Difference between revisions of "C-and-Cpp/C2/Logical-Operators/Oriya"

From Script | Spoken-Tutorial
Jump to: navigation, search
Line 1: Line 1:
{| border=1
+
{| Border = 1
|| Time
+
| '''Time'''
|| Narration
+
|'''Narration'''
 +
 
 
|-
 
|-
| 00:02
+
|00:02
| '''C ଓ C++ ରେ ଲଜିକାଲ୍ ଅପରେଟର୍ସ''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
+
|'''C ଓ C++ ରେ ଲଜିକାଲ୍ ଅପରେଟର୍ସ''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
 +
 
 
|-
 
|-
| 00:08
+
|00:08
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଲଜିକାଲ୍ ଅପରେଟର୍ସ ଯଥା: '''Logical AND''' ଯେପରି expression1 && expression2 ବିଷୟରେ ଶିଖିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଲଜିକାଲ୍ ଅପରେଟର୍ସ ଯଥା: '''Logical AND''' ଯେପରି expression1 && expression2 ବିଷୟରେ ଶିଖିବା
 +
 
 
|-
 
|-
| 00:16
+
|00:16
| '''Logical OR''' ଯେପରି ଏକ୍ସପ୍ରେସନ୍୧ OR ଏକ୍ସପ୍ରେସନ୍୨
+
|'''Logical OR''' ଯେପରି ଏକ୍ସପ୍ରେସନ୍୧ OR ଏକ୍ସପ୍ରେସନ୍୨
 +
 
 
|-
 
|-
| 00:21
+
|00:21
 
|'''Logical NOT''' ଯେପରି not (ଏକ୍ସପ୍ରେସନ୍୧)  
 
|'''Logical NOT''' ଯେପରି not (ଏକ୍ସପ୍ରେସନ୍୧)  
 +
 
|-
 
|-
 
|00:25
 
|00:25
| ଆମେ ଏହାକୁ ଉଦାହରଣ ସାହାଯ୍ୟରେ କରିବା
+
|ଆମେ ଏହାକୁ ଉଦାହରଣ ସାହାଯ୍ୟରେ କରିବା
 +
 
 
|-
 
|-
| 00:28  
+
|00:28  
|   ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି '''Ubuntu 11.10''' ଅପରେଟିଙ୍ଗ୍ ସିଷ୍ଟମ୍  
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି '''Ubuntu 11.10''' ଅପରେଟିଙ୍ଗ୍ ସିଷ୍ଟମ୍  
 +
 
 
|-
 
|-
 
|00:33
 
|00:33
 
|'''Ubuntu''' ରେ '''gcc''' ଏବଂ '''g++ Compiler ''' ଭର୍ସନ୍ '''4.6.1'''
 
|'''Ubuntu''' ରେ '''gcc''' ଏବଂ '''g++ Compiler ''' ଭର୍ସନ୍ '''4.6.1'''
 +
 
|-
 
|-
| 00:39
+
|00:39
| '''logical operators'''ର ପରିଚୟ ସହିତ ଆରମ୍ଭ କରିବା
+
|'''logical operators'''ର ପରିଚୟ ସହିତ ଆରମ୍ଭ କରିବା
 +
 
 
|-
 
|-
| 00:43
+
|00:43
| '''C ''' ଏବଂ '''C++'''ରେ '''true''', '''0''' ବ୍ୟତୀତ ଯେକୌଣସି ଭାଲ୍ୟୁ ଅଟେ
+
|'''C ''' ଏବଂ '''C++'''ରେ '''true''', '''0''' ବ୍ୟତୀତ ଯେକୌଣସି ଭାଲ୍ୟୁ ଅଟେ
 +
 
 
|-
 
|-
| 00:48
+
|00:48
 
|Non zero ର ଅର୍ଥ ହେଉଛି '''true'''
 
|Non zero ର ଅର୍ଥ ହେଉଛି '''true'''
 +
 
|-
 
|-
| 00:50
+
|00:50
| ଓ zero ର ଅର୍ଥ ହେଉଛି '''false'''
+
|ଓ zero ର ଅର୍ଥ ହେଉଛି '''false'''
 +
 
 
|-
 
|-
| 00:53
+
|00:53
| ଲଜିକାଲ୍ ଅପରେଟର୍ସ ବ୍ୟବହାର କରି ଏକ୍ସପ୍ରେସନ୍ସ '''true''' ପାଇଁ ୧ ଓ '''false''' ପାଇଁ ୦ ରିଟର୍ନ କରେ
+
|ଲଜିକାଲ୍ ଅପରେଟର୍ସ ବ୍ୟବହାର କରି ଏକ୍ସପ୍ରେସନ୍ସ '''true''' ପାଇଁ ୧ ଓ '''false''' ପାଇଁ ୦ ରିଟର୍ନ କରେ
 +
 
 
|-
 
|-
| 00:58
+
|00:58
| ଏବେ ମୁଁ ଏକ ଉଦାହରଣ ସାହାଯ୍ୟରେ ଲଜିକାଲ୍ ଅପରେଟର୍ସ ବୁଝେଇବି
+
|ଏବେ ମୁଁ ଏକ ଉଦାହରଣ ସାହାଯ୍ୟରେ ଲଜିକାଲ୍ ଅପରେଟର୍ସ ବୁଝେଇବି
 +
 
 
|-
 
|-
| 01:03
+
|01:03
| ଏଠାରେ '''logical operators''' ପାଇଁ '''C'''ରେ ଏକ ପ୍ରୋଗ୍ରାମ୍ ଅଛି
+
|ଏଠାରେ '''logical operators''' ପାଇଁ '''C'''ରେ ଏକ ପ୍ରୋଗ୍ରାମ୍ ଅଛି
 +
 
 
|-
 
|-
| 01:08
+
|01:08
| ମେନ୍ ବ୍ଲକ୍ ଭିତରେ,
+
|ମେନ୍ ବ୍ଲକ୍ ଭିତରେ,
 +
 
 
|-
 
|-
| 01:10
+
|01:10
| '''a''','''b''' ଏବଂ '''c''' ଭେରିଏବଲ୍ସକୁ ଇଣ୍ଟିଜର୍ ଭାବେ ଏହି ଷ୍ଟେଟମେଣ୍ଟ ଘୋଷିତ କରେ
+
|'''a''','''b''' ଏବଂ '''c''' ଭେରିଏବଲ୍ସକୁ ଇଣ୍ଟିଜର୍ ଭାବେ ଏହି ଷ୍ଟେଟମେଣ୍ଟ ଘୋଷିତ କରେ
 +
 
 
|-
 
|-
| 01:16
+
|01:16
| '''a''','''b''' ଏବଂ '''c'''ର ଭାଲ୍ୟୁ ଦେବା ପାଇଁ '''printf''' ଷ୍ଟେଟମେଣ୍ଟ ୟୁଜର୍ କୁ ପ୍ରମ୍ପ୍ଟ କରେ
+
|'''a''','''b''' ଏବଂ '''c'''ର ଭାଲ୍ୟୁ ଦେବା ପାଇଁ '''printf''' ଷ୍ଟେଟମେଣ୍ଟ ୟୁଜର୍ କୁ ପ୍ରମ୍ପ୍ଟ କରେ
 +
 
 
|-
 
|-
 
|01:21
 
|01:21
| '''a''', '''b''' ଏବଂ ''' c''' ଭେରିଏବଲ୍ସ ପାଇଁ '''scanf''' ଷ୍ଟେଟମେଣ୍ଟ ୟୁଜର୍ ଠାରୁ ଇନପୁଟ୍ ନିଏ
+
|'''a''', '''b''' ଏବଂ ''' c''' ଭେରିଏବଲ୍ସ ପାଇଁ '''scanf''' ଷ୍ଟେଟମେଣ୍ଟ ୟୁଜର୍ ଠାରୁ ଇନପୁଟ୍ ନିଏ
 +
 
 
|-
 
|-
| 01:28
+
|01:28
| ଏଠାରେ, ଆମେ ବୃହତ୍ତମ ଖୋଜିବା ପାଇଁ '''a''' ସହିତ '''b''' ଏବଂ '''c'''ର ଭାଲ୍ୟୁ ତୁଳନା କରୁଛେ
+
|ଏଠାରେ, ଆମେ ବୃହତ୍ତମ ଖୋଜିବା ପାଇଁ '''a''' ସହିତ '''b''' ଏବଂ '''c'''ର ଭାଲ୍ୟୁ ତୁଳନା କରୁଛେ
 +
 
 
|-
 
|-
| 01:33
+
|01:33
| ଏକକାଳୀନ ତୁଳନା ପାଇଁ, ଆମେ '''logical''' '''AND ''' ଅପରେଟର୍ ବ୍ୟବହାର କରୁଛେ
+
|ଏକକାଳୀନ ତୁଳନା ପାଇଁ, ଆମେ '''logical''' '''AND ''' ଅପରେଟର୍ ବ୍ୟବହାର କରୁଛେ
 +
 
 
|-
 
|-
| 01:38
+
|01:38
| ଏଠାରେ, '''logical AND '''ର ଏକ '''true''' ଭାଲ୍ୟୁ ରିଟର୍ନ ପାଇଁ ସମସ୍ତ କଣ୍ଡିସନ୍ ଟ୍ରୁ ହେବା ଦରକାର
+
|ଏଠାରେ, '''logical AND '''ର ଏକ '''true''' ଭାଲ୍ୟୁ ରିଟର୍ନ ପାଇଁ ସମସ୍ତ କଣ୍ଡିସନ୍ ଟ୍ରୁ ହେବା ଦରକାର
 +
 
 
|-
 
|-
| 01:43
+
|01:43
| ଫଲ୍ସ କଣ୍ଡିସନର ସମ୍ମୁଖୀନ ହେଲେ, ଏକ୍ସପ୍ରେସନ୍ ର ପୁନଃ ମୂଲ୍ୟାଙ୍କନ କରାଯାଏ ନାହିଁ
+
|ଫଲ୍ସ କଣ୍ଡିସନର ସମ୍ମୁଖୀନ ହେଲେ, ଏକ୍ସପ୍ରେସନ୍ ର ପୁନଃ ମୂଲ୍ୟାଙ୍କନ କରାଯାଏ ନାହିଁ
 +
 
 
|-
 
|-
| 01:49
+
|01:49
| ତେଣୁ, କେବଳ '''(a>c)''' ଏକ୍ସପ୍ରେସନ୍ ମୂଲ୍ୟାଙ୍କିତ ହେବ, ଯଦି '''(a>b)''' ଟ୍ରୁ ହୋଇଥିବ
+
|ତେଣୁ, କେବଳ '''(a>c)''' ଏକ୍ସପ୍ରେସନ୍ ମୂଲ୍ୟାଙ୍କିତ ହେବ, ଯଦି '''(a>b)''' ଟ୍ରୁ ହୋଇଥିବ
 +
 
 
|-
 
|-
| 01:56
+
|01:56
| ଯଦି b ଠାରୁ a କମ୍‍ ହୋଇଥିବ, ତେବେ ଏକ୍ସପ୍ରେସନ୍ ର ଆଉ ମୂଲ୍ୟାଙ୍କନ କରାଯିବନାହିଁ
+
|ଯଦି b ଠାରୁ a କମ୍‍ ହୋଇଥିବ, ତେବେ ଏକ୍ସପ୍ରେସନ୍ ର ଆଉ ମୂଲ୍ୟାଙ୍କନ କରାଯିବନାହିଁ
 +
 
 
|-
 
|-
| 02:02
+
|02:02
| ଏହି ଷ୍ଟେଟମେଣ୍ଟ୍ ମୂଲ୍ୟାଙ୍କିତ ହେବ, ଯଦି ପୂର୍ବ କଣ୍ଡିସନ୍ ଟ୍ରୁ ହୋଇଥିବ
+
|ଏହି ଷ୍ଟେଟମେଣ୍ଟ୍ ମୂଲ୍ୟାଙ୍କିତ ହେବ, ଯଦି ପୂର୍ବ କଣ୍ଡିସନ୍ ଟ୍ରୁ ହୋଇଥିବ
 +
 
 
|-
 
|-
| 02:07
+
|02:07
| ପରେ '''(b>c) ''' ମୂଲ୍ୟାଙ୍କିତ ହେବ
+
|ପରେ '''(b>c) ''' ମୂଲ୍ୟାଙ୍କିତ ହେବ
 +
 
 
|-
 
|-
 
|02:10
 
|02:10
| ଯଦି କଣ୍ଡିସନ୍ ଟ୍ରୁ ହୋଇଥିବ, ତେବେ ସ୍କ୍ରୀନ୍ ରେ '''b is greatest''' ପ୍ରଦର୍ଶିତ ହେବ
+
|ଯଦି କଣ୍ଡିସନ୍ ଟ୍ରୁ ହୋଇଥିବ, ତେବେ ସ୍କ୍ରୀନ୍ ରେ '''b is greatest''' ପ୍ରଦର୍ଶିତ ହେବ
 +
 
 
|-
 
|-
| 02:16
+
|02:16
| ନହେଲେ, ସ୍କ୍ରୀନ୍ ରେ '''c is greatest''' ପ୍ରଦର୍ଶିତ ହେବ
+
|ନହେଲେ, ସ୍କ୍ରୀନ୍ ରେ '''c is greatest''' ପ୍ରଦର୍ଶିତ ହେବ
 +
 
 
|-
 
|-
| 02:21
+
|02:21
| ଏବେ ଆମେ '''logical OR ''' ଅପରେଟର୍‍ କୁ ଆସିବା
+
|ଏବେ ଆମେ '''logical OR ''' ଅପରେଟର୍‍ କୁ ଆସିବା
 +
 
 
|-
 
|-
| 02:24
+
|02:24
| ଏଠାରେ, '''logical OR '''ର ଟ୍ରୁ ଭାଲ୍ୟୁ ରିଟର୍ନ ପାଇଁ ଯେକୌଣସି ଗୋଟିଏ କଣ୍ଡିସନ୍ ଟ୍ରୁ ହେବା ଦରକାର
+
|ଏଠାରେ, '''logical OR '''ର ଟ୍ରୁ ଭାଲ୍ୟୁ ରିଟର୍ନ ପାଇଁ ଯେକୌଣସି ଗୋଟିଏ କଣ୍ଡିସନ୍ ଟ୍ରୁ ହେବା ଦରକାର
 +
 
 
|-
 
|-
| 02:30
+
|02:30
| ଏକ ଟ୍ରୁ କଣ୍ଡିସନର ସମ୍ମୁଖୀନ ହେଲେ, ଏକ୍ସପ୍ରେସନ୍ ର ଆଉ ମୂଲ୍ୟାଙ୍କନ କରାଯିବନାହିଁ
+
|ଏକ ଟ୍ରୁ କଣ୍ଡିସନର ସମ୍ମୁଖୀନ ହେଲେ, ଏକ୍ସପ୍ରେସନ୍ ର ଆଉ ମୂଲ୍ୟାଙ୍କନ କରାଯିବନାହିଁ
 +
 
 
|-
 
|-
| 02:35
+
|02:35
| ତେଣୁ, ଯଦି '''a''' == zero, ତେବେ ବାକି ଦୁଇଟି ଏକ୍ସପ୍ରେସନ୍ ମୂଲ୍ୟାଙ୍କିତ ହେବନାହିଁ
+
|ତେଣୁ, ଯଦି '''a''' == zero, ତେବେ ବାକି ଦୁଇଟି ଏକ୍ସପ୍ରେସନ୍ ମୂଲ୍ୟାଙ୍କିତ ହେବନାହିଁ
 +
 
 
|-
 
|-
| 02:43
+
|02:43
| ଯଦି '''a''', '''b''' କିମ୍ବା '''c''' ଶୂନ୍ ହୁଏ, ତେବେ ଏହି '''printf''' ଷ୍ଟେଟମେଣ୍ଟ୍ ଏକଜେକ୍ୟୁଟ୍ ହେବ
+
|ଯଦି '''a''', '''b''' କିମ୍ବା '''c''' ଶୂନ୍ ହୁଏ, ତେବେ ଏହି '''printf''' ଷ୍ଟେଟମେଣ୍ଟ୍ ଏକଜେକ୍ୟୁଟ୍ ହେବ
 +
 
 
|-
 
|-
| 02:49
+
|02:49
| ପ୍ରୋଗ୍ରାମ୍ ଶେଷକୁ ଆସିବା. '''return 0''' ଏବଂ ଏଣ୍ଡିଙ୍ଗ୍ କର୍ଲି ବ୍ରାକେଟ୍
+
|ପ୍ରୋଗ୍ରାମ୍ ଶେଷକୁ ଆସିବା. '''return 0''' ଏବଂ ଏଣ୍ଡିଙ୍ଗ୍ କର୍ଲି ବ୍ରାକେଟ୍
 +
 
 
|-
 
|-
| 02:54
+
|02:54
| ଏବେ ପ୍ରୋଗ୍ରାମ୍ ସେଭ୍ କରନ୍ତୁ
+
|ଏବେ ପ୍ରୋଗ୍ରାମ୍ ସେଭ୍ କରନ୍ତୁ
 +
 
 
|-
 
|-
| 02:57
+
|02:57
 
|ଏକ୍ସଟେନସନ୍ '''.c''' (ଡଟ୍ c) ସହ ସେଭ୍ କରନ୍ତୁ
 
|ଏକ୍ସଟେନସନ୍ '''.c''' (ଡଟ୍ c) ସହ ସେଭ୍ କରନ୍ତୁ
 +
 
|-
 
|-
| 03:00
+
|03:00
| ମୁଁ '''logical.c''' ଭାବେ ଫାଇଲ୍ ସେଭ୍ କରିଛି
+
|ମୁଁ '''logical.c''' ଭାବେ ଫାଇଲ୍ ସେଭ୍ କରିଛି
 +
 
 
|-
 
|-
| 03:03
+
|03:03
|   ଏକକାଳୀନ '''Ctrl, Alt''' ଏବଂ '''T ''' କୀ ଦବାଇ ଟର୍ମିନାଲ୍ ଖୋଲନ୍ତୁ
+
|ଏକକାଳୀନ '''Ctrl, Alt''' ଏବଂ '''T ''' କୀ ଦବାଇ ଟର୍ମିନାଲ୍ ଖୋଲନ୍ତୁ
 +
 
 
|-
 
|-
| 03:08
+
|03:08
| କୋଡ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ '''gcc ସ୍ପେସ୍ logical ଡଟ୍ c ସ୍ପେସ୍ ମାଇନସ୍ o ସ୍ପେସ୍ log'''. ଏଣ୍ଟର୍ ଦାବନ୍ତୁ
+
|କୋଡ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ '''gcc ସ୍ପେସ୍ logical ଡଟ୍ c ସ୍ପେସ୍ ମାଇନସ୍ o ସ୍ପେସ୍ log'''. ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 03:23
+
|03:23
| ଏକଜେକ୍ୟୁଟ୍ ପାଇଁ, '''./log''' (ଡଟ୍ ସ୍ଲାସ୍ log) ଟାଇପ୍ କରନ୍ତୁ
+
|ଏକଜେକ୍ୟୁଟ୍ ପାଇଁ, '''./log''' (ଡଟ୍ ସ୍ଲାସ୍ log) ଟାଇପ୍ କରନ୍ତୁ
 +
 
 
|-
 
|-
| 03:27
+
|03:27
| '''ଏଣ୍ଟର୍''' ଦାବନ୍ତୁ
+
|'''ଏଣ୍ଟର୍''' ଦାବନ୍ତୁ
 +
 
 
|-
 
|-
| 03:29
+
|03:29
| ମୁଁ ଭାଲ୍ୟୁ ଏଣ୍ଟର କରିବି:  
+
|ମୁଁ ଭାଲ୍ୟୁ ଏଣ୍ଟର କରିବି: 0, 34, 567
0, 34, 567
+
 
 
|-
 
|-
| 03:39
+
|03:39
| ଆଉଟପୁଟ୍ ପ୍ରଦର୍ଶିତ ହେବ:
+
|ଆଉଟପୁଟ୍ ପ୍ରଦର୍ଶିତ ହେବ:
 +
 
 
|-
 
|-
| 03:42
+
|03:42
 
|'''c is greatest'''
 
|'''c is greatest'''
 +
 
|-
 
|-
| 03:45
+
|03:45
 
|The product of a, b and c is zero.
 
|The product of a, b and c is zero.
 +
 
|-
 
|-
| 03:50
+
|03:50
| ଆପଣ ଏହି ପ୍ରୋଗ୍ରାମ୍ କୁ ଇନପୁଟ୍ସର ଭିନ୍ନ ସେଟ୍ ରେ ଏକଜେକ୍ୟୁଟ୍ କରିବା ପାଇଁ ଚେଷ୍ଟା କରିବା ଉଚିତ
+
|ଆପଣ ଏହି ପ୍ରୋଗ୍ରାମ୍ କୁ ଇନପୁଟ୍ସର ଭିନ୍ନ ସେଟ୍ ରେ ଏକଜେକ୍ୟୁଟ୍ କରିବା ପାଇଁ ଚେଷ୍ଟା କରିବା ଉଚିତ
 +
 
 
|-
 
|-
 
|03:55
 
|03:55
| ଏବେ C++ରେ ଏହି ସମାନ ପ୍ରୋଗ୍ରାମ୍ ଲେଖିବା
+
|ଏବେ C++ରେ ଏହି ସମାନ ପ୍ରୋଗ୍ରାମ୍ ଲେଖିବା
 +
 
 
|-
 
|-
| 03:59
+
|03:59
| ମୁଁ ଏହି ପ୍ରୋଗ୍ରାମ୍ ତିଆରି କରିସାରିଛି ଓ ଏବେ ଆପଣଙ୍କୁ ଦେଖାଉଛି
+
|ମୁଁ ଏହି ପ୍ରୋଗ୍ରାମ୍ ତିଆରି କରିସାରିଛି ଓ ଏବେ ଆପଣଙ୍କୁ ଦେଖାଉଛି
 +
 
 
|-
 
|-
| 04:03
+
|04:03
| ଏଠାରେ '''C++'''ରେ କୋଡ୍ ଅଛି
+
|ଏଠାରେ '''C++'''ରେ କୋଡ୍ ଅଛି
 +
 
 
|-
 
|-
| 04:06
+
|04:06
| ଏବେ C++ରେ ସମାନ ପ୍ରୋଗ୍ରାମ୍ କରିବା ପାଇଁ କିଛି ପରିବର୍ତ୍ତନ କରିବା
+
|ଏବେ C++ରେ ସମାନ ପ୍ରୋଗ୍ରାମ୍ କରିବା ପାଇଁ କିଛି ପରିବର୍ତ୍ତନ କରିବା
 +
 
 
|-
 
|-
| 04:11
+
|04:11
| ହେଡର୍ ଫାଇଲ୍ ରେ ଏକ ପରିବର୍ତ୍ତନ ଅଛି
+
|ହେଡର୍ ଫାଇଲ୍ ରେ ଏକ ପରିବର୍ତ୍ତନ ଅଛି
 +
 
 
|-
 
|-
| 04:14
+
|04:14
 
|'''using''' ଷ୍ଟେଟମେଣ୍ଟ୍ ବ୍ୟବହୃତ ହୋଇଛି
 
|'''using''' ଷ୍ଟେଟମେଣ୍ଟ୍ ବ୍ୟବହୃତ ହୋଇଛି
 +
 
|-
 
|-
| 04:18
+
|04:18
| ଆଉଟପୁଟ୍ ଏବଂ ଇନପୁଟ୍ ଷ୍ଟେଟମେଣ୍ଟ୍ ରେ ମଧ୍ୟ ଭିନ୍ନତା ଅଛି
+
|ଆଉଟପୁଟ୍ ଏବଂ ଇନପୁଟ୍ ଷ୍ଟେଟମେଣ୍ଟ୍ ରେ ମଧ୍ୟ ଭିନ୍ନତା ଅଛି
 +
 
 
|-
 
|-
| 04:21
+
|04:21
| ଅପରେଟର୍ସ, C ଭଳି ସମାନ ଭାବରେ ଏଠାରେ କାମ କରିବେ
+
|ଅପରେଟର୍ସ, C ଭଳି ସମାନ ଭାବରେ ଏଠାରେ କାମ କରିବେ
 +
 
 
|-
 
|-
| 04:25
+
|04:25
| '''ସେଭ୍''' କ୍ଲିକ୍ କରନ୍ତୁ
+
|'''ସେଭ୍''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:27
+
|04:27
| '''.cpp''' (ଡଟ୍ ସିପିପି) ଏକ୍ସଟେନ୍ସନ୍ ସହ ଫାଇଲ୍ ସେଭ୍ ହୋଇଥିବାର ସୁନିଶ୍ଚିତ କରନ୍ତୁ
+
|'''.cpp''' (ଡଟ୍ ସିପିପି) ଏକ୍ସଟେନ୍ସନ୍ ସହ ଫାଇଲ୍ ସେଭ୍ ହୋଇଥିବାର ସୁନିଶ୍ଚିତ କରନ୍ତୁ
 +
 
 
|-  
 
|-  
| 04:31
+
|04:31
| ଏକକାଳୀନ '''Ctrl, Alt''' ଏବଂ '''T ''' କୀ ଦବାଇ ଟର୍ମିନାଲ୍ ଖୋଲନ୍ତୁ
+
|ଏକକାଳୀନ '''Ctrl, Alt''' ଏବଂ '''T ''' କୀ ଦବାଇ ଟର୍ମିନାଲ୍ ଖୋଲନ୍ତୁ
 +
 
 
|-
 
|-
 
|04:36
 
|04:36
| ପ୍ରୋଗ୍ରାମ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ '''g++ logical.cpp ସ୍ପେସ୍ ମାଇନସ୍ o ସ୍ପେସ୍ log1'''. ଏଣ୍ଟର୍ ଦାବନ୍ତୁ
+
|ପ୍ରୋଗ୍ରାମ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ '''g++ logical.cpp ସ୍ପେସ୍ ମାଇନସ୍ o ସ୍ପେସ୍ log1'''. ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 04:49
+
|04:49
| ଏକଜେକ୍ୟୁଟ୍ ପାଇଁ '''./log1''' (ଡଟ୍ ସ୍ଲାସ୍ ଲଗ୍୧) ଟାଇପ୍ କରନ୍ତୁ
+
|ଏକଜେକ୍ୟୁଟ୍ ପାଇଁ '''./log1''' (ଡଟ୍ ସ୍ଲାସ୍ ଲଗ୍୧) ଟାଇପ୍ କରନ୍ତୁ
 +
 
 
|-
 
|-
| 04:53
+
|04:53
| '''ଏଣ୍ଟର୍''' ଦାବନ୍ତୁ
+
|'''ଏଣ୍ଟର୍''' ଦାବନ୍ତୁ
 +
 
 
|-
 
|-
| 04:56
+
|04:56
| ମୁଁ ଭାଲ୍ୟୁ ଏଣ୍ଟର କରିବି:  
+
|ମୁଁ ଭାଲ୍ୟୁ ଏଣ୍ଟର କରିବି:0, 34, 567
0, 34, 567
+
 
 
|-
 
|-
| 05:02
+
|05:02
| ଦେଖନ୍ତୁ, ଆଉଟପୁଟ୍ C ପ୍ରୋଗ୍ରାମ୍ ଭଳି ସମାନ ଅଟେ
+
|ଦେଖନ୍ତୁ, ଆଉଟପୁଟ୍ C ପ୍ରୋଗ୍ରାମ୍ ଭଳି ସମାନ ଅଟେ
 +
 
 
|-
 
|-
| 05:05
+
|05:05
| ଆପଣ ଏହି ପ୍ରୋଗ୍ରାମ୍ କୁ ଇନପୁଟ୍ସର ଭିନ୍ନ ସେଟ୍ସ ସହ ମଧ୍ୟ ଏକଜେକ୍ୟୁଟ୍ କରିବା ପାଇଁ ଚେଷ୍ଟା କରିବା ଉଚିତ
+
|ଆପଣ ଏହି ପ୍ରୋଗ୍ରାମ୍ କୁ ଇନପୁଟ୍ସର ଭିନ୍ନ ସେଟ୍ସ ସହ ମଧ୍ୟ ଏକଜେକ୍ୟୁଟ୍ କରିବା ପାଇଁ ଚେଷ୍ଟା କରିବା ଉଚିତ
 +
 
 
|-
 
|-
 
|05:10  
 
|05:10  
| ଏବେ ଆମେ ଏକ ଏରର୍ ଦେଖିବା, ଯାହା ଆସିପାରେ
+
|ଏବେ ଆମେ ଏକ ଏରର୍ ଦେଖିବା, ଯାହା ଆସିପାରେ
 +
 
 
|-
 
|-
| 05:12
+
|05:12
| ଏଡିଟର୍‍ କୁ ଫେରିଯିବା
+
|ଏଡିଟର୍‍ କୁ ଫେରିଯିବା
 +
 
 
|-
 
|-
| 05:16
+
|05:16
| ମନେକରନ୍ତୁ ଏଠାରେ ଆମେ ବ୍ରାକେଟ୍ ଭୁଲିଯାଇଛେ
+
|ମନେକରନ୍ତୁ ଏଠାରେ ଆମେ ବ୍ରାକେଟ୍ ଭୁଲିଯାଇଛେ
 +
 
 
|-
 
|-
| 05:20
+
|05:20
| ଏହାକୁ ଓ ଏହାକୁ ଡିଲିଟ୍ କରନ୍ତୁ
+
|ଏହାକୁ ଓ ଏହାକୁ ଡିଲିଟ୍ କରନ୍ତୁ
 +
 
 
|-
 
|-
| 05:26
+
|05:26
| ଦେଖିବା କ’ଣ ହେଉଛି, ପ୍ରୋଗ୍ରାମ୍ ସେଭ୍ କରନ୍ତୁ
+
|ଦେଖିବା କ’ଣ ହେଉଛି, ପ୍ରୋଗ୍ରାମ୍ ସେଭ୍ କରନ୍ତୁ
 +
 
 
|-
 
|-
| 05:30
+
|05:30
| ଟର୍ମିନାଲ୍ କୁ ଫେରିଆସନ୍ତୁ
+
|ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 05:32
+
|05:32
| ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ
+
|ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ
 +
 
 
|-
 
|-
| 05:38
+
|05:38
| ଆମେ ଏରର୍ ଦେଖୁଛେ:
+
|ଆମେ ଏରର୍ ଦେଖୁଛେ:
 +
 
 
|-
 
|-
| 05:41
+
|05:41
 
|'''Expected identifier before '(' token'''
 
|'''Expected identifier before '(' token'''
 +
 
|-
 
|-
| 05:45
+
|05:45
| କାରଣ ଏଠାରେ ଦୁଇଟି ଭିନ୍ନ ଏକ୍ସପ୍ରେସନ୍ସ ଅଛି
+
|କାରଣ ଏଠାରେ ଦୁଇଟି ଭିନ୍ନ ଏକ୍ସପ୍ରେସନ୍ସ ଅଛି
 +
 
 
|-
 
|-
| 05:48
+
|05:48
| ଆମକୁ AND ଅପରେଟର୍ ବ୍ୟବହାର କରି ସେଗୁଡ଼ିକୁ ଗୋଟିଏ ଏକ୍ସପ୍ରେସନ୍ ଭାବେ ମୂଲ୍ୟାଙ୍କନ କରିବାକୁ ହେବ
+
|ଆମକୁ AND ଅପରେଟର୍ ବ୍ୟବହାର କରି ସେଗୁଡ଼ିକୁ ଗୋଟିଏ ଏକ୍ସପ୍ରେସନ୍ ଭାବେ ମୂଲ୍ୟାଙ୍କନ କରିବାକୁ ହେବ
 +
 
 
|-
 
|-
| 05:53
+
|05:53
| ଏବେ ପ୍ରୋଗ୍ରାମ୍‍ କୁ ଫେରିଯାଇ ଏରର୍ ଫିକ୍ସ କରିବା
+
|ଏବେ ପ୍ରୋଗ୍ରାମ୍‍ କୁ ଫେରିଯାଇ ଏରର୍ ଫିକ୍ସ କରିବା
 +
 
 
|-
 
|-
| 05:57
+
|05:57
|   ଏଠାରେ ଓ ଏଠାରେ ବ୍ରାକେଟ୍ ଇନସର୍ଟ କରିବା
+
|ଏଠାରେ ଓ ଏଠାରେ ବ୍ରାକେଟ୍ ଇନସର୍ଟ କରିବା
 +
 
 
|-
 
|-
| 06:04
+
|06:04
| '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:06
+
|06:06
| ଟର୍ମିନାଲ୍‍ କୁ ଫେରିଆସନ୍ତୁ
+
|ଟର୍ମିନାଲ୍‍ କୁ ଫେରିଆସନ୍ତୁ
 +
 
 
|-
 
|-
| 06:09
+
|06:09
| ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ
+
|ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ
 +
 
 
|-
 
|-
| 06:14
+
|06:14
| ଏହା ବର୍ତ୍ତମାନ କାମ କରୁଛି
+
|ଏହା ବର୍ତ୍ତମାନ କାମ କରୁଛି
 +
 
 
|-
 
|-
| 06:22
+
|06:22
| ଏବେ ଟ୍ୟୁଟୋରିଆଲ କୁ ସାରାଂଶିତ କରିବା
+
|ଏବେ ଟ୍ୟୁଟୋରିଆଲ କୁ ସାରାଂଶିତ କରିବା
 +
 
 
|-
 
|-
| 06:24
+
|06:24
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ,* Logical AND  
+
|ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ,* Logical AND ଯେପରି ((a > b) && (a > c))  
ଯେପରି ((a > b) && (a > c))  
+
 
 
|-
 
|-
| 06:32
+
|06:32
|* Logical OR,  
+
|Logical OR,ଯେପରି (a == 0 || b == 0 || c == 0)
ଯେପରି (a == 0 || b == 0 || c == 0)
+
 
 
|-
 
|-
| 06:39
+
|06:39
| ଆସାଇନମେଣ୍ଟ  
+
|ଆସାଇନମେଣ୍ଟ  
 +
 
 
|-
 
|-
| 06:41
+
|06:41
| ଏକ ପ୍ରୋଗ୍ରାମ୍ ଲେଖନ୍ତୁ, ଯାହା ୟୁଜର୍ ଠାରୁ ଦୁଇଟି ନମ୍ବର ଇନପୁଟ୍ ଭାବେ ନେବ
+
|ଏକ ପ୍ରୋଗ୍ରାମ୍ ଲେଖନ୍ତୁ, ଯାହା ୟୁଜର୍ ଠାରୁ ଦୁଇଟି ନମ୍ବର ଇନପୁଟ୍ ଭାବେ ନେବ
 +
 
 
|-
 
|-
| 06:44
+
|06:44
| ସେହି ଦୁଇଟି ନମ୍ବର ସମାନ କି ନୁହେଁ '''NOT''' ଅପରେଟର୍ ବ୍ୟବହାର କରି ଚେକ୍ କରନ୍ତୁ,  
+
|ସେହି ଦୁଇଟି ନମ୍ବର ସମାନ କି ନୁହେଁ '''NOT''' ଅପରେଟର୍ ବ୍ୟବହାର କରି ଚେକ୍ କରନ୍ତୁ, ସଙ୍କେତ: (a != b)
ସଙ୍କେତ: (a != b)
+
 
 
|-
 
|-
| 06:54
+
|06:54
|   ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
| 06:57
+
|06:57
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 06:59
+
|06:59
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
| 07:03
+
|07:03
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
| 07:07
+
|07:07
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 07:11
+
|07:11
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
+
|ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
 +
 
 
|-
 
|-
| 07:18
+
|07:18
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 07:21
+
|07:21
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 07:27
+
|07:27
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
|-
+
 
| 07:30
+
| ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
+
 
|-
 
|-
| 07:37
+
|07:30
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
|ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
  
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
|-
 +
|07:37
 +
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|}
 
|}

Revision as of 14:36, 3 April 2017

Time Narration
00:02 C ଓ C++ ରେ ଲଜିକାଲ୍ ଅପରେଟର୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଲଜିକାଲ୍ ଅପରେଟର୍ସ ଯଥା: Logical AND ଯେପରି expression1 && expression2 ବିଷୟରେ ଶିଖିବା
00:16 Logical OR ଯେପରି ଏକ୍ସପ୍ରେସନ୍୧ OR ଏକ୍ସପ୍ରେସନ୍୨
00:21 Logical NOT ଯେପରି not (ଏକ୍ସପ୍ରେସନ୍୧)
00:25 ଆମେ ଏହାକୁ ଉଦାହରଣ ସାହାଯ୍ୟରେ କରିବା
00:28 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି Ubuntu 11.10 ଅପରେଟିଙ୍ଗ୍ ସିଷ୍ଟମ୍
00:33 Ubuntu ରେ gcc ଏବଂ g++ Compiler ଭର୍ସନ୍ 4.6.1
00:39 logical operatorsର ପରିଚୟ ସହିତ ଆରମ୍ଭ କରିବା
00:43 C ଏବଂ C++ରେ true, 0 ବ୍ୟତୀତ ଯେକୌଣସି ଭାଲ୍ୟୁ ଅଟେ
00:48 Non zero ର ଅର୍ଥ ହେଉଛି true
00:50 ଓ zero ର ଅର୍ଥ ହେଉଛି false
00:53 ଲଜିକାଲ୍ ଅପରେଟର୍ସ ବ୍ୟବହାର କରି ଏକ୍ସପ୍ରେସନ୍ସ true ପାଇଁ ୧ ଓ false ପାଇଁ ୦ ରିଟର୍ନ କରେ
00:58 ଏବେ ମୁଁ ଏକ ଉଦାହରଣ ସାହାଯ୍ୟରେ ଲଜିକାଲ୍ ଅପରେଟର୍ସ ବୁଝେଇବି
01:03 ଏଠାରେ logical operators ପାଇଁ Cରେ ଏକ ପ୍ରୋଗ୍ରାମ୍ ଅଛି
01:08 ମେନ୍ ବ୍ଲକ୍ ଭିତରେ,
01:10 a,b ଏବଂ c ଭେରିଏବଲ୍ସକୁ ଇଣ୍ଟିଜର୍ ଭାବେ ଏହି ଷ୍ଟେଟମେଣ୍ଟ ଘୋଷିତ କରେ
01:16 a,b ଏବଂ cର ଭାଲ୍ୟୁ ଦେବା ପାଇଁ printf ଷ୍ଟେଟମେଣ୍ଟ ୟୁଜର୍ କୁ ପ୍ରମ୍ପ୍ଟ କରେ
01:21 a, b ଏବଂ c ଭେରିଏବଲ୍ସ ପାଇଁ scanf ଷ୍ଟେଟମେଣ୍ଟ ୟୁଜର୍ ଠାରୁ ଇନପୁଟ୍ ନିଏ
01:28 ଏଠାରେ, ଆମେ ବୃହତ୍ତମ ଖୋଜିବା ପାଇଁ a ସହିତ b ଏବଂ cର ଭାଲ୍ୟୁ ତୁଳନା କରୁଛେ
01:33 ଏକକାଳୀନ ତୁଳନା ପାଇଁ, ଆମେ logical AND ଅପରେଟର୍ ବ୍ୟବହାର କରୁଛେ
01:38 ଏଠାରେ, logical AND ର ଏକ true ଭାଲ୍ୟୁ ରିଟର୍ନ ପାଇଁ ସମସ୍ତ କଣ୍ଡିସନ୍ ଟ୍ରୁ ହେବା ଦରକାର
01:43 ଫଲ୍ସ କଣ୍ଡିସନର ସମ୍ମୁଖୀନ ହେଲେ, ଏକ୍ସପ୍ରେସନ୍ ର ପୁନଃ ମୂଲ୍ୟାଙ୍କନ କରାଯାଏ ନାହିଁ
01:49 ତେଣୁ, କେବଳ (a>c) ଏକ୍ସପ୍ରେସନ୍ ମୂଲ୍ୟାଙ୍କିତ ହେବ, ଯଦି (a>b) ଟ୍ରୁ ହୋଇଥିବ
01:56 ଯଦି b ଠାରୁ a କମ୍‍ ହୋଇଥିବ, ତେବେ ଏକ୍ସପ୍ରେସନ୍ ର ଆଉ ମୂଲ୍ୟାଙ୍କନ କରାଯିବନାହିଁ
02:02 ଏହି ଷ୍ଟେଟମେଣ୍ଟ୍ ମୂଲ୍ୟାଙ୍କିତ ହେବ, ଯଦି ପୂର୍ବ କଣ୍ଡିସନ୍ ଟ୍ରୁ ହୋଇଥିବ
02:07 ପରେ (b>c) ମୂଲ୍ୟାଙ୍କିତ ହେବ
02:10 ଯଦି କଣ୍ଡିସନ୍ ଟ୍ରୁ ହୋଇଥିବ, ତେବେ ସ୍କ୍ରୀନ୍ ରେ b is greatest ପ୍ରଦର୍ଶିତ ହେବ
02:16 ନହେଲେ, ସ୍କ୍ରୀନ୍ ରେ c is greatest ପ୍ରଦର୍ଶିତ ହେବ
02:21 ଏବେ ଆମେ logical OR ଅପରେଟର୍‍ କୁ ଆସିବା
02:24 ଏଠାରେ, logical OR ର ଟ୍ରୁ ଭାଲ୍ୟୁ ରିଟର୍ନ ପାଇଁ ଯେକୌଣସି ଗୋଟିଏ କଣ୍ଡିସନ୍ ଟ୍ରୁ ହେବା ଦରକାର
02:30 ଏକ ଟ୍ରୁ କଣ୍ଡିସନର ସମ୍ମୁଖୀନ ହେଲେ, ଏକ୍ସପ୍ରେସନ୍ ର ଆଉ ମୂଲ୍ୟାଙ୍କନ କରାଯିବନାହିଁ
02:35 ତେଣୁ, ଯଦି a == zero, ତେବେ ବାକି ଦୁଇଟି ଏକ୍ସପ୍ରେସନ୍ ମୂଲ୍ୟାଙ୍କିତ ହେବନାହିଁ
02:43 ଯଦି a, b କିମ୍ବା c ଶୂନ୍ ହୁଏ, ତେବେ ଏହି printf ଷ୍ଟେଟମେଣ୍ଟ୍ ଏକଜେକ୍ୟୁଟ୍ ହେବ
02:49 ପ୍ରୋଗ୍ରାମ୍ ଶେଷକୁ ଆସିବା. return 0 ଏବଂ ଏଣ୍ଡିଙ୍ଗ୍ କର୍ଲି ବ୍ରାକେଟ୍
02:54 ଏବେ ପ୍ରୋଗ୍ରାମ୍ ସେଭ୍ କରନ୍ତୁ
02:57 ଏକ୍ସଟେନସନ୍ .c (ଡଟ୍ c) ସହ ସେଭ୍ କରନ୍ତୁ
03:00 ମୁଁ logical.c ଭାବେ ଫାଇଲ୍ ସେଭ୍ କରିଛି
03:03 ଏକକାଳୀନ Ctrl, Alt ଏବଂ T କୀ ଦବାଇ ଟର୍ମିନାଲ୍ ଖୋଲନ୍ତୁ
03:08 କୋଡ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ gcc ସ୍ପେସ୍ logical ଡଟ୍ c ସ୍ପେସ୍ ମାଇନସ୍ o ସ୍ପେସ୍ log. ଏଣ୍ଟର୍ ଦାବନ୍ତୁ
03:23 ଏକଜେକ୍ୟୁଟ୍ ପାଇଁ, ./log (ଡଟ୍ ସ୍ଲାସ୍ log) ଟାଇପ୍ କରନ୍ତୁ
03:27 ଏଣ୍ଟର୍ ଦାବନ୍ତୁ
03:29 ମୁଁ ଭାଲ୍ୟୁ ଏଣ୍ଟର କରିବି: 0, 34, 567
03:39 ଆଉଟପୁଟ୍ ପ୍ରଦର୍ଶିତ ହେବ:
03:42 c is greatest
03:45 The product of a, b and c is zero.
03:50 ଆପଣ ଏହି ପ୍ରୋଗ୍ରାମ୍ କୁ ଇନପୁଟ୍ସର ଭିନ୍ନ ସେଟ୍ ରେ ଏକଜେକ୍ୟୁଟ୍ କରିବା ପାଇଁ ଚେଷ୍ଟା କରିବା ଉଚିତ
03:55 ଏବେ C++ରେ ଏହି ସମାନ ପ୍ରୋଗ୍ରାମ୍ ଲେଖିବା
03:59 ମୁଁ ଏହି ପ୍ରୋଗ୍ରାମ୍ ତିଆରି କରିସାରିଛି ଓ ଏବେ ଆପଣଙ୍କୁ ଦେଖାଉଛି
04:03 ଏଠାରେ C++ରେ କୋଡ୍ ଅଛି
04:06 ଏବେ C++ରେ ସମାନ ପ୍ରୋଗ୍ରାମ୍ କରିବା ପାଇଁ କିଛି ପରିବର୍ତ୍ତନ କରିବା
04:11 ହେଡର୍ ଫାଇଲ୍ ରେ ଏକ ପରିବର୍ତ୍ତନ ଅଛି
04:14 using ଷ୍ଟେଟମେଣ୍ଟ୍ ବ୍ୟବହୃତ ହୋଇଛି
04:18 ଆଉଟପୁଟ୍ ଏବଂ ଇନପୁଟ୍ ଷ୍ଟେଟମେଣ୍ଟ୍ ରେ ମଧ୍ୟ ଭିନ୍ନତା ଅଛି
04:21 ଅପରେଟର୍ସ, C ଭଳି ସମାନ ଭାବରେ ଏଠାରେ କାମ କରିବେ
04:25 ସେଭ୍ କ୍ଲିକ୍ କରନ୍ତୁ
04:27 .cpp (ଡଟ୍ ସିପିପି) ଏକ୍ସଟେନ୍ସନ୍ ସହ ଫାଇଲ୍ ସେଭ୍ ହୋଇଥିବାର ସୁନିଶ୍ଚିତ କରନ୍ତୁ
04:31 ଏକକାଳୀନ Ctrl, Alt ଏବଂ T କୀ ଦବାଇ ଟର୍ମିନାଲ୍ ଖୋଲନ୍ତୁ
04:36 ପ୍ରୋଗ୍ରାମ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ g++ logical.cpp ସ୍ପେସ୍ ମାଇନସ୍ o ସ୍ପେସ୍ log1. ଏଣ୍ଟର୍ ଦାବନ୍ତୁ
04:49 ଏକଜେକ୍ୟୁଟ୍ ପାଇଁ ./log1 (ଡଟ୍ ସ୍ଲାସ୍ ଲଗ୍୧) ଟାଇପ୍ କରନ୍ତୁ
04:53 ଏଣ୍ଟର୍ ଦାବନ୍ତୁ
04:56 ମୁଁ ଭାଲ୍ୟୁ ଏଣ୍ଟର କରିବି:0, 34, 567
05:02 ଦେଖନ୍ତୁ, ଆଉଟପୁଟ୍ C ପ୍ରୋଗ୍ରାମ୍ ଭଳି ସମାନ ଅଟେ
05:05 ଆପଣ ଏହି ପ୍ରୋଗ୍ରାମ୍ କୁ ଇନପୁଟ୍ସର ଭିନ୍ନ ସେଟ୍ସ ସହ ମଧ୍ୟ ଏକଜେକ୍ୟୁଟ୍ କରିବା ପାଇଁ ଚେଷ୍ଟା କରିବା ଉଚିତ
05:10 ଏବେ ଆମେ ଏକ ଏରର୍ ଦେଖିବା, ଯାହା ଆସିପାରେ
05:12 ଏଡିଟର୍‍ କୁ ଫେରିଯିବା
05:16 ମନେକରନ୍ତୁ ଏଠାରେ ଆମେ ବ୍ରାକେଟ୍ ଭୁଲିଯାଇଛେ
05:20 ଏହାକୁ ଓ ଏହାକୁ ଡିଲିଟ୍ କରନ୍ତୁ
05:26 ଦେଖିବା କ’ଣ ହେଉଛି, ପ୍ରୋଗ୍ରାମ୍ ସେଭ୍ କରନ୍ତୁ
05:30 ଟର୍ମିନାଲ୍ କୁ ଫେରିଆସନ୍ତୁ
05:32 ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ
05:38 ଆମେ ଏରର୍ ଦେଖୁଛେ:
05:41 Expected identifier before '(' token
05:45 କାରଣ ଏଠାରେ ଦୁଇଟି ଭିନ୍ନ ଏକ୍ସପ୍ରେସନ୍ସ ଅଛି
05:48 ଆମକୁ AND ଅପରେଟର୍ ବ୍ୟବହାର କରି ସେଗୁଡ଼ିକୁ ଗୋଟିଏ ଏକ୍ସପ୍ରେସନ୍ ଭାବେ ମୂଲ୍ୟାଙ୍କନ କରିବାକୁ ହେବ
05:53 ଏବେ ପ୍ରୋଗ୍ରାମ୍‍ କୁ ଫେରିଯାଇ ଏରର୍ ଫିକ୍ସ କରିବା
05:57 ଏଠାରେ ଓ ଏଠାରେ ବ୍ରାକେଟ୍ ଇନସର୍ଟ କରିବା
06:04 ସେଭ୍ ରେ କ୍ଲିକ୍ କରନ୍ତୁ
06:06 ଟର୍ମିନାଲ୍‍ କୁ ଫେରିଆସନ୍ତୁ
06:09 ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ
06:14 ଏହା ବର୍ତ୍ତମାନ କାମ କରୁଛି
06:22 ଏବେ ଟ୍ୟୁଟୋରିଆଲ କୁ ସାରାଂଶିତ କରିବା
06:24 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ,* Logical AND ଯେପରି ((a > b) && (a > c))
06:32 Logical OR,ଯେପରି (a == 0 b == 0 c == 0)
06:39 ଆସାଇନମେଣ୍ଟ
06:41 ଏକ ପ୍ରୋଗ୍ରାମ୍ ଲେଖନ୍ତୁ, ଯାହା ୟୁଜର୍ ଠାରୁ ଦୁଇଟି ନମ୍ବର ଇନପୁଟ୍ ଭାବେ ନେବ
06:44 ସେହି ଦୁଇଟି ନମ୍ବର ସମାନ କି ନୁହେଁ NOT ଅପରେଟର୍ ବ୍ୟବହାର କରି ଚେକ୍ କରନ୍ତୁ, ସଙ୍କେତ: (a != b)
06:54 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
06:57 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:59 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
07:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:07 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07:11 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
07:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:21 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:27 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:30 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
07:37 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep