Difference between revisions of "GChemPaint/C2/Formation-of-Bonds/Oriya"

From Script | Spoken-Tutorial
Jump to: navigation, search
 
Line 5: Line 5:
 
|-
 
|-
 
|00:00
 
|00:00
| ନମସ୍କାର ବନ୍ଧୁଗଣ
+
|ନମସ୍କାର ବନ୍ଧୁଗଣ
 +
 
 
|-
 
|-
 
|00:02
 
|00:02
| GChemPaintରେ Formation of Bonds ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|GChemPaintରେ Formation of Bonds ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:07
 
|00:07
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 +
 
 
|-
 
|-
 
|00:10
 
|00:10
|* ବିଦ୍ୟମାନ ବଣ୍ଡ ସହିତ ବଣ୍ଡସ୍ ଆଡ୍ କରିବା
+
|ବିଦ୍ୟମାନ ବଣ୍ଡ ସହିତ ବଣ୍ଡସ୍ ଆଡ୍ କରିବା
 +
 
 
|-
 
|-
 
|00:13
 
|00:13
|* ବଣ୍ଡଗୁଡ଼ିକର ଦିଗ ବିନ୍ୟାସ
+
|ବଣ୍ଡଗୁଡ଼ିକର ଦିଗ ବିନ୍ୟାସ
 +
 
 
|-
 
|-
 
|00:15
 
|00:15
|* ଷ୍ଟେରିଓକେମିକଲ୍ ବଣ୍ଡସ୍ ଯୋଡ଼ିବା ଏବଂ
+
|ଷ୍ଟେରିଓକେମିକଲ୍ ବଣ୍ଡସ୍ ଯୋଡ଼ିବା ଏବଂ
 +
 
 
|-
 
|-
 
|00:18
 
|00:18
|* ଇନଭର୍ସ ୱେଜ୍ ହାଶେସ୍
+
|ଇନଭର୍ସ ୱେଜ୍ ହାଶେସ୍
 +
 
 
|-
 
|-
 
|00:21
 
|00:21
| ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
+
|ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
 +
 
 
|-
 
|-
 
|00:27
 
|00:27
| GChemPaint ଭର୍ସନ୍ 0.12.10
+
|GChemPaint ଭର୍ସନ୍ 0.12.10
 +
 
 
|-
 
|-
 
|00:33
 
|00:33
| ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
+
|ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
 +
 
 
|-
 
|-
 
|00:37
 
|00:37
| GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
+
|GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
 +
 
 
|-
 
|-
 
|00:40
 
|00:40
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ  
+
|ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ  
 +
 
 
|-
 
|-
 
|00:46
 
|00:46
| Ethane ଷ୍ଟ୍ରକଚର୍ ସହିତ ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିଛି
+
|Ethane ଷ୍ଟ୍ରକଚର୍ ସହିତ ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିଛି
 +
 
 
|-
 
|-
 
|00:51
 
|00:51
| ଚାଲନ୍ତୁ ସାଚୁରେଟେଡ୍ ହାଇଡ୍ରୋକାର୍ବନ୍ସକୁ ଅନସାଚୁରେଟେଡ୍ ହାଇଡ୍ରୋକାର୍ବନ୍ସରେ ବଦଳାଇବା ଶିଖିବା
+
|ଚାଲନ୍ତୁ ସାଚୁରେଟେଡ୍ ହାଇଡ୍ରୋକାର୍ବନ୍ସକୁ ଅନସାଚୁରେଟେଡ୍ ହାଇଡ୍ରୋକାର୍ବନ୍ସରେ ବଦଳାଇବା ଶିଖିବା
 +
 
 
|-
 
|-
 
|00:58
 
|00:58
| Ethane ଷ୍ଟ୍ରକଚର୍ କୁ କପୀକରି ଦୁଇଥର Display Areaରେ ପେଷ୍ଟ କରନ୍ତୁ
+
|Ethane ଷ୍ଟ୍ରକଚର୍ କୁ କପୀକରି ଦୁଇଥର Display Areaରେ ପେଷ୍ଟ କରନ୍ତୁ
 +
 
 
|-
 
|-
 
|01:05
 
|01:05
 
|Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ   
 
|Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ   
 +
 
|-
 
|-
 
|01:08
 
|01:08
| Ethane ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
+
|Ethane ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:11
 
|01:11
| ଷ୍ଟ୍ରକଚର୍ କୁ କପୀ କରିବା ପାଇଁ Ctrl+C ଦାବନ୍ତୁ  
+
|ଷ୍ଟ୍ରକଚର୍ କୁ କପୀ କରିବା ପାଇଁ Ctrl+C ଦାବନ୍ତୁ  
 +
 
 
|-
 
|-
 
|01:14
 
|01:14
| ପେଷ୍ଟ କରିବା ପାଇଁ Ctrl+V ଦାବନ୍ତୁ
+
|ପେଷ୍ଟ କରିବା ପାଇଁ Ctrl+V ଦାବନ୍ତୁ
 +
 
 
|-
 
|-
 
|01:19
 
|01:19
| ଦେଖନ୍ତୁ, ଷ୍ଟ୍ରକଚର୍ ଗୁଡ଼ିକ ପରସ୍ପର ଉପରେ ଓଭରଲ୍ୟାପ୍ କରନ୍ତି
+
|ଦେଖନ୍ତୁ, ଷ୍ଟ୍ରକଚର୍ ଗୁଡ଼ିକ ପରସ୍ପର ଉପରେ ଓଭରଲ୍ୟାପ୍ କରନ୍ତି
 +
 
 
|-
 
|-
 
|01:23
 
|01:23
| ଓରଲ୍ୟାପ୍ କରୁଥିବା ଦ୍ୱିତୀୟ ଷ୍ଟ୍ରକଚର୍ କୁ ଗୋଟିଏ ପଟେ ରଖନ୍ତୁ
+
|ଓରଲ୍ୟାପ୍ କରୁଥିବା ଦ୍ୱିତୀୟ ଷ୍ଟ୍ରକଚର୍ କୁ ଗୋଟିଏ ପଟେ ରଖନ୍ତୁ
 +
 
 
|-
 
|-
 
|01:27
 
|01:27
| ଷ୍ଟ୍ରକଚର୍ ଉପରେ କର୍ସର୍ ରଖି ମାଉସ୍ ସାହାଯ୍ୟରେ ତାହାକୁ ଡ୍ରାଗ୍ କରନ୍ତୁ   
+
|ଷ୍ଟ୍ରକଚର୍ ଉପରେ କର୍ସର୍ ରଖି ମାଉସ୍ ସାହାଯ୍ୟରେ ତାହାକୁ ଡ୍ରାଗ୍ କରନ୍ତୁ   
 +
 
 
|-
 
|-
 
|01:33
 
|01:33
| ଷ୍ଟ୍ରକଚର୍ସରେ ଥିବା କାର୍ବନ୍ ଆଟମ୍ସ ମଧ୍ୟରେ ସିଙ୍ଗଲ୍ ବଣ୍ଡକୁ ଦେଖନ୍ତୁ
+
|ଷ୍ଟ୍ରକଚର୍ସରେ ଥିବା କାର୍ବନ୍ ଆଟମ୍ସ ମଧ୍ୟରେ ସିଙ୍ଗଲ୍ ବଣ୍ଡକୁ ଦେଖନ୍ତୁ
 +
 
 
|-
 
|-
 
|01:40
 
|01:40
| ପ୍ରଥମେ ସିଙ୍ଗଲ୍ ବଣ୍ଡକୁ ଡବଲ୍ ବଣ୍ଡରେ ବଦଳାଇବା
+
|ପ୍ରଥମେ ସିଙ୍ଗଲ୍ ବଣ୍ଡକୁ ଡବଲ୍ ବଣ୍ଡରେ ବଦଳାଇବା
 +
 
 
|-
 
|-
 
|01:44
 
|01:44
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|01:51
 
|01:51
| ଦ୍ୱିତୀୟ Ethane ଷ୍ଟ୍ରକଚରର ବିଦ୍ୟମାନ ବଣ୍ଡ ଉପରେ କ୍ଲିକ୍ କରନ୍ତୁ
+
|ଦ୍ୱିତୀୟ Ethane ଷ୍ଟ୍ରକଚରର ବିଦ୍ୟମାନ ବଣ୍ଡ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:55
 
|01:55
| ଦେଖନ୍ତୁ, ସିଙ୍ଗଲ୍ ବଣ୍ଡ ଡବଲ୍ ବଣ୍ଡରେ ବଦଳିଗଲା
+
|ଦେଖନ୍ତୁ, ସିଙ୍ଗଲ୍ ବଣ୍ଡ ଡବଲ୍ ବଣ୍ଡରେ ବଦଳିଗଲା
 +
 
 
|-
 
|-
 
|02:00
 
|02:00
| Hydrogen ଆଟମ୍ସର ସଂଖ୍ୟା 6ରୁ 4କୁ କମିଗଲା
+
|Hydrogen ଆଟମ୍ସର ସଂଖ୍ୟା 6ରୁ 4କୁ କମିଗଲା
 +
 
 
|-
 
|-
 
|02:06
 
|02:06
 
|ନୂଆ ଷ୍ଟ୍ରକଚର୍ ହେଉଛି Ethane
 
|ନୂଆ ଷ୍ଟ୍ରକଚର୍ ହେଉଛି Ethane
 +
 
|-
 
|-
 
|02:09
 
|02:09
| ଏହାପରେ ଚାଲନ୍ତୁ  ସିଙ୍ଗଲ୍ ବଣ୍ଡକୁ ଟ୍ରିପଲ୍ ବଣ୍ଡରେ ବଦଳାଇବା
+
|ଏହାପରେ ଚାଲନ୍ତୁ  ସିଙ୍ଗଲ୍ ବଣ୍ଡକୁ ଟ୍ରିପଲ୍ ବଣ୍ଡରେ ବଦଳାଇବା
 +
 
 
|-
 
|-
 
|02:14
 
|02:14
| ତୃତୀୟ Ethane ଷ୍ଟ୍ରକଚରର ବିଦ୍ୟମାନ ବଣ୍ଡ ଉପରେ ଦୁଇଥର କ୍ଲିକ୍ କରନ୍ତୁ
+
|ତୃତୀୟ Ethane ଷ୍ଟ୍ରକଚରର ବିଦ୍ୟମାନ ବଣ୍ଡ ଉପରେ ଦୁଇଥର କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:20
 
|02:20
| ଦେଖନ୍ତୁ, ସିଙ୍ଗଲ୍ ବଣ୍ଡ ଟ୍ରିପଲ୍ ବଣ୍ଡରେ ବଦଳିଗଲା
+
|ଦେଖନ୍ତୁ, ସିଙ୍ଗଲ୍ ବଣ୍ଡ ଟ୍ରିପଲ୍ ବଣ୍ଡରେ ବଦଳିଗଲା
 +
 
 
|-
 
|-
 
|02:25
 
|02:25
| Hydrogen ଆଟମ୍ସର ସଂଖ୍ୟା 6ରୁ 2କୁ କମିଗଲା
+
|Hydrogen ଆଟମ୍ସର ସଂଖ୍ୟା 6ରୁ 2କୁ କମିଗଲା
 +
 
 
|-
 
|-
 
|02:30
 
|02:30
 
|ନୂଆ ଷ୍ଟ୍ରକଚର୍ ହେଉଛି Ethyne
 
|ନୂଆ ଷ୍ଟ୍ରକଚର୍ ହେଉଛି Ethyne
 +
 
|-
 
|-
 
|02:34
 
|02:34
| ଷ୍ଟ୍ରକଚର୍ ଗୁଡ଼ିକର ନାମ ଲେଖନ୍ତୁ
+
|ଷ୍ଟ୍ରକଚର୍ ଗୁଡ଼ିକର ନାମ ଲେଖନ୍ତୁ
 +
 
 
|-
 
|-
 
|02:37
 
|02:37
| Add or Modify A Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
+
|Add or Modify A Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|02:41
 
|02:41
| ଷ୍ଟ୍ରକଚର୍ସ ତଳେ କ୍ଲିକ୍ କରନ୍ତୁ
+
|ଷ୍ଟ୍ରକଚର୍ସ ତଳେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:43
 
|02:43
| Ethane, Ethene ଓ Ethyne ଭାବରେ ଷ୍ଟ୍ରକଚରଗୁଡ଼ିକର ନାମ ପ୍ରବେଶ କରାନ୍ତୁ  
+
|Ethane, Ethene ଓ Ethyne ଭାବରେ ଷ୍ଟ୍ରକଚରଗୁଡ଼ିକର ନାମ ପ୍ରବେଶ କରାନ୍ତୁ  
 +
 
 
|-
 
|-
 
|02:53
 
|02:53
 
|ଏହାପରେ ଆମେ Tetrahedral geometry ବିଷୟରେ ଶିଖିବା
 
|ଏହାପରେ ଆମେ Tetrahedral geometry ବିଷୟରେ ଶିଖିବା
 +
 
|-
 
|-
 
|02:57
 
|02:57
| ଷ୍ଟ୍ରକଚର୍ କୁ ଗୋଟିଏ ପଟକୁ ଘୁଞ୍ଚାଇଦିଅନ୍ତୁ
+
|ଷ୍ଟ୍ରକଚର୍ କୁ ଗୋଟିଏ ପଟକୁ ଘୁଞ୍ଚାଇଦିଅନ୍ତୁ
 +
 
 
|-
 
|-
 
|03:00
 
|03:00
| ସମସ୍ତ ଅବଜେକ୍ଟ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
+
|ସମସ୍ତ ଅବଜେକ୍ଟ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
 +
 
 
|-
 
|-
 
|03:03
 
|03:03
| Select One or More Objects ଟୁଲ୍ ଉପରେ କ୍ଲିକ୍ କରି ଷ୍ଟ୍ରକଚର୍ସକୁ ଡ୍ରାଗ୍ କରନ୍ତୁ
+
|Select One or More Objects ଟୁଲ୍ ଉପରେ କ୍ଲିକ୍ କରି ଷ୍ଟ୍ରକଚର୍ସକୁ ଡ୍ରାଗ୍ କରନ୍ତୁ
 +
 
 
|-
 
|-
 
|03:10
 
|03:10
 
|Tetrahedral Methane ଷ୍ଟ୍ରକଚର୍ ପାଇଁ ଏଠାରେ ଗୋଟିଏ ସ୍ଲାଇଡ୍ ଅଛି
 
|Tetrahedral Methane ଷ୍ଟ୍ରକଚର୍ ପାଇଁ ଏଠାରେ ଗୋଟିଏ ସ୍ଲାଇଡ୍ ଅଛି
 +
 
|-
 
|-
 
|03:14
 
|03:14
| ସମସ୍ତ ବଣ୍ଡ ଦୀର୍ଘତା 1.09 ଆଙ୍ଗଷ୍ଟ୍ରମ୍ ଅଟେ
+
|ସମସ୍ତ ବଣ୍ଡ ଦୀର୍ଘତା 1.09 ଆଙ୍ଗଷ୍ଟ୍ରମ୍ ଅଟେ
 +
 
 
|-
 
|-
 
|03:19
 
|03:19
| Tetrahedral Methaneରେ, ସମସ୍ତ ବଣ୍ଡ ଆଙ୍ଗଲ୍ 109.5 ଡିଗ୍ରୀ ସହ ସମାନ
+
|Tetrahedral Methaneରେ, ସମସ୍ତ ବଣ୍ଡ ଆଙ୍ଗଲ୍ 109.5 ଡିଗ୍ରୀ ସହ ସମାନ
  
 
|-
 
|-
 
|03:31
 
|03:31
| ଏବେ, Tetrahedral Ethane ଷ୍ଟ୍ରକଚର୍ ଆଙ୍କିବା  
+
|ଏବେ, Tetrahedral Ethane ଷ୍ଟ୍ରକଚର୍ ଆଙ୍କିବା  
 +
 
 
|-
 
|-
 
|03:35
 
|03:35
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:41
 
|03:41
| Display Area ଉପରେ କ୍ଲିକ୍ କରନ୍ତୁ
+
|Display Area ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:43
 
|03:43
| ବଣ୍ଡର ସ୍ଥିତି ଭୂସମାନ୍ତର ଦିଗରେ ନିର୍ଦ୍ଧାରିତ କରନ୍ତୁ  
+
|ବଣ୍ଡର ସ୍ଥିତି ଭୂସମାନ୍ତର ଦିଗରେ ନିର୍ଦ୍ଧାରିତ କରନ୍ତୁ  
 +
 
 
|-
 
|-
 
|03:47
 
|03:47
| ପ୍ରତ୍ୟେକ ବଣ୍ଡ ଧାରରେ ତିନୋଟି ବଣ୍ଡସ୍ ଆଙ୍କନ୍ତୁ
+
|ପ୍ରତ୍ୟେକ ବଣ୍ଡ ଧାରରେ ତିନୋଟି ବଣ୍ଡସ୍ ଆଙ୍କନ୍ତୁ
 +
 
 
|-
 
|-
 
|03:51
 
|03:51
| ଏକ Tetrahedral ଜ୍ୟାମିତିରୁ ବଣ୍ଡଗୁଡ଼ିକର ସ୍ଥିତି ନିର୍ଦ୍ଧାରିତ କରନ୍ତୁ
+
|ଏକ Tetrahedral ଜ୍ୟାମିତିରୁ ବଣ୍ଡଗୁଡ଼ିକର ସ୍ଥିତି ନିର୍ଦ୍ଧାରିତ କରନ୍ତୁ
 +
 
 
|-
 
|-
 
|03:55
 
|03:55
| ପ୍ରତ୍ୟେକ ଧାରରେ କ୍ଲିକ୍ କରନ୍ତୁ ତା’ପରେ ତିନୋଟି ବଣ୍ଡସ୍ ର ସ୍ଥିତିକୁ ଭିନ୍ନ ଦିଗରେ ନିର୍ଦ୍ଧାରିତ କରନ୍ତୁ
+
|ପ୍ରତ୍ୟେକ ଧାରରେ କ୍ଲିକ୍ କରନ୍ତୁ ତା’ପରେ ତିନୋଟି ବଣ୍ଡସ୍ ର ସ୍ଥିତିକୁ ଭିନ୍ନ ଦିଗରେ ନିର୍ଦ୍ଧାରିତ କରନ୍ତୁ
 +
 
 
|-
 
|-
 
|04:02
 
|04:02
| ସେହିଭଳି ଅନ୍ୟ ଧାର ଉପରେ ଚାଲନ୍ତୁ ଆଙ୍କିବା  
+
|ସେହିଭଳି ଅନ୍ୟ ଧାର ଉପରେ ଚାଲନ୍ତୁ ଆଙ୍କିବା  
 +
 
 
|-
 
|-
 
|04:07
 
|04:07
| ମୁଣ୍ଡଗୁଡ଼ିକରେ ହାଇଡ୍ରୋଜେନ୍ ଆଟମ୍ସ ଯୋଡ଼ନ୍ତୁ
+
|ମୁଣ୍ଡଗୁଡ଼ିକରେ ହାଇଡ୍ରୋଜେନ୍ ଆଟମ୍ସ ଯୋଡ଼ନ୍ତୁ
 +
 
 
|-
 
|-
 
|04:10
 
|04:10
| ମୁଣ୍ଡଗୁଡ଼ିକରେ ହାଇଡ୍ରୋଜେନ୍ ଆଟମ୍ସ ଯୋଡ଼ିବା ପାଇଁ, କ୍ୟାପିଟାଲ୍ H ଦାବନ୍ତୁ
+
|ମୁଣ୍ଡଗୁଡ଼ିକରେ ହାଇଡ୍ରୋଜେନ୍ ଆଟମ୍ସ ଯୋଡ଼ିବା ପାଇଁ, କ୍ୟାପିଟାଲ୍ H ଦାବନ୍ତୁ
 +
 
 
|-
 
|-
 
|04:16
 
|04:16
| ଗୋଟିଏ ସବ୍-ମେନୁ ଖୋଲିବ, ଯେଉଁଥିରେ ଆମେ H ସିଲେକ୍ଟ କରିବା
+
|ଗୋଟିଏ ସବ୍-ମେନୁ ଖୋଲିବ, ଯେଉଁଥିରେ ଆମେ H ସିଲେକ୍ଟ କରିବା
 +
 
 
|-
 
|-
 
|04:21
 
|04:21
| ଦେଖନ୍ତୁ, ଟୁଲ୍ ବକ୍ସରେ Hydrogen ଆଟମ୍ ପ୍ରଦର୍ଶିତ ହେଲା
+
|ଦେଖନ୍ତୁ, ଟୁଲ୍ ବକ୍ସରେ Hydrogen ଆଟମ୍ ପ୍ରଦର୍ଶିତ ହେଲା
 +
 
 
|-
 
|-
 
|04:26
 
|04:26
| Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
+
|Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|04:29
 
|04:29
| Hydrogen ଆଟମ୍ସ ଯୋଡ଼ିବା ପାଇଁ ସମସ୍ତ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
+
|Hydrogen ଆଟମ୍ସ ଯୋଡ଼ିବା ପାଇଁ ସମସ୍ତ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:37
 
|04:37
| ଏବେ ଚାଲନ୍ତୁ ଆମେ, Ethane ଷ୍ଟ୍ରକଚର୍ ସହିତ Stereochemical ବଣ୍ଡସ୍ ଯୋଡ଼ିବା
+
|ଏବେ ଚାଲନ୍ତୁ ଆମେ, Ethane ଷ୍ଟ୍ରକଚର୍ ସହିତ Stereochemical ବଣ୍ଡସ୍ ଯୋଡ଼ିବା
 +
 
 
|-
 
|-
 
|04:42
 
|04:42
| ଟୁଲ୍ ବକ୍ସରେ ଉପଲବ୍ଧ ଥିବା Stereochemical ବଣ୍ଡଗୁଡ଼ିକ ହେଉଛି,
+
|ଟୁଲ୍ ବକ୍ସରେ ଉପଲବ୍ଧ ଥିବା Stereochemical ବଣ୍ଡଗୁଡ଼ିକ ହେଉଛି,
 +
 
 
|-
 
|-
 
|04:46
 
|04:46
|* Add a wedge bond  
+
|Add a wedge bond  
 +
 
 
|-
 
|-
 
|04:48
 
|04:48
|* Add a hash bond  
+
|Add a hash bond  
 +
 
 
|-
 
|-
 
|04:50
 
|04:50
|* Add a squiggle bond   
+
|Add a squiggle bond   
 +
 
 
|-
 
|-
 
|04:53
 
|04:53
|* ଓ Add a fore bond
+
|ଓ Add a fore bond
 +
 
 
|-
 
|-
 
|04:55
 
|04:55
 
|Ethaneକୁ Stereochemical ଷ୍ଟ୍ରକଚର୍ ରେ ପରିବର୍ତ୍ତିତ କରିବାକୁ Add A Wedge Bond ବ୍ୟବହାର କରନ୍ତୁ
 
|Ethaneକୁ Stereochemical ଷ୍ଟ୍ରକଚର୍ ରେ ପରିବର୍ତ୍ତିତ କରିବାକୁ Add A Wedge Bond ବ୍ୟବହାର କରନ୍ତୁ
 +
 
|-
 
|-
 
|05:03
 
|05:03
| Add A Wedge Bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add A Wedge Bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:05
 
|05:05
| ତା’ପରେ ସମସ୍ତ ବଣ୍ଡଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
+
|ତା’ପରେ ସମସ୍ତ ବଣ୍ଡଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:10
 
|05:10
| ପରିବର୍ତ୍ତଗୁଡ଼ିକୁ ଦେଖନ୍ତୁ
+
|ପରିବର୍ତ୍ତଗୁଡ଼ିକୁ ଦେଖନ୍ତୁ
 +
 
 
|-
 
|-
 
|05:13
 
|05:13
| Add A Hash Bond ଉପରେ କ୍ଲିକ୍ କରନ୍ତୁ  
+
|Add A Hash Bond ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|05:15
 
|05:15
| ଓ ତା’ପରେ Display Area ଉପରେ କ୍ଲିକ୍ କରନ୍ତୁ
+
|ଓ ତା’ପରେ Display Area ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:19
 
|05:19
| ମୁଁ ଏବେ Invert Wedge Hashes ବିଷୟରେ ବୁଝାଇବି
+
|ମୁଁ ଏବେ Invert Wedge Hashes ବିଷୟରେ ବୁଝାଇବି
 +
 
 
|-
 
|-
 
|05:25
 
|05:25
| Edit ମେନୁକୁ ଯାଇ Preferences ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ
+
|Edit ମେନୁକୁ ଯାଇ Preferences ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:31
 
|05:31
 
|GChemPaint Preferences ୱିଣ୍ଡୋ ଖୋଲିଲା  
 
|GChemPaint Preferences ୱିଣ୍ଡୋ ଖୋଲିଲା  
 +
 
|-
 
|-
 
|05:34
 
|05:34
| Invert Wedge Hashes ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
+
|Invert Wedge Hashes ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:38
 
|05:38
| ଯଦି ସେଟ୍ ଥିବ, ତେବେ Wedge Hashes ସାଧାରଣ କନଭେନ୍ସନ୍ ର ଅନୁସରଣ କରିବ
+
|ଯଦି ସେଟ୍ ଥିବ, ତେବେ Wedge Hashes ସାଧାରଣ କନଭେନ୍ସନ୍ ର ଅନୁସରଣ କରିବ
 +
 
 
|-
 
|-
 
|05:43
 
|05:43
| ବଣ୍ଡର ଆରମ୍ଭରେ ସଂକୀର୍ଣ୍ଣ ମୁଣ୍ଡ ଥିବାବେଳେ ଅନ୍ୟ ମୁଣ୍ଡ ଚଉଡ଼ା ଅଟେ
+
|ବଣ୍ଡର ଆରମ୍ଭରେ ସଂକୀର୍ଣ୍ଣ ମୁଣ୍ଡ ଥିବାବେଳେ ଅନ୍ୟ ମୁଣ୍ଡ ଚଉଡ଼ା ଅଟେ
 +
 
 
|-
 
|-
 
|05:50
 
|05:50
| ଏହା ଆମକୁ ବଣ୍ଡକୁ ସଠିକ୍ ଭାବେ କଳ୍ପନା କରିବାରେ ସାହାଯ୍ୟ କରେ
+
|ଏହା ଆମକୁ ବଣ୍ଡକୁ ସଠିକ୍ ଭାବେ କଳ୍ପନା କରିବାରେ ସାହାଯ୍ୟ କରେ
 +
 
 
|-
 
|-
 
|05:55
 
|05:55
| GChemPaintରେ ଡିଫଲ୍ଟ କନଭେନ୍ସନ୍ ଇନଭର୍ସ ଅଟେ, କାରଣ ପରିପ୍ରେକ୍ଷ ନିୟମ ସହିତ ଏହା ଅଧିକ ସୁସଂଗତ ଅଟେ  
+
|GChemPaintରେ ଡିଫଲ୍ଟ କନଭେନ୍ସନ୍ ଇନଭର୍ସ ଅଟେ, କାରଣ ପରିପ୍ରେକ୍ଷ ନିୟମ ସହିତ ଏହା ଅଧିକ ସୁସଂଗତ ଅଟେ  
 +
 
 
|-
 
|-
 
|06:05
 
|06:05
| Hash ବଣ୍ଡରେ ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
+
|Hash ବଣ୍ଡରେ ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
 +
 
 
|-
 
|-
 
|06:09
 
|06:09
| ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ  
+
|ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|06:13
 
|06:13
| ଏବେ ଚାଲନ୍ତୁ, Ethane ଷ୍ଟ୍ରକଚର୍ ରେ ବଣ୍ଡଗୁଡ଼ିକୁ Add A Hash Bondରେ ପରିବର୍ତ୍ତନ କରିବା
+
|ଏବେ ଚାଲନ୍ତୁ, Ethane ଷ୍ଟ୍ରକଚର୍ ରେ ବଣ୍ଡଗୁଡ଼ିକୁ Add A Hash Bondରେ ପରିବର୍ତ୍ତନ କରିବା
 +
 
 
|-
 
|-
 
|06:18
 
|06:18
| Add A Hash Bond ଉପରେ କ୍ଲିକ୍ କରନ୍ତୁ  
+
|Add A Hash Bond ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|06:21
 
|06:21
| ତା’ପରେ ସମସ୍ତ ବଣ୍ଡଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
+
|ତା’ପରେ ସମସ୍ତ ବଣ୍ଡଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:27
 
|06:27
| ଏବେ ଫାଇଲ୍ ସେଭ୍ କରନ୍ତୁ
+
|ଏବେ ଫାଇଲ୍ ସେଭ୍ କରନ୍ତୁ
 +
 
 
|-
 
|-
 
|06:30
 
|06:30
| ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
+
|ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:34
 
|06:34
| Save As ଡାୟଲଗ୍ ବକ୍ସ ଖୋଲିଲା
+
|Save As ଡାୟଲଗ୍ ବକ୍ସ ଖୋଲିଲା
 +
 
 
|-
 
|-
 
|06:37
 
|06:37
| Formation of Bonds ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ  
+
|Formation of Bonds ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ  
 +
 
 
|-
 
|-
 
|06:41
 
|06:41
| Save କ୍ଲିକ୍ କରନ୍ତୁ
+
|Save କ୍ଲିକ୍ କରନ୍ତୁ
  
 
|-
 
|-
 
|06:44
 
|06:44
| ସଂକ୍ଷେପରେ
+
|ସଂକ୍ଷେପରେ
 +
 
 
|-
 
|-
 
|06:46
 
|06:46
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
  
 
|-
 
|-
 
|06:49
 
|06:49
|* ବିଦ୍ୟମାନ ବଣ୍ଡ ସହିତ ବଣ୍ଡସ୍ ଆଡ୍ କରିବା
+
|ବିଦ୍ୟମାନ ବଣ୍ଡ ସହିତ ବଣ୍ଡସ୍ ଆଡ୍ କରିବା
 +
 
 
|-
 
|-
 
|06:52
 
|06:52
|* ବଣ୍ଡଗୁଡ଼ିକର ଦିଗ ବିନ୍ୟାସ
+
|ବଣ୍ଡଗୁଡ଼ିକର ଦିଗ ବିନ୍ୟାସ
 +
 
 
|-
 
|-
 
|06:54
 
|06:54
|* ଷ୍ଟେରିଓକେମିକଲ୍ ବଣ୍ଡସ୍ ଯୋଡ଼ିବା  
+
|ଷ୍ଟେରିଓକେମିକଲ୍ ବଣ୍ଡସ୍ ଯୋଡ଼ିବା  
 +
 
 
|-
 
|-
 
|06:56
 
|06:56
|* ଓ ଇନଭର୍ସ ୱେଜ୍ ହାଶେସ୍
+
|ଓ ଇନଭର୍ସ ୱେଜ୍ ହାଶେସ୍
 +
 
 
|-
 
|-
 
|07:00
 
|07:00
| ଏକ ଆସାଇନମେଣ୍ଟ ଭାବେ
+
|ଏକ ଆସାଇନମେଣ୍ଟ ଭାବେ,Propane କୁ Propyneରେ ବଦଳାନ୍ତୁ
|-
+
 
|07:01
+
|* Propane କୁ Propyneରେ ବଦଳାନ୍ତୁ
+
 
|-
 
|-
 
|07:04
 
|07:04
| Propane ଓ  Butane ଷ୍ଟ୍ରକଚର୍ ଆଙ୍କନ୍ତୁ  
+
|Propane ଓ  Butane ଷ୍ଟ୍ରକଚର୍ ଆଙ୍କନ୍ତୁ  
 +
 
 
|-
 
|-
 
|07:07
 
|07:07
|* Stereochemical Bonds ଦେଖାନ୍ତୁ
+
|Stereochemical Bonds ଦେଖାନ୍ତୁ
 +
 
 
|-
 
|-
 
|07:11
 
|07:11
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତା
+
|ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତା
 +
 
 
|-
 
|-
 
|07:16
 
|07:16
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''.
+
|ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''.
 +
 
 
|-
 
|-
 
|07:19
 
|07:19
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
 
|07:23
 
|07:23
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
 
|-
 
|-
 
|07:28
 
|07:28
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
 
|07:33
 
|07:33
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
 
|-
 
|-
 
|07:36
 
|07:36
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
+
|ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
  
 
|-
 
|-
 
|07:42
 
|07:42
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
+
|ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 +
 
 
|-
 
|-
 
|07:47
 
|07:47
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
 
|-
 
|-
 
|07:54
 
|07:54
| ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ  
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ  
 +
 
 
|-
 
|-
 
|08:00
 
|08:00
| ଆଇଆଇଟି ବମ୍ୱେ ତରଫରୁ
+
|ଆଇଆଇଟି ବମ୍ୱେ ତରଫରୁ
|-
+
|08:02
+
| ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
  
 
|-
 
|-
 +
|08:02
 +
|ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 +
|}

Latest revision as of 09:49, 6 April 2017

Time Narration
00:00 ନମସ୍କାର ବନ୍ଧୁଗଣ
00:02 GChemPaintରେ Formation of Bonds ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:10 ବିଦ୍ୟମାନ ବଣ୍ଡ ସହିତ ବଣ୍ଡସ୍ ଆଡ୍ କରିବା
00:13 ବଣ୍ଡଗୁଡ଼ିକର ଦିଗ ବିନ୍ୟାସ
00:15 ଷ୍ଟେରିଓକେମିକଲ୍ ବଣ୍ଡସ୍ ଯୋଡ଼ିବା ଏବଂ
00:18 ଇନଭର୍ସ ୱେଜ୍ ହାଶେସ୍
00:21 ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:27 GChemPaint ଭର୍ସନ୍ 0.12.10
00:33 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
00:37 GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
00:40 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:46 Ethane ଷ୍ଟ୍ରକଚର୍ ସହିତ ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିଛି
00:51 ଚାଲନ୍ତୁ ସାଚୁରେଟେଡ୍ ହାଇଡ୍ରୋକାର୍ବନ୍ସକୁ ଅନସାଚୁରେଟେଡ୍ ହାଇଡ୍ରୋକାର୍ବନ୍ସରେ ବଦଳାଇବା ଶିଖିବା
00:58 Ethane ଷ୍ଟ୍ରକଚର୍ କୁ କପୀକରି ଦୁଇଥର Display Areaରେ ପେଷ୍ଟ କରନ୍ତୁ
01:05 Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:08 Ethane ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
01:11 ଷ୍ଟ୍ରକଚର୍ କୁ କପୀ କରିବା ପାଇଁ Ctrl+C ଦାବନ୍ତୁ
01:14 ପେଷ୍ଟ କରିବା ପାଇଁ Ctrl+V ଦାବନ୍ତୁ
01:19 ଦେଖନ୍ତୁ, ଷ୍ଟ୍ରକଚର୍ ଗୁଡ଼ିକ ପରସ୍ପର ଉପରେ ଓଭରଲ୍ୟାପ୍ କରନ୍ତି
01:23 ଓରଲ୍ୟାପ୍ କରୁଥିବା ଦ୍ୱିତୀୟ ଷ୍ଟ୍ରକଚର୍ କୁ ଗୋଟିଏ ପଟେ ରଖନ୍ତୁ
01:27 ଷ୍ଟ୍ରକଚର୍ ଉପରେ କର୍ସର୍ ରଖି ମାଉସ୍ ସାହାଯ୍ୟରେ ତାହାକୁ ଡ୍ରାଗ୍ କରନ୍ତୁ
01:33 ଷ୍ଟ୍ରକଚର୍ସରେ ଥିବା କାର୍ବନ୍ ଆଟମ୍ସ ମଧ୍ୟରେ ସିଙ୍ଗଲ୍ ବଣ୍ଡକୁ ଦେଖନ୍ତୁ
01:40 ପ୍ରଥମେ ସିଙ୍ଗଲ୍ ବଣ୍ଡକୁ ଡବଲ୍ ବଣ୍ଡରେ ବଦଳାଇବା
01:44 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:51 ଦ୍ୱିତୀୟ Ethane ଷ୍ଟ୍ରକଚରର ବିଦ୍ୟମାନ ବଣ୍ଡ ଉପରେ କ୍ଲିକ୍ କରନ୍ତୁ
01:55 ଦେଖନ୍ତୁ, ସିଙ୍ଗଲ୍ ବଣ୍ଡ ଡବଲ୍ ବଣ୍ଡରେ ବଦଳିଗଲା
02:00 Hydrogen ଆଟମ୍ସର ସଂଖ୍ୟା 6ରୁ 4କୁ କମିଗଲା
02:06 ନୂଆ ଷ୍ଟ୍ରକଚର୍ ହେଉଛି Ethane
02:09 ଏହାପରେ ଚାଲନ୍ତୁ ସିଙ୍ଗଲ୍ ବଣ୍ଡକୁ ଟ୍ରିପଲ୍ ବଣ୍ଡରେ ବଦଳାଇବା
02:14 ତୃତୀୟ Ethane ଷ୍ଟ୍ରକଚରର ବିଦ୍ୟମାନ ବଣ୍ଡ ଉପରେ ଦୁଇଥର କ୍ଲିକ୍ କରନ୍ତୁ
02:20 ଦେଖନ୍ତୁ, ସିଙ୍ଗଲ୍ ବଣ୍ଡ ଟ୍ରିପଲ୍ ବଣ୍ଡରେ ବଦଳିଗଲା
02:25 Hydrogen ଆଟମ୍ସର ସଂଖ୍ୟା 6ରୁ 2କୁ କମିଗଲା
02:30 ନୂଆ ଷ୍ଟ୍ରକଚର୍ ହେଉଛି Ethyne
02:34 ଷ୍ଟ୍ରକଚର୍ ଗୁଡ଼ିକର ନାମ ଲେଖନ୍ତୁ
02:37 Add or Modify A Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:41 ଷ୍ଟ୍ରକଚର୍ସ ତଳେ କ୍ଲିକ୍ କରନ୍ତୁ
02:43 Ethane, Ethene ଓ Ethyne ଭାବରେ ଷ୍ଟ୍ରକଚରଗୁଡ଼ିକର ନାମ ପ୍ରବେଶ କରାନ୍ତୁ
02:53 ଏହାପରେ ଆମେ Tetrahedral geometry ବିଷୟରେ ଶିଖିବା
02:57 ଷ୍ଟ୍ରକଚର୍ କୁ ଗୋଟିଏ ପଟକୁ ଘୁଞ୍ଚାଇଦିଅନ୍ତୁ
03:00 ସମସ୍ତ ଅବଜେକ୍ଟ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
03:03 Select One or More Objects ଟୁଲ୍ ଉପରେ କ୍ଲିକ୍ କରି ଷ୍ଟ୍ରକଚର୍ସକୁ ଡ୍ରାଗ୍ କରନ୍ତୁ
03:10 Tetrahedral Methane ଷ୍ଟ୍ରକଚର୍ ପାଇଁ ଏଠାରେ ଗୋଟିଏ ସ୍ଲାଇଡ୍ ଅଛି
03:14 ସମସ୍ତ ବଣ୍ଡ ଦୀର୍ଘତା 1.09 ଆଙ୍ଗଷ୍ଟ୍ରମ୍ ଅଟେ
03:19 Tetrahedral Methaneରେ, ସମସ୍ତ ବଣ୍ଡ ଆଙ୍ଗଲ୍ 109.5 ଡିଗ୍ରୀ ସହ ସମାନ
03:31 ଏବେ, Tetrahedral Ethane ଷ୍ଟ୍ରକଚର୍ ଆଙ୍କିବା
03:35 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:41 Display Area ଉପରେ କ୍ଲିକ୍ କରନ୍ତୁ
03:43 ବଣ୍ଡର ସ୍ଥିତି ଭୂସମାନ୍ତର ଦିଗରେ ନିର୍ଦ୍ଧାରିତ କରନ୍ତୁ
03:47 ପ୍ରତ୍ୟେକ ବଣ୍ଡ ଧାରରେ ତିନୋଟି ବଣ୍ଡସ୍ ଆଙ୍କନ୍ତୁ
03:51 ଏକ Tetrahedral ଜ୍ୟାମିତିରୁ ବଣ୍ଡଗୁଡ଼ିକର ସ୍ଥିତି ନିର୍ଦ୍ଧାରିତ କରନ୍ତୁ
03:55 ପ୍ରତ୍ୟେକ ଧାରରେ କ୍ଲିକ୍ କରନ୍ତୁ ତା’ପରେ ତିନୋଟି ବଣ୍ଡସ୍ ର ସ୍ଥିତିକୁ ଭିନ୍ନ ଦିଗରେ ନିର୍ଦ୍ଧାରିତ କରନ୍ତୁ
04:02 ସେହିଭଳି ଅନ୍ୟ ଧାର ଉପରେ ଚାଲନ୍ତୁ ଆଙ୍କିବା
04:07 ମୁଣ୍ଡଗୁଡ଼ିକରେ ହାଇଡ୍ରୋଜେନ୍ ଆଟମ୍ସ ଯୋଡ଼ନ୍ତୁ
04:10 ମୁଣ୍ଡଗୁଡ଼ିକରେ ହାଇଡ୍ରୋଜେନ୍ ଆଟମ୍ସ ଯୋଡ଼ିବା ପାଇଁ, କ୍ୟାପିଟାଲ୍ H ଦାବନ୍ତୁ
04:16 ଗୋଟିଏ ସବ୍-ମେନୁ ଖୋଲିବ, ଯେଉଁଥିରେ ଆମେ H ସିଲେକ୍ଟ କରିବା
04:21 ଦେଖନ୍ତୁ, ଟୁଲ୍ ବକ୍ସରେ Hydrogen ଆଟମ୍ ପ୍ରଦର୍ଶିତ ହେଲା
04:26 Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:29 Hydrogen ଆଟମ୍ସ ଯୋଡ଼ିବା ପାଇଁ ସମସ୍ତ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
04:37 ଏବେ ଚାଲନ୍ତୁ ଆମେ, Ethane ଷ୍ଟ୍ରକଚର୍ ସହିତ Stereochemical ବଣ୍ଡସ୍ ଯୋଡ଼ିବା
04:42 ଟୁଲ୍ ବକ୍ସରେ ଉପଲବ୍ଧ ଥିବା Stereochemical ବଣ୍ଡଗୁଡ଼ିକ ହେଉଛି,
04:46 Add a wedge bond
04:48 Add a hash bond
04:50 Add a squiggle bond
04:53 ଓ Add a fore bond
04:55 Ethaneକୁ Stereochemical ଷ୍ଟ୍ରକଚର୍ ରେ ପରିବର୍ତ୍ତିତ କରିବାକୁ Add A Wedge Bond ବ୍ୟବହାର କରନ୍ତୁ
05:03 Add A Wedge Bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:05 ତା’ପରେ ସମସ୍ତ ବଣ୍ଡଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
05:10 ପରିବର୍ତ୍ତଗୁଡ଼ିକୁ ଦେଖନ୍ତୁ
05:13 Add A Hash Bond ଉପରେ କ୍ଲିକ୍ କରନ୍ତୁ
05:15 ଓ ତା’ପରେ Display Area ଉପରେ କ୍ଲିକ୍ କରନ୍ତୁ
05:19 ମୁଁ ଏବେ Invert Wedge Hashes ବିଷୟରେ ବୁଝାଇବି
05:25 Edit ମେନୁକୁ ଯାଇ Preferences ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ
05:31 GChemPaint Preferences ୱିଣ୍ଡୋ ଖୋଲିଲା
05:34 Invert Wedge Hashes ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
05:38 ଯଦି ସେଟ୍ ଥିବ, ତେବେ Wedge Hashes ସାଧାରଣ କନଭେନ୍ସନ୍ ର ଅନୁସରଣ କରିବ
05:43 ବଣ୍ଡର ଆରମ୍ଭରେ ସଂକୀର୍ଣ୍ଣ ମୁଣ୍ଡ ଥିବାବେଳେ ଅନ୍ୟ ମୁଣ୍ଡ ଚଉଡ଼ା ଅଟେ
05:50 ଏହା ଆମକୁ ବଣ୍ଡକୁ ସଠିକ୍ ଭାବେ କଳ୍ପନା କରିବାରେ ସାହାଯ୍ୟ କରେ
05:55 GChemPaintରେ ଡିଫଲ୍ଟ କନଭେନ୍ସନ୍ ଇନଭର୍ସ ଅଟେ, କାରଣ ପରିପ୍ରେକ୍ଷ ନିୟମ ସହିତ ଏହା ଅଧିକ ସୁସଂଗତ ଅଟେ
06:05 Hash ବଣ୍ଡରେ ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
06:09 ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
06:13 ଏବେ ଚାଲନ୍ତୁ, Ethane ଷ୍ଟ୍ରକଚର୍ ରେ ବଣ୍ଡଗୁଡ଼ିକୁ Add A Hash Bondରେ ପରିବର୍ତ୍ତନ କରିବା
06:18 Add A Hash Bond ଉପରେ କ୍ଲିକ୍ କରନ୍ତୁ
06:21 ତା’ପରେ ସମସ୍ତ ବଣ୍ଡଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
06:27 ଏବେ ଫାଇଲ୍ ସେଭ୍ କରନ୍ତୁ
06:30 ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
06:34 Save As ଡାୟଲଗ୍ ବକ୍ସ ଖୋଲିଲା
06:37 Formation of Bonds ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ
06:41 Save କ୍ଲିକ୍ କରନ୍ତୁ
06:44 ସଂକ୍ଷେପରେ
06:46 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
06:49 ବିଦ୍ୟମାନ ବଣ୍ଡ ସହିତ ବଣ୍ଡସ୍ ଆଡ୍ କରିବା
06:52 ବଣ୍ଡଗୁଡ଼ିକର ଦିଗ ବିନ୍ୟାସ
06:54 ଷ୍ଟେରିଓକେମିକଲ୍ ବଣ୍ଡସ୍ ଯୋଡ଼ିବା
06:56 ଓ ଇନଭର୍ସ ୱେଜ୍ ହାଶେସ୍
07:00 ଏକ ଆସାଇନମେଣ୍ଟ ଭାବେ,Propane କୁ Propyneରେ ବଦଳାନ୍ତୁ
07:04 Propane ଓ Butane ଷ୍ଟ୍ରକଚର୍ ଆଙ୍କନ୍ତୁ
07:07 Stereochemical Bonds ଦେଖାନ୍ତୁ
07:11 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତା
07:16 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
07:19 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:23 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:33 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:36 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:42 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:47 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:54 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
08:00 ଆଇଆଇଟି ବମ୍ୱେ ତରଫରୁ
08:02 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep