Difference between revisions of "Drupal/C2/Creating-Basic-Content/Oriya"

From Script | Spoken-Tutorial
Jump to: navigation, search
 
Line 5: Line 5:
 
|-
 
|-
 
|00:01
 
|00:01
| Creating Basic Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Creating Basic Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Content Types, ଏକ Article କ୍ରିଏଟ୍ କରିବା ଏବଂ ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Content Types, ଏକ Article କ୍ରିଏଟ୍ କରିବା ଏବଂ ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
 +
 
 
|-
 
|-
 
|00:15
 
|00:15
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍  Drupal 8 ଓ Firefox ୱେବ୍ ବ୍ରାଉଜର୍
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍  Drupal 8 ଓ Firefox ୱେବ୍ ବ୍ରାଉଜର୍
 +
 
 
|-
 
|-
 
|00:25
 
|00:25
| ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
 
|00:29
 
|00:29
| ପ୍ରଥମେ ଆମେ Content ପ୍ରକାର ବିଷୟରେ ଶିଖିବା.  Drupalରେ, Content Type ହେଉଛି Content Management Systemର କୋର୍
+
|ପ୍ରଥମେ ଆମେ Content ପ୍ରକାର ବିଷୟରେ ଶିଖିବା.  Drupalରେ, Content Type ହେଉଛି Content Management Systemର କୋର୍
 +
 
 
|-
 
|-
 
|00:39
 
|00:39
| ଏହା, ଗୋଟିଏ ସାଇଟ୍ ର ମେରୁଦଣ୍ଡ ପରି
+
|ଏହା, ଗୋଟିଏ ସାଇଟ୍ ର ମେରୁଦଣ୍ଡ ପରି
 +
 
 
|-
 
|-
 
|00:42
 
|00:42
| ଏହା ଏପରି ଗୋଟିଏ ଜିନିଷ, ଯାହା Drupalକୁ ଅନ୍ୟ CMSଠାରୁ ଅଲଗା କରେ
+
|ଏହା ଏପରି ଗୋଟିଏ ଜିନିଷ, ଯାହା Drupalକୁ ଅନ୍ୟ CMSଠାରୁ ଅଲଗା କରେ
 +
 
 
|-
 
|-
 
|00:48
 
|00:48
| ଅଧିକାଂଶ CMSରେ କେବେଳ Title ଓ Body ଥାଏ ଏବଂ ସେଥିରୁ ଜଣାପଡ଼େ ଯେ, ଏହା ସମ୍ପୂର୍ଣ୍ଣ ଭାବେ ଅପର୍ଯ୍ୟାପ୍ତ
+
|ଅଧିକାଂଶ CMSରେ କେବେଳ Title ଓ Body ଥାଏ ଏବଂ ସେଥିରୁ ଜଣାପଡ଼େ ଯେ, ଏହା ସମ୍ପୂର୍ଣ୍ଣ ଭାବେ ଅପର୍ଯ୍ୟାପ୍ତ
 +
 
 
|-
 
|-
 
|00:57
 
|00:57
| Drupalରେ, ପ୍ରତ୍ୟେକ Drupal Content Itemକୁ Node କୁହାଯାଏ.  ପ୍ରତ୍ୟେକ Node, ଗୋଟିଏ ଏକକ Content Typeର ଅଟେ
+
|Drupalରେ, ପ୍ରତ୍ୟେକ Drupal Content Itemକୁ Node କୁହାଯାଏ.  ପ୍ରତ୍ୟେକ Node, ଗୋଟିଏ ଏକକ Content Typeର ଅଟେ
 +
 
 
|-
 
|-
 
|01:06
 
|01:06
| ଏହାପରେ ଚାଲନ୍ତୁ, Content Typeର ମହତ୍ୱତା ବୁଝିବା.  Content Type, ସେହି ପ୍ରକାରର Nodes ପାଇଁ ବିଭିନ୍ନ ଡିଫଲ୍ଟ ସେଟିଙ୍ଗ୍ସ ପରିଭାଷିତ କରେ, ଯେପରି -  
+
|ଏହାପରେ ଚାଲନ୍ତୁ, Content Typeର ମହତ୍ୱତା ବୁଝିବା.  Content Type, ସେହି ପ୍ରକାରର Nodes ପାଇଁ ବିଭିନ୍ନ ଡିଫଲ୍ଟ ସେଟିଙ୍ଗ୍ସ ପରିଭାଷିତ କରେ, ଯେପରି -  
 +
 
 
|-
 
|-
 
|01:17
 
|01:17
 
|Node ସ୍ୱଚାଳିତ ଭାବରେ ପ୍ରକାଶିତ କରାଯାଇଛି କିମ୍ୱା କମେଣ୍ଟର ଅନୁମତି ଦିଆଯାଇଛି ଏବଂ  
 
|Node ସ୍ୱଚାଳିତ ଭାବରେ ପ୍ରକାଶିତ କରାଯାଇଛି କିମ୍ୱା କମେଣ୍ଟର ଅନୁମତି ଦିଆଯାଇଛି ଏବଂ  
 +
 
|-
 
|-
 
|01:23
 
|01:23
 
|ଆମ ସାଇଟ୍ ରେ କିପରି କଣ୍ଟେଣ୍ଟ ଆଡ୍ କରାଯାଇଛି.  ପ୍ରତ୍ୟେକ Content Typeର Fields ଥାଏ  
 
|ଆମ ସାଇଟ୍ ରେ କିପରି କଣ୍ଟେଣ୍ଟ ଆଡ୍ କରାଯାଇଛି.  ପ୍ରତ୍ୟେକ Content Typeର Fields ଥାଏ  
 +
 
|-
 
|-
 
|01:30
 
|01:30
| କେଉଁ ପ୍ରକାରର କଣ୍ଟେଣ୍ଟ ପ୍ରବିଷ୍ଟ ହେଉଛି, ତାହା ଉପରେ ଭିତ୍ତିକରି ଆମ ପାଖରେ ସୂଚନା ପାଇଁ ଆବଶ୍ୟକତାନୁସାରେ Fields ଅଛି
+
|କେଉଁ ପ୍ରକାରର କଣ୍ଟେଣ୍ଟ ପ୍ରବିଷ୍ଟ ହେଉଛି, ତାହା ଉପରେ ଭିତ୍ତିକରି ଆମ ପାଖରେ ସୂଚନା ପାଇଁ ଆବଶ୍ୟକତାନୁସାରେ Fields ଅଛି
 +
 
 
|-
 
|-
 
|01:38
 
|01:38
| ମୁଁ ଏହାକୁ ଏହି ପ୍ରକାରରେ ବୁଝାଉଛି.  ଏହା ହେଉଛି IMDb.com, ଯାହା ଏକ Drupal Site ହୋଇପାରେ.  ଏହା, ଫିଲ୍ମ Red ବିଷୟରେ ଅଟେ
+
|ମୁଁ ଏହାକୁ ଏହି ପ୍ରକାରରେ ବୁଝାଉଛି.  ଏହା ହେଉଛି IMDb.com, ଯାହା ଏକ Drupal Site ହୋଇପାରେ.  ଏହା, ଫିଲ୍ମ Red ବିଷୟରେ ଅଟେ
 +
 
 
|-
 
|-
 
|01:49
 
|01:49
| ସ୍କ୍ରୀନ୍ ଉପରେ ଆପଣ ଦେଖିବେ - ଗୋଟିଏ ପୋଷ୍ଟର୍, ଏକ ଟାଇଟଲ୍, ରିଲିଜ୍ ର ତାରିଖ
+
|ସ୍କ୍ରୀନ୍ ଉପରେ ଆପଣ ଦେଖିବେ - ଗୋଟିଏ ପୋଷ୍ଟର୍, ଏକ ଟାଇଟଲ୍, ରିଲିଜ୍ ର ତାରିଖ
 +
 
 
|-
 
|-
 
|01:55
 
|01:55
 
|ପାରେଣ୍ଟାଲ୍ ରେଟିଙ୍ଗ୍, ରନ୍ ଟାଇମ୍, ଫିଲ୍ମର ଶୈଳୀ
 
|ପାରେଣ୍ଟାଲ୍ ରେଟିଙ୍ଗ୍, ରନ୍ ଟାଇମ୍, ଫିଲ୍ମର ଶୈଳୀ
 +
 
|-
 
|-
 
|01:59
 
|01:59
 
|ବଡୀ କିମ୍ୱା ଫିଲ୍ମର ବିବରଣୀ
 
|ବଡୀ କିମ୍ୱା ଫିଲ୍ମର ବିବରଣୀ
 +
 
|-
 
|-
 
|02:04
 
|02:04
| ଆମ ପାଖରେ People Fields ସମେତ କିଛି ଅନ୍ୟ Links , ବଟନ୍ସ ଓ ଜିନିଷର ସେଟ୍ ରହିବ
+
|ଆମ ପାଖରେ People Fields ସମେତ କିଛି ଅନ୍ୟ Links , ବଟନ୍ସ ଓ ଜିନିଷର ସେଟ୍ ରହିବ
 +
 
 
|-
 
|-
 
|02:09
 
|02:09
| ଅନ୍ୟ CMSଗୁଡ଼ିକରେ, ଏହି Layoutକୁ CSSରେ କ୍ରିଏଟ୍ କରିବାକୁ Dreamweaver ପରି କିଛି ବ୍ୟବହାର କରିପାରିବା
+
|ଅନ୍ୟ CMSଗୁଡ଼ିକରେ, ଏହି Layoutକୁ CSSରେ କ୍ରିଏଟ୍ କରିବାକୁ Dreamweaver ପରି କିଛି ବ୍ୟବହାର କରିପାରିବା
 +
 
 
|-
 
|-
 
|02:16
 
|02:16
| କ’ଣ ହେବ, ଯଦି ଆମେ ଚାହିଁବା - 2010ରେ ସମସ୍ତ ଫିଲ୍ମ ପାଇଁ ଏକ ଲେଣ୍ଡିଙ୍ଗ୍ ପେଜ୍  ଯାହାର ଷ୍ଟାର୍ Bruce Willis PG 13ର ପାରେଣ୍ଟାଲ୍ ରେଟିଙ୍ଗ୍ ସହିତ
+
|କ’ଣ ହେବ, ଯଦି ଆମେ ଚାହିଁବା - 2010ରେ ସମସ୍ତ ଫିଲ୍ମ ପାଇଁ ଏକ ଲେଣ୍ଡିଙ୍ଗ୍ ପେଜ୍  ଯାହାର ଷ୍ଟାର୍ Bruce Willis PG 13ର ପାରେଣ୍ଟାଲ୍ ରେଟିଙ୍ଗ୍ ସହିତ
 +
 
 
|-
 
|-
 
|02:28
 
|02:28
| ଯଦି ଆପଣ ଅନ୍ୟ CMS ବ୍ୟବହାର କରୁଛନ୍ତି, ତେବେ ଏହା କରିବା କଷ୍ଟକର ହେବ.  କିନ୍ତୁ Drupalରେ, ଏହା ବହୁତ ସହଜରେ କରାଯାଇଥାଏ
+
|ଯଦି ଆପଣ ଅନ୍ୟ CMS ବ୍ୟବହାର କରୁଛନ୍ତି, ତେବେ ଏହା କରିବା କଷ୍ଟକର ହେବ.  କିନ୍ତୁ Drupalରେ, ଏହା ବହୁତ ସହଜରେ କରାଯାଇଥାଏ
 +
 
 
|-
 
|-
 
|02:37
 
|02:37
| Content Typesର ଏହା ହେଉଛି ପ୍ରକୃତ ଲାଭ.  ଏବେ ଚାଲନ୍ତୁ, କିଛି Built-in Content Types ଏକ୍ସପ୍ଲୋର୍ କରିବା
+
|Content Typesର ଏହା ହେଉଛି ପ୍ରକୃତ ଲାଭ.  ଏବେ ଚାଲନ୍ତୁ, କିଛି Built-in Content Types ଏକ୍ସପ୍ଲୋର୍ କରିବା
 +
 
 
|-
 
|-
 
|02:46
 
|02:46
| ପରେ, ନୂଆ Content Types କ୍ରିଏଟ୍ କରିବା ବିଷୟରେ ମଧ୍ୟ ଜାଣିବା.  ଆମେ ପୂର୍ବରୁ ତିଆରି କରିଥିବା ଆମର Drupal Site ଖୋଲନ୍ତୁ
+
|ପରେ, ନୂଆ Content Types କ୍ରିଏଟ୍ କରିବା ବିଷୟରେ ମଧ୍ୟ ଜାଣିବା.  ଆମେ ପୂର୍ବରୁ ତିଆରି କରିଥିବା ଆମର Drupal Site ଖୋଲନ୍ତୁ
 +
 
 
|-
 
|-
 
|02:54
 
|02:54
| ଆମେ ଏବେ Article Content Type ବିଷୟରେ ଶିଖିବା.  ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ
+
|ଆମେ ଏବେ Article Content Type ବିଷୟରେ ଶିଖିବା.  ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:04
 
|03:04
| ମନେରଖନ୍ତୁ, ଆମେ ପୂର୍ବରୁ ଗୋଟିଏ Article କ୍ରିଏଟ୍ କରିସାରିଛେ.  ଏବେ, ସମସ୍ତ ଏଲେମେଣ୍ଟସ୍ ସହିତ ଆଉଏକ Article କ୍ରିଏଟ୍ କରିବା
+
|ମନେରଖନ୍ତୁ, ଆମେ ପୂର୍ବରୁ ଗୋଟିଏ Article କ୍ରିଏଟ୍ କରିସାରିଛେ.  ଏବେ, ସମସ୍ତ ଏଲେମେଣ୍ଟସ୍ ସହିତ ଆଉଏକ Article କ୍ରିଏଟ୍ କରିବା
 +
 
 
|-
 
|-
 
|03:13
 
|03:13
| Article ଉପରେ କ୍ଲିକ୍ କରନ୍ତୁ.  ଏକ Articleରେ ଗୋଟିଏ ବାଧ୍ୟତାମୂଳକ ଫିଲ୍ଡ ଅଛି, ଯାହା ହେଉଛି Title
+
|Article ଉପରେ କ୍ଲିକ୍ କରନ୍ତୁ.  ଏକ Articleରେ ଗୋଟିଏ ବାଧ୍ୟତାମୂଳକ ଫିଲ୍ଡ ଅଛି, ଯାହା ହେଉଛି Title
 +
 
 
|-
 
|-
 
|03:21
 
|03:21
| ଯଦି ଆମେ Bodyରେ ଟେକ୍ସଟ୍ ରଖୁନେ, ତେବେ ଆମ ପାଖରେ କିଛି ନାହିଁ.  Summary ସହିତ ଏକ Article Content Type ଆସେ
+
|ଯଦି ଆମେ Bodyରେ ଟେକ୍ସଟ୍ ରଖୁନେ, ତେବେ ଆମ ପାଖରେ କିଛି ନାହିଁ.  Summary ସହିତ ଏକ Article Content Type ଆସେ
 +
 
 
|-
 
|-
 
|03:28
 
|03:28
| ଯଦି ଆମେ Summaryରେ କିଛି ରଖୁନେ, ତେବେ Drupal ତାହାକୁ କ୍ରିଏଟ୍ କରିବାକୁ ପ୍ରଥମେ କିଛି ଅକ୍ଷର ନିଏ.  ଏହାକୁ Teaser Mode କୁହାଯାଏ
+
|ଯଦି ଆମେ Summaryରେ କିଛି ରଖୁନେ, ତେବେ Drupal ତାହାକୁ କ୍ରିଏଟ୍ କରିବାକୁ ପ୍ରଥମେ କିଛି ଅକ୍ଷର ନିଏ.  ଏହାକୁ Teaser Mode କୁହାଯାଏ
 +
 
 
|-
 
|-
 
|03:38
 
|03:38
| ଚାଲନ୍ତୁ ଆଗକୁ ବଢ଼ିବା.  ଆମେ ଏଠାରେ କିଛି ଟେକ୍ସଟ୍ ଲାଇନ୍ ଟାଇପ୍ କରିବା
+
|ଚାଲନ୍ତୁ ଆଗକୁ ବଢ଼ିବା.  ଆମେ ଏଠାରେ କିଛି ଟେକ୍ସଟ୍ ଲାଇନ୍ ଟାଇପ୍ କରିବା
 +
 
 
|-
 
|-
 
|03:43
 
|03:43
| ଆମଣ, ନିଜ ଇଚ୍ଛାରେ ଯେକୌଣସି ଟେକ୍ସଟ ଟାଇପ୍ କରିପାରିବେ
+
|ଆମଣ, ନିଜ ଇଚ୍ଛାରେ ଯେକୌଣସି ଟେକ୍ସଟ ଟାଇପ୍ କରିପାରିବେ
 +
 
 
|-
 
|-
 
|03:45
 
|03:45
| ଏହା ହେଉଛି ମୋର ଟେକ୍ସଟ୍
+
|ଏହା ହେଉଛି ମୋର ଟେକ୍ସଟ୍
 +
 
 
|-
 
|-
 
|03:50
 
|03:50
| ଏଠାରେ, HTMLରେ କେଉଁ Elements ରଖିବାର ଆମକୁ ଅନୁମତି ଅଛି, ତାହା Text Format ଦେଖାଏ
+
|ଏଠାରେ, HTMLରେ କେଉଁ Elements ରଖିବାର ଆମକୁ ଅନୁମତି ଅଛି, ତାହା Text Format ଦେଖାଏ
 +
 
 
|-
 
|-
 
|03:56
 
|03:56
| ଆମ ପାଖରେ Basic, Restricted ଓ Full HTML ଅଛି.  ଆମେ Super User ହୋଇଥିବାରୁ, ସବୁକିଛି ଦେଖିପାରିବା
+
|ଆମ ପାଖରେ Basic, Restricted ଓ Full HTML ଅଛି.  ଆମେ Super User ହୋଇଥିବାରୁ, ସବୁକିଛି ଦେଖିପାରିବା
 +
 
 
|-
 
|-
 
|04:05
 
|04:05
| ସାଧାରଣତଃ, ଯେତେବେଳେ ଜଣେ ୟୁଜର୍, Editor କିମ୍ୱା Publisher ଭାବେ ଲଗ୍ ଇନ୍ କରନ୍ତି, ସେତେବେଳେ ଏଠାରେ କେବଳ ଗୋଟିଏ Text Format ଥାଏ. ସେମାନଙ୍କୁ କେବଳ ସେହି Text Format ବ୍ୟବହାର କରିବାକୁ ଅନୁମତି ଥାଏ
+
|ସାଧାରଣତଃ, ଯେତେବେଳେ ଜଣେ ୟୁଜର୍, Editor କିମ୍ୱା Publisher ଭାବେ ଲଗ୍ ଇନ୍ କରନ୍ତି, ସେତେବେଳେ ଏଠାରେ କେବଳ ଗୋଟିଏ Text Format ଥାଏ. ସେମାନଙ୍କୁ କେବଳ ସେହି Text Format ବ୍ୟବହାର କରିବାକୁ ଅନୁମତି ଥାଏ
 +
 
 
|-
 
|-
 
|04:17
 
|04:17
| ଅଧିକ ବିବରଣୀ ପାଇଁ, About Text Formats ଲିଙ୍କ ଉପରେ କ୍ଲିକ୍ କରନ୍ତୁ
+
|ଅଧିକ ବିବରଣୀ ପାଇଁ, About Text Formats ଲିଙ୍କ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:22
 
|04:22
| ଏବେପାଇଁ, Basic HTML ସିଲେକ୍ଟ କରନ୍ତୁ
+
|ଏବେପାଇଁ, Basic HTML ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|04:26
 
|04:26
| Basic HTML, Source Code ଦେଖିବାକୁ ଓ କିଛି Basic HTML Elements ବ୍ୟବହାର କରିବାକୁ ଆମକୁ ଅନୁମତି ଦେଇଥାଏ, ଯେପରି -  
+
|Basic HTML, Source Code ଦେଖିବାକୁ ଓ କିଛି Basic HTML Elements ବ୍ୟବହାର କରିବାକୁ ଆମକୁ ଅନୁମତି ଦେଇଥାଏ, ଯେପରି -  
 +
 
 
|-
 
|-
 
|04:33
 
|04:33
| Paragraph Tag, Strong Italic,  
+
|Paragraph Tag, Strong Italic,  
 +
 
 
|-
 
|-
 
|04:36
 
|04:36
| Unordered List, Ordered List ଓ ଅନ୍ୟ କିଛି
+
|Unordered List, Ordered List ଓ ଅନ୍ୟ କିଛି
 +
 
 
|-
 
|-
 
|04:41
 
|04:41
| Full HTML ଆମକୁ, JavaScript ଓ iFrame ସମେତ ଯେକୌଣସି HTMLର ଏମ୍ୱେଡ୍ କରିବାର ଅନୁମତି ଦେଇଥାଏ
+
|Full HTML ଆମକୁ, JavaScript ଓ iFrame ସମେତ ଯେକୌଣସି HTMLର ଏମ୍ୱେଡ୍ କରିବାର ଅନୁମତି ଦେଇଥାଏ
 +
 
 
|-
 
|-
 
|04:48
 
|04:48
| Restricted HTMLରେ ଆମକୁ, କେବଳ Paragraph Tag କିମ୍ୱା Line Breaks ପରି କିଛିକୁ ହିଁ ଏଣ୍ଟର୍ କରିବାକୁ ଅନୁମତି ମିଳିଥାଏ
+
|Restricted HTMLରେ ଆମକୁ, କେବଳ Paragraph Tag କିମ୍ୱା Line Breaks ପରି କିଛିକୁ ହିଁ ଏଣ୍ଟର୍ କରିବାକୁ ଅନୁମତି ମିଳିଥାଏ
 +
 
 
|-
 
|-
 
|04:57
 
|04:57
| WYSIWYG ଏଡିଟର୍ ହେଉଛି CK ଏଡିଟର୍.  ଆମେ ପରେ ତାହା ବିଷୟରେ ଜାଣିବା
+
|WYSIWYG ଏଡିଟର୍ ହେଉଛି CK ଏଡିଟର୍.  ଆମେ ପରେ ତାହା ବିଷୟରେ ଜାଣିବା
 +
 
 
|-
 
|-
 
|05:03
 
|05:03
| ଏଠାରେ ଆମେ ଦେଖିପାରିବା - Bold, Italics, Linking, Unordered ଓ Ordered Lists, Block Quote ଓ Image
+
|ଏଠାରେ ଆମେ ଦେଖିପାରିବା - Bold, Italics, Linking, Unordered ଓ Ordered Lists, Block Quote ଓ Image
 +
 
 
|-
 
|-
 
|05:11
 
|05:11
| ବିଭିନ୍ନ H Tags ଚୟନ କରିବା ପାଇଁ ଏକ Formatting Drop Down ଓ ତା’ପରେ View Source
+
|ବିଭିନ୍ନ H Tags ଚୟନ କରିବା ପାଇଁ ଏକ Formatting Drop Down ଓ ତା’ପରେ View Source
 +
 
 
|-
 
|-
 
|05:18
 
|05:18
| ମୁଁ ଯେତେବେଳେ Text Format  ବଦଳାଏ, ଅଧିକ ବଟନ୍ସ ପାଏ.  ଆମେ ପରେ ସେଗୁଡ଼ିକ ବିଷୟରେ ଜାଣିବା
+
|ମୁଁ ଯେତେବେଳେ Text Format  ବଦଳାଏ, ଅଧିକ ବଟନ୍ସ ପାଏ.  ଆମେ ପରେ ସେଗୁଡ଼ିକ ବିଷୟରେ ଜାଣିବା
 +
 
 
|-
 
|-
 
|05:25
 
|05:25
| ଏବେପାଇଁ ଏହାକୁ Basic HTML ଭାବେ ଛାଡ଼ିଦେବା.  Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ଏବେପାଇଁ ଏହାକୁ Basic HTML ଭାବେ ଛାଡ଼ିଦେବା.  Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:32
 
|05:32
| ଚାଲନ୍ତୁ, ଆମ Article ସାରିଦେବା.  ପୁଣିଥରେ, Introduction ଓ Drupal ଟାଗ୍ସ ବ୍ୟବହାର କରିବା
+
|ଚାଲନ୍ତୁ, ଆମ Article ସାରିଦେବା.  ପୁଣିଥରେ, Introduction ଓ Drupal ଟାଗ୍ସ ବ୍ୟବହାର କରିବା
 +
 
 
|-
 
|-
 
|05:40
 
|05:40
| ଏବେପାଇଁ, Imageକୁ ଖାଲି ଛାଡ଼ିଦେବା.  ତାହା କିପରି କାମ କରେ, ଆପଣ ତାହା ଦେଖିସାରିଛନ୍ତି
+
|ଏବେପାଇଁ, Imageକୁ ଖାଲି ଛାଡ଼ିଦେବା.  ତାହା କିପରି କାମ କରେ, ଆପଣ ତାହା ଦେଖିସାରିଛନ୍ତି
 +
 
 
|-
 
|-
 
|05:47
 
|05:47
| ଏଠାରେ, ଡାହାଣପଟେ ଆମକୁ, Visibility ଓ Publication ସେଟିଙ୍ଗ୍ସ ମିଳେ
+
|ଏଠାରେ, ଡାହାଣପଟେ ଆମକୁ, Visibility ଓ Publication ସେଟିଙ୍ଗ୍ସ ମିଳେ
 +
 
 
|-
 
|-
 
|05:52
 
|05:52
| ଏହି ନିର୍ଦ୍ଦିଷ୍ଟ Article ପାଇଁ Version Control ଏନାବଲ୍ କରିବା ପାଇଁ Create New Revision ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
+
|ଏହି ନିର୍ଦ୍ଦିଷ୍ଟ Article ପାଇଁ Version Control ଏନାବଲ୍ କରିବା ପାଇଁ Create New Revision ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:59
 
|05:59
| ଯଦି Menu Link ସହିତ ଆମେ ଏକ Article ଆଡ୍ କରିବାକୁ ଚାହିଁବା, ତେବେ Provide a Menu Link ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ.  Main Navigationରେ Drupal ଏକ ମେନୁ ଆଡ୍ କରିବ
+
|ଯଦି Menu Link ସହିତ ଆମେ ଏକ Article ଆଡ୍ କରିବାକୁ ଚାହିଁବା, ତେବେ Provide a Menu Link ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ.  Main Navigationରେ Drupal ଏକ ମେନୁ ଆଡ୍ କରିବ
 +
 
 
|-
 
|-
 
|06:11
 
|06:11
| ଯଦି ଆପଣ ତାହା କରନ୍ତି, ତେବେ ଆମେ, ଶହ-ଶହ ମେଲ୍ସ ପାଇବା.  ତେଣୁ, ଚେକ୍ ମାର୍କକୁ କାଢ଼ିଦିଅନ୍ତୁ
+
|ଯଦି ଆପଣ ତାହା କରନ୍ତି, ତେବେ ଆମେ, ଶହ-ଶହ ମେଲ୍ସ ପାଇବା.  ତେଣୁ, ଚେକ୍ ମାର୍କକୁ କାଢ଼ିଦିଅନ୍ତୁ
 +
 
 
|-
 
|-
 
|06:17
 
|06:17
| ଗୋଟିଏ ନିର୍ଦ୍ଦିଷ୍ଟ Nodeରେ ଆମେ, Commentsକୁ ON କିମ୍ୱା OFF କରିପାରିବା
+
|ଗୋଟିଏ ନିର୍ଦ୍ଦିଷ୍ଟ Nodeରେ ଆମେ, Commentsକୁ ON କିମ୍ୱା OFF କରିପାରିବା
 +
 
 
|-
 
|-
 
|06:22
 
|06:22
| ଏଠାରେ ଆମେ, URL Alias ଦେଇପାରିବା
+
|ଏଠାରେ ଆମେ, URL Alias ଦେଇପାରିବା
 +
 
 
|-
 
|-
 
|06:26
 
|06:26
| ଯଦି ଖାଲି ଛଡ଼ାଯାଏ, ତେବେ ଏହାକୁ Drupal ଆମ ପାଇଁ ତିଆରି କରିଦେବ
+
|ଯଦି ଖାଲି ଛଡ଼ାଯାଏ, ତେବେ ଏହାକୁ Drupal ଆମ ପାଇଁ ତିଆରି କରିଦେବ
 +
 
 
|-
 
|-
 
|06:30
 
|06:30
| Authorising Information ଅନ୍ତର୍ଗତ, ଏହି Nodeକୁ କିଏ ଓ କେବେ ତିଆରି କରିଛି, ଦେଖିପାରିବା
+
|Authorising Information ଅନ୍ତର୍ଗତ, ଏହି Nodeକୁ କିଏ ଓ କେବେ ତିଆରି କରିଛି, ଦେଖିପାରିବା
 +
 
 
|-
 
|-
 
|06:37
 
|06:37
| Promotion Options ଅନ୍ତର୍ଗତ, ଆମେ View Settings ସେଟ୍ କରିପାରିବା, ଯେପରି - ଫ୍ରଣ୍ଟ ପେଜ୍ କୁ ଏହି Node ପ୍ରମୋଟ୍ କରାଯିବ କି ନାହିଁ ଏବଂ  ତାଲିକା ଉପରେ ଏହା Sticky ହେବ କି ନାହିଁ
+
|Promotion Options ଅନ୍ତର୍ଗତ, ଆମେ View Settings ସେଟ୍ କରିପାରିବା, ଯେପରି - ଫ୍ରଣ୍ଟ ପେଜ୍ କୁ ଏହି Node ପ୍ରମୋଟ୍ କରାଯିବ କି ନାହିଁ ଏବଂ  ତାଲିକା ଉପରେ ଏହା Sticky ହେବ କି ନାହିଁ
 +
 
 
|-
 
|-
 
|06:50
 
|06:50
| ଆମର Content Type କ୍ରିଏଟ୍ କରିବାବେଳେ ଏହିଗୁଡ଼ିକ ହେଉଛି ସେଟ୍-ଅପ୍ ଏବଂ Editor ସେହିଗୁଡ଼ିକୁ ବଦଳାଇବ ନାହିଁ
+
|ଆମର Content Type କ୍ରିଏଟ୍ କରିବାବେଳେ ଏହିଗୁଡ଼ିକ ହେଉଛି ସେଟ୍-ଅପ୍ ଏବଂ Editor ସେହିଗୁଡ଼ିକୁ ବଦଳାଇବ ନାହିଁ
 +
 
 
|-
 
|-
 
|06:56
 
|06:56
| କିନ୍ତୁ ଆମେ, ଆମ ପସନ୍ଦ ଅନୁସାରେ ବଦଳାଇପାରିବା
+
|କିନ୍ତୁ ଆମେ, ଆମ ପସନ୍ଦ ଅନୁସାରେ ବଦଳାଇପାରିବା
 +
 
 
|-
 
|-
 
|07:00
 
|07:00
| ଶେଷରେ, ଆମ Nodeକୁ ସେଭ୍ କରିବା ପାଇଁ Save and Publish କ୍ଲିକ୍ କରନ୍ତୁ
+
|ଶେଷରେ, ଆମ Nodeକୁ ସେଭ୍ କରିବା ପାଇଁ Save and Publish କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:04
 
|07:04
| ତୁରନ୍ତ ହିଁ, ଆମ ସାଇଟ୍ ରେ Nodeଟି ଲାଇଭ୍ ହୋଇଯିବ.  ଆମେ ଏଠାରେ ତାହାକୁ ଦେଖିପାରିବା
+
|ତୁରନ୍ତ ହିଁ, ଆମ ସାଇଟ୍ ରେ Nodeଟି ଲାଇଭ୍ ହୋଇଯିବ.  ଆମେ ଏଠାରେ ତାହାକୁ ଦେଖିପାରିବା
 +
 
 
|-
 
|-
 
|07:10
 
|07:10
| Home ପେଜ୍ ରେ କ୍ଲିକ୍ କରନ୍ତୁ
+
|Home ପେଜ୍ ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:12
 
|07:12
| ଆମ ପାଖରେ ଆମର, Welcome to Drupalville ଓ Drupalville's Second Article ଅଛି
+
|ଆମ ପାଖରେ ଆମର, Welcome to Drupalville ଓ Drupalville's Second Article ଅଛି
 +
 
 
|-
 
|-
 
|07:17
 
|07:17
| Teaser Modeରେ, ଏହିଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି
+
|Teaser Modeରେ, ଏହିଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି
 +
 
 
|-
 
|-
 
|07:23
 
|07:23
| ଏଠାରେ, Read More ଓ Add New Comment ଲିଙ୍କ୍ସ ଅଛି
+
|ଏଠାରେ, Read More ଓ Add New Comment ଲିଙ୍କ୍ସ ଅଛି
 +
 
 
|-
 
|-
 
|07:28
 
|07:28
| ଡ୍ରୁପଲ ଶବ୍ଦ ସହିତ ଟାଗ୍ ହୋଇଥିବା ସମସ୍ତ Nodesର ତାଲିକା ପାଇବା ପାଇଁ Drupal ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
+
|ଡ୍ରୁପଲ ଶବ୍ଦ ସହିତ ଟାଗ୍ ହୋଇଥିବା ସମସ୍ତ Nodesର ତାଲିକା ପାଇବା ପାଇଁ Drupal ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:35
 
|07:35
| ପୁଣିଥରେ, Nodeଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି
+
|ପୁଣିଥରେ, Nodeଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି
 +
 
 
|-
 
|-
 
|07:40
 
|07:40
| ତାହା ହେଉଛି Article Content Type
+
|ତାହା ହେଉଛି Article Content Type
 +
 
 
|-
 
|-
 
|07:43
 
|07:43
| Edit ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
+
|Edit ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:45
 
|07:45
| ଆମେ ଏଠାରେ, ଯାହା ଚାହିଁବା ପ୍ରବିଷ୍ଟ କରିପାରିବା
+
|ଆମେ ଏଠାରେ, ଯାହା ଚାହିଁବା ପ୍ରବିଷ୍ଟ କରିପାରିବା
 +
 
 
|-
 
|-
 
|07:48
 
|07:48
| ଡିଫଲ୍ଟ ଭାବରେ Drupal, ଅନେକ ଅପ୍ସନ୍ସ ଦେଇଥାଏ
+
|ଡିଫଲ୍ଟ ଭାବରେ Drupal, ଅନେକ ଅପ୍ସନ୍ସ ଦେଇଥାଏ
 +
 
 
|-
 
|-
 
|07:52
 
|07:52
| Save and Keep Published ଉପରେ କ୍ଲିକ୍ କରନ୍ତୁ
+
|Save and Keep Published ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:56
 
|07:56
| ଯାହାକିଛି ପାଇଁ ଆମେ Content Types ବ୍ୟବହାର କରିପାରିବା
+
|ଯାହାକିଛି ପାଇଁ ଆମେ Content Types ବ୍ୟବହାର କରିପାରିବା
 +
 
 
|-
 
|-
 
|07:58
 
|07:58
| ଏବେ ଚାଲନ୍ତୁ, ଆଉ ଗୋଟିଏ Item ଆଡ୍ କରିବା.  Shortcuts ଓ Add Content ଉପରେ କ୍ଲିକ୍ କରନ୍ତୁ
+
|ଏବେ ଚାଲନ୍ତୁ, ଆଉ ଗୋଟିଏ Item ଆଡ୍ କରିବା.  Shortcuts ଓ Add Content ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:04
 
|08:04
| Basic Page ଚୟନ କରନ୍ତୁ.  Basic Pageରେ, Title ଓ Body ଅଛି
+
|Basic Page ଚୟନ କରନ୍ତୁ.  Basic Pageରେ, Title ଓ Body ଅଛି
 +
 
 
|-
 
|-
 
|08:10
 
|08:10
| ସେଥିରେ କୌଣସି Tags କିମ୍ୱା Images ନାହିଁ.  ଡିଫଲ୍ଟ ଭାବରେ ଏହା, Promoted to the Front Page ନୁହେଁ
+
|ସେଥିରେ କୌଣସି Tags କିମ୍ୱା Images ନାହିଁ.  ଡିଫଲ୍ଟ ଭାବରେ ଏହା, Promoted to the Front Page ନୁହେଁ
 +
 
 
|-
 
|-
 
|08:17
 
|08:17
| ଆହୁରି ମଧ୍ୟ, କମେଣ୍ଟ କରିବା ପାଇଁ କୌଣସି ପ୍ରାବଧାନ ନାହିଁ.  ଏହା Home Pageକୁ ପ୍ରମୋଟ ନହୋଇଥିବା କାରଣରୁ, ଗୋଟିଏ ନୂଆ ମେନୁ କ୍ରିଏଟ୍ କରିବା ସହଜ
+
|ଆହୁରି ମଧ୍ୟ, କମେଣ୍ଟ କରିବା ପାଇଁ କୌଣସି ପ୍ରାବଧାନ ନାହିଁ.  ଏହା Home Pageକୁ ପ୍ରମୋଟ ନହୋଇଥିବା କାରଣରୁ, ଗୋଟିଏ ନୂଆ ମେନୁ କ୍ରିଏଟ୍ କରିବା ସହଜ
 +
 
 
|-
 
|-
 
|08:27
 
|08:27
| ଟାଇପ୍ କରନ୍ତୁ About Drupalville
+
|ଟାଇପ୍ କରନ୍ତୁ About Drupalville
 +
 
 
|-
 
|-
 
|08:30
 
|08:30
| ଏଠାରେ, ନିଜ ପସନ୍ଦ ଅନୁସାରେ କିଛି ଟେକ୍ସଟ୍ ଟାଇପ୍ କରନ୍ତୁ
+
|ଏଠାରେ, ନିଜ ପସନ୍ଦ ଅନୁସାରେ କିଛି ଟେକ୍ସଟ୍ ଟାଇପ୍ କରନ୍ତୁ
 +
 
 
|-
 
|-
 
|08:33
 
|08:33
| ଏବେ, Menu Settings ଅନ୍ତର୍ଗତ Provide a Menu Link କ୍ଲିକ୍ କରନ୍ତୁ
+
|ଏବେ, Menu Settings ଅନ୍ତର୍ଗତ Provide a Menu Link କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:38
 
|08:38
| ଆପଣ ଦେଖିବାକୁ ପାଇବେ ଯେ, Title ଗୋଟିଏ Menu Titleରେ  ବଦଳିଗଲା
+
|ଆପଣ ଦେଖିବାକୁ ପାଇବେ ଯେ, Title ଗୋଟିଏ Menu Titleରେ  ବଦଳିଗଲା
 +
 
 
|-
 
|-
 
|08:43
 
|08:43
| ଆମେ ଯଦି ଚାହିଁବା, ଏହାକୁ ଛୋଟ କରିପାରିବା.  ଏହାକୁ, Main Navigationରେ ଦେଖନ୍ତୁ ଓ ଏବେପାଇଁ Weightକୁ 0 ରଖନ୍ତୁ
+
|ଆମେ ଯଦି ଚାହିଁବା, ଏହାକୁ ଛୋଟ କରିପାରିବା.  ଏହାକୁ, Main Navigationରେ ଦେଖନ୍ତୁ ଓ ଏବେପାଇଁ Weightକୁ 0 ରଖନ୍ତୁ
 +
 
 
|-
 
|-
 
|08:51
 
|08:51
| Weight, ଯେଉଁଠାରେ ତାଲିକାରେ ମେନୁ ଦେଖାଦେବେ.  ନିମ୍ନ ସଂଖ୍ୟା କିମ୍ୱା ନେଗେଟିଭ୍ ସଂଖ୍ୟା, ଏହାକୁ ଉଚ୍ଚତର କରିଦେବ, ଅର୍ଥାତ୍ ଏହା ଉପରକୁ ଚାଲିଯିବ
+
|Weight, ଯେଉଁଠାରେ ତାଲିକାରେ ମେନୁ ଦେଖାଦେବେ.  ନିମ୍ନ ସଂଖ୍ୟା କିମ୍ୱା ନେଗେଟିଭ୍ ସଂଖ୍ୟା, ଏହାକୁ ଉଚ୍ଚତର କରିଦେବ, ଅର୍ଥାତ୍ ଏହା ଉପରକୁ ଚାଲିଯିବ
 +
 
 
|-
 
|-
 
|09:03
 
|09:03
| ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖନ୍ତୁ.  ସୁନିଶ୍ଚିତ କରନ୍ତୁ କି, Menu Link ଚେକ୍ ହୋଇଥିବ ଓ Save and Publish କ୍ଲିକ୍ କରନ୍ତୁ
+
|ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖନ୍ତୁ.  ସୁନିଶ୍ଚିତ କରନ୍ତୁ କି, Menu Link ଚେକ୍ ହୋଇଥିବ ଓ Save and Publish କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:11
 
|09:11
| ଆମକୁ ଏକ About Drupalville ଲିଙ୍କ୍ ମିଳିଲା.  | ଏହା ଆମକୁ, About Drupalville Node ଶୀର୍ଷକ ସହିତ ଆମର Basic Page Content Typeକୁ ନେଇଯିବ
+
|ଆମକୁ ଏକ About Drupalville ଲିଙ୍କ୍ ମିଳିଲା.  | ଏହା ଆମକୁ, About Drupalville Node ଶୀର୍ଷକ ସହିତ ଆମର Basic Page Content Typeକୁ ନେଇଯିବ
 +
 
 
|-
 
|-
 
|09:22
 
|09:22
| Node ID, 3 ଦେଖାଉଛି.  ଯଦି ଆପଣ ପୂର୍ବରୁ ଅନ୍ୟ Nodes ଆଡ୍ କରିଛନ୍ତି, ତେବେ ଆପଣଙ୍କର Node ID ମୋଠାରୁ ଭିନ୍ନ ହୋଇପାରେ
+
|Node ID, 3 ଦେଖାଉଛି.  ଯଦି ଆପଣ ପୂର୍ବରୁ ଅନ୍ୟ Nodes ଆଡ୍ କରିଛନ୍ତି, ତେବେ ଆପଣଙ୍କର Node ID ମୋଠାରୁ ଭିନ୍ନ ହୋଇପାରେ
 +
 
 
|-
 
|-
 
|09:32
 
|09:32
| ତଳ ବାମପଟେ, ଆମେ ଦେଖିପାରୁଛେ ଯେ, ଏହା ହେଉଛି Node ID 3.  ଅବଶ୍ୟ, ଆପଣଙ୍କୁ ତାହା ସବୁବେଳେ ଦରକାର ହେବନାହିଁ
+
|ତଳ ବାମପଟେ, ଆମେ ଦେଖିପାରୁଛେ ଯେ, ଏହା ହେଉଛି Node ID 3.  ଅବଶ୍ୟ, ଆପଣଙ୍କୁ ତାହା ସବୁବେଳେ ଦରକାର ହେବନାହିଁ
 +
 
 
|-
 
|-
 
|09:41
 
|09:41
| ଏକ Menu Link ସହିତ ତାହା ହେଉଛି Article ଓ Basic Page Content Type.  ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
+
|ଏକ Menu Link ସହିତ ତାହା ହେଉଛି Article ଓ Basic Page Content Type.  ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
 
|-
 
|-
 
|09:50
 
|09:50
| ସଂକ୍ଷିପ୍ତରେ,  ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ:  Content Types, ଏକ Article କ୍ରିଏଟ୍ କରିବା ଏବଂ, ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
+
|ସଂକ୍ଷିପ୍ତରେ,  ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ:  Content Types, ଏକ Article କ୍ରିଏଟ୍ କରିବା ଏବଂ, ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
 +
 
 
|-
 
|-
 
|10:05
 
|10:05
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|10:15
 
|10:15
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|10:22
 
|10:22
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|10:30
 
|10:30
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ  NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ  NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
 +
 
 
|-
 
|-
 
|10:44
 
|10:44
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 10:16, 4 April 2017

Time Narration
00:01 Creating Basic Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Content Types, ଏକ Article କ୍ରିଏଟ୍ କରିବା ଏବଂ ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
00:25 ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:29 ପ୍ରଥମେ ଆମେ Content ପ୍ରକାର ବିଷୟରେ ଶିଖିବା. Drupalରେ, Content Type ହେଉଛି Content Management Systemର କୋର୍
00:39 ଏହା, ଗୋଟିଏ ସାଇଟ୍ ର ମେରୁଦଣ୍ଡ ପରି
00:42 ଏହା ଏପରି ଗୋଟିଏ ଜିନିଷ, ଯାହା Drupalକୁ ଅନ୍ୟ CMSଠାରୁ ଅଲଗା କରେ
00:48 ଅଧିକାଂଶ CMSରେ କେବେଳ Title ଓ Body ଥାଏ ଏବଂ ସେଥିରୁ ଜଣାପଡ଼େ ଯେ, ଏହା ସମ୍ପୂର୍ଣ୍ଣ ଭାବେ ଅପର୍ଯ୍ୟାପ୍ତ
00:57 Drupalରେ, ପ୍ରତ୍ୟେକ Drupal Content Itemକୁ Node କୁହାଯାଏ. ପ୍ରତ୍ୟେକ Node, ଗୋଟିଏ ଏକକ Content Typeର ଅଟେ
01:06 ଏହାପରେ ଚାଲନ୍ତୁ, Content Typeର ମହତ୍ୱତା ବୁଝିବା. Content Type, ସେହି ପ୍ରକାରର Nodes ପାଇଁ ବିଭିନ୍ନ ଡିଫଲ୍ଟ ସେଟିଙ୍ଗ୍ସ ପରିଭାଷିତ କରେ, ଯେପରି -
01:17 Node ସ୍ୱଚାଳିତ ଭାବରେ ପ୍ରକାଶିତ କରାଯାଇଛି କିମ୍ୱା କମେଣ୍ଟର ଅନୁମତି ଦିଆଯାଇଛି ଏବଂ
01:23 ଆମ ସାଇଟ୍ ରେ କିପରି କଣ୍ଟେଣ୍ଟ ଆଡ୍ କରାଯାଇଛି. ପ୍ରତ୍ୟେକ Content Typeର Fields ଥାଏ
01:30 କେଉଁ ପ୍ରକାରର କଣ୍ଟେଣ୍ଟ ପ୍ରବିଷ୍ଟ ହେଉଛି, ତାହା ଉପରେ ଭିତ୍ତିକରି ଆମ ପାଖରେ ସୂଚନା ପାଇଁ ଆବଶ୍ୟକତାନୁସାରେ Fields ଅଛି
01:38 ମୁଁ ଏହାକୁ ଏହି ପ୍ରକାରରେ ବୁଝାଉଛି. ଏହା ହେଉଛି IMDb.com, ଯାହା ଏକ Drupal Site ହୋଇପାରେ. ଏହା, ଫିଲ୍ମ Red ବିଷୟରେ ଅଟେ
01:49 ସ୍କ୍ରୀନ୍ ଉପରେ ଆପଣ ଦେଖିବେ - ଗୋଟିଏ ପୋଷ୍ଟର୍, ଏକ ଟାଇଟଲ୍, ରିଲିଜ୍ ର ତାରିଖ
01:55 ପାରେଣ୍ଟାଲ୍ ରେଟିଙ୍ଗ୍, ରନ୍ ଟାଇମ୍, ଫିଲ୍ମର ଶୈଳୀ
01:59 ବଡୀ କିମ୍ୱା ଫିଲ୍ମର ବିବରଣୀ
02:04 ଆମ ପାଖରେ People Fields ସମେତ କିଛି ଅନ୍ୟ Links , ବଟନ୍ସ ଓ ଜିନିଷର ସେଟ୍ ରହିବ
02:09 ଅନ୍ୟ CMSଗୁଡ଼ିକରେ, ଏହି Layoutକୁ CSSରେ କ୍ରିଏଟ୍ କରିବାକୁ Dreamweaver ପରି କିଛି ବ୍ୟବହାର କରିପାରିବା
02:16 କ’ଣ ହେବ, ଯଦି ଆମେ ଚାହିଁବା - 2010ରେ ସମସ୍ତ ଫିଲ୍ମ ପାଇଁ ଏକ ଲେଣ୍ଡିଙ୍ଗ୍ ପେଜ୍ ଯାହାର ଷ୍ଟାର୍ Bruce Willis PG 13ର ପାରେଣ୍ଟାଲ୍ ରେଟିଙ୍ଗ୍ ସହିତ
02:28 ଯଦି ଆପଣ ଅନ୍ୟ CMS ବ୍ୟବହାର କରୁଛନ୍ତି, ତେବେ ଏହା କରିବା କଷ୍ଟକର ହେବ. କିନ୍ତୁ Drupalରେ, ଏହା ବହୁତ ସହଜରେ କରାଯାଇଥାଏ
02:37 Content Typesର ଏହା ହେଉଛି ପ୍ରକୃତ ଲାଭ. ଏବେ ଚାଲନ୍ତୁ, କିଛି Built-in Content Types ଏକ୍ସପ୍ଲୋର୍ କରିବା
02:46 ପରେ, ନୂଆ Content Types କ୍ରିଏଟ୍ କରିବା ବିଷୟରେ ମଧ୍ୟ ଜାଣିବା. ଆମେ ପୂର୍ବରୁ ତିଆରି କରିଥିବା ଆମର Drupal Site ଖୋଲନ୍ତୁ
02:54 ଆମେ ଏବେ Article Content Type ବିଷୟରେ ଶିଖିବା. ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ
03:04 ମନେରଖନ୍ତୁ, ଆମେ ପୂର୍ବରୁ ଗୋଟିଏ Article କ୍ରିଏଟ୍ କରିସାରିଛେ. ଏବେ, ସମସ୍ତ ଏଲେମେଣ୍ଟସ୍ ସହିତ ଆଉଏକ Article କ୍ରିଏଟ୍ କରିବା
03:13 Article ଉପରେ କ୍ଲିକ୍ କରନ୍ତୁ. ଏକ Articleରେ ଗୋଟିଏ ବାଧ୍ୟତାମୂଳକ ଫିଲ୍ଡ ଅଛି, ଯାହା ହେଉଛି Title
03:21 ଯଦି ଆମେ Bodyରେ ଟେକ୍ସଟ୍ ରଖୁନେ, ତେବେ ଆମ ପାଖରେ କିଛି ନାହିଁ. Summary ସହିତ ଏକ Article Content Type ଆସେ
03:28 ଯଦି ଆମେ Summaryରେ କିଛି ରଖୁନେ, ତେବେ Drupal ତାହାକୁ କ୍ରିଏଟ୍ କରିବାକୁ ପ୍ରଥମେ କିଛି ଅକ୍ଷର ନିଏ. ଏହାକୁ Teaser Mode କୁହାଯାଏ
03:38 ଚାଲନ୍ତୁ ଆଗକୁ ବଢ଼ିବା. ଆମେ ଏଠାରେ କିଛି ଟେକ୍ସଟ୍ ଲାଇନ୍ ଟାଇପ୍ କରିବା
03:43 ଆମଣ, ନିଜ ଇଚ୍ଛାରେ ଯେକୌଣସି ଟେକ୍ସଟ ଟାଇପ୍ କରିପାରିବେ
03:45 ଏହା ହେଉଛି ମୋର ଟେକ୍ସଟ୍
03:50 ଏଠାରେ, HTMLରେ କେଉଁ Elements ରଖିବାର ଆମକୁ ଅନୁମତି ଅଛି, ତାହା Text Format ଦେଖାଏ
03:56 ଆମ ପାଖରେ Basic, Restricted ଓ Full HTML ଅଛି. ଆମେ Super User ହୋଇଥିବାରୁ, ସବୁକିଛି ଦେଖିପାରିବା
04:05 ସାଧାରଣତଃ, ଯେତେବେଳେ ଜଣେ ୟୁଜର୍, Editor କିମ୍ୱା Publisher ଭାବେ ଲଗ୍ ଇନ୍ କରନ୍ତି, ସେତେବେଳେ ଏଠାରେ କେବଳ ଗୋଟିଏ Text Format ଥାଏ. ସେମାନଙ୍କୁ କେବଳ ସେହି Text Format ବ୍ୟବହାର କରିବାକୁ ଅନୁମତି ଥାଏ
04:17 ଅଧିକ ବିବରଣୀ ପାଇଁ, About Text Formats ଲିଙ୍କ ଉପରେ କ୍ଲିକ୍ କରନ୍ତୁ
04:22 ଏବେପାଇଁ, Basic HTML ସିଲେକ୍ଟ କରନ୍ତୁ
04:26 Basic HTML, Source Code ଦେଖିବାକୁ ଓ କିଛି Basic HTML Elements ବ୍ୟବହାର କରିବାକୁ ଆମକୁ ଅନୁମତି ଦେଇଥାଏ, ଯେପରି -
04:33 Paragraph Tag, Strong Italic,
04:36 Unordered List, Ordered List ଓ ଅନ୍ୟ କିଛି
04:41 Full HTML ଆମକୁ, JavaScript ଓ iFrame ସମେତ ଯେକୌଣସି HTMLର ଏମ୍ୱେଡ୍ କରିବାର ଅନୁମତି ଦେଇଥାଏ
04:48 Restricted HTMLରେ ଆମକୁ, କେବଳ Paragraph Tag କିମ୍ୱା Line Breaks ପରି କିଛିକୁ ହିଁ ଏଣ୍ଟର୍ କରିବାକୁ ଅନୁମତି ମିଳିଥାଏ
04:57 WYSIWYG ଏଡିଟର୍ ହେଉଛି CK ଏଡିଟର୍. ଆମେ ପରେ ତାହା ବିଷୟରେ ଜାଣିବା
05:03 ଏଠାରେ ଆମେ ଦେଖିପାରିବା - Bold, Italics, Linking, Unordered ଓ Ordered Lists, Block Quote ଓ Image
05:11 ବିଭିନ୍ନ H Tags ଚୟନ କରିବା ପାଇଁ ଏକ Formatting Drop Down ଓ ତା’ପରେ View Source
05:18 ମୁଁ ଯେତେବେଳେ Text Format ବଦଳାଏ, ଅଧିକ ବଟନ୍ସ ପାଏ. ଆମେ ପରେ ସେଗୁଡ଼ିକ ବିଷୟରେ ଜାଣିବା
05:25 ଏବେପାଇଁ ଏହାକୁ Basic HTML ଭାବେ ଛାଡ଼ିଦେବା. Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
05:32 ଚାଲନ୍ତୁ, ଆମ Article ସାରିଦେବା. ପୁଣିଥରେ, Introduction ଓ Drupal ଟାଗ୍ସ ବ୍ୟବହାର କରିବା
05:40 ଏବେପାଇଁ, Imageକୁ ଖାଲି ଛାଡ଼ିଦେବା. ତାହା କିପରି କାମ କରେ, ଆପଣ ତାହା ଦେଖିସାରିଛନ୍ତି
05:47 ଏଠାରେ, ଡାହାଣପଟେ ଆମକୁ, Visibility ଓ Publication ସେଟିଙ୍ଗ୍ସ ମିଳେ
05:52 ଏହି ନିର୍ଦ୍ଦିଷ୍ଟ Article ପାଇଁ Version Control ଏନାବଲ୍ କରିବା ପାଇଁ Create New Revision ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
05:59 ଯଦି Menu Link ସହିତ ଆମେ ଏକ Article ଆଡ୍ କରିବାକୁ ଚାହିଁବା, ତେବେ Provide a Menu Link ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ. Main Navigationରେ Drupal ଏକ ମେନୁ ଆଡ୍ କରିବ
06:11 ଯଦି ଆପଣ ତାହା କରନ୍ତି, ତେବେ ଆମେ, ଶହ-ଶହ ମେଲ୍ସ ପାଇବା. ତେଣୁ, ଚେକ୍ ମାର୍କକୁ କାଢ଼ିଦିଅନ୍ତୁ
06:17 ଗୋଟିଏ ନିର୍ଦ୍ଦିଷ୍ଟ Nodeରେ ଆମେ, Commentsକୁ ON କିମ୍ୱା OFF କରିପାରିବା
06:22 ଏଠାରେ ଆମେ, URL Alias ଦେଇପାରିବା
06:26 ଯଦି ଖାଲି ଛଡ଼ାଯାଏ, ତେବେ ଏହାକୁ Drupal ଆମ ପାଇଁ ତିଆରି କରିଦେବ
06:30 Authorising Information ଅନ୍ତର୍ଗତ, ଏହି Nodeକୁ କିଏ ଓ କେବେ ତିଆରି କରିଛି, ଦେଖିପାରିବା
06:37 Promotion Options ଅନ୍ତର୍ଗତ, ଆମେ View Settings ସେଟ୍ କରିପାରିବା, ଯେପରି - ଫ୍ରଣ୍ଟ ପେଜ୍ କୁ ଏହି Node ପ୍ରମୋଟ୍ କରାଯିବ କି ନାହିଁ ଏବଂ ତାଲିକା ଉପରେ ଏହା Sticky ହେବ କି ନାହିଁ
06:50 ଆମର Content Type କ୍ରିଏଟ୍ କରିବାବେଳେ ଏହିଗୁଡ଼ିକ ହେଉଛି ସେଟ୍-ଅପ୍ ଏବଂ Editor ସେହିଗୁଡ଼ିକୁ ବଦଳାଇବ ନାହିଁ
06:56 କିନ୍ତୁ ଆମେ, ଆମ ପସନ୍ଦ ଅନୁସାରେ ବଦଳାଇପାରିବା
07:00 ଶେଷରେ, ଆମ Nodeକୁ ସେଭ୍ କରିବା ପାଇଁ Save and Publish କ୍ଲିକ୍ କରନ୍ତୁ
07:04 ତୁରନ୍ତ ହିଁ, ଆମ ସାଇଟ୍ ରେ Nodeଟି ଲାଇଭ୍ ହୋଇଯିବ. ଆମେ ଏଠାରେ ତାହାକୁ ଦେଖିପାରିବା
07:10 Home ପେଜ୍ ରେ କ୍ଲିକ୍ କରନ୍ତୁ
07:12 ଆମ ପାଖରେ ଆମର, Welcome to Drupalville ଓ Drupalville's Second Article ଅଛି
07:17 Teaser Modeରେ, ଏହିଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି
07:23 ଏଠାରେ, Read More ଓ Add New Comment ଲିଙ୍କ୍ସ ଅଛି
07:28 ଡ୍ରୁପଲ ଶବ୍ଦ ସହିତ ଟାଗ୍ ହୋଇଥିବା ସମସ୍ତ Nodesର ତାଲିକା ପାଇବା ପାଇଁ Drupal ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
07:35 ପୁଣିଥରେ, Nodeଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି
07:40 ତାହା ହେଉଛି Article Content Type
07:43 Edit ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
07:45 ଆମେ ଏଠାରେ, ଯାହା ଚାହିଁବା ପ୍ରବିଷ୍ଟ କରିପାରିବା
07:48 ଡିଫଲ୍ଟ ଭାବରେ Drupal, ଅନେକ ଅପ୍ସନ୍ସ ଦେଇଥାଏ
07:52 Save and Keep Published ଉପରେ କ୍ଲିକ୍ କରନ୍ତୁ
07:56 ଯାହାକିଛି ପାଇଁ ଆମେ Content Types ବ୍ୟବହାର କରିପାରିବା
07:58 ଏବେ ଚାଲନ୍ତୁ, ଆଉ ଗୋଟିଏ Item ଆଡ୍ କରିବା. Shortcuts ଓ Add Content ଉପରେ କ୍ଲିକ୍ କରନ୍ତୁ
08:04 Basic Page ଚୟନ କରନ୍ତୁ. Basic Pageରେ, Title ଓ Body ଅଛି
08:10 ସେଥିରେ କୌଣସି Tags କିମ୍ୱା Images ନାହିଁ. ଡିଫଲ୍ଟ ଭାବରେ ଏହା, Promoted to the Front Page ନୁହେଁ
08:17 ଆହୁରି ମଧ୍ୟ, କମେଣ୍ଟ କରିବା ପାଇଁ କୌଣସି ପ୍ରାବଧାନ ନାହିଁ. ଏହା Home Pageକୁ ପ୍ରମୋଟ ନହୋଇଥିବା କାରଣରୁ, ଗୋଟିଏ ନୂଆ ମେନୁ କ୍ରିଏଟ୍ କରିବା ସହଜ
08:27 ଟାଇପ୍ କରନ୍ତୁ About Drupalville
08:30 ଏଠାରେ, ନିଜ ପସନ୍ଦ ଅନୁସାରେ କିଛି ଟେକ୍ସଟ୍ ଟାଇପ୍ କରନ୍ତୁ
08:33 ଏବେ, Menu Settings ଅନ୍ତର୍ଗତ Provide a Menu Link କ୍ଲିକ୍ କରନ୍ତୁ
08:38 ଆପଣ ଦେଖିବାକୁ ପାଇବେ ଯେ, Title ଗୋଟିଏ Menu Titleରେ ବଦଳିଗଲା
08:43 ଆମେ ଯଦି ଚାହିଁବା, ଏହାକୁ ଛୋଟ କରିପାରିବା. ଏହାକୁ, Main Navigationରେ ଦେଖନ୍ତୁ ଓ ଏବେପାଇଁ Weightକୁ 0 ରଖନ୍ତୁ
08:51 Weight, ଯେଉଁଠାରେ ତାଲିକାରେ ମେନୁ ଦେଖାଦେବେ. ନିମ୍ନ ସଂଖ୍ୟା କିମ୍ୱା ନେଗେଟିଭ୍ ସଂଖ୍ୟା, ଏହାକୁ ଉଚ୍ଚତର କରିଦେବ, ଅର୍ଥାତ୍ ଏହା ଉପରକୁ ଚାଲିଯିବ
09:03 ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖନ୍ତୁ. ସୁନିଶ୍ଚିତ କରନ୍ତୁ କି, Menu Link ଚେକ୍ ହୋଇଥିବ ଓ Save and Publish କ୍ଲିକ୍ କରନ୍ତୁ
09:11 ଏହା ଆମକୁ, About Drupalville Node ଶୀର୍ଷକ ସହିତ ଆମର Basic Page Content Typeକୁ ନେଇଯିବ
09:22 Node ID, 3 ଦେଖାଉଛି. ଯଦି ଆପଣ ପୂର୍ବରୁ ଅନ୍ୟ Nodes ଆଡ୍ କରିଛନ୍ତି, ତେବେ ଆପଣଙ୍କର Node ID ମୋଠାରୁ ଭିନ୍ନ ହୋଇପାରେ
09:32 ତଳ ବାମପଟେ, ଆମେ ଦେଖିପାରୁଛେ ଯେ, ଏହା ହେଉଛି Node ID 3. ଅବଶ୍ୟ, ଆପଣଙ୍କୁ ତାହା ସବୁବେଳେ ଦରକାର ହେବନାହିଁ
09:41 ଏକ Menu Link ସହିତ ତାହା ହେଉଛି Article ଓ Basic Page Content Type. ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:50 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ: Content Types, ଏକ Article କ୍ରିଏଟ୍ କରିବା ଏବଂ, ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
10:05 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
10:15 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
10:44 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep