C-and-Cpp/C2/Arithmetic-Operators/Oriya

From Script | Spoken-Tutorial
Jump to: navigation, search
Time Narration
00:01 C ଓ C++ରେ Arithmetic Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା:
00:10 Arithmetic Operators ଯେପରି-,'+' ଆଡିସନ୍: ଯେପରି a+b
00:14 '-' ସବଟ୍ରାକ୍ସନ୍: ଯେପରି a-b
00:18 '/' ଡିଭିଜନ୍: ଯେପରି a/b
00:20 '*' ମଲ୍ଟିପ୍ଲିକେସନ୍: ଯେପରି a*b
00:24 '%' ମଡ୍ୟୁଲସ୍‍: ଯେପରି a%b
00:27 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 11.10
00:32 ଉବୁଣ୍ଟୁରେ gccg++ କମ୍ପାଇଲର୍ ଭର୍ସନ୍ 4.6.1
00:38 ଏକ C ପ୍ରୋଗ୍ରାମ୍ ସାହାଯ୍ୟରେ ମୁଁ ଏହିସବୁ ଏରିଥମେଟିକ୍ ଅପରେସନ୍ସର ବ୍ୟବହାର ପ୍ରଦର୍ଶନ କରିବି
00:44 ମୁଁ ପ୍ରୋଗ୍ରାମ୍ ଲେଖିସାରିଛି
00:47 ତେଣୁ, ମୁଁ ଏଡିଟର୍ ଖୋଲି କୋଡ୍ ବର୍ଣ୍ଣନା କରିବି
00:49 ଏହା ହେଉଛି ଏରିଥମେଟିକ୍ ଅପରେଟର୍ସ ପାଇଁ C ପ୍ରୋଗ୍ରାମ୍
00:56 ପ୍ରଥମ ଦୁଇଟି ଷ୍ଟେଟମେଣ୍ଟରେ ଭେରିଏବଲ୍ସ ଘୋଷିତ ଓ ପରିଭାଷିତ ହୋଇଛି
01:02 ପରବର୍ତ୍ତୀ ଦୁଇଟି ଷ୍ଟେଟମେଣ୍ଟରେ,
01:04 a ପାଇଁ ଭାଲ୍ୟୁ 5 ନିର୍ଦ୍ଧାରଣ କରାଯାଇଛି
01:06 b ପାଇଁ ଭାଲ୍ୟୁ 2 ନିର୍ଦ୍ଧାରଣ କରାଯାଇଛି
01:10 ଆଡିସନ୍ ଅପରେଟର୍ କିପରି କାମ କରେ, ଦେଖିବା
01:14 abର ଯୋଗଫଳକୁ c ଧାରଣ କରେ
01:19 a ଓ bର ଯୋଗଫଳକୁ ଏହି printf ଷ୍ଟେଟମେଣ୍ଟ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
01:28 ଏଠାରେ ଦଶମିକ ବିନ୍ଦୁ ପରେ ଦୁଇଟି ସଂଖ୍ୟାର ସ୍ପଷ୍ଟତା % dot 2f ଦର୍ଶାଇଥାଏ
01:37 ପରବର୍ତ୍ତୀ ଷ୍ଟେଟମେଣ୍ଟରେ abର ଗୁଣଫଳକୁ c ଧାରଣ କରେ
01:43 a ଓ bର ଗୁଣଫଳକୁ ଏହି printf ଷ୍ଟେଟମେଣ୍ଟ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
01:48 ଏହି ଦୁଇ ଅପରେଟର୍ସ କିପରି କାମ କରେ, ଦେଖିବା
01:52 ନିମ୍ନ ଧାଡ଼ିଗୁଡ଼ିକୁ କମେଣ୍ଟ କରିବା
01:55 ଟାଇପ୍ କରନ୍ତୁ /* (ସ୍ଲାସ୍ ଆଷ୍ଟେରିସ୍କ)
02:01 */ (ଆଷ୍ଟେରିସ୍କ ସ୍ଲାସ୍)
02:05 ସେଭ୍ ରେ କ୍ଲିକ୍ କରନ୍ତୁ
02:07 .c (ଡଟ୍ ସି) ଏକ୍ସଟେନ୍ସନ୍ ସହିତ ଫାଇଲ୍ କୁ ସେଭ୍ କରନ୍ତୁ
02:10 ମୁଁ arithmetic.c ନାମରେ ଫାଇଲ୍ କୁ ସେଭ୍ କରିଛି
02:15 ଏକକାଳୀନ Ctrl, AltT କୀ ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
02:22 କୋଡ୍ କମ୍ପାଇଲ୍ କରିବା ପାଇଁ, ଟର୍ମିନାଲ୍ ରେ ନିମ୍ନ ଧାଡ଼ିକୁ ଟାଇପ୍ କରନ୍ତୁ
02:27 gcc ସ୍ପେସ୍ arithmetic ଡଟ୍ c ସ୍ପେସ୍ ମାଇନସ୍ o ସ୍ପେସ୍ arith
02:38 ଏଣ୍ଟର ଦାବନ୍ତୁ
02:40 କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ./arith (ଡଟ୍ ସ୍ଲାସ୍ arith) ଟାଇପ୍ କରନ୍ତୁ
02:48 ଏଣ୍ଟର ଦାବନ୍ତୁ
02:50 ଆଉଟପୁଟ୍ ସ୍କ୍ରିନ୍ ଉପରେ ଡିସପ୍ଲେ ହେବ
02:53 ଏହା ଦେଖାଏ,Sum of 5 and 2 is 7.00
02:59 Product of 5and 2 is 10.00
03:03 ଏବେ ଆପଣ ନିଜେ ସବଟ୍ରାକ୍ସନ୍ ଅପରେଟର୍ ର ଅଭ୍ୟାସ କରିବା ଉଚିତ
03:08 ଆଡିସନ୍ ଅପରେଟର୍ କୁ ସବଟ୍ରାକ୍ସନ୍ ଅପରେଟର୍ ସହିତ ବଦଳାଇ ଦେଖନ୍ତୁ
03:13 ଆପଣଙ୍କୁ ପରିଣାମ 3 ପ୍ରାପ୍ତ ହେବା ଉଚିତ
03:18 ପ୍ରୋଗ୍ରାମ୍ ଓ ଷ୍ଟେଟମେଣ୍ଟ ଶେଷ ସେଟ୍ କୁ ଫେରିଆସନ୍ତୁ
03:23 ଏବେ ମୁଁ ଡିଭିଜନ୍ ପାଇଁ କୋଡ୍ ବୁଝାଇବି
03:26 ଏଠାରୁ ମଲ୍ଟିଲାଇନ୍ କମେଣ୍ଟ କାଢ଼ିଦିଅନ୍ତୁ
03:34 ଏହି ଷ୍ଟେଟମେଣ୍ଟରେ c, a by b ଇଣ୍ଟିଜର୍ ଡିଭିଜନ୍‍ ର ଭାଲ୍ୟୁକୁ ଷ୍ଟୋର୍ କରେ
03:40 ଧ୍ୟାନଦିଅନ୍ତୁ ଯେ, ଇଣ୍ଟିଜର୍ ଡିଭିଜନ୍‍ ରେ ଭିନ୍ନାତ୍ମକ ଭାଗକୁ ଛାଡ଼ି ଦିଆଯାଏ
03:47 printf ଷ୍ଟେଟମେଣ୍ଟ, ଡିଭିଜନ୍ ଆଉଟପୁଟ୍ କୁ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
03:57 ଏହି ଷ୍ଟେଟମେଣ୍ଟରେ ଆମେ real ଡିଭିଜନ୍‍ କରୁଛେ
04:02 ଏଠାରେ ଗୋଟିଏ ଅପେରାଣ୍ଡକୁ float ଭାବେ କାଷ୍ଟ କରାଯାଏ
04:10 ଆମେ କାଷ୍ଟ ଭେରିଏବଲ୍ a ଟାଇପ୍ କରିଛେ
04:13 ଏବେ ଏକ ସିଙ୍ଗଲ୍ ଅପରେସନ୍ ପାଇଁ a ଏକ ଫ୍ଲୋଟ୍ ଭେରିଏବଲ୍ ଭଳି କାର୍ଯ୍ୟ କରିବ
04:22 printf ଷ୍ଟେଟମେଣ୍ଟ ରିଅଲ୍ ଡିଭିଜନ୍ ର ଆଉଟପୁଟ୍‍ କୁ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ
04:30 return 0 ଟାଇପ୍ କରି ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
04:37 ସେଭ୍ ରେ କ୍ଲିକ୍ କରନ୍ତୁ
04:40 କୋଡ୍ କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା ପାଇଁ ଟର୍ମିନାଲ୍ କୁ ଫେରିଆସନ୍ତୁ
04:45 କମ୍ପାଇଲ୍ କରିବା ପାଇଁ gcc space arithmetic dot c minus o space arith ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
04:59 କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ./arith ଟାଇପ୍ କରି ଏଣ୍ଟର ଦାବନ୍ତୁ
05:05 ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହେବ
05:08 ଆମ ପାଖରେ ଆଡିସନ୍ ଓ ମଲ୍ଟିପ୍ଲିକେସନ୍ ଅପରେଟର୍ସର ବିଗତ ଆଉଟପୁଟ୍ ଅଛି
05:16 ଆମ ପାଖରେ 5 by 2 ର ଇଣ୍ଟିଜର୍ ଡିଭିଜନ୍ 2 ଅଛି
05:22 ଧ୍ୟାନଦିଅନ୍ତୁ ଯେ, ଇଣ୍ଟିଜର୍ ଡିଭିଜନ୍ ରେ ଭିନ୍ନାତ୍ମକ ଭାଗକୁ ଛାଡ଼ିଦିଆଯାଏ
05:29 ଏହାପରେ ଆମ ପାଖରେ 5 by 2 ରିଅଲ୍ ଡିଭିଜନ୍ 2.5 ଅଛି
05:35 ରିଅଲ୍ ଡିଭିଜନ୍ ରେ, ସମ୍ଭାବିତ ପରିଣାମ ପ୍ରାପ୍ତ ହୋଇଥାଏ
05:37 ଏହି ରେଜଲ୍ଟଗୁଡ଼ିକୁ ପାଇବା ପାଇଁ ଆମେ ଟାଇପ୍-କାଷ୍ଟିଙ୍ଗ ବ୍ୟବହାର କରିଛେ
05:45 ଧରାଯାଉ, ମୁଁ ଏହି ସମାନ ପ୍ରୋଗ୍ରାମ୍ କୁ C++ରେ ଲେଖିବାକୁ ଚାହୁଁଛି
05:50 ଦେଖିବା, ମୁଁ ସମାନ କୋଡ୍ କୁ C++ରେ ବ୍ୟବହାର କରିପାରୁଛି କି ନାହିଁ
05:54 ଆସନ୍ତୁ ଦେଖିବା
05:56 ଏଡିଟର୍‍ କୁ ଫେରିଯିବା
06:00 ଏଠାରେ ଏକ C++ କୋଡ୍ ଅଛି
06:05 ଧ୍ୟାନଦିଅନ୍ତୁ ଯେ, ଏହାର ହେଡର୍ C ଫାଇଲ୍ ହେଡର୍ ଠାରୁ ଭିନ୍ନ
06:12 ଏଠାରେ namespace ମଧ୍ୟ ବ୍ୟବହୃତ ହୋଇଛି
06:18 ଆହୁରି ମଧ୍ୟ ଦେଖନ୍ତୁ ଯେ, C++ରେ ଆଉଟପୁଟ୍ ଷ୍ଟେଟମେଣ୍ଟ ହେଉଛି cout
06:25 ତେଣୁ, ଏତିକି ପାର୍ଥକ୍ୟ ବ୍ୟତୀତ, ଦୁଇଟିଯାକ କୋଡ୍ ପ୍ରାୟତଃ ସମାନ
06:32 ସେଭ୍ ରେ କ୍ଲିକ୍ କରନ୍ତୁ,ଫାଇଲ୍ ଟି .cpp ଏକ୍ସଟେନସନ୍ ସହ ସେଭ୍ ହୋଇଥିବାର ନିଶ୍ଚିତ କରନ୍ତୁ
06:37 ମୁଁ ଫାଇଲ୍ ଟିକୁ arithmetic.cpp ନାମରେ ସେଭ୍ କରିଛି
06:41 କୋଡ୍ ଏକଜେକ୍ୟୁଟ୍ କରି ଦେଖିବା ଆମେ କ’ଣ ପରିଣାମ ପାଉଛେ
06:49 ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ g++ space arithmetic dot cpp space minus o space arith, ଏଣ୍ଟର ଦାବନ୍ତୁ
07:09 କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ./ arith ଟାଇପ୍ କରନ୍ତୁ, ଏଣ୍ଟର ଦାବନ୍ତୁ
07:16 ଏଠାରେ ଆଉଟପୁଟ୍ ଡିସପ୍ଲେ ହୁଏ
07:19 ଦେଖନ୍ତୁ, ପରିଣାମଗୁଡ଼ିକ C ପ୍ରୋଗ୍ରାମ୍ ପରି ସମାନ ଅଟେ
07:23 କେବଳ ଆଉଟପୁଟ୍‍ ର ସଠିକତାରେ ପ୍ରଭେଦ ଅଛି
07:29 ସଂକ୍ଷିପ୍ତରେ
07:32 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ଆରିଥମେଟିକ୍ ଅପରେଟର୍ସ କିପରି ବ୍ୟବହାର କରାଯାଏ
07:36 ଏକ ଆସାଇନମେଣ୍ଟ ଭାବେ:
07:38 ମଡ୍ୟୁଲସ୍ ଅପରେଟର୍ ର ବ୍ୟବହାର ପ୍ରଦର୍ଶନ ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
07:42 ଦୟାକରି ଧ୍ୟାନଦିଅନ୍ତୁ ଯେ, ମଡ୍ୟୁଲସ୍ ଅପରେଟର୍ ରୁ ଡିଭିଜନ୍ ର ଭାଗଫଳ ପ୍ରାପ୍ତ ହୁଏ, ଯେପରି c = a % b
07:50 ଆପଣଙ୍କୁ ରେଜଲ୍ଟ 1 ମିଳିବା ଉଚିତ
07:55 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:57 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:00 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
08:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:09 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:14 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
08:20 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:25 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:30 ଏହି ମିଶନ୍ ଉପରେ ଅଧିକ ବିବରଣୀ
08:33 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:41 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep