GChemPaint/C2/Formation-of-Bonds/Oriya
From Script | Spoken-Tutorial
| Time | Narration |
| 00:00 | ନମସ୍କାର ବନ୍ଧୁଗଣ |
| 00:02 | GChemPaintରେ Formation of Bonds ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
| 00:10 | ବିଦ୍ୟମାନ ବଣ୍ଡ ସହିତ ବଣ୍ଡସ୍ ଆଡ୍ କରିବା |
| 00:13 | ବଣ୍ଡଗୁଡ଼ିକର ଦିଗ ବିନ୍ୟାସ |
| 00:15 | ଷ୍ଟେରିଓକେମିକଲ୍ ବଣ୍ଡସ୍ ଯୋଡ଼ିବା ଏବଂ |
| 00:18 | ଇନଭର୍ସ ୱେଜ୍ ହାଶେସ୍ |
| 00:21 | ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
| 00:27 | GChemPaint ଭର୍ସନ୍ 0.12.10 |
| 00:33 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ |
| 00:37 | GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ |
| 00:40 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:46 | Ethane ଷ୍ଟ୍ରକଚର୍ ସହିତ ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିଛି |
| 00:51 | ଚାଲନ୍ତୁ ସାଚୁରେଟେଡ୍ ହାଇଡ୍ରୋକାର୍ବନ୍ସକୁ ଅନସାଚୁରେଟେଡ୍ ହାଇଡ୍ରୋକାର୍ବନ୍ସରେ ବଦଳାଇବା ଶିଖିବା |
| 00:58 | Ethane ଷ୍ଟ୍ରକଚର୍ କୁ କପୀକରି ଦୁଇଥର Display Areaରେ ପେଷ୍ଟ କରନ୍ତୁ |
| 01:05 | Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 01:08 | Ethane ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ |
| 01:11 | ଷ୍ଟ୍ରକଚର୍ କୁ କପୀ କରିବା ପାଇଁ Ctrl+C ଦାବନ୍ତୁ |
| 01:14 | ପେଷ୍ଟ କରିବା ପାଇଁ Ctrl+V ଦାବନ୍ତୁ |
| 01:19 | ଦେଖନ୍ତୁ, ଷ୍ଟ୍ରକଚର୍ ଗୁଡ଼ିକ ପରସ୍ପର ଉପରେ ଓଭରଲ୍ୟାପ୍ କରନ୍ତି |
| 01:23 | ଓରଲ୍ୟାପ୍ କରୁଥିବା ଦ୍ୱିତୀୟ ଷ୍ଟ୍ରକଚର୍ କୁ ଗୋଟିଏ ପଟେ ରଖନ୍ତୁ |
| 01:27 | ଷ୍ଟ୍ରକଚର୍ ଉପରେ କର୍ସର୍ ରଖି ମାଉସ୍ ସାହାଯ୍ୟରେ ତାହାକୁ ଡ୍ରାଗ୍ କରନ୍ତୁ |
| 01:33 | ଷ୍ଟ୍ରକଚର୍ସରେ ଥିବା କାର୍ବନ୍ ଆଟମ୍ସ ମଧ୍ୟରେ ସିଙ୍ଗଲ୍ ବଣ୍ଡକୁ ଦେଖନ୍ତୁ |
| 01:40 | ପ୍ରଥମେ ସିଙ୍ଗଲ୍ ବଣ୍ଡକୁ ଡବଲ୍ ବଣ୍ଡରେ ବଦଳାଇବା |
| 01:44 | Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 01:51 | ଦ୍ୱିତୀୟ Ethane ଷ୍ଟ୍ରକଚରର ବିଦ୍ୟମାନ ବଣ୍ଡ ଉପରେ କ୍ଲିକ୍ କରନ୍ତୁ |
| 01:55 | ଦେଖନ୍ତୁ, ସିଙ୍ଗଲ୍ ବଣ୍ଡ ଡବଲ୍ ବଣ୍ଡରେ ବଦଳିଗଲା |
| 02:00 | Hydrogen ଆଟମ୍ସର ସଂଖ୍ୟା 6ରୁ 4କୁ କମିଗଲା |
| 02:06 | ନୂଆ ଷ୍ଟ୍ରକଚର୍ ହେଉଛି Ethane |
| 02:09 | ଏହାପରେ ଚାଲନ୍ତୁ ସିଙ୍ଗଲ୍ ବଣ୍ଡକୁ ଟ୍ରିପଲ୍ ବଣ୍ଡରେ ବଦଳାଇବା |
| 02:14 | ତୃତୀୟ Ethane ଷ୍ଟ୍ରକଚରର ବିଦ୍ୟମାନ ବଣ୍ଡ ଉପରେ ଦୁଇଥର କ୍ଲିକ୍ କରନ୍ତୁ |
| 02:20 | ଦେଖନ୍ତୁ, ସିଙ୍ଗଲ୍ ବଣ୍ଡ ଟ୍ରିପଲ୍ ବଣ୍ଡରେ ବଦଳିଗଲା |
| 02:25 | Hydrogen ଆଟମ୍ସର ସଂଖ୍ୟା 6ରୁ 2କୁ କମିଗଲା |
| 02:30 | ନୂଆ ଷ୍ଟ୍ରକଚର୍ ହେଉଛି Ethyne |
| 02:34 | ଷ୍ଟ୍ରକଚର୍ ଗୁଡ଼ିକର ନାମ ଲେଖନ୍ତୁ |
| 02:37 | Add or Modify A Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 02:41 | ଷ୍ଟ୍ରକଚର୍ସ ତଳେ କ୍ଲିକ୍ କରନ୍ତୁ |
| 02:43 | Ethane, Ethene ଓ Ethyne ଭାବରେ ଷ୍ଟ୍ରକଚରଗୁଡ଼ିକର ନାମ ପ୍ରବେଶ କରାନ୍ତୁ |
| 02:53 | ଏହାପରେ ଆମେ Tetrahedral geometry ବିଷୟରେ ଶିଖିବା |
| 02:57 | ଷ୍ଟ୍ରକଚର୍ କୁ ଗୋଟିଏ ପଟକୁ ଘୁଞ୍ଚାଇଦିଅନ୍ତୁ |
| 03:00 | ସମସ୍ତ ଅବଜେକ୍ଟ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ |
| 03:03 | Select One or More Objects ଟୁଲ୍ ଉପରେ କ୍ଲିକ୍ କରି ଷ୍ଟ୍ରକଚର୍ସକୁ ଡ୍ରାଗ୍ କରନ୍ତୁ |
| 03:10 | Tetrahedral Methane ଷ୍ଟ୍ରକଚର୍ ପାଇଁ ଏଠାରେ ଗୋଟିଏ ସ୍ଲାଇଡ୍ ଅଛି |
| 03:14 | ସମସ୍ତ ବଣ୍ଡ ଦୀର୍ଘତା 1.09 ଆଙ୍ଗଷ୍ଟ୍ରମ୍ ଅଟେ |
| 03:19 | Tetrahedral Methaneରେ, ସମସ୍ତ ବଣ୍ଡ ଆଙ୍ଗଲ୍ 109.5 ଡିଗ୍ରୀ ସହ ସମାନ |
| 03:31 | ଏବେ, Tetrahedral Ethane ଷ୍ଟ୍ରକଚର୍ ଆଙ୍କିବା |
| 03:35 | Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 03:41 | Display Area ଉପରେ କ୍ଲିକ୍ କରନ୍ତୁ |
| 03:43 | ବଣ୍ଡର ସ୍ଥିତି ଭୂସମାନ୍ତର ଦିଗରେ ନିର୍ଦ୍ଧାରିତ କରନ୍ତୁ |
| 03:47 | ପ୍ରତ୍ୟେକ ବଣ୍ଡ ଧାରରେ ତିନୋଟି ବଣ୍ଡସ୍ ଆଙ୍କନ୍ତୁ |
| 03:51 | ଏକ Tetrahedral ଜ୍ୟାମିତିରୁ ବଣ୍ଡଗୁଡ଼ିକର ସ୍ଥିତି ନିର୍ଦ୍ଧାରିତ କରନ୍ତୁ |
| 03:55 | ପ୍ରତ୍ୟେକ ଧାରରେ କ୍ଲିକ୍ କରନ୍ତୁ ତା’ପରେ ତିନୋଟି ବଣ୍ଡସ୍ ର ସ୍ଥିତିକୁ ଭିନ୍ନ ଦିଗରେ ନିର୍ଦ୍ଧାରିତ କରନ୍ତୁ |
| 04:02 | ସେହିଭଳି ଅନ୍ୟ ଧାର ଉପରେ ଚାଲନ୍ତୁ ଆଙ୍କିବା |
| 04:07 | ମୁଣ୍ଡଗୁଡ଼ିକରେ ହାଇଡ୍ରୋଜେନ୍ ଆଟମ୍ସ ଯୋଡ଼ନ୍ତୁ |
| 04:10 | ମୁଣ୍ଡଗୁଡ଼ିକରେ ହାଇଡ୍ରୋଜେନ୍ ଆଟମ୍ସ ଯୋଡ଼ିବା ପାଇଁ, କ୍ୟାପିଟାଲ୍ H ଦାବନ୍ତୁ |
| 04:16 | ଗୋଟିଏ ସବ୍-ମେନୁ ଖୋଲିବ, ଯେଉଁଥିରେ ଆମେ H ସିଲେକ୍ଟ କରିବା |
| 04:21 | ଦେଖନ୍ତୁ, ଟୁଲ୍ ବକ୍ସରେ Hydrogen ଆଟମ୍ ପ୍ରଦର୍ଶିତ ହେଲା |
| 04:26 | Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 04:29 | Hydrogen ଆଟମ୍ସ ଯୋଡ଼ିବା ପାଇଁ ସମସ୍ତ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ |
| 04:37 | ଏବେ ଚାଲନ୍ତୁ ଆମେ, Ethane ଷ୍ଟ୍ରକଚର୍ ସହିତ Stereochemical ବଣ୍ଡସ୍ ଯୋଡ଼ିବା |
| 04:42 | ଟୁଲ୍ ବକ୍ସରେ ଉପଲବ୍ଧ ଥିବା Stereochemical ବଣ୍ଡଗୁଡ଼ିକ ହେଉଛି, |
| 04:46 | Add a wedge bond |
| 04:48 | Add a hash bond |
| 04:50 | Add a squiggle bond |
| 04:53 | ଓ Add a fore bond |
| 04:55 | Ethaneକୁ Stereochemical ଷ୍ଟ୍ରକଚର୍ ରେ ପରିବର୍ତ୍ତିତ କରିବାକୁ Add A Wedge Bond ବ୍ୟବହାର କରନ୍ତୁ |
| 05:03 | Add A Wedge Bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 05:05 | ତା’ପରେ ସମସ୍ତ ବଣ୍ଡଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ |
| 05:10 | ପରିବର୍ତ୍ତଗୁଡ଼ିକୁ ଦେଖନ୍ତୁ |
| 05:13 | Add A Hash Bond ଉପରେ କ୍ଲିକ୍ କରନ୍ତୁ |
| 05:15 | ଓ ତା’ପରେ Display Area ଉପରେ କ୍ଲିକ୍ କରନ୍ତୁ |
| 05:19 | ମୁଁ ଏବେ Invert Wedge Hashes ବିଷୟରେ ବୁଝାଇବି |
| 05:25 | Edit ମେନୁକୁ ଯାଇ Preferences ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ |
| 05:31 | GChemPaint Preferences ୱିଣ୍ଡୋ ଖୋଲିଲା |
| 05:34 | Invert Wedge Hashes ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
| 05:38 | ଯଦି ସେଟ୍ ଥିବ, ତେବେ Wedge Hashes ସାଧାରଣ କନଭେନ୍ସନ୍ ର ଅନୁସରଣ କରିବ |
| 05:43 | ବଣ୍ଡର ଆରମ୍ଭରେ ସଂକୀର୍ଣ୍ଣ ମୁଣ୍ଡ ଥିବାବେଳେ ଅନ୍ୟ ମୁଣ୍ଡ ଚଉଡ଼ା ଅଟେ |
| 05:50 | ଏହା ଆମକୁ ବଣ୍ଡକୁ ସଠିକ୍ ଭାବେ କଳ୍ପନା କରିବାରେ ସାହାଯ୍ୟ କରେ |
| 05:55 | GChemPaintରେ ଡିଫଲ୍ଟ କନଭେନ୍ସନ୍ ଇନଭର୍ସ ଅଟେ, କାରଣ ପରିପ୍ରେକ୍ଷ ନିୟମ ସହିତ ଏହା ଅଧିକ ସୁସଂଗତ ଅଟେ |
| 06:05 | Hash ବଣ୍ଡରେ ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ |
| 06:09 | ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 06:13 | ଏବେ ଚାଲନ୍ତୁ, Ethane ଷ୍ଟ୍ରକଚର୍ ରେ ବଣ୍ଡଗୁଡ଼ିକୁ Add A Hash Bondରେ ପରିବର୍ତ୍ତନ କରିବା |
| 06:18 | Add A Hash Bond ଉପରେ କ୍ଲିକ୍ କରନ୍ତୁ |
| 06:21 | ତା’ପରେ ସମସ୍ତ ବଣ୍ଡଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ |
| 06:27 | ଏବେ ଫାଇଲ୍ ସେଭ୍ କରନ୍ତୁ |
| 06:30 | ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 06:34 | Save As ଡାୟଲଗ୍ ବକ୍ସ ଖୋଲିଲା |
| 06:37 | Formation of Bonds ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ |
| 06:41 | Save କ୍ଲିକ୍ କରନ୍ତୁ |
| 06:44 | ସଂକ୍ଷେପରେ |
| 06:46 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
| 06:49 | ବିଦ୍ୟମାନ ବଣ୍ଡ ସହିତ ବଣ୍ଡସ୍ ଆଡ୍ କରିବା |
| 06:52 | ବଣ୍ଡଗୁଡ଼ିକର ଦିଗ ବିନ୍ୟାସ |
| 06:54 | ଷ୍ଟେରିଓକେମିକଲ୍ ବଣ୍ଡସ୍ ଯୋଡ଼ିବା |
| 06:56 | ଓ ଇନଭର୍ସ ୱେଜ୍ ହାଶେସ୍ |
| 07:00 | ଏକ ଆସାଇନମେଣ୍ଟ ଭାବେ,Propane କୁ Propyneରେ ବଦଳାନ୍ତୁ |
| 07:04 | Propane ଓ Butane ଷ୍ଟ୍ରକଚର୍ ଆଙ୍କନ୍ତୁ |
| 07:07 | Stereochemical Bonds ଦେଖାନ୍ତୁ |
| 07:11 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତା |
| 07:16 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial. |
| 07:19 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 07:23 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 07:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 07:33 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 07:36 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 07:42 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 07:47 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 07:54 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
| 08:00 | ଆଇଆଇଟି ବମ୍ୱେ ତରଫରୁ |
| 08:02 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |