C-and-Cpp/C2/Logical-Operators/Oriya
From Script | Spoken-Tutorial
Time | Narration |
00:02 | C ଓ C++ ରେ ଲଜିକାଲ୍ ଅପରେଟର୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଲଜିକାଲ୍ ଅପରେଟର୍ସ ଯଥା: Logical AND ଯେପରି expression1 && expression2 ବିଷୟରେ ଶିଖିବା |
00:16 | Logical OR ଯେପରି ଏକ୍ସପ୍ରେସନ୍୧ OR ଏକ୍ସପ୍ରେସନ୍୨ |
00:21 | Logical NOT ଯେପରି not (ଏକ୍ସପ୍ରେସନ୍୧) |
00:25 | ଆମେ ଏହାକୁ ଉଦାହରଣ ସାହାଯ୍ୟରେ କରିବା |
00:28 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି Ubuntu 11.10 ଅପରେଟିଙ୍ଗ୍ ସିଷ୍ଟମ୍ |
00:33 | Ubuntu ରେ gcc ଏବଂ g++ Compiler ଭର୍ସନ୍ 4.6.1 |
00:39 | logical operatorsର ପରିଚୟ ସହିତ ଆରମ୍ଭ କରିବା |
00:43 | C ଏବଂ C++ରେ true, 0 ବ୍ୟତୀତ ଯେକୌଣସି ଭାଲ୍ୟୁ ଅଟେ |
00:48 | Non zero ର ଅର୍ଥ ହେଉଛି true |
00:50 | ଓ zero ର ଅର୍ଥ ହେଉଛି false |
00:53 | ଲଜିକାଲ୍ ଅପରେଟର୍ସ ବ୍ୟବହାର କରି ଏକ୍ସପ୍ରେସନ୍ସ true ପାଇଁ ୧ ଓ false ପାଇଁ ୦ ରିଟର୍ନ କରେ |
00:58 | ଏବେ ମୁଁ ଏକ ଉଦାହରଣ ସାହାଯ୍ୟରେ ଲଜିକାଲ୍ ଅପରେଟର୍ସ ବୁଝେଇବି |
01:03 | ଏଠାରେ logical operators ପାଇଁ Cରେ ଏକ ପ୍ରୋଗ୍ରାମ୍ ଅଛି |
01:08 | ମେନ୍ ବ୍ଲକ୍ ଭିତରେ, |
01:10 | a,b ଏବଂ c ଭେରିଏବଲ୍ସକୁ ଇଣ୍ଟିଜର୍ ଭାବେ ଏହି ଷ୍ଟେଟମେଣ୍ଟ ଘୋଷିତ କରେ |
01:16 | a,b ଏବଂ cର ଭାଲ୍ୟୁ ଦେବା ପାଇଁ printf ଷ୍ଟେଟମେଣ୍ଟ ୟୁଜର୍ କୁ ପ୍ରମ୍ପ୍ଟ କରେ |
01:21 | a, b ଏବଂ c ଭେରିଏବଲ୍ସ ପାଇଁ scanf ଷ୍ଟେଟମେଣ୍ଟ ୟୁଜର୍ ଠାରୁ ଇନପୁଟ୍ ନିଏ |
01:28 | ଏଠାରେ, ଆମେ ବୃହତ୍ତମ ଖୋଜିବା ପାଇଁ a ସହିତ b ଏବଂ cର ଭାଲ୍ୟୁ ତୁଳନା କରୁଛେ |
01:33 | ଏକକାଳୀନ ତୁଳନା ପାଇଁ, ଆମେ logical AND ଅପରେଟର୍ ବ୍ୟବହାର କରୁଛେ |
01:38 | ଏଠାରେ, logical AND ର ଏକ true ଭାଲ୍ୟୁ ରିଟର୍ନ ପାଇଁ ସମସ୍ତ କଣ୍ଡିସନ୍ ଟ୍ରୁ ହେବା ଦରକାର |
01:43 | ଫଲ୍ସ କଣ୍ଡିସନର ସମ୍ମୁଖୀନ ହେଲେ, ଏକ୍ସପ୍ରେସନ୍ ର ପୁନଃ ମୂଲ୍ୟାଙ୍କନ କରାଯାଏ ନାହିଁ |
01:49 | ତେଣୁ, କେବଳ (a>c) ଏକ୍ସପ୍ରେସନ୍ ମୂଲ୍ୟାଙ୍କିତ ହେବ, ଯଦି (a>b) ଟ୍ରୁ ହୋଇଥିବ |
01:56 | ଯଦି b ଠାରୁ a କମ୍ ହୋଇଥିବ, ତେବେ ଏକ୍ସପ୍ରେସନ୍ ର ଆଉ ମୂଲ୍ୟାଙ୍କନ କରାଯିବନାହିଁ |
02:02 | ଏହି ଷ୍ଟେଟମେଣ୍ଟ୍ ମୂଲ୍ୟାଙ୍କିତ ହେବ, ଯଦି ପୂର୍ବ କଣ୍ଡିସନ୍ ଟ୍ରୁ ହୋଇଥିବ |
02:07 | ପରେ (b>c) ମୂଲ୍ୟାଙ୍କିତ ହେବ |
02:10 | ଯଦି କଣ୍ଡିସନ୍ ଟ୍ରୁ ହୋଇଥିବ, ତେବେ ସ୍କ୍ରୀନ୍ ରେ b is greatest ପ୍ରଦର୍ଶିତ ହେବ |
02:16 | ନହେଲେ, ସ୍କ୍ରୀନ୍ ରେ c is greatest ପ୍ରଦର୍ଶିତ ହେବ |
02:21 | ଏବେ ଆମେ logical OR ଅପରେଟର୍ କୁ ଆସିବା |
02:24 | ଏଠାରେ, logical OR ର ଟ୍ରୁ ଭାଲ୍ୟୁ ରିଟର୍ନ ପାଇଁ ଯେକୌଣସି ଗୋଟିଏ କଣ୍ଡିସନ୍ ଟ୍ରୁ ହେବା ଦରକାର |
02:30 | ଏକ ଟ୍ରୁ କଣ୍ଡିସନର ସମ୍ମୁଖୀନ ହେଲେ, ଏକ୍ସପ୍ରେସନ୍ ର ଆଉ ମୂଲ୍ୟାଙ୍କନ କରାଯିବନାହିଁ |
02:35 | ତେଣୁ, ଯଦି a == zero, ତେବେ ବାକି ଦୁଇଟି ଏକ୍ସପ୍ରେସନ୍ ମୂଲ୍ୟାଙ୍କିତ ହେବନାହିଁ |
02:43 | ଯଦି a, b କିମ୍ବା c ଶୂନ୍ ହୁଏ, ତେବେ ଏହି printf ଷ୍ଟେଟମେଣ୍ଟ୍ ଏକଜେକ୍ୟୁଟ୍ ହେବ |
02:49 | ପ୍ରୋଗ୍ରାମ୍ ଶେଷକୁ ଆସିବା. return 0 ଏବଂ ଏଣ୍ଡିଙ୍ଗ୍ କର୍ଲି ବ୍ରାକେଟ୍ |
02:54 | ଏବେ ପ୍ରୋଗ୍ରାମ୍ ସେଭ୍ କରନ୍ତୁ |
02:57 | ଏକ୍ସଟେନସନ୍ .c (ଡଟ୍ c) ସହ ସେଭ୍ କରନ୍ତୁ |
03:00 | ମୁଁ logical.c ଭାବେ ଫାଇଲ୍ ସେଭ୍ କରିଛି |
03:03 | ଏକକାଳୀନ Ctrl, Alt ଏବଂ T କୀ ଦବାଇ ଟର୍ମିନାଲ୍ ଖୋଲନ୍ତୁ |
03:08 | କୋଡ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ gcc ସ୍ପେସ୍ logical ଡଟ୍ c ସ୍ପେସ୍ ମାଇନସ୍ o ସ୍ପେସ୍ log. ଏଣ୍ଟର୍ ଦାବନ୍ତୁ |
03:23 | ଏକଜେକ୍ୟୁଟ୍ ପାଇଁ, ./log (ଡଟ୍ ସ୍ଲାସ୍ log) ଟାଇପ୍ କରନ୍ତୁ |
03:27 | ଏଣ୍ଟର୍ ଦାବନ୍ତୁ |
03:29 | ମୁଁ ଭାଲ୍ୟୁ ଏଣ୍ଟର କରିବି: 0, 34, 567 |
03:39 | ଆଉଟପୁଟ୍ ପ୍ରଦର୍ଶିତ ହେବ: |
03:42 | c is greatest |
03:45 | The product of a, b and c is zero. |
03:50 | ଆପଣ ଏହି ପ୍ରୋଗ୍ରାମ୍ କୁ ଇନପୁଟ୍ସର ଭିନ୍ନ ସେଟ୍ ରେ ଏକଜେକ୍ୟୁଟ୍ କରିବା ପାଇଁ ଚେଷ୍ଟା କରିବା ଉଚିତ |
03:55 | ଏବେ C++ରେ ଏହି ସମାନ ପ୍ରୋଗ୍ରାମ୍ ଲେଖିବା |
03:59 | ମୁଁ ଏହି ପ୍ରୋଗ୍ରାମ୍ ତିଆରି କରିସାରିଛି ଓ ଏବେ ଆପଣଙ୍କୁ ଦେଖାଉଛି |
04:03 | ଏଠାରେ C++ରେ କୋଡ୍ ଅଛି |
04:06 | ଏବେ C++ରେ ସମାନ ପ୍ରୋଗ୍ରାମ୍ କରିବା ପାଇଁ କିଛି ପରିବର୍ତ୍ତନ କରିବା |
04:11 | ହେଡର୍ ଫାଇଲ୍ ରେ ଏକ ପରିବର୍ତ୍ତନ ଅଛି |
04:14 | using ଷ୍ଟେଟମେଣ୍ଟ୍ ବ୍ୟବହୃତ ହୋଇଛି |
04:18 | ଆଉଟପୁଟ୍ ଏବଂ ଇନପୁଟ୍ ଷ୍ଟେଟମେଣ୍ଟ୍ ରେ ମଧ୍ୟ ଭିନ୍ନତା ଅଛି |
04:21 | ଅପରେଟର୍ସ, C ଭଳି ସମାନ ଭାବରେ ଏଠାରେ କାମ କରିବେ |
04:25 | ସେଭ୍ କ୍ଲିକ୍ କରନ୍ତୁ |
04:27 | .cpp (ଡଟ୍ ସିପିପି) ଏକ୍ସଟେନ୍ସନ୍ ସହ ଫାଇଲ୍ ସେଭ୍ ହୋଇଥିବାର ସୁନିଶ୍ଚିତ କରନ୍ତୁ |
04:31 | ଏକକାଳୀନ Ctrl, Alt ଏବଂ T କୀ ଦବାଇ ଟର୍ମିନାଲ୍ ଖୋଲନ୍ତୁ |
04:36 | ପ୍ରୋଗ୍ରାମ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ g++ logical.cpp ସ୍ପେସ୍ ମାଇନସ୍ o ସ୍ପେସ୍ log1. ଏଣ୍ଟର୍ ଦାବନ୍ତୁ |
04:49 | ଏକଜେକ୍ୟୁଟ୍ ପାଇଁ ./log1 (ଡଟ୍ ସ୍ଲାସ୍ ଲଗ୍୧) ଟାଇପ୍ କରନ୍ତୁ |
04:53 | ଏଣ୍ଟର୍ ଦାବନ୍ତୁ |
04:56 | ମୁଁ ଭାଲ୍ୟୁ ଏଣ୍ଟର କରିବି:0, 34, 567 |
05:02 | ଦେଖନ୍ତୁ, ଆଉଟପୁଟ୍ C ପ୍ରୋଗ୍ରାମ୍ ଭଳି ସମାନ ଅଟେ |
05:05 | ଆପଣ ଏହି ପ୍ରୋଗ୍ରାମ୍ କୁ ଇନପୁଟ୍ସର ଭିନ୍ନ ସେଟ୍ସ ସହ ମଧ୍ୟ ଏକଜେକ୍ୟୁଟ୍ କରିବା ପାଇଁ ଚେଷ୍ଟା କରିବା ଉଚିତ |
05:10 | ଏବେ ଆମେ ଏକ ଏରର୍ ଦେଖିବା, ଯାହା ଆସିପାରେ |
05:12 | ଏଡିଟର୍ କୁ ଫେରିଯିବା |
05:16 | ମନେକରନ୍ତୁ ଏଠାରେ ଆମେ ବ୍ରାକେଟ୍ ଭୁଲିଯାଇଛେ |
05:20 | ଏହାକୁ ଓ ଏହାକୁ ଡିଲିଟ୍ କରନ୍ତୁ |
05:26 | ଦେଖିବା କ’ଣ ହେଉଛି, ପ୍ରୋଗ୍ରାମ୍ ସେଭ୍ କରନ୍ତୁ |
05:30 | ଟର୍ମିନାଲ୍ କୁ ଫେରିଆସନ୍ତୁ |
05:32 | ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ |
05:38 | ଆମେ ଏରର୍ ଦେଖୁଛେ: |
05:41 | Expected identifier before '(' token |
05:45 | କାରଣ ଏଠାରେ ଦୁଇଟି ଭିନ୍ନ ଏକ୍ସପ୍ରେସନ୍ସ ଅଛି |
05:48 | ଆମକୁ AND ଅପରେଟର୍ ବ୍ୟବହାର କରି ସେଗୁଡ଼ିକୁ ଗୋଟିଏ ଏକ୍ସପ୍ରେସନ୍ ଭାବେ ମୂଲ୍ୟାଙ୍କନ କରିବାକୁ ହେବ |
05:53 | ଏବେ ପ୍ରୋଗ୍ରାମ୍ କୁ ଫେରିଯାଇ ଏରର୍ ଫିକ୍ସ କରିବା |
05:57 | ଏଠାରେ ଓ ଏଠାରେ ବ୍ରାକେଟ୍ ଇନସର୍ଟ କରିବା |
06:04 | ସେଭ୍ ରେ କ୍ଲିକ୍ କରନ୍ତୁ |
06:06 | ଟର୍ମିନାଲ୍ କୁ ଫେରିଆସନ୍ତୁ |
06:09 | ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ |
06:14 | ଏହା ବର୍ତ୍ତମାନ କାମ କରୁଛି |
06:22 | ଏବେ ଟ୍ୟୁଟୋରିଆଲ କୁ ସାରାଂଶିତ କରିବା |
06:24 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,* Logical AND ଯେପରି ((a > b) && (a > c)) |
06:32 | Logical OR,ଯେପରି(a == 0 b == 0 c == 0) |
06:39 | ଆସାଇନମେଣ୍ଟ |
06:41 | ଏକ ପ୍ରୋଗ୍ରାମ୍ ଲେଖନ୍ତୁ, ଯାହା ୟୁଜର୍ ଠାରୁ ଦୁଇଟି ନମ୍ବର ଇନପୁଟ୍ ଭାବେ ନେବ |
06:44 | ସେହି ଦୁଇଟି ନମ୍ବର ସମାନ କି ନୁହେଁ NOT ଅପରେଟର୍ ବ୍ୟବହାର କରି ଚେକ୍ କରନ୍ତୁ, ସଙ୍କେତ: (a != b) |
06:54 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
06:57 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
06:59 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
07:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:07 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
07:11 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
07:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:21 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:27 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
07:30 | ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro) |
07:37 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |