Difference between revisions of "Inkscape/C2/Create-and-edit-multiple-objects/Oriya"
From Script | Spoken-Tutorial
(Created page with "{| Border =1 | Time | Narration |- | 00:01 | Inkscape ବ୍ୟବହାର କରି Create and edit multiple objects ଉପରେ ଟ୍ୟୁଟୋର...") |
PoojaMoolya (Talk | contribs) |
||
Line 1: | Line 1: | ||
− | {| Border =1 | + | {| Border=1 |
− | | Time | + | | '''Time''' |
− | | | + | |'''Narration''' |
+ | |||
|- | |- | ||
| 00:01 | | 00:01 | ||
| Inkscape ବ୍ୟବହାର କରି Create and edit multiple objects ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | Inkscape ବ୍ୟବହାର କରି Create and edit multiple objects ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
| 00:08 | | 00:08 | ||
| ଏହି tutorial ରେ ଆମେ ଶିଖିବା objects କୁ copy ଓ paste କରିବା | | ଏହି tutorial ରେ ଆମେ ଶିଖିବା objects କୁ copy ଓ paste କରିବା | ||
+ | |||
|- | |- | ||
| 00:13 | | 00:13 | ||
− | | | + | | Objects ର duplicate ଓ clone କରିବା |
+ | |||
|- | |- | ||
| 00:16 | | 00:16 | ||
− | | | + | | ବିଭିନ୍ନ Objects କୁ group ଓ Order କରିବା |
+ | |||
|- | |- | ||
| 00:19 | | 00:19 | ||
− | | | + | | Multiple ଓ invert selection କରିବା |
+ | |||
|- | |- | ||
| 00:22 | | 00:22 | ||
− | | | + | | Clipping ଓ Masking କରିବା |
+ | |||
|- | |- | ||
|00:25 | |00:25 | ||
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି Ubuntu Linux OS ଭର୍ସନ୍ 12.04 | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି Ubuntu Linux OS ଭର୍ସନ୍ 12.04 | ||
+ | |||
|- | |- | ||
| 00:31 | | 00:31 | ||
− | | | + | | Inkscape ଭର୍ସନ୍ 0.48.4 |
+ | |||
|- | |- | ||
| 00:35 | | 00:35 | ||
| Dash home କୁ ଯାଆନ୍ତୁ ଓ Inkscape ଟାଇପ୍ କରନ୍ତୁ | | Dash home କୁ ଯାଆନ୍ତୁ ଓ Inkscape ଟାଇପ୍ କରନ୍ତୁ | ||
+ | |||
|- | |- | ||
| 00:39 | | 00:39 | ||
| Logo ଉପରେ କ୍ଲିକ୍ କରି ମଧ୍ୟ ଆପଣ Inkscape ଖୋଲିପାରିବେ | | Logo ଉପରେ କ୍ଲିକ୍ କରି ମଧ୍ୟ ଆପଣ Inkscape ଖୋଲିପାରିବେ | ||
+ | |||
|- | |- | ||
| 00:42 | | 00:42 | ||
|ଚାଲନ୍ତୁ ପୂର୍ବରୁ ତିଆରି କରାଯାଇଥିବା Assignment_1.svg ଫାଇଲକୁ ଖୋଲିବା | |ଚାଲନ୍ତୁ ପୂର୍ବରୁ ତିଆରି କରାଯାଇଥିବା Assignment_1.svg ଫାଇଲକୁ ଖୋଲିବା | ||
+ | |||
|- | |- | ||
| 00:49 | | 00:49 | ||
|ମୁଁ ଏହାକୁ Documents ଫୋଲଡର୍ ଭିତରେ ସେଭ୍ କରିଥିଲି | |ମୁଁ ଏହାକୁ Documents ଫୋଲଡର୍ ଭିତରେ ସେଭ୍ କରିଥିଲି | ||
+ | |||
|- | |- | ||
| 00:52 | | 00:52 | ||
|ପ୍ରଥମେ ଆମେ ଗୋଟିଏ objectକୁ କିପରି copy ଓ paste କରାଯାଏ, ଶିଖିବା | |ପ୍ରଥମେ ଆମେ ଗୋଟିଏ objectକୁ କିପରି copy ଓ paste କରାଯାଏ, ଶିଖିବା | ||
+ | |||
|- | |- | ||
| 00:56 | | 00:56 | ||
|ଏହା କରିବା ପାଇଁ ପ୍ରଥମେ pentagon ସିଲେକ୍ଟ କରନ୍ତୁ | |ଏହା କରିବା ପାଇଁ ପ୍ରଥମେ pentagon ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
| 01:02 | | 01:02 | ||
|ବର୍ତ୍ତମାନ ଏହାକୁ copy କରିବା ପାଇଁ Ctrl + C ଦାବନ୍ତୁ | |ବର୍ତ୍ତମାନ ଏହାକୁ copy କରିବା ପାଇଁ Ctrl + C ଦାବନ୍ତୁ | ||
+ | |||
|- | |- | ||
| 01:07 | | 01:07 | ||
|ପେଷ୍ଟ କରିବା ପାଇଁ Ctrl + V ଦାବନ୍ତୁ. ଆପଣ କ୍ୟାନଭାସ୍ ଉପରେ pentagonର ଏକ ପ୍ରତିରୂପ ଦେଖିପାରିବେ | |ପେଷ୍ଟ କରିବା ପାଇଁ Ctrl + V ଦାବନ୍ତୁ. ଆପଣ କ୍ୟାନଭାସ୍ ଉପରେ pentagonର ଏକ ପ୍ରତିରୂପ ଦେଖିପାରିବେ | ||
+ | |||
|- | |- | ||
| 01:17 | | 01:17 | ||
|ଅନ୍ୟ ତିନୋଟି ଉପାୟରେ ଅବଜେକ୍ଟର ପ୍ରତିରୂପ କରିହେବ | |ଅନ୍ୟ ତିନୋଟି ଉପାୟରେ ଅବଜେକ୍ଟର ପ୍ରତିରୂପ କରିହେବ | ||
+ | |||
|- | |- | ||
| 01:21 | | 01:21 | ||
|ଏହି ସମସ୍ତ ତିନୋଟି ଉପାୟରେ ମୂଳ ଅବଜେକ୍ଟର ଠିକ୍ ଉପରେ ତାହାର ପ୍ରତିରୂପ ତିଆରି ହୁଏ | |ଏହି ସମସ୍ତ ତିନୋଟି ଉପାୟରେ ମୂଳ ଅବଜେକ୍ଟର ଠିକ୍ ଉପରେ ତାହାର ପ୍ରତିରୂପ ତିଆରି ହୁଏ | ||
+ | |||
|- | |- | ||
| 01:29 | | 01:29 | ||
|ପ୍ରଥମ ଉପାୟ ହେଉଛି Paste Special | |ପ୍ରଥମ ଉପାୟ ହେଉଛି Paste Special | ||
+ | |||
|- | |- | ||
| 01:32 | | 01:32 | ||
|ମନେପକାନ୍ତୁ ଯେ, ଆମେ ଅବଜେକ୍ଟର copy କରିବା ପାଇଁ Ctrl + C ଦାବିସାରିଛେ | |ମନେପକାନ୍ତୁ ଯେ, ଆମେ ଅବଜେକ୍ଟର copy କରିବା ପାଇଁ Ctrl + C ଦାବିସାରିଛେ | ||
+ | |||
|- | |- | ||
| 01:38 | | 01:38 | ||
|ଯେଉଁଠାରୁ କପୀ କରାଯାଇଥିଲା ଠିକ୍ ସେହି ସ୍ଥାନରେ ଅବଜେକ୍ଟ ପେଷ୍ଟ କରିବାକୁ Ctrl + Alt + V ଦାବନ୍ତୁ | |ଯେଉଁଠାରୁ କପୀ କରାଯାଇଥିଲା ଠିକ୍ ସେହି ସ୍ଥାନରେ ଅବଜେକ୍ଟ ପେଷ୍ଟ କରିବାକୁ Ctrl + Alt + V ଦାବନ୍ତୁ | ||
+ | |||
|- | |- | ||
| 01:47 | | 01:47 | ||
|ତଳେଥିବା ମୂଳ ଅବଜେକ୍ଟକୁ ଦେଖିବା ପାଇଁ କପି ହୋଇଥିବା ଅବଜେକ୍ଟକୁ ଘୁଞ୍ଚାନ୍ତୁ | |ତଳେଥିବା ମୂଳ ଅବଜେକ୍ଟକୁ ଦେଖିବା ପାଇଁ କପି ହୋଇଥିବା ଅବଜେକ୍ଟକୁ ଘୁଞ୍ଚାନ୍ତୁ | ||
+ | |||
|- | |- | ||
| 01:54 | | 01:54 | ||
|ଚାଲନ୍ତୁ ଏହି ଦୁଇ ଅବଜେକ୍ଟକୁ ଘୁଞ୍ଚାଇ କଡରେ ରଖିଦେବା | |ଚାଲନ୍ତୁ ଏହି ଦୁଇ ଅବଜେକ୍ଟକୁ ଘୁଞ୍ଚାଇ କଡରେ ରଖିଦେବା | ||
+ | |||
|- | |- | ||
| 01:57 | | 01:57 | ||
|ଦ୍ଵିତୀୟ ଉପାୟ ହେଉଛି Duplication. Duplication କରିବା ପାଇଁ ଆମକୁ ଅବଜେକ୍ଟ କପି କରିବାକୁ ପଡିବନାହିଁ | |ଦ୍ଵିତୀୟ ଉପାୟ ହେଉଛି Duplication. Duplication କରିବା ପାଇଁ ଆମକୁ ଅବଜେକ୍ଟ କପି କରିବାକୁ ପଡିବନାହିଁ | ||
+ | |||
|- | |- | ||
| 02:05 | | 02:05 | ||
|Pentagon ସିଲେକ୍ଟ କରି କିବୋର୍ଡରେ Ctrl + D ଦାବନ୍ତୁ | |Pentagon ସିଲେକ୍ଟ କରି କିବୋର୍ଡରେ Ctrl + D ଦାବନ୍ତୁ | ||
+ | |||
|- | |- | ||
| 02:13 | | 02:13 | ||
|ବର୍ତ୍ତମାନ ଏକ ଡୁପ୍ଲିକେଟ୍ ପେଣ୍ଟାଗନ୍, ଓରିଜିନାଲ୍ ପେଣ୍ଟାଗନ୍ ର ଠିକ୍ ଉପରେ ତିଆରି ହେଲା | |ବର୍ତ୍ତମାନ ଏକ ଡୁପ୍ଲିକେଟ୍ ପେଣ୍ଟାଗନ୍, ଓରିଜିନାଲ୍ ପେଣ୍ଟାଗନ୍ ର ଠିକ୍ ଉପରେ ତିଆରି ହେଲା | ||
+ | |||
|- | |- | ||
| 02:19 | | 02:19 | ||
|ମୂଳ ଅବଜେକ୍ଟକୁ ଦେଖିବା ପାଇଁ ଡୁପ୍ଲିକେଟ ଅବଜେକ୍ଟକୁ ଘୁଞ୍ଚାନ୍ତୁ | |ମୂଳ ଅବଜେକ୍ଟକୁ ଦେଖିବା ପାଇଁ ଡୁପ୍ଲିକେଟ ଅବଜେକ୍ଟକୁ ଘୁଞ୍ଚାନ୍ତୁ | ||
+ | |||
|- | |- | ||
| 02:25 | | 02:25 | ||
|ଡୁପ୍ଲିକେଟ ଅବଜେକ୍ଟରେ ହୋଇଥିବା ପରିବର୍ତ୍ତନ ମୂଳ ଅବଜେକ୍ଟକୁ ପ୍ରଭାବିତ କରିବନାହିଁ | |ଡୁପ୍ଲିକେଟ ଅବଜେକ୍ଟରେ ହୋଇଥିବା ପରିବର୍ତ୍ତନ ମୂଳ ଅବଜେକ୍ଟକୁ ପ୍ରଭାବିତ କରିବନାହିଁ | ||
+ | |||
|- | |- | ||
| 02:32 | | 02:32 | ||
|ଚାଲନ୍ତୁ ଏହାର ରଙ୍ଗକୁ ସବୁଜରେ ପରିବର୍ତ୍ତନ କରି ଏବଂ ଆକାରକୁ ହ୍ରାସ କରି ଯାଞ୍ଚ କରିବା | |ଚାଲନ୍ତୁ ଏହାର ରଙ୍ଗକୁ ସବୁଜରେ ପରିବର୍ତ୍ତନ କରି ଏବଂ ଆକାରକୁ ହ୍ରାସ କରି ଯାଞ୍ଚ କରିବା | ||
+ | |||
|- | |- | ||
| 02:40 | | 02:40 | ||
|ତୃତୀୟ ଉପାୟ ହେଉଛି Cloning | |ତୃତୀୟ ଉପାୟ ହେଉଛି Cloning | ||
+ | |||
|- | |- | ||
| 02:44 | | 02:44 | ||
| Ellipse ଉପରେ କ୍ଲିକ କରନ୍ତୁ ଏବଂ ଏକ clone କରିବା ପାଇଁ Alt + D ଦାବନ୍ତୁ | | Ellipse ଉପରେ କ୍ଲିକ କରନ୍ତୁ ଏବଂ ଏକ clone କରିବା ପାଇଁ Alt + D ଦାବନ୍ତୁ | ||
+ | |||
|- | |- | ||
| 02:49 | | 02:49 | ||
| ପୂର୍ବପରି କ୍ଲୋନ ଅବଜେକ୍ଟ, ମୂଳ ଅବଜେକ୍ଟର ଠିକ ଉପରେ ତିଆରି ହେଲା | | ପୂର୍ବପରି କ୍ଲୋନ ଅବଜେକ୍ଟ, ମୂଳ ଅବଜେକ୍ଟର ଠିକ ଉପରେ ତିଆରି ହେଲା | ||
+ | |||
|- | |- | ||
| 02:55 | | 02:55 | ||
| ଏହାକୁ ଦୃଶ୍ୟମାନ କରାଇବା ପାଇଁ ଗୋଟିଏ ପାର୍ଶ୍ୱକୁ ଘୁଞ୍ଚାନ୍ତୁ | | ଏହାକୁ ଦୃଶ୍ୟମାନ କରାଇବା ପାଇଁ ଗୋଟିଏ ପାର୍ଶ୍ୱକୁ ଘୁଞ୍ଚାନ୍ତୁ | ||
+ | |||
|- | |- | ||
| 02:58 | | 02:58 | ||
| ମନେରଖନ୍ତୁ, କ୍ଲୋନ ଅବଜେକ୍ଟ ସର୍ବଦା ମୂଳ ଅବଜେକ୍ଟ ସହିତ ଲିଙ୍କ ହୋଇକରି ଥିବ | | ମନେରଖନ୍ତୁ, କ୍ଲୋନ ଅବଜେକ୍ଟ ସର୍ବଦା ମୂଳ ଅବଜେକ୍ଟ ସହିତ ଲିଙ୍କ ହୋଇକରି ଥିବ | ||
+ | |||
|- | |- | ||
| 03:04 | | 03:04 | ||
| ମୂଳ ଅବଜେକ୍ଟକୁ ଏହାର ପ୍ୟାରେଣ୍ଟ୍ ବୋଲି ମଧ୍ୟ କୁହାଯାଏ | | ମୂଳ ଅବଜେକ୍ଟକୁ ଏହାର ପ୍ୟାରେଣ୍ଟ୍ ବୋଲି ମଧ୍ୟ କୁହାଯାଏ | ||
+ | |||
|- | |- | ||
| 03:08 | | 03:08 | ||
| ମୂଳ ଅବଜେକ୍ଟର ଆକାର, ରଙ୍ଗ, ଇତ୍ୟାଦିରେ କୌଣସି ପରିବର୍ତ୍ତନ, ତାହାର cloneକୁ ପ୍ରଭାବିତ କରିବ | | ମୂଳ ଅବଜେକ୍ଟର ଆକାର, ରଙ୍ଗ, ଇତ୍ୟାଦିରେ କୌଣସି ପରିବର୍ତ୍ତନ, ତାହାର cloneକୁ ପ୍ରଭାବିତ କରିବ | ||
+ | |||
|- | |- | ||
|03:16 | |03:16 | ||
|ମୂଳ ଅବଜେକ୍ଟର ରଙ୍ଗ ଗୋଲାପୀକୁ ବଦଳାଇ, ଏହାକୁ ଘୂରାଇ ଏବଂ ଆକାରକୁ ଛୋଟକରି ଚାଲନ୍ତୁ ଏହାକୁ ଯାଞ୍ଚ କରିବା | |ମୂଳ ଅବଜେକ୍ଟର ରଙ୍ଗ ଗୋଲାପୀକୁ ବଦଳାଇ, ଏହାକୁ ଘୂରାଇ ଏବଂ ଆକାରକୁ ଛୋଟକରି ଚାଲନ୍ତୁ ଏହାକୁ ଯାଞ୍ଚ କରିବା | ||
+ | |||
|- | |- | ||
| 03:30 | | 03:30 | ||
| ଦେଖନ୍ତୁ, ସମାନ ପରିବର୍ତ୍ତନ କ୍ଲୋନ ଅବଜେକ୍ଟ ଉପରେ ଆପେଆପେ ହୋଇଗଲା | | ଦେଖନ୍ତୁ, ସମାନ ପରିବର୍ତ୍ତନ କ୍ଲୋନ ଅବଜେକ୍ଟ ଉପରେ ଆପେଆପେ ହୋଇଗଲା | ||
+ | |||
|- | |- | ||
| 03:36 | | 03:36 | ||
| Clone କୁ ମୂଳ ଅବଜେକ୍ଟରୁ ଅଲଗା କରିବା ପାଇଁ, ପ୍ରଥମେ cloneକୁ ସିଲେକ୍ଟ କରନ୍ତୁ ଓ Shift + Alt + D ଦାବନ୍ତୁ | | Clone କୁ ମୂଳ ଅବଜେକ୍ଟରୁ ଅଲଗା କରିବା ପାଇଁ, ପ୍ରଥମେ cloneକୁ ସିଲେକ୍ଟ କରନ୍ତୁ ଓ Shift + Alt + D ଦାବନ୍ତୁ | ||
+ | |||
|- | |- | ||
| 03:44 | | 03:44 | ||
| ଏବେ, ପୁଣିଥରେ ମୂଳ ଅବଜେକ୍ଟକୁ ସିଲେକ୍ଟ କରି ଆକାର ବଦଳାନ୍ତୁ | | ଏବେ, ପୁଣିଥରେ ମୂଳ ଅବଜେକ୍ଟକୁ ସିଲେକ୍ଟ କରି ଆକାର ବଦଳାନ୍ତୁ | ||
+ | |||
|- | |- | ||
| 03:50 | | 03:50 | ||
| ଦେଖନ୍ତୁ, କ୍ଲୋନ ଅବଜେକ୍ଟଟି ପ୍ରଭାବିତ ହେବ ନାହିଁ | | ଦେଖନ୍ତୁ, କ୍ଲୋନ ଅବଜେକ୍ଟଟି ପ୍ରଭାବିତ ହେବ ନାହିଁ | ||
+ | |||
|- | |- | ||
| 03:54 | | 03:54 | ||
| ଏହି ଅପରେସନଗୁଡିକର ସର୍ଟକଟ ଆଇକନ୍ ଗୁଡ଼ିକୁ command bar ରେ ଦେଖିବାକୁ ପାଇବେ | | ଏହି ଅପରେସନଗୁଡିକର ସର୍ଟକଟ ଆଇକନ୍ ଗୁଡ଼ିକୁ command bar ରେ ଦେଖିବାକୁ ପାଇବେ | ||
+ | |||
|- | |- | ||
|04:01 | |04:01 | ||
| ଏକାଧିକ ଅବଜେକ୍ଟ ସିଲେକ୍ଟ କରିବା ପାଇଁ, Shift କି କୁ ଦାବିଧରି ସିଲେକ୍ଟ କରିବାକୁ ଚାହୁଥିବା ଅବଜେକ୍ଟଗୁଡ଼ିକ ଉପରେ କ୍ଲିକ କରନ୍ତୁ | | ଏକାଧିକ ଅବଜେକ୍ଟ ସିଲେକ୍ଟ କରିବା ପାଇଁ, Shift କି କୁ ଦାବିଧରି ସିଲେକ୍ଟ କରିବାକୁ ଚାହୁଥିବା ଅବଜେକ୍ଟଗୁଡ଼ିକ ଉପରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 04:08 | | 04:08 | ||
| ମୁଁ ପ୍ରଥମେ ଗୋଟିଏ ଏଲିପ୍ସ ସିଲେକ୍ଟ କରିବି. ତା’ପରେ Shift କୁ ଦାବିଧରି ଆଉ ଗୋଟିଏ ଏଲିପ୍ସ ସିଲେକ୍ଟ କରିବି | | ମୁଁ ପ୍ରଥମେ ଗୋଟିଏ ଏଲିପ୍ସ ସିଲେକ୍ଟ କରିବି. ତା’ପରେ Shift କୁ ଦାବିଧରି ଆଉ ଗୋଟିଏ ଏଲିପ୍ସ ସିଲେକ୍ଟ କରିବି | ||
+ | |||
|- | |- | ||
| 04:15 | | 04:15 | ||
| ଦେଖନ୍ତୁ, ଉଭୟ ଅବଜେକ୍ଟସ୍ ସିଲେକ୍ଟ ହୋଇଗଲା | | ଦେଖନ୍ତୁ, ଉଭୟ ଅବଜେକ୍ଟସ୍ ସିଲେକ୍ଟ ହୋଇଗଲା | ||
+ | |||
|- | |- | ||
| 04:19 | | 04:19 | ||
| ସେଗୁଡ଼ିକୁ ଗ୍ରୁପ୍ କରିବା ପାଇଁ ଏକାସଙ୍ଗେ Ctrl + G ଦାବନ୍ତୁ | | ସେଗୁଡ଼ିକୁ ଗ୍ରୁପ୍ କରିବା ପାଇଁ ଏକାସଙ୍ଗେ Ctrl + G ଦାବନ୍ତୁ | ||
+ | |||
|- | |- | ||
| 04:24 | | 04:24 | ||
| ଦେଖନ୍ତୁ, ଏଲିପ୍ସଗୁଡିକ ଗ୍ରୁପ୍ ହୋଇ ଗୋଟିଏ ଅବଜେକ୍ଟ ହୋଇଗଲା | | ଦେଖନ୍ତୁ, ଏଲିପ୍ସଗୁଡିକ ଗ୍ରୁପ୍ ହୋଇ ଗୋଟିଏ ଅବଜେକ୍ଟ ହୋଇଗଲା | ||
+ | |||
|- | |- | ||
| 04:28 | | 04:28 | ||
| ଆପଣ ସେଗୁଡ଼ିକୁ ଚାରିଆଡ଼େ ବୁଲାଇଲେ, ଉଭୟ ଅବଜେକ୍ଟ ଗୋଟିଏ ଅବଜେକ୍ଟ ଭଳି ଘୁଞ୍ଚିବାର ଦେଖିବେ | | ଆପଣ ସେଗୁଡ଼ିକୁ ଚାରିଆଡ଼େ ବୁଲାଇଲେ, ଉଭୟ ଅବଜେକ୍ଟ ଗୋଟିଏ ଅବଜେକ୍ଟ ଭଳି ଘୁଞ୍ଚିବାର ଦେଖିବେ | ||
+ | |||
|- | |- | ||
| 04:35 | | 04:35 | ||
| ଗ୍ରୁପ୍ କୁ ରିସାଇଜ୍ କରିବା ପାଇଁ ଚେଷ୍ଟା କଲେ ଉଭୟ ଅବଜେକ୍ଟ ସମାନ ଅନୁପାତରେ ରିସାଇଜ୍ ହେବ | | ଗ୍ରୁପ୍ କୁ ରିସାଇଜ୍ କରିବା ପାଇଁ ଚେଷ୍ଟା କଲେ ଉଭୟ ଅବଜେକ୍ଟ ସମାନ ଅନୁପାତରେ ରିସାଇଜ୍ ହେବ | ||
+ | |||
|- | |- | ||
| 04:43 | | 04:43 | ||
| ରଙ୍ଗକୁ ନୀଳ କରନ୍ତୁ ଏବଂ ଉଭୟ ଅବଜେକ୍ଟ ସମାନ ରଙ୍ଗକୁ ବଦଳି ଯିବାର ଦେଖନ୍ତୁ | | ରଙ୍ଗକୁ ନୀଳ କରନ୍ତୁ ଏବଂ ଉଭୟ ଅବଜେକ୍ଟ ସମାନ ରଙ୍ଗକୁ ବଦଳି ଯିବାର ଦେଖନ୍ତୁ | ||
+ | |||
|- | |- | ||
| 04:53 | | 04:53 | ||
| ଗ୍ରୁପ୍ ରେ ଥିବା କୌଣସି ଗୋଟିଏ ଅବଜେକ୍ଟର ପ୍ରପର୍ଟି ବଦଳାଇବାକୁ ଚାହିଁଲେ, ଆମେ କ’ଣ କରିବା? | | ଗ୍ରୁପ୍ ରେ ଥିବା କୌଣସି ଗୋଟିଏ ଅବଜେକ୍ଟର ପ୍ରପର୍ଟି ବଦଳାଇବାକୁ ଚାହିଁଲେ, ଆମେ କ’ଣ କରିବା? | ||
+ | |||
|- | |- | ||
| 05:01 | | 05:01 | ||
| ଗ୍ରୁପ୍ ମଧ୍ୟରେ ଥିବା କୌଣସି ଗୋଟିଏ ଅବଜେକ୍ଟକୁ ସିଲେକ୍ଟ କରିବା ପାଇଁ, Ctrl କୁ ଦାବି ତାହା ଉପରେ କ୍ଲିକ୍ କରନ୍ତୁ | | ଗ୍ରୁପ୍ ମଧ୍ୟରେ ଥିବା କୌଣସି ଗୋଟିଏ ଅବଜେକ୍ଟକୁ ସିଲେକ୍ଟ କରିବା ପାଇଁ, Ctrl କୁ ଦାବି ତାହା ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 05:08 | | 05:08 | ||
| ଏହିପରି, ଆମେ ଗ୍ରୁପ୍ ଭିତରେ ପ୍ରବେଶ କରି ପୃଥକ୍ ଅବଜେକ୍ଟ ଚୟନ କରିପାରିବା | | ଏହିପରି, ଆମେ ଗ୍ରୁପ୍ ଭିତରେ ପ୍ରବେଶ କରି ପୃଥକ୍ ଅବଜେକ୍ଟ ଚୟନ କରିପାରିବା | ||
+ | |||
|- | |- | ||
| 05:13 | | 05:13 | ||
| ଗ୍ରୁପ୍ ରୁ ବାହାରିବା ପାଇଁ, କାନଭାସରେ ଖାଲିଥିବା ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ | | ଗ୍ରୁପ୍ ରୁ ବାହାରିବା ପାଇଁ, କାନଭାସରେ ଖାଲିଥିବା ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 05:18 | | 05:18 | ||
| ଅବଜେକ୍ଟଗୁଡିକୁ ଅନଗ୍ରୁପ କରିବା ପାଇଁ, ପ୍ରଥମେ ଗ୍ରୁପ ସିଲେକ୍ଟ କରି Ctrl + Shift + G କିମ୍ବା Ctrl + U ଦାବନ୍ତୁ | | ଅବଜେକ୍ଟଗୁଡିକୁ ଅନଗ୍ରୁପ କରିବା ପାଇଁ, ପ୍ରଥମେ ଗ୍ରୁପ ସିଲେକ୍ଟ କରି Ctrl + Shift + G କିମ୍ବା Ctrl + U ଦାବନ୍ତୁ | ||
+ | |||
|- | |- | ||
| 05:28 | | 05:28 | ||
| ଏବେ, ଏଲିପ୍ସଗୁଡିକ ଅନଗ୍ରୁପ ହୋଇଗଲେ | | ଏବେ, ଏଲିପ୍ସଗୁଡିକ ଅନଗ୍ରୁପ ହୋଇଗଲେ | ||
+ | |||
|- | |- | ||
| 05:31 | | 05:31 | ||
| ଏହି ଅପରେସନଗୁଡିକର ସର୍ଟକଟ ଆଇକନ୍ସ, ପ୍ରଦର୍ଶିତ କମାଣ୍ଡ ବାରରେ ଅଛି | | ଏହି ଅପରେସନଗୁଡିକର ସର୍ଟକଟ ଆଇକନ୍ସ, ପ୍ରଦର୍ଶିତ କମାଣ୍ଡ ବାରରେ ଅଛି | ||
+ | |||
|- | |- | ||
| 05:36 | | 05:36 | ||
| କାନଭାସରେ ଥିବା ସମସ୍ତ ଅବଜେକ୍ଟକୁ ସିଲେକ୍ଟ କରିବା ପାଇଁ Ctrl + A ଦାବନ୍ତୁ | | କାନଭାସରେ ଥିବା ସମସ୍ତ ଅବଜେକ୍ଟକୁ ସିଲେକ୍ଟ କରିବା ପାଇଁ Ctrl + A ଦାବନ୍ତୁ | ||
+ | |||
|- | |- | ||
| 05:42 | | 05:42 | ||
| କାନଭାସରେ ଖାଲିଥିବା ଯେକୌଣସି ସ୍ଥାନରେ କ୍ଲିକ୍ କଲେ ଅବଜେକ୍ଟଗୁଡିକ ଅନ୍-ସିଲେକ୍ଟ ହୋଇଯିବ | | କାନଭାସରେ ଖାଲିଥିବା ଯେକୌଣସି ସ୍ଥାନରେ କ୍ଲିକ୍ କଲେ ଅବଜେକ୍ଟଗୁଡିକ ଅନ୍-ସିଲେକ୍ଟ ହୋଇଯିବ | ||
+ | |||
|- | |- | ||
| 05:48 | | 05:48 | ||
| ଗୋଟିଏ ଅବଜେକ୍ଟ କୁ ଛାଡି, ବାକି ଅବଜେକ୍ଟଗୁଡିକୁ ସିଲେକ୍ଟ କରିବା ପାଇଁ ଆମେ Invert Selection option ବ୍ୟବହାର କରିପାରିବା | | ଗୋଟିଏ ଅବଜେକ୍ଟ କୁ ଛାଡି, ବାକି ଅବଜେକ୍ଟଗୁଡିକୁ ସିଲେକ୍ଟ କରିବା ପାଇଁ ଆମେ Invert Selection option ବ୍ୟବହାର କରିପାରିବା | ||
+ | |||
|- | |- | ||
| 05:55 | | 05:55 | ||
| ଯେପରି, ଯଦି ଆମେ ଆରୋ ବ୍ୟତୀତ ଅନ୍ୟ ସମସ୍ତ ଅବଜେକ୍ଟ ସିଲେକ୍ଟ କରିବାକୁ ଚାହୁଁଥିବା | | ଯେପରି, ଯଦି ଆମେ ଆରୋ ବ୍ୟତୀତ ଅନ୍ୟ ସମସ୍ତ ଅବଜେକ୍ଟ ସିଲେକ୍ଟ କରିବାକୁ ଚାହୁଁଥିବା | ||
+ | |||
|- | |- | ||
| 05:59 | | 05:59 | ||
| ତେବେ, ପ୍ରଥମେ ଆରୋ ଉପରେ କ୍ଲିକ୍ କରି Edit ମେନୁରେ ଥିବା Invert selection ରେ କ୍ଲିକ୍ କରିବା | | ତେବେ, ପ୍ରଥମେ ଆରୋ ଉପରେ କ୍ଲିକ୍ କରି Edit ମେନୁରେ ଥିବା Invert selection ରେ କ୍ଲିକ୍ କରିବା | ||
+ | |||
|- | |- | ||
| 06:08 | | 06:08 | ||
| ଦେଖନ୍ତୁ, କାନଭାସରେ ଆରୋ ବ୍ୟତୀତ ସମସ୍ତ ଅବଜେକ୍ଟ ସିଲେକ୍ଟ ହୋଇଛି | | ଦେଖନ୍ତୁ, କାନଭାସରେ ଆରୋ ବ୍ୟତୀତ ସମସ୍ତ ଅବଜେକ୍ଟ ସିଲେକ୍ଟ ହୋଇଛି | ||
+ | |||
|- | |- | ||
| 06:16 | | 06:16 | ||
| ଏବେ, ଅବଜେକ୍ଟଗୁଡିକୁ କ୍ରମରେ ରଖିବା ବିଷୟରେ ଶିଖିବା | | ଏବେ, ଅବଜେକ୍ଟଗୁଡିକୁ କ୍ରମରେ ରଖିବା ବିଷୟରେ ଶିଖିବା | ||
+ | |||
|- | |- | ||
| 06:20 | | 06:20 | ||
| ମୁଁ ଛୋଟ ପେଣ୍ଟାଗନକୁ ବଡ ପେଣ୍ଟାଗନ ଉପରକୁ ଘୁଞ୍ଚାଇବି | | ମୁଁ ଛୋଟ ପେଣ୍ଟାଗନକୁ ବଡ ପେଣ୍ଟାଗନ ଉପରକୁ ଘୁଞ୍ଚାଇବି | ||
+ | |||
|- | |- | ||
| 06:25 | | 06:25 | ||
| ବର୍ତ୍ତମାନ, ଗୋଟିଏ ଷ୍ଟାର ଆଙ୍କି ତାହାକୁ ଛୋଟ ପେଣ୍ଟାଗନ ଉପରେ ରଖିବା | | ବର୍ତ୍ତମାନ, ଗୋଟିଏ ଷ୍ଟାର ଆଙ୍କି ତାହାକୁ ଛୋଟ ପେଣ୍ଟାଗନ ଉପରେ ରଖିବା | ||
+ | |||
|- | |- | ||
| 06:36 | | 06:36 | ||
| ଛୋଟ ପେଣ୍ଟାଗନକୁ ସିଲେକ୍ଟ କରି, Object ମେନୁରେ ଥିବା Raise ଉପରେ କ୍ଲିକ କରନ୍ତୁ | | ଛୋଟ ପେଣ୍ଟାଗନକୁ ସିଲେକ୍ଟ କରି, Object ମେନୁରେ ଥିବା Raise ଉପରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 06:42 | | 06:42 | ||
| ଦେଖନ୍ତୁ, ଛୋଟ ପେଣ୍ଟାଗନଟି ଏବେ ବଡ ହୋଇ ଷ୍ଟାର ଉପରକୁ ଚାଲିଆସିଲା | | ଦେଖନ୍ତୁ, ଛୋଟ ପେଣ୍ଟାଗନଟି ଏବେ ବଡ ହୋଇ ଷ୍ଟାର ଉପରକୁ ଚାଲିଆସିଲା | ||
+ | |||
|- | |- | ||
| 06:47 | | 06:47 | ||
| ଏବେ, ଷ୍ଟାର ଉପରେ କ୍ଲିକ କରି Object ମେନୁରେ ଥିବା Lower ଉପରେ କ୍ଲିକ କରନ୍ତୁ | | ଏବେ, ଷ୍ଟାର ଉପରେ କ୍ଲିକ କରି Object ମେନୁରେ ଥିବା Lower ଉପରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 06:53 | | 06:53 | ||
| ବର୍ତ୍ତମାନ, ଷ୍ଟାର ତଳକୁ ଚାଲିଯିବ ଏବଂ ତାହା ଉପରେ ଏବେ ବଡ ପେଣ୍ଟାଗନ ଦୃଶ୍ୟମାନ ହେବ | | ବର୍ତ୍ତମାନ, ଷ୍ଟାର ତଳକୁ ଚାଲିଯିବ ଏବଂ ତାହା ଉପରେ ଏବେ ବଡ ପେଣ୍ଟାଗନ ଦୃଶ୍ୟମାନ ହେବ | ||
+ | |||
|- | |- | ||
| 07:00 | | 07:00 | ||
| ମୁଁ ଏବେ ବଡ ପେଣ୍ଟାଗନ ଉପରେ କ୍ଲିକ କରି Object ମେନୁରେ ଥିବା Raise to top ଉପରେ କ୍ଲିକ କରିବି. ବଡ ପେଣ୍ଟାଗନଟି ଏବେ ଉପରେ ଦେଖାଗଲା | | ମୁଁ ଏବେ ବଡ ପେଣ୍ଟାଗନ ଉପରେ କ୍ଲିକ କରି Object ମେନୁରେ ଥିବା Raise to top ଉପରେ କ୍ଲିକ କରିବି. ବଡ ପେଣ୍ଟାଗନଟି ଏବେ ଉପରେ ଦେଖାଗଲା | ||
+ | |||
|- | |- | ||
| 07:11 | | 07:11 | ||
| ପୁନର୍ବାର Object ମେନୁରେ ଥିବା Lower to bottom ଉପରେ କ୍ଲିକ କରିବି. ଦେଖନ୍ତୁ, ବଡ ପେଣ୍ଟାଗନଟି ଏବେ ତଳକୁ ଚାଲିଗଲା | | ପୁନର୍ବାର Object ମେନୁରେ ଥିବା Lower to bottom ଉପରେ କ୍ଲିକ କରିବି. ଦେଖନ୍ତୁ, ବଡ ପେଣ୍ଟାଗନଟି ଏବେ ତଳକୁ ଚାଲିଗଲା | ||
+ | |||
|- | |- | ||
| 07:20 | | 07:20 | ||
| ଆମେ ଏହି ଅପ୍ସନଗୁଡିକ Tool controls bar ରେ ମଧ୍ୟ ପାଇପାରିବା | | ଆମେ ଏହି ଅପ୍ସନଗୁଡିକ Tool controls bar ରେ ମଧ୍ୟ ପାଇପାରିବା | ||
+ | |||
|- | |- | ||
| 07:25 | | 07:25 | ||
| ଏହାପରେ କିପରି Clipping କରାଯାଏ, ଶିଖିବା | | ଏହାପରେ କିପରି Clipping କରାଯାଏ, ଶିଖିବା | ||
+ | |||
|- | |- | ||
| 07:28 | | 07:28 | ||
| Clipping ଆପଣଙ୍କର ଜଟିଳ ଅବଜେକ୍ଟଗୁଡିକୁ ଦ୍ରୁତ | | Clipping ଆପଣଙ୍କର ଜଟିଳ ଅବଜେକ୍ଟଗୁଡିକୁ ଦ୍ରୁତ | ||
+ | |||
|- | |- | ||
| 07:31 | | 07:31 | ||
| ଓ ସରଳତାର ସହ ସେଗୁଡ଼ିକର ପୂର୍ଣ୍ଣ ଆକାରକୁ ବଦଳାଇ | | ଓ ସରଳତାର ସହ ସେଗୁଡ଼ିକର ପୂର୍ଣ୍ଣ ଆକାରକୁ ବଦଳାଇ | ||
+ | |||
|- | |- | ||
| 07:35 | | 07:35 | ||
| ଆପଣଙ୍କ ଡିଜାଇନର ଅନ୍ୟ element ବା ଆକାରକୁ ତାହା ଅନୁରୂପ କରିଥାଏ | | ଆପଣଙ୍କ ଡିଜାଇନର ଅନ୍ୟ element ବା ଆକାରକୁ ତାହା ଅନୁରୂପ କରିଥାଏ | ||
+ | |||
|- | |- | ||
| 07:39 | | 07:39 | ||
| ଏହି ପ୍ରଦର୍ଶନ ପାଇଁ ମୋ ପାଖରେ ଥିବା ଏକ ନୂଆ Inkscape ଫାଇଲରେ ଥିବା ଗୋଟିଏ ଇମେଜ୍ ବ୍ୟବହାର କରିବି | | ଏହି ପ୍ରଦର୍ଶନ ପାଇଁ ମୋ ପାଖରେ ଥିବା ଏକ ନୂଆ Inkscape ଫାଇଲରେ ଥିବା ଗୋଟିଏ ଇମେଜ୍ ବ୍ୟବହାର କରିବି | ||
+ | |||
|- | |- | ||
| 07:45 | | 07:45 | ||
| ଏହି image ଉପରେ ମୁଁ ଗୋଟିଏ ଏଲିପ୍ସ ଆଙ୍କିବି | | ଏହି image ଉପରେ ମୁଁ ଗୋଟିଏ ଏଲିପ୍ସ ଆଙ୍କିବି | ||
+ | |||
|- | |- | ||
|07:49 | |07:49 | ||
| ଏବେ, ଇମେଜ ଓ ଏଲିପ୍ସକୁ ସିଲେକ୍ଟ କରନ୍ତୁ | | ଏବେ, ଇମେଜ ଓ ଏଲିପ୍ସକୁ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
| 07:53 | | 07:53 | ||
| ଅବଜେକ୍ଟ ମେନୁକୁ ଯାଇ Clip ଉପରେ ଓ ତା’ପରେ Set ଉପରେ କ୍ଲିକ କରନ୍ତୁ | | ଅବଜେକ୍ଟ ମେନୁକୁ ଯାଇ Clip ଉପରେ ଓ ତା’ପରେ Set ଉପରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 07:59 | | 07:59 | ||
| ବର୍ତ୍ତମାନ ଦେଖନ୍ତୁ ଯେ, ଇମେଜଟି ଏଲିପ୍ସର ଆକାର ସହ କ୍ଲିପ ହୋଇଯାଇଛି | | ବର୍ତ୍ତମାନ ଦେଖନ୍ତୁ ଯେ, ଇମେଜଟି ଏଲିପ୍ସର ଆକାର ସହ କ୍ଲିପ ହୋଇଯାଇଛି | ||
+ | |||
|- | |- | ||
| 08:04 | | 08:04 | ||
| କ୍ଲିପିଂରେ, କ୍ଲିପ ଭାବରେ ବ୍ୟବହୃତ ଅବଜେକ୍ଟର ଆକାର, ଦୃଶ୍ୟମାନ ଏରିଆକୁ ବୁଝାଇଥାଏ | | କ୍ଲିପିଂରେ, କ୍ଲିପ ଭାବରେ ବ୍ୟବହୃତ ଅବଜେକ୍ଟର ଆକାର, ଦୃଶ୍ୟମାନ ଏରିଆକୁ ବୁଝାଇଥାଏ | ||
+ | |||
|- | |- | ||
| 08:09 | | 08:09 | ||
| ଆମେ Object ମେନୁକୁ ଫେରି ପ୍ରଥମେ Clip ଉପରେ ଓ ତା’ପରେ Release ଉପରେ କ୍ଲିକ କରି କ୍ଲିପକୁ ହଟାଇ ପାରିବା | | ଆମେ Object ମେନୁକୁ ଫେରି ପ୍ରଥମେ Clip ଉପରେ ଓ ତା’ପରେ Release ଉପରେ କ୍ଲିକ କରି କ୍ଲିପକୁ ହଟାଇ ପାରିବା | ||
+ | |||
|- | |- | ||
| 08:17 | | 08:17 | ||
| ବର୍ତ୍ତମାନ clip ହଟିଗଲା | | ବର୍ତ୍ତମାନ clip ହଟିଗଲା | ||
+ | |||
|- | |- | ||
| 08:19 | | 08:19 | ||
| ଏହାପରେ Masking କରିବା ବିଷୟରେ ଶିଖିବା | | ଏହାପରେ Masking କରିବା ବିଷୟରେ ଶିଖିବା | ||
+ | |||
|- | |- | ||
| 08:22 | | 08:22 | ||
| Masking, Clipping ପରି ସମାନ ଅଟେ | | Masking, Clipping ପରି ସମାନ ଅଟେ | ||
+ | |||
|- | |- | ||
| 08:25 | | 08:25 | ||
| Masking ରେ ଗୋଟିଏ ଅବଜେକ୍ଟର transparency ବା lightness, ଦ୍ଵିତୀୟ ଅବଜେକ୍ଟର opacityକୁ ନିର୍ଦ୍ଧାରଣ କରିଥାଏ | | Masking ରେ ଗୋଟିଏ ଅବଜେକ୍ଟର transparency ବା lightness, ଦ୍ଵିତୀୟ ଅବଜେକ୍ଟର opacityକୁ ନିର୍ଦ୍ଧାରଣ କରିଥାଏ | ||
+ | |||
|- | |- | ||
| 08:32 | | 08:32 | ||
|Maskingକୁ ଦେଖାଇବା ପାଇଁ ମୁଁ ପ୍ରଥମେ ଗ୍ରେଡିଏଣ୍ଟ ଟୁଲ ବ୍ୟବହାର କରି ଏଲିପ୍ସକୁ ଅର୍ଦ୍ଧ-ପାରଦର୍ଶୀ କରିବି | |Maskingକୁ ଦେଖାଇବା ପାଇଁ ମୁଁ ପ୍ରଥମେ ଗ୍ରେଡିଏଣ୍ଟ ଟୁଲ ବ୍ୟବହାର କରି ଏଲିପ୍ସକୁ ଅର୍ଦ୍ଧ-ପାରଦର୍ଶୀ କରିବି | ||
+ | |||
|- | |- | ||
| 08:38 | | 08:38 | ||
| ବର୍ତ୍ତମାନ ଏଲିପ୍ସକୁ ସିଲେକ୍ଟ କରନ୍ତୁ | | ବର୍ତ୍ତମାନ ଏଲିପ୍ସକୁ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
| 08:40 | | 08:40 | ||
| Object ମେନୁକୁ ଯାଆନ୍ତୁ. Fill and stroke ଉପରେ କ୍ଲିକ କରନ୍ତୁ | | Object ମେନୁକୁ ଯାଆନ୍ତୁ. Fill and stroke ଉପରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 08:44 | | 08:44 | ||
| Radial gradient ଉପରେ କ୍ଲିକ କରି Edit ଉପରେ କ୍ଲିକ କରନ୍ତୁ | | Radial gradient ଉପରେ କ୍ଲିକ କରି Edit ଉପରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 08:50 | | 08:50 | ||
| କଲରକୁ ଧଳା କରିବା ପାଇଁ RGB ସ୍ଲାଇଡର୍ସକୁ ପୁରା ଡାହାଣକୁ ଘୁଞ୍ଚାନ୍ତୁ | | କଲରକୁ ଧଳା କରିବା ପାଇଁ RGB ସ୍ଲାଇଡର୍ସକୁ ପୁରା ଡାହାଣକୁ ଘୁଞ୍ଚାନ୍ତୁ | ||
+ | |||
|- | |- | ||
| 09:00 | | 09:00 | ||
| Stop ଡ୍ରପ ଡାଉନ ଆରୋ ଉପରେ କ୍ଲିକ କରନ୍ତୁ ଏବଂ ଅନ୍ୟ Stopକୁ ସିଲେକ୍ଟ କରନ୍ତୁ | | Stop ଡ୍ରପ ଡାଉନ ଆରୋ ଉପରେ କ୍ଲିକ କରନ୍ତୁ ଏବଂ ଅନ୍ୟ Stopକୁ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
| 09:05 | | 09:05 | ||
| କଲରକୁ କଳା କରିବା ପାଇଁ RGB ସ୍ଲାଇଡର୍ସକୁ ପୂରା ବାମକୁ ଘୁଞ୍ଚାଇନିଅନ୍ତୁ ଏବଂ alphaର ଭାଲ୍ୟୁକୁ 255କୁ ବଦଳାନ୍ତୁ | | କଲରକୁ କଳା କରିବା ପାଇଁ RGB ସ୍ଲାଇଡର୍ସକୁ ପୂରା ବାମକୁ ଘୁଞ୍ଚାଇନିଅନ୍ତୁ ଏବଂ alphaର ଭାଲ୍ୟୁକୁ 255କୁ ବଦଳାନ୍ତୁ | ||
+ | |||
|- | |- | ||
| 09:15 | | 09:15 | ||
| ମଝିରେ ଅନ୍ୟ ଏକ କଲର ଦେବାପାଇଁ Add stop ଉପରେ କ୍ଲିକ କରନ୍ତୁ | | ମଝିରେ ଅନ୍ୟ ଏକ କଲର ଦେବାପାଇଁ Add stop ଉପରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 09:20 | | 09:20 | ||
| Node tool ଉପରେ କ୍ଲିକ କରି ଡାଇମଣ୍ଡ ହ୍ୟାଣ୍ଡଲକୁ ଉପର ଆଡକୁ ଘୁଞ୍ଚାନ୍ତୁ | | Node tool ଉପରେ କ୍ଲିକ କରି ଡାଇମଣ୍ଡ ହ୍ୟାଣ୍ଡଲକୁ ଉପର ଆଡକୁ ଘୁଞ୍ଚାନ୍ତୁ | ||
+ | |||
|- | |- | ||
| 09:27 | | 09:27 | ||
| ଏବେ ଇମେଜ ଓ ଏଲିପ୍ସକୁ ସିଲେକ୍ଟ କରନ୍ତୁ | | ଏବେ ଇମେଜ ଓ ଏଲିପ୍ସକୁ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
| 09:30 | | 09:30 | ||
| Object ମେନୁକୁ ଯାଆନ୍ତୁ | | Object ମେନୁକୁ ଯାଆନ୍ତୁ | ||
+ | |||
|- | |- | ||
| 09:32 | | 09:32 | ||
| ପ୍ରଥମେ Mask ଉପରେ ଏବଂ ତା’ପରେ Set ଉପରେ କ୍ଲିକ କରନ୍ତୁ | | ପ୍ରଥମେ Mask ଉପରେ ଏବଂ ତା’ପରେ Set ଉପରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 09:36 | | 09:36 | ||
| ଦେଖନ୍ତୁ, ଇମେଜ ଉପରେ ଏକ mask ତିଆରି ହୋଇଗଲା | | ଦେଖନ୍ତୁ, ଇମେଜ ଉପରେ ଏକ mask ତିଆରି ହୋଇଗଲା | ||
+ | |||
|- | |- | ||
| 09:40 | | 09:40 | ||
| ଲକ୍ଷ୍ୟ କରନ୍ତୁ ଯେ, ଇମେଜଟି masking ଅବଜେକ୍ଟର ସମସ୍ତ ପାରଦର୍ଶି ଗୁଣକୁ ଆହରଣ କରିଛି, ଯାହା ଏଲିପ୍ସ ଅଟେ | | ଲକ୍ଷ୍ୟ କରନ୍ତୁ ଯେ, ଇମେଜଟି masking ଅବଜେକ୍ଟର ସମସ୍ତ ପାରଦର୍ଶି ଗୁଣକୁ ଆହରଣ କରିଛି, ଯାହା ଏଲିପ୍ସ ଅଟେ | ||
+ | |||
|- | |- | ||
| 09:47 | | 09:47 | ||
| ମାସ୍କକୁ ହଟାଇବା ପାଇଁ Object ମେନୁକୁ ଫେରନ୍ତୁ | | ମାସ୍କକୁ ହଟାଇବା ପାଇଁ Object ମେନୁକୁ ଫେରନ୍ତୁ | ||
+ | |||
|- | |- | ||
| 09:51 | | 09:51 | ||
| ପ୍ରଥମେ Mask ଉପରେ ଏବଂ ତା’ପରେ Release ଉପରେ କ୍ଲିକ କରନ୍ତୁ | | ପ୍ରଥମେ Mask ଉପରେ ଏବଂ ତା’ପରେ Release ଉପରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 09:54 | | 09:54 | ||
| ବର୍ତ୍ତମାନ maskଟି ହଟିଗଲା | | ବର୍ତ୍ତମାନ maskଟି ହଟିଗଲା | ||
+ | |||
|- | |- | ||
| 09:56 | | 09:56 | ||
− | | ସଂକ୍ଷିପ୍ତରେ | + | | ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲରେ ଆମେ ଅବଜେକ୍ଟ Copy ଓ paste କରିବା |
− | + | ||
− | + | ||
− | + | ||
|- | |- | ||
| 10:02 | | 10:02 | ||
− | | | + | | ଅବଜେକ୍ଟ Duplicate ଓ clone କରିବା |
+ | |||
|- | |- | ||
| 10:05 | | 10:05 | ||
− | | | + | | ବିଭିନ୍ନ ଅବଜେକ୍ଟ Group ଓ Order କରିବା |
+ | |||
|- | |- | ||
| 10:08 | | 10:08 | ||
− | | | + | | Multiple selection ଓ invert selection |
+ | |||
|- | |- | ||
| 10:10 | | 10:10 | ||
− | | | + | | Clipping ଓ Masking କରିବା ବିଷୟରେ ଶିଖିଲେ |
+ | |||
|- | |- | ||
| 10:12 | | 10:12 | ||
| ଏଠାରେ ଆପଣଙ୍କ ପାଇଁ ଦୁଇଟି ଆସାଇନମେଣ୍ଟ ଅଛି | | ଏଠାରେ ଆପଣଙ୍କ ପାଇଁ ଦୁଇଟି ଆସାଇନମେଣ୍ଟ ଅଛି | ||
+ | |||
|- | |- | ||
| 10:15 | | 10:15 | ||
| ପାଉଁଶିଆ ରଙ୍ଗର ଏକ ଭର୍ଟିକଲ୍ ଏଲିପ୍ସ ଏବଂ କଳା ରଙ୍ଗର ଏକ ବୃତ୍ତ ଆଙ୍କନ୍ତୁ | | ପାଉଁଶିଆ ରଙ୍ଗର ଏକ ଭର୍ଟିକଲ୍ ଏଲିପ୍ସ ଏବଂ କଳା ରଙ୍ଗର ଏକ ବୃତ୍ତ ଆଙ୍କନ୍ତୁ | ||
+ | |||
|- | |- | ||
| 10:20 | | 10:20 | ||
| ବୃତ୍ତଟିକୁ ଏଲିପ୍ସର ଉପର କେନ୍ଦ୍ରରେ ରଖନ୍ତୁ | | ବୃତ୍ତଟିକୁ ଏଲିପ୍ସର ଉପର କେନ୍ଦ୍ରରେ ରଖନ୍ତୁ | ||
+ | |||
|- | |- | ||
| 10:23 | | 10:23 | ||
| ଏହା ଏକ ଆଖି ଭଳି ଦେଖାଯିବା ଉଚିତ | | ଏହା ଏକ ଆଖି ଭଳି ଦେଖାଯିବା ଉଚିତ | ||
+ | |||
|- | |- | ||
| 10:25 | | 10:25 | ||
| ବର୍ତ୍ତମାନ ସେଗୁଡ଼ିକୁ ଗ୍ରୁପ କରନ୍ତୁ | | ବର୍ତ୍ତମାନ ସେଗୁଡ଼ିକୁ ଗ୍ରୁପ କରନ୍ତୁ | ||
+ | |||
|- | |- | ||
| 10:27 | | 10:27 | ||
| ଆଉ ଗୋଟିଏ ଆଖି ବନାଇବା ପାଇଁ ଏକ clone କ୍ରିଏଟ୍ କରନ୍ତୁ | | ଆଉ ଗୋଟିଏ ଆଖି ବନାଇବା ପାଇଁ ଏକ clone କ୍ରିଏଟ୍ କରନ୍ତୁ | ||
+ | |||
|- | |- | ||
| 10:31 | | 10:31 | ||
| ଆଖି ଦୁଇଟିକୁ ଦୃଶ୍ୟମାନ କରିବାପାଇଁ ତାହାକୁ ପାର୍ଶ୍ୱକୁ ଘୁଞ୍ଚାନ୍ତୁ | | ଆଖି ଦୁଇଟିକୁ ଦୃଶ୍ୟମାନ କରିବାପାଇଁ ତାହାକୁ ପାର୍ଶ୍ୱକୁ ଘୁଞ୍ଚାନ୍ତୁ | ||
+ | |||
|- | |- | ||
| 10:35 | | 10:35 | ||
| ନୀଳ ରଙ୍ଗର ଏକ ବୃତ୍ତ ଏବଂ ନାଲି ରଙ୍ଗର ଏକ ବର୍ଗକ୍ଷେତ୍ର ବନାନ୍ତୁ | | ନୀଳ ରଙ୍ଗର ଏକ ବୃତ୍ତ ଏବଂ ନାଲି ରଙ୍ଗର ଏକ ବର୍ଗକ୍ଷେତ୍ର ବନାନ୍ତୁ | ||
+ | |||
|- | |- | ||
| 10:40 | | 10:40 | ||
| ବର୍ଗକ୍ଷେତ୍ରର ଏକ ନକଲ କରନ୍ତୁ ଏବଂ ଦୁଇ ବର୍ଗକ୍ଷେତ୍ରକୁ ତେର୍ଛା ବିପରୀତ ଦିଗରେ ରଖନ୍ତୁ | | ବର୍ଗକ୍ଷେତ୍ରର ଏକ ନକଲ କରନ୍ତୁ ଏବଂ ଦୁଇ ବର୍ଗକ୍ଷେତ୍ରକୁ ତେର୍ଛା ବିପରୀତ ଦିଗରେ ରଖନ୍ତୁ | ||
+ | |||
|- | |- | ||
| 10:45 | | 10:45 | ||
| ଉଭୟ ବର୍ଗକ୍ଷେତ୍ରକୁ ସିଲେକ୍ଟ କରି ସେଗୁଡ଼ିକୁ ଗୋଟିଏ ଅବଜେକ୍ଟରେ ଗ୍ରୁପ କରନ୍ତୁ | | ଉଭୟ ବର୍ଗକ୍ଷେତ୍ରକୁ ସିଲେକ୍ଟ କରି ସେଗୁଡ଼ିକୁ ଗୋଟିଏ ଅବଜେକ୍ଟରେ ଗ୍ରୁପ କରନ୍ତୁ | ||
+ | |||
|- | |- | ||
| 10:50 | | 10:50 | ||
| ଗ୍ରୁପ ହୋଇଥିବା ବର୍ଗକ୍ଷେତ୍ରଗୁଡ଼ିକର ଉପର କେନ୍ଦ୍ରରେ ବୃତ୍ତକୁ ରଖନ୍ତୁ | | ଗ୍ରୁପ ହୋଇଥିବା ବର୍ଗକ୍ଷେତ୍ରଗୁଡ଼ିକର ଉପର କେନ୍ଦ୍ରରେ ବୃତ୍ତକୁ ରଖନ୍ତୁ | ||
+ | |||
|- | |- | ||
| 10:54 | | 10:54 | ||
| ଉଭୟକୁ ସିଲେକ୍ଟ କରି clip କରନ୍ତୁ. ଏହା ଏକ ଧନୁ ପରି ଦେଖାଯିବା ଦରକାର | | ଉଭୟକୁ ସିଲେକ୍ଟ କରି clip କରନ୍ତୁ. ଏହା ଏକ ଧନୁ ପରି ଦେଖାଯିବା ଦରକାର | ||
+ | |||
|- | |- | ||
| 11:00 | | 11:00 | ||
| ଆପଣଙ୍କର ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବା ଉଚିତ | | ଆପଣଙ୍କର ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବା ଉଚିତ | ||
+ | |||
|- | |- | ||
| 11:03 | | 11:03 | ||
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ ଟ୍ୟୁଟୋରିଆଲକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ | | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ ଟ୍ୟୁଟୋରିଆଲକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ | ||
+ | |||
|- | |- | ||
| 11:12 | | 11:12 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ତ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ତ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
+ | |||
|- | |- | ||
| 11:21 | | 11:21 | ||
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | ||
+ | |||
|- | |- | ||
| 11:23 | | 11:23 | ||
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
| 11:31 | | 11:31 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | ||
+ | |||
|- | |- | ||
| 11:35 | | 11:35 | ||
| ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ | | ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ | ||
+ | |||
|- | |- | ||
| 11:38 | | 11:38 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |
− | + | ||
|} | |} |
Latest revision as of 10:31, 7 April 2017
Time | Narration |
00:01 | Inkscape ବ୍ୟବହାର କରି Create and edit multiple objects ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି tutorial ରେ ଆମେ ଶିଖିବା objects କୁ copy ଓ paste କରିବା |
00:13 | Objects ର duplicate ଓ clone କରିବା |
00:16 | ବିଭିନ୍ନ Objects କୁ group ଓ Order କରିବା |
00:19 | Multiple ଓ invert selection କରିବା |
00:22 | Clipping ଓ Masking କରିବା |
00:25 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି Ubuntu Linux OS ଭର୍ସନ୍ 12.04 |
00:31 | Inkscape ଭର୍ସନ୍ 0.48.4 |
00:35 | Dash home କୁ ଯାଆନ୍ତୁ ଓ Inkscape ଟାଇପ୍ କରନ୍ତୁ |
00:39 | Logo ଉପରେ କ୍ଲିକ୍ କରି ମଧ୍ୟ ଆପଣ Inkscape ଖୋଲିପାରିବେ |
00:42 | ଚାଲନ୍ତୁ ପୂର୍ବରୁ ତିଆରି କରାଯାଇଥିବା Assignment_1.svg ଫାଇଲକୁ ଖୋଲିବା |
00:49 | ମୁଁ ଏହାକୁ Documents ଫୋଲଡର୍ ଭିତରେ ସେଭ୍ କରିଥିଲି |
00:52 | ପ୍ରଥମେ ଆମେ ଗୋଟିଏ objectକୁ କିପରି copy ଓ paste କରାଯାଏ, ଶିଖିବା |
00:56 | ଏହା କରିବା ପାଇଁ ପ୍ରଥମେ pentagon ସିଲେକ୍ଟ କରନ୍ତୁ |
01:02 | ବର୍ତ୍ତମାନ ଏହାକୁ copy କରିବା ପାଇଁ Ctrl + C ଦାବନ୍ତୁ |
01:07 | ପେଷ୍ଟ କରିବା ପାଇଁ Ctrl + V ଦାବନ୍ତୁ. ଆପଣ କ୍ୟାନଭାସ୍ ଉପରେ pentagonର ଏକ ପ୍ରତିରୂପ ଦେଖିପାରିବେ |
01:17 | ଅନ୍ୟ ତିନୋଟି ଉପାୟରେ ଅବଜେକ୍ଟର ପ୍ରତିରୂପ କରିହେବ |
01:21 | ଏହି ସମସ୍ତ ତିନୋଟି ଉପାୟରେ ମୂଳ ଅବଜେକ୍ଟର ଠିକ୍ ଉପରେ ତାହାର ପ୍ରତିରୂପ ତିଆରି ହୁଏ |
01:29 | ପ୍ରଥମ ଉପାୟ ହେଉଛି Paste Special |
01:32 | ମନେପକାନ୍ତୁ ଯେ, ଆମେ ଅବଜେକ୍ଟର copy କରିବା ପାଇଁ Ctrl + C ଦାବିସାରିଛେ |
01:38 | ଯେଉଁଠାରୁ କପୀ କରାଯାଇଥିଲା ଠିକ୍ ସେହି ସ୍ଥାନରେ ଅବଜେକ୍ଟ ପେଷ୍ଟ କରିବାକୁ Ctrl + Alt + V ଦାବନ୍ତୁ |
01:47 | ତଳେଥିବା ମୂଳ ଅବଜେକ୍ଟକୁ ଦେଖିବା ପାଇଁ କପି ହୋଇଥିବା ଅବଜେକ୍ଟକୁ ଘୁଞ୍ଚାନ୍ତୁ |
01:54 | ଚାଲନ୍ତୁ ଏହି ଦୁଇ ଅବଜେକ୍ଟକୁ ଘୁଞ୍ଚାଇ କଡରେ ରଖିଦେବା |
01:57 | ଦ୍ଵିତୀୟ ଉପାୟ ହେଉଛି Duplication. Duplication କରିବା ପାଇଁ ଆମକୁ ଅବଜେକ୍ଟ କପି କରିବାକୁ ପଡିବନାହିଁ |
02:05 | Pentagon ସିଲେକ୍ଟ କରି କିବୋର୍ଡରେ Ctrl + D ଦାବନ୍ତୁ |
02:13 | ବର୍ତ୍ତମାନ ଏକ ଡୁପ୍ଲିକେଟ୍ ପେଣ୍ଟାଗନ୍, ଓରିଜିନାଲ୍ ପେଣ୍ଟାଗନ୍ ର ଠିକ୍ ଉପରେ ତିଆରି ହେଲା |
02:19 | ମୂଳ ଅବଜେକ୍ଟକୁ ଦେଖିବା ପାଇଁ ଡୁପ୍ଲିକେଟ ଅବଜେକ୍ଟକୁ ଘୁଞ୍ଚାନ୍ତୁ |
02:25 | ଡୁପ୍ଲିକେଟ ଅବଜେକ୍ଟରେ ହୋଇଥିବା ପରିବର୍ତ୍ତନ ମୂଳ ଅବଜେକ୍ଟକୁ ପ୍ରଭାବିତ କରିବନାହିଁ |
02:32 | ଚାଲନ୍ତୁ ଏହାର ରଙ୍ଗକୁ ସବୁଜରେ ପରିବର୍ତ୍ତନ କରି ଏବଂ ଆକାରକୁ ହ୍ରାସ କରି ଯାଞ୍ଚ କରିବା |
02:40 | ତୃତୀୟ ଉପାୟ ହେଉଛି Cloning |
02:44 | Ellipse ଉପରେ କ୍ଲିକ କରନ୍ତୁ ଏବଂ ଏକ clone କରିବା ପାଇଁ Alt + D ଦାବନ୍ତୁ |
02:49 | ପୂର୍ବପରି କ୍ଲୋନ ଅବଜେକ୍ଟ, ମୂଳ ଅବଜେକ୍ଟର ଠିକ ଉପରେ ତିଆରି ହେଲା |
02:55 | ଏହାକୁ ଦୃଶ୍ୟମାନ କରାଇବା ପାଇଁ ଗୋଟିଏ ପାର୍ଶ୍ୱକୁ ଘୁଞ୍ଚାନ୍ତୁ |
02:58 | ମନେରଖନ୍ତୁ, କ୍ଲୋନ ଅବଜେକ୍ଟ ସର୍ବଦା ମୂଳ ଅବଜେକ୍ଟ ସହିତ ଲିଙ୍କ ହୋଇକରି ଥିବ |
03:04 | ମୂଳ ଅବଜେକ୍ଟକୁ ଏହାର ପ୍ୟାରେଣ୍ଟ୍ ବୋଲି ମଧ୍ୟ କୁହାଯାଏ |
03:08 | ମୂଳ ଅବଜେକ୍ଟର ଆକାର, ରଙ୍ଗ, ଇତ୍ୟାଦିରେ କୌଣସି ପରିବର୍ତ୍ତନ, ତାହାର cloneକୁ ପ୍ରଭାବିତ କରିବ |
03:16 | ମୂଳ ଅବଜେକ୍ଟର ରଙ୍ଗ ଗୋଲାପୀକୁ ବଦଳାଇ, ଏହାକୁ ଘୂରାଇ ଏବଂ ଆକାରକୁ ଛୋଟକରି ଚାଲନ୍ତୁ ଏହାକୁ ଯାଞ୍ଚ କରିବା |
03:30 | ଦେଖନ୍ତୁ, ସମାନ ପରିବର୍ତ୍ତନ କ୍ଲୋନ ଅବଜେକ୍ଟ ଉପରେ ଆପେଆପେ ହୋଇଗଲା |
03:36 | Clone କୁ ମୂଳ ଅବଜେକ୍ଟରୁ ଅଲଗା କରିବା ପାଇଁ, ପ୍ରଥମେ cloneକୁ ସିଲେକ୍ଟ କରନ୍ତୁ ଓ Shift + Alt + D ଦାବନ୍ତୁ |
03:44 | ଏବେ, ପୁଣିଥରେ ମୂଳ ଅବଜେକ୍ଟକୁ ସିଲେକ୍ଟ କରି ଆକାର ବଦଳାନ୍ତୁ |
03:50 | ଦେଖନ୍ତୁ, କ୍ଲୋନ ଅବଜେକ୍ଟଟି ପ୍ରଭାବିତ ହେବ ନାହିଁ |
03:54 | ଏହି ଅପରେସନଗୁଡିକର ସର୍ଟକଟ ଆଇକନ୍ ଗୁଡ଼ିକୁ command bar ରେ ଦେଖିବାକୁ ପାଇବେ |
04:01 | ଏକାଧିକ ଅବଜେକ୍ଟ ସିଲେକ୍ଟ କରିବା ପାଇଁ, Shift କି କୁ ଦାବିଧରି ସିଲେକ୍ଟ କରିବାକୁ ଚାହୁଥିବା ଅବଜେକ୍ଟଗୁଡ଼ିକ ଉପରେ କ୍ଲିକ କରନ୍ତୁ |
04:08 | ମୁଁ ପ୍ରଥମେ ଗୋଟିଏ ଏଲିପ୍ସ ସିଲେକ୍ଟ କରିବି. ତା’ପରେ Shift କୁ ଦାବିଧରି ଆଉ ଗୋଟିଏ ଏଲିପ୍ସ ସିଲେକ୍ଟ କରିବି |
04:15 | ଦେଖନ୍ତୁ, ଉଭୟ ଅବଜେକ୍ଟସ୍ ସିଲେକ୍ଟ ହୋଇଗଲା |
04:19 | ସେଗୁଡ଼ିକୁ ଗ୍ରୁପ୍ କରିବା ପାଇଁ ଏକାସଙ୍ଗେ Ctrl + G ଦାବନ୍ତୁ |
04:24 | ଦେଖନ୍ତୁ, ଏଲିପ୍ସଗୁଡିକ ଗ୍ରୁପ୍ ହୋଇ ଗୋଟିଏ ଅବଜେକ୍ଟ ହୋଇଗଲା |
04:28 | ଆପଣ ସେଗୁଡ଼ିକୁ ଚାରିଆଡ଼େ ବୁଲାଇଲେ, ଉଭୟ ଅବଜେକ୍ଟ ଗୋଟିଏ ଅବଜେକ୍ଟ ଭଳି ଘୁଞ୍ଚିବାର ଦେଖିବେ |
04:35 | ଗ୍ରୁପ୍ କୁ ରିସାଇଜ୍ କରିବା ପାଇଁ ଚେଷ୍ଟା କଲେ ଉଭୟ ଅବଜେକ୍ଟ ସମାନ ଅନୁପାତରେ ରିସାଇଜ୍ ହେବ |
04:43 | ରଙ୍ଗକୁ ନୀଳ କରନ୍ତୁ ଏବଂ ଉଭୟ ଅବଜେକ୍ଟ ସମାନ ରଙ୍ଗକୁ ବଦଳି ଯିବାର ଦେଖନ୍ତୁ |
04:53 | ଗ୍ରୁପ୍ ରେ ଥିବା କୌଣସି ଗୋଟିଏ ଅବଜେକ୍ଟର ପ୍ରପର୍ଟି ବଦଳାଇବାକୁ ଚାହିଁଲେ, ଆମେ କ’ଣ କରିବା? |
05:01 | ଗ୍ରୁପ୍ ମଧ୍ୟରେ ଥିବା କୌଣସି ଗୋଟିଏ ଅବଜେକ୍ଟକୁ ସିଲେକ୍ଟ କରିବା ପାଇଁ, Ctrl କୁ ଦାବି ତାହା ଉପରେ କ୍ଲିକ୍ କରନ୍ତୁ |
05:08 | ଏହିପରି, ଆମେ ଗ୍ରୁପ୍ ଭିତରେ ପ୍ରବେଶ କରି ପୃଥକ୍ ଅବଜେକ୍ଟ ଚୟନ କରିପାରିବା |
05:13 | ଗ୍ରୁପ୍ ରୁ ବାହାରିବା ପାଇଁ, କାନଭାସରେ ଖାଲିଥିବା ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
05:18 | ଅବଜେକ୍ଟଗୁଡିକୁ ଅନଗ୍ରୁପ କରିବା ପାଇଁ, ପ୍ରଥମେ ଗ୍ରୁପ ସିଲେକ୍ଟ କରି Ctrl + Shift + G କିମ୍ବା Ctrl + U ଦାବନ୍ତୁ |
05:28 | ଏବେ, ଏଲିପ୍ସଗୁଡିକ ଅନଗ୍ରୁପ ହୋଇଗଲେ |
05:31 | ଏହି ଅପରେସନଗୁଡିକର ସର୍ଟକଟ ଆଇକନ୍ସ, ପ୍ରଦର୍ଶିତ କମାଣ୍ଡ ବାରରେ ଅଛି |
05:36 | କାନଭାସରେ ଥିବା ସମସ୍ତ ଅବଜେକ୍ଟକୁ ସିଲେକ୍ଟ କରିବା ପାଇଁ Ctrl + A ଦାବନ୍ତୁ |
05:42 | କାନଭାସରେ ଖାଲିଥିବା ଯେକୌଣସି ସ୍ଥାନରେ କ୍ଲିକ୍ କଲେ ଅବଜେକ୍ଟଗୁଡିକ ଅନ୍-ସିଲେକ୍ଟ ହୋଇଯିବ |
05:48 | ଗୋଟିଏ ଅବଜେକ୍ଟ କୁ ଛାଡି, ବାକି ଅବଜେକ୍ଟଗୁଡିକୁ ସିଲେକ୍ଟ କରିବା ପାଇଁ ଆମେ Invert Selection option ବ୍ୟବହାର କରିପାରିବା |
05:55 | ଯେପରି, ଯଦି ଆମେ ଆରୋ ବ୍ୟତୀତ ଅନ୍ୟ ସମସ୍ତ ଅବଜେକ୍ଟ ସିଲେକ୍ଟ କରିବାକୁ ଚାହୁଁଥିବା |
05:59 | ତେବେ, ପ୍ରଥମେ ଆରୋ ଉପରେ କ୍ଲିକ୍ କରି Edit ମେନୁରେ ଥିବା Invert selection ରେ କ୍ଲିକ୍ କରିବା |
06:08 | ଦେଖନ୍ତୁ, କାନଭାସରେ ଆରୋ ବ୍ୟତୀତ ସମସ୍ତ ଅବଜେକ୍ଟ ସିଲେକ୍ଟ ହୋଇଛି |
06:16 | ଏବେ, ଅବଜେକ୍ଟଗୁଡିକୁ କ୍ରମରେ ରଖିବା ବିଷୟରେ ଶିଖିବା |
06:20 | ମୁଁ ଛୋଟ ପେଣ୍ଟାଗନକୁ ବଡ ପେଣ୍ଟାଗନ ଉପରକୁ ଘୁଞ୍ଚାଇବି |
06:25 | ବର୍ତ୍ତମାନ, ଗୋଟିଏ ଷ୍ଟାର ଆଙ୍କି ତାହାକୁ ଛୋଟ ପେଣ୍ଟାଗନ ଉପରେ ରଖିବା |
06:36 | ଛୋଟ ପେଣ୍ଟାଗନକୁ ସିଲେକ୍ଟ କରି, Object ମେନୁରେ ଥିବା Raise ଉପରେ କ୍ଲିକ କରନ୍ତୁ |
06:42 | ଦେଖନ୍ତୁ, ଛୋଟ ପେଣ୍ଟାଗନଟି ଏବେ ବଡ ହୋଇ ଷ୍ଟାର ଉପରକୁ ଚାଲିଆସିଲା |
06:47 | ଏବେ, ଷ୍ଟାର ଉପରେ କ୍ଲିକ କରି Object ମେନୁରେ ଥିବା Lower ଉପରେ କ୍ଲିକ କରନ୍ତୁ |
06:53 | ବର୍ତ୍ତମାନ, ଷ୍ଟାର ତଳକୁ ଚାଲିଯିବ ଏବଂ ତାହା ଉପରେ ଏବେ ବଡ ପେଣ୍ଟାଗନ ଦୃଶ୍ୟମାନ ହେବ |
07:00 | ମୁଁ ଏବେ ବଡ ପେଣ୍ଟାଗନ ଉପରେ କ୍ଲିକ କରି Object ମେନୁରେ ଥିବା Raise to top ଉପରେ କ୍ଲିକ କରିବି. ବଡ ପେଣ୍ଟାଗନଟି ଏବେ ଉପରେ ଦେଖାଗଲା |
07:11 | ପୁନର୍ବାର Object ମେନୁରେ ଥିବା Lower to bottom ଉପରେ କ୍ଲିକ କରିବି. ଦେଖନ୍ତୁ, ବଡ ପେଣ୍ଟାଗନଟି ଏବେ ତଳକୁ ଚାଲିଗଲା |
07:20 | ଆମେ ଏହି ଅପ୍ସନଗୁଡିକ Tool controls bar ରେ ମଧ୍ୟ ପାଇପାରିବା |
07:25 | ଏହାପରେ କିପରି Clipping କରାଯାଏ, ଶିଖିବା |
07:28 | Clipping ଆପଣଙ୍କର ଜଟିଳ ଅବଜେକ୍ଟଗୁଡିକୁ ଦ୍ରୁତ |
07:31 | ଓ ସରଳତାର ସହ ସେଗୁଡ଼ିକର ପୂର୍ଣ୍ଣ ଆକାରକୁ ବଦଳାଇ |
07:35 | ଆପଣଙ୍କ ଡିଜାଇନର ଅନ୍ୟ element ବା ଆକାରକୁ ତାହା ଅନୁରୂପ କରିଥାଏ |
07:39 | ଏହି ପ୍ରଦର୍ଶନ ପାଇଁ ମୋ ପାଖରେ ଥିବା ଏକ ନୂଆ Inkscape ଫାଇଲରେ ଥିବା ଗୋଟିଏ ଇମେଜ୍ ବ୍ୟବହାର କରିବି |
07:45 | ଏହି image ଉପରେ ମୁଁ ଗୋଟିଏ ଏଲିପ୍ସ ଆଙ୍କିବି |
07:49 | ଏବେ, ଇମେଜ ଓ ଏଲିପ୍ସକୁ ସିଲେକ୍ଟ କରନ୍ତୁ |
07:53 | ଅବଜେକ୍ଟ ମେନୁକୁ ଯାଇ Clip ଉପରେ ଓ ତା’ପରେ Set ଉପରେ କ୍ଲିକ କରନ୍ତୁ |
07:59 | ବର୍ତ୍ତମାନ ଦେଖନ୍ତୁ ଯେ, ଇମେଜଟି ଏଲିପ୍ସର ଆକାର ସହ କ୍ଲିପ ହୋଇଯାଇଛି |
08:04 | କ୍ଲିପିଂରେ, କ୍ଲିପ ଭାବରେ ବ୍ୟବହୃତ ଅବଜେକ୍ଟର ଆକାର, ଦୃଶ୍ୟମାନ ଏରିଆକୁ ବୁଝାଇଥାଏ |
08:09 | ଆମେ Object ମେନୁକୁ ଫେରି ପ୍ରଥମେ Clip ଉପରେ ଓ ତା’ପରେ Release ଉପରେ କ୍ଲିକ କରି କ୍ଲିପକୁ ହଟାଇ ପାରିବା |
08:17 | ବର୍ତ୍ତମାନ clip ହଟିଗଲା |
08:19 | ଏହାପରେ Masking କରିବା ବିଷୟରେ ଶିଖିବା |
08:22 | Masking, Clipping ପରି ସମାନ ଅଟେ |
08:25 | Masking ରେ ଗୋଟିଏ ଅବଜେକ୍ଟର transparency ବା lightness, ଦ୍ଵିତୀୟ ଅବଜେକ୍ଟର opacityକୁ ନିର୍ଦ୍ଧାରଣ କରିଥାଏ |
08:32 | Maskingକୁ ଦେଖାଇବା ପାଇଁ ମୁଁ ପ୍ରଥମେ ଗ୍ରେଡିଏଣ୍ଟ ଟୁଲ ବ୍ୟବହାର କରି ଏଲିପ୍ସକୁ ଅର୍ଦ୍ଧ-ପାରଦର୍ଶୀ କରିବି |
08:38 | ବର୍ତ୍ତମାନ ଏଲିପ୍ସକୁ ସିଲେକ୍ଟ କରନ୍ତୁ |
08:40 | Object ମେନୁକୁ ଯାଆନ୍ତୁ. Fill and stroke ଉପରେ କ୍ଲିକ କରନ୍ତୁ |
08:44 | Radial gradient ଉପରେ କ୍ଲିକ କରି Edit ଉପରେ କ୍ଲିକ କରନ୍ତୁ |
08:50 | କଲରକୁ ଧଳା କରିବା ପାଇଁ RGB ସ୍ଲାଇଡର୍ସକୁ ପୁରା ଡାହାଣକୁ ଘୁଞ୍ଚାନ୍ତୁ |
09:00 | Stop ଡ୍ରପ ଡାଉନ ଆରୋ ଉପରେ କ୍ଲିକ କରନ୍ତୁ ଏବଂ ଅନ୍ୟ Stopକୁ ସିଲେକ୍ଟ କରନ୍ତୁ |
09:05 | କଲରକୁ କଳା କରିବା ପାଇଁ RGB ସ୍ଲାଇଡର୍ସକୁ ପୂରା ବାମକୁ ଘୁଞ୍ଚାଇନିଅନ୍ତୁ ଏବଂ alphaର ଭାଲ୍ୟୁକୁ 255କୁ ବଦଳାନ୍ତୁ |
09:15 | ମଝିରେ ଅନ୍ୟ ଏକ କଲର ଦେବାପାଇଁ Add stop ଉପରେ କ୍ଲିକ କରନ୍ତୁ |
09:20 | Node tool ଉପରେ କ୍ଲିକ କରି ଡାଇମଣ୍ଡ ହ୍ୟାଣ୍ଡଲକୁ ଉପର ଆଡକୁ ଘୁଞ୍ଚାନ୍ତୁ |
09:27 | ଏବେ ଇମେଜ ଓ ଏଲିପ୍ସକୁ ସିଲେକ୍ଟ କରନ୍ତୁ |
09:30 | Object ମେନୁକୁ ଯାଆନ୍ତୁ |
09:32 | ପ୍ରଥମେ Mask ଉପରେ ଏବଂ ତା’ପରେ Set ଉପରେ କ୍ଲିକ କରନ୍ତୁ |
09:36 | ଦେଖନ୍ତୁ, ଇମେଜ ଉପରେ ଏକ mask ତିଆରି ହୋଇଗଲା |
09:40 | ଲକ୍ଷ୍ୟ କରନ୍ତୁ ଯେ, ଇମେଜଟି masking ଅବଜେକ୍ଟର ସମସ୍ତ ପାରଦର୍ଶି ଗୁଣକୁ ଆହରଣ କରିଛି, ଯାହା ଏଲିପ୍ସ ଅଟେ |
09:47 | ମାସ୍କକୁ ହଟାଇବା ପାଇଁ Object ମେନୁକୁ ଫେରନ୍ତୁ |
09:51 | ପ୍ରଥମେ Mask ଉପରେ ଏବଂ ତା’ପରେ Release ଉପରେ କ୍ଲିକ କରନ୍ତୁ |
09:54 | ବର୍ତ୍ତମାନ maskଟି ହଟିଗଲା |
09:56 | ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲରେ ଆମେ ଅବଜେକ୍ଟ Copy ଓ paste କରିବା |
10:02 | ଅବଜେକ୍ଟ Duplicate ଓ clone କରିବା |
10:05 | ବିଭିନ୍ନ ଅବଜେକ୍ଟ Group ଓ Order କରିବା |
10:08 | Multiple selection ଓ invert selection |
10:10 | Clipping ଓ Masking କରିବା ବିଷୟରେ ଶିଖିଲେ |
10:12 | ଏଠାରେ ଆପଣଙ୍କ ପାଇଁ ଦୁଇଟି ଆସାଇନମେଣ୍ଟ ଅଛି |
10:15 | ପାଉଁଶିଆ ରଙ୍ଗର ଏକ ଭର୍ଟିକଲ୍ ଏଲିପ୍ସ ଏବଂ କଳା ରଙ୍ଗର ଏକ ବୃତ୍ତ ଆଙ୍କନ୍ତୁ |
10:20 | ବୃତ୍ତଟିକୁ ଏଲିପ୍ସର ଉପର କେନ୍ଦ୍ରରେ ରଖନ୍ତୁ |
10:23 | ଏହା ଏକ ଆଖି ଭଳି ଦେଖାଯିବା ଉଚିତ |
10:25 | ବର୍ତ୍ତମାନ ସେଗୁଡ଼ିକୁ ଗ୍ରୁପ କରନ୍ତୁ |
10:27 | ଆଉ ଗୋଟିଏ ଆଖି ବନାଇବା ପାଇଁ ଏକ clone କ୍ରିଏଟ୍ କରନ୍ତୁ |
10:31 | ଆଖି ଦୁଇଟିକୁ ଦୃଶ୍ୟମାନ କରିବାପାଇଁ ତାହାକୁ ପାର୍ଶ୍ୱକୁ ଘୁଞ୍ଚାନ୍ତୁ |
10:35 | ନୀଳ ରଙ୍ଗର ଏକ ବୃତ୍ତ ଏବଂ ନାଲି ରଙ୍ଗର ଏକ ବର୍ଗକ୍ଷେତ୍ର ବନାନ୍ତୁ |
10:40 | ବର୍ଗକ୍ଷେତ୍ରର ଏକ ନକଲ କରନ୍ତୁ ଏବଂ ଦୁଇ ବର୍ଗକ୍ଷେତ୍ରକୁ ତେର୍ଛା ବିପରୀତ ଦିଗରେ ରଖନ୍ତୁ |
10:45 | ଉଭୟ ବର୍ଗକ୍ଷେତ୍ରକୁ ସିଲେକ୍ଟ କରି ସେଗୁଡ଼ିକୁ ଗୋଟିଏ ଅବଜେକ୍ଟରେ ଗ୍ରୁପ କରନ୍ତୁ |
10:50 | ଗ୍ରୁପ ହୋଇଥିବା ବର୍ଗକ୍ଷେତ୍ରଗୁଡ଼ିକର ଉପର କେନ୍ଦ୍ରରେ ବୃତ୍ତକୁ ରଖନ୍ତୁ |
10:54 | ଉଭୟକୁ ସିଲେକ୍ଟ କରି clip କରନ୍ତୁ. ଏହା ଏକ ଧନୁ ପରି ଦେଖାଯିବା ଦରକାର |
11:00 | ଆପଣଙ୍କର ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବା ଉଚିତ |
11:03 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ ଟ୍ୟୁଟୋରିଆଲକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ |
11:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ତ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
11:21 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:23 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:31 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
11:35 | ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
11:38 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |