C-and-Cpp/C2/Logical-Operators/Oriya

From Script | Spoken-Tutorial
Jump to: navigation, search
Time Narration
00:02 C ଓ C++ ରେ ଲଜିକାଲ୍ ଅପରେଟର୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଲଜିକାଲ୍ ଅପରେଟର୍ସ ଯଥା: Logical AND ଯେପରି expression1 && expression2 ବିଷୟରେ ଶିଖିବା
00:16 Logical OR ଯେପରି ଏକ୍ସପ୍ରେସନ୍୧ OR ଏକ୍ସପ୍ରେସନ୍୨
00:21 Logical NOT ଯେପରି not (ଏକ୍ସପ୍ରେସନ୍୧)
00:25 ଆମେ ଏହାକୁ ଉଦାହରଣ ସାହାଯ୍ୟରେ କରିବା
00:28 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି Ubuntu 11.10 ଅପରେଟିଙ୍ଗ୍ ସିଷ୍ଟମ୍
00:33 Ubuntu ରେ gcc ଏବଂ g++ Compiler ଭର୍ସନ୍ 4.6.1
00:39 logical operatorsର ପରିଚୟ ସହିତ ଆରମ୍ଭ କରିବା
00:43 C ଏବଂ C++ରେ true, 0 ବ୍ୟତୀତ ଯେକୌଣସି ଭାଲ୍ୟୁ ଅଟେ
00:48 Non zero ର ଅର୍ଥ ହେଉଛି true
00:50 ଓ zero ର ଅର୍ଥ ହେଉଛି false
00:53 ଲଜିକାଲ୍ ଅପରେଟର୍ସ ବ୍ୟବହାର କରି ଏକ୍ସପ୍ରେସନ୍ସ true ପାଇଁ ୧ ଓ false ପାଇଁ ୦ ରିଟର୍ନ କରେ
00:58 ଏବେ ମୁଁ ଏକ ଉଦାହରଣ ସାହାଯ୍ୟରେ ଲଜିକାଲ୍ ଅପରେଟର୍ସ ବୁଝେଇବି
01:03 ଏଠାରେ logical operators ପାଇଁ Cରେ ଏକ ପ୍ରୋଗ୍ରାମ୍ ଅଛି
01:08 ମେନ୍ ବ୍ଲକ୍ ଭିତରେ,
01:10 a,b ଏବଂ c ଭେରିଏବଲ୍ସକୁ ଇଣ୍ଟିଜର୍ ଭାବେ ଏହି ଷ୍ଟେଟମେଣ୍ଟ ଘୋଷିତ କରେ
01:16 a,b ଏବଂ cର ଭାଲ୍ୟୁ ଦେବା ପାଇଁ printf ଷ୍ଟେଟମେଣ୍ଟ ୟୁଜର୍ କୁ ପ୍ରମ୍ପ୍ଟ କରେ
01:21 a, b ଏବଂ c ଭେରିଏବଲ୍ସ ପାଇଁ scanf ଷ୍ଟେଟମେଣ୍ଟ ୟୁଜର୍ ଠାରୁ ଇନପୁଟ୍ ନିଏ
01:28 ଏଠାରେ, ଆମେ ବୃହତ୍ତମ ଖୋଜିବା ପାଇଁ a ସହିତ b ଏବଂ cର ଭାଲ୍ୟୁ ତୁଳନା କରୁଛେ
01:33 ଏକକାଳୀନ ତୁଳନା ପାଇଁ, ଆମେ logical AND ଅପରେଟର୍ ବ୍ୟବହାର କରୁଛେ
01:38 ଏଠାରେ, logical AND ର ଏକ true ଭାଲ୍ୟୁ ରିଟର୍ନ ପାଇଁ ସମସ୍ତ କଣ୍ଡିସନ୍ ଟ୍ରୁ ହେବା ଦରକାର
01:43 ଫଲ୍ସ କଣ୍ଡିସନର ସମ୍ମୁଖୀନ ହେଲେ, ଏକ୍ସପ୍ରେସନ୍ ର ପୁନଃ ମୂଲ୍ୟାଙ୍କନ କରାଯାଏ ନାହିଁ
01:49 ତେଣୁ, କେବଳ (a>c) ଏକ୍ସପ୍ରେସନ୍ ମୂଲ୍ୟାଙ୍କିତ ହେବ, ଯଦି (a>b) ଟ୍ରୁ ହୋଇଥିବ
01:56 ଯଦି b ଠାରୁ a କମ୍‍ ହୋଇଥିବ, ତେବେ ଏକ୍ସପ୍ରେସନ୍ ର ଆଉ ମୂଲ୍ୟାଙ୍କନ କରାଯିବନାହିଁ
02:02 ଏହି ଷ୍ଟେଟମେଣ୍ଟ୍ ମୂଲ୍ୟାଙ୍କିତ ହେବ, ଯଦି ପୂର୍ବ କଣ୍ଡିସନ୍ ଟ୍ରୁ ହୋଇଥିବ
02:07 ପରେ (b>c) ମୂଲ୍ୟାଙ୍କିତ ହେବ
02:10 ଯଦି କଣ୍ଡିସନ୍ ଟ୍ରୁ ହୋଇଥିବ, ତେବେ ସ୍କ୍ରୀନ୍ ରେ b is greatest ପ୍ରଦର୍ଶିତ ହେବ
02:16 ନହେଲେ, ସ୍କ୍ରୀନ୍ ରେ c is greatest ପ୍ରଦର୍ଶିତ ହେବ
02:21 ଏବେ ଆମେ logical OR ଅପରେଟର୍‍ କୁ ଆସିବା
02:24 ଏଠାରେ, logical OR ର ଟ୍ରୁ ଭାଲ୍ୟୁ ରିଟର୍ନ ପାଇଁ ଯେକୌଣସି ଗୋଟିଏ କଣ୍ଡିସନ୍ ଟ୍ରୁ ହେବା ଦରକାର
02:30 ଏକ ଟ୍ରୁ କଣ୍ଡିସନର ସମ୍ମୁଖୀନ ହେଲେ, ଏକ୍ସପ୍ରେସନ୍ ର ଆଉ ମୂଲ୍ୟାଙ୍କନ କରାଯିବନାହିଁ
02:35 ତେଣୁ, ଯଦି a == zero, ତେବେ ବାକି ଦୁଇଟି ଏକ୍ସପ୍ରେସନ୍ ମୂଲ୍ୟାଙ୍କିତ ହେବନାହିଁ
02:43 ଯଦି a, b କିମ୍ବା c ଶୂନ୍ ହୁଏ, ତେବେ ଏହି printf ଷ୍ଟେଟମେଣ୍ଟ୍ ଏକଜେକ୍ୟୁଟ୍ ହେବ
02:49 ପ୍ରୋଗ୍ରାମ୍ ଶେଷକୁ ଆସିବା. return 0 ଏବଂ ଏଣ୍ଡିଙ୍ଗ୍ କର୍ଲି ବ୍ରାକେଟ୍
02:54 ଏବେ ପ୍ରୋଗ୍ରାମ୍ ସେଭ୍ କରନ୍ତୁ
02:57 ଏକ୍ସଟେନସନ୍ .c (ଡଟ୍ c) ସହ ସେଭ୍ କରନ୍ତୁ
03:00 ମୁଁ logical.c ଭାବେ ଫାଇଲ୍ ସେଭ୍ କରିଛି
03:03 ଏକକାଳୀନ Ctrl, Alt ଏବଂ T କୀ ଦବାଇ ଟର୍ମିନାଲ୍ ଖୋଲନ୍ତୁ
03:08 କୋଡ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ gcc ସ୍ପେସ୍ logical ଡଟ୍ c ସ୍ପେସ୍ ମାଇନସ୍ o ସ୍ପେସ୍ log. ଏଣ୍ଟର୍ ଦାବନ୍ତୁ
03:23 ଏକଜେକ୍ୟୁଟ୍ ପାଇଁ, ./log (ଡଟ୍ ସ୍ଲାସ୍ log) ଟାଇପ୍ କରନ୍ତୁ
03:27 ଏଣ୍ଟର୍ ଦାବନ୍ତୁ
03:29 ମୁଁ ଭାଲ୍ୟୁ ଏଣ୍ଟର କରିବି: 0, 34, 567
03:39 ଆଉଟପୁଟ୍ ପ୍ରଦର୍ଶିତ ହେବ:
03:42 c is greatest
03:45 The product of a, b and c is zero.
03:50 ଆପଣ ଏହି ପ୍ରୋଗ୍ରାମ୍ କୁ ଇନପୁଟ୍ସର ଭିନ୍ନ ସେଟ୍ ରେ ଏକଜେକ୍ୟୁଟ୍ କରିବା ପାଇଁ ଚେଷ୍ଟା କରିବା ଉଚିତ
03:55 ଏବେ C++ରେ ଏହି ସମାନ ପ୍ରୋଗ୍ରାମ୍ ଲେଖିବା
03:59 ମୁଁ ଏହି ପ୍ରୋଗ୍ରାମ୍ ତିଆରି କରିସାରିଛି ଓ ଏବେ ଆପଣଙ୍କୁ ଦେଖାଉଛି
04:03 ଏଠାରେ C++ରେ କୋଡ୍ ଅଛି
04:06 ଏବେ C++ରେ ସମାନ ପ୍ରୋଗ୍ରାମ୍ କରିବା ପାଇଁ କିଛି ପରିବର୍ତ୍ତନ କରିବା
04:11 ହେଡର୍ ଫାଇଲ୍ ରେ ଏକ ପରିବର୍ତ୍ତନ ଅଛି
04:14 using ଷ୍ଟେଟମେଣ୍ଟ୍ ବ୍ୟବହୃତ ହୋଇଛି
04:18 ଆଉଟପୁଟ୍ ଏବଂ ଇନପୁଟ୍ ଷ୍ଟେଟମେଣ୍ଟ୍ ରେ ମଧ୍ୟ ଭିନ୍ନତା ଅଛି
04:21 ଅପରେଟର୍ସ, C ଭଳି ସମାନ ଭାବରେ ଏଠାରେ କାମ କରିବେ
04:25 ସେଭ୍ କ୍ଲିକ୍ କରନ୍ତୁ
04:27 .cpp (ଡଟ୍ ସିପିପି) ଏକ୍ସଟେନ୍ସନ୍ ସହ ଫାଇଲ୍ ସେଭ୍ ହୋଇଥିବାର ସୁନିଶ୍ଚିତ କରନ୍ତୁ
04:31 ଏକକାଳୀନ Ctrl, Alt ଏବଂ T କୀ ଦବାଇ ଟର୍ମିନାଲ୍ ଖୋଲନ୍ତୁ
04:36 ପ୍ରୋଗ୍ରାମ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ g++ logical.cpp ସ୍ପେସ୍ ମାଇନସ୍ o ସ୍ପେସ୍ log1. ଏଣ୍ଟର୍ ଦାବନ୍ତୁ
04:49 ଏକଜେକ୍ୟୁଟ୍ ପାଇଁ ./log1 (ଡଟ୍ ସ୍ଲାସ୍ ଲଗ୍୧) ଟାଇପ୍ କରନ୍ତୁ
04:53 ଏଣ୍ଟର୍ ଦାବନ୍ତୁ
04:56 ମୁଁ ଭାଲ୍ୟୁ ଏଣ୍ଟର କରିବି:0, 34, 567
05:02 ଦେଖନ୍ତୁ, ଆଉଟପୁଟ୍ C ପ୍ରୋଗ୍ରାମ୍ ଭଳି ସମାନ ଅଟେ
05:05 ଆପଣ ଏହି ପ୍ରୋଗ୍ରାମ୍ କୁ ଇନପୁଟ୍ସର ଭିନ୍ନ ସେଟ୍ସ ସହ ମଧ୍ୟ ଏକଜେକ୍ୟୁଟ୍ କରିବା ପାଇଁ ଚେଷ୍ଟା କରିବା ଉଚିତ
05:10 ଏବେ ଆମେ ଏକ ଏରର୍ ଦେଖିବା, ଯାହା ଆସିପାରେ
05:12 ଏଡିଟର୍‍ କୁ ଫେରିଯିବା
05:16 ମନେକରନ୍ତୁ ଏଠାରେ ଆମେ ବ୍ରାକେଟ୍ ଭୁଲିଯାଇଛେ
05:20 ଏହାକୁ ଓ ଏହାକୁ ଡିଲିଟ୍ କରନ୍ତୁ
05:26 ଦେଖିବା କ’ଣ ହେଉଛି, ପ୍ରୋଗ୍ରାମ୍ ସେଭ୍ କରନ୍ତୁ
05:30 ଟର୍ମିନାଲ୍ କୁ ଫେରିଆସନ୍ତୁ
05:32 ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ
05:38 ଆମେ ଏରର୍ ଦେଖୁଛେ:
05:41 Expected identifier before '(' token
05:45 କାରଣ ଏଠାରେ ଦୁଇଟି ଭିନ୍ନ ଏକ୍ସପ୍ରେସନ୍ସ ଅଛି
05:48 ଆମକୁ AND ଅପରେଟର୍ ବ୍ୟବହାର କରି ସେଗୁଡ଼ିକୁ ଗୋଟିଏ ଏକ୍ସପ୍ରେସନ୍ ଭାବେ ମୂଲ୍ୟାଙ୍କନ କରିବାକୁ ହେବ
05:53 ଏବେ ପ୍ରୋଗ୍ରାମ୍‍ କୁ ଫେରିଯାଇ ଏରର୍ ଫିକ୍ସ କରିବା
05:57 ଏଠାରେ ଓ ଏଠାରେ ବ୍ରାକେଟ୍ ଇନସର୍ଟ କରିବା
06:04 ସେଭ୍ ରେ କ୍ଲିକ୍ କରନ୍ତୁ
06:06 ଟର୍ମିନାଲ୍‍ କୁ ଫେରିଆସନ୍ତୁ
06:09 ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ
06:14 ଏହା ବର୍ତ୍ତମାନ କାମ କରୁଛି
06:22 ଏବେ ଟ୍ୟୁଟୋରିଆଲ କୁ ସାରାଂଶିତ କରିବା
06:24 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ,* Logical AND ଯେପରି ((a > b) && (a > c))
06:32 Logical OR,ଯେପରି(a == 0 b == 0 c == 0)
06:39 ଆସାଇନମେଣ୍ଟ
06:41 ଏକ ପ୍ରୋଗ୍ରାମ୍ ଲେଖନ୍ତୁ, ଯାହା ୟୁଜର୍ ଠାରୁ ଦୁଇଟି ନମ୍ବର ଇନପୁଟ୍ ଭାବେ ନେବ
06:44 ସେହି ଦୁଇଟି ନମ୍ବର ସମାନ କି ନୁହେଁ NOT ଅପରେଟର୍ ବ୍ୟବହାର କରି ଚେକ୍ କରନ୍ତୁ, ସଙ୍କେତ: (a != b)
06:54 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
06:57 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:59 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
07:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:07 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07:11 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
07:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:21 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:27 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:30 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
07:37 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep