Difference between revisions of "C-and-Cpp/C2/Arithmetic-Operators/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 || Time || Narration |- |00:01 | '''C ଓ C++'''ରେ '''Arithmetic Operators''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ...")
 
 
Line 1: Line 1:
{| border=1
+
{| Border = 1
|| Time
+
| '''Time'''
|| Narration
+
|'''Narration'''
 +
 
 
|-
 
|-
 
|00:01
 
|00:01
| '''C ଓ C++'''ରେ '''Arithmetic Operators''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|'''C ଓ C++'''ରେ '''Arithmetic Operators''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
| 00:07
+
|00:07
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା:
+
|ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା:
 +
 
 
|-
 
|-
| 00:10
+
|00:10
| Arithmetic Operators ଯେପରି-
+
|Arithmetic Operators ଯେପରି-,'+' ଆଡିସନ୍: ଯେପରି a+b
 +
 
 
|-
 
|-
| 00:11
+
|00:14
| '+' ଆଡିସନ୍: ଯେପରି a+b
+
|'-' ସବଟ୍ରାକ୍ସନ୍: ଯେପରି a-b
|-
+
 
| 00:14
+
| '-' ସବଟ୍ରାକ୍ସନ୍: ଯେପରି a-b
+
 
|-
 
|-
| 00:18
+
|00:18
 
|'/' ଡିଭିଜନ୍: ଯେପରି a/b
 
|'/' ଡିଭିଜନ୍: ଯେପରି a/b
 +
 
|-
 
|-
| 00:20
+
|00:20
| '*'  ମଲ୍ଟିପ୍ଲିକେସନ୍: ଯେପରି a*b
+
|'*'  ମଲ୍ଟିପ୍ଲିକେସନ୍: ଯେପରି a*b
 +
 
 
|-
 
|-
| 00:24
+
|00:24
 
|'%' ମଡ୍ୟୁଲସ୍‍: ଯେପରି a%b
 
|'%' ମଡ୍ୟୁଲସ୍‍: ଯେପରି a%b
 +
 
|-
 
|-
| 00:27
+
|00:27
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି  '''ଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍''' ଭର୍ସନ୍ 11.10  
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି  '''ଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍''' ଭର୍ସନ୍ 11.10  
 +
 
 
|-
 
|-
| 00:32
+
|00:32
| ଉବୁଣ୍ଟୁରେ '''gcc''' ଓ '''g++''' କମ୍ପାଇଲର୍ ଭର୍ସନ୍ 4.6.1
+
|ଉବୁଣ୍ଟୁରେ '''gcc''' ଓ '''g++''' କମ୍ପାଇଲର୍ ଭର୍ସନ୍ 4.6.1
 +
 
 
|-
 
|-
 
|00:38
 
|00:38
| ଏକ '''C''' ପ୍ରୋଗ୍ରାମ୍ ସାହାଯ୍ୟରେ ମୁଁ ଏହିସବୁ ଏରିଥମେଟିକ୍ ଅପରେସନ୍ସର ବ୍ୟବହାର ପ୍ରଦର୍ଶନ କରିବି
+
|ଏକ '''C''' ପ୍ରୋଗ୍ରାମ୍ ସାହାଯ୍ୟରେ ମୁଁ ଏହିସବୁ ଏରିଥମେଟିକ୍ ଅପରେସନ୍ସର ବ୍ୟବହାର ପ୍ରଦର୍ଶନ କରିବି
 +
 
 
|-
 
|-
| 00:44
+
|00:44
| ମୁଁ ପ୍ରୋଗ୍ରାମ୍ ଲେଖିସାରିଛି
+
|ମୁଁ ପ୍ରୋଗ୍ରାମ୍ ଲେଖିସାରିଛି
 +
 
 
|-
 
|-
| 00:47
+
|00:47
| ତେଣୁ, ମୁଁ ଏଡିଟର୍ ଖୋଲି କୋଡ୍ ବର୍ଣ୍ଣନା କରିବି
+
|ତେଣୁ, ମୁଁ ଏଡିଟର୍ ଖୋଲି କୋଡ୍ ବର୍ଣ୍ଣନା କରିବି
 +
 
 
|-
 
|-
| 00:49
+
|00:49
| ଏହା ହେଉଛି ଏରିଥମେଟିକ୍ ଅପରେଟର୍ସ ପାଇଁ C ପ୍ରୋଗ୍ରାମ୍  
+
|ଏହା ହେଉଛି ଏରିଥମେଟିକ୍ ଅପରେଟର୍ସ ପାଇଁ C ପ୍ରୋଗ୍ରାମ୍  
 +
 
 
|-
 
|-
| 00:56
+
|00:56
| ପ୍ରଥମ ଦୁଇଟି ଷ୍ଟେଟମେଣ୍ଟରେ ଭେରିଏବଲ୍ସ ଘୋଷିତ ଓ ପରିଭାଷିତ ହୋଇଛି
+
|ପ୍ରଥମ ଦୁଇଟି ଷ୍ଟେଟମେଣ୍ଟରେ ଭେରିଏବଲ୍ସ ଘୋଷିତ ଓ ପରିଭାଷିତ ହୋଇଛି
 +
 
 
|-
 
|-
| 01:02
+
|01:02
| ପରବର୍ତ୍ତୀ ଦୁଇଟି ଷ୍ଟେଟମେଣ୍ଟରେ,
+
|ପରବର୍ତ୍ତୀ ଦୁଇଟି ଷ୍ଟେଟମେଣ୍ଟରେ,
 +
 
 
|-
 
|-
| 01:04
+
|01:04
 
|'''a''' ପାଇଁ ଭାଲ୍ୟୁ 5 ନିର୍ଦ୍ଧାରଣ କରାଯାଇଛି
 
|'''a''' ପାଇଁ ଭାଲ୍ୟୁ 5 ନିର୍ଦ୍ଧାରଣ କରାଯାଇଛି
 +
 
|-
 
|-
| 01:06
+
|01:06
 
|'''b''' ପାଇଁ ଭାଲ୍ୟୁ 2 ନିର୍ଦ୍ଧାରଣ କରାଯାଇଛି
 
|'''b''' ପାଇଁ ଭାଲ୍ୟୁ 2 ନିର୍ଦ୍ଧାରଣ କରାଯାଇଛି
 +
 
|-
 
|-
| 01:10
+
|01:10
| ଆଡିସନ୍ ଅପରେଟର୍ କିପରି କାମ କରେ, ଦେଖିବା
+
|ଆଡିସନ୍ ଅପରେଟର୍ କିପରି କାମ କରେ, ଦେଖିବା
 +
 
 
|-
 
|-
| 01:14
+
|01:14
 
|'''a''' ଓ '''b'''ର ଯୋଗଫଳକୁ '''c''' ଧାରଣ କରେ
 
|'''a''' ଓ '''b'''ର ଯୋଗଫଳକୁ '''c''' ଧାରଣ କରେ
 +
 
|-
 
|-
| 01:19
+
|01:19
| a ଓ bର ଯୋଗଫଳକୁ ଏହି '''printf''' ଷ୍ଟେଟମେଣ୍ଟ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
+
|a ଓ bର ଯୋଗଫଳକୁ ଏହି '''printf''' ଷ୍ଟେଟମେଣ୍ଟ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
 +
 
 
|-
 
|-
| 01:28
+
|01:28
| ଏଠାରେ ଦଶମିକ ବିନ୍ଦୁ ପରେ ଦୁଇଟି ସଂଖ୍ୟାର ସ୍ପଷ୍ଟତା '''% dot 2f''' ଦର୍ଶାଇଥାଏ
+
|ଏଠାରେ ଦଶମିକ ବିନ୍ଦୁ ପରେ ଦୁଇଟି ସଂଖ୍ୟାର ସ୍ପଷ୍ଟତା '''% dot 2f''' ଦର୍ଶାଇଥାଏ
 +
 
 
|-
 
|-
| 01:37
+
|01:37
| ପରବର୍ତ୍ତୀ ଷ୍ଟେଟମେଣ୍ଟରେ '''a''' ଓ '''b'''ର ଗୁଣଫଳକୁ '''c''' ଧାରଣ କରେ
+
|ପରବର୍ତ୍ତୀ ଷ୍ଟେଟମେଣ୍ଟରେ '''a''' ଓ '''b'''ର ଗୁଣଫଳକୁ '''c''' ଧାରଣ କରେ
 +
 
 
|-
 
|-
| 01:43
+
|01:43
| a ଓ bର ଗୁଣଫଳକୁ ଏହି '''printf''' ଷ୍ଟେଟମେଣ୍ଟ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
+
|a ଓ bର ଗୁଣଫଳକୁ ଏହି '''printf''' ଷ୍ଟେଟମେଣ୍ଟ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
 +
 
 
|-
 
|-
| 01:48
+
|01:48
| ଏହି ଦୁଇ ଅପରେଟର୍ସ କିପରି କାମ କରେ, ଦେଖିବା
+
|ଏହି ଦୁଇ ଅପରେଟର୍ସ କିପରି କାମ କରେ, ଦେଖିବା
 +
 
 
|-
 
|-
| 01:52
+
|01:52
| ନିମ୍ନ ଧାଡ଼ିଗୁଡ଼ିକୁ କମେଣ୍ଟ କରିବା
+
|ନିମ୍ନ ଧାଡ଼ିଗୁଡ଼ିକୁ କମେଣ୍ଟ କରିବା
 +
 
 
|-
 
|-
| 01:55
+
|01:55
| ଟାଇପ୍ କରନ୍ତୁ '''/*''' (ସ୍ଲାସ୍ ଆଷ୍ଟେରିସ୍କ)
+
|ଟାଇପ୍ କରନ୍ତୁ '''/*''' (ସ୍ଲାସ୍ ଆଷ୍ଟେରିସ୍କ)
 +
 
 
|-
 
|-
| 02:01
+
|02:01
| ''' */ ''' (ଆଷ୍ଟେରିସ୍କ ସ୍ଲାସ୍)
+
|''' */ ''' (ଆଷ୍ଟେରିସ୍କ ସ୍ଲାସ୍)
 +
 
 
|-
 
|-
| 02:05
+
|02:05
| '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:07
+
|02:07
| '''.c''' (ଡଟ୍ ସି) ଏକ୍ସଟେନ୍ସନ୍ ସହିତ ଫାଇଲ୍ କୁ ସେଭ୍ କରନ୍ତୁ
+
|'''.c''' (ଡଟ୍ ସି) ଏକ୍ସଟେନ୍ସନ୍ ସହିତ ଫାଇଲ୍ କୁ ସେଭ୍ କରନ୍ତୁ
 +
 
 
|-
 
|-
| 02:10
+
|02:10
| ମୁଁ '''arithmetic.c''' ନାମରେ ଫାଇଲ୍ କୁ ସେଭ୍ କରିଛି
+
|ମୁଁ '''arithmetic.c''' ନାମରେ ଫାଇଲ୍ କୁ ସେଭ୍ କରିଛି
 +
 
 
|-
 
|-
| 02:15
+
|02:15
| ଏକକାଳୀନ '''Ctrl, Alt''' ଓ '''T''' କୀ ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
+
|ଏକକାଳୀନ '''Ctrl, Alt''' ଓ '''T''' କୀ ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
 +
 
 
|-
 
|-
| 02:22
+
|02:22
| କୋଡ୍ କମ୍ପାଇଲ୍ କରିବା ପାଇଁ, ଟର୍ମିନାଲ୍ ରେ ନିମ୍ନ ଧାଡ଼ିକୁ ଟାଇପ୍ କରନ୍ତୁ
+
|କୋଡ୍ କମ୍ପାଇଲ୍ କରିବା ପାଇଁ, ଟର୍ମିନାଲ୍ ରେ ନିମ୍ନ ଧାଡ଼ିକୁ ଟାଇପ୍ କରନ୍ତୁ
 +
 
 
|-
 
|-
| 02:27
+
|02:27
 
|'''gcc ସ୍ପେସ୍ arithmetic ଡଟ୍ c ସ୍ପେସ୍ ମାଇନସ୍ o ସ୍ପେସ୍ arith'''
 
|'''gcc ସ୍ପେସ୍ arithmetic ଡଟ୍ c ସ୍ପେସ୍ ମାଇନସ୍ o ସ୍ପେସ୍ arith'''
 +
 
|-
 
|-
| 02:38
+
|02:38
| ଏଣ୍ଟର ଦାବନ୍ତୁ
+
|ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 02:40
+
|02:40
| କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ '''./arith''' (ଡଟ୍ ସ୍ଲାସ୍ arith) ଟାଇପ୍ କରନ୍ତୁ
+
|କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ '''./arith''' (ଡଟ୍ ସ୍ଲାସ୍ arith) ଟାଇପ୍ କରନ୍ତୁ
 +
 
 
|-
 
|-
| 02:48
+
|02:48
| ଏଣ୍ଟର ଦାବନ୍ତୁ
+
|ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 02:50
+
|02:50
| ଆଉଟପୁଟ୍ ସ୍କ୍ରିନ୍ ଉପରେ ଡିସପ୍ଲେ ହେବ
+
|ଆଉଟପୁଟ୍ ସ୍କ୍ରିନ୍ ଉପରେ ଡିସପ୍ଲେ ହେବ
 +
 
 
|-
 
|-
| 02:53
+
|02:53
| ଏହା ଦେଖାଏ,
+
|ଏହା ଦେଖାଏ,'''Sum of 5 and 2 is 7.00''' ଓ
 +
 
 
|-
 
|-
| 02:54
+
|02:59
|'''Sum of 5 and 2 is 7.00''' ଓ
+
|-
+
| 02:59
+
 
|'''Product of 5and 2 is 10.00'''
 
|'''Product of 5and 2 is 10.00'''
 +
 
|-
 
|-
| 03:03
+
|03:03
| ଏବେ ଆପଣ ନିଜେ ସବଟ୍ରାକ୍ସନ୍ ଅପରେଟର୍ ର ଅଭ୍ୟାସ କରିବା ଉଚିତ
+
|ଏବେ ଆପଣ ନିଜେ ସବଟ୍ରାକ୍ସନ୍ ଅପରେଟର୍ ର ଅଭ୍ୟାସ କରିବା ଉଚିତ
 +
 
 
|-
 
|-
| 03:08
+
|03:08
| ଆଡିସନ୍ ଅପରେଟର୍ କୁ ସବଟ୍ରାକ୍ସନ୍ ଅପରେଟର୍ ସହିତ ବଦଳାଇ ଦେଖନ୍ତୁ
+
|ଆଡିସନ୍ ଅପରେଟର୍ କୁ ସବଟ୍ରାକ୍ସନ୍ ଅପରେଟର୍ ସହିତ ବଦଳାଇ ଦେଖନ୍ତୁ
 +
 
 
|-
 
|-
| 03:13
+
|03:13
| ଆପଣଙ୍କୁ ପରିଣାମ 3 ପ୍ରାପ୍ତ ହେବା ଉଚିତ
+
|ଆପଣଙ୍କୁ ପରିଣାମ 3 ପ୍ରାପ୍ତ ହେବା ଉଚିତ
 +
 
 
|-
 
|-
| 03:18
+
|03:18
| ପ୍ରୋଗ୍ରାମ୍ ଓ ଷ୍ଟେଟମେଣ୍ଟ ଶେଷ ସେଟ୍ କୁ ଫେରିଆସନ୍ତୁ
+
|ପ୍ରୋଗ୍ରାମ୍ ଓ ଷ୍ଟେଟମେଣ୍ଟ ଶେଷ ସେଟ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 03:23
+
|03:23
| ଏବେ ମୁଁ ଡିଭିଜନ୍ ପାଇଁ କୋଡ୍ ବୁଝାଇବି
+
|ଏବେ ମୁଁ ଡିଭିଜନ୍ ପାଇଁ କୋଡ୍ ବୁଝାଇବି
 +
 
 
|-
 
|-
| 03:26
+
|03:26
| ଏଠାରୁ ମଲ୍ଟିଲାଇନ୍ କମେଣ୍ଟ କାଢ଼ିଦିଅନ୍ତୁ
+
|ଏଠାରୁ ମଲ୍ଟିଲାଇନ୍ କମେଣ୍ଟ କାଢ଼ିଦିଅନ୍ତୁ
 +
 
 
|-
 
|-
| 03:34
+
|03:34
| ଏହି ଷ୍ଟେଟମେଣ୍ଟରେ '''c''', '''a''' by '''b''' ଇଣ୍ଟିଜର୍ ଡିଭିଜନ୍‍ ର ଭାଲ୍ୟୁକୁ ଷ୍ଟୋର୍ କରେ
+
|ଏହି ଷ୍ଟେଟମେଣ୍ଟରେ '''c''', '''a''' by '''b''' ଇଣ୍ଟିଜର୍ ଡିଭିଜନ୍‍ ର ଭାଲ୍ୟୁକୁ ଷ୍ଟୋର୍ କରେ
 +
 
 
|-
 
|-
| 03:40
+
|03:40
| ଧ୍ୟାନଦିଅନ୍ତୁ ଯେ, ଇଣ୍ଟିଜର୍ ଡିଭିଜନ୍‍ ରେ ଭିନ୍ନାତ୍ମକ ଭାଗକୁ ଛାଡ଼ି ଦିଆଯାଏ
+
|ଧ୍ୟାନଦିଅନ୍ତୁ ଯେ, ଇଣ୍ଟିଜର୍ ଡିଭିଜନ୍‍ ରେ ଭିନ୍ନାତ୍ମକ ଭାଗକୁ ଛାଡ଼ି ଦିଆଯାଏ
 +
 
 
|-
 
|-
| 03:47
+
|03:47
| '''printf ''' ଷ୍ଟେଟମେଣ୍ଟ, ଡିଭିଜନ୍ ଆଉଟପୁଟ୍ କୁ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
+
|'''printf ''' ଷ୍ଟେଟମେଣ୍ଟ, ଡିଭିଜନ୍ ଆଉଟପୁଟ୍ କୁ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
 +
 
 
|-
 
|-
| 03:57
+
|03:57
| ଏହି ଷ୍ଟେଟମେଣ୍ଟରେ ଆମେ real ଡିଭିଜନ୍‍ କରୁଛେ
+
|ଏହି ଷ୍ଟେଟମେଣ୍ଟରେ ଆମେ real ଡିଭିଜନ୍‍ କରୁଛେ
 +
 
 
|-
 
|-
| 04:02
+
|04:02
| ଏଠାରେ ଗୋଟିଏ ଅପେରାଣ୍ଡକୁ '''float''' ଭାବେ କାଷ୍ଟ କରାଯାଏ
+
|ଏଠାରେ ଗୋଟିଏ ଅପେରାଣ୍ଡକୁ '''float''' ଭାବେ କାଷ୍ଟ କରାଯାଏ
 +
 
 
|-
 
|-
 
|04:10  
 
|04:10  
| ଆମେ କାଷ୍ଟ ଭେରିଏବଲ୍ a ଟାଇପ୍ କରିଛେ
+
|ଆମେ କାଷ୍ଟ ଭେରିଏବଲ୍ a ଟାଇପ୍ କରିଛେ
 +
 
 
|-
 
|-
| 04:13
+
|04:13
| ଏବେ ଏକ ସିଙ୍ଗଲ୍ ଅପରେସନ୍ ପାଇଁ '''a''' ଏକ ଫ୍ଲୋଟ୍ ଭେରିଏବଲ୍ ଭଳି କାର୍ଯ୍ୟ କରିବ
+
|ଏବେ ଏକ ସିଙ୍ଗଲ୍ ଅପରେସନ୍ ପାଇଁ '''a''' ଏକ ଫ୍ଲୋଟ୍ ଭେରିଏବଲ୍ ଭଳି କାର୍ଯ୍ୟ କରିବ
 +
 
 
|-
 
|-
| 04:22
+
|04:22
| printf ଷ୍ଟେଟମେଣ୍ଟ ରିଅଲ୍ ଡିଭିଜନ୍ ର ଆଉଟପୁଟ୍‍ କୁ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
+
|printf ଷ୍ଟେଟମେଣ୍ଟ ରିଅଲ୍ ଡିଭିଜନ୍ ର ଆଉଟପୁଟ୍‍ କୁ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
 +
 
 
|-
 
|-
 
|04:30
 
|04:30
| '''return 0''' ଟାଇପ୍ କରି ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
+
|'''return 0''' ଟାଇପ୍ କରି ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
 +
 
 
|-
 
|-
| 04:37
+
|04:37
| '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:40
+
|04:40
| କୋଡ୍ କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା ପାଇଁ ଟର୍ମିନାଲ୍ କୁ ଫେରିଆସନ୍ତୁ
+
|କୋଡ୍ କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା ପାଇଁ ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 04:45
+
|04:45
| କମ୍ପାଇଲ୍ କରିବା ପାଇଁ '''gcc space arithmetic dot c minus o space arith''' ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
+
|କମ୍ପାଇଲ୍ କରିବା ପାଇଁ '''gcc space arithmetic dot c minus o space arith''' ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 04:59
+
|04:59
| କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ '''./arith''' ଟାଇପ୍ କରି ଏଣ୍ଟର ଦାବନ୍ତୁ
+
|କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ '''./arith''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 05:05
+
|05:05
| ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହେବ
+
|ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହେବ
 +
 
 
|-
 
|-
| 05:08
+
|05:08
| ଆମ ପାଖରେ ଆଡିସନ୍ ଓ ମଲ୍ଟିପ୍ଲିକେସନ୍ ଅପରେଟର୍ସର ବିଗତ ଆଉଟପୁଟ୍ ଅଛି
+
|ଆମ ପାଖରେ ଆଡିସନ୍ ଓ ମଲ୍ଟିପ୍ଲିକେସନ୍ ଅପରେଟର୍ସର ବିଗତ ଆଉଟପୁଟ୍ ଅଛି
 +
 
 
|-
 
|-
| 05:16
+
|05:16
| ଆମ ପାଖରେ 5 by 2 ର ଇଣ୍ଟିଜର୍ ଡିଭିଜନ୍ 2 ଅଛି
+
|ଆମ ପାଖରେ 5 by 2 ର ଇଣ୍ଟିଜର୍ ଡିଭିଜନ୍ 2 ଅଛି
 +
 
 
|-
 
|-
 
|05:22
 
|05:22
| ଧ୍ୟାନଦିଅନ୍ତୁ ଯେ, ଇଣ୍ଟିଜର୍ ଡିଭିଜନ୍ ରେ ଭିନ୍ନାତ୍ମକ ଭାଗକୁ ଛାଡ଼ିଦିଆଯାଏ
+
|ଧ୍ୟାନଦିଅନ୍ତୁ ଯେ, ଇଣ୍ଟିଜର୍ ଡିଭିଜନ୍ ରେ ଭିନ୍ନାତ୍ମକ ଭାଗକୁ ଛାଡ଼ିଦିଆଯାଏ
 +
 
 
|-
 
|-
| 05:29
+
|05:29
| ଏହାପରେ ଆମ ପାଖରେ 5 by 2 ରିଅଲ୍ ଡିଭିଜନ୍ 2.5 ଅଛି
+
|ଏହାପରେ ଆମ ପାଖରେ 5 by 2 ରିଅଲ୍ ଡିଭିଜନ୍ 2.5 ଅଛି
 +
 
 
|-
 
|-
| 05:35
+
|05:35
| ରିଅଲ୍ ଡିଭିଜନ୍ ରେ, ସମ୍ଭାବିତ ପରିଣାମ ପ୍ରାପ୍ତ ହୋଇଥାଏ
+
|ରିଅଲ୍ ଡିଭିଜନ୍ ରେ, ସମ୍ଭାବିତ ପରିଣାମ ପ୍ରାପ୍ତ ହୋଇଥାଏ
 +
 
 
|-
 
|-
| 05:37
+
|05:37
| ଏହି ରେଜଲ୍ଟଗୁଡ଼ିକୁ ପାଇବା ପାଇଁ ଆମେ ଟାଇପ୍-କାଷ୍ଟିଙ୍ଗ ବ୍ୟବହାର କରିଛେ
+
|ଏହି ରେଜଲ୍ଟଗୁଡ଼ିକୁ ପାଇବା ପାଇଁ ଆମେ ଟାଇପ୍-କାଷ୍ଟିଙ୍ଗ ବ୍ୟବହାର କରିଛେ
 +
 
 
|-
 
|-
| 05:45
+
|05:45
| ଧରାଯାଉ, ମୁଁ ଏହି ସମାନ ପ୍ରୋଗ୍ରାମ୍ କୁ C++ରେ ଲେଖିବାକୁ ଚାହୁଁଛି
+
|ଧରାଯାଉ, ମୁଁ ଏହି ସମାନ ପ୍ରୋଗ୍ରାମ୍ କୁ C++ରେ ଲେଖିବାକୁ ଚାହୁଁଛି
 +
 
 
|-
 
|-
| 05:50
+
|05:50
| ଦେଖିବା, ମୁଁ ସମାନ କୋଡ୍ କୁ C++ରେ ବ୍ୟବହାର କରିପାରୁଛି କି ନାହିଁ
+
|ଦେଖିବା, ମୁଁ ସମାନ କୋଡ୍ କୁ C++ରେ ବ୍ୟବହାର କରିପାରୁଛି କି ନାହିଁ
 +
 
 
|-
 
|-
| 05:54
+
|05:54
| ଆସନ୍ତୁ ଦେଖିବା
+
|ଆସନ୍ତୁ ଦେଖିବା
 +
 
 
|-
 
|-
| 05:56
+
|05:56
| ଏଡିଟର୍‍ କୁ ଫେରିଯିବା
+
|ଏଡିଟର୍‍ କୁ ଫେରିଯିବା
 +
 
 
|-
 
|-
| 06:00  
+
|06:00  
| ଏଠାରେ ଏକ C++ କୋଡ୍ ଅଛି
+
|ଏଠାରେ ଏକ C++ କୋଡ୍ ଅଛି
 +
 
 
|-
 
|-
| 06:05
+
|06:05
| ଧ୍ୟାନଦିଅନ୍ତୁ ଯେ, ଏହାର ହେଡର୍ C ଫାଇଲ୍ ହେଡର୍ ଠାରୁ ଭିନ୍ନ
+
|ଧ୍ୟାନଦିଅନ୍ତୁ ଯେ, ଏହାର ହେଡର୍ C ଫାଇଲ୍ ହେଡର୍ ଠାରୁ ଭିନ୍ନ
 +
 
 
|-
 
|-
| 06:12
+
|06:12
 
|ଏଠାରେ '''namespace''' ମଧ୍ୟ ବ୍ୟବହୃତ ହୋଇଛି
 
|ଏଠାରେ '''namespace''' ମଧ୍ୟ ବ୍ୟବହୃତ ହୋଇଛି
 +
 
|-
 
|-
| 06:18
+
|06:18
| ଆହୁରି ମଧ୍ୟ ଦେଖନ୍ତୁ ଯେ, C++ରେ ଆଉଟପୁଟ୍ ଷ୍ଟେଟମେଣ୍ଟ ହେଉଛି '''cout'''
+
|ଆହୁରି ମଧ୍ୟ ଦେଖନ୍ତୁ ଯେ, C++ରେ ଆଉଟପୁଟ୍ ଷ୍ଟେଟମେଣ୍ଟ ହେଉଛି '''cout'''
 +
 
 
|-
 
|-
| 06:25
+
|06:25
| ତେଣୁ, ଏତିକି ପାର୍ଥକ୍ୟ ବ୍ୟତୀତ, ଦୁଇଟିଯାକ କୋଡ୍ ପ୍ରାୟତଃ ସମାନ
+
|ତେଣୁ, ଏତିକି ପାର୍ଥକ୍ୟ ବ୍ୟତୀତ, ଦୁଇଟିଯାକ କୋଡ୍ ପ୍ରାୟତଃ ସମାନ
 +
 
 
|-
 
|-
| 06:32   
+
|06:32   
| '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ,ଫାଇଲ୍ ଟି '''.cpp''' ଏକ୍ସଟେନସନ୍ ସହ ସେଭ୍ ହୋଇଥିବାର ନିଶ୍ଚିତ କରନ୍ତୁ
 +
 
 
|-
 
|-
| 06:33
+
|06:37
| ଫାଇଲ୍ ଟି '''.cpp''' ଏକ୍ସଟେନସନ୍ ସହ ସେଭ୍ ହୋଇଥିବାର ନିଶ୍ଚିତ କରନ୍ତୁ
+
|ମୁଁ ଫାଇଲ୍ ଟିକୁ '''arithmetic.cpp''' ନାମରେ ସେଭ୍ କରିଛି
 +
 
 
|-
 
|-
| 06:37
+
|06:41
| ମୁଁ ଫାଇଲ୍ ଟିକୁ '''arithmetic.cpp''' ନାମରେ ସେଭ୍ କରିଛି
+
|କୋଡ୍ ଏକଜେକ୍ୟୁଟ୍ କରି ଦେଖିବା ଆମେ କ’ଣ ପରିଣାମ ପାଉଛେ
 +
 
 
|-
 
|-
| 06:41
+
|06:49
| କୋଡ୍ ଏକଜେକ୍ୟୁଟ୍ କରି ଦେଖିବା ଆମେ କ’ଣ ପରିଣାମ ପାଉଛେ
+
|ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ '''g++ space arithmetic dot cpp space  minus o space arith''', ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 06:49
+
|07:09
| ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ '''g++ space arithmetic dot cpp space  minus o space arith''', ଏଣ୍ଟର ଦାବନ୍ତୁ
+
|କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ '''./ arith''' ଟାଇପ୍ କରନ୍ତୁ, ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 07:09
+
|07:16
| କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ '''./ arith''' ଟାଇପ୍ କରନ୍ତୁ, ଏଣ୍ଟର ଦାବନ୍ତୁ
+
|ଏଠାରେ ଆଉଟପୁଟ୍ ଡିସପ୍ଲେ ହୁଏ
 +
 
 
|-
 
|-
| 07:16
+
|07:19
| ଏଠାରେ ଆଉଟପୁଟ୍ ଡିସପ୍ଲେ ହୁଏ
+
|ଦେଖନ୍ତୁ, ପରିଣାମଗୁଡ଼ିକ C ପ୍ରୋଗ୍ରାମ୍ ପରି ସମାନ ଅଟେ
 +
 
 
|-
 
|-
| 07:19
+
|07:23
| ଦେଖନ୍ତୁ, ପରିଣାମଗୁଡ଼ିକ C ପ୍ରୋଗ୍ରାମ୍ ପରି ସମାନ ଅଟେ
+
|କେବଳ ଆଉଟପୁଟ୍‍ ର ସଠିକତାରେ ପ୍ରଭେଦ ଅଛି
 +
 
 
|-
 
|-
| 07:23
+
|07:29
| କେବଳ ଆଉଟପୁଟ୍‍ ର ସଠିକତାରେ ପ୍ରଭେଦ ଅଛି
+
|ସଂକ୍ଷିପ୍ତରେ
 +
 
 
|-
 
|-
| 07:29
+
|07:32
| ସଂକ୍ଷିପ୍ତରେ
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ଆରିଥମେଟିକ୍ ଅପରେଟର୍ସ କିପରି ବ୍ୟବହାର କରାଯାଏ
 +
 
 
|-
 
|-
| 07:32
+
|07:36
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ଆରିଥମେଟିକ୍ ଅପରେଟର୍ସ କିପରି ବ୍ୟବହାର କରାଯାଏ
+
|ଏକ ଆସାଇନମେଣ୍ଟ ଭାବେ:
 +
 
 
|-
 
|-
| 07:36
+
|07:38
| ଏକ ଆସାଇନମେଣ୍ଟ ଭାବେ:
+
|ମଡ୍ୟୁଲସ୍ ଅପରେଟର୍ ର ବ୍ୟବହାର ପ୍ରଦର୍ଶନ ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
 +
 
 
|-
 
|-
| 07:38
+
|07:42
| ମଡ୍ୟୁଲସ୍ ଅପରେଟର୍ ର ବ୍ୟବହାର ପ୍ରଦର୍ଶନ ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
+
|ଦୟାକରି ଧ୍ୟାନଦିଅନ୍ତୁ ଯେ, ମଡ୍ୟୁଲସ୍ ଅପରେଟର୍ ରୁ ଡିଭିଜନ୍ ଭାଗଫଳ ପ୍ରାପ୍ତ ହୁଏ, ଯେପରି c = a % b
 +
 
 
|-
 
|-
| 07:42
+
|07:50
| ଦୟାକରି ଧ୍ୟାନଦିଅନ୍ତୁ ଯେ, ମଡ୍ୟୁଲସ୍ ଅପରେଟର୍ ରୁ ଡିଭିଜନ୍ ର ଭାଗଫଳ ପ୍ରାପ୍ତ ହୁଏ, ଯେପରି c = a % b
+
|ଆପଣଙ୍କୁ ରେଜଲ୍ଟ 1 ମିଳିବା ଉଚିତ
 +
 
 
|-
 
|-
| 07:50
+
|07:55
| ଆପଣଙ୍କୁ ରେଜଲ୍ଟ 1 ମିଳିବା ଉଚିତ
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
| 07:55
+
|07:57
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 07:57
+
|08:00
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
| 08:00
+
|08:05 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
| 08:05 
+
|08:09
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 08:09
+
|08:14
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
 +
 
 
|-
 
|-
| 08:14
+
|08:20
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 08:20
+
|08:25
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 08:25
+
|08:30
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ
 +
 
 
|-
 
|-
| 08:30
+
|08:33
| ଏହି ମିଶନ୍ ଉପରେ ଅଧିକ ବିବରଣୀ
+
|ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ  
|-
+
| 08:33
+
| ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ  
+
|-
+
|  08:41
+
|  ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
  
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
|-
 +
|08:41
 +
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|}
 
|}

Latest revision as of 12:56, 3 April 2017

Time Narration
00:01 C ଓ C++ରେ Arithmetic Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା:
00:10 Arithmetic Operators ଯେପରି-,'+' ଆଡିସନ୍: ଯେପରି a+b
00:14 '-' ସବଟ୍ରାକ୍ସନ୍: ଯେପରି a-b
00:18 '/' ଡିଭିଜନ୍: ଯେପରି a/b
00:20 '*' ମଲ୍ଟିପ୍ଲିକେସନ୍: ଯେପରି a*b
00:24 '%' ମଡ୍ୟୁଲସ୍‍: ଯେପରି a%b
00:27 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 11.10
00:32 ଉବୁଣ୍ଟୁରେ gccg++ କମ୍ପାଇଲର୍ ଭର୍ସନ୍ 4.6.1
00:38 ଏକ C ପ୍ରୋଗ୍ରାମ୍ ସାହାଯ୍ୟରେ ମୁଁ ଏହିସବୁ ଏରିଥମେଟିକ୍ ଅପରେସନ୍ସର ବ୍ୟବହାର ପ୍ରଦର୍ଶନ କରିବି
00:44 ମୁଁ ପ୍ରୋଗ୍ରାମ୍ ଲେଖିସାରିଛି
00:47 ତେଣୁ, ମୁଁ ଏଡିଟର୍ ଖୋଲି କୋଡ୍ ବର୍ଣ୍ଣନା କରିବି
00:49 ଏହା ହେଉଛି ଏରିଥମେଟିକ୍ ଅପରେଟର୍ସ ପାଇଁ C ପ୍ରୋଗ୍ରାମ୍
00:56 ପ୍ରଥମ ଦୁଇଟି ଷ୍ଟେଟମେଣ୍ଟରେ ଭେରିଏବଲ୍ସ ଘୋଷିତ ଓ ପରିଭାଷିତ ହୋଇଛି
01:02 ପରବର୍ତ୍ତୀ ଦୁଇଟି ଷ୍ଟେଟମେଣ୍ଟରେ,
01:04 a ପାଇଁ ଭାଲ୍ୟୁ 5 ନିର୍ଦ୍ଧାରଣ କରାଯାଇଛି
01:06 b ପାଇଁ ଭାଲ୍ୟୁ 2 ନିର୍ଦ୍ଧାରଣ କରାଯାଇଛି
01:10 ଆଡିସନ୍ ଅପରେଟର୍ କିପରି କାମ କରେ, ଦେଖିବା
01:14 abର ଯୋଗଫଳକୁ c ଧାରଣ କରେ
01:19 a ଓ bର ଯୋଗଫଳକୁ ଏହି printf ଷ୍ଟେଟମେଣ୍ଟ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
01:28 ଏଠାରେ ଦଶମିକ ବିନ୍ଦୁ ପରେ ଦୁଇଟି ସଂଖ୍ୟାର ସ୍ପଷ୍ଟତା % dot 2f ଦର୍ଶାଇଥାଏ
01:37 ପରବର୍ତ୍ତୀ ଷ୍ଟେଟମେଣ୍ଟରେ abର ଗୁଣଫଳକୁ c ଧାରଣ କରେ
01:43 a ଓ bର ଗୁଣଫଳକୁ ଏହି printf ଷ୍ଟେଟମେଣ୍ଟ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
01:48 ଏହି ଦୁଇ ଅପରେଟର୍ସ କିପରି କାମ କରେ, ଦେଖିବା
01:52 ନିମ୍ନ ଧାଡ଼ିଗୁଡ଼ିକୁ କମେଣ୍ଟ କରିବା
01:55 ଟାଇପ୍ କରନ୍ତୁ /* (ସ୍ଲାସ୍ ଆଷ୍ଟେରିସ୍କ)
02:01 */ (ଆଷ୍ଟେରିସ୍କ ସ୍ଲାସ୍)
02:05 ସେଭ୍ ରେ କ୍ଲିକ୍ କରନ୍ତୁ
02:07 .c (ଡଟ୍ ସି) ଏକ୍ସଟେନ୍ସନ୍ ସହିତ ଫାଇଲ୍ କୁ ସେଭ୍ କରନ୍ତୁ
02:10 ମୁଁ arithmetic.c ନାମରେ ଫାଇଲ୍ କୁ ସେଭ୍ କରିଛି
02:15 ଏକକାଳୀନ Ctrl, AltT କୀ ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
02:22 କୋଡ୍ କମ୍ପାଇଲ୍ କରିବା ପାଇଁ, ଟର୍ମିନାଲ୍ ରେ ନିମ୍ନ ଧାଡ଼ିକୁ ଟାଇପ୍ କରନ୍ତୁ
02:27 gcc ସ୍ପେସ୍ arithmetic ଡଟ୍ c ସ୍ପେସ୍ ମାଇନସ୍ o ସ୍ପେସ୍ arith
02:38 ଏଣ୍ଟର ଦାବନ୍ତୁ
02:40 କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ./arith (ଡଟ୍ ସ୍ଲାସ୍ arith) ଟାଇପ୍ କରନ୍ତୁ
02:48 ଏଣ୍ଟର ଦାବନ୍ତୁ
02:50 ଆଉଟପୁଟ୍ ସ୍କ୍ରିନ୍ ଉପରେ ଡିସପ୍ଲେ ହେବ
02:53 ଏହା ଦେଖାଏ,Sum of 5 and 2 is 7.00
02:59 Product of 5and 2 is 10.00
03:03 ଏବେ ଆପଣ ନିଜେ ସବଟ୍ରାକ୍ସନ୍ ଅପରେଟର୍ ର ଅଭ୍ୟାସ କରିବା ଉଚିତ
03:08 ଆଡିସନ୍ ଅପରେଟର୍ କୁ ସବଟ୍ରାକ୍ସନ୍ ଅପରେଟର୍ ସହିତ ବଦଳାଇ ଦେଖନ୍ତୁ
03:13 ଆପଣଙ୍କୁ ପରିଣାମ 3 ପ୍ରାପ୍ତ ହେବା ଉଚିତ
03:18 ପ୍ରୋଗ୍ରାମ୍ ଓ ଷ୍ଟେଟମେଣ୍ଟ ଶେଷ ସେଟ୍ କୁ ଫେରିଆସନ୍ତୁ
03:23 ଏବେ ମୁଁ ଡିଭିଜନ୍ ପାଇଁ କୋଡ୍ ବୁଝାଇବି
03:26 ଏଠାରୁ ମଲ୍ଟିଲାଇନ୍ କମେଣ୍ଟ କାଢ଼ିଦିଅନ୍ତୁ
03:34 ଏହି ଷ୍ଟେଟମେଣ୍ଟରେ c, a by b ଇଣ୍ଟିଜର୍ ଡିଭିଜନ୍‍ ର ଭାଲ୍ୟୁକୁ ଷ୍ଟୋର୍ କରେ
03:40 ଧ୍ୟାନଦିଅନ୍ତୁ ଯେ, ଇଣ୍ଟିଜର୍ ଡିଭିଜନ୍‍ ରେ ଭିନ୍ନାତ୍ମକ ଭାଗକୁ ଛାଡ଼ି ଦିଆଯାଏ
03:47 printf ଷ୍ଟେଟମେଣ୍ଟ, ଡିଭିଜନ୍ ଆଉଟପୁଟ୍ କୁ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
03:57 ଏହି ଷ୍ଟେଟମେଣ୍ଟରେ ଆମେ real ଡିଭିଜନ୍‍ କରୁଛେ
04:02 ଏଠାରେ ଗୋଟିଏ ଅପେରାଣ୍ଡକୁ float ଭାବେ କାଷ୍ଟ କରାଯାଏ
04:10 ଆମେ କାଷ୍ଟ ଭେରିଏବଲ୍ a ଟାଇପ୍ କରିଛେ
04:13 ଏବେ ଏକ ସିଙ୍ଗଲ୍ ଅପରେସନ୍ ପାଇଁ a ଏକ ଫ୍ଲୋଟ୍ ଭେରିଏବଲ୍ ଭଳି କାର୍ଯ୍ୟ କରିବ
04:22 printf ଷ୍ଟେଟମେଣ୍ଟ ରିଅଲ୍ ଡିଭିଜନ୍ ର ଆଉଟପୁଟ୍‍ କୁ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
04:30 return 0 ଟାଇପ୍ କରି ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
04:37 ସେଭ୍ ରେ କ୍ଲିକ୍ କରନ୍ତୁ
04:40 କୋଡ୍ କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା ପାଇଁ ଟର୍ମିନାଲ୍ କୁ ଫେରିଆସନ୍ତୁ
04:45 କମ୍ପାଇଲ୍ କରିବା ପାଇଁ gcc space arithmetic dot c minus o space arith ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
04:59 କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ./arith ଟାଇପ୍ କରି ଏଣ୍ଟର ଦାବନ୍ତୁ
05:05 ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହେବ
05:08 ଆମ ପାଖରେ ଆଡିସନ୍ ଓ ମଲ୍ଟିପ୍ଲିକେସନ୍ ଅପରେଟର୍ସର ବିଗତ ଆଉଟପୁଟ୍ ଅଛି
05:16 ଆମ ପାଖରେ 5 by 2 ର ଇଣ୍ଟିଜର୍ ଡିଭିଜନ୍ 2 ଅଛି
05:22 ଧ୍ୟାନଦିଅନ୍ତୁ ଯେ, ଇଣ୍ଟିଜର୍ ଡିଭିଜନ୍ ରେ ଭିନ୍ନାତ୍ମକ ଭାଗକୁ ଛାଡ଼ିଦିଆଯାଏ
05:29 ଏହାପରେ ଆମ ପାଖରେ 5 by 2 ରିଅଲ୍ ଡିଭିଜନ୍ 2.5 ଅଛି
05:35 ରିଅଲ୍ ଡିଭିଜନ୍ ରେ, ସମ୍ଭାବିତ ପରିଣାମ ପ୍ରାପ୍ତ ହୋଇଥାଏ
05:37 ଏହି ରେଜଲ୍ଟଗୁଡ଼ିକୁ ପାଇବା ପାଇଁ ଆମେ ଟାଇପ୍-କାଷ୍ଟିଙ୍ଗ ବ୍ୟବହାର କରିଛେ
05:45 ଧରାଯାଉ, ମୁଁ ଏହି ସମାନ ପ୍ରୋଗ୍ରାମ୍ କୁ C++ରେ ଲେଖିବାକୁ ଚାହୁଁଛି
05:50 ଦେଖିବା, ମୁଁ ସମାନ କୋଡ୍ କୁ C++ରେ ବ୍ୟବହାର କରିପାରୁଛି କି ନାହିଁ
05:54 ଆସନ୍ତୁ ଦେଖିବା
05:56 ଏଡିଟର୍‍ କୁ ଫେରିଯିବା
06:00 ଏଠାରେ ଏକ C++ କୋଡ୍ ଅଛି
06:05 ଧ୍ୟାନଦିଅନ୍ତୁ ଯେ, ଏହାର ହେଡର୍ C ଫାଇଲ୍ ହେଡର୍ ଠାରୁ ଭିନ୍ନ
06:12 ଏଠାରେ namespace ମଧ୍ୟ ବ୍ୟବହୃତ ହୋଇଛି
06:18 ଆହୁରି ମଧ୍ୟ ଦେଖନ୍ତୁ ଯେ, C++ରେ ଆଉଟପୁଟ୍ ଷ୍ଟେଟମେଣ୍ଟ ହେଉଛି cout
06:25 ତେଣୁ, ଏତିକି ପାର୍ଥକ୍ୟ ବ୍ୟତୀତ, ଦୁଇଟିଯାକ କୋଡ୍ ପ୍ରାୟତଃ ସମାନ
06:32 ସେଭ୍ ରେ କ୍ଲିକ୍ କରନ୍ତୁ,ଫାଇଲ୍ ଟି .cpp ଏକ୍ସଟେନସନ୍ ସହ ସେଭ୍ ହୋଇଥିବାର ନିଶ୍ଚିତ କରନ୍ତୁ
06:37 ମୁଁ ଫାଇଲ୍ ଟିକୁ arithmetic.cpp ନାମରେ ସେଭ୍ କରିଛି
06:41 କୋଡ୍ ଏକଜେକ୍ୟୁଟ୍ କରି ଦେଖିବା ଆମେ କ’ଣ ପରିଣାମ ପାଉଛେ
06:49 ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ g++ space arithmetic dot cpp space minus o space arith, ଏଣ୍ଟର ଦାବନ୍ତୁ
07:09 କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ./ arith ଟାଇପ୍ କରନ୍ତୁ, ଏଣ୍ଟର ଦାବନ୍ତୁ
07:16 ଏଠାରେ ଆଉଟପୁଟ୍ ଡିସପ୍ଲେ ହୁଏ
07:19 ଦେଖନ୍ତୁ, ପରିଣାମଗୁଡ଼ିକ C ପ୍ରୋଗ୍ରାମ୍ ପରି ସମାନ ଅଟେ
07:23 କେବଳ ଆଉଟପୁଟ୍‍ ର ସଠିକତାରେ ପ୍ରଭେଦ ଅଛି
07:29 ସଂକ୍ଷିପ୍ତରେ
07:32 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ଆରିଥମେଟିକ୍ ଅପରେଟର୍ସ କିପରି ବ୍ୟବହାର କରାଯାଏ
07:36 ଏକ ଆସାଇନମେଣ୍ଟ ଭାବେ:
07:38 ମଡ୍ୟୁଲସ୍ ଅପରେଟର୍ ର ବ୍ୟବହାର ପ୍ରଦର୍ଶନ ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
07:42 ଦୟାକରି ଧ୍ୟାନଦିଅନ୍ତୁ ଯେ, ମଡ୍ୟୁଲସ୍ ଅପରେଟର୍ ରୁ ଡିଭିଜନ୍ ର ଭାଗଫଳ ପ୍ରାପ୍ତ ହୁଏ, ଯେପରି c = a % b
07:50 ଆପଣଙ୍କୁ ରେଜଲ୍ଟ 1 ମିଳିବା ଉଚିତ
07:55 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:57 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:00 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
08:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:09 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:14 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
08:20 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:25 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:30 ଏହି ମିଶନ୍ ଉପରେ ଅଧିକ ବିବରଣୀ
08:33 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:41 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep