:17 | 'Ctrl + V' ଦବାଇ କପୀ ହୋଇଥିବା ଟେକ୍ସଟ୍ କୁ ପେଷ୍ଟ କରନ୍ତୁ |
02:22 | ଦେଖନ୍ତୁ, ଟେକ୍ସଟ୍ ବକ୍ସର ରଙ୍ଗ ବଦଳିକରି ଲାଲ୍ ହୋଇଗଲା |
02:25 | ଏହାର କାରଣ ହେଉଛି, ଏଣ୍ଟର କରାଯାଇଥିବା ଟେକ୍ସଟ୍, ଟେକ୍ସଟ୍ ବକ୍ସ ବାଉଣ୍ଡ୍ରୀଠାରୁ ଅଧିକ ହୋଇଯାଇଛି |
02:31 | ଟେକ୍ସଟ୍ ବକ୍ସର ଡହାଣ କୋଣରେ ଥିବା ଛୋଟ ଡାୟମଣ୍ଡ ହ୍ୟାଣ୍ଡଲ୍ ପ୍ରୟୋଗ କରି ଆମେ ଏହାକୁ ଠିକ୍ କରିପାରିବା |
02:38 | ଏହା ଉପରେ କ୍ଲିକ୍ କରି ସେପର୍ଯ୍ୟନ୍ତ ଟାଣନ୍ତୁ ଯେପର୍ଯ୍ୟନ୍ତ ରଙ୍ଗ ନୀଳ ହୋଇନଯାଇଛି |
02:44 | ଟେକ୍ସଟ୍ ର ଶେଷ ବାକ୍ୟ ପୂର୍ବ ବାକ୍ୟ ସହିତ ଯୋଡ଼ି ହୋଇଗଲା |
02:48 | ତାହାକୁ ଅଲଗା କରିବା ପାଇଁ ଶେଷ ବାକ୍ୟ ଆରମ୍ଭରେ ଦୁଇଥର ଏଣ୍ଟର ଦବାନ୍ତୁ |
02:53 | ଏହାପରେ, ବିଭିନ୍ନ ଫର୍ମାଟିଙ୍ଗ୍ ବିକଳ୍ପଗୁଡିକ ବିଷୟରେ ଶିଖିବା . ଶଦ୍ଦ Spoken Tutorial ଉପରେ କ୍ଲିକ୍ କରନ୍ତୁ |
03:01 | Main menu କୁ ଯାଇ, Text ଓ ତା’ପରେ Text and Font ବିକଳ୍ପ ଉପରେ କ୍ଲିକ୍ କରନ୍ତୁ |
03:09 | Font ଓ Text ନାମକ ଦୁଇଟି ବିକଳ୍ପ ସହିତ ଏକ ଡାୟଲଗ୍ ବକ୍ସ ଦେଖାଯାଇଥାଏ . Font ଟ୍ୟାବ୍ ରେ ଅନେକ ବିକଳ୍ପ ଅଛି |
03:17 | Font family ରେ ସମସ୍ତ ଫଣ୍ଟର ତାଲିକା ଅଛି . ଆପଣ ନିଜ ପସନ୍ଦର ଯେକୌଣସି ଫଣ୍ଟ ବାଛିପାରନ୍ତି |
03:25 | ଆପଣ ପ୍ରିଭ୍ୟୁ ବକ୍ସରେ ଚୟନିତ ଫଣ୍ଟକୁ ଦେଖିପାରିବେ. ମୋର ଚୟନିତ ଫଣ୍ଟ ହେଉଛି Bitstream Charter |
03:33 | ଚାରୋଟି Style ବିକଳ୍ପ ହେଉଛି Normal, Italic, Bold' ଓ 'Bold Italic. ନିଜ ଆବଶ୍ୟକତା ଅନୁଯାୟୀ ଷ୍ଟାଇଲ୍ ବାଛନ୍ତୁ. ମୁଁ Bold ଚୟନ କରିବି |
03:46 | ଫଣ୍ଟ ସାଇଜ୍ ବଦଳାଇବାପାଇଁ, ଡ୍ରପ୍ ଡାଉନ୍ ଆରୋ ଉପରେ କ୍ଲିକ୍ କରି, ସାଇଜ୍ ବାଛନ୍ତୁ. ଏହା ଟାଇଟଲ୍ ହୋଇଥିବାରୁ ମୁଁ 64 ଚୟନ କରିବି |
03:57 | ପରବର୍ତ୍ତୀ ହେଉଛି Layout |
03:59 | ଏହି ବିକଳ୍ପ ପାଇଁ ପ୍ରିଭ୍ୟୁ ନଦେଖାଉଥିବାରୁ ଆମେ ଏହା ବାବଦରେ କିଛି ସମୟ ପରେ ଶିଖିବା |
04:04 | ଏବେ, Font tab ପାଖରେ ଥିବା Text tab ଉପରେ କ୍ଲିକ୍ କରନ୍ତୁ. ଏଠାରେ ଟେକ୍ସଟ୍ ସହିତ ପ୍ରିଭ୍ୟୁ ୱିଣ୍ଡୋ ଦେଖାଯାଏ |
04:12 | ଏଠାରେ ଟେକ୍ସଟ୍ ରେ ଯେକୌଣସି ପରିବର୍ତ୍ତନ କରାଯାଇପାରେ |
04:16 | Apply ଉପରେ କ୍ଲିକ୍ କରି, ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ. ଦେଖନ୍ତୁ, ଟେକ୍ସଟ୍ ଏବେ ଫର୍ମାଟ୍ ହୋଇଗଲା |
04:23 | ଆମେ, ତଳେ ଥିବା color palette ପ୍ରୟୋଗ କରି ଟେକ୍ସଟ୍ ର ରଙ୍ଗ ବଦଳାଇପାରିବା. ମୁଁ ମରୁନ୍ ରଙ୍ଗ ଉପରେ କ୍ଲିକ୍ କରଛି |
04:30 | ଏବେ [http://spoken-tutorial.org/ URL ପାଇଁ ଟେକ୍ସଟ୍ ଚୟନ କରନ୍ତୁ |
04:40 | ଟେକ୍ସଟ୍ ଫର୍ମାଟିଙ୍ଗ୍ ବିକଳ୍ପ Tool controls bar ରେ ମଧ୍ୟ ଉପଲବ୍ଧ |
04:44 | ମୁଁ ଫଣ୍ଟକୁ Bitstream charter' ରେ, ସାଇଜ୍ କୁ 28ରେ ଏବଂ ରଙ୍ଗକୁ ନୀଳରେ ବଦଳାଇବି |
04:54 | ଏବେ ପାରାଗ୍ରାଫ୍ ଟେକ୍ସଟ୍ ଚୟନ କରିବା |
04:57 | ଯଦି ଟେକ୍ସଟ୍ ଟୁଲ୍ ଆଗରୁ ଚୟନିତ ଅଛି, ତେବେ ଟେକ୍ସ ବକ୍ସକୁ ଯିବାପାଇଁ କେବଳ ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ |
05:04 | ମୁଁ ଟେକ୍ସଟ୍ ର ଫଣ୍ଟ ସାଇଜ୍ 25 କରିବି |
05:08 | କାନଭାସ୍ ଭିତରକୁ ଟେକ୍ସଟ୍ ଆଣିବାପାଇଁ ଡାୟମଣ୍ଡ ହ୍ୟାଣ୍ଡଲ୍ ଉପରେ କ୍ଲିକ୍ କରି ଟାଣନ୍ତୁ |
05:15 | ଏବେ ଟେକ୍ସକୁ ଆଲାଇନ୍ କରିବା |
05:19 | Tool controls bar ଉପରେ ଇଟାଲିକ୍ ଆଇକନ୍ ର ପରେ ଚାରୋଟି ଆଇକନ୍ସ ଟେକ୍ସଟ୍ କୁ ନିମ୍ନ ସଦୃଶ ଆଲାଇନ୍ କରିବାରେ ସାହାଯ୍ୟ କରିଥାନ୍ତି
ଲେଫ୍ଟ ସେଣ୍ଟର କିମ୍ବା ରାଇଟ୍ |
05:30 | ଚତୁର୍ଥ ବିକଳ୍ପ ଟେକ୍ସଟ୍ ବକ୍ସର ବାଉଣ୍ଡ୍ରୀରେ ଟେକ୍ସଟ୍ କୁ ଜଷ୍ଟିଫାଏ କରିବ . ଆଗକୁ ବଢିବା ପୂର୍ବରୁ ମୁଁ ଲେଫ୍ଟ ଆଲାଇନ୍ ଉପରେ କ୍ଲିକ୍ କରିବି |
05:39 | ଆମେ Align and distribute' ବିକଳ୍ପ ପ୍ରୟୋଗ କରି ମଧ୍ୟ ଟେକ୍ସଟ୍ କୁ ଆଲାଇନ୍ କରିପାରିବା |
05:43 | 'Main menu କୁ ଯାଇ, Object menu ଉପରେ କ୍ଲିକ୍ କରନ୍ତୁ. ତା’ପରେ Align and Distribute ବିକଳ୍ପ ଉପରେ କ୍ଲିକ୍ କରନ୍ତୁ |
05:51 | ଏବେ ଆମେ ଶଦ୍ଦ 'Spoken Tutorial' କୁ ସେଣ୍ଟର୍ କୁ ଆଣିବା. ତେଣୁ ଏହା ଉପରେ କ୍ଲିକ୍ କରନ୍ତୁ |
05:57 | Relative to ପାରାମିଟର Page ରେ ସେଟ୍ ଅଛି କି ନାହିଁ ପ୍ରଥମେ ପରଖନ୍ତୁ |
06:01 | Centre on vertical axis ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଟେକ୍ସଟ୍ ଏବେ ସେଣ୍ଟର୍ ରେ ଆଲାଇନ୍ ହୋଇଯାଇଛି |
06:10 | ଏବେ ତଳ ଖାଲି ସ୍ଥାନରେ କିଛି ଟେକ୍ସଟ୍ ଯୋଡିବା |
06:13 | ଟାଇପ୍ କରନ୍ତୁ FOSS Categories ଓ Centre on vertical axis ଉପରେ କ୍ଲିକ୍ କରି ଏହାକୁ ପେଜ୍ ର ସେଣ୍ଟର୍ ରେ ଆଲାଇନ୍ କରନ୍ତୁ |
06:25 | କାନଭାସ୍ ଉପରେ ଅଲଗା- ଅଲଗା ଏବଂ ବିନା କୌଣସି କ୍ରମରେ କିଛି Foss ର ନାମ ଲେଖନ୍ତୁ, ଯେପରି Linux, LaTeX, Scilab, Python' |
06:39 | ଏବେ ଏହି ଟେକ୍ସଟ୍ ଗୁଡିକୁ ଗୋଟିଏ ରୋରେ, ସମାନ ବ୍ୟବଧାନରେ ଆଲାଇନ୍ କରନ୍ତୁ |
06:44 | Shift ର ପ୍ରୟୋଗ କରି ଚାରୋଟିଯାକ ଟେକ୍ସଟ୍ସ ଚୟନ କରନ୍ତୁ
Align baseline of text ଓ Distribute baseline of text horizontally ଉପରେ କ୍ଲିକ୍ କରନ୍ତୁ |
06:58 | ଦେଖନ୍ତୁ, ଶଦ୍ଦଗୁଡିକ ମଧ୍ୟର ବ୍ୟବଧାନ ସମାନ ନାହିଁ |
07:02 | ପ୍ରଥମ ଶଦ୍ଦର ପ୍ରଥମ ଅକ୍ଷର ଓ ଅନ୍ୟ ଶଦ୍ଦଟିର ପ୍ରଥମ ଅକ୍ଷର ସମାନ ବ୍ୟବଧାନରେ ଅଛନ୍ତି, କିନ୍ତୁ ଶବ୍ଦଗୁଡ଼ିକ ସମାନ ବ୍ୟବଧାନରେ ନାହାଁନ୍ତି |
07:10 | ଏହା ଊର୍ଦ୍ଧ୍ୱାଧର ଟେକ୍ସଟ୍ ପାଇଁ ମଧ୍ୟ ସମାନ ଭାବରେ କାର୍ଯ୍ୟ କରିଥାଏ |
07:15 | ଏହି ବିକଳ୍ପଗୁଡ଼ିକ କିଛି ସ୍ଥିତିରେ ଉପଯୋଗୀ ହୋଇପାରେ |
07:20 | ଆମେ ଶଦ୍ଦଗୁଡିକ ମଧ୍ୟରେ ସମାନ ବ୍ୟବଧାନ ରଖିବା |
07:23 | ଏଥିପାଇଁ 'Distribute ରେ ଥିବା ପ୍ରଥମ ରୋ’ର ଚତୁର୍ଥ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଏବେ ଶଦ୍ଦଗୁଡିକ ମଧ୍ୟରେ ସମାନ ବ୍ୟବଧାନ ଅଛି |
07:32 | ଏବେ ଆମେ, ପାରାଗ୍ରାଫ୍ ର ଲାଇନ୍ ଗୁଡିକ ମଧ୍ୟର ବ୍ୟବଧାନକୁ ବ୍ୟବସ୍ଥିତ କରିବା ବିଷୟରେ ଶିଖିବା |
07:38 | ଟେକ୍ସଟ୍ ବକ୍ସ ଭିତରକୁ ଯିବାପାଇଁ ପାରାଗ୍ରାଫ୍ ଟେକ୍ସଟ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
07:44 | Tool controls ବାର୍ ରେ ଥିବା Spacing between lines ଆଇକନ୍, ଲାଇନ୍ ଗୁଡିକ ମଧ୍ୟର ସ୍ଥାନକୁ କମ୍ କିମ୍ୱା ବେଶୀ କରିବାରେ ସାହାଯ୍ୟ କରିଥାଏ |
07:50 | ସ୍ପେସିଙ୍ଗ୍ କୁ ବଢ଼ାଇଲେ କ’ଣ ହେଉଛି, ଦେଖନ୍ତୁ |
07:55 | ମୁଁ ଲାଇନ୍ ସ୍ପେସିଙ୍ଗ୍ କୁ 1.50 ରଖୁଛି |
07:59 | ପରବର୍ତ୍ତୀ ଆଇକନ୍, ଅକ୍ଷରଗୁଡିକ ମଧ୍ୟର ସ୍ଥାନକୁ ବ୍ୟବସ୍ଥିତ କରିବାରେ ସାହାଯ୍ୟ କରିଥାଏ. ପୁଣିଥରେ ଅପ୍ ଓ ଡାଉନ୍ ଆରୋଗୁଡିକ ଉପରେ କ୍ଲିକ୍ କରି ପରିବର୍ତ୍ତନକୁ ଦେଖନ୍ତୁ |
08:07 | ମୁଁ, ସ୍ପେସ୍ ପାରାମିଟର୍ କୁ ୦ ରଖୁଛି |
08:12 | କାନଭାସ୍ ର ଉଭୟ ଊର୍ଦ୍ଧ୍ୱାଧର କୋଣରେ ଥିବା ଖାଲି ସ୍ଥାନରେ ଆମେ କିଛି ଟେକ୍ସଟ୍ ଭରି ପାରିବା |
08:19 | କାନଭାସ୍ ବାହାରେ ଯେକୌଣସି ସ୍ଥାନରେ Learn Open Source Software for free ଟାଇପ୍ କରନ୍ତୁ |
08:24 | ଫଣ୍ଟକୁ Ubuntu ଓ ସାଇଜ୍ କୁ 22ରେ ବଦଳାଇ ଏହାକୁ Bold କରନ୍ତୁ |
08:34 | ଏବେ, Tool controls barରେ ଥିବା ଶେଷ ଆଇକନ୍, Vertical text ଉପରେ କ୍ଲିକ୍ କରନ୍ତୁ |
08:39 | ଦେଖନ୍ତୁ, ଟେକ୍ସଟ୍ ଏବେ ଊର୍ଦ୍ଧ୍ୱାଧର ଦିଗରେ ଆଲାଇନ୍ ହୋଇଗଲା |
08:43 | Selector tool ବ୍ୟବହାର କରି ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ କାନଭାସ୍ ର ବାମ କୋଣକୁ ଆଣନ୍ତୁ |
08:49 | Ctrl + D ଦବାଇ ଏହାକୁ ଡୁପ୍ଲିକେଟ୍ କରନ୍ତୁ ଏବଂ Ctrl key ସାହାଯ୍ୟରେ କପୀକୁ ପେଜ୍ ର ଅନ୍ୟ କୋଣକୁ ଆଣନ୍ତୁ |
08:59 | ଏବେ ଆମେ, ପାରାଗ୍ରାଫ୍ ରେ ଥିବା ଟେକ୍ସଟ୍ ରେ ବୁଲେଟ୍ ପଏଣ୍ଟସ୍ ଯୋଡ଼ିବା |
09:03 | Inkscape, ଟେକ୍ସଟ୍ ପାଇଁ ବୁଲେଟ୍ କିମ୍ୱା ନମ୍ୱର୍ ସୂଚୀ ପ୍ରଦାନ କରେ ନାହିଁ, ତେଣୁ ବୁଲେଟ୍ ପଏଣ୍ଟସ୍ କୁ ମାନୁଆଲୀ କ୍ରିଏଟ୍ କରିବାକୁ ହେବ |
09:11 | ellipse tool ଉପରେ କ୍ଲିକ୍ କରି ଗୋଟିଏ ଛୋଟ ଲାଲ ବୃତ୍ତ ବନାନ୍ତୁ |
09:17 | ଏହି ବୁଲେଟ୍ କୁ ପାରାଗ୍ରାଫ୍ ର ପ୍ରଥମ ଲାଇନ୍ କୁ ଆଣନ୍ତୁ. ଏହାକୁ ଡୁପ୍ଲିକେଟ୍ କରି ତାହାର କପୀକୁ ପରବର୍ତ୍ତୀ ବାକ୍ୟକୁ ଆଣନ୍ତୁ |
09:27 | ସମସ୍ତ ବାକ୍ୟ ପାଇଁ ଏହାକୁ ରିପିଟ୍ କରନ୍ତୁ |
09:32 | ଆମ ଆବଶ୍ୟକତା ଅନୁସାରେ ଏବେ ଆମ ପାଖରେ ସମସ୍ତ ଟେକ୍ସଟ୍ ଅଛି |
09:36 | ଶେଷରେ, ଏହାକୁ ଫ୍ଲାୟର୍ ପରି ବନାଇବା ପାଇଁ କିଛି ସୌନ୍ଦର୍ଯୀକରଣ କରିବା |
09:41 | ଏହା ହେଉଛି ସମ୍ପୂର୍ଣ୍ଣ ହୋଇଥିବା ଫ୍ଲାୟର୍ |
09:45 | ମୁଁ ଉପରେ ଓ ତଳେ ବର୍ଡର୍ସ ଯୋଡ଼ିବା ସହ ଟେକ୍ସଟ୍ କୁ ଗୋଲାକାର କୋଣ ବିଶିଷ୍ଟ ରେକ୍ଟାଙ୍ଗଲ୍ ଓ ଏଲିପ୍ସ ଶେପ୍ସ ଦ୍ୱାରା କଭର୍ କରିଛି |
09:51 | ଆପଣ ନିଜ ଫ୍ଲାୟର୍ ପାଇଁ ବିଭିନ୍ନ ଲେଆଉଟ୍ ଓ ଡିଜାଇନ୍ସ ବନାଇବା ନିମନ୍ତେ ନିଜ ରଚନାତ୍ମକତାର ପ୍ରୟୋଗ କରିପାରିବେ |
09:57 | ସଂକ୍ଷେପରେ |
09:59 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ
ଟେକ୍ସଟ୍ ଏଣ୍ଟର୍ କରିବା ଟେକ୍ସଟ୍ ଫର୍ମାଟ୍ ଓ ଆଲାଇନ୍ କରିବା ସ୍ପେସିଙ୍ଗ୍ ଓ ବୁଲେଟ୍ ସୂଚୀ |
10:06 | ଆମେ ଏକ ସରଳ ଫ୍ଲାୟର୍ ବନାଇବା ମଧ୍ୟ ଶିଖିଲେ |
10:09 | ଏକ ଆସାଇନମେଣ୍ଟ ଭାବେ |
10:11 | ଏହିଭଳି ଗୋଟିଏ ଫ୍ଲାୟର୍ ତିଆରି କରନ୍ତୁ
ଟେକ୍ସଟ୍ ଟାଇପ୍ କରିବା ପାଇଁ ଟେକ୍ସଟ୍ ଟୂଲ୍ ର ପ୍ରୟୋଗ କରନ୍ତୁ ରେକ୍ଟାଙ୍ଗଲ୍ ଟୂଲ୍ ପ୍ରୟୋଗ କରି ବୁଲେଟ୍ସ ଓ ବକ୍ସେସ୍ ବନାନ୍ତୁ |
10:19 | ଷ୍ଟାର୍ ଟୂଲ୍ ବ୍ୟବହାର କରି 10 କୋଣ ବିଶିଷ୍ଟ ଏକ ଷ୍ଟାର୍ ତିଆରି କରନ୍ତୁ
Color Palette ଓ Fill and stroke ବ୍ୟବହାର କରି ରଙ୍ଗ ବଦଳାନ୍ତୁ Align and distribute ବ୍ୟବହାର କରି ଟେକ୍ସଟ୍ ଆଲାଇନ୍ କରନ୍ତୁ |
10:31 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସାରାଶିଂତ କରେ. ଯଦି ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ. |
10:39 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସର ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
10:47 | ଅଧିକ ବିବରଣୀ ପାଇଁ ଆମକୁ ଲେଖନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
10:57 | ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ |
11:01 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ |
11:03 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |