Difference between revisions of "Drupal/C2/Creating-Dummy-Content/Oriya"

From Script | Spoken-Tutorial
Jump to: navigation, search
(Created page with "{|border=1 |'''Time''' |'''Narration''' |- | 00:01 | '''Creating Dummy Content''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗ...")
 
 
Line 4: Line 4:
  
 
|-
 
|-
| 00:01
+
|00:01
| '''Creating Dummy Content''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|'''Creating Dummy Content''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
| 00:06
+
|00:06
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: '''devel module''' ବ୍ୟବହାର କରି dummy content କ୍ରିଏଟ୍ କରିବା
+
|ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: '''devel module''' ବ୍ୟବହାର କରି dummy content କ୍ରିଏଟ୍ କରିବା
 +
 
 
|-
 
|-
| 00:12
+
|00:12
| ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ '''Ubuntu Operating System''', '''Drupal 8''' ଏବଂ '''Firefox''' ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି. ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ '''Ubuntu Operating System''', '''Drupal 8''' ଏବଂ '''Firefox''' ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି. ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
 
|00:25
 
|00:25
| '''Drupal site''' ତିଆରି କରିବା ସମୟରେ ଅନେକ content ଆବଶ୍ୟକ, ଏହା ଆମକୁ '''layouts, views''' ଏବଂ '''designs''' କୁ ବୁଝିବାରେ ସାହାଯ୍ୟ କରେ
+
|'''Drupal site''' ତିଆରି କରିବା ସମୟରେ ଅନେକ content ଆବଶ୍ୟକ, ଏହା ଆମକୁ '''layouts, views''' ଏବଂ '''designs''' କୁ ବୁଝିବାରେ ସାହାଯ୍ୟ କରେ
 +
 
 
|-
 
|-
| 00:36
+
|00:36
| କିନ୍ତୁ ପ୍ରକୃତ content ବ୍ୟବହାର କରିବା ଉଚିତ ନୁହେଁ, ଏକ '''Content type''' କିମ୍ବା '''field''' ବଦଳାଇବା ଦରକାର
+
|କିନ୍ତୁ ପ୍ରକୃତ content ବ୍ୟବହାର କରିବା ଉଚିତ ନୁହେଁ, ଏକ '''Content type''' କିମ୍ବା '''field''' ବଦଳାଇବା ଦରକାର
 +
 
 
|-
 
|-
| 00:44
+
|00:44
| ଅସୁବିଧା ଏଇକି ଯେ, ଆମକୁ ଭିତରକୁ ଯିବାକୁ ହେବ ଏବଂ ପ୍ରକୃତ content ଏଡିଟ୍ କରିବାକୁ ହେବ, ଯାହା ସମୟର ଅପଚୟ
+
|ଅସୁବିଧା ଏଇକି ଯେ, ଆମକୁ ଭିତରକୁ ଯିବାକୁ ହେବ ଏବଂ ପ୍ରକୃତ content ଏଡିଟ୍ କରିବାକୁ ହେବ, ଯାହା ସମୟର ଅପଚୟ
 +
 
 
|-
 
|-
| 00:50
+
|00:50
| କିନ୍ତୁ ଏହି ପଦାଙ୍କ ବହୁତ ଗୁରୁତ୍ୱପୂର୍ଣ୍ଣ, ଆମକୁ content types test କରି ନିଶ୍ଚିତ କରିବାକୁ ହେବ ଯେ, ସେଗୁଡ଼ିକ କାମ କରୁଛି କି ନାହିଁ
+
|କିନ୍ତୁ ଏହି ପଦାଙ୍କ ବହୁତ ଗୁରୁତ୍ୱପୂର୍ଣ୍ଣ, ଆମକୁ content types test କରି ନିଶ୍ଚିତ କରିବାକୁ ହେବ ଯେ, ସେଗୁଡ଼ିକ କାମ କରୁଛି କି ନାହିଁ
 +
 
 
|-
 
|-
| 00:57
+
|00:57
| ଏ ପର୍ଯ୍ୟନ୍ତ ଆମେ କେବଳ ଅଳ୍ପ କିଛି fields କଭର୍ କରିଛେ
+
|ଏ ପର୍ଯ୍ୟନ୍ତ ଆମେ କେବଳ ଅଳ୍ପ କିଛି fields କଭର୍ କରିଛେ
 +
 
 
|-
 
|-
| 01:01
+
|01:01
| ଏହା ହେଉଛି ଆମର '''Cincinnati node. '''Cincinnati group''', ସେମାନଙ୍କ ମିଟିଙ୍ଗ ପାଇଁ fee charge କରିବାକୁ ଚାହୁଁଛି
+
|ଏହା ହେଉଛି ଆମର '''Cincinnati node. '''Cincinnati group''', ସେମାନଙ୍କ ମିଟିଙ୍ଗ ପାଇଁ fee charge କରିବାକୁ ଚାହୁଁଛି
 +
 
 
|-
 
|-
 
|01:07
 
|01:07
| ଏବଂ ସେମାନେ ଏହାକୁ '''site''' ରେ ରଖିବାକୁ ଚାହୁଁଛନ୍ତି
+
|ଏବଂ ସେମାନେ ଏହାକୁ '''site''' ରେ ରଖିବାକୁ ଚାହୁଁଛନ୍ତି
 +
 
 
|-
 
|-
| 01:10
+
|01:10
| money କିମ୍ବା ଏକ integer ପାଇଁ '''decimal''' ବ୍ୟବହାର କରିପାରିବେ, ଯାହା ଗୋଟିଏ whole number
+
|money କିମ୍ବା ଏକ integer ପାଇଁ '''decimal''' ବ୍ୟବହାର କରିପାରିବେ, ଯାହା ଗୋଟିଏ whole number
 +
 
 
|-
 
|-
 
|01:15
 
|01:15
| ଏକ integer ଚୟନ କରନ୍ତୁ, କାରଣ ସେମାନେ କେବଳ 10 dollars ଚାର୍ଜ କରନ୍ତି, କିନ୍ତୁ ପରେ ସେମାନେ 10.99 dollars ଚାର୍ଜ କରିବାକୁ ନିଷ୍ପତି ନେଲେ
+
|ଏକ integer ଚୟନ କରନ୍ତୁ, କାରଣ ସେମାନେ କେବଳ 10 dollars ଚାର୍ଜ କରନ୍ତି, କିନ୍ତୁ ପରେ ସେମାନେ 10.99 dollars ଚାର୍ଜ କରିବାକୁ ନିଷ୍ପତି ନେଲେ
 +
 
 
|-
 
|-
 
|01:24
 
|01:24
| ପରେ ଆମକୁ ଅସୁବିଧା ହେବ
+
|ପରେ ଆମକୁ ଅସୁବିଧା ହେବ
 +
 
 
|-
 
|-
| 01:26
+
|01:26
| ଏକ integer, decimal ରେ ବଦଳିପାରିବ ନାହିଁ, ମୁଖ୍ୟତଃ content ଆଡ୍ କରିବା ପରେ
+
|ଏକ integer, decimal ରେ ବଦଳିପାରିବ ନାହିଁ, ମୁଖ୍ୟତଃ content ଆଡ୍ କରିବା ପରେ
 +
 
 
|-
 
|-
| 01:32
+
|01:32
| ତେଣୁ ଏ ଜିନିଷଗୁଡ଼ିକୁ ପୂର୍ବରୁ plan କରିବା ଆବଶ୍ୟକ
+
|ତେଣୁ ଏ ଜିନିଷଗୁଡ଼ିକୁ ପୂର୍ବରୁ plan କରିବା ଆବଶ୍ୟକ
 +
 
 
|-
 
|-
 
|01:37
 
|01:37
| ଏ ସବୁକୁ କିଛି fake content ବ୍ୟବହାର କରି test କରିପାରିବେ, testing ସମୟରେ ଏଗୁଡ଼ିକ ସହଜରେ insert ଏବଂ delete ହୋଇପାରିବ
+
|ଏ ସବୁକୁ କିଛି fake content ବ୍ୟବହାର କରି test କରିପାରିବେ, testing ସମୟରେ ଏଗୁଡ଼ିକ ସହଜରେ insert ଏବଂ delete ହୋଇପାରିବ
 +
 
 
|-
 
|-
| 01:48
+
|01:48
| ଏହାକୁ ମନେରଖନ୍ତୁ- ଆମର ଶତାଧିକ real contents ଦରକାର ନାହିଁ, କିନ୍ତୁ କେବଳ କିଛି fake contents ଦରକାର
+
|ଏହାକୁ ମନେରଖନ୍ତୁ- ଆମର ଶତାଧିକ real contents ଦରକାର ନାହିଁ, କିନ୍ତୁ କେବଳ କିଛି fake contents ଦରକାର
 +
 
 
|-
 
|-
| 01:54
+
|01:54
| ଏହି ସମସ୍ୟାର ସମାଧାନ ହେଉଛି '''Devel module''', '''drupal.org/project/devel''' କୁ ଯାଆନ୍ତୁ
+
|ଏହି ସମସ୍ୟାର ସମାଧାନ ହେଉଛି '''Devel module''', '''drupal.org/project/devel''' କୁ ଯାଆନ୍ତୁ
 +
 
 
|-
 
|-
| 02:02
+
|02:02
| ଏ ପର୍ଯ୍ୟନ୍ତ ଆମେ '''Modules''' ବିଷୟରେ ଆଲୋଚନା କରିନାହୁଁ କିମ୍ବା Drupal website କୁ extend କରିନାହୁଁ, ଏହାକୁ ଆଗାମୀ ଟ୍ୟୁଟୋରିଆଲ୍ ରେ କରିବା
+
|ଏ ପର୍ଯ୍ୟନ୍ତ ଆମେ '''Modules''' ବିଷୟରେ ଆଲୋଚନା କରିନାହୁଁ କିମ୍ବା Drupal website କୁ extend କରିନାହୁଁ, ଏହାକୁ ଆଗାମୀ ଟ୍ୟୁଟୋରିଆଲ୍ ରେ କରିବା
 +
 
 
|-
 
|-
| 02:11
+
|02:11
| କିନ୍ତୁ ଏଠାରେ '''Devel Module''' ର install ଏବଂ ବ୍ୟବହାର ଶିଖିବା. ଏହା '''Drupal Modules''' ର ଶକ୍ତିକୁ ଅବଗତ କରାଇବ
+
|କିନ୍ତୁ ଏଠାରେ '''Devel Module''' ର install ଏବଂ ବ୍ୟବହାର ଶିଖିବା. ଏହା '''Drupal Modules''' ର ଶକ୍ତିକୁ ଅବଗତ କରାଇବ
 +
 
 
|-
 
|-
| 02:21
+
|02:21
| ତଳକୁ Scroll down କରନ୍ତୁ ଏବଂ '''Download''' section ଲୋକେଟ୍ କରନ୍ତୁ, ଏହି ସ୍କ୍ରିନ୍ ଭିନ୍ନ ପ୍ରକାରର ଦେଖାଯାଇପାରେ
+
|ତଳକୁ Scroll down କରନ୍ତୁ ଏବଂ '''Download''' section ଲୋକେଟ୍ କରନ୍ତୁ, ଏହି ସ୍କ୍ରିନ୍ ଭିନ୍ନ ପ୍ରକାରର ଦେଖାଯାଇପାରେ
 +
 
 
|-
 
|-
 
|02:28
 
|02:28
| '''Drupal 8 dot x''' version, green ଏରିଆରେ ଦେଖାଦେବ, ତାକୁ କ୍ଲିକ୍ କରନ୍ତୁ
+
|'''Drupal 8 dot x''' version, green ଏରିଆରେ ଦେଖାଦେବ, ତାକୁ କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:34
+
|02:34
| ଯଦି ନୁହେଁ, ତେବେ '''Development release''' କ୍ଲିକ୍ କରନ୍ତୁ
+
|ଯଦି ନୁହେଁ, ତେବେ '''Development release''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:38
+
|02:38
| ଏବେ ଏହାକୁ କରିବାର ଦୁଇଟି ଉପାୟ ଅଛି. ଏହାକୁ download କରିପାରିବେ. କିନ୍ତୁ desktop ଉପରକୁ ଅନେକ ଅଯଥା files ଚାଲିଆସିବ
+
|ଏବେ ଏହାକୁ କରିବାର ଦୁଇଟି ଉପାୟ ଅଛି. ଏହାକୁ download କରିପାରିବେ. କିନ୍ତୁ desktop ଉପରକୁ ଅନେକ ଅଯଥା files ଚାଲିଆସିବ
 +
 
 
|-
 
|-
 
|02:44
 
|02:44
| right-click କରିପାରିବେ ଏବଂ browser ହିସାବରେ '''Copy Link''' କିମ୍ବା '''Copy Link Location''' ଦେଖିପାରିବେ
+
|right-click କରିପାରିବେ ଏବଂ browser ହିସାବରେ '''Copy Link''' କିମ୍ବା '''Copy Link Location''' ଦେଖିପାରିବେ
 +
 
 
|-
 
|-
| 02:53
+
|02:53
| ଅନ୍ୟ ଉପାୟରେ '''.tar''' file କିମ୍ବା '''.zip''' file ର link କୁ କ୍ଲିକ୍ କରନ୍ତୁ, କିନ୍ତୁ '''dev''' file ଉପରେ କ୍ଲିକ୍ କରନ୍ତୁ ନାହିଁ, କାରଣ ତାହା କାମ କରିବ ନାହିଁ
+
|ଅନ୍ୟ ଉପାୟରେ '''.tar''' file କିମ୍ବା '''.zip''' file ର link କୁ କ୍ଲିକ୍ କରନ୍ତୁ, କିନ୍ତୁ '''dev''' file ଉପରେ କ୍ଲିକ୍ କରନ୍ତୁ ନାହିଁ, କାରଣ ତାହା କାମ କରିବ ନାହିଁ
 +
 
 
|-
 
|-
 
|03:01
 
|03:01
| ଏଗୁଡ଼ିକ ହେଉଛି actual file ଗୁଡ଼ିକର link
+
|ଏଗୁଡ଼ିକ ହେଉଛି actual file ଗୁଡ଼ିକର link
 +
 
 
|-
 
|-
| 03:04
+
|03:04
| ଏହାକୁ ପାଇବା ପରେ '''site''' କୁ ଫେରିଆସନ୍ତୁ, ପ୍ରଥମେ '''Extend''' ଏବଂ ପରେ '''Install new module''' କ୍ଲିକ୍ କରନ୍ତୁ
+
|ଏହାକୁ ପାଇବା ପରେ '''site''' କୁ ଫେରିଆସନ୍ତୁ, ପ୍ରଥମେ '''Extend''' ଏବଂ ପରେ '''Install new module''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:11
+
|03:11
| ଏବେ '''Install from a URL''' field ଭିତରେ URL ପେଷ୍ଟ କରନ୍ତୁ, ଯଦି ଆପଣଙ୍କର ଭଲ internet connection ଅଛି, ତେବେ URL ରୁ install କରିପାରିବେ
+
|ଏବେ '''Install from a URL''' field ଭିତରେ URL ପେଷ୍ଟ କରନ୍ତୁ, ଯଦି ଆପଣଙ୍କର ଭଲ internet connection ଅଛି, ତେବେ URL ରୁ install କରିପାରିବେ
 +
 
 
|-
 
|-
| 03:22
+
|03:22
| ଆପଣଙ୍କ ସୁବିଧା ପାଇଁ ଏହି ପେଜ୍ ରେ '''Code Files''' link ଭିତରେ '''devel''' package ଯୋଗାଇଦିଆଯାଇଛି
+
|ଆପଣଙ୍କ ସୁବିଧା ପାଇଁ ଏହି ପେଜ୍ ରେ '''Code Files''' link ଭିତରେ '''devel''' package ଯୋଗାଇଦିଆଯାଇଛି
 +
 
 
|-
 
|-
| 03:31
+
|03:31
| ଏହାକୁ '''Choose File''' option ବ୍ୟବହାର କରି download କରନ୍ତୁ ଏବଂ upload କରନ୍ତୁ, ଶେଷରେ '''Install''' କ୍ଲିକ୍ କରନ୍ତୁ
+
|ଏହାକୁ '''Choose File''' option ବ୍ୟବହାର କରି download କରନ୍ତୁ ଏବଂ upload କରନ୍ତୁ, ଶେଷରେ '''Install''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:41
+
|03:41
| ଏବେ '''Enable newly added modules''' ଉପରେ କ୍ଲିକ୍ କରନ୍ତୁ
+
|ଏବେ '''Enable newly added modules''' ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:45
+
|03:45
| minimize କରିବା ପାଇଁ '''CORE''' ଉପରେ କ୍ଲିକ୍ କରନ୍ତୁ, ଏହାପରେ scroll down କରନ୍ତୁ
+
|minimize କରିବା ପାଇଁ '''CORE''' ଉପରେ କ୍ଲିକ୍ କରନ୍ତୁ, ଏହାପରେ scroll down କରନ୍ତୁ
 +
 
 
|-
 
|-
| 03:50
+
|03:50
| '''DEVELOPMENT''' block ଅଧିନରେ '''Devel''' ଏବଂ '''Devel generate''' ଦେଖିପାରିବେ, ଅନ୍ୟଗୁଡ଼ିକୁ ଅଣଦେଖା କରନ୍ତୁ
+
|'''DEVELOPMENT''' block ଅଧିନରେ '''Devel''' ଏବଂ '''Devel generate''' ଦେଖିପାରିବେ, ଅନ୍ୟଗୁଡ଼ିକୁ ଅଣଦେଖା କରନ୍ତୁ
 +
 
 
|-
 
|-
| 03:57
+
|03:57
| '''Devel''' ଏବଂ '''Devel generate''' ରେ checkmark ଦିଅନ୍ତୁ, ଏହାପରେ ତଳକୁ scroll କରି '''Install''' କ୍ଲିକ୍ କରନ୍ତୁ
+
|'''Devel''' ଏବଂ '''Devel generate''' ରେ checkmark ଦିଅନ୍ତୁ, ଏହାପରେ ତଳକୁ scroll କରି '''Install''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:05
+
|04:05
| ମନେରଖନ୍ତୁ ଯେ, '''Drupal''' ରେ ସବୁବେଳେ '''Save''', '''Install''' ଇତ୍ୟାଦି କ୍ଲିକ୍ କରିବାକୁ ହେବ
+
|ମନେରଖନ୍ତୁ ଯେ, '''Drupal''' ରେ ସବୁବେଳେ '''Save''', '''Install''' ଇତ୍ୟାଦି କ୍ଲିକ୍ କରିବାକୁ ହେବ
 +
 
 
|-
 
|-
| 04:12
+
|04:12
| ଏଠାରେ ଏକ green message ମିଳିବ- '''2 modules have been enabled'''
+
|ଏଠାରେ ଏକ green message ମିଳିବ- '''2 modules have been enabled'''
 +
 
 
|-
 
|-
| 04:17
+
|04:17
| ଯଦି ନାଲି ରଙ୍ଗର କୌଣସି ସତର୍କତା message ଦେଖିବେ, ତେବେ ଚିନ୍ତା କରନ୍ତୁ ନାହିଁ, ଯେପର୍ଯ୍ୟନ୍ତ ଏହା ଏକ ଗମ୍ଭୀର ଏରର୍ ହୋଇନଥିବ
+
|ଯଦି ନାଲି ରଙ୍ଗର କୌଣସି ସତର୍କତା message ଦେଖିବେ, ତେବେ ଚିନ୍ତା କରନ୍ତୁ ନାହିଁ, ଯେପର୍ଯ୍ୟନ୍ତ ଏହା ଏକ ଗମ୍ଭୀର ଏରର୍ ହୋଇନଥିବ
 
|-
 
|-
| 04:23
+
 
| ଏକ content ସମୂହ generate କରିବା ପାଇଁ '''Configuration''' କ୍ଲିକ୍ କରନ୍ତୁ, ଏହାପରେ ବାମ ପାର୍ଶ୍ୱରେ '''Generate content''' link ଦେଖିବେ, ତାକୁ କ୍ଲିକ୍ କରନ୍ତୁ
+
|04:23
 +
|ଏକ content ସମୂହ generate କରିବା ପାଇଁ '''Configuration''' କ୍ଲିକ୍ କରନ୍ତୁ, ଏହାପରେ ବାମ ପାର୍ଶ୍ୱରେ '''Generate content''' link ଦେଖିବେ, ତାକୁ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:34
+
|04:34
| ଏବେ, ଆବଶ୍ୟକ testing କରିବା ପାଇଁ ଅଧିକରୁ ଅଧିକ content generate କରିପାରିବେ
+
|ଏବେ, ଆବଶ୍ୟକ testing କରିବା ପାଇଁ ଅଧିକରୁ ଅଧିକ content generate କରିପାରିବେ
 +
 
 
|-
 
|-
| 04:41
+
|04:41
| '''Events''' ଏବଂ '''User Groups''' ଚୟନ କରନ୍ତୁ, କାରଣ ଏହା test ପାଇଁ ଆବଶ୍ୟକ ଦୁଇଟି '''Content types'''
+
|'''Events''' ଏବଂ '''User Groups''' ଚୟନ କରନ୍ତୁ, କାରଣ ଏହା test ପାଇଁ ଆବଶ୍ୟକ ଦୁଇଟି '''Content types'''
 +
 
 
|-
 
|-
| 04:47
+
|04:47
| ଧ୍ୟାନଦିଅନ୍ତୁ ଯେ, ସେଠାରେ "Delete all content in these content types before generating new content" ଅଛି, ଏହା fake content ଡିଲିଟ୍ କରିବ
+
|ଧ୍ୟାନଦିଅନ୍ତୁ ଯେ, ସେଠାରେ "Delete all content in these content types before generating new content" ଅଛି, ଏହା fake content ଡିଲିଟ୍ କରିବ
 +
 
 
|-
 
|-
| 04:56
+
|04:56
| ସେଠାରେ check mark ଦିଅନ୍ତୁ ଏବଂ 0 (zero) nodes ଜେନେରେଟ୍ କରନ୍ତୁ, ଏହା ସମସ୍ତ '''Events''' ଏବଂ '''User Groups''' କୁ delete କରିବ
+
|ସେଠାରେ check mark ଦିଅନ୍ତୁ ଏବଂ 0 (zero) nodes ଜେନେରେଟ୍ କରନ୍ତୁ, ଏହା ସମସ୍ତ '''Events''' ଏବଂ '''User Groups''' କୁ delete କରିବ
 +
 
 
|-
 
|-
| 05:05
+
|05:05
| ଏହା ଆମେ କ୍ରିଏଟ୍ କରିଥିବା Group କୁ ମଧ୍ୟ ମିଶାଇବ, ଉଦାହରଣସ୍ୱରୁପ- '''Cincinnati User Group''' ମଧ୍ୟ ଚାଲିଯିବ
+
|ଏହା ଆମେ କ୍ରିଏଟ୍ କରିଥିବା Group କୁ ମଧ୍ୟ ମିଶାଇବ, ଉଦାହରଣସ୍ୱରୁପ- '''Cincinnati User Group''' ମଧ୍ୟ ଚାଲିଯିବ
 +
 
 
|-
 
|-
| 05:15
+
|05:15
| ତେବେ ତାକୁ uncheck କରନ୍ତୁ, 50 ଟି node generate କରନ୍ତୁ
+
|ତେବେ ତାକୁ uncheck କରନ୍ତୁ, 50 ଟି node generate କରନ୍ତୁ
 +
 
 
|-
 
|-
 
|05:20
 
|05:20
| ଗୋଟିଏ '''year''' ପଛକୁ ଯାଆନ୍ତୁ
+
|ଗୋଟିଏ '''year''' ପଛକୁ ଯାଆନ୍ତୁ
 +
 
 
|-
 
|-
| 05:22
+
|05:22
| Nodes ଉପରେ '''comments''' ନାହିଁ
+
|Nodes ଉପରେ '''comments''' ନାହିଁ
 +
 
 
|-
 
|-
| 05:25
+
|05:25
| '''Maximum number of words in titles''' କୁ 2 ରେ ବଦଳାନ୍ତୁ. ଯଦି ସେହିଭଳି କରିବେ ନାହିଁ, ତେବେ ଏହା ଅନେକ long '''Lorem Ipsum''' text generate କରିବ
+
|'''Maximum number of words in titles''' କୁ 2 ରେ ବଦଳାନ୍ତୁ. ଯଦି ସେହିଭଳି କରିବେ ନାହିଁ, ତେବେ ଏହା ଅନେକ long '''Lorem Ipsum''' text generate କରିବ
 +
 
 
|-
 
|-
| 05:35
+
|05:35
| '''Generate''' କ୍ଲିକ୍ କରନ୍ତୁ. ଶୀଘ୍ର ଏକ success message ମିଳିବ. ଏହା କାମ କରୁଛି କି ନାହିଁ ଜାଣିବା ପାଇଁ '''Content''' ରେ କ୍ଲିକ୍ କରନ୍ତୁ
+
|'''Generate''' କ୍ଲିକ୍ କରନ୍ତୁ. ଶୀଘ୍ର ଏକ success message ମିଳିବ. ଏହା କାମ କରୁଛି କି ନାହିଁ ଜାଣିବା ପାଇଁ '''Content''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:44
+
|05:44
| ଏଠାରେ 50 ଟି ନୂଆ nodes ର list ଅଛି- ଅଧା '''Events''' ଏବଂ ଅଧା '''User groups'''
+
|ଏଠାରେ 50 ଟି ନୂଆ nodes ର list ଅଛି- ଅଧା '''Events''' ଏବଂ ଅଧା '''User groups'''
 +
 
 
|-
 
|-
| 05:50
+
|05:50
| ଯେକୌଣସି ଗୋଟିକରେ କ୍ଲିକ୍ କରନ୍ତୁ ଏବଂ '''Description''' ଏବଂ '''Event Logo''' ରେ '''Devel''' ଅନେକ text generate କରିବ
+
|ଯେକୌଣସି ଗୋଟିକରେ କ୍ଲିକ୍ କରନ୍ତୁ ଏବଂ '''Description''' ଏବଂ '''Event Logo''' ରେ '''Devel''' ଅନେକ text generate କରିବ
 +
 
 
|-
 
|-
| 05:57
+
|05:57
| ଗୋଟିଏ '''User Groups''' କୁ '''Sponsor''' ଭାବେ ଏକ fake '''Event Website''' ଏବଂ '''Date''' ଚୟନ କରିବା ସହ କିଛି '''Event Topics''' ସିଲେକ୍ଟ କରିଛି
+
|ଗୋଟିଏ '''User Groups''' କୁ '''Sponsor''' ଭାବେ ଏକ fake '''Event Website''' ଏବଂ '''Date''' ଚୟନ କରିବା ସହ କିଛି '''Event Topics''' ସିଲେକ୍ଟ କରିଛି
 +
 
 
|-
 
|-
| 06:08
+
|06:08
| ଏବେ '''site''' ପାଇଁ ଆବଶ୍ୟକ '''layouts''', '''views''' ଏବଂ ଅନ୍ୟ ସମସ୍ତ ଜିନିଷ କରିପାରିବେ
+
|ଏବେ '''site''' ପାଇଁ ଆବଶ୍ୟକ '''layouts''', '''views''' ଏବଂ ଅନ୍ୟ ସମସ୍ତ ଜିନିଷ କରିପାରିବେ
 +
 
 
|-
 
|-
 
|06:15
 
|06:15
| fake content generat କରି save କରିବା ପାଇଁ ଅନେକ ସମୟରେ '''Devel''' ସାହାଯ୍ୟ କରିଥାଏ
+
|fake content generat କରି save କରିବା ପାଇଁ ଅନେକ ସମୟରେ '''Devel''' ସାହାଯ୍ୟ କରିଥାଏ
 +
 
 
|-
 
|-
| 06:20
+
|06:20
| ଏହା Drupal ର ବହୁତ ବଢିଆ feature, ଯାହା '''drupal.org''' ରୁ download ହୋଇଥିବା '''Module''' ରୁ ଆସିଛି. ଏଗୁଡ଼ିକୁ '''Contributed Modules''' କୁହାଯାଏ. ଏହାକୁ ପରେ ଶିଖିବା
+
|ଏହା Drupal ର ବହୁତ ବଢିଆ feature, ଯାହା '''drupal.org''' ରୁ download ହୋଇଥିବା '''Module''' ରୁ ଆସିଛି. ଏଗୁଡ଼ିକୁ '''Contributed Modules''' କୁହାଯାଏ. ଏହାକୁ ପରେ ଶିଖିବା
 +
 
 
|-
 
|-
| 06:32
+
|06:32
| ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
+
|ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
 +
 
 
|-
 
|-
| 06:35
+
|06:35
| ସଂକ୍ଷିପ୍ତରେ- ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: '''devel''' module ବ୍ୟବହାର କରି dummy contents କ୍ରିଏଟ୍ କରିବା
+
|ସଂକ୍ଷିପ୍ତରେ- ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: '''devel''' module ବ୍ୟବହାର କରି dummy contents କ୍ରିଏଟ୍ କରିବା
 +
 
 
|-
 
|-
| 06:48
+
|06:48
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
| 06:57
+
|06:57
| ଏହି ଲିଙ୍କ୍ ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ଏହି ଲିଙ୍କ୍ ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
| 07:03
+
|07:03
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
| 07:11
+
|07:11
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
 +
 
 
|-
 
|-
| 07:23
+
|07:23
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 12:02, 4 April 2017

Time Narration
00:01 Creating Dummy Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: devel module ବ୍ୟବହାର କରି dummy content କ୍ରିଏଟ୍ କରିବା
00:12 ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି. ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:25 Drupal site ତିଆରି କରିବା ସମୟରେ ଅନେକ content ଆବଶ୍ୟକ, ଏହା ଆମକୁ layouts, views ଏବଂ designs କୁ ବୁଝିବାରେ ସାହାଯ୍ୟ କରେ
00:36 କିନ୍ତୁ ପ୍ରକୃତ content ବ୍ୟବହାର କରିବା ଉଚିତ ନୁହେଁ, ଏକ Content type କିମ୍ବା field ବଦଳାଇବା ଦରକାର
00:44 ଅସୁବିଧା ଏଇକି ଯେ, ଆମକୁ ଭିତରକୁ ଯିବାକୁ ହେବ ଏବଂ ପ୍ରକୃତ content ଏଡିଟ୍ କରିବାକୁ ହେବ, ଯାହା ସମୟର ଅପଚୟ
00:50 କିନ୍ତୁ ଏହି ପଦାଙ୍କ ବହୁତ ଗୁରୁତ୍ୱପୂର୍ଣ୍ଣ, ଆମକୁ content types test କରି ନିଶ୍ଚିତ କରିବାକୁ ହେବ ଯେ, ସେଗୁଡ଼ିକ କାମ କରୁଛି କି ନାହିଁ
00:57 ଏ ପର୍ଯ୍ୟନ୍ତ ଆମେ କେବଳ ଅଳ୍ପ କିଛି fields କଭର୍ କରିଛେ
01:01 ଏହା ହେଉଛି ଆମର Cincinnati node. Cincinnati group, ସେମାନଙ୍କ ମିଟିଙ୍ଗ ପାଇଁ fee charge କରିବାକୁ ଚାହୁଁଛି
01:07 ଏବଂ ସେମାନେ ଏହାକୁ site ରେ ରଖିବାକୁ ଚାହୁଁଛନ୍ତି
01:10 money କିମ୍ବା ଏକ integer ପାଇଁ decimal ବ୍ୟବହାର କରିପାରିବେ, ଯାହା ଗୋଟିଏ whole number
01:15 ଏକ integer ଚୟନ କରନ୍ତୁ, କାରଣ ସେମାନେ କେବଳ 10 dollars ଚାର୍ଜ କରନ୍ତି, କିନ୍ତୁ ପରେ ସେମାନେ 10.99 dollars ଚାର୍ଜ କରିବାକୁ ନିଷ୍ପତି ନେଲେ
01:24 ପରେ ଆମକୁ ଅସୁବିଧା ହେବ
01:26 ଏକ integer, decimal ରେ ବଦଳିପାରିବ ନାହିଁ, ମୁଖ୍ୟତଃ content ଆଡ୍ କରିବା ପରେ
01:32 ତେଣୁ ଏ ଜିନିଷଗୁଡ଼ିକୁ ପୂର୍ବରୁ plan କରିବା ଆବଶ୍ୟକ
01:37 ଏ ସବୁକୁ କିଛି fake content ବ୍ୟବହାର କରି test କରିପାରିବେ, testing ସମୟରେ ଏଗୁଡ଼ିକ ସହଜରେ insert ଏବଂ delete ହୋଇପାରିବ
01:48 ଏହାକୁ ମନେରଖନ୍ତୁ- ଆମର ଶତାଧିକ real contents ଦରକାର ନାହିଁ, କିନ୍ତୁ କେବଳ କିଛି fake contents ଦରକାର
01:54 ଏହି ସମସ୍ୟାର ସମାଧାନ ହେଉଛି Devel module, drupal.org/project/devel କୁ ଯାଆନ୍ତୁ
02:02 ଏ ପର୍ଯ୍ୟନ୍ତ ଆମେ Modules ବିଷୟରେ ଆଲୋଚନା କରିନାହୁଁ କିମ୍ବା Drupal website କୁ extend କରିନାହୁଁ, ଏହାକୁ ଆଗାମୀ ଟ୍ୟୁଟୋରିଆଲ୍ ରେ କରିବା
02:11 କିନ୍ତୁ ଏଠାରେ Devel Module ର install ଏବଂ ବ୍ୟବହାର ଶିଖିବା. ଏହା Drupal Modules ର ଶକ୍ତିକୁ ଅବଗତ କରାଇବ
02:21 ତଳକୁ Scroll down କରନ୍ତୁ ଏବଂ Download section ଲୋକେଟ୍ କରନ୍ତୁ, ଏହି ସ୍କ୍ରିନ୍ ଭିନ୍ନ ପ୍ରକାରର ଦେଖାଯାଇପାରେ
02:28 Drupal 8 dot x version, green ଏରିଆରେ ଦେଖାଦେବ, ତାକୁ କ୍ଲିକ୍ କରନ୍ତୁ
02:34 ଯଦି ନୁହେଁ, ତେବେ Development release କ୍ଲିକ୍ କରନ୍ତୁ
02:38 ଏବେ ଏହାକୁ କରିବାର ଦୁଇଟି ଉପାୟ ଅଛି. ଏହାକୁ download କରିପାରିବେ. କିନ୍ତୁ desktop ଉପରକୁ ଅନେକ ଅଯଥା files ଚାଲିଆସିବ
02:44 right-click କରିପାରିବେ ଏବଂ browser ହିସାବରେ Copy Link କିମ୍ବା Copy Link Location ଦେଖିପାରିବେ
02:53 ଅନ୍ୟ ଉପାୟରେ .tar file କିମ୍ବା .zip file ର link କୁ କ୍ଲିକ୍ କରନ୍ତୁ, କିନ୍ତୁ dev file ଉପରେ କ୍ଲିକ୍ କରନ୍ତୁ ନାହିଁ, କାରଣ ତାହା କାମ କରିବ ନାହିଁ
03:01 ଏଗୁଡ଼ିକ ହେଉଛି actual file ଗୁଡ଼ିକର link
03:04 ଏହାକୁ ପାଇବା ପରେ site କୁ ଫେରିଆସନ୍ତୁ, ପ୍ରଥମେ Extend ଏବଂ ପରେ Install new module କ୍ଲିକ୍ କରନ୍ତୁ
03:11 ଏବେ Install from a URL field ଭିତରେ URL ପେଷ୍ଟ କରନ୍ତୁ, ଯଦି ଆପଣଙ୍କର ଭଲ internet connection ଅଛି, ତେବେ URL ରୁ install କରିପାରିବେ
03:22 ଆପଣଙ୍କ ସୁବିଧା ପାଇଁ ଏହି ପେଜ୍ ରେ Code Files link ଭିତରେ devel package ଯୋଗାଇଦିଆଯାଇଛି
03:31 ଏହାକୁ Choose File option ବ୍ୟବହାର କରି download କରନ୍ତୁ ଏବଂ upload କରନ୍ତୁ, ଶେଷରେ Install କ୍ଲିକ୍ କରନ୍ତୁ
03:41 ଏବେ Enable newly added modules ଉପରେ କ୍ଲିକ୍ କରନ୍ତୁ
03:45 minimize କରିବା ପାଇଁ CORE ଉପରେ କ୍ଲିକ୍ କରନ୍ତୁ, ଏହାପରେ scroll down କରନ୍ତୁ
03:50 DEVELOPMENT block ଅଧିନରେ Devel ଏବଂ Devel generate ଦେଖିପାରିବେ, ଅନ୍ୟଗୁଡ଼ିକୁ ଅଣଦେଖା କରନ୍ତୁ
03:57 Devel ଏବଂ Devel generate ରେ checkmark ଦିଅନ୍ତୁ, ଏହାପରେ ତଳକୁ scroll କରି Install କ୍ଲିକ୍ କରନ୍ତୁ
04:05 ମନେରଖନ୍ତୁ ଯେ, Drupal ରେ ସବୁବେଳେ Save, Install ଇତ୍ୟାଦି କ୍ଲିକ୍ କରିବାକୁ ହେବ
04:12 ଏଠାରେ ଏକ green message ମିଳିବ- 2 modules have been enabled
04:17 ଯଦି ନାଲି ରଙ୍ଗର କୌଣସି ସତର୍କତା message ଦେଖିବେ, ତେବେ ଚିନ୍ତା କରନ୍ତୁ ନାହିଁ, ଯେପର୍ଯ୍ୟନ୍ତ ଏହା ଏକ ଗମ୍ଭୀର ଏରର୍ ହୋଇନଥିବ
04:23 ଏକ content ସମୂହ generate କରିବା ପାଇଁ Configuration କ୍ଲିକ୍ କରନ୍ତୁ, ଏହାପରେ ବାମ ପାର୍ଶ୍ୱରେ Generate content link ଦେଖିବେ, ତାକୁ କ୍ଲିକ୍ କରନ୍ତୁ
04:34 ଏବେ, ଆବଶ୍ୟକ testing କରିବା ପାଇଁ ଅଧିକରୁ ଅଧିକ content generate କରିପାରିବେ
04:41 Events ଏବଂ User Groups ଚୟନ କରନ୍ତୁ, କାରଣ ଏହା test ପାଇଁ ଆବଶ୍ୟକ ଦୁଇଟି Content types
04:47 ଧ୍ୟାନଦିଅନ୍ତୁ ଯେ, ସେଠାରେ "Delete all content in these content types before generating new content" ଅଛି, ଏହା fake content ଡିଲିଟ୍ କରିବ
04:56 ସେଠାରେ check mark ଦିଅନ୍ତୁ ଏବଂ 0 (zero) nodes ଜେନେରେଟ୍ କରନ୍ତୁ, ଏହା ସମସ୍ତ Events ଏବଂ User Groups କୁ delete କରିବ
05:05 ଏହା ଆମେ କ୍ରିଏଟ୍ କରିଥିବା Group କୁ ମଧ୍ୟ ମିଶାଇବ, ଉଦାହରଣସ୍ୱରୁପ- Cincinnati User Group ମଧ୍ୟ ଚାଲିଯିବ
05:15 ତେବେ ତାକୁ uncheck କରନ୍ତୁ, 50 ଟି node generate କରନ୍ତୁ
05:20 ଗୋଟିଏ year ପଛକୁ ଯାଆନ୍ତୁ
05:22 Nodes ଉପରେ comments ନାହିଁ
05:25 Maximum number of words in titles କୁ 2 ରେ ବଦଳାନ୍ତୁ. ଯଦି ସେହିଭଳି କରିବେ ନାହିଁ, ତେବେ ଏହା ଅନେକ long Lorem Ipsum text generate କରିବ
05:35 Generate କ୍ଲିକ୍ କରନ୍ତୁ. ଶୀଘ୍ର ଏକ success message ମିଳିବ. ଏହା କାମ କରୁଛି କି ନାହିଁ ଜାଣିବା ପାଇଁ Content ରେ କ୍ଲିକ୍ କରନ୍ତୁ
05:44 ଏଠାରେ 50 ଟି ନୂଆ nodes ର list ଅଛି- ଅଧା Events ଏବଂ ଅଧା User groups
05:50 ଯେକୌଣସି ଗୋଟିକରେ କ୍ଲିକ୍ କରନ୍ତୁ ଏବଂ Description ଏବଂ Event Logo ରେ Devel ଅନେକ text generate କରିବ
05:57 ଗୋଟିଏ User Groups କୁ Sponsor ଭାବେ ଏକ fake Event Website ଏବଂ Date ଚୟନ କରିବା ସହ କିଛି Event Topics ସିଲେକ୍ଟ କରିଛି
06:08 ଏବେ site ପାଇଁ ଆବଶ୍ୟକ layouts, views ଏବଂ ଅନ୍ୟ ସମସ୍ତ ଜିନିଷ କରିପାରିବେ
06:15 fake content generat କରି save କରିବା ପାଇଁ ଅନେକ ସମୟରେ Devel ସାହାଯ୍ୟ କରିଥାଏ
06:20 ଏହା Drupal ର ବହୁତ ବଢିଆ feature, ଯାହା drupal.org ରୁ download ହୋଇଥିବା Module ରୁ ଆସିଛି. ଏଗୁଡ଼ିକୁ Contributed Modules କୁହାଯାଏ. ଏହାକୁ ପରେ ଶିଖିବା
06:32 ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
06:35 ସଂକ୍ଷିପ୍ତରେ- ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: devel module ବ୍ୟବହାର କରି dummy contents କ୍ରିଏଟ୍ କରିବା
06:48 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
06:57 ଏହି ଲିଙ୍କ୍ ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
07:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
07:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
07:23 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep