Difference between revisions of "Drupal/C3/Modifying-the-Page-Layout/Oriya"

From Script | Spoken-Tutorial
Jump to: navigation, search
 
Line 5: Line 5:
 
|-
 
|-
 
|00:01
 
|00:01
| Modifying the Page Layout ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Modifying the Page Layout ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Layouts, Block Configuration ଓ Permissions ଓ  - ବ୍ଲକ୍ସ କାଢିବା ଓ ପୁନଃବ୍ୟବସ୍ଥିତ କରିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Layouts, Block Configuration ଓ Permissions ଓ  - ବ୍ଲକ୍ସ କାଢିବା ଓ ପୁନଃବ୍ୟବସ୍ଥିତ କରିବା
 +
 
 
|-
 
|-
 
|00:16
 
|00:16
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
 +
 
 
|-
 
|-
 
|00:26
 
|00:26
| ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
 
|00:30
 
|00:30
| ଆମେ ପ୍ରଥମେ Layout ବିଷୟରେ ଶିଖିବା.
+
|ଆମେ ପ୍ରଥମେ Layout ବିଷୟରେ ଶିଖିବା.
 +
 
 
|-
 
|-
 
|00:33
 
|00:33
| ଏଠାରେ ଆମେ, Themes ଓ Blocks ପାଇଁ ପରିଚୟ ପାଇବା  
+
|ଏଠାରେ ଆମେ, Themes ଓ Blocks ପାଇଁ ପରିଚୟ ପାଇବା  
 +
 
 
|-
 
|-
 
|00:37
 
|00:37
| Themes ଆମକୁ, ଆମ ସାଇଟ୍ ର ସାଧାରଣ ଲେଆଉଟ୍, ଲୂକ୍ ଓ ଫୀଲ୍ ଦେଇଥାଏ
+
|Themes ଆମକୁ, ଆମ ସାଇଟ୍ ର ସାଧାରଣ ଲେଆଉଟ୍, ଲୂକ୍ ଓ ଫୀଲ୍ ଦେଇଥାଏ
 +
 
 
|-
 
|-
 
|00:42
 
|00:42
| ମୁଁ, କିଛି ସମୟ ମଧ୍ୟରେ ଆପଣଙ୍କୁ Themes ସହିତ ପରିଚୟ କରାଇବି
+
|ମୁଁ, କିଛି ସମୟ ମଧ୍ୟରେ ଆପଣଙ୍କୁ Themes ସହିତ ପରିଚୟ କରାଇବି
 +
 
 
|-
 
|-
 
|00:47
 
|00:47
| ଏବେପାଇଁ, ଏହା ବୁଝନ୍ତୁ ଯେ, କଣ୍ଟେଣ୍ଟରେ ପରିବର୍ତ୍ତନ ନକରି, ଗୋଟିଏ Themeକୁ, ଏକ Drupal Siteରେ ଲାଗୁ କରିହେବ
+
|ଏବେପାଇଁ, ଏହା ବୁଝନ୍ତୁ ଯେ, କଣ୍ଟେଣ୍ଟରେ ପରିବର୍ତ୍ତନ ନକରି, ଗୋଟିଏ Themeକୁ, ଏକ Drupal Siteରେ ଲାଗୁ କରିହେବ
 +
 
 
|-
 
|-
 
|00:54
 
|00:54
| ଆଉ ଏହା, Blocksର କଲର୍ ସ୍କିମ୍, ଲୋକେଶନ୍ ଏବଂ ଟେକ୍ସଟ୍ ଓ ଇମେଜେସ୍ ପାଇଁ ସମସ୍ତ ଫର୍ମାଟିଙ୍ଗ୍ ଆମକୁ ଦେଇଥାଏ
+
|ଆଉ ଏହା, Blocksର କଲର୍ ସ୍କିମ୍, ଲୋକେଶନ୍ ଏବଂ ଟେକ୍ସଟ୍ ଓ ଇମେଜେସ୍ ପାଇଁ ସମସ୍ତ ଫର୍ମାଟିଙ୍ଗ୍ ଆମକୁ ଦେଇଥାଏ
 +
 
 
|-
 
|-
 
|01:03
 
|01:03
| ପୂର୍ବେ ଆମେ ଶିଖିଥିଲେ ଯେ, Blocks ହେଉଛି ସୂଚନା, ଯାହାକୁ ଆମେ ଗୋଟିଏ ସାଇଟ୍ ର ବିଭିନ୍ନ ଏରିଆରେ ରଖିପାରିବା
+
|ପୂର୍ବେ ଆମେ ଶିଖିଥିଲେ ଯେ, Blocks ହେଉଛି ସୂଚନା, ଯାହାକୁ ଆମେ ଗୋଟିଏ ସାଇଟ୍ ର ବିଭିନ୍ନ ଏରିଆରେ ରଖିପାରିବା
 +
 
 
|-
 
|-
 
|01:10
 
|01:10
| Blocks, Block Regionsକୁ ଯାଏ ଏବଂ Theme ଦ୍ୱାରା Block Regions ନିର୍ଦ୍ଧାରିତ କରାଯାଇଥାଏ
+
|Blocks, Block Regionsକୁ ଯାଏ ଏବଂ Theme ଦ୍ୱାରା Block Regions ନିର୍ଦ୍ଧାରିତ କରାଯାଇଥାଏ
 +
 
 
|-
 
|-
 
|01:15
 
|01:15
| ଡିଜାଇନ୍ ଏରିଆରେ, ଆମ ପାଖରେ Blocks,Themes ଓ * Menus ଅଛି
+
|ଡିଜାଇନ୍ ଏରିଆରେ, ଆମ ପାଖରେ Blocks,Themes ଓ * Menus ଅଛି
 +
 
 
|-
 
|-
 
|01:23
 
|01:23
| ଦୟାକରି ଧ୍ୟାନଦିଅନ୍ତୁ ଯେ, ଆମେ ପୂର୍ବରୁ Themes ବିଷୟରେ କଥା ହୋଇନଥିଲେ କିମ୍ୱା ଲାଗୁ କରିନଥିଲେ
+
|ଦୟାକରି ଧ୍ୟାନଦିଅନ୍ତୁ ଯେ, ଆମେ ପୂର୍ବରୁ Themes ବିଷୟରେ କଥା ହୋଇନଥିଲେ କିମ୍ୱା ଲାଗୁ କରିନଥିଲେ
 +
 
 
|-
 
|-
 
|01:29
 
|01:29
| ଗୋଟିଏ ସାଇଟ୍ ନିର୍ମାଣ ସମୟର ଯେକୌଣସି ପଏଣ୍ଟରେ ଆମେ Theme ଲାଗୁ କରିପାରିବା, ଏହି ସତ୍ୟତାକୁ ଉଲ୍ଲେଖ କରିବା ପାଇଁ ଏହା କରାଯାଇଥିଲା
+
|ଗୋଟିଏ ସାଇଟ୍ ନିର୍ମାଣ ସମୟର ଯେକୌଣସି ପଏଣ୍ଟରେ ଆମେ Theme ଲାଗୁ କରିପାରିବା, ଏହି ସତ୍ୟତାକୁ ଉଲ୍ଲେଖ କରିବା ପାଇଁ ଏହା କରାଯାଇଥିଲା
 +
 
 
|-
 
|-
 
|01:36
 
|01:36
| ଏପର୍ଯ୍ୟନ୍ତ ଅପେକ୍ଷା କରିବାର କାରଣ ହେଉଛି, ପୂରା ଶେଷରେ ଗୋଟିଏ Theme ଲାଗୁ କରିବା ପାଇଁ ଆମେ ଅପେକ୍ଷା କରିପାରିବା ବୋଲି ଦେଖାଇବା
+
|ଏପର୍ଯ୍ୟନ୍ତ ଅପେକ୍ଷା କରିବାର କାରଣ ହେଉଛି, ପୂରା ଶେଷରେ ଗୋଟିଏ Theme ଲାଗୁ କରିବା ପାଇଁ ଆମେ ଅପେକ୍ଷା କରିପାରିବା ବୋଲି ଦେଖାଇବା
 +
 
 
|-
 
|-
 
|01:42
 
|01:42
| କିନ୍ତୁ, Theme ପ୍ରସ୍ତୁତ ହେବା କ୍ଷଣି ତାକୁ ଲାଗୁ କରିବାକୁ ମୁଁ ସବୁବେଳେ ପସନ୍ଦ କରେ
+
|କିନ୍ତୁ, Theme ପ୍ରସ୍ତୁତ ହେବା କ୍ଷଣି ତାକୁ ଲାଗୁ କରିବାକୁ ମୁଁ ସବୁବେଳେ ପସନ୍ଦ କରେ
 +
 
 
|-
 
|-
 
|01:49
 
|01:49
| ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ.
+
|ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ.
 +
 
 
|-
 
|-
 
|01:52
 
|01:52
| Blocks ଓ Block Regions ସହିତ ଚାଲନ୍ତୁ ଏବେ Layout ଭିତରକୁ ଯିବା
+
|Blocks ଓ Block Regions ସହିତ ଚାଲନ୍ତୁ ଏବେ Layout ଭିତରକୁ ଯିବା
 +
 
 
|-
 
|-
 
|01:58
 
|01:58
| ଆମ ସାଇଟ୍ ର ଯେକୌଣସି ସ୍ଥାନରେ ସୂଚନା ରଖିବାକୁ Blocks ଆମକୁ ସମର୍ଥ କରିଥାଏ
+
|ଆମ ସାଇଟ୍ ର ଯେକୌଣସି ସ୍ଥାନରେ ସୂଚନା ରଖିବାକୁ Blocks ଆମକୁ ସମର୍ଥ କରିଥାଏ
 +
 
 
|-
 
|-
 
|02:03
 
|02:03
| Structure ଓ Block Layoutକୁ ଯାଆନ୍ତୁ
+
|Structure ଓ Block Layoutକୁ ଯାଆନ୍ତୁ
 +
 
 
|-
 
|-
 
|02:06
 
|02:06
| ଏଠାରେ, ଆମର ସାମ୍ପ୍ରତିକ Themeରେ ଉପଲବ୍ଧ ସମସ୍ତ Blocks ଅଛି
+
|ଏଠାରେ, ଆମର ସାମ୍ପ୍ରତିକ Themeରେ ଉପଲବ୍ଧ ସମସ୍ତ Blocks ଅଛି
 +
 
 
|-
 
|-
 
|02:11
 
|02:11
| ଉଦାହରଣସ୍ୱରୂପ:  Header, Primary Menu, Secondary Menu ଓ ଅନ୍ୟାନ୍ୟ
+
|ଉଦାହରଣସ୍ୱରୂପ:  Header, Primary Menu, Secondary Menu ଓ ଅନ୍ୟାନ୍ୟ
 +
 
 
|-
 
|-
 
|02:18
 
|02:18
| ଆମେ ପ୍ରକୃତରେ, ଏଥିମଧ୍ୟରୁ କେତେକକୁ ରଖିସାରିଛେ
+
|ଆମେ ପ୍ରକୃତରେ, ଏଥିମଧ୍ୟରୁ କେତେକକୁ ରଖିସାରିଛେ
 +
 
 
|-
 
|-
 
|02:22
 
|02:22
| ମନେପକାନ୍ତୁ, ଆମେ Sidebarରେ  Welcome To Drupalville, Custom Block ରଖିସାରିଛେ
+
|ମନେପକାନ୍ତୁ, ଆମେ Sidebarରେ  Welcome To Drupalville, Custom Block ରଖିସାରିଛେ
 +
 
 
|-
 
|-
 
|02:28
 
|02:28
| ଏହି ନିର୍ଦ୍ଦିଷ୍ଟ Themeର ବାମ ସାଇଡ୍ ବାର୍ ରେ ଏହା ଦେଖାଦିଏ
+
|ଏହି ନିର୍ଦ୍ଦିଷ୍ଟ Themeର ବାମ ସାଇଡ୍ ବାର୍ ରେ ଏହା ଦେଖାଦିଏ
 +
 
 
|-
 
|-
 
|02:33
 
|02:33
| ଆମର ବାମ Sidebarରେ ଆମେ Recent Events Added, View ମଧ୍ୟ ଆଡ୍ କରିଛେ
+
|ଆମର ବାମ Sidebarରେ ଆମେ Recent Events Added, View ମଧ୍ୟ ଆଡ୍ କରିଛେ
 +
 
 
|-
 
|-
 
|02:39
 
|02:39
| ଏବେ ଚାଲନ୍ତୁ, ଆମର Blocksକୁ କନଫିଗର୍ ଓ ପର୍ମିସନ୍ ଦେବା ବିଷୟରେ ଶିଖିବା  
+
|ଏବେ ଚାଲନ୍ତୁ, ଆମର Blocksକୁ କନଫିଗର୍ ଓ ପର୍ମିସନ୍ ଦେବା ବିଷୟରେ ଶିଖିବା  
 +
 
 
|-
 
|-
 
|02:44
 
|02:44
| ପ୍ରଥମେ ଆମକୁ ଜାଣିବାକୁ ହେବ ଯେ, କେଉଁ Block Regions କ’ଣ କରେ
+
|ପ୍ରଥମେ ଆମକୁ ଜାଣିବାକୁ ହେବ ଯେ, କେଉଁ Block Regions କ’ଣ କରେ
 +
 
 
|-
 
|-
 
|02:48
 
|02:48
| ଉପରେ Demonstrate Block Regions ଅଛି ତାହାକୁ କ୍ଲିକ୍ କରନ୍ତୁ
+
|ଉପରେ Demonstrate Block Regions ଅଛି ତାହାକୁ କ୍ଲିକ୍ କରନ୍ତୁ
  
 
|-
 
|-
 
|02:53
 
|02:53
| Drupalରେ, ପ୍ରତ୍ୟେକ Theme, Block Regions କେଉଁଠାରେ ଅଛି, ସେହି ପ୍ରକାରର ଏକ ଛବି ଆମକୁ ଦିଏ
+
|Drupalରେ, ପ୍ରତ୍ୟେକ Theme, Block Regions କେଉଁଠାରେ ଅଛି, ସେହି ପ୍ରକାରର ଏକ ଛବି ଆମକୁ ଦିଏ
 +
 
 
|-
 
|-
 
|03:00
 
|03:00
| Block Regions, Themes ଉପରେ ନିର୍ଭର କରିଥାଏ
+
|Block Regions, Themes ଉପରେ ନିର୍ଭର କରିଥାଏ
 +
 
 
|-
 
|-
 
|03:04
 
|03:04
| Bartikରେ, ଆମ ପାଖରେ ନିମ୍ନ ଅପ୍ସନ୍ସ ଅଛି:  
+
|Bartikରେ, ଆମ ପାଖରେ ନିମ୍ନ ଅପ୍ସନ୍ସ ଅଛି:  
 +
 
 
|-
 
|-
 
|03:07
 
|03:07
| Secondary Menu,  Header
+
|Secondary Menu,  Header
 +
 
 
|-
 
|-
 
|03:09
 
|03:09
| Primary Menu,  Highlighted, Featured top, Breadcrumb, Sidebar first, Content
+
|Primary Menu,  Highlighted, Featured top, Breadcrumb, Sidebar first, Content
 +
 
 
|-
 
|-
 
|03:16
 
|03:16
| Sidebar second
+
|Sidebar second
 +
 
 
|-
 
|-
 
|03:18
 
|03:18
| ଆମେ, ଯେକୌଣସି Blockକୁ, ଯେକୌଣସି Regionରେ ରଖିପାରିବା
+
|ଆମେ, ଯେକୌଣସି Blockକୁ, ଯେକୌଣସି Regionରେ ରଖିପାରିବା
 +
 
 
|-
 
|-
 
|03:21
 
|03:21
| Content Block ପରି ମହତ୍ୱପୂର୍ଣ୍ଣ Blockକୁ Content Regionରେ ଛାଡ଼ିଦେବା ଉଚିତ
+
|Content Block ପରି ମହତ୍ୱପୂର୍ଣ୍ଣ Blockକୁ Content Regionରେ ଛାଡ଼ିଦେବା ଉଚିତ
 +
 
 
|-
 
|-
 
|03:27
 
|03:27
| Exit ଉପରେ କ୍ଲିକ୍ କରନ୍ତୁ
+
|Exit ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:30
 
|03:30
| Breadcrumbs Blockକୁ, Breadcrumb Regionରେ ଛାଡ଼ିଦିଅନ୍ତୁ
+
|Breadcrumbs Blockକୁ, Breadcrumb Regionରେ ଛାଡ଼ିଦିଅନ୍ତୁ
 +
 
 
|-
 
|-
 
|03:34
 
|03:34
| କିନ୍ତୁ, ସେଠାରେ କିଛି ଅନ୍ୟ ଜିନିଷ ଅଛି, ଯାହାକୁ ଆମେ ଘୁଞ୍ଚାଇପାରିବା
+
|କିନ୍ତୁ, ସେଠାରେ କିଛି ଅନ୍ୟ ଜିନିଷ ଅଛି, ଯାହାକୁ ଆମେ ଘୁଞ୍ଚାଇପାରିବା
 +
 
 
|-
 
|-
 
|03:38
 
|03:38
| କ୍ଲିକ୍ କରି କିମ୍ୱା ଡ୍ରାଗ୍ କରି Search Blockକୁ ଘୁଞ୍ଚାନ୍ତୁ କିମ୍ୱା  
+
|କ୍ଲିକ୍ କରି କିମ୍ୱା ଡ୍ରାଗ୍ କରି Search Blockକୁ ଘୁଞ୍ଚାନ୍ତୁ କିମ୍ୱା  
 +
 
 
|-
 
|-
 
|03:43
 
|03:43
| ଡ୍ରପ୍-ଡାଉନ୍ ରେ କ୍ଲିକ୍ କରି Headerରେ ତାକୁ ରଖିଲେ  ତାହା ଉପରକୁ ଘୁଞ୍ଚିଯିବ
+
|ଡ୍ରପ୍-ଡାଉନ୍ ରେ କ୍ଲିକ୍ କରି Headerରେ ତାକୁ ରଖିଲେ  ତାହା ଉପରକୁ ଘୁଞ୍ଚିଯିବ
 +
 
 
|-
 
|-
 
|03:49
 
|03:49
| ସମାନଭାବରେ, Sidebar Firstର ଉପରକୁ Welcome To Drupalville ଘୁଞ୍ଚାନ୍ତୁ
+
|ସମାନଭାବରେ, Sidebar Firstର ଉପରକୁ Welcome To Drupalville ଘୁଞ୍ଚାନ୍ତୁ
 +
 
 
|-
 
|-
 
|03:55
 
|03:55
| Save ବଟନ୍ କ୍ଲିକ୍ କରି ପରିବର୍ତ୍ତନଗୁଡ଼ିକୁ ସେଭ୍ କରନ୍ତୁ
+
|Save ବଟନ୍ କ୍ଲିକ୍ କରି ପରିବର୍ତ୍ତନଗୁଡ଼ିକୁ ସେଭ୍ କରନ୍ତୁ
 +
 
 
|-
 
|-
 
|03:59
 
|03:59
| ଏବେ, ଆମର ପରିବର୍ତ୍ତନଗୁଡ଼ିକୁ ଦେଖିବା ପାଇଁ ଚାଲନ୍ତୁ Homepageକୁ ଯିବା
+
|ଏବେ, ଆମର ପରିବର୍ତ୍ତନଗୁଡ଼ିକୁ ଦେଖିବା ପାଇଁ ଚାଲନ୍ତୁ Homepageକୁ ଯିବା
 +
 
 
|-
 
|-
 
|04:03
 
|04:03
| ଏଠାରେ, Headerର ଉପରେ ଆମର Search Bar ଅଛି
+
|ଏଠାରେ, Headerର ଉପରେ ଆମର Search Bar ଅଛି
 +
 
 
|-
 
|-
 
|04:06
 
|04:06
| ଆଉ ଆମର Welcome To Drupalville ଏବେ ପୂରା ଉପରେ ଅଛି
+
|ଆଉ ଆମର Welcome To Drupalville ଏବେ ପୂରା ଉପରେ ଅଛି
 +
 
 
|-
 
|-
 
|04:11
 
|04:11
| ଏହିପରି ଭାବେ ଆମେ, ଆମର Blocksକୁ ସ୍ଥାନିତ ଓ ବ୍ୟବସ୍ଥିତ କରିପାରିବା
+
|ଏହିପରି ଭାବେ ଆମେ, ଆମର Blocksକୁ ସ୍ଥାନିତ ଓ ବ୍ୟବସ୍ଥିତ କରିପାରିବା
 +
 
 
|-
 
|-
 
|04:15
 
|04:15
| ଏବେ ଆମେ, Blocksର Configuration ଓ Permissionsକୁ ଯିବା  
+
|ଏବେ ଆମେ, Blocksର Configuration ଓ Permissionsକୁ ଯିବା  
 +
 
 
|-
 
|-
 
|04:20
 
|04:20
| Structure ଓ Block Layout ଉପରେ କ୍ଲିକ୍ କରନ୍ତୁ.
+
|Structure ଓ Block Layout ଉପରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|04:24
 
|04:24
| ଆଉ ଆମର Recent Events Added Blockକୁ ଖୋଜନ୍ତୁ
+
|ଆଉ ଆମର Recent Events Added Blockକୁ ଖୋଜନ୍ତୁ
 +
 
 
|-
 
|-
 
|04:27
 
|04:27
| ଏବେ ଏହା, Sidebar Firstରେ ଅଛି ଓ ପ୍ରତ୍ୟେକ ପେଜ୍ ରେ ଦେଖାଯାଉଛି
+
|ଏବେ ଏହା, Sidebar Firstରେ ଅଛି ଓ ପ୍ରତ୍ୟେକ ପେଜ୍ ରେ ଦେଖାଯାଉଛି
 +
 
 
|-
 
|-
 
|04:33
 
|04:33
| Configure ଉପରେ କ୍ଲିକ୍ କରନ୍ତୁ.
+
|Configure ଉପରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|04:35
 
|04:35
| ଏବେ, Recent Events Added Block ସବୁ ସ୍ଥାନରେ ଦେଖାଦେଉଛି
+
|ଏବେ, Recent Events Added Block ସବୁ ସ୍ଥାନରେ ଦେଖାଦେଉଛି
 +
 
 
|-
 
|-
 
|04:40
 
|04:40
| କିନ୍ତୁ, ଏହାକୁ ଆମେ କେବଳ Event Pageରେ ଦେଖାଇବାକୁ ଚାହିଁପାରେ
+
|କିନ୍ତୁ, ଏହାକୁ ଆମେ କେବଳ Event Pageରେ ଦେଖାଇବାକୁ ଚାହିଁପାରେ
 +
 
 
|-
 
|-
 
|04:44
 
|04:44
| Eventରେ ଏକ ଚେକ୍-ମାର୍କ ରଖି Save Block କ୍ଲିକ୍ କରନ୍ତୁ
+
|Eventରେ ଏକ ଚେକ୍-ମାର୍କ ରଖି Save Block କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:49
 
|04:49
| ପୁଣିଥରେ, ତଳକୁ ସ୍କ୍ରୋଲ୍ କରି Save Block ବଟନ୍ କ୍ଲିକ୍ କରନ୍ତୁ
+
|ପୁଣିଥରେ, ତଳକୁ ସ୍କ୍ରୋଲ୍ କରି Save Block ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:54
 
|04:54
| Back to Site କ୍ଲିକ୍ କରନ୍ତୁ.
+
|Back to Site କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|04:56
 
|04:56
| ଏବେ, Recent Events Added Block ଆଉ ସେଠାରେ ନାହିଁ
+
|ଏବେ, Recent Events Added Block ଆଉ ସେଠାରେ ନାହିଁ
 +
 
 
|-
 
|-
 
|05:00
 
|05:00
| କିନ୍ତୁ, ଯଦି ଆମେ Eventକୁ ଯିବା, ତେବେ Recent Events Added  ଦେଖିପାରିବା
+
|କିନ୍ତୁ, ଯଦି ଆମେ Eventକୁ ଯିବା, ତେବେ Recent Events Added  ଦେଖିପାରିବା
 +
 
 
|-
 
|-
 
|05:05
 
|05:05
| ଏବେ ଏଠାରେ, Welcome To Drupalvilleରେ ଆମେ, Welcome ମେସେଜ୍ ଦେଖୁଛେ, ଯାହା, ଆମେ ଥରେ ଲଗ୍ ଇନ୍ କରିବା ପରେ ଆବଶ୍ୟକ ନାହିଁ
+
|ଏବେ ଏଠାରେ, Welcome To Drupalvilleରେ ଆମେ, Welcome ମେସେଜ୍ ଦେଖୁଛେ, ଯାହା, ଆମେ ଥରେ ଲଗ୍ ଇନ୍ କରିବା ପରେ ଆବଶ୍ୟକ ନାହିଁ
 +
 
 
|-
 
|-
 
|05:15
 
|05:15
| ତାକୁ ଲୁଚାଇ ଦିଅନ୍ତୁ
+
|ତାକୁ ଲୁଚାଇ ଦିଅନ୍ତୁ
 +
 
 
|-
 
|-
 
|05:17
 
|05:17
| ଏଠାରେ ଥିବା ଛୋଟ Pencil ଉପରେ କ୍ଲିକ୍ କରି Configure Block ଚୟନ କରନ୍ତୁ
+
|ଏଠାରେ ଥିବା ଛୋଟ Pencil ଉପରେ କ୍ଲିକ୍ କରି Configure Block ଚୟନ କରନ୍ତୁ
 +
 
 
|-
 
|-
 
|05:22
 
|05:22
| Drupal ବିଷୟରେ ସବୁଠାରୁ ଭଲ ଜିନିଷ ହେଉଛି, Pencil କିମ୍ୱା Gear ବ୍ୟବହାର କରି ଆମେ Front Endକୁ ଏଡିଟ୍ କରିପାରିବା
+
|Drupal ବିଷୟରେ ସବୁଠାରୁ ଭଲ ଜିନିଷ ହେଉଛି, Pencil କିମ୍ୱା Gear ବ୍ୟବହାର କରି ଆମେ Front Endକୁ ଏଡିଟ୍ କରିପାରିବା
 +
 
 
|-
 
|-
 
|05:29
 
|05:29
| Content Type ଦ୍ୱାରା ସୀମିତ କରିବା ବଦଳରେ ଚାଲନ୍ତୁ ଏହାକୁ ଗୋଟିଏ ପେଜ୍ ରେ ସୀମିତ କରିବା
+
|Content Type ଦ୍ୱାରା ସୀମିତ କରିବା ବଦଳରେ ଚାଲନ୍ତୁ ଏହାକୁ ଗୋଟିଏ ପେଜ୍ ରେ ସୀମିତ କରିବା
 +
 
 
|-
 
|-
 
|05:35
 
|05:35
| ଏଠାରେ ଦେଖନ୍ତୁ, Specify pages by using their paths..
+
|ଏଠାରେ ଦେଖନ୍ତୁ, Specify pages by using their paths..
 +
 
 
|-
 
|-
 
|05:40
 
|05:40
| Front Pageରେ କିଛି ଦେଖାଇବା ପାଇଁ କିମ୍ୱା ଲୁଚାଇବା ପାଇଁ, ଏହି Angle Bracket-Front-Angle Bracket ବ୍ୟବହାର କରନ୍ତୁ
+
|Front Pageରେ କିଛି ଦେଖାଇବା ପାଇଁ କିମ୍ୱା ଲୁଚାଇବା ପାଇଁ, ଏହି Angle Bracket-Front-Angle Bracket ବ୍ୟବହାର କରନ୍ତୁ
 +
 
 
|-
 
|-
 
|05:47
 
|05:47
| ଏହାକୁ Copy ଓ Paste କରନ୍ତୁ.  ଏବେ, Show for the listed page ଚୟନ କରନ୍ତୁ
+
|ଏହାକୁ Copy ଓ Paste କରନ୍ତୁ.  ଏବେ, Show for the listed page ଚୟନ କରନ୍ତୁ
 +
 
 
|-
 
|-
 
|05:52
 
|05:52
| ଆମର Welcome Block କେବଳ Homepageରେ ରହିବ
+
|ଆମର Welcome Block କେବଳ Homepageରେ ରହିବ
 +
 
 
|-
 
|-
 
|05:58
 
|05:58
| ଆଉ ଗୋଟିଏ ପାଦ ଆଗକୁ ବଢ଼ିବା
+
|ଆଉ ଗୋଟିଏ ପାଦ ଆଗକୁ ବଢ଼ିବା
 +
 
 
|-
 
|-
 
|06:00
 
|06:00
| Roles ଉପରେ କ୍ଲିକ୍ କରି Anonymous Userରେ ଗୋଟିଏ ଚେକ୍-ମାର୍କ ଦିଅନ୍ତୁ
+
|Roles ଉପରେ କ୍ଲିକ୍ କରି Anonymous Userରେ ଗୋଟିଏ ଚେକ୍-ମାର୍କ ଦିଅନ୍ତୁ
 +
 
 
|-
 
|-
 
|06:05
 
|06:05
| ଆଉ, Save Block ଉପରେ କ୍ଲିକ୍ କରନ୍ତୁ
+
|ଆଉ, Save Block ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:07
 
|06:07
| ଏବେ, ଏହା କେବଳ ସେତେବେଳେ ଦେଖାଦେବ, ଯେତେବେଳେ ଆମେ ଲଗ୍-ଇନ୍ କରିନଥିବା
+
|ଏବେ, ଏହା କେବଳ ସେତେବେଳେ ଦେଖାଦେବ, ଯେତେବେଳେ ଆମେ ଲଗ୍-ଇନ୍ କରିନଥିବା
 +
 
 
|-
 
|-
 
|06:12
 
|06:12
| ଆମେ ଏହି ମେସେଜ୍ କୁ ଦେଖିପାରୁନେ, କାରଣ ଏବେ ଆମେ ଲଗ୍-ଇନ୍ ଅଛେ
+
|ଆମେ ଏହି ମେସେଜ୍ କୁ ଦେଖିପାରୁନେ, କାରଣ ଏବେ ଆମେ ଲଗ୍-ଇନ୍ ଅଛେ
 +
 
 
|-
 
|-
 
|06:16
 
|06:16
| ଆମେ ଲଗ୍-ଆଉଟ୍ କଲେ, Welcome To Drupalville Block ପୁଣିଥରେ ଦେଖାଦେବ
+
|ଆମେ ଲଗ୍-ଆଉଟ୍ କଲେ, Welcome To Drupalville Block ପୁଣିଥରେ ଦେଖାଦେବ
 +
 
 
|-
 
|-
 
|06:21
 
|06:21
| କିନ୍ତୁ, ଯେତେବେଳେ ଆମେ ଲଗ୍-ଇନ୍ କରି Homeରେ କ୍ଲିକ୍ କରିବା, ତାହା ଆଉ ସେଠାରେ ନାହିଁ
+
|କିନ୍ତୁ, ଯେତେବେଳେ ଆମେ ଲଗ୍-ଇନ୍ କରି Homeରେ କ୍ଲିକ୍ କରିବା, ତାହା ଆଉ ସେଠାରେ ନାହିଁ
 +
 
 
|-
 
|-
 
|06:27
 
|06:27
| ତେଣୁ, Blocksକୁ କନଫିଗର୍ କରିବା, ଘୁଞ୍ଚାଇବା ଓ Permissions ଦେବା ପ୍ରକୃତରେ ବହୁତ ସହଜ
+
|ତେଣୁ, Blocksକୁ କନଫିଗର୍ କରିବା, ଘୁଞ୍ଚାଇବା ଓ Permissions ଦେବା ପ୍ରକୃତରେ ବହୁତ ସହଜ
 +
 
 
|-
 
|-
 
|06:34
 
|06:34
| ଏହାକୁ ଚାଲନ୍ତୁ ଆଉ ଅଧିକ ଅଭ୍ୟାସ କରିବା
+
|ଏହାକୁ ଚାଲନ୍ତୁ ଆଉ ଅଧିକ ଅଭ୍ୟାସ କରିବା
 +
 
 
|-
 
|-
 
|06:36
 
|06:36
| Structure ଉପରେ କ୍ଲିକ୍ କରି Blocks ଉପରେ କ୍ଲିକ୍ କରନ୍ତୁ
+
|Structure ଉପରେ କ୍ଲିକ୍ କରି Blocks ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:40
 
|06:40
| Primary Menu Blockରେ ଆମ ପାଖରେ Main Navigation ଅଛି
+
|Primary Menu Blockରେ ଆମ ପାଖରେ Main Navigation ଅଛି
 +
 
 
|-
 
|-
 
|06:44
 
|06:44
| ଯଦି ଆମେ ତାକୁ ଘୁଞ୍ଚାଇବା, ତେବେ ଆମ Main Navigation ସମ୍ପୂର୍ଣ୍ଣ ଭିନ୍ନ ସ୍ଥାନରେ ରହିବ
+
|ଯଦି ଆମେ ତାକୁ ଘୁଞ୍ଚାଇବା, ତେବେ ଆମ Main Navigation ସମ୍ପୂର୍ଣ୍ଣ ଭିନ୍ନ ସ୍ଥାନରେ ରହିବ
 +
 
 
|-
 
|-
 
|06:51
 
|06:51
| ଏଠାରେ, ତଳେ, ଆମ ପାଖରେ ଅଛି:  Featured Bottom First, Second ଓ Third
+
|ଏଠାରେ, ତଳେ, ଆମ ପାଖରେ ଅଛି:  Featured Bottom First, Second ଓ Third
 +
 
 
|-
 
|-
 
|06:58
 
|06:58
| Footer First, Second, Third, Fourth ଓ Fifth
+
|Footer First, Second, Third, Fourth ଓ Fifth
 +
 
 
|-
 
|-
 
|07:03
 
|07:03
| Powered by Drupal ଓ Footer Menu, Footer Fifth ସ୍ଥାନରେ ଅଛି
+
|Powered by Drupal ଓ Footer Menu, Footer Fifth ସ୍ଥାନରେ ଅଛି
 +
 
 
|-
 
|-
 
|07:08
 
|07:08
| ଏବେ, କୌଣସି ଡିଜାବଲ୍ ହୋଇଥିବା Blocks ନାହିଁ
+
|ଏବେ, କୌଣସି ଡିଜାବଲ୍ ହୋଇଥିବା Blocks ନାହିଁ
 +
 
 
|-
 
|-
 
|07:12
 
|07:12
| Footer First Block Regionରେ ଚାଲନ୍ତୁ ଆମର ଗୋଟିଏ Menu ରଖିବା
+
|Footer First Block Regionରେ ଚାଲନ୍ତୁ ଆମର ଗୋଟିଏ Menu ରଖିବା
 +
 
 
|-
 
|-
 
|07:17
 
|07:17
| ଉପରକୁ ସ୍କ୍ରୋଲ୍ କରନ୍ତୁ
+
|ଉପରକୁ ସ୍କ୍ରୋଲ୍ କରନ୍ତୁ
 +
 
 
|-
 
|-
 
|07:19
 
|07:19
| ନିଜର User Account Menuକୁ Footer Firstରେ ରଖନ୍ତୁ
+
|ନିଜର User Account Menuକୁ Footer Firstରେ ରଖନ୍ତୁ
 +
 
 
|-
 
|-
 
|07:25
 
|07:25
| ଏହା ତୁରନ୍ତ ତଳକୁ ଚାଲିଯିବ
+
|ଏହା ତୁରନ୍ତ ତଳକୁ ଚାଲିଯିବ
 +
 
 
|-
 
|-
 
|07:28
 
|07:28
| ଏବେ, Save Blocks ଉପରେ କ୍ଲିକ୍ କରନ୍ତୁ
+
|ଏବେ, Save Blocks ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:31
 
|07:31
| ସାଇଟ୍ କୁ ପେରିଯାଆନ୍ତୁ
+
|ସାଇଟ୍ କୁ ପେରିଯାଆନ୍ତୁ
 +
 
 
|-
 
|-
 
|07:33
 
|07:33
| ତଳକୁ ସ୍କ୍ରୋଲ୍ କରି ସେହି User Accountକୁ ଦେଖନ୍ତୁ. ତାହା, ଉପରେ ରହିବା ବଦଳରେ ଏଠାରେ, ତଳେ Footerରେ ଅଛି
+
|ତଳକୁ ସ୍କ୍ରୋଲ୍ କରି ସେହି User Accountକୁ ଦେଖନ୍ତୁ. ତାହା, ଉପରେ ରହିବା ବଦଳରେ ଏଠାରେ, ତଳେ Footerରେ ଅଛି
 +
 
 
|-
 
|-
 
|07:40
 
|07:40
| ତେଣୁ, ଯେକୌଣସି Blockକୁ, ଯେକୌଣସି ଉଦ୍ଦେଶ୍ୟ ପାଇଁ, ଯେକୌଣସି ସ୍ଥାନରେ ରଖିହେବ
+
|ତେଣୁ, ଯେକୌଣସି Blockକୁ, ଯେକୌଣସି ଉଦ୍ଦେଶ୍ୟ ପାଇଁ, ଯେକୌଣସି ସ୍ଥାନରେ ରଖିହେବ
 +
 
 
|-
 
|-
 
|07:45
 
|07:45
| Structure ଓ Block Layoutକୁ ଯାଆନ୍ତୁ
+
|Structure ଓ Block Layoutକୁ ଯାଆନ୍ତୁ
 +
 
 
|-
 
|-
 
|07:49
 
|07:49
| ଏବେ, ଗୋଟିଏ Block କାଢ଼ିଦିଅନ୍ତୁ
+
|ଏବେ, ଗୋଟିଏ Block କାଢ଼ିଦିଅନ୍ତୁ
 +
 
 
|-
 
|-
 
|07:52
 
|07:52
| Footer Fifth Blockରୁ Powered by Drupal କାଢ଼ିଦେବା
+
|Footer Fifth Blockରୁ Powered by Drupal କାଢ଼ିଦେବା
 +
 
 
|-
 
|-
 
|07:57
 
|07:57
| ଡ୍ରପ୍-ଡାଉନ୍ ରେ କ୍ଲିକ୍ କରି None ଚୟନ କରନ୍ତୁ.  ତା’ପରେ, Save Blocks ଉପରେ କ୍ଲିକ୍ କରନ୍ତୁ
+
|ଡ୍ରପ୍-ଡାଉନ୍ ରେ କ୍ଲିକ୍ କରି None ଚୟନ କରନ୍ତୁ.  ତା’ପରେ, Save Blocks ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:04
 
|08:04
| ଏବେ, ତଳକୁ ସ୍କ୍ରୋଲ୍ କରନ୍ତୁ.
+
|ଏବେ, ତଳକୁ ସ୍କ୍ରୋଲ୍ କରନ୍ତୁ.
 +
 
 
|-
 
|-
 
|08:06
 
|08:06
| ଆମେ ଦେଖିପାରୁଛେ ଯେ, Powered by Drupal Block ଏବେ, Disabled Block Regionରେ ଅଛି
+
|ଆମେ ଦେଖିପାରୁଛେ ଯେ, Powered by Drupal Block ଏବେ, Disabled Block Regionରେ ଅଛି
 +
 
 
|-
 
|-
 
|08:12
 
|08:12
| ତାହା ସମ୍ପୂର୍ଣ୍ଣ ଭାବେ ଚାଲିଯାଇଛି ବୋଲି ଦେଖିବା ପାଇଁ Back to Site ଉପରେ କ୍ଲିକ୍ କରନ୍ତୁ
+
|ତାହା ସମ୍ପୂର୍ଣ୍ଣ ଭାବେ ଚାଲିଯାଇଛି ବୋଲି ଦେଖିବା ପାଇଁ Back to Site ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:16
 
|08:16
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
 
|-
 
|-
 
|08:19
 
|08:19
| ସଂକ୍ଷିପ୍ତରେ,
+
|ସଂକ୍ଷିପ୍ତରେ,
 +
 
 
|-
 
|-
 
|08:21
 
|08:21
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Layouts,Block Configuration ଓ  Permissions ଓ  ବ୍ଲକ୍ସ କାଢିବା ଓ ପୁନଃବ୍ୟବସ୍ଥିତ କରିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Layouts,Block Configuration ଓ  Permissions ଓ  ବ୍ଲକ୍ସ କାଢିବା ଓ ପୁନଃବ୍ୟବସ୍ଥିତ କରିବା
 +
 
 
|-
 
|-
 
|08:42
 
|08:42
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|08:50
 
|08:50
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|08:56
 
|08:56
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|09:04
 
|09:04
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
 +
 
 
|-
 
|-
 
|09:15
 
|09:15
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 13:05, 4 April 2017

Time Narration
00:01 Modifying the Page Layout ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Layouts, Block Configuration ଓ Permissions ଓ - ବ୍ଲକ୍ସ କାଢିବା ଓ ପୁନଃବ୍ୟବସ୍ଥିତ କରିବା
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
00:26 ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:30 ଆମେ ପ୍ରଥମେ Layout ବିଷୟରେ ଶିଖିବା.
00:33 ଏଠାରେ ଆମେ, Themes ଓ Blocks ପାଇଁ ପରିଚୟ ପାଇବା
00:37 Themes ଆମକୁ, ଆମ ସାଇଟ୍ ର ସାଧାରଣ ଲେଆଉଟ୍, ଲୂକ୍ ଓ ଫୀଲ୍ ଦେଇଥାଏ
00:42 ମୁଁ, କିଛି ସମୟ ମଧ୍ୟରେ ଆପଣଙ୍କୁ Themes ସହିତ ପରିଚୟ କରାଇବି
00:47 ଏବେପାଇଁ, ଏହା ବୁଝନ୍ତୁ ଯେ, କଣ୍ଟେଣ୍ଟରେ ପରିବର୍ତ୍ତନ ନକରି, ଗୋଟିଏ Themeକୁ, ଏକ Drupal Siteରେ ଲାଗୁ କରିହେବ
00:54 ଆଉ ଏହା, Blocksର କଲର୍ ସ୍କିମ୍, ଲୋକେଶନ୍ ଏବଂ ଟେକ୍ସଟ୍ ଓ ଇମେଜେସ୍ ପାଇଁ ସମସ୍ତ ଫର୍ମାଟିଙ୍ଗ୍ ଆମକୁ ଦେଇଥାଏ
01:03 ପୂର୍ବେ ଆମେ ଶିଖିଥିଲେ ଯେ, Blocks ହେଉଛି ସୂଚନା, ଯାହାକୁ ଆମେ ଗୋଟିଏ ସାଇଟ୍ ର ବିଭିନ୍ନ ଏରିଆରେ ରଖିପାରିବା
01:10 Blocks, Block Regionsକୁ ଯାଏ ଏବଂ Theme ଦ୍ୱାରା Block Regions ନିର୍ଦ୍ଧାରିତ କରାଯାଇଥାଏ
01:15 ଡିଜାଇନ୍ ଏରିଆରେ, ଆମ ପାଖରେ Blocks,Themes ଓ * Menus ଅଛି
01:23 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆମେ ପୂର୍ବରୁ Themes ବିଷୟରେ କଥା ହୋଇନଥିଲେ କିମ୍ୱା ଲାଗୁ କରିନଥିଲେ
01:29 ଗୋଟିଏ ସାଇଟ୍ ନିର୍ମାଣ ସମୟର ଯେକୌଣସି ପଏଣ୍ଟରେ ଆମେ Theme ଲାଗୁ କରିପାରିବା, ଏହି ସତ୍ୟତାକୁ ଉଲ୍ଲେଖ କରିବା ପାଇଁ ଏହା କରାଯାଇଥିଲା
01:36 ଏପର୍ଯ୍ୟନ୍ତ ଅପେକ୍ଷା କରିବାର କାରଣ ହେଉଛି, ପୂରା ଶେଷରେ ଗୋଟିଏ Theme ଲାଗୁ କରିବା ପାଇଁ ଆମେ ଅପେକ୍ଷା କରିପାରିବା ବୋଲି ଦେଖାଇବା
01:42 କିନ୍ତୁ, Theme ପ୍ରସ୍ତୁତ ହେବା କ୍ଷଣି ତାକୁ ଲାଗୁ କରିବାକୁ ମୁଁ ସବୁବେଳେ ପସନ୍ଦ କରେ
01:49 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ.
01:52 Blocks ଓ Block Regions ସହିତ ଚାଲନ୍ତୁ ଏବେ Layout ଭିତରକୁ ଯିବା
01:58 ଆମ ସାଇଟ୍ ର ଯେକୌଣସି ସ୍ଥାନରେ ସୂଚନା ରଖିବାକୁ Blocks ଆମକୁ ସମର୍ଥ କରିଥାଏ
02:03 Structure ଓ Block Layoutକୁ ଯାଆନ୍ତୁ
02:06 ଏଠାରେ, ଆମର ସାମ୍ପ୍ରତିକ Themeରେ ଉପଲବ୍ଧ ସମସ୍ତ Blocks ଅଛି
02:11 ଉଦାହରଣସ୍ୱରୂପ: Header, Primary Menu, Secondary Menu ଓ ଅନ୍ୟାନ୍ୟ
02:18 ଆମେ ପ୍ରକୃତରେ, ଏଥିମଧ୍ୟରୁ କେତେକକୁ ରଖିସାରିଛେ
02:22 ମନେପକାନ୍ତୁ, ଆମେ Sidebarରେ Welcome To Drupalville, Custom Block ରଖିସାରିଛେ
02:28 ଏହି ନିର୍ଦ୍ଦିଷ୍ଟ Themeର ବାମ ସାଇଡ୍ ବାର୍ ରେ ଏହା ଦେଖାଦିଏ
02:33 ଆମର ବାମ Sidebarରେ ଆମେ Recent Events Added, View ମଧ୍ୟ ଆଡ୍ କରିଛେ
02:39 ଏବେ ଚାଲନ୍ତୁ, ଆମର Blocksକୁ କନଫିଗର୍ ଓ ପର୍ମିସନ୍ ଦେବା ବିଷୟରେ ଶିଖିବା
02:44 ପ୍ରଥମେ ଆମକୁ ଜାଣିବାକୁ ହେବ ଯେ, କେଉଁ Block Regions କ’ଣ କରେ
02:48 ଉପରେ Demonstrate Block Regions ଅଛି ତାହାକୁ କ୍ଲିକ୍ କରନ୍ତୁ
02:53 Drupalରେ, ପ୍ରତ୍ୟେକ Theme, Block Regions କେଉଁଠାରେ ଅଛି, ସେହି ପ୍ରକାରର ଏକ ଛବି ଆମକୁ ଦିଏ
03:00 Block Regions, Themes ଉପରେ ନିର୍ଭର କରିଥାଏ
03:04 Bartikରେ, ଆମ ପାଖରେ ନିମ୍ନ ଅପ୍ସନ୍ସ ଅଛି:
03:07 Secondary Menu, Header
03:09 Primary Menu, Highlighted, Featured top, Breadcrumb, Sidebar first, Content
03:16 Sidebar second
03:18 ଆମେ, ଯେକୌଣସି Blockକୁ, ଯେକୌଣସି Regionରେ ରଖିପାରିବା
03:21 Content Block ପରି ମହତ୍ୱପୂର୍ଣ୍ଣ Blockକୁ Content Regionରେ ଛାଡ଼ିଦେବା ଉଚିତ
03:27 Exit ଉପରେ କ୍ଲିକ୍ କରନ୍ତୁ
03:30 Breadcrumbs Blockକୁ, Breadcrumb Regionରେ ଛାଡ଼ିଦିଅନ୍ତୁ
03:34 କିନ୍ତୁ, ସେଠାରେ କିଛି ଅନ୍ୟ ଜିନିଷ ଅଛି, ଯାହାକୁ ଆମେ ଘୁଞ୍ଚାଇପାରିବା
03:38 କ୍ଲିକ୍ କରି କିମ୍ୱା ଡ୍ରାଗ୍ କରି Search Blockକୁ ଘୁଞ୍ଚାନ୍ତୁ କିମ୍ୱା
03:43 ଡ୍ରପ୍-ଡାଉନ୍ ରେ କ୍ଲିକ୍ କରି Headerରେ ତାକୁ ରଖିଲେ ତାହା ଉପରକୁ ଘୁଞ୍ଚିଯିବ
03:49 ସମାନଭାବରେ, Sidebar Firstର ଉପରକୁ Welcome To Drupalville ଘୁଞ୍ଚାନ୍ତୁ
03:55 Save ବଟନ୍ କ୍ଲିକ୍ କରି ପରିବର୍ତ୍ତନଗୁଡ଼ିକୁ ସେଭ୍ କରନ୍ତୁ
03:59 ଏବେ, ଆମର ପରିବର୍ତ୍ତନଗୁଡ଼ିକୁ ଦେଖିବା ପାଇଁ ଚାଲନ୍ତୁ Homepageକୁ ଯିବା
04:03 ଏଠାରେ, Headerର ଉପରେ ଆମର Search Bar ଅଛି
04:06 ଆଉ ଆମର Welcome To Drupalville ଏବେ ପୂରା ଉପରେ ଅଛି
04:11 ଏହିପରି ଭାବେ ଆମେ, ଆମର Blocksକୁ ସ୍ଥାନିତ ଓ ବ୍ୟବସ୍ଥିତ କରିପାରିବା
04:15 ଏବେ ଆମେ, Blocksର Configuration ଓ Permissionsକୁ ଯିବା
04:20 Structure ଓ Block Layout ଉପରେ କ୍ଲିକ୍ କରନ୍ତୁ.
04:24 ଆଉ ଆମର Recent Events Added Blockକୁ ଖୋଜନ୍ତୁ
04:27 ଏବେ ଏହା, Sidebar Firstରେ ଅଛି ଓ ପ୍ରତ୍ୟେକ ପେଜ୍ ରେ ଦେଖାଯାଉଛି
04:33 Configure ଉପରେ କ୍ଲିକ୍ କରନ୍ତୁ.
04:35 ଏବେ, Recent Events Added Block ସବୁ ସ୍ଥାନରେ ଦେଖାଦେଉଛି
04:40 କିନ୍ତୁ, ଏହାକୁ ଆମେ କେବଳ Event Pageରେ ଦେଖାଇବାକୁ ଚାହିଁପାରେ
04:44 Eventରେ ଏକ ଚେକ୍-ମାର୍କ ରଖି Save Block କ୍ଲିକ୍ କରନ୍ତୁ
04:49 ପୁଣିଥରେ, ତଳକୁ ସ୍କ୍ରୋଲ୍ କରି Save Block ବଟନ୍ କ୍ଲିକ୍ କରନ୍ତୁ
04:54 Back to Site କ୍ଲିକ୍ କରନ୍ତୁ.
04:56 ଏବେ, Recent Events Added Block ଆଉ ସେଠାରେ ନାହିଁ
05:00 କିନ୍ତୁ, ଯଦି ଆମେ Eventକୁ ଯିବା, ତେବେ Recent Events Added ଦେଖିପାରିବା
05:05 ଏବେ ଏଠାରେ, Welcome To Drupalvilleରେ ଆମେ, Welcome ମେସେଜ୍ ଦେଖୁଛେ, ଯାହା, ଆମେ ଥରେ ଲଗ୍ ଇନ୍ କରିବା ପରେ ଆବଶ୍ୟକ ନାହିଁ
05:15 ତାକୁ ଲୁଚାଇ ଦିଅନ୍ତୁ
05:17 ଏଠାରେ ଥିବା ଛୋଟ Pencil ଉପରେ କ୍ଲିକ୍ କରି Configure Block ଚୟନ କରନ୍ତୁ
05:22 Drupal ବିଷୟରେ ସବୁଠାରୁ ଭଲ ଜିନିଷ ହେଉଛି, Pencil କିମ୍ୱା Gear ବ୍ୟବହାର କରି ଆମେ Front Endକୁ ଏଡିଟ୍ କରିପାରିବା
05:29 Content Type ଦ୍ୱାରା ସୀମିତ କରିବା ବଦଳରେ ଚାଲନ୍ତୁ ଏହାକୁ ଗୋଟିଏ ପେଜ୍ ରେ ସୀମିତ କରିବା
05:35 ଏଠାରେ ଦେଖନ୍ତୁ, Specify pages by using their paths..
05:40 Front Pageରେ କିଛି ଦେଖାଇବା ପାଇଁ କିମ୍ୱା ଲୁଚାଇବା ପାଇଁ, ଏହି Angle Bracket-Front-Angle Bracket ବ୍ୟବହାର କରନ୍ତୁ
05:47 ଏହାକୁ Copy ଓ Paste କରନ୍ତୁ. ଏବେ, Show for the listed page ଚୟନ କରନ୍ତୁ
05:52 ଆମର Welcome Block କେବଳ Homepageରେ ରହିବ
05:58 ଆଉ ଗୋଟିଏ ପାଦ ଆଗକୁ ବଢ଼ିବା
06:00 Roles ଉପରେ କ୍ଲିକ୍ କରି Anonymous Userରେ ଗୋଟିଏ ଚେକ୍-ମାର୍କ ଦିଅନ୍ତୁ
06:05 ଆଉ, Save Block ଉପରେ କ୍ଲିକ୍ କରନ୍ତୁ
06:07 ଏବେ, ଏହା କେବଳ ସେତେବେଳେ ଦେଖାଦେବ, ଯେତେବେଳେ ଆମେ ଲଗ୍-ଇନ୍ କରିନଥିବା
06:12 ଆମେ ଏହି ମେସେଜ୍ କୁ ଦେଖିପାରୁନେ, କାରଣ ଏବେ ଆମେ ଲଗ୍-ଇନ୍ ଅଛେ
06:16 ଆମେ ଲଗ୍-ଆଉଟ୍ କଲେ, Welcome To Drupalville Block ପୁଣିଥରେ ଦେଖାଦେବ
06:21 କିନ୍ତୁ, ଯେତେବେଳେ ଆମେ ଲଗ୍-ଇନ୍ କରି Homeରେ କ୍ଲିକ୍ କରିବା, ତାହା ଆଉ ସେଠାରେ ନାହିଁ
06:27 ତେଣୁ, Blocksକୁ କନଫିଗର୍ କରିବା, ଘୁଞ୍ଚାଇବା ଓ Permissions ଦେବା ପ୍ରକୃତରେ ବହୁତ ସହଜ
06:34 ଏହାକୁ ଚାଲନ୍ତୁ ଆଉ ଅଧିକ ଅଭ୍ୟାସ କରିବା
06:36 Structure ଉପରେ କ୍ଲିକ୍ କରି Blocks ଉପରେ କ୍ଲିକ୍ କରନ୍ତୁ
06:40 Primary Menu Blockରେ ଆମ ପାଖରେ Main Navigation ଅଛି
06:44 ଯଦି ଆମେ ତାକୁ ଘୁଞ୍ଚାଇବା, ତେବେ ଆମ Main Navigation ସମ୍ପୂର୍ଣ୍ଣ ଭିନ୍ନ ସ୍ଥାନରେ ରହିବ
06:51 ଏଠାରେ, ତଳେ, ଆମ ପାଖରେ ଅଛି: Featured Bottom First, Second ଓ Third
06:58 Footer First, Second, Third, Fourth ଓ Fifth
07:03 Powered by Drupal ଓ Footer Menu, Footer Fifth ସ୍ଥାନରେ ଅଛି
07:08 ଏବେ, କୌଣସି ଡିଜାବଲ୍ ହୋଇଥିବା Blocks ନାହିଁ
07:12 Footer First Block Regionରେ ଚାଲନ୍ତୁ ଆମର ଗୋଟିଏ Menu ରଖିବା
07:17 ଉପରକୁ ସ୍କ୍ରୋଲ୍ କରନ୍ତୁ
07:19 ନିଜର User Account Menuକୁ Footer Firstରେ ରଖନ୍ତୁ
07:25 ଏହା ତୁରନ୍ତ ତଳକୁ ଚାଲିଯିବ
07:28 ଏବେ, Save Blocks ଉପରେ କ୍ଲିକ୍ କରନ୍ତୁ
07:31 ସାଇଟ୍ କୁ ପେରିଯାଆନ୍ତୁ
07:33 ତଳକୁ ସ୍କ୍ରୋଲ୍ କରି ସେହି User Accountକୁ ଦେଖନ୍ତୁ. ତାହା, ଉପରେ ରହିବା ବଦଳରେ ଏଠାରେ, ତଳେ Footerରେ ଅଛି
07:40 ତେଣୁ, ଯେକୌଣସି Blockକୁ, ଯେକୌଣସି ଉଦ୍ଦେଶ୍ୟ ପାଇଁ, ଯେକୌଣସି ସ୍ଥାନରେ ରଖିହେବ
07:45 Structure ଓ Block Layoutକୁ ଯାଆନ୍ତୁ
07:49 ଏବେ, ଗୋଟିଏ Block କାଢ଼ିଦିଅନ୍ତୁ
07:52 Footer Fifth Blockରୁ Powered by Drupal କାଢ଼ିଦେବା
07:57 ଡ୍ରପ୍-ଡାଉନ୍ ରେ କ୍ଲିକ୍ କରି None ଚୟନ କରନ୍ତୁ. ତା’ପରେ, Save Blocks ଉପରେ କ୍ଲିକ୍ କରନ୍ତୁ
08:04 ଏବେ, ତଳକୁ ସ୍କ୍ରୋଲ୍ କରନ୍ତୁ.
08:06 ଆମେ ଦେଖିପାରୁଛେ ଯେ, Powered by Drupal Block ଏବେ, Disabled Block Regionରେ ଅଛି
08:12 ତାହା ସମ୍ପୂର୍ଣ୍ଣ ଭାବେ ଚାଲିଯାଇଛି ବୋଲି ଦେଖିବା ପାଇଁ Back to Site ଉପରେ କ୍ଲିକ୍ କରନ୍ତୁ
08:16 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:19 ସଂକ୍ଷିପ୍ତରେ,
08:21 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Layouts,Block Configuration ଓ Permissions ଓ ବ୍ଲକ୍ସ କାଢିବା ଓ ପୁନଃବ୍ୟବସ୍ଥିତ କରିବା
08:42 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
08:50 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
08:56 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
09:15 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble