Difference between revisions of "Inkscape/C2/Overview-of-Inkscape/Oriya"

From Script | Spoken-Tutorial
Jump to: navigation, search
(Created page with "{| Border=1 | Time | Narration |- | 00:01 | 'Inkscape' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଶୃଙ୍ଖଳାରେ ଆପଣଙ୍କୁ...")
 
 
Line 1: Line 1:
 
{| Border=1
 
{| Border=1
| Time
+
| '''Time'''
| Narration
+
|'''Narration'''
  
 
|-
 
|-
| 00:01
+
|00:01
| 'Inkscape' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଶୃଙ୍ଖଳାରେ ଆପଣଙ୍କୁ ସ୍ୱାଗତ
+
|'Inkscape' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଶୃଙ୍ଖଳାରେ ଆପଣଙ୍କୁ ସ୍ୱାଗତ
 +
 
 
|-
 
|-
 
| 00:05
 
| 00:05
 
| ଏହି ଶୃଙ୍ଖଳାରେ ଆମେ Inkscape ଏବଂ ଏହାର ଫିଚର୍ସ ସହିତ ପରିଚିତ ହେବା
 
| ଏହି ଶୃଙ୍ଖଳାରେ ଆମେ Inkscape ଏବଂ ଏହାର ଫିଚର୍ସ ସହିତ ପରିଚିତ ହେବା
 +
 
|-
 
|-
 
| 00:11
 
| 00:11
 
| ଆମେ ବିଭିନ୍ନ ପୂର୍ବ-ପରିଭାଷିତ ଆକାରଗୁଡିକୁ ଏଡିଟ୍ ଓ ଡ୍ର’ କରିବା ଶିଖିବା
 
| ଆମେ ବିଭିନ୍ନ ପୂର୍ବ-ପରିଭାଷିତ ଆକାରଗୁଡିକୁ ଏଡିଟ୍ ଓ ଡ୍ର’ କରିବା ଶିଖିବା
 +
 
|-
 
|-
 
| 00:21
 
| 00:21
 
| କଲର୍ ହ୍ୱୀଲ୍ ର ବ୍ୟବହାର
 
| କଲର୍ ହ୍ୱୀଲ୍ ର ବ୍ୟବହାର
 +
 
|-
 
|-
 
| 00:26
 
| 00:26
 
|  Bezier ଟୁଲ୍ ର ବ୍ୟବହାର
 
|  Bezier ଟୁଲ୍ ର ବ୍ୟବହାର
 +
 
|-
 
|-
 
| 00:34
 
| 00:34
 
|  ଆବଶ୍ୟକତା ଅନୁସାରେ ଟେକ୍ସଟ ବ୍ୟବହାର ଏବଂ ଅଦଳବଦଳ କରିବା
 
|  ଆବଶ୍ୟକତା ଅନୁସାରେ ଟେକ୍ସଟ ବ୍ୟବହାର ଏବଂ ଅଦଳବଦଳ କରିବା
 +
 
|-
 
|-
 
| 00:37
 
| 00:37
 
|  ଉଦାହରଣସ୍ୱରୂପ, Superscript ଏବଂ subscript
 
|  ଉଦାହରଣସ୍ୱରୂପ, Superscript ଏବଂ subscript
 +
 
|-
 
|-
 
| 00:42
 
| 00:42
 
| ଟେକ୍ସଟ ଉପରେ Superimpose ଇମେଜ୍
 
| ଟେକ୍ସଟ ଉପରେ Superimpose ଇମେଜ୍
 +
 
|-
 
|-
 
| 00:47
 
| 00:47
 
| ଏଥିରେ ଆମେ, ଆକାରଗୁଡିକୁ ବ୍ୟବହାର କରି ଟାଇଲ୍ ପ୍ୟାଟର୍ନ ତିଆରି କରିବା ବିଷୟରେ ମଧ୍ୟ ଶିଖିବା
 
| ଏଥିରେ ଆମେ, ଆକାରଗୁଡିକୁ ବ୍ୟବହାର କରି ଟାଇଲ୍ ପ୍ୟାଟର୍ନ ତିଆରି କରିବା ବିଷୟରେ ମଧ୍ୟ ଶିଖିବା
 +
 
|-
 
|-
 
| 00:54
 
| 00:54
 
| ଗ୍ରାଫିକ୍, ଯେପରି ଫୁଲ
 
| ଗ୍ରାଫିକ୍, ଯେପରି ଫୁଲ
 +
 
|-
 
|-
 
| 00:58
 
| 00:58
 
|  ବିବରଣି ଓ ବିଜ୍ଞାପନ ପାଇଁ ପୁସ୍ତିକା
 
|  ବିବରଣି ଓ ବିଜ୍ଞାପନ ପାଇଁ ପୁସ୍ତିକା
 +
 
|-
 
|-
 
| 01:02
 
| 01:02
 
|  ପୋଷ୍ଟର୍ସ ଓ ବ୍ୟାନର୍ସ
 
|  ପୋଷ୍ଟର୍ସ ଓ ବ୍ୟାନର୍ସ
 +
 
|-
 
|-
 
| 01:06
 
| 01:06
 
|  CD ଲେବଲ୍ସ
 
|  CD ଲେବଲ୍ସ
 +
 
|-
 
|-
 
| 01:10
 
| 01:10
 
|  ଭିଜିଟିଙ୍ଗ କାର୍ଡ
 
|  ଭିଜିଟିଙ୍ଗ କାର୍ଡ
 +
 
|-
 
|-
 
| 01:13
 
| 01:13
 
| ଲୋଗୋ ଏବଂ ଅନ୍ୟାନ୍ୟ
 
| ଲୋଗୋ ଏବଂ ଅନ୍ୟାନ୍ୟ
 +
 
|-
 
|-
 
| 01:17
 
| 01:17
 
|  ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04, ୱିଣ୍ଡୋଜ୍ 7 OS   
 
|  ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04, ୱିଣ୍ଡୋଜ୍ 7 OS   
 +
 
|-
 
|-
 
| 01:24
 
| 01:24
 
| ଓ 'Inkscape' ଭର୍ସନ୍ 0.48.4
 
| ଓ 'Inkscape' ଭର୍ସନ୍ 0.48.4
 +
 
|-
 
|-
 
| 01:28
 
| 01:28
 
| 'Inkscape' ଏକ ଓପନ୍ ସୋର୍ସ ଭେକ୍ଟର ଗ୍ରାଫିକ୍ସ ଏଡିଟର୍ ଅଟେ
 
| 'Inkscape' ଏକ ଓପନ୍ ସୋର୍ସ ଭେକ୍ଟର ଗ୍ରାଫିକ୍ସ ଏଡିଟର୍ ଅଟେ
 +
 
|-
 
|-
 
| 01:31
 
| 01:31
 
| ଏହା ଲିନକ୍ସ, ମ୍ୟାକ୍ OS X ଏବଂ ୱିଣ୍ଡୋଜ୍ ରେ କାମ କରେ
 
| ଏହା ଲିନକ୍ସ, ମ୍ୟାକ୍ OS X ଏବଂ ୱିଣ୍ଡୋଜ୍ ରେ କାମ କରେ
 +
 
|-
 
|-
 
|01:36
 
|01:36
 
| ସମସ୍ତ ପ୍ରକାରର ଗ୍ରାଫିକ୍ସ ଡିଜାଇନ୍ କରିବା ପାଇଁ 'Inkscape' ର ବ୍ୟବହାର କରାଯାଇଥାଏ ଯେପରି
 
| ସମସ୍ତ ପ୍ରକାରର ଗ୍ରାଫିକ୍ସ ଡିଜାଇନ୍ କରିବା ପାଇଁ 'Inkscape' ର ବ୍ୟବହାର କରାଯାଇଥାଏ ଯେପରି
 +
 
|-
 
|-
 
| 01:41
 
| 01:41
 
| ଚିତ୍ରଣ ଓ ଫିଗର/କାର୍ଟୁନ୍ ଡ୍ର’ କରିବା
 
| ଚିତ୍ରଣ ଓ ଫିଗର/କାର୍ଟୁନ୍ ଡ୍ର’ କରିବା
 +
 
|-
 
|-
 
| 01:46
 
| 01:46
 
|  ରଙ୍ଗିନ୍ ପ୍ୟାଟର୍ନ/ବ୍ୟାକଗ୍ରାଉଣ୍ଡ ତିଆରି କରିବା
 
|  ରଙ୍ଗିନ୍ ପ୍ୟାଟର୍ନ/ବ୍ୟାକଗ୍ରାଉଣ୍ଡ ତିଆରି କରିବା
 +
 
|-
 
|-
 
| 01:50
 
| 01:50
 
| ୱେବ୍ ପେଜ୍ ଲେଆଉଟ୍ ତିଆରି କରିବା
 
| ୱେବ୍ ପେଜ୍ ଲେଆଉଟ୍ ତିଆରି କରିବା
 +
 
|-
 
|-
 
| 01:53
 
| 01:53
 
| ଇମେଜେସ୍ ଟ୍ରେସ୍ କରିବା
 
| ଇମେଜେସ୍ ଟ୍ରେସ୍ କରିବା
 +
 
|-
 
|-
 
| 01:56
 
| 01:56
 
| ୱେବ୍ ଆଧାରିତ ବଟନ୍ସ ଓ ଆଇକନ୍ସ ତିଆରି କରିବା
 
| ୱେବ୍ ଆଧାରିତ ବଟନ୍ସ ଓ ଆଇକନ୍ସ ତିଆରି କରିବା
 +
 
|-
 
|-
 
| 02:00
 
| 02:00
 
| ୱେବ୍ ପାଇଁ ଇମେଜ୍ ଅଦଳବଦଳ କରିବା
 
| ୱେବ୍ ପାଇଁ ଇମେଜ୍ ଅଦଳବଦଳ କରିବା
 +
 
|-
 
|-
 
| 02:05
 
| 02:05
 
| 'Inkscape' କୁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଉବୁଣ୍ଟୁ ଲିନକ୍ସରେ ଇନଷ୍ଟଲ୍ କରାଯାଇପାରିବ
 
| 'Inkscape' କୁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଉବୁଣ୍ଟୁ ଲିନକ୍ସରେ ଇନଷ୍ଟଲ୍ କରାଯାଇପାରିବ
 +
 
|-
 
|-
 
| 02:11
 
| 02:11
 
| ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ଜାଣିବା ପାଇଁ ଏହି ୱେବ୍ ସାଇଟ୍ ରେ ଉପଲବ୍ଧ ଲିନକ୍ସ ଟ୍ୟୁଟୋରିଆଲ୍ ଦେଖନ୍ତୁ
 
| ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ଜାଣିବା ପାଇଁ ଏହି ୱେବ୍ ସାଇଟ୍ ରେ ଉପଲବ୍ଧ ଲିନକ୍ସ ଟ୍ୟୁଟୋରିଆଲ୍ ଦେଖନ୍ତୁ
 +
 
|-
 
|-
 
| 02:17
 
| 02:17
 
| ଡେସ୍ ହୋମ୍ କୁ ଯାଇ 'Inkscape' ଟାଇପ୍ କରନ୍ତୁ
 
| ଡେସ୍ ହୋମ୍ କୁ ଯାଇ 'Inkscape' ଟାଇପ୍ କରନ୍ତୁ
 +
 
|-
 
|-
 
| 02:20
 
| 02:20
 
| ଆପଣ ଲୋଗୋ ଉପରେ ଡବଲ୍ କ୍ଲିକ୍ କରି ମଧ୍ୟ Inkscape ଖୋଲି ପାରିବେ
 
| ଆପଣ ଲୋଗୋ ଉପରେ ଡବଲ୍ କ୍ଲିକ୍ କରି ମଧ୍ୟ Inkscape ଖୋଲି ପାରିବେ
 +
 
|-
 
|-
 
|02:23
 
|02:23
 
| ଏବେ ଆମେ ୱିଣ୍ଡୋଜ୍ ରେ Inkscape କୁ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
 
| ଏବେ ଆମେ ୱିଣ୍ଡୋଜ୍ ରେ Inkscape କୁ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
 +
 
|-
 
|-
 
| 02:28
 
| 02:28
 
|  ନିଜ ବ୍ରାଉଜର୍ ଖୋଲି inkscape.org କୁ ଯାଆନ୍ତୁ
 
|  ନିଜ ବ୍ରାଉଜର୍ ଖୋଲି inkscape.org କୁ ଯାଆନ୍ତୁ
 +
 
|-
 
|-
 
| 02:33
 
| 02:33
 
| 'Download' ବଟନ୍ ଉପରେ କ୍ଲିକ୍ କରନ୍ତୁ, ୱିଣ୍ଡୋଜ୍ ପାଇଁ 'Installer' ଅପ୍ସନ ବାଛନ୍ତୁ
 
| 'Download' ବଟନ୍ ଉପରେ କ୍ଲିକ୍ କରନ୍ତୁ, ୱିଣ୍ଡୋଜ୍ ପାଇଁ 'Installer' ଅପ୍ସନ ବାଛନ୍ତୁ
 +
 
|-
 
|-
 
| 02:40
 
| 02:40
 
| ଆପଣଙ୍କୁ ଏହି ଭର୍ସନ୍ ସହିତ Download  Inkscape ବାକ୍ୟ ମିଳିବ, ତା’ଉପରେ କ୍ଲିକ୍ କରନ୍ତୁ
 
| ଆପଣଙ୍କୁ ଏହି ଭର୍ସନ୍ ସହିତ Download  Inkscape ବାକ୍ୟ ମିଳିବ, ତା’ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|02:46
 
|02:46
 
| ପ୍ରଦର୍ଶିତ ଡାୟଲଗ୍ ବକ୍ସକୁ ଦେଖନ୍ତୁ, 'Save' କ୍ଲିକ୍ କରନ୍ତୁ
 
| ପ୍ରଦର୍ଶିତ ଡାୟଲଗ୍ ବକ୍ସକୁ ଦେଖନ୍ତୁ, 'Save' କ୍ଲିକ୍ କରନ୍ତୁ
 +
 
|-
 
|-
 
| 02:51
 
| 02:51
 
| ଇନଷ୍ଟଲର୍ ଫାଇଲ୍ ଆପଣଙ୍କ କମ୍ପ୍ୟୁଟର୍ ରେ ଡାଉନଲୋଡ୍ ହେବ, ଡାଉନଲୋଡ୍ ଫୋଲ୍ଡର୍ କୁ ଯାଆନ୍ତୁ
 
| ଇନଷ୍ଟଲର୍ ଫାଇଲ୍ ଆପଣଙ୍କ କମ୍ପ୍ୟୁଟର୍ ରେ ଡାଉନଲୋଡ୍ ହେବ, ଡାଉନଲୋଡ୍ ଫୋଲ୍ଡର୍ କୁ ଯାଆନ୍ତୁ
 +
 
|-
 
|-
 
| 02:58
 
| 02:58
 
| Inkscape କୁ ଇନଷ୍ଟଲ୍ କରିବା ପାଇଁ 'exe' ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
 
| Inkscape କୁ ଇନଷ୍ଟଲ୍ କରିବା ପାଇଁ 'exe' ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
| 03:02
 
| 03:02
 
| ଡିଫଲ୍ଟ ଭାଷା ହେଉଛି 'English', 'Next' କ୍ଲିକ୍ କରନ୍ତୁ
 
| ଡିଫଲ୍ଟ ଭାଷା ହେଉଛି 'English', 'Next' କ୍ଲିକ୍ କରନ୍ତୁ
 +
 
|-
 
|-
 
| 03:07
 
| 03:07
 
| ପୁଣି 'Next' କ୍ଲିକ୍ କରନ୍ତୁ
 
| ପୁଣି 'Next' କ୍ଲିକ୍ କରନ୍ତୁ
 +
 
|-
 
|-
 
| 03:09
 
| 03:09
 
| ପୁଣିଥରେ 'Next' କ୍ଲିକ୍ କରନ୍ତୁ
 
| ପୁଣିଥରେ 'Next' କ୍ଲିକ୍ କରନ୍ତୁ
 +
 
|-
 
|-
 
| 03:11
 
| 03:11
 
| Destination ଫୋଲ୍ଡର୍ ଡାଇଲଗ୍ ବକ୍ସ ପ୍ରଦର୍ଶିତ ହେବ, ଡିଫଲ୍ଟ ଭାବରେ Inkscape ପ୍ରୋଗ୍ରାମ୍ସ ଫାଇଲ୍ସରେ ସେଭ୍ ହୁଏ, ଏବେ 'Install' ଉପରେ କ୍ଲିକ୍ କରନ୍ତୁ
 
| Destination ଫୋଲ୍ଡର୍ ଡାଇଲଗ୍ ବକ୍ସ ପ୍ରଦର୍ଶିତ ହେବ, ଡିଫଲ୍ଟ ଭାବରେ Inkscape ପ୍ରୋଗ୍ରାମ୍ସ ଫାଇଲ୍ସରେ ସେଭ୍ ହୁଏ, ଏବେ 'Install' ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 03:20
 
| 03:20
 
| Inkscape ଇନଷ୍ଟଲ୍ ହେଉଛି, କିଛି ସମୟ ଲାଗିବ
 
| Inkscape ଇନଷ୍ଟଲ୍ ହେଉଛି, କିଛି ସମୟ ଲାଗିବ
 +
 
|-
 
|-
 
|03:25
 
|03:25
 
| 'Next' କ୍ଲିକ୍ କରନ୍ତୁ, ପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'Finish' କ୍ଲିକ୍ କରନ୍ତୁ
 
| 'Next' କ୍ଲିକ୍ କରନ୍ତୁ, ପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'Finish' କ୍ଲିକ୍ କରନ୍ତୁ
 +
 
|-
 
|-
 
| 03:30
 
| 03:30
 
| ଏବେ Inkscape ସଫ୍ଟୱେର୍ ନିଜକୁ ନିଜେ ଖୋଲିବ
 
| ଏବେ Inkscape ସଫ୍ଟୱେର୍ ନିଜକୁ ନିଜେ ଖୋଲିବ
 +
 
|-
 
|-
 
| 03:34
 
| 03:34
 
| ଯଦି ଖୋଲୁନି, ତେବେ ଡେସ୍କଟପ୍ ରେ ଏକ ସର୍ଟକର୍ଟ ଆଇକନ୍ ଥିବ, ତା’ଉପରେ ଡବଲ୍ କ୍ଲିକ୍ କରନ୍ତୁ
 
| ଯଦି ଖୋଲୁନି, ତେବେ ଡେସ୍କଟପ୍ ରେ ଏକ ସର୍ଟକର୍ଟ ଆଇକନ୍ ଥିବ, ତା’ଉପରେ ଡବଲ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
| 03:42
 
| 03:42
 
| ଯଦି Inkscape ଖୋଲିବା ପାଇଁ ଉଭୟ ପ୍ରଣାଳୀ ବିଫଳ ହୁଏ, ତେବେ ଆପଣ 'Start menu' 'All programs' ଓ ତା’ପରେ 'Inkscape' କ୍ଲିକ୍ କରିପାରିବେ
 
| ଯଦି Inkscape ଖୋଲିବା ପାଇଁ ଉଭୟ ପ୍ରଣାଳୀ ବିଫଳ ହୁଏ, ତେବେ ଆପଣ 'Start menu' 'All programs' ଓ ତା’ପରେ 'Inkscape' କ୍ଲିକ୍ କରିପାରିବେ
 +
 
|-
 
|-
 
| 03:50
 
| 03:50
 
|  ଏବେ Inkscape ଇଣ୍ଟରଫେସ୍ ଖୋଲିବ
 
|  ଏବେ Inkscape ଇଣ୍ଟରଫେସ୍ ଖୋଲିବ
 +
 
|-
 
|-
 
| 03:54
 
| 03:54
 
| ଏବେ ମୁଁ ଏହି ପ୍ରଦର୍ଶନକୁ ପୂର୍ଣ୍ଣ କରିବା ପାଇଁ ଲିନକ୍ସକୁ ଫେରିଯିବି
 
| ଏବେ ମୁଁ ଏହି ପ୍ରଦର୍ଶନକୁ ପୂର୍ଣ୍ଣ କରିବା ପାଇଁ ଲିନକ୍ସକୁ ଫେରିଯିବି
 +
 
|-
 
|-
 
| 03:58
 
| 03:58
 
| ହେଲେ, ଦିଆଯାଇଥିବା ଷ୍ଟେପ୍ସ ଯେକୌଣସି OS ରେ Inkscape ରେ କାମ କରିବେ
 
| ହେଲେ, ଦିଆଯାଇଥିବା ଷ୍ଟେପ୍ସ ଯେକୌଣସି OS ରେ Inkscape ରେ କାମ କରିବେ
 +
 
|-
 
|-
 
| 04:04
 
| 04:04
 
| ମୁଖ୍ୟ ଡ୍ରଇଂ କ୍ଷେତ୍ରକୁ 'canvas' କୁହାଯାଏ, ଯେଉଁଠି ଆମେ ଗ୍ରାଫିକ୍ସ ତିଆରି କରିବା
 
| ମୁଖ୍ୟ ଡ୍ରଇଂ କ୍ଷେତ୍ରକୁ 'canvas' କୁହାଯାଏ, ଯେଉଁଠି ଆମେ ଗ୍ରାଫିକ୍ସ ତିଆରି କରିବା
 +
 
|-
 
|-
 
| 04:10
 
| 04:10
 
| ଏଠାରେ 'Inkscape' ରେ ଅନେକ ଟୁଲ୍ ଓ ମେନୁ ଅପ୍ସନ୍ ଅଛି, ଆମେ ଶୃଙ୍ଖଳାରେ ସମସ୍ତ ବିଷୟରେ ବିସ୍ତାରରେ ଶିଖିବା
 
| ଏଠାରେ 'Inkscape' ରେ ଅନେକ ଟୁଲ୍ ଓ ମେନୁ ଅପ୍ସନ୍ ଅଛି, ଆମେ ଶୃଙ୍ଖଳାରେ ସମସ୍ତ ବିଷୟରେ ବିସ୍ତାରରେ ଶିଖିବା
 +
 
|-
 
|-
 
| 04:17
 
| 04:17
 
| ଏବେ Inkscape ର ବ୍ୟବହାର ସଂକ୍ଷିପ୍ତରେ ଶିଖିବା
 
| ଏବେ Inkscape ର ବ୍ୟବହାର ସଂକ୍ଷିପ୍ତରେ ଶିଖିବା
 +
 
|-
 
|-
 
| 04:21
 
| 04:21
 
| rectangle ଟୁଲ୍ ବାଛି ଆମେ ଏକ ଆୟତକ୍ଷେତ୍ର ତିଆରି କରିବା
 
| rectangle ଟୁଲ୍ ବାଛି ଆମେ ଏକ ଆୟତକ୍ଷେତ୍ର ତିଆରି କରିବା
 +
 
|-
 
|-
 
| 04:25
 
| 04:25
 
|  ଆୟତକ୍ଷେତ୍ର ଆଙ୍କିବା ପାଇଁ 'canvas' ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଡ୍ରାଗ୍ କରନ୍ତୁ
 
|  ଆୟତକ୍ଷେତ୍ର ଆଙ୍କିବା ପାଇଁ 'canvas' ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଡ୍ରାଗ୍ କରନ୍ତୁ
 +
 
|-
 
|-
 
| 04:29
 
| 04:29
 
| ଏହା ହେଉଛି ଆମର ଆୟତ  
 
| ଏହା ହେଉଛି ଆମର ଆୟତ  
 +
 
|-
 
|-
 
| 04:32
 
| 04:32
 
|  ମୁଁ ଏହି Inkscape ଡ୍ରଇଂକୁ ସେଭ୍ କରିନେଉଛି
 
|  ମୁଁ ଏହି Inkscape ଡ୍ରଇଂକୁ ସେଭ୍ କରିନେଉଛି
 +
 
|-
 
|-
 
| 04:34
 
| 04:34
 
| 'File menu' କୁ ଯାଆନ୍ତୁ, 'Save' କ୍ଲିକ୍ କରନ୍ତୁ
 
| 'File menu' କୁ ଯାଆନ୍ତୁ, 'Save' କ୍ଲିକ୍ କରନ୍ତୁ
 +
 
|-
 
|-
 
| 04:38
 
| 04:38
 
| ମୁଁ ଏହାକୁ 'drawing_1.svg' ନାମ ଦେବି ଏବଂ ଏହାକୁ ନିଜ ଡକ୍ୟୁମେଣ୍ଟ ଫୋଲ୍ଡର୍ ରେ ସେଭ୍ କରିବି
 
| ମୁଁ ଏହାକୁ 'drawing_1.svg' ନାମ ଦେବି ଏବଂ ଏହାକୁ ନିଜ ଡକ୍ୟୁମେଣ୍ଟ ଫୋଲ୍ଡର୍ ରେ ସେଭ୍ କରିବି
 +
 
|-
 
|-
 
| 04:45
 
| 04:45
 
| ଏଠାରେ 'svg' ଡିଫଲ୍ଟ 'Inkscape' ଫାଇଲ୍ ର ଏକ୍ସଟେନ୍ସନ୍ ଦର୍ଶାଏ
 
| ଏଠାରେ 'svg' ଡିଫଲ୍ଟ 'Inkscape' ଫାଇଲ୍ ର ଏକ୍ସଟେନ୍ସନ୍ ଦର୍ଶାଏ
 +
 
|-  
 
|-  
 
| 04:49
 
| 04:49
 
|  ଆମେ 'Inkscape' ଓ ଏହାର ମହତ୍ୱପୂର୍ଣ୍ଣ ଫିଚର୍ସ ବାବଦରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଶିଖିବା
 
|  ଆମେ 'Inkscape' ଓ ଏହାର ମହତ୍ୱପୂର୍ଣ୍ଣ ଫିଚର୍ସ ବାବଦରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଶିଖିବା
 +
 
|-
 
|-
 
|  04:55
 
|  04:55
 
| ମୁଁ ପୂର୍ବରୁ ହିଁ ଏହି ଶୃଙ୍ଖଳାରେ ଆପଣଙ୍କୁ ଟ୍ୟୁଟୋରିଆଲ୍ସର ଝଲକ ଦେଖାଇଦେଇଛି
 
| ମୁଁ ପୂର୍ବରୁ ହିଁ ଏହି ଶୃଙ୍ଖଳାରେ ଆପଣଙ୍କୁ ଟ୍ୟୁଟୋରିଆଲ୍ସର ଝଲକ ଦେଖାଇଦେଇଛି
 +
 
|-
 
|-
 
| 05:00
 
| 05:00
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଉପରେ ସଂକ୍ଷିପ୍ତ ଭିଡିଓ ନିମ୍ନ ଲିଙ୍କ୍ ରେ ଉପଲବ୍ଧ, ଦୟାକରି ତାହାକୁ ଦେଖନ୍ତୁ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଉପରେ ସଂକ୍ଷିପ୍ତ ଭିଡିଓ ନିମ୍ନ ଲିଙ୍କ୍ ରେ ଉପଲବ୍ଧ, ଦୟାକରି ତାହାକୁ ଦେଖନ୍ତୁ
 +
 
|-
 
|-
 
|05:06
 
|05:06
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଆୟୋଜିତ କରନ୍ତି ଏବଂ ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିକୁ ପ୍ରମାଣପତ୍ର ଦିଅନ୍ତି
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଆୟୋଜିତ କରନ୍ତି ଏବଂ ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିକୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
| 05:13
 
| 05:13
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
|-
 
|-
 
|05:15
 
|05:15
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ସମର୍ଥିତ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ସମର୍ଥିତ
 +
 
|-
 
|-
 
| 05:21
 
| 05:21
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
 +
 
|-
 
|-
 
| 05:25
 
| 05:25
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
 +
 
|-
 
|-
 
| 05:27
 
| 05:27
| ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,  
+
| ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି, ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ
+
 
|}
 
|}

Latest revision as of 10:07, 7 April 2017

Time Narration
00:01 'Inkscape' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଶୃଙ୍ଖଳାରେ ଆପଣଙ୍କୁ ସ୍ୱାଗତ
00:05 ଏହି ଶୃଙ୍ଖଳାରେ ଆମେ Inkscape ଏବଂ ଏହାର ଫିଚର୍ସ ସହିତ ପରିଚିତ ହେବା
00:11 ଆମେ ବିଭିନ୍ନ ପୂର୍ବ-ପରିଭାଷିତ ଆକାରଗୁଡିକୁ ଏଡିଟ୍ ଓ ଡ୍ର’ କରିବା ଶିଖିବା
00:21 କଲର୍ ହ୍ୱୀଲ୍ ର ବ୍ୟବହାର
00:26 Bezier ଟୁଲ୍ ର ବ୍ୟବହାର
00:34 ଆବଶ୍ୟକତା ଅନୁସାରେ ଟେକ୍ସଟ ବ୍ୟବହାର ଏବଂ ଅଦଳବଦଳ କରିବା
00:37 ଉଦାହରଣସ୍ୱରୂପ, Superscript ଏବଂ subscript
00:42 ଟେକ୍ସଟ ଉପରେ Superimpose ଇମେଜ୍
00:47 ଏଥିରେ ଆମେ, ଆକାରଗୁଡିକୁ ବ୍ୟବହାର କରି ଟାଇଲ୍ ପ୍ୟାଟର୍ନ ତିଆରି କରିବା ବିଷୟରେ ମଧ୍ୟ ଶିଖିବା
00:54 ଗ୍ରାଫିକ୍, ଯେପରି ଫୁଲ
00:58 ବିବରଣି ଓ ବିଜ୍ଞାପନ ପାଇଁ ପୁସ୍ତିକା
01:02 ପୋଷ୍ଟର୍ସ ଓ ବ୍ୟାନର୍ସ
01:06 CD ଲେବଲ୍ସ
01:10 ଭିଜିଟିଙ୍ଗ କାର୍ଡ
01:13 ଲୋଗୋ ଏବଂ ଅନ୍ୟାନ୍ୟ
01:17 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04, ୱିଣ୍ଡୋଜ୍ 7 OS
01:24 ଓ 'Inkscape' ଭର୍ସନ୍ 0.48.4
01:28 'Inkscape' ଏକ ଓପନ୍ ସୋର୍ସ ଭେକ୍ଟର ଗ୍ରାଫିକ୍ସ ଏଡିଟର୍ ଅଟେ
01:31 ଏହା ଲିନକ୍ସ, ମ୍ୟାକ୍ OS X ଏବଂ ୱିଣ୍ଡୋଜ୍ ରେ କାମ କରେ
01:36 ସମସ୍ତ ପ୍ରକାରର ଗ୍ରାଫିକ୍ସ ଡିଜାଇନ୍ କରିବା ପାଇଁ 'Inkscape' ର ବ୍ୟବହାର କରାଯାଇଥାଏ ଯେପରି
01:41 ଚିତ୍ରଣ ଓ ଫିଗର/କାର୍ଟୁନ୍ ଡ୍ର’ କରିବା
01:46 ରଙ୍ଗିନ୍ ପ୍ୟାଟର୍ନ/ବ୍ୟାକଗ୍ରାଉଣ୍ଡ ତିଆରି କରିବା
01:50 ୱେବ୍ ପେଜ୍ ଲେଆଉଟ୍ ତିଆରି କରିବା
01:53 ଇମେଜେସ୍ ଟ୍ରେସ୍ କରିବା
01:56 ୱେବ୍ ଆଧାରିତ ବଟନ୍ସ ଓ ଆଇକନ୍ସ ତିଆରି କରିବା
02:00 ୱେବ୍ ପାଇଁ ଇମେଜ୍ ଅଦଳବଦଳ କରିବା
02:05 'Inkscape' କୁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଉବୁଣ୍ଟୁ ଲିନକ୍ସରେ ଇନଷ୍ଟଲ୍ କରାଯାଇପାରିବ
02:11 ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ଜାଣିବା ପାଇଁ ଏହି ୱେବ୍ ସାଇଟ୍ ରେ ଉପଲବ୍ଧ ଲିନକ୍ସ ଟ୍ୟୁଟୋରିଆଲ୍ ଦେଖନ୍ତୁ
02:17 ଡେସ୍ ହୋମ୍ କୁ ଯାଇ 'Inkscape' ଟାଇପ୍ କରନ୍ତୁ
02:20 ଆପଣ ଲୋଗୋ ଉପରେ ଡବଲ୍ କ୍ଲିକ୍ କରି ମଧ୍ୟ Inkscape ଖୋଲି ପାରିବେ
02:23 ଏବେ ଆମେ ୱିଣ୍ଡୋଜ୍ ରେ Inkscape କୁ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
02:28 ନିଜ ବ୍ରାଉଜର୍ ଖୋଲି inkscape.org କୁ ଯାଆନ୍ତୁ
02:33 'Download' ବଟନ୍ ଉପରେ କ୍ଲିକ୍ କରନ୍ତୁ, ୱିଣ୍ଡୋଜ୍ ପାଇଁ 'Installer' ଅପ୍ସନ ବାଛନ୍ତୁ
02:40 ଆପଣଙ୍କୁ ଏହି ଭର୍ସନ୍ ସହିତ Download Inkscape ବାକ୍ୟ ମିଳିବ, ତା’ଉପରେ କ୍ଲିକ୍ କରନ୍ତୁ
02:46 ପ୍ରଦର୍ଶିତ ଡାୟଲଗ୍ ବକ୍ସକୁ ଦେଖନ୍ତୁ, 'Save' କ୍ଲିକ୍ କରନ୍ତୁ
02:51 ଇନଷ୍ଟଲର୍ ଫାଇଲ୍ ଆପଣଙ୍କ କମ୍ପ୍ୟୁଟର୍ ରେ ଡାଉନଲୋଡ୍ ହେବ, ଡାଉନଲୋଡ୍ ଫୋଲ୍ଡର୍ କୁ ଯାଆନ୍ତୁ
02:58 Inkscape କୁ ଇନଷ୍ଟଲ୍ କରିବା ପାଇଁ 'exe' ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
03:02 ଡିଫଲ୍ଟ ଭାଷା ହେଉଛି 'English', 'Next' କ୍ଲିକ୍ କରନ୍ତୁ
03:07 ପୁଣି 'Next' କ୍ଲିକ୍ କରନ୍ତୁ
03:09 ପୁଣିଥରେ 'Next' କ୍ଲିକ୍ କରନ୍ତୁ
03:11 Destination ଫୋଲ୍ଡର୍ ଡାଇଲଗ୍ ବକ୍ସ ପ୍ରଦର୍ଶିତ ହେବ, ଡିଫଲ୍ଟ ଭାବରେ Inkscape ପ୍ରୋଗ୍ରାମ୍ସ ଫାଇଲ୍ସରେ ସେଭ୍ ହୁଏ, ଏବେ 'Install' ଉପରେ କ୍ଲିକ୍ କରନ୍ତୁ
03:20 Inkscape ଇନଷ୍ଟଲ୍ ହେଉଛି, କିଛି ସମୟ ଲାଗିବ
03:25 'Next' କ୍ଲିକ୍ କରନ୍ତୁ, ପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'Finish' କ୍ଲିକ୍ କରନ୍ତୁ
03:30 ଏବେ Inkscape ସଫ୍ଟୱେର୍ ନିଜକୁ ନିଜେ ଖୋଲିବ
03:34 ଯଦି ଖୋଲୁନି, ତେବେ ଡେସ୍କଟପ୍ ରେ ଏକ ସର୍ଟକର୍ଟ ଆଇକନ୍ ଥିବ, ତା’ଉପରେ ଡବଲ୍ କ୍ଲିକ୍ କରନ୍ତୁ
03:42 ଯଦି Inkscape ଖୋଲିବା ପାଇଁ ଉଭୟ ପ୍ରଣାଳୀ ବିଫଳ ହୁଏ, ତେବେ ଆପଣ 'Start menu' 'All programs' ଓ ତା’ପରେ 'Inkscape' କ୍ଲିକ୍ କରିପାରିବେ
03:50 ଏବେ Inkscape ଇଣ୍ଟରଫେସ୍ ଖୋଲିବ
03:54 ଏବେ ମୁଁ ଏହି ପ୍ରଦର୍ଶନକୁ ପୂର୍ଣ୍ଣ କରିବା ପାଇଁ ଲିନକ୍ସକୁ ଫେରିଯିବି
03:58 ହେଲେ, ଦିଆଯାଇଥିବା ଷ୍ଟେପ୍ସ ଯେକୌଣସି OS ରେ Inkscape ରେ କାମ କରିବେ
04:04 ମୁଖ୍ୟ ଡ୍ରଇଂ କ୍ଷେତ୍ରକୁ 'canvas' କୁହାଯାଏ, ଯେଉଁଠି ଆମେ ଗ୍ରାଫିକ୍ସ ତିଆରି କରିବା
04:10 ଏଠାରେ 'Inkscape' ରେ ଅନେକ ଟୁଲ୍ ଓ ମେନୁ ଅପ୍ସନ୍ ଅଛି, ଆମେ ଶୃଙ୍ଖଳାରେ ସମସ୍ତ ବିଷୟରେ ବିସ୍ତାରରେ ଶିଖିବା
04:17 ଏବେ Inkscape ର ବ୍ୟବହାର ସଂକ୍ଷିପ୍ତରେ ଶିଖିବା
04:21 rectangle ଟୁଲ୍ ବାଛି ଆମେ ଏକ ଆୟତକ୍ଷେତ୍ର ତିଆରି କରିବା
04:25 ଆୟତକ୍ଷେତ୍ର ଆଙ୍କିବା ପାଇଁ 'canvas' ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଡ୍ରାଗ୍ କରନ୍ତୁ
04:29 ଏହା ହେଉଛି ଆମର ଆୟତ
04:32 ମୁଁ ଏହି Inkscape ଡ୍ରଇଂକୁ ସେଭ୍ କରିନେଉଛି
04:34 'File menu' କୁ ଯାଆନ୍ତୁ, 'Save' କ୍ଲିକ୍ କରନ୍ତୁ
04:38 ମୁଁ ଏହାକୁ 'drawing_1.svg' ନାମ ଦେବି ଏବଂ ଏହାକୁ ନିଜ ଡକ୍ୟୁମେଣ୍ଟ ଫୋଲ୍ଡର୍ ରେ ସେଭ୍ କରିବି
04:45 ଏଠାରେ 'svg' ଡିଫଲ୍ଟ 'Inkscape' ଫାଇଲ୍ ର ଏକ୍ସଟେନ୍ସନ୍ ଦର୍ଶାଏ
04:49 ଆମେ 'Inkscape' ଓ ଏହାର ମହତ୍ୱପୂର୍ଣ୍ଣ ଫିଚର୍ସ ବାବଦରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଶିଖିବା
04:55 ମୁଁ ପୂର୍ବରୁ ହିଁ ଏହି ଶୃଙ୍ଖଳାରେ ଆପଣଙ୍କୁ ଟ୍ୟୁଟୋରିଆଲ୍ସର ଝଲକ ଦେଖାଇଦେଇଛି
05:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଉପରେ ସଂକ୍ଷିପ୍ତ ଭିଡିଓ ନିମ୍ନ ଲିଙ୍କ୍ ରେ ଉପଲବ୍ଧ, ଦୟାକରି ତାହାକୁ ଦେଖନ୍ତୁ
05:06 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଆୟୋଜିତ କରନ୍ତି ଏବଂ ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିକୁ ପ୍ରମାଣପତ୍ର ଦିଅନ୍ତି
05:13 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
05:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ସମର୍ଥିତ
05:21 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
05:25 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
05:27 ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି, ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ

Contributors and Content Editors

PoojaMoolya, Pradeep